< ୨ ୟ ପିତର୍ 1 >
1 ୧ ମୁଇ ସିମନ୍ ପିତର୍, ଜିସୁକିରିସ୍ଟର୍ ଗଟେକ୍ ଗତିଦାଙ୍ଗ୍ଡା ଆରି ପେରିତ୍ ଅଇଆଚି । ଆମେ ଜେନ୍ତି ଜିସୁକିରିସ୍ଟକେ ବିସ୍ବାସ୍ କରିଆଚୁ, ସେନ୍ତାରି ବିସ୍ବାସ୍ କର୍ବା ଲକ୍ମନ୍କେ ଏ ଚିଟି ଲେକ୍ଲିନି । ସେ ଆମର୍ ପର୍ମେସର୍ ଆରି ମୁକ୍ତିକାରିଆ । ତାକେ ବିସ୍ବାସ୍ କର୍ବାକେ ସେ ଆକା ଆମ୍କେ ବପୁଦେଲାଆଚେ । ସେ କର୍ବା ସବୁ କାମ୍ ଟିକ୍ ଆରି କାଇ ଅନିଆଇ ନାଇ । ।
୧ସିମନ ପିତର, ର଼ ହ଼ଲେଏସି ଅ଼ଡ଼େ ପାଣ୍ତ୍ୱି ଆ଼ହାମାନାସି, ମା଼ ମାହାପୂରୁ ଅ଼ଡ଼େ ଗେଲ୍ପାନି ଜୀସୁ କ୍ରୀସ୍ତତି ଦାର୍ମୁତାକି ଆମିନି ଗାଟାରି ମା଼ ଲେହେଁ ହା଼ରେକା ଦାରାଗାଟି ନାମୁ ବେଟା ଆ଼ହାମାନେରି, ଏ଼ୱାରିତା଼ଣା ଆ଼କୁ ରା଼ଚିମାଇଁ ।
2 ୨ ପର୍ମେସର୍କେ ଆରି ଆମର୍ ମାପ୍ରୁ ଜିସୁକିରିସ୍ଟକେ ତମେ ଜାନ୍ଲାର୍ ପାଇ ତାର୍ ସାନ୍ତି ଆରି ସେ ଜିବନ୍ ଦୁକାଇ ଦୟା କଲାଟା ତମ୍କେ ମିଲ ।
୨ମାହାପୂରୁ ଅ଼ଡ଼େ ମା଼ ପ୍ରବୁ ଜୀସୁତି ବୁଦିତଲେ ମିଙ୍ଗେତାକି କାର୍ମାମେହ୍ନାୟି ଅ଼ଡ଼େ ହିତ୍ଡ଼ି ଜୀୱୁ ହା଼ରେକା ଗାଡି ଆୟାପେ ।
3 ୩ ତାକେ ସାର୍ଦା କରାଇଲାପାରା ଚଲାଚଲ୍ତି କର୍ବାକେ ସେ ଆମ୍କେ ଲଡାକେ ଆଇବା ସବୁ ବିସଇ ଦେଲାଆଚେ । ତାର୍ ବପୁର୍ଲାଗି ସେ ଆମ୍କେ ଏଟା ଦେଲାଆଚେ ଆରି ଆମେ ତାକେ ଜାନ୍ଲାର୍ପାଇ ମିସା । ତାର୍ ମଇମାଇ ଆରି ଦରମେ ମିସ୍ବାକେ ସେ ସେ ଆମ୍କେ ଡାକିଆଚେ ।
୩ଆମ୍ବାଆସି ତାନି ଗାୱୁରମି ଅ଼ଡ଼େ ନେହିଁ ଗୂଣୁତଲେ ମାଙ୍ଗେ ହା଼ଟାମାଞ୍ଜାନେସି, ମାହାପୂରୁ ତାନି ବୁଦିତଲେ ଲାକପୂରୁତି ବା଼ଡ଼୍ୟୁଟି ମାଙ୍ଗେ ଜୀୱୁ ଅ଼ଡ଼େ ଦାର୍ମୁତି ଜିରୁ ତାକି ବାରେ ଲ଼ଡ଼ାମାନାଣି ହୀହାମାଞ୍ଜାନେସି ।
4 ୪ ତାର୍ ମଇମା ଆରି ଦରମର୍ ଲାଗି ସେ ଆମ୍କେ ବେସି ବଡ୍ ଆରି ବେସି ମୁଲିଅ ରଇବା ଦାନ୍ ଦେଲାଆଚେ । କିରିସ୍ଟକେ ବିସ୍ବାସ୍ ନ କଲା ଲକ୍ମନ୍ ଜେନ୍ତିକି କାରାପ୍ ବିସଇ କର୍ବାକେ ମନ୍ କର୍ବାଇ, ସେନ୍ତାରି ମନ୍କର୍ବା ଟାନେଅନି ମୁକ୍ଲାଇବାକେ ସେ ଆମ୍କେ ଏନ୍ତାରି କଲାଆଚେ । ଏ ସବୁ ବିସଇ ତାକର୍ ମନ୍କେ ନସାଇସି । ମାତର୍ ତମେ ପର୍ମେସରର୍ ପାରା ଦରମ୍ ଅଇପାର୍ସା ।
୪ଏ଼ଦାଆଁ ତଲେ ଏ଼ୱାସି ମାଙ୍ଗେ ଗାଡି ଦାରା ଅ଼ଡ଼େ ହା଼ରେକା ଲ଼ଡ଼ାଗାଟି ଆ଼ଞ୍ଜାମାନି ଦା଼ନା ହୀହାମାଞ୍ଜାନେସି, ଏ଼ନିକିଁ ଏ଼ ବାରେ ତଲେ ମୀରୁ ଲାଗେଏତି ଅଣ୍ପୁତା ଆ଼ହିମାନି ଆମିନି ନା଼ସା ଆ଼ନି ଦାର୍ତିତା ମାଞ୍ଜେରି, ଏମ୍ବାଟି ଗେଲ୍ପି ଆ଼ହାନା ଲାକପୂରୁତି ଗୂଣୁତଲେ ଆଣ୍ତାଦୁ ।
5 ୫ ତେବେ କିରିସ୍ଟକେ ବିସ୍ବାସ୍ କଲାର୍ ପାଇ ନିକ ଚଲାଚଲ୍ତି କର୍ବାକେ ଚେସ୍ଟା କରା । ଏଟାର୍ ସଙ୍ଗ୍, ଗିଆନ୍ ସଙ୍ଗ୍ ଜିଉନାକାଉନା କର୍ବାକେ,
୫ଈଦାଆଁତାକି ମୀରୁ ହା଼ରେକା ଜାତ୍ନୁତି ନାମୁତଲେ ନେହିଁ ଗୂଣୁ, ଅ଼ଡ଼େ ସାତା ଗୂଣୁତଲେ ବୁଦି,
6 ୬ ଜିଉନାକାଉନା ସଙ୍ଗ୍ ନିଜେ ଜାଗ୍ରତ୍ ଅଇରଇବାକେ, ଜାଗ୍ରତ୍ ରଇକରି ମୁର୍ଚି ରଇବାକେ, ମୁର୍ଚିକରି ରଇ ପର୍ମେସର୍କେ ସାର୍ଦା କର୍ବା ଗୁନ୍ଚଲନ୍ କର୍ବାକେ,
୬ବୁଦିତଲେ ଆଙ୍ଗାତି ଲକ୍ନାୟି, ଆଙ୍ଗାତି ଲକ୍ନାଣି ତଲେ ସା଼ସା, ସା଼ସାତଲେ ଦାର୍ମୁତି କାମା କିନାୟି,
7 ୭ ଗୁନ୍ଚଲନ୍ସଙ୍ଗ୍ ବାଇବଇନିକେ ଆଲାଦ୍ କର୍ବାକେ, ବାଇବଇନିକେ ଆଲାଦ୍ କରି ସବୁଲକ୍କେ ଆଲାଦ୍ କର୍ବାକେ ଚେସ୍ଟା କରା ।
୭ଦାର୍ମୁତି କାମାକିନାଣି ତଲେ ତାୟିୟାଁଇଁ ଜୀୱୁନ଼ନାୟି, ତାୟିୟାଁଇଁ ଜୀୱୁ ନ଼ନାଣି ତଲେ ବାରେ ଲ଼କୁଇଁ ଜୀୱୁ ନ଼ନାଣି ଆଟ୍ଦୁ ।
8 ୮ ତମର୍ ଚଲାଚଲ୍ତି ଜଦି ଏନ୍ତାରି ଅଦିକ୍ ଅଦିକ୍ ଅଇ ଆଇଲେ, ଆମର୍ ମାପ୍ରୁ ଜିସୁକିରିସ୍ଟକେ ଜାନ୍ବା ବିସଇତେଇ ତମେ ଅଦିକ୍ ଅଦିକ୍ ବଡିଆଇସା ।
୮ଈ ନେହିଁ ଗୂଣୁୟାଁ ମିଙ୍ଗେ ଲ଼ଡ଼ାମାନେ; ଈ ବାରେ ମୀରୁ ବେଟାଆ଼ହାମାନି ପ୍ରବୁ ଜୀସୁ କ୍ରୀସ୍ତତି ବୁଦି ମିଙ୍ଗେ ପାର୍ସାଡ଼ା ଅ଼ଡ଼େ ବାରେ ମେଡ଼ି କିହାମାଞ୍ଜାନେ ।
9 ୯ ଜଦି ଗଟେକ୍ ଲକ୍ ଏନ୍ତାରି ଜିଉନାକାଉନା ନ କଲେ, ସେ ଗଟେକ୍ ନିକ ନ ଡିସ୍ବା ଲକର୍ପାରା ଅଇଆଚେ । ସେ ପୁର୍ବେ କରିରଇଲା ପାପର୍ ଲାଗି ପର୍ମେସର୍ କେମା ଦେଲାଆଚେ ବଲି ପାସ୍ରିଦେଇ ଆଚେ ।
୯ସାମା ଈ ବାରେ ଗୂଣୁ ଆମ୍ବାଆରି ତା଼ଣା ହିଲେଏ, ଏ଼ୱାସି ହେକ ମେସାଲି ଆ଼ଡାଆ କା଼ଣା ଆ଼ହାମାନେସି, ଅ଼ଡ଼େ ତାନି ନ଼କେଏ କିତି ବାରେ ପା଼ପୁଟି ନର୍ୱି ଆ଼ତାଣି ଏ଼ୱାସି ବାଣ୍ମ୍ବି ଆ଼ହାମାନେସି ।
10 ୧୦ ତେବର୍ପାଇ ଏ ମର୍ ବାଇବଇନିମନ୍, ନିକ ଚଲାଚଲ୍ତି କର୍ବାକେ ଚେସ୍ଟା କରା । ସେନ୍ତାର୍କଲେ ପର୍ମେସର୍ ତମ୍କେ ବାଚିକରି ତାର୍ ଲକ୍ ଅଇବାକେ ଡାକ୍ଲାଆଚେବଲି ସବୁଲକ୍କେ ଡିସ୍ସି । ଏ ସବୁ ବିସଇ କଲେ ତମେ କେବେ ମିସା ତାର୍ତେଇଅନି ବିନ୍ବାଟେ ନ ଜାଆସ୍ ।
୧୦ଈଦାଆଁତାକି, ଏ଼ ତାୟି ତାଙ୍ଗିସ୍କା, ମାହାପୂରୁ ମିଙ୍ଗେ ଆ଼ଚାନା ହା଼ଟାମାଞ୍ଜାନାଣି ଅ଼ଡ଼େ ମ଼ନତି ଅଣ୍ପୁ ତୀରି କିହାଲି ହା଼ରେକା ଜାତ୍ନୁ ଗାଟାତେରି ଆ଼ଦୁ; ଇଲେ କିତିସାରେ ମୀରୁ ଏଚେଲା ଜିକେଏ ମୀ ନାମୁତା ଊଣା ଆ଼ଅତେରି ।
11 ୧୧ ଆମର୍ ମାପ୍ରୁ ଜିସୁକିରିସ୍ଟର୍ କେବେ ନ ସାର୍ବା ରାଇଜେ ପର୍ମେସର୍ ତମ୍କେ ସାର୍ଦା ସଙ୍ଗ୍ ଡାକିନେଇସି । (aiōnios )
୧୧ଇଞ୍ଜାଁ ଇଲେକିହିଁଏ ମା଼ ପ୍ରବୁ ଅ଼ଡ଼େ ଗେଲ୍ପାନି ଜୀସୁ କ୍ରୀସ୍ତତି କା଼ଲାକା଼ଲାତି ରା଼ଜିତା ରା଼ହାଁତଲେ ହାଜାଲି ମିଙ୍ଗେ ହୀପ୍କି ଆୟାନେ । (aiōnios )
12 ୧୨ ଏ ସବୁ ବିସଇ ତମେ ଜାନିରଇଲେ ମିସା, ଆରି ପାଇଲା ସତ୍ ବିସଇଟାନେ ଡାଟ୍ ଆଚାସ୍ ମିସା, ଏ ସବୁ ବିସଇ ତମ୍କେ ଏତାଇଦେଇତେ ରଇବି ।
୧୨ଈଦାଆଁତାକି ମୀରୁ ଈ ବାରେ କାତା ପୁଞ୍ଜାମାଞ୍ଜେରି ଅ଼ଡ଼େ ମୀରୁ ବେଟାଆ଼ହାମାନି ସାତାତା ନେହିଁକିଁ ତୀରି ଆ଼ହାମାଞ୍ଜେରି, ଆ଼ତିଜିକେଏ ନା଼ନୁ ଈ ବାରେ କାତା କା଼ଲେଏ ମିଙ୍ଗେ ଅଣ୍ପି କିୱିକିହାଲି ଜାଗ୍ରାତା ଡ଼ୟିଇଁ ।
13 ୧୩ ମୁଇ ବଁଚିରଇବା ଜାକ ଏ ସବୁ ବିସଇ କାତା ଅଇବାଟା ନିକ । ଜେନ୍ତିକି ତମେ ସେଟା ଆରି ନ ପାସ୍ରାସ୍ ।
୧୩ନା଼ନୁ ନୀଡାମାନି ପାତେକା ଈ ବାରେ କାତା ତାକି ମିଙ୍ଗେ ସେତ୍ନା କିହାଲି ନା଼ନୁ କିନାୟି ମାନେ ଇଞ୍ଜିଁ ଅଣ୍ପିମାଇଁ ।
14 ୧୪ ମର୍ ଜିବନ୍ ଦାପ୍ରେ ସାରିଜାଇସି ବଲି ମୁଇ ଜାନି । କାଇକେବଇଲେ ଆମର୍ ମାପ୍ରୁ ଜିସୁକିରିସ୍ଟ ମକେ ନିକସଙ୍ଗ୍ ଜାନାଇଆଚେ ।
୧୪ମା଼ ପ୍ରବୁ ଜୀସୁ କ୍ରୀସ୍ତ ନାଙ୍ଗେ ଏ଼ନିକିଁ ୱେସାମାଞ୍ଜାନେସି, ଏଲେକିହିଁ ନାଙ୍ଗେ ଦାପେ ଈ ନା଼ ଆଙ୍ଗା ଲେହେଁତି ତୂମୁ ପିସାଲି ଆ଼ନେ,
15 ୧୫ ଏ ସବୁ ବିସଇ ତମ୍କେ ଏତାଇଦେବାକେ ମୁଇ ବେସି ଆବଡ୍ ଅଇଲିନି । ଜେନ୍ତାରିକି ମୁଇ ମଲାପଚେ ମିସା ଏ ସବୁ ବିସଇ ଏତାଇସା ।
୧୫ଅ଼ଡ଼େ ନା଼ ହା଼ତି ଡା଼ୟୁ ଜିକେଏ ମୀରୁ ଏ଼ନିକିଁ ଈ ବାରେ କାତା କା଼ଲେଏ ଅଣ୍ପୁତା ଇଟିଦେରି, ଈଦାଆଁତାକି ନା଼ନୁ ଅଣ୍ପିମାଇଁ ।
16 ୧୬ ଆମର୍ ମାପ୍ରୁ ଜିସୁକିରିସ୍ଟ ତାର୍ ସବୁ ବପୁର୍ସଙ୍ଗ୍ ବାଉଡି ଆଇସି ବଲି ତମ୍କେ କଇରଇଲୁ । ସେଟା ବିନ୍ ଲକ୍ ତାକର୍ ଚାଲାକିକରି ତିଆର୍କଲା ଗଟେକ୍ କାତାନି ନଏଁ ।
୧୬ଇଚିହିଁ ମା଼ମ୍ବୁ ଏଚିବେ଼ଲା ମା଼ ପ୍ରବୁ ଜୀସୁ କ୍ରୀସ୍ତତି ବା଼ଡ଼୍ୟୁ ଅ଼ଡ଼େ ୱା଼ହିମାନି କାତା ମିଙ୍ଗେ ପୁଣ୍ମ୍ବି କିୟାତମି, ଏଚିବେ଼ଲା ଏ଼ନି ସୁତ୍ରମି ତଲେ କେ଼ପିତି ପୁସ୍ପନିକା ଆସା ହିଲାଆତମି, ସାମା ତାନି ଗାୱୁରମିତି କାଣ୍କା ତଲେ ମେସ୍ତି ସା଼କିୟାଁ ଆ଼ହାମାଚମି ।
17 ୧୭ ଆମେ ନିଜେ ଆଁକିସଙ୍ଗ୍ ତାର୍ ମଇମା ଦେକ୍ଲୁ । ବାବା ପର୍ମେସର୍ ତାକେ ଡାକ୍ପୁଟା କରି ମଇମା ଦେଲାବେଲେ ଆମେ ତେଇ ରଇଲୁ । ସେ ନିଜେ ସବୁର୍ଟାନେଅନି ମଇମାର୍ ପର୍ମେସର୍ କଇରଇଲା “ଏଟା ମର୍ ଆଲାଦର୍ ପ, ତାର୍ଟାନେ ମୁଇ ବେସି ସାର୍ଦା ।”
୧୭ଏଚିବେ଼ଲା କାଜା ଗାୱୁରମିଟି ଏ଼ୱାଣାକି ଈ ହା଼ଡା ୱା଼ତେ, ଏଚିବେ଼ଲା ମା଼ମ୍ବୁ ଏମ୍ବାଆଁ ମାଚମି, “ଈୱାସି ନା଼ ଜୀୱୁତି ମୀର୍ଏସି ଈୱାଣି ତା଼ଣେଏ ନା଼ ହା଼ରେକା ରା଼ହାଁ ମାନେ!” ଏଚିବେ଼ଲା ଏ଼ୱାସି ଆ଼ବା ମାହାପୂରୁ ତା଼ଣାଟି ସାମ୍ବ୍ରମି ଅ଼ଡ଼େ ଗାୱୁରମି ବେଟାଆ଼ତେସି;
18 ୧୮ ସେ ସବଦ୍ ସୁନ୍ଲାବେଲେ ପର୍ମେସରର୍ ସୁକଲ୍ ପର୍ବତେ ଆମେ ମିସା କିରିସ୍ଟର୍ ସଙ୍ଗ୍ ରଇଲୁ ।
୧୮ମା଼ମ୍ବୁ ତାନିତଲେ ଏ଼ ସୁଦୁ ହ଼ରୁ ଲାକ ମାଚିବେ଼ଲାତା ମା଼ମ୍ବୁଏ ହା଼ଗୁ ଲାକଟି ୱେ଼ଙ୍ଗିତି ଈ ହା଼ଡା ୱେଞ୍ଜାମାନମି ।
19 ୧୯ ବବିସତ୍ବକ୍ତାମନର୍ କାତା ସତ୍ ଆଚେ ବଲି ଆମେ ଜାନିଆଚୁ । ଏ ସବୁ କାତା ତମେ ମନ୍ଦିଆନ୍ ଦେଇ ସୁନା । କାଇକେବଇଲେ ସେଟା ଆନ୍ଦାରେ ଲାଗିରଇବା ଗଟେକ୍ ବତିର୍ ଉଜଲ୍ ପାରା ଆଚେ । ସାକ୍ଲିଆ ଉଜଲ୍ ଡିସ୍ବା ତାରାର୍ପାରା ତମର୍ ମନ୍ବିତ୍ରେ ଉଜଲ୍ ଦେଇସି ।
୧୯ଏମ୍ବାଆଁ ମାହାପୂରୁ ଅଣ୍ପୁତି ବ଼ଲୁ ୱେ଼କ୍ନାରି ୱେ଼କ୍ହାମାଚି ମାହାପୂରୁ ଅଣ୍ପୁତି ବ଼ଲୁ ମାଙ୍ଗେତାକି ହା଼ରେକା ଆ଼ଟ୍ୱା ଆ଼ତେ; ମୀରୁ ଏ଼ଦାଆଁ ଆନ୍ଦେରିତା ଡ଼ୀଞ୍ଜାମାନି ଦୀୱଁ ଲେହେଁ ଅଣ୍ପାନା ଲା଼ଆଁ ୱେ଼ୟାଆ ପାତେକା ମୀ ହିୟାଁତା ୱେ଼ୟାଜାରା ହୁକା ହ଼ଆ ପାତେକା ଏ଼ଦାଣି ମ଼ନ ହୀତିହିଁ ନେହେଁ ଆ଼ନେ ।
20 ୨୦ ବବିସତ୍ବକ୍ତାମନ୍ କେ ମିସା ନିଜେ ବାବିକରି ସାସ୍ତର୍ଟାନେ ଲେକତ୍ନାଇ । ଏଟା ତମେ ବାଇଦରେ ଜାନ୍ବାର୍ ଆଚେ ।
୨୦ମୀରୁ ବାରେତି କିହାଁ ତଲିଏ ଈଦାଆଁ ପୁଞ୍ଜୁ, ଦାର୍ମୁ ପତିତା ରା଼ସ୍କି ଆ଼ହାମାନି ମାହାପୂରୁ ବ଼ଲୁତି ଜାହାରା ବୁଦିତଲେ ତେଲ୍ହାଲି ଆ଼ଡାଆୟି ।
21 ୨୧ କାଇକେବଇଲେ, ସେମନ୍ କେବେମିସା ନିଜର୍ତେଇଅନି କାଇ ବବିସତ୍ କାତା କଅତ୍ ନାଇ । ମାତର୍ ପର୍ମେସର୍ଟାନେଅନି ଆଇଲା କାତା ସୁକଲ୍ଆତ୍ମାର୍ ସାଇଜ ସଙ୍ଗ୍ କଇରଇଲାଇ ।
୨୧ଇଚିହିଁ ଆମିନି ମାହାପୂରୁ ଅଣ୍ପୁତି ବ଼ଲୁ ୱେହ୍ନାରି ୱାର୍ଇ ତା଼ମ୍ବୁ ମାଣ୍ସି ଅଣ୍ପୁଟି ଆମ୍ବାଆସି ଜିକେଏ ୱେ଼କ୍ହା ହିଲଅରି, ସାମା ମାହାପୂରୁ ପାଣ୍ତିତି ମାଣ୍ସିୟାଁ ସୁଦୁଜୀୱୁଟି ସା଼ଲୱି ଆ଼ହାନା ଏ଼ୱାରି ଅଣ୍ପୁତି ବ଼ଲୁ ୱେସାମାଚେରି ।