< ୨ ୟ ପିତର୍‌ 2 >

1 ପୁର୍‌ବେ ପର୍‌ମେସରର୍‌ ଲକ୍‌ମନର୍‌ ବିତ୍‌ରେ ମିଚ୍‌ କାତା କଇବା ବବିସତ୍‌ବକ୍‌ତାମନ୍‌ ମିସା ରଇଲାଇ । ସେନ୍ତାରିସେ ତମର୍‌ ବିତ୍‌ରେ ମିସା ମିଚ୍‌ ସିକାଉମନ୍‌ ରଇବାଇ । ପର୍‌ମେସରର୍‌ ବିସଇ ସେମନ୍‌ ମିଚ୍‌ଟା ସିକାଇବାଇ । ଜନ୍‌ ଲକ୍‌ମନ୍‌ ସେ କାତା ବିସ୍‌ବାସ୍‌ କର୍‌ବାଇ, ସେମନ୍‌ ବିନାସ୍‌ ଅଇଜିବାଇ । ସେମନ୍‌କେ ମୁକ୍‌ଲାଇଲା ନିଜର୍‌ ମୁକ୍‌ତିକାରିଆକେ ସେମନ୍‌ ଚାଡିଦେବାଇ । ସେନ୍ତାରି କଲାର୍‌ ପାଇ ପର୍‌ମେସର୍‌ ସେମନ୍‌କେ ଦାପ୍‌ରେ କୁରୁପ୍‌ନାସ୍‌ କର୍‌ସି ।
Lékin burun xelq ichide saxta peyghemberler chiqqan, shuningdek aranglardimu saxta telim bergüchiler meydan’gha chiqidu. Ular soqunup kirip, halaketke élip baridighan bid’et telimlerni aranglargha astirtin kirgüzüp, hetta özlirini hör qilishqa sétiwalghan igisidinmu ténip, buning bilen öz béshigha tézla halaket chüshüridu.
2 ବିସ୍‌ବାସି ବଲାଇଅଇବା ବେସି ଲକ୍‌ମନ୍‌ ତାକର୍‌ କାରାପ୍‌ ଚଲାଚଲ୍‌ତି ଦାର୍‌ବାଇ ଆରି ସତ୍‌ ବାଟର୍‌ ବିସଇନେଇ କାରାପ୍‌ କାତା କଇ ବୁଲ୍‌ବାଇ ।
Nurghun kishiler ularning shermendilikige egiship kétidu, shuningdek ularning sewebidin heqiqet yoli haqaretke uchraydu.
3 ଏନ୍ତାଟା ସିକାଉମନ୍‌ ଲବ୍‌ ଅଇକରି ନିଜେ ତିଆର୍‌ କରିରଇବା କାତା କଇକରି ତମ୍‌କେ ନାଡାଇବାଇ । ସେନ୍ତାରି ଲକ୍‌ମନ୍‌କେ ଡଣ୍ଡ୍‌ ଦେବି ବଲି ପର୍‌ମେସର୍‌ କାତା ଦେଇରଇଲା । ଆରି ସେଟା କର୍‌ବାକେ ସେ ଏବେ ଜାଗିଆଚେ । ସେ ସେମନ୍‌କେ କୁରୁପ୍‌ନାସ୍‌ କର୍‌ସି ଆକା ।
Ular achközlükidin oydurma sözler bilen silerni satidighan méli qilidu. Emdi ularning béshigha xéli burunla békitilgen jaza bikar olturmaydu, ularning halakiti bolsa uxlap yatmaydu.
4 ପୁର୍‌ବେ କେତେଟା ଦୁତ୍‌ମନ୍‌ ଜେଡେବେଲେ ପାପ୍‌ କରିରଇଲାଇ, ପର୍‌ମେସର୍‌ ସେମନ୍‌କେ ଡଣ୍ଡ୍‌ ନ ଦେଇକରି ଚାଡିଦେଏ ନାଇ । ମାତର୍‌ ସେମନ୍‌କେ ନର୍‌କେ ପିଙ୍ଗିଦେଲା । ସେମନ୍‌କେ ବିଚାର୍‌ କରି ଡଣ୍ଡ୍‌ଦେବା ଦିନ୍‌ ଜାକ ସେ ସେମନ୍‌କେ ବନ୍ଦିକରି ଆନ୍ଦାରେ ସଙ୍ଗଇସି । (Tartaroō g5020)
Chünki Xuda gunah sadir qilghan perishtilerni ayap olturmay, belki ularni tehtisaraning hangigha tashlap, soraqqa tartquche zulmetlik qarangghuluqtiki zenjirler bilen solap qoyghan yerde, (Tartaroō g5020)
5 ଆଗର୍‌କାଲେ ବଁଚିରଇବା ଲକ୍‌ମନ୍‌ ପର୍‌ମେସର୍‌କେ ମାନିକରି ରଅତ୍‌ନାଇକେ, ସେ ସେମନ୍‌କେ ଡଣ୍ଡ୍‌ ନ ଦେଇକରି ଚାଡେନାଇ । ତାର୍‌ବାଦୁଲେ ସେମନର୍‌ପାଇ ବନିଆ ଆନାଇଲା । ତେଇ ସବୁଲକ୍‌ ବୁଡିଗାଲାଇ । ମାତର୍‌ ସେ ନଅ ଆରି ତାର୍‌ କୁଟୁମର୍‌ ସାତ୍‌ଲକ୍‌କେ ସେ ରକିଆ କଲା । ସେବେଲେ ନଅ ପର୍‌ମେସର୍‌ ଦେକ୍‌ବା ଇସାବେ ଟିକ୍‌ ବିସଇ କର୍‌ବାର୍‌ ଆଚେ ବଲି ଲକ୍‌ମନ୍‌କେ କଇତେରଇଲା ।
shundaqla qedimki dunyadikilernimu ayap qoymay, xudasizliqqa bérilgen dunyani topan bilen gherq qilip, peqet heqqaniyliqqa dewet qilghuchi Nuhni bashqa yettisi bilen saqlap qalghan yerde —
6 ସଦମ୍‌ ଗମରା ନଅର୍‌ମନ୍‌କେ ରଇବା ଲକ୍‌ମନ୍‌କେ ପର୍‌ମେସର୍‌ ଦସିକରି ତାକର୍‌ ନଅର୍‌ମନ୍‌କେ ପଡାଇକରି କୁରୁପ୍‌ନାସ୍‌ କରିଦେଲା । ସେମନ୍‌ ବେସି କାରାପ୍‌ କାମ୍‌ କଲାଇଜେ ଏନ୍ତାରି କଲା । ତାକେ ନ ମାନିକରି ରଇବା ଲକ୍‌ମନ୍‌କେ ଏନ୍ତାରି ଦସା ଅଇସି ବଲି ଲକ୍‌ମନ୍‌କେ ଦେକାଇଲା ।
hemde kéyin Sodom we Gomorra sheherlirini kéyinki dewrlerdiki xudasizliqqa bérilgenlerge ibret bolsun dep békitip, béshigha külpetlik jazani chüshürüp kül qilghan,
7 ସେ ନଅର୍‌ମନ୍‌ ପଡାଇବା ଆଗ୍‌ତୁ ସେ ଲତ୍‌କେ ରକିଆ କଲା । ଲତ୍‌ ଗଟେକ୍‌ ନିକଲକ୍‌ ରଇଲା । ତାର୍‌ ନଅରର୍‌ ଲକ୍‌ମନ୍‌ କରିରଇବା ପାଦ୍‌ରାପାଦ୍‌ରି କାମ୍‌ ଆରି ନିୟମ୍‌ ନ ମାନ୍‌ବାଟା ଦେକି ବେସି ଦୁକ୍‌ କର୍‌ତେରଇଲା ।
shuning bilen birge mushu exlaqsizlarning buzuqchiliqliridin yirginip azablan’ghan, heqqaniy bolghan Lutni ular arisidin qutuldurghan yerde —
8 ସେନ୍ତାରି କାରାପ୍‌ ଲକ୍‌ମନର୍‌ ବିତ୍‌ରେ ଲତ୍‌ ନିକ ସଙ୍ଗ୍‍ ବଁଚିକରି ରଇଲା । ସେମନ୍‌ କରିରଇବା କାରାପ୍‌ କାମ୍‌ ସେ ଦେକ୍‌ତେରଇଲା ଆରି କଇତେରଇବା ସତ୍‌ ନ ରଇବା ବିସଇ, ସୁନ୍‌ତେରଇଲା । ସେ ଗଟେକ୍‌ ନିକ ଲକ୍‌ ରଇଲାଜେ ଏଟାମନ୍‌ ସୁନି ଦୁକ୍‌ କର୍‌ତେରଇଲା ।
(ene shundaq kishilerning ichide yashighan heqqaniy Lutning heqqaniy qelbi her küni anglighan we körgen itaetsizlikler tüpeylidin azablinatti)
9 ସେନ୍ତାର୍‌ ଆଲେ ଦରମ୍‌ ଲକ୍‌ମନ୍‌କେ ପର୍‌ମେସର୍‌ ତାକର୍‌ ଦୁକ୍‌ କସ୍‌ଟ ତେଇଅନି ଆରି ଆଇବା ପରିକାଇ ଅନି ରକିଆ କର୍‌ସି । ଆରି କାରାପ୍‌ ଲକ୍‌ମନ୍‌କେ ସେ ସବୁ ଲକ୍‌କେ ବିଚାର୍‌ କର୍‌ବା ଦିନ୍‌ ଜାକ ଡଣ୍ଡ୍‌ଦେଇ ସଙ୍ଗଇସି ।
emdi shuni körüwalalaymizki, Reb ixlasmenlerni duch kelgen sinaqlardin qandaq qutquzushni we shuningdek heqqaniysizlarni soraq künigiche jazalinishqa saqlap qoyushni bilidu.
10 ୧୦ ତାକର୍‌ ପାପର୍‌ ଗୁନ୍‌ଚଲନ୍‌ ଇସାବେ ଚଲାଚଲ୍‌ତିକରି ଲାଜର ବିସଇ କର୍‌ବା ଲକ୍‌ମନ୍‌କେ ସେ ବେସି ବଡ୍‌ ଡଣ୍ଡ୍‌ ଦେଇସି । ତାକର୍‌ ଉପ୍‌ରେ ସାସନ୍‌ କର୍‌ବାକେ ପର୍‌ମେସରର୍‌ ଜନ୍‌ ଅଦିକାର୍‌ ଆଚେ, ସେଟା ସେମନ୍‌ ନିଚ୍‌ଲାଇନି । ଏନ୍ତାରି ମିଚ୍‌ ସିକାଉ ଆଁକ୍‌ରିଆମନ୍‌, ନିଜର୍‌ ମନ୍‌କେ ଆଇଲାଟା କର୍‌ବାକେ ଡରତ୍‌ ନାଇ । ସର୍‌ଗେ ମଇମାସଙ୍ଗ୍‍ ରଇବାଟାମନ୍‌କେ ମିସା ନିନ୍ଦା କର୍‌ବାଇ ।
Bularning arisidiki öz etlirige egiship pasiq heweslerge bérilgen, shundaqla hoquq igilirige sel qarighanlarning jazasi téximu shundaq bolidu. Mushundaq kishiler hali chong, menmenchilerdur, ular «[rohiy] ulughlar»gha haqaret qilishtin héch qorqmaydighanlardur.
11 ୧୧ ତାକର୍‌ଟାନେଅନି ଅଦିକ୍‌ ବଡ୍‌ରଇ ବପୁ ରଇବା ଦୁତ୍‌ମନ୍‌, ମାପ୍‌ରୁର୍‌ ମୁଆଟେ ଆକର୍‌ ବିସଇନେଇ ନିନ୍ଦାକାତା କଅତ୍‌ ନାଇ ।
Hetta ulardin küch-qudrette üstün turidighan perishtilermu Perwerdigarning aldida bu «[ulughlar]»[ni] haqaret bilen erz qilmaydu.
12 ୧୨ ମାତର୍‌ ଏମନ୍‌ ଡଙ୍ଗ୍‌ରେ ରଇବା ପସୁମନର୍‌ପାରା । ତାକର୍‌ ଗାଗଡ୍‌ ଜନ୍‌ଟା କର୍‌ବାକେ ମନ୍‌ କର୍‌ସି, ସେଟାସେ କଲାଇନି । ସେନ୍ତାରି ପସୁମନ୍‌କେ ଲକ୍‌ମନ୍‌ ଦାରିକରି ମରାଇବାଇ । ସେମନ୍‌ ନାଜାନ୍‌ଲା ବିସଇ ନେଇକରି ନିନ୍ଦାକାତା କଇବାଇ । ସେମନ୍‌କେ ଲକ୍‌ମନ୍‌ ମରାଇଲା ପାରା ପର୍‌ମେସର୍‌ କୁରୁପ୍‌ନାସ୍‌ କର୍‌ସି ।
Emma bular xuddi owlinip boghuzlinish üchün tughulghan yawayi eqilsiz haywanlardek kélip, özliri chüshenmeydighan ishlar üstide haqaretlik söz qilidu we shundaqla özlirining halaket ishliri bilen toluq halak bolidu,
13 ୧୩ ବିନ୍‌ ଲକ୍‌ମନ୍‌କେ ସେମନ୍‌ ବେସି ଦୁକ୍‌ କସ୍‌ଟ ଦେଲାଇଆଚତ୍‌କେ ପର୍‌ମେସର୍‌ ମିସା ସେମନ୍‌କେ ଦୁକ୍‌ କସ୍‌ଟ ଦେଇସି । ନିଜର୍‌ ଗାଗଡ୍‌ ମନ୍‌ କଲାଟା ପୁରାପୁରୁନ୍‌ କର୍‌ବାକେ ସେମନ୍‌ କାଇଟା ମିସା କର୍‌ବାଇ । ସେଟା ଦିନ୍‌ବେଲେ ମିସା କର୍‌ବାଇ । ମାତର୍‌ ସେମନ୍‌ ତମର୍‌ ସଙ୍ଗ୍‍ କାଇବାକେ ବସ୍‌ଲାବେଲେ ମିସା ସେନ୍ତାରି ଅଇତେରଇବାଇ, ଜନ୍‌ଟାକି ତମ୍‌କେ ଇଜତ୍‌ ଜିକି ଲାଜ୍‌ କରାଇସି ।
shundaqla öz heqqaniysizliqigha tushluq jazaning méwisini yeydu. Ular hetta kündüzi ochuq-ashkara eysh-ishret qilishnimu lezzet dep hésablaydu; ular [silerge] nomus we dagh keltürüp siler bilen bir dastixanda olturup, öz mekkarliqliridin zoqlinidu.
14 ୧୪ ବେସିଆ କାମ୍‌ କର୍‌ବାକେ ସବୁବେଲେ ମନ୍‌ କର୍‌ତେରଇବାଇ । ସେନ୍ତାରି କର୍‌ବାଟାନେଅନି ସେମନ୍‌ କେବେ ନ ତେବତ୍‌ । ମନ୍‌ ବିତ୍‌ରେ ଦୁର୍‌ବଲ୍‌ ରଇବା ଲକ୍‌ମନ୍‌କେ ନାଡାଇକରି ପାପ୍‌କାମ୍‌ କର୍‌ବାଟାନେ ଡାକିନେବାଇ । ସେମନ୍‌ ବେସି ଲବି ଅଇଆଚତ୍‌ । ପର୍‌ମେସର୍‌ ସେମନ୍‌କେ ସାଇପ୍‌ ଦେଲା ଆଚେ ।
Ularning zinaxorluq bilen tolghan közliri gunah sadir qilishtin üzülmeydu; ular tutami yoq kishilerni éziqturidu; ular qelbini achközlükke köndürgen, lenetke yéqin balilardur!
15 ୧୫ ସଲକ୍‌ ବାଟ୍‌ ଚାଡିକରି ବାଟ୍‌ବାନା ଅଇଲାଇ ଆଚତ୍‌ । ବେଅର୍‌ ପଅ ବାଲାମ୍‌, ଜେ କି ଗଟେକ୍‌ ବବିସତ୍‌ବକ୍‌ତା ରଇଲା, ସେ ଜନ୍‌ ରକାମ୍‌ କାମ୍‌ମନ୍‌ କରିରଇଲା, ଏମନ୍‌ ମିସା ସେନ୍ତାରି କଲାଇଆଚତ୍‌ । ଡାବୁ ଆସାଅଇ ବାଲାମ୍‌ ଏନ୍ତି ରଇଲାଜେ ସେଟା ମିଲାଇବାକେ ବୁଲ୍‌ କାମ୍‌ କର୍‌ବାକେ ମିସା ତିଆର୍‌ ଅଇରଇଲା ।
Ular toghra yoldin chetnep, Bosorning oghli Balaamning yoligha egiship ketti. U kishi haram yolda tapqan heqni yaxshi körgüchi idi,
16 ୧୬ ମାତର୍‌ ସେ କରିରଇବା କାରାପ୍‌ କାମର୍‌ ଲାଗି, ପର୍‌ମେସର୍‌ ତାକେ ଦମ୍‌କାଇଲା । ତାର୍‌ ଗଦ ନର୍‌ଲକ୍‌ ପାରା କାତା ଅଇଲା ଆରି ଜନ୍‌ ବାୟା କାମ୍‌ କର୍‌ବାକେ ସେ ଜାଇତେରଇଲା, ସେ କାମେଅନି ତାକେ ତେବାଇଲା ।
lékin u qilghan qebihliki tüpeylidin tenbihini yédi (zuwansiz éshek insanning awazi bilen sözlep peyghemberning exmiqane ishini tosti).
17 ୧୭ ଏ ଲକ୍‌ମନ୍‌ ପାନି ଆଁଟିଜାଇରଇବା ପାଜ୍‌ରା ପାରା । ଜବର୍‌ ପବନ୍‌ ଆସି ଉଡାଇନେବା ବାଦଲ୍‌ ପାରା । ପର୍‌ମେସର୍‌ ସେମନର୍‌ପାଇ ପୁରାପୁରୁନ୍‌ ଆନ୍ଦାର୍‌ ରଇବା ଗଟେକ୍‌ ଜାଗା ସଙ୍ଗଇଆଚେ । (questioned)
Mana mushundaq kishiler qurup ketken bulaqlar, borandin heydilip yürgen tumanlargha oxshaydu; ulargha menggülük zulmetning qapqarangghuluqida jay hazirlap qoyulghan. (questioned)
18 ୧୮ ସେମନ୍‌ ଲକ୍‌ମନ୍‌କେ ସିକାଇବା ବେଲେ ମୁକିଅ ବିସଇପାରା ରଇସି, ମାତର୍‌ ତେଇ କାଇଟା ନ ରଏ । ଗାଗଡ୍‌ ମନ୍‌ କଲା ସବୁ ଗୁନ୍‌ଚଲନ୍‌ କରିଅଇସି ବଲି ସେମନ୍‌ ସିକାଇବାଇ । ନୁଆ ନୁଆ ନିକ ଚଲାଚଲ୍‌ତି କରି ଆଇତେରଇବା ଲକ୍‌ମନ୍‌କେ ସୁତ୍‌ରାଇକରି ନେବାଇ ।
Chünki ular yalghan-yawidaq yoghan sözler bilen maxtinip, ademning etlik heweslirini qozghitip eysh-ishret ishliri bilen ézitquluq yolida méngiwatqanlardin özlirini yéngila qachurghanlarni azduridu.
19 ୧୯ ତାକର୍‌ ସିକିଆ ମାନିକରି ରଇଲେ ମୁକ୍‌ତି ମିଲ୍‌ସି ବଲି ସେମନ୍‌ କାତାଦେବାଇ । ମାତର୍‌ ସେମନ୍‌ ନିଜେ କାରାପ୍‌ ଚଲାଚଲ୍‌ତିର୍‌ ଗତିଦାଙ୍ଗ୍‌ଡା ଅଇଆଚତ୍‌ । ସେ କାରାପ୍‌ ଚଲାଚଲ୍‌ତି ସେମନ୍‌କେ କୁରୁପ୍‌ନାସ୍‌ କର୍‌ସି । ଜଦି ଗଟେକ୍‌ ଲକ୍‌କେ କାରାପ୍‌ ଅବିଆସ୍‌ ଦାରିଆଚେ, ସେ ତାର୍‌ ଗତିଦାଙ୍ଗ୍‌ଡା ।
Ular mushu kishilerge «Silerni erkinlikke érishtürimiz» dep wede qilidu, lékin özliri emeliyette buzuqluqning qulliridur. Chünki adem néme teripidin boysundurulghan bolsa, shuning quli bolidu.
20 ୨୦ ସେନ୍ତାରି ମିଚ୍‌ ସିକାଉମନ୍‌ ଲକ୍‌ମନ୍‌କେ କୁରୁପ୍‌ନାସ୍‌ କର୍‌ବା କାରାପ୍‌ ବିସଇତେଇଅନି ରକିଆ ପାଇକରି ଆମର୍‌ ମୁକ୍‌ତିକାରିଆ ମାପ୍‌ରୁ ଜିସୁକିରିସ୍‌ଟକେ ଜାନିରଇଲାଇ । ମାତର୍‌ ଆରିତରେକ୍‌ ସେ କାରାପ୍‌ ବିସଇମନ୍‌ କର୍‌ବାକେ ନିଜେ ସର୍‌ପିଅଇଲାଇ ଆଚତ୍‌ । ତାକର୍‌ ଏବର୍‌ ଇନସ୍‍ତା ଆଗ୍‌ତୁର୍‌ ଇନସ୍‌ତାଇ କେତେକ୍‌ ଅଦିକ୍‌ ଆଚେ ।
Chünki eger ular Rebbimiz we Qutquzghuchimiz Eysa Mesihni tonush arqiliq bu dunyaning pasiqliqliridin qutulup, kéyin shulargha yene baghlinip, boysundurulghan bolsa, ularning kéyinki hali deslepkisidinmu better bolidu.
21 ୨୧ ଦରମ୍‌ ଚଲାଚଲ୍‌ତି କର୍‌ବା ବାଟ୍‌ ସେମନ୍‌ କେବେ ଜାନିନରଇଲେ ତାକର୍‌ ପାଇ ନିକ ଅଇତା । ମାତର୍‌ ସେମନ୍‌ ଏବେ ଲକ୍‌ମନ୍‌ ସିକିଆ ପାଇରଇବା ପର୍‌ମେସରର୍‌ ନିୟମ୍‌ ଚାଡିଦେଇଆଚତ୍‌ ।
Chünki heqqaniyliq yolini bilip turup, özige yetküzülgen muqeddes emrdin yüz örügendin köre, bu yolni eslidinla bilmigini ewzel bolatti.
22 ୨୨ ସେମନ୍‌ କଲାପାରା ବିସଇ ଉପଦେସ୍‌ ବଇଟାନେ ଲେକା ଅଇଲାଆଚେ । କୁକୁର୍‌ ଜନ୍‌ଟା ବାତିକର୍‌ସି, ସେଟାସେ ଜାଇ କାଇସି, ଗୁସ୍‌ରିକେ ପାନି ଦୁଆଇଦେଇ ରଇଲେ ମିସା ସେ କାଦଲଗେସେ ଜାଇ ଚକ୍‌ଟି ଅଇସି ।
Mushu ishenchlik hékmetlik sözler ularda emelge ashurulidu: — «It aylinip öz qusuqini yer» we yene «Choshqa yuyunup chiqipla qaytidin patqaqta éghinar».

< ୨ ୟ ପିତର୍‌ 2 >