< ୨ ୟ ପିତର୍ 2 >
1 ୧ ପୁର୍ବେ ପର୍ମେସରର୍ ଲକ୍ମନର୍ ବିତ୍ରେ ମିଚ୍ କାତା କଇବା ବବିସତ୍ବକ୍ତାମନ୍ ମିସା ରଇଲାଇ । ସେନ୍ତାରିସେ ତମର୍ ବିତ୍ରେ ମିସା ମିଚ୍ ସିକାଉମନ୍ ରଇବାଇ । ପର୍ମେସରର୍ ବିସଇ ସେମନ୍ ମିଚ୍ଟା ସିକାଇବାଇ । ଜନ୍ ଲକ୍ମନ୍ ସେ କାତା ବିସ୍ବାସ୍ କର୍ବାଇ, ସେମନ୍ ବିନାସ୍ ଅଇଜିବାଇ । ସେମନ୍କେ ମୁକ୍ଲାଇଲା ନିଜର୍ ମୁକ୍ତିକାରିଆକେ ସେମନ୍ ଚାଡିଦେବାଇ । ସେନ୍ତାରି କଲାର୍ ପାଇ ପର୍ମେସର୍ ସେମନ୍କେ ଦାପ୍ରେ କୁରୁପ୍ନାସ୍ କର୍ସି ।
しかし、民の間に、にせ預言者が起ったことがあるが、それと同じく、あなたがたの間にも、にせ教師が現れるであろう。彼らは、滅びに至らせる異端をひそかに持ち込み、自分たちをあがなって下さった主を否定して、すみやかな滅亡を自分の身に招いている。
2 ୨ ବିସ୍ବାସି ବଲାଇଅଇବା ବେସି ଲକ୍ମନ୍ ତାକର୍ କାରାପ୍ ଚଲାଚଲ୍ତି ଦାର୍ବାଇ ଆରି ସତ୍ ବାଟର୍ ବିସଇନେଇ କାରାପ୍ କାତା କଇ ବୁଲ୍ବାଇ ।
また、大ぜいの人が彼らの放縦を見習い、そのために、真理の道がそしりを受けるに至るのである。
3 ୩ ଏନ୍ତାଟା ସିକାଉମନ୍ ଲବ୍ ଅଇକରି ନିଜେ ତିଆର୍ କରିରଇବା କାତା କଇକରି ତମ୍କେ ନାଡାଇବାଇ । ସେନ୍ତାରି ଲକ୍ମନ୍କେ ଡଣ୍ଡ୍ ଦେବି ବଲି ପର୍ମେସର୍ କାତା ଦେଇରଇଲା । ଆରି ସେଟା କର୍ବାକେ ସେ ଏବେ ଜାଗିଆଚେ । ସେ ସେମନ୍କେ କୁରୁପ୍ନାସ୍ କର୍ସି ଆକା ।
彼らは、貪欲のために、甘言をもってあなたがたをあざむき、利をむさぼるであろう。彼らに対するさばきは昔から猶予なく行われ、彼らの滅亡も滞ることはない。
4 ୪ ପୁର୍ବେ କେତେଟା ଦୁତ୍ମନ୍ ଜେଡେବେଲେ ପାପ୍ କରିରଇଲାଇ, ପର୍ମେସର୍ ସେମନ୍କେ ଡଣ୍ଡ୍ ନ ଦେଇକରି ଚାଡିଦେଏ ନାଇ । ମାତର୍ ସେମନ୍କେ ନର୍କେ ପିଙ୍ଗିଦେଲା । ସେମନ୍କେ ବିଚାର୍ କରି ଡଣ୍ଡ୍ଦେବା ଦିନ୍ ଜାକ ସେ ସେମନ୍କେ ବନ୍ଦିକରି ଆନ୍ଦାରେ ସଙ୍ଗଇସି । (Tartaroō )
神は、罪を犯した御使たちを許しておかないで、彼らを下界におとしいれ、さばきの時まで暗やみの穴に閉じ込めておかれた。 (Tartaroō )
5 ୫ ଆଗର୍କାଲେ ବଁଚିରଇବା ଲକ୍ମନ୍ ପର୍ମେସର୍କେ ମାନିକରି ରଅତ୍ନାଇକେ, ସେ ସେମନ୍କେ ଡଣ୍ଡ୍ ନ ଦେଇକରି ଚାଡେନାଇ । ତାର୍ବାଦୁଲେ ସେମନର୍ପାଇ ବନିଆ ଆନାଇଲା । ତେଇ ସବୁଲକ୍ ବୁଡିଗାଲାଇ । ମାତର୍ ସେ ନଅ ଆରି ତାର୍ କୁଟୁମର୍ ସାତ୍ଲକ୍କେ ସେ ରକିଆ କଲା । ସେବେଲେ ନଅ ପର୍ମେସର୍ ଦେକ୍ବା ଇସାବେ ଟିକ୍ ବିସଇ କର୍ବାର୍ ଆଚେ ବଲି ଲକ୍ମନ୍କେ କଇତେରଇଲା ।
また、古い世界をそのままにしておかないで、その不信仰な世界に洪水をきたらせ、ただ、義の宣伝者ノアたち八人の者だけを保護された。
6 ୬ ସଦମ୍ ଗମରା ନଅର୍ମନ୍କେ ରଇବା ଲକ୍ମନ୍କେ ପର୍ମେସର୍ ଦସିକରି ତାକର୍ ନଅର୍ମନ୍କେ ପଡାଇକରି କୁରୁପ୍ନାସ୍ କରିଦେଲା । ସେମନ୍ ବେସି କାରାପ୍ କାମ୍ କଲାଇଜେ ଏନ୍ତାରି କଲା । ତାକେ ନ ମାନିକରି ରଇବା ଲକ୍ମନ୍କେ ଏନ୍ତାରି ଦସା ଅଇସି ବଲି ଲକ୍ମନ୍କେ ଦେକାଇଲା ।
また、ソドムとゴモラの町々を灰に帰せしめて破滅に処し、不信仰に走ろうとする人々の見せしめとし、
7 ୭ ସେ ନଅର୍ମନ୍ ପଡାଇବା ଆଗ୍ତୁ ସେ ଲତ୍କେ ରକିଆ କଲା । ଲତ୍ ଗଟେକ୍ ନିକଲକ୍ ରଇଲା । ତାର୍ ନଅରର୍ ଲକ୍ମନ୍ କରିରଇବା ପାଦ୍ରାପାଦ୍ରି କାମ୍ ଆରି ନିୟମ୍ ନ ମାନ୍ବାଟା ଦେକି ବେସି ଦୁକ୍ କର୍ତେରଇଲା ।
ただ、非道の者どもの放縦な行いによってなやまされていた義人ロトだけを救い出された。
8 ୮ ସେନ୍ତାରି କାରାପ୍ ଲକ୍ମନର୍ ବିତ୍ରେ ଲତ୍ ନିକ ସଙ୍ଗ୍ ବଁଚିକରି ରଇଲା । ସେମନ୍ କରିରଇବା କାରାପ୍ କାମ୍ ସେ ଦେକ୍ତେରଇଲା ଆରି କଇତେରଇବା ସତ୍ ନ ରଇବା ବିସଇ, ସୁନ୍ତେରଇଲା । ସେ ଗଟେକ୍ ନିକ ଲକ୍ ରଇଲାଜେ ଏଟାମନ୍ ସୁନି ଦୁକ୍ କର୍ତେରଇଲା ।
(この義人は、彼らの間に住み、彼らの不法の行いを日々見聞きして、その正しい心を痛めていたのである。)
9 ୯ ସେନ୍ତାର୍ ଆଲେ ଦରମ୍ ଲକ୍ମନ୍କେ ପର୍ମେସର୍ ତାକର୍ ଦୁକ୍ କସ୍ଟ ତେଇଅନି ଆରି ଆଇବା ପରିକାଇ ଅନି ରକିଆ କର୍ସି । ଆରି କାରାପ୍ ଲକ୍ମନ୍କେ ସେ ସବୁ ଲକ୍କେ ବିଚାର୍ କର୍ବା ଦିନ୍ ଜାକ ଡଣ୍ଡ୍ଦେଇ ସଙ୍ଗଇସି ।
こういうわけで、主は、信心深い者を試錬の中から救い出し、また、不義な者ども、
10 ୧୦ ତାକର୍ ପାପର୍ ଗୁନ୍ଚଲନ୍ ଇସାବେ ଚଲାଚଲ୍ତିକରି ଲାଜର ବିସଇ କର୍ବା ଲକ୍ମନ୍କେ ସେ ବେସି ବଡ୍ ଡଣ୍ଡ୍ ଦେଇସି । ତାକର୍ ଉପ୍ରେ ସାସନ୍ କର୍ବାକେ ପର୍ମେସରର୍ ଜନ୍ ଅଦିକାର୍ ଆଚେ, ସେଟା ସେମନ୍ ନିଚ୍ଲାଇନି । ଏନ୍ତାରି ମିଚ୍ ସିକାଉ ଆଁକ୍ରିଆମନ୍, ନିଜର୍ ମନ୍କେ ଆଇଲାଟା କର୍ବାକେ ଡରତ୍ ନାଇ । ସର୍ଗେ ମଇମାସଙ୍ଗ୍ ରଇବାଟାମନ୍କେ ମିସା ନିନ୍ଦା କର୍ବାଇ ।
特に、汚れた情欲におぼれ肉にしたがって歩み、また、権威ある者を軽んじる人々を罰して、さばきの日まで閉じ込めておくべきことを、よくご存じなのである。こういう人々は、大胆不敵なわがまま者であって、栄光ある者たちをそしってはばかるところがない。
11 ୧୧ ତାକର୍ଟାନେଅନି ଅଦିକ୍ ବଡ୍ରଇ ବପୁ ରଇବା ଦୁତ୍ମନ୍, ମାପ୍ରୁର୍ ମୁଆଟେ ଆକର୍ ବିସଇନେଇ ନିନ୍ଦାକାତା କଅତ୍ ନାଇ ।
しかし、御使たちは、勢いにおいても力においても、彼らにまさっているにかかわらず、彼らを主のみまえに訴えそしることはしない。
12 ୧୨ ମାତର୍ ଏମନ୍ ଡଙ୍ଗ୍ରେ ରଇବା ପସୁମନର୍ପାରା । ତାକର୍ ଗାଗଡ୍ ଜନ୍ଟା କର୍ବାକେ ମନ୍ କର୍ସି, ସେଟାସେ କଲାଇନି । ସେନ୍ତାରି ପସୁମନ୍କେ ଲକ୍ମନ୍ ଦାରିକରି ମରାଇବାଇ । ସେମନ୍ ନାଜାନ୍ଲା ବିସଇ ନେଇକରି ନିନ୍ଦାକାତା କଇବାଇ । ସେମନ୍କେ ଲକ୍ମନ୍ ମରାଇଲା ପାରା ପର୍ମେସର୍ କୁରୁପ୍ନାସ୍ କର୍ସି ।
これらの者は、捕えられ、ほふられるために生れてきた、分別のない動物のようなもので、自分が知りもしないことをそしり、その不義の報いとして罰を受け、必ず滅ぼされてしまうのである。
13 ୧୩ ବିନ୍ ଲକ୍ମନ୍କେ ସେମନ୍ ବେସି ଦୁକ୍ କସ୍ଟ ଦେଲାଇଆଚତ୍କେ ପର୍ମେସର୍ ମିସା ସେମନ୍କେ ଦୁକ୍ କସ୍ଟ ଦେଇସି । ନିଜର୍ ଗାଗଡ୍ ମନ୍ କଲାଟା ପୁରାପୁରୁନ୍ କର୍ବାକେ ସେମନ୍ କାଇଟା ମିସା କର୍ବାଇ । ସେଟା ଦିନ୍ବେଲେ ମିସା କର୍ବାଇ । ମାତର୍ ସେମନ୍ ତମର୍ ସଙ୍ଗ୍ କାଇବାକେ ବସ୍ଲାବେଲେ ମିସା ସେନ୍ତାରି ଅଇତେରଇବାଇ, ଜନ୍ଟାକି ତମ୍କେ ଇଜତ୍ ଜିକି ଲାଜ୍ କରାଇସି ।
彼らは、真昼でさえ酒食を楽しみ、あなたがたと宴会に同席して、だましごとにふけっている。彼らは、しみであり、きずである。
14 ୧୪ ବେସିଆ କାମ୍ କର୍ବାକେ ସବୁବେଲେ ମନ୍ କର୍ତେରଇବାଇ । ସେନ୍ତାରି କର୍ବାଟାନେଅନି ସେମନ୍ କେବେ ନ ତେବତ୍ । ମନ୍ ବିତ୍ରେ ଦୁର୍ବଲ୍ ରଇବା ଲକ୍ମନ୍କେ ନାଡାଇକରି ପାପ୍କାମ୍ କର୍ବାଟାନେ ଡାକିନେବାଇ । ସେମନ୍ ବେସି ଲବି ଅଇଆଚତ୍ । ପର୍ମେସର୍ ସେମନ୍କେ ସାଇପ୍ ଦେଲା ଆଚେ ।
その目は淫行を追い、罪を犯して飽くことを知らない。彼らは心の定まらない者を誘惑し、その心は貪欲に慣れ、のろいの子となっている。
15 ୧୫ ସଲକ୍ ବାଟ୍ ଚାଡିକରି ବାଟ୍ବାନା ଅଇଲାଇ ଆଚତ୍ । ବେଅର୍ ପଅ ବାଲାମ୍, ଜେ କି ଗଟେକ୍ ବବିସତ୍ବକ୍ତା ରଇଲା, ସେ ଜନ୍ ରକାମ୍ କାମ୍ମନ୍ କରିରଇଲା, ଏମନ୍ ମିସା ସେନ୍ତାରି କଲାଇଆଚତ୍ । ଡାବୁ ଆସାଅଇ ବାଲାମ୍ ଏନ୍ତି ରଇଲାଜେ ସେଟା ମିଲାଇବାକେ ବୁଲ୍ କାମ୍ କର୍ବାକେ ମିସା ତିଆର୍ ଅଇରଇଲା ।
彼らは正しい道からはずれて迷いに陥り、ベオルの子バラムの道に従った。バラムは不義の実を愛し、
16 ୧୬ ମାତର୍ ସେ କରିରଇବା କାରାପ୍ କାମର୍ ଲାଗି, ପର୍ମେସର୍ ତାକେ ଦମ୍କାଇଲା । ତାର୍ ଗଦ ନର୍ଲକ୍ ପାରା କାତା ଅଇଲା ଆରି ଜନ୍ ବାୟା କାମ୍ କର୍ବାକେ ସେ ଜାଇତେରଇଲା, ସେ କାମେଅନି ତାକେ ତେବାଇଲା ।
そのために、自分のあやまちに対するとがめを受けた。ものを言わないろばが、人間の声でものを言い、この預言者の狂気じみたふるまいをはばんだのである。
17 ୧୭ ଏ ଲକ୍ମନ୍ ପାନି ଆଁଟିଜାଇରଇବା ପାଜ୍ରା ପାରା । ଜବର୍ ପବନ୍ ଆସି ଉଡାଇନେବା ବାଦଲ୍ ପାରା । ପର୍ମେସର୍ ସେମନର୍ପାଇ ପୁରାପୁରୁନ୍ ଆନ୍ଦାର୍ ରଇବା ଗଟେକ୍ ଜାଗା ସଙ୍ଗଇଆଚେ । ()
この人々は、いわば、水のない井戸、突風に吹きはらわれる霧であって、彼らには暗やみが用意されている。
18 ୧୮ ସେମନ୍ ଲକ୍ମନ୍କେ ସିକାଇବା ବେଲେ ମୁକିଅ ବିସଇପାରା ରଇସି, ମାତର୍ ତେଇ କାଇଟା ନ ରଏ । ଗାଗଡ୍ ମନ୍ କଲା ସବୁ ଗୁନ୍ଚଲନ୍ କରିଅଇସି ବଲି ସେମନ୍ ସିକାଇବାଇ । ନୁଆ ନୁଆ ନିକ ଚଲାଚଲ୍ତି କରି ଆଇତେରଇବା ଲକ୍ମନ୍କେ ସୁତ୍ରାଇକରି ନେବାଇ ।
彼らはむなしい誇を語り、迷いの中に生きている人々の間から、かろうじてのがれてきた者たちを、肉欲と色情とによって誘惑し、
19 ୧୯ ତାକର୍ ସିକିଆ ମାନିକରି ରଇଲେ ମୁକ୍ତି ମିଲ୍ସି ବଲି ସେମନ୍ କାତାଦେବାଇ । ମାତର୍ ସେମନ୍ ନିଜେ କାରାପ୍ ଚଲାଚଲ୍ତିର୍ ଗତିଦାଙ୍ଗ୍ଡା ଅଇଆଚତ୍ । ସେ କାରାପ୍ ଚଲାଚଲ୍ତି ସେମନ୍କେ କୁରୁପ୍ନାସ୍ କର୍ସି । ଜଦି ଗଟେକ୍ ଲକ୍କେ କାରାପ୍ ଅବିଆସ୍ ଦାରିଆଚେ, ସେ ତାର୍ ଗତିଦାଙ୍ଗ୍ଡା ।
この人々に自由を与えると約束しながら、彼ら自身は滅亡の奴隷になっている。おおよそ、人は征服者の奴隷となるものである。
20 ୨୦ ସେନ୍ତାରି ମିଚ୍ ସିକାଉମନ୍ ଲକ୍ମନ୍କେ କୁରୁପ୍ନାସ୍ କର୍ବା କାରାପ୍ ବିସଇତେଇଅନି ରକିଆ ପାଇକରି ଆମର୍ ମୁକ୍ତିକାରିଆ ମାପ୍ରୁ ଜିସୁକିରିସ୍ଟକେ ଜାନିରଇଲାଇ । ମାତର୍ ଆରିତରେକ୍ ସେ କାରାପ୍ ବିସଇମନ୍ କର୍ବାକେ ନିଜେ ସର୍ପିଅଇଲାଇ ଆଚତ୍ । ତାକର୍ ଏବର୍ ଇନସ୍ତା ଆଗ୍ତୁର୍ ଇନସ୍ତାଇ କେତେକ୍ ଅଦିକ୍ ଆଚେ ।
彼らが、主また救主なるイエス・キリストを知ることにより、この世の汚れからのがれた後、またそれに巻き込まれて征服されるならば、彼らの後の状態は初めよりも、もっと悪くなる。
21 ୨୧ ଦରମ୍ ଚଲାଚଲ୍ତି କର୍ବା ବାଟ୍ ସେମନ୍ କେବେ ଜାନିନରଇଲେ ତାକର୍ ପାଇ ନିକ ଅଇତା । ମାତର୍ ସେମନ୍ ଏବେ ଲକ୍ମନ୍ ସିକିଆ ପାଇରଇବା ପର୍ମେସରର୍ ନିୟମ୍ ଚାଡିଦେଇଆଚତ୍ ।
義の道を心得ていながら、自分に授けられた聖なる戒めにそむくよりは、むしろ義の道を知らなかった方がよい。
22 ୨୨ ସେମନ୍ କଲାପାରା ବିସଇ ଉପଦେସ୍ ବଇଟାନେ ଲେକା ଅଇଲାଆଚେ । କୁକୁର୍ ଜନ୍ଟା ବାତିକର୍ସି, ସେଟାସେ ଜାଇ କାଇସି, ଗୁସ୍ରିକେ ପାନି ଦୁଆଇଦେଇ ରଇଲେ ମିସା ସେ କାଦଲଗେସେ ଜାଇ ଚକ୍ଟି ଅଇସି ।
ことわざに、「犬は自分の吐いた物に帰り、豚は洗われても、また、どろの中にころがって行く」とあるが、彼らの身に起ったことは、そのとおりである。