< ୨ ୟ ଜଅନ୍‌ 1 >

1 ପାର୍‌ଚିନ୍‌ ଜଅନ୍‌ଜେ ମୁଇ ଏ ଚିଟି ଲେକ୍‌ଲିନି । ଏ ଚିଟି ଆମର୍‌ ଆଲାଦର୍‌ ବଇନି ଆରି ତାର୍‌ ପିଲାମନର୍‌ପାଇ । ମୁଇ ସତଇସେ ତମ୍‌କେ ସବୁଲକ୍‌ମନ୍‌କେ ଆଲାଦ୍‌ କଲିନି । ଆରି ମୁଇସେ ନାଇ, ସତ୍‌ ବିସଇ ଜାନିରଇବା ସବୁଲକ୍‌ ମିସା ।
Starší v Kristu vyvolené paní i synům jejím, kteréž já miluji v pravdě, a ne sám já, ale i všickni, kteříž poznali pravdu,
2 ଆମେ ସତ୍‌ ବିସଇ ଜାନିରଇଲାର୍‌ପାଇ ତମ୍‌କେ ଆଲାଦ୍‌ କଲିନି । ଆରି କାଲ୍‌କାଲ୍‌ ଜୁଗ୍‌ଜୁଗ୍‌ ପାଇ, ସେ ସତ୍‌ ବିସଇ ଜାନିରଇବୁ । (aiōn g165)
Pro pravdu, kteráž zůstává v nás a s námiť bude na věky: (aiōn g165)
3 ଆମର୍‌ ବାବା ପର୍‌ମେସର୍‌ ଆରି ତାର୍‌ ପଅ ଜିସୁକିରିସ୍‌ଟ ଆମ୍‌କେ ଆସିର୍‌ବାଦ୍‌ କରି ଦୟା ଦେକାଅ ଆରି ସାନ୍ତି ଆରି ସତ୍‌ସଙ୍ଗ୍‍ ବଁଚ୍‌ବାକେ ଦେଅ । ତମେ ଗଟେକ୍‌ ଲକ୍‌ ଆରି ଗଟେକ୍‌ ଲକ୍‌କେ ଆଲାଦ୍‌ କରା ।
Budiž s vámi milost, milosrdenství a pokoj od Boha Otce, i od Pána Jezukrista, Syna Otcova, v pravdě a v lásce.
4 ଆମର୍‌ ବାବା ପର୍‌ମେସର୍‌ ଆମ୍‌କେ ତିଆର୍‌ଲାପାରା ତମର୍‌ କେତେଟା ପିଲାଟକିମନ୍‌ ତାର୍‌ ସତ୍‌ବାଟେ ଇଣ୍ଡ୍‌ଲାଇନି ବଲି ସୁନିକରି ମୁଇ ବେସି ସାର୍‌ଦା ଅଇଲି ।
Zradoval jsem se velmi, že jsem nalezl některé z synů tvých, an chodí v pravdě, jakož jsme přikázání vzali od Otce.
5 ଏବେ ଆରି ମର୍‌ ଆଲାଦର୍‌ ବଇନି, ମୁଇ ତକେ ଗଟେକ୍‌ ବିସଇ କର୍‌ବାକେ କଇବି । ଗଟେକ୍‌ ନୁଆ ଆଦେସ୍‌ କର୍‌ ବଲି କଇନାଇ । ମାତର୍‌ କିରିସ୍‌ଟ ସଙ୍ଗ୍‌ ଜିବାକେ ଆରାମ୍‌ କର୍‌ବା ବେଲେଅନି ଏଟା ଆମେ ସୁନି ଆଇଲୁନି । ମୁଇ ମାଙ୍ଗ୍‌ଲିନି ତମେ ଗଟେକ୍‌ ଲକ୍‌ ଆରି ଗଟେକ୍‌ ଲକ୍‌କେ ଆଲାଦ୍‌ କରା ।
A nyní prosím tebe, paní, ne jako nové přikázání předkládaje tobě, ale to, kteréž jsme měli od počátku, abychom milovali jedni druhé.
6 ଏ ଆଲାଦର୍‌ ଅରତ୍‌ ଅଇଲାନି ଆମେ ପର୍‌ମେସରର୍‌ ଆଦେସ୍‌ ସବୁ ମାନ୍‌ବାର୍‌ ଆଚେ । କିରିସ୍‌ଟ ସଙ୍ଗ୍‌ ଜିବାକେ ଆରାମ୍‌ କର୍‌ବା ବେଲେଅନି ଏଟା ଆମେ ସୁନି ଆଇଲୁନି । ତମେ ଗଟେକ୍‌ ଲକ୍‌ ଆରି ଗଟେକ୍‌ ଲକ୍‌କେ ଆଲାଦ୍‌ କରା ।
A totoť jest ta láska, abychom chodili podle přikázání jeho. Přikázání pak toto jest, jakž jste slýchali od počátku, abyste v něm chodili.
7 କାଇକେ ବଇଲେ ମୁଇ ଏନ୍ତିବଲି କଇଲିନିଜେ ସତ୍‌ ନ ରଇବା ବିସଇ ସିକାଇକରି ଲକ୍‌ମନ୍‌କେ ନାଡାଇବା ବେସି ଲକ୍‌ ଗୁଲାଇବାଟେ ଆଚତ୍‌ । ଜିସୁକିରିସ୍‌ଟ ନର୍‌ରୁପ୍‌ ଦାରି ଏ ଜଗତେ ଆସେନାଇ ବଲି ସେମନ୍‌ କଇବାଇ । ଜଦି କେ ମିସା ସେନ୍ତାରି କଇଲେ, ସେ ଲକ୍‌ମନ୍‌କେ ନାଡାଇବା କିରିସ୍‌ଟର୍‌ ବିରଦି ।
Nebo mnozí bludaři vyšli na svět, kteříž nevyznávají Jezukrista přišlého v těle. Takový každý jest bludař a antikrist.
8 ଲକ୍‌ମନ୍‌ ତମ୍‌କେ ନାଡାଇ ନାପାରତ୍‌, ତମେ ଜାଗରତ୍‌ସଙ୍ଗ୍‌ ରଇବାର୍‌ ଆଚେ । ଜେନ୍ତାର୍‌କି ପର୍‌ମେସର୍‌କେ କର୍‌ବା ତମର୍‌ ସେବା କାମ୍‌ ବେକାର୍‌ ନ ଅ । ମାତର୍‌ ତମର୍‌ ସେବାକାମର୍‌ ପାଇ ପର୍‌ମେସର୍‌ ତମ୍‌କେ ପୁରାପୁରୁନ୍‌ ଅଇତେ ଇନାମ୍‌ ଦେଇସି ।
Hleďtež sebe, abychom neztratili toho, o čemž jsme pracovali, ale odplatu plnou abychom vzali.
9 ଜଦି କେ କିରିସ୍‌ଟ ସିକାଇଲା ବିସଇ ବିସ୍‌ବାସ୍‌ ନ କରେ, ଆରି ତାର୍‌ ସିକିଆର୍‌ ସଙ୍ଗ୍‌ ତାର୍‌ ନିଜର୍‌ଟା ମିସାଇଲେ, ସେ କିରିସ୍‌ଟର୍‌ ସଙ୍ଗ୍‌ ମିସେନାଇ । ମାତର୍‌ କେ ଜଦି କିରିସ୍‌ଟ ସିକାଇଲା ବିସଇ ବିସ୍‌ବାସ୍‌ କର୍‌ତେରଇସି, ସେ ବାବା ପର୍‌ମେସର୍‌ ସଙ୍ଗ୍‌ ଆରି ତାର୍‌ ପଅ ଜିସୁକିରିସ୍‌ଟ ସଙ୍ଗ୍‌ ମିସ୍‌ଲାଆଚେ ।
Každý, kdož přestupuje a nezůstává v učení Kristovu, nemá Boha; kdož zůstává v učení Kristovu, tenť i Otce i Syna má.
10 ୧୦ ତେବର୍‌ପାଇ କେ ଜଦି ତମର୍‌ଟାନେ ଆସି, କିରିସ୍‌ଟ ସିକାଇରଇବା ବିସଇତେଇଅନି ବିନ୍‌ ବିସଇ କଇଲେ, ତାକେ ତମର୍‌ ଗରେ ମୁଲ୍‌କେ ଡାକିନିଆ ନାଇ, କି ସଙ୍ଗର୍‌ ବିସ୍‌ବାସି ଇସାବେ ଜୁଆର୍‌ବିଆର୍‌ କରାନାଇ ।
Přichází-li kdo k vám, a tohoto učení nepřináší, nepřijímejte ho do domu, aniž ho pozdravujte.
11 ୧୧ ଜଦି କେ ମିସା ସେନ୍ତାରି ଲକ୍‌କେ ଜୁଆର୍‌ବିଆର୍‌ କର୍‌ସି, ସେ ବୁଲ୍‌ ସିକାଉର୍‌ ସଙ୍ଗ୍‌ ମିସିକରି ତାର୍‌ କାରାପ୍‌ କାମେ ମିସ୍‌ଲାନି ।
Nebo kdož takového pozdravuje, přiúčastňuje se skutkům jeho zlým.
12 ୧୨ ମୁଇ ତମ୍‌କେ ବେସି ବିସଇ ଲେକ୍‌ବାକେ ମନ୍‌ କଲିନି, ମାତର୍‌ ଚିଟିଟାନେ ଲେକ୍‌ବାକେ ମନ୍‌ କରିନାଇ । ତାର୍‌ବାଦୁଲେ ଆସିକରି ତମର୍‌ ମୁଆଟେ କାତା ଅଇବି । ତେବେ ଆମେ ପୁରାପୁରୁନ୍‌ ସାର୍‌ଦା ଅଇବୁ ।
Mnoho vám psáti měv, nechtěl jsem svěřiti toho černidlu a papíru, ale mámť naději, že k vám přijdu, a ústy k ústům mluviti budu, aby radost naše plná byla.
13 ୧୩ ପର୍‌ମେସର୍‌ ବାଚିରଇବା ବଇନିର୍‌ ପିଲାମନ୍‌, ତମ୍‌କେ ଜୁଆର୍‌ ଜାନାଇଲାଇନି ।
Pozdravují tě synové sestry tvé v Pánu vyvolené. Amen.

< ୨ ୟ ଜଅନ୍‌ 1 >