< ୨ ୟ ପିତର୍ 3 >
1 ୧ ଏ ମର୍ ଆଲାଦର୍ ବାଇବଇନିମନ୍, ଏଟା ମୁଇ ତମର୍ ଲଗେ ଦୁଇପାଲି ଅଇଲା ଚିଟି ଲେକ୍ଲିନି । ଏ ଦୁଇଟାଜାକ ଚିଟିତେଇ ଏ ସବୁ ବିସୟ୍ ମନେ ଏତାଇ ତମର୍ ମନେ ସୁକଲ୍ କର୍ବାପାଇ ଚିନ୍ତା କଲିନି ।
Ταύτην ἤδη, ἀγαπητοί, δευτέραν ὑμῖν γράφω ἐπιστολήν, ἐν αἷς διεγείρω ὑμῶν ἐν ὑπομνήσει τὴν εἰλικρινῆ διάνοιαν,
2 ୨ ବେସି ଆଗେ ସୁକଲ୍ ବବିସତ୍ବକ୍ତାମନ୍ ଜନ୍ସବୁ କାତା ଜାନାଇ ରଇଲାଇ ଆରି ଉଦାର୍ କର୍ବା ମାପ୍ରୁ ଦେଇରଇବା ଆଦେସ୍ ତମ୍କେ ପେରିତ୍ ସିସ୍ମନ୍ ଦେଇଆଚତ୍, ସେଟା ତମର୍ ମନେ ଏତାଇ ଦେବାକେ ମନ୍କଲିନି ।
μνησθῆναι τῶν προειρημένων ῥημάτων ὑπὸ τῶν ἁγίων προφητῶν καὶ τῆς τῶν ἀποστόλων ὑμῶν ἐντολῆς τοῦ κυρίου καὶ σωτῆρος·
3 ୩ ପର୍ତମେ ଏଟା ଜାନା ଜେ, ସାର୍ଲା ଦିନ୍ମନ୍କେ ଲକ୍ମନ୍ ନିଜର୍ ନିଜର୍ କାରାପ୍ ମନ୍କଲା ଇସାବେ ଚଲାଚଲ୍ତି କର୍ବାଇ । ସାରାସାରି ଦିନେ ସେମନ୍ ସତ୍କେ ନିସାର୍ କରି ପାଚାର୍ବାଇ ।
τοῦτο πρῶτον γινώσκοντες, ὅτι ἐλεύσονται ἐπ’ ἐσχάτων τῶν ἡμερῶν ἐν ἐμπαιγμονῇ ἐμπαῖκται κατὰ τὰς ἰδίας αὐτῶν ἐπιθυμίας πορευόμενοι
4 ୪ ଆରି କିଜାଇକରି କଇବାଇ, “ଜିସୁ ଆଇବି ବଲି କାତା ଦେଇରଇଲାଟା, କେନେ ତେବେ?” କାଇକେବଇଲେ ପୁର୍ବେଅନି ଆମର୍ ଆନିଦାଦିମନ୍ ମଲାତେଇଅନି ଏବ୍କେ ଜାକ ସବୁ ବିସଇ ଜେନ୍ତି ରଇଲା, ଏବେ ମିସା ସେନ୍ତାର୍ସେ ଆଚେ ।
καὶ λέγοντες, ποῦ ἐστιν ἡ ἐπαγγελία τῆς παρουσίας αὐτοῦ; ἀφ’ ἧς γὰρ οἱ πατέρες ἐκοιμήθησαν, πάντα οὕτως διαμένει ἀπ’ ἀρχῆς κτίσεως.
5 ୫ ସେମନ୍ ଜାନି ଜାନି ପାସ୍ରିଗାଲାଇନି ଜେ ଆଗର୍ ବେଲ୍ ଆରି ବାଦଲ୍ ସବୁ ମାପ୍ରୁର୍ ବାକିଅର୍ ଲାଗି ଗଟ୍ଲା ଆଚେ, ଦର୍ତନି ପାନି ବିତ୍ରେଅନି ବାରଇଲା ଆଚେ ଆରି ଦର୍ତନି ଚାରିବେଟ୍ତି ପାନି ରଇଲା ବଲି ।
λανθάνει γὰρ αὐτοὺς τοῦτο θέλοντας, ὅτι οὐρανοὶ ἦσαν ἔκπαλαι καὶ γῆ ἐξ ὕδατος καὶ δι’ ὕδατος συνεστῶσα τῷ τοῦ θεοῦ λόγῳ,
6 ୬ ତାର୍ଲାଗି ସେ ସେବେଲେ ପୁର୍ନା ଜଗତ୍ ପାନି ସଙ୍ଗ୍ ବୁଡି ନସିଗାଲା ।
δι’ ὧν ὁ τότε κόσμος ὕδατι κατακλυσθεὶς ἀπώλετο·
7 ୭ ମାତର୍ ଏବେ ରଇବା ବାଦଲ୍ ଆରି ଦର୍ତନି ସେ ବାକିଅର୍ ଲାଗି, ଦରମ୍ ନଇଲା ଲକ୍ମନ୍କେ ବିଚାର୍ ଆରି ବିନାସର୍ ଦିନ୍ ଜାକ, ଜଇ ସଙ୍ଗ୍ ନସ୍ଟ ଅଇବାକେ ଜମାଇକରି ସଙ୍ଗଇଲା ଆଚେ ।
οἱ δὲ νῦν οὐρανοὶ καὶ ἡ γῆ τῷ αὐτῷ λόγῳ τεθησαυρισμένοι εἰσὶν πυρί, τηρούμενοι εἰς ἡμέραν κρίσεως καὶ ἀπωλείας τῶν ἀσεβῶν ἀνθρώπων.
8 ୮ ମାତର୍ ଏ ଆଲାଦର୍ ବାଇମନ୍, ମାପ୍ରୁ ଦେକ୍ବା ଇସାବେ, ଗଟେକ୍ ଦିନ୍ଜେ ଅଜାର୍ ବରସ୍ ପାରା, ଆରି ଅଜାର୍ ବରସ୍, ଗଟେକ୍ ଦିନ୍ ପାରା, ଏ ମୁଲିକା ରଇଲା ବିସଇ ତମେ ପାସ୍ରା ନାଇ ।
ἓν δὲ τοῦτο μὴ λανθανέτω ὑμᾶς, ἀγαπητοί, ὅτι μία ἡμέρα παρὰ κυρίῳ ὡς χίλια ἔτη καὶ χίλια ἔτη ὡς ἡμέρα μία.
9 ୯ ଅଲସମ୍ ଅଇସି ବଲି କେତେଲକ୍ ଏତାଇଲାଇନି, ମାତର୍ ମାପ୍ରୁ ନିଜେ କାତା ଦେଲା ବିସଇ ସେନ୍ତାର୍ ଅଲ୍ସମ୍ କରେନାଇ । ମାତର୍ କେମିସା ଜେନ୍ତିକି ବିନାସ୍ ନଅତ୍, ସେମନ୍ ସବୁ ମନ୍ ବାଦ୍ଲାଇବାଇ, ଏଟା ସେ ମନ୍କରି ତମର୍ ପାଇ ବଲି ଅଲ୍ସମ୍ ଅଇଲାନି ।
οὐ βραδύνει κύριος τῆς ἐπαγγελίας, ὥς τινες βραδύτητα ἡγοῦνται, ἀλλὰ μακροθυμεῖ δι’ ὑμᾶς, μὴ βουλόμενός τινας ἀπολέσθαι ἀλλὰ πάντας εἰς μετάνοιαν χωρῆσαι.
10 ୧୦ ମାପ୍ରୁର୍ ଦିନ୍ ଚର୍ ଆଇଲା ରକାମ୍ କେଟିଜାଇସି । ସେ ଦିନେ ବାଦଲ୍ ସବୁ ବେସି ସବଦ୍ ସଙ୍ଗ୍ ନସ୍ଟ ଅଇଜାଇସି, ବାଦ୍ଲେ ଉଜଲ୍ ରଇବାଟାମନ୍ ସବୁ ସିଲିଜାଇସି, ପୁର୍ତିବି ଆରି ସିତି ରଇଲା ଲକ୍ମନ୍ ତିଆର୍ କଲା ଜେତେକ୍ ସବୁ ଜିନିସ୍ ପଡିଜିବାଇ ।
Ἥξει δὲ ἡμέρα κυρίου ὡς κλέπτης, ἐν ᾗ οἱ οὐρανοὶ ῥοιζηδὸν παρελεύσονται, στοιχεῖα δὲ καυσούμενα λυθήσεται, καὶ γῆ καὶ τὰ ἐν αὐτῇ ἔργα κατακαήσεται.
11 ୧୧ ଏ ସବୁ ବିସଇ ଏ ରକାମ୍ ଆଜିଜାଇସି, ତେବର୍ ପାଇ ତମେମନ୍ ବେସି ସୁକଲ୍ ଆରି ଜାଗ୍ରତ୍ସଙ୍ଗ୍ ରଇବାର୍ ଆଚେ।
τούτων οὖν πάντων λυομένων ποταποὺς δεῖ ὑπάρχειν ὑμᾶς ἐν ἁγίαις ἀναστροφαῖς καὶ εὐσεβείαις,
12 ୧୨ ମାପ୍ରୁ ଆଇବା ଦିନ୍କେ ଜାଗି କରି, ସେଟାଜେନ୍ତି ଦାପ୍ରେ ଆଇସି, ସବୁ ବେଲେ ଦରମ୍ ଚଲାଚଲ୍ତି କର୍ବାର୍ ଆଚେ ।
προσδοκῶντας καὶ σπεύδοντας τὴν παρουσίαν τῆς τοῦ θεοῦ ἡμέρας, δι’ ἣν οὐρανοὶ πυρούμενοι λυθήσονται καὶ στοιχεῖα καυσούμενα τήκεται.
13 ୧୩ ଆମେ ସେ କାତା ଦେଲା ଇସାବେ ନୁଆଁ ବାଦଲ୍ ଆରି ନୁଆଁ ପୁର୍ତିବିକେ ଜାଗ୍ଲୁନି । ସେଟା ଦରମ୍ଲକର୍ ବାସା ଅଇବା ଜାଗା ଅଇସି ।
καινοὺς δὲ οὐρανοὺς καὶ καινὴν γῆν κατὰ τὰ ἐπαγγέλματα αὐτοῦ προσδοκῶμεν, ἐν οἷς δικαιοσύνη κατοικεῖ.
14 ୧୪ ସେଟାର୍ ପାଇ ଏ ଆଲାଦର୍ ବାଇମନ୍, ତମେ ସେ ଦିନ୍କେ ଜାଗ୍ତେରୁଆ । ପର୍ମେସର୍ ଦେକ୍ବା ଇସାବେ, କାଇ ଦସ୍ ନ ଅଇତେ, ସୁକଲ୍ ଲକ୍ମନର୍ ପାରା, ତାର୍ ସଙ୍ଗ୍ ସାନ୍ତିଅଇ ରଇବାକେ ଜାଗ୍ରତ୍ ଉଆ ।
Διό, ἀγαπητοί, ταῦτα προσδοκῶντες σπουδάσατε ἄσπιλοι καὶ ἀμώμητοι αὐτῷ εὑρεθῆναι ἐν εἰρήνῃ,
15 ୧୫ ଆରି, ଆମର୍ ମାପ୍ରୁ ବେସି ଦିନ୍ ଜାଗ୍ବାଟା ଆରି ରକିଆ କର୍ବାଟା ବଲି ଏତାଆ । ଆମର୍ ଆଲାଦର୍ ବାଇ ପାଉଲ୍କେ ମିସା ମାପ୍ରୁ ତାକେ ଦେଲା ବୁଦି ଇସାବେ ତମର୍ ଲଗେ ଏନ୍ତାର୍ ଲେକ୍ଲା ଆଚେ ।
καὶ τὴν τοῦ κυρίου ἡμῶν μακροθυμίαν σωτηρίαν ἡγεῖσθε, καθὼς καὶ ὁ ἀγαπητὸς ἡμῶν ἀδελφὸς Παῦλος κατὰ τὴν δοθεῖσαν αὐτῷ σοφίαν ἔγραψεν ὑμῖν,
16 ୧୬ ସେ ତାର୍ ସବୁ ଚିଟି ଲଗେ ମିସା ଏ ସମାନ୍ ବିସଇ ଲେକ୍ଲାଆଚେ । ମାତର୍ ତେଇଅନି କେତେଟା ବିସଇ ଲକ୍ମନ୍କେ ବୁଜ୍ବାକେ କସ୍ଟ ଆଚେ । ଜନ୍ ଲକ୍ମନ୍ ନିକ ସିକତ୍ନାଇ ଆରି ତାକର୍ ବିସ୍ବାସ୍ଟାନେ ଡାଟ୍ନାଇ, ଏ ସବୁ ବିସଇର୍ ଅରତ୍ ବୁଲ୍ଇସାବେ ବାତାଇଲାଇନି । ପର୍ମେସରର୍ ବାକିଅତେଇରଇବା କେତେଟା ବିନ୍ ବିସଇମନ୍ ମିସା ଏନ୍ତାରି ବୁଲ୍କରି ବାତାଇଲାଇନି । ଏନ୍ତାରି କଲାର୍ପାଇ ପର୍ମେସର୍ ସେମନ୍କେ କୁରୁପ୍ନାସ୍ କର୍ସି ।
ὡς καὶ ἐν πάσαις ταῖς ἐπιστολαῖς λαλῶν ἐν αὐταῖς περὶ τούτων, ἐν αἷς ἐστιν δυσνόητά τινα, ἃ οἱ ἀμαθεῖς καὶ ἀστήρικτοι στρεβλοῦσιν ὡς καὶ τὰς λοιπὰς γραφὰς πρὸς τὴν ἰδίαν αὐτῶν ἀπώλειαν.
17 ୧୭ ଏ ଆଲାଦର୍ ବାଇମନ୍, ତମେ ଆଗେ ଅନି ଏ ସବୁ ବିସଇ ଜାନି ଜାଗର୍ତା ଅଇରୁଆ । କେଡେବଲ୍ ନିୟମ୍ ନ ମାନ୍ଲା ଲକର୍ ଆସାର୍ କାମର୍ ପାନ୍ଦ୍ଲଗେ ଅଦ୍ରି, ଡାଟ୍ସଙ୍ଗ୍ ରଇବା ବିସ୍ବାସେ ଅନି ଉନା ଉଆନାଇ ।
ὑμεῖς οὖν, ἀγαπητοί, προγινώσκοντες φυλάσσεσθε ἵνα μὴ τῇ τῶν ἀθέσμων πλάνῃ συναπαχθέντες ἐκπέσητε τοῦ ἰδίου στηριγμοῦ,
18 ୧୮ ମାତର୍ ଆମର୍ ମାପ୍ରୁ ଆରି ଉଦାର୍ କର୍ବା ଜିସୁକିରିସ୍ଟର୍ ଜିବନ୍ ଦୁକାଇଲାଟା ଆରି ଗିଆନ୍ ସଙ୍ଗ୍ ଅଦିକ୍ ଅଦିକ୍ ବଡା । ଏବେ ଆରି କାଲ୍ କାଲ୍ ଜୁଗ୍ ଜୁଗ୍ ଜାକ ସେ ଡାକ୍ପୁଟା ପାଅ । ଆମେନ୍ । (aiōn )
αὐξάνετε δὲ ἐν χάριτι καὶ γνώσει τοῦ κυρίου ἡμῶν καὶ σωτῆρος Ἰησοῦ Χριστοῦ. αὐτῷ ἡ δόξα καὶ νῦν καὶ εἰς ἡμέραν αἰῶνος. (aiōn )