< ୨ୟ କରନ୍ତିୟ 1 >

1 ମୁଇ ପାଉଲ୍‌, ପର୍‌ମେସରର୍‌ ମନ୍‍ କଲା ଇସାବେ କିରିସ୍‌ଟ ଜିସୁର୍‌ ଗଟେକ୍‌ ପେରିତ୍‌ ସିସ୍‌ ବାଚାଇଅଇଲିଆଚି । ମୁଇ ଆରି ଆମର୍‌ ବାଇ ତିମତି ଆରି କରନ୍ତିୟଟାନେ ରଇବା ପର୍‌ମେସରର୍‌ ଗୁଲାଇ ମଣ୍ଡଲିମନ୍‌କେ ଆରି ଆକାଇଆଟାନେ ରଇବା ସବୁ ପର୍‌ମେସରର୍‌ ଲକ୍‌ମନ୍‌କେ, ଏ ଚିଟି ଲେକ୍‌ଲୁନି ।
Paul, an Apostle of Jesus Christ, by the will of God, and Timothy, the brother, to the congregation of God which is in Corinth, together with all the saints who are in all Achaia:
2 ଆମର୍‌ ବାବା ପର୍‌ମେସର୍‌ ଆରି ମାପ୍‌ରୁ ଜିସୁର୍‌ ଟାନେଅନି ଜିବନ୍‌ ଦୁକାଇଲାଟା ଆରି ସାନ୍ତି ତମ୍‌କେ ଅ ।
Favor to you, and peace from God our Father, and from the Lord Jesus Christ.
3 ଆମର୍‌ ମାପ୍‌ରୁ ଜିସୁ କିରିସ୍‌ଟର୍‌ ବାବା ପର୍‌ମେସର୍‌କେ ଦନିଅବାଦ୍‌ ଦେଉଁ । ସେ ଆମର୍‌ ଦୟାକାରିଆ ବାବା ଆରି ଜାର୍‌ ଟାନେଅନି କି ଆମ୍‌କେ ସବୁ ବିସଇର୍‌ ସାଇଜ ଆଇସି ।
Blessed be the God and Father of our Lord Jesus Christ, the Father of tender mercies, and the God of all consolation!
4 ସେ ଆମ୍‌କେ ସବୁ ଦୁକ୍‌ କସ୍‌ଟ ଆଇଲେ ସାଇଜ କର୍‌ସି । ସେନ୍ତାରିସେ ବିନ୍‌ ବିନ୍‌ ରକାମର୍‌ କସ୍‌ଟ ପାଇତେରଇବା ଲକ୍‌ମନ୍‌କେ ଆମେ ଜେନ୍ତି ଦୁକ୍‌ ସାରାଇବୁ । ପର୍‌ମେସର୍‌ ଟାନେଅନି ଜନ୍‌ ସାଇଜ ଆମେ ପାଇଲୁଆଚୁ, ସେ ସାଇଜର୍‌ ଲାଗି, ଆମେ ମିସା ବିନ୍‌ ଲକ୍‌କେ ସାଇଜ କର୍‌ବୁ ।
who comforts us in all out affliction, that we may be able to comfort them who are in any affliction, by the consolation with which they are comforted of God.
5 କାଇକେବଇଲେ ଜେନ୍ତିକି କିରିସ୍‌ଟର୍‌ତେଇ ମିସ୍‌ଲାର୍‌ପାଇ ଆମର୍‌ ଦୁକ୍‌, କସ୍‌ଟ ଅଦିକ୍‌ ଅଦିକ୍‌ ଅଇଆଚେ, ସେନ୍ତାରିସେ କିରିସ୍‌ଟର୍‌ ଲାଗି ଆମର୍‌ ଦୁକ୍‌ ସାରାଇବାଟା ମିସା ଅଦିକ୍‌ ଅଦିକ୍‌ ଅଇଲାନି ।
For as the sufferings for Christ abound in us, also, our consolation abounds through Christ.
6 ମାତର୍‌ ଆମ୍‌କେ ଦୁକ୍‌ କସ୍‌ଟ ଅଇଲେ, ସେଟା ତମର୍‌ ଦୁକ୍‌ ସାରାଇବାକେ ଆରି ନ ସାର୍‌ବା ଜିବନ୍‌ ପାଇବାକେ । ସେନ୍ତାରିସେ ଜେଡେବେଲେ ଆମେ ପର୍‌ମେସରର୍‌ ଟାନେଅନି ସାଇଜ ମିଲାଇବୁ, ସେଟା ତମର୍‌ପାଇ ମିସା ସାଇଜ ମିଲ୍‌ଲା ପାରା । ଏନ୍ତାରି ସେ ତମର୍‌ ବିସ୍‌ବାସ୍‌ କର୍‌ବାଟା ଡାଟ୍‌ କରାଇସି, ଜେନ୍ତିକି ଆମେ ଦୁକ୍‌କସ୍‌ଟ ଆଇଲେ ମିସା ମୁର୍‌ଚି କରି ଆଚୁ, ସେନ୍ତାରି ଦୁକ୍‌ କସ୍‌ଟ ଆଇଲେ ତମେ ମିସା ମୁର୍‌ଚି କରି ରଇପାରାସ୍‌ ।
Now, whether we are afflicted, it is for your comfort, and salvation; or whether we are comforted, it is for your comfort, which is effected by enduring the same sufferings which we also suffer.
7 ଏଟାର୍‌ଲାଗି ତମର୍‌ଟାନେ ଆସା କର୍‌ବାଟା ଡାଁଟ୍‌ ଅଇଲାଆଚେ । କାଇକେବଇଲେ, ଆମେ ଜାନିଆଚୁ, ଆମ୍‌କେ ଦୁକ୍‌ କସ୍‌ଟ ଆଇଲେ ମିସା ମୁର୍‌ଚିକରି ଆଚୁ, ତମେ ମିସା ସେନ୍ତାରି ମୁର୍‌ଚିକରି ଆଚାସ୍‌ । ଜେନ୍ତାରି କି ପର୍‌ମେସର୍‌ ଟାନେଅନି ଆମେ ସାଇଜ ମିଲାଇଆଚୁ । ସେନ୍ତାରିସେ ତମେ ମିସା ସାଇଜ ମିଲାଇଆଚାସ୍‌ ।
And out hope of you is steadfast, knowing that, as you are partakers of the sufferings, so shall you be also of the comfort.
8 କାଇକେ ବଇଲେ, ଏ ବାଇବଇନିମନ୍‌, ଆସିଆ ରାଇଜେ ଆମ୍‌କେ ଅଇରଇବା ବଡ୍‌ ଦୁକ୍‌ କସ୍‌ଟ ବିସଇ ତମେ ଜାନିରୁଆ ବଲି ଆମେ ମନ୍‍ କଲୁନି । ମୁର୍‌ଚି ନାପାର୍‌ଲା ବଡ୍‌ ପରିକା ଆଇଲା । ଏନ୍ତାରି କି ଆମେ ଆରି ନ ରଇକରି ମରିଜିବାର୍‌ ଅଇସିବେ ବଲି ବାବ୍‌ତେରଇଲୁ ।
Wherefore, brethren, we would not have you ignorant concerning our affliction, which happened to us in Asia; that we were exceedingly pressed above our strength, insomuch as we despaired even of life.
9 ଉଁ, ଆମ୍‍କେ ମରନ୍‌ ଆସି ଡାବିଅଇରଇଲା । ମାତର୍‌ ନିଜର୍‌ ନିଜର୍‌ ଉପ୍‌ରେ ଆସା ନ କରି, ଜନ୍‌ ପର୍‌ମେସର୍‌ ମଲା ଲକ୍‌ମନ୍‌କେ ଉଟାଇସି, ତାର୍‌ ଉପ୍‌ରେ ଆସା କର୍‌ବାକେ ଏ ସବୁ ଅଇଲା ।
Nay, more, we ourselves had the sentence of death in ourselves, that we might not trust in ourselves, but in God, who raises the dead;
10 ୧୦ ସେ ଆମ୍‌କେ ମରନ୍‌ଟାନେ ଅନି ବଁଚାଇଲା । ସେଟାର୍‌ପାଇ ଆମେ ରକିଆ ପାଇଲୁ । ମରନ୍‌ ରଇଲା ଆକା, ମାତର୍‌ ମରୁନାଇ । ଆରି ସେ ଆମ୍‌କେ ସାଇଜ କର୍‌ତେରଇସି ଆକା ବଲି ଜାନିଆଚୁ । ଆମ୍‌କେ ବଡ୍‌ ଆସା ଆଚେ ଜେ, ସେ ଆମ୍‌କେ ସାଇଜ କର୍‌ବାଟା କେବେ ନ ତେବାଏ ।
who delivered us from so great a death, and does deliver; in whom we trust that he will yet deliver us;
11 ୧୧ ତମେ ଆମର୍‌ ପାଇ ପାର୍‌ତନା କରି ଆମ୍‌କେ ସାଇଜ କର୍‌ବାର୍‌ ଆଚେ । ସେନ୍ତାର୍‌ କଲେ ପର୍‌ମେସର୍‌ ସବୁ ପାର୍‌ତନାଇ ମାଙ୍ଗ୍‌ଲାଟା ପାଟାଇସି । ଆରି ବେସି ଲକ୍‌ ପର୍‌ମେସର୍‌କେ ଦନିଅବାଦ୍‌ ଦେବାଇ । କାଇକେବଇଲେ ସେ ଆମ୍‌କେ ଆସିର୍‌ବାଦ୍‌ କଲାଆଚେ ।
you, also, laboring together in prayer for us, that the gift to us from many persons, may, by many, be acknowledged with thanksgiving for us.
12 ୧୨ ବାଇମନ୍‌ ଆମେ ବଡ୍‌ପନ୍‌ ଅଇକରି କଇବା ଗଟେକ୍‌ କାତା ଆଚେ । ସେଟା ଆମେ ସତ୍‌ ବଲି ଜାନ୍‌ଲୁନି ଆରି ସେଟା ଅଇଲାନି, । ସବୁଲକର୍‍ଟାନେ ଆରି, ତମର୍‌ଟାନେ ମିସା ଆମର୍‌ ଚଲାଚଲ୍‌ତି ସୁକଲ୍‌ ଆରି ଦରମ୍‌ ଆଚେ । ଏଟା ଆମର୍‌ ବିବେକ୍‌ ସାକି ଦେଲାନି । ଲକ୍‌ମନର୍‌ ଗିଆନ୍‌ ଇସାବେ ଆମେ କରୁନାଇ, ମାତର୍‌ ପର୍‌ମେସରର୍‌ ଜିବନ୍‌ ଦୁକାଇଲା ବପୁର୍‌ ସଙ୍ଗ୍‌ ଏ ସବୁଜାକ କଲୁନି ।
For this is our glorying--the testimony of our conscience, that with godly simplicity and sincerity, (not with fleshly wisdom, but by the favor of God, ) we have behaved ourselves in the world, and more abundantly among you.
13 ୧୩ କାଇକେ ବଇଲେ, ଆମେ ଚିଟି ପାଟାଇଲା ବେଲେ ତମେ ଜାଇଜାଇଟା ପଡିକରି ବୁଜିପାରାସ୍‌, ସେଟାସେ ଲେକି ପାଟାଇଲୁନି ।
For we write no other things to you than what you read, and also acknowledge; and I hope that you will acknowledge, even to the end;
14 ୧୪ ଏବେ ଆମେ ଜାଇଟା କଲୁନି, ସେ ବିସଇ ତମେ ଅଲପ୍‌ ଅଲପ୍‌ ବୁଜ୍‌ଲାସ୍‌ନି । ମାତର୍‌ ମୁଇ ଆସା କଲିନି, ସେଟା ତମେ ପୁରାପୁରୁନ୍‌ ବୁଜି ପାର୍‌ସା । ଜେନ୍ତାରି କି, ଆମର୍‌ ମାପ୍‌ରୁ ଜିସୁ ବାଉଡ୍‌ଲା ଦିନେ, ତମେ ଆମର୍‌ ଲାଗି ସାର୍‌ଦା କର୍‌ସା, ସେନ୍ତାରିସେ ଆମେ ମିସା ତମର୍‌ଲାଗି ସାର୍‌ଦା କର୍‌ବୁ ।
seeing, indeed, you have acknowledged us in part, that we are your boasting, even as you also are ours, in the day of the Lord Jesus.
15 ୧୫ ଏଟା ସବୁ ତମେ ବୁଜି ପାର୍‌ସା, ସେଟା ଜାନିକରି ମୁଇ ତମର୍‌ଟାନେ ବୁଲିଆଇବି ବଲି ମନ୍‌କଲି । ଜେନ୍ତାରି କି ମୁଇ ତମ୍‌କେ ଦୁଇତର୍‌ ସାଇଜ କରିପାର୍‌ବି ।
And in this persuasions I purposed to come to you first, that you might have a second gift;
16 ୧୬ କାଇକେବଇଲେ ମୁଇ ମାକିଦନିଆଇ ଜିବାବାଟେ ତମର୍‌ଟାନେ ଆସି ରଇବି ବଲି ମନ୍‌କଲି । ଆରି ମୁଇ ଗରେ ବାଅଡ୍‌ବାବେଲେ ଆରିତରେକ୍‌ ତମର୍‌ଟାନେ ତେବ୍‌ବି ବଲି ମନ୍‌ କଲି । କାଇକେବଇଲେ ମୁଇ ଜେବେ ଜିଉଦା ଦେସେ ଜିବାକେ ବାରଇବି, ସେ ବେଲେ ତମେ ମକେ ସାଇଜ କରି ପାରାସ୍‌ ।
and from you to pass through into Macedonia, and from Macedonia to come again to you, and by you to be sent forward into Judea.
17 ୧୭ ତେବେ ମୁଇ ଏନ୍ତାରି ମନ୍‍ କଲାକେ ମକେ ତମେ ଦୁଇ ମନିଆ ଲକ୍‌ ବଲି ବାବ୍‌ଲାସ୍‌ନି କାଇକି । ନିଜର୍‌ ମନ୍‍ କଲା ଇସାବେ ଚିନ୍ତା କର୍‌ବା ଗଟେକ୍‌ ଲକର୍‌ପାରା ତମେ ମକେ ବାବ୍‌ଲାସ୍‌ କାଇକି । ମୁଇ ଆଇବି ବଲି କଇଲେ ମିସା ତମର୍‌ ମନେ ସେ ନ ଆସେ, ବଲି ବାବ୍‌ଲାସ୍‌ କାଇକି ।
Having, then, purposed this, did I, indeed, use levity? or the things which I purpose, do I purpose according to the flesh; so that with me there should be yes, yes, and no, no?
18 ୧୮ ଜଦି ପର୍‌ମେସର୍‌ କଇବାଟା ସତ୍‌, ସେନ୍ତାର୍‌ ଆଲେ ମୁଇ କଇବାଟା ମିସା ସତ୍‌ ସେ । ଏକାବେଲେ ଉଁ ଆରି ନାଇ ବଲି, ନ କଇ ।
But as God is faithful, certainly our word, which was to you, was not yes and no.
19 ୧୯ ମୁଇ, ସିଲାନ୍‌ ଆରି ତିମତି, ପର୍‌ମେସରର୍‌ ପଅ ଜେ କି କିରିସ୍‌ଟ ଜିସୁ, ତାର୍‌ ବିସଇନେଇ ତମ୍‌କେ ଜାନାଇରଇଲୁ । ସେ ଉଁ ଆରି ନାଇ, ବଲି କଇବା ଦୁଇ ମନିଆ ଲକ୍‌ ନଏଁ ।
For the Son of God, Jesus Christ, who was proclaimed to you by us, even by me and Sylvanus, and Timothy, was not yes and no; but in him was yes.
20 ୨୦ ତାର୍‌ଲାଗି ପର୍‌ମେସର୍‌ ଉଁ ବଲି, କଇରଇବାଟା, ସବୁଜାକ ପୁରାପୁରୁନ୍‌ କର୍‌ସି । ସେଟାର୍‌ପାଇ ଜିସୁକିରିସ୍‌ଟକେ ଆମେ ଆମେନ୍‍ ବଲି, କଇବାଟା ପର୍‌ମେସରର୍‌ ମଇମା ପାଇ ଅଇସି ।
And whatever promises are of God, were through him yes, and through him amen, to the glory of God, by us.
21 ୨୧ ତମ୍‌କେ ଆରି ଆମ୍‌କେ ଜିସୁକିରିସ୍‌ଟତେଇ ମିସିରଇବାକେ ଆଇବା ଡାଟ୍‌ ବିସ୍‌ବାସ୍‌ ଆନ୍‌ବାଟା, ପର୍‌ମେସର୍‌ ସେ । ଆରି ସେ ଆମ୍‌କେ ବାଚ୍‌ଲା ଆଚେ ।
Now, he who establishes us with you in Christ, and who has anointed us, in God:
22 ୨୨ ଆମେ ତାର୍‌ଟା ବଲି ଜାନ୍‌ବାକେ ସେ ଆମ୍‌କେ ତାର୍‌ ଚିନ୍‌ ମାର୍‌ଲା ଆଚେ ଆରି ସୁକଲ୍‌ଆତ୍‌ମା ଆମର୍‌ ବିତ୍‌ରେ ଦାନ୍‌ କଲା ଆଚେ । ପର୍‌ମେସର୍‌ ଆମର୍‌ପାଇ ଜେତ୍‌କି ବିସଇ ସଙ୍ଗଇଆଚେ, ସେ ଆତ୍‌ମାର୍‌ ଲାଗି ଆମେ ସେଟା ସବୁ ପାଇବୁ ବଲି ଜାନ୍‌ଲୁନି ।
who has also sealed us, and given us the earnest of the Spirit in our hearts.
23 ୨୩ ଜଦି ମୁଇ କଇବାଟା ସତ୍‌ ନାଇ, ସେନ୍ତାର୍‌ଆଲେ ପର୍‌ମେସର୍‌ ମକେ ଡଣ୍ଡ୍‌ ଦେଅ । ମୁଇ କରନ୍ତିଅତେଇ ବୁଲି ଆଇବାକେ କାଇକେ ଅଏ ନାଇ ବଲି ସେ ଜାନେ । ମୁଇ ତେଇ ଆଇଲେ, ତମର୍‌ ଚଲାଚଲ୍‌ତିର୍‌ ବୁଲ୍‌ଟିକ୍‌ ଦେକ୍‌ଲେ, ତମେ ଦୁକ୍‌ କର୍‌ତାସ୍‌ ।
Moreover, I call on God as a witness against my soul, that to spare you, I have not as yet come to Corinth.
24 ୨୪ ତମେ କନ୍‌ଟା ମାନ୍‌ବାର୍‌ ଆଚେ, କନ୍‌ଟା ନାଇ, ସେଟା ଆଦେସ୍‌ ଦେବାକେ ଆମେ ମନ୍‍ କରୁନାଇ । କାଇକେବଇଲେ, ତମର୍‌ ବିସ୍‌ବାସ୍‌ ଡାଟ୍‌ ଅଇଗାଲା ଆଚେ । ତମର୍‌ ସଙ୍ଗ୍‌ ମିସିକରି କାମ୍‌ କର୍‌ବାକେ ଆମେ ମନ୍‍ କଲୁନି । ଜେନ୍ତାରିକି ତମେ ସାର୍‌ଦା ଅଇସା ।
Not that we lord it over your faith, but we are joint promoters of your joy: for by the faith you stand.

< ୨ୟ କରନ୍ତିୟ 1 >