< ୨ୟ କରନ୍ତିୟ 9 >

1 ଜିଉଦାଦେସେ ରଇବା ପର୍‌ମେସରର୍‌ ଲକ୍‌ମନ୍‌କେ ଦାନ୍‌ ଦେଇ ପାଟାଇତେରଇବା ଡାବୁ ବିସଇ ତମ୍‌କେ ଆରି ମୁଇ ନ ଲେକି ।
ଜୀହୁଦାତା ମାନି ମାହାପୂରୁ ଲ଼କୁଇଁ ସା଼ୟେମି କିନି କାତା ଅ଼ଡ଼େ ମିଙ୍ଗେ ରା଼ଚାଲି ଲ଼ଡ଼ା ଆ଼ଏ;
2 କାଇକେବଇଲେ ମୁଇ ଜାନି ଆଚି, ତମେ ସବୁବେଲେ ସାଇଜ କର୍‌ବାକେ ସାର୍‌ଦା ଅଇଲାସ୍‌ନି । ଆରି ମୁଇ ବଡ୍‌ପନ୍‌ ଅଇ ତମର୍‌ ବିସଇନେଇ ମାକିଦନିଆର୍‌ ଲକ୍‌ମନ୍‌କେ କଇ ଆଚି । ମୁଇ କଇଲି “ଆକାୟାର୍‌ ବାଇବଇନିମନ୍‌ ପରୁଅନି ସାଇଜ କର୍‌ବାକେ ଜାଗିଆଚତ୍‌ ।” ସେମନ୍‌ ଏଟା ସୁନ୍‌ଲାବେଲେ ତାକର୍‌ ବିତ୍‌ରେ ଅନି ବେସି ଲକ୍‌ ଦେବାକେ ମନ୍‍ କଲାଇ ।
ନା଼ନୁ ପୁଞ୍ଜାମାଇଁ ମୀରୁ ବାରେବେ଼ଲା ସା଼ୟେମି କିହାଲି ତିୟାରା ଆ଼ହାମାଞ୍ଜେରି ଇଞ୍ଜାଁ ମାକିଦନିୟାତି ଲ଼କୁ ତା଼ଣା ମୀ ତାକି ନା଼ନୁ ବଡପଣ ଆ଼ହିମାଇଁ । ନା଼ନୁ ୱେସାମାଚେଏଁ, “ଆକାୟାତି ତାୟିୟାଁ ସା଼ୟେମି କିହାଲି ହାଚି ବାର୍ସାଟିଏ ତିୟାରା ଆ଼ହାମାନେରି ।” ମୀରୁ ଏଲେକିଁ ସା଼ୟେମି କିନାୟି ଏ଼ୱାରି ବିତ୍ରାଟି ହା଼ରେକା ଲ଼କୁଣି ଜାଗ୍ରାତା କିହାମାନେ ।
3 ଏବେ ମୁଇ ଏ ବାଇବଇନିମନ୍‌କେ ପାଟାଇଲିନି । ଜେନ୍ତିକି ତମର୍‌ ବିସଇନେଇ ମୁଇ ବଡ୍‌ପନ୍‌ ଅଇ କଇଲାଟା ଅବ୍‌କା କାତାଇ ନ ରଅ । ମାତର୍‌ ମୁଇ କଇଲାପାରା ତମେ ଦାନ୍‌ ଦେବା ଡାବୁସଙ୍ଗ୍‌ ଜାଗ୍‌ରତ୍‌ ଅଇ ରୁଆ ।
ଆ଼ତିଜିକେଏ ନା଼ନୁ ତାୟିୟାଁଇଁ ପାଣ୍ତିମାଞ୍ଜାଇଁ, ମୀ ତାକି ବଡପଣ ତ଼ହ୍‌ନାୟି ଏ଼ନିକିଁ ଉଜେଏ ଆ଼ଏ, ସାମା ନା଼ କାତାଲେହେଁ ହୀହାଲିତାକି ଜାଗ୍ରାତା ଆ଼ଦୁ,
4 ମାତର୍‌ ମାକିଦନିଆର୍‌ ଲକ୍‌ମନ୍‌ ଜଦି ମର୍‌ ସଙ୍ଗ୍ ଆସି ତମେ ଜାଗ୍‌ରତ୍‌ ନ ଅଇଲାଟା ଦେକ୍‌ଲେ, ତାକର୍‌ ମୁଆଟେ ଆମେ ଲାଜ୍‌ ଅଇଜିବାର୍‌ ଅଇସି । ଆରି ତମେ ମିସା ଲାଜ୍‌ ଅଇଜାଇସା । କାଇକେବଇଲେ ଆମେ ତମ୍‌କେ ବେସି ଆସାକରି ରଇଲୁ ।
ଏଚେ଼ତା ଆ଼ପେ ନା଼ ତଲେ ଆମିନି ଲ଼କୁ ପାଟେ ମାକିଦନିୟାଟି ୱା଼ହାଁ ମୀ ଦା଼ନା କୂଡ଼ି କିହା ହିଲାଆ ଗାଟାଣି ମେସ୍ତିହିଁ ମୀରୁ ପା଼ଣ୍‌ନି ଲାଜା ପିସାନା ମା଼ମ୍ବୁ ଈ ଆ଼ଟ୍‌ୱା ନାମୁତି କାତାତାକି ଲାଜା ବେଟାଆ଼ନମି
5 ତେବେ ମୁଇ ବାବ୍‌ଲି, ଏ ବାଇବଇନିମନ୍‌, ମୁଇ ଜିବା ଆଗ୍‌ତୁ ସେମନ୍‌ ଜାଇକରି ଜନ୍‌ ଦାନ୍‌ ତମେ ଦେବୁ ବଲି କଇତେରଇଲାସ୍‌, ସେଟା ଜମାଇକରି ସଙ୍ଗଇବାକେ ସେମନ୍‌କେ ବାବୁଜିଆ କର୍‌ବି । ଜଦି ଆମେ ସେନ୍ତାରି କର୍‌ବୁ ବଇଲେ, ଦାନ୍‌ ଦେବା ଡାବୁ ମୁଇ ଆଇଲା ବେଲେ, ଜାଗ୍‌ରତ୍‌ ଅଇରଇସି । ଆରି ସେଟା ତମେ ନିଜେ ମନ୍‍ କରି ଦେଲାସ୍‌ । ବାଦିଅ କଲାକେ ଦିଆସ୍‌ ନାଇ ବଲି ଜାନାପଡ୍‌ସି ।
ମୀରୁ ତଲିଏ ଆ଼ଞ୍ଜାମାଚି ଦା଼ନା ଏ଼ନିକିଁ ଗୁଚୁମୁଚୁ ଆ଼ହିଁ ହୀନାୟି ଆ଼ଆନା ଜାହାରା ଅଣ୍‌ପୁ ତଲେ ଆ଼ନେ, ଏ଼ଦାଆଁତାକି ତଲିଏ ଏ଼ ଦା଼ନା କୂଡ଼ିକିହାଲି ତିୟାରା କିହାଲି ନ଼କେଏ ମୀ ତା଼ଣା ହାଜାଲିତାକି ନା଼ନୁ ଏ଼ ତାୟିୟାଁଣି ବାତିମା଼ଲାଲି ଅଣ୍‌ପାମାଚେଏଁ ।
6 ତମର୍‌ ମନେ ର । ଜଦି ଗଟେକ୍‌ ଚାସି ଉନା ବିଅନ୍‌ ବୁନ୍‌ସି, ସେ ଉନା ପସଲ୍‌ ପାଇସି । ଆରି ଜନ୍‌ ଚାସି ବୁତେକ୍‌ ବିଅନ୍‌ ବୁନ୍‌ସି, ସେ ବୁତେକ୍‌ ପସଲ୍‌ ପାଇସି ।
ସାମା ଈ କାତା ସାତା, ଆମ୍ବାଆସି ରଚାଣି ବିଚା ମାଟିନେସି, ଏ଼ୱାସି ଇଚାଣି ତା଼ସା ବେଟା ଆ଼ନେସି; ଅ଼ଡ଼େ ଆମ୍ବାଆସି ଗାଡି ବିଚା ମାଟିନେସି, ଏ଼ୱାସି ଗାଡି ତା଼ସା ବେଟାଆ଼ନେସି ।
7 ଦାନ୍‌ ଦେବାକେ ତମେ ଜେନ୍ତି କାତାବାର୍‌ତା ଅଇଆଚାସ୍‌, ସେନ୍ତାରି ଦେବାର୍‌ଆଚେ । ଦୁକ୍‌ ଅଇକରି ନାଇ କି କେ ବାଇଦ କଲାର୍‌ପାଇ ନାଇ । କାଇକେବଇଲେ ତମେ ସାର୍‌ଦା ସଙ୍ଗ୍‌ ଦେଲେ ପର୍‌ମେସର୍‌ ସେଟା ମନ୍‍ କର୍‌ସି ।
ବାରେଜା଼ଣା ଜାହାରା ହିୟାଁ ଏ଼ନିକିଁ ଅଣ୍‌ପା ମାନେ, ଏଲେକିଁ କିପେରି, ମୁସ୍କି କି ବାଲାମାତମି ତଲେ ଆ଼ଏ; ଏ଼ନାଆଁତାକି ଇଚିହିଁ ମାହାପୂରୁ ଜାହାରା ଅଣ୍‌ପୁ ତଲେ ଦା଼ନାହୀନି ଲ଼କୁଣି ଜୀୱୁ ନ଼ନେସି ।
8 ଆରି ତମ୍‌କେ ଜେତ୍‌କି ଲଡା ଆଚେ, ତାର୍‌ତେଇଅନି ଅଦିକ୍‌ ପର୍‌ମେସର୍‌ ଦେଇ ପାର୍‌ସି । ଜେନ୍ତାରିକି ନିଜର୍‌ପାଇ ଜେତ୍‌କି ଦର୍‌କାର୍‌, ସେତ୍‌କି ତମର୍‌ଟାନେ ସବୁ ବେଲେ ରଇସି ଆରି ବିନ୍‌ ଲକ୍‌ମନ୍‌କେ ସାଇଜ କର୍‌ବାକେ ମିସା ଜବର୍‌ ରଇସି ।
ଅ଼ଡ଼େ, ବାରେ ଦିଣ୍‌ସୁ ବାରେବେ଼ଲା ହା଼ରେପୂରେ ବେଟାଆ଼ହାଁ ମୀରୁ ଏ଼ନିକିଁ ବାରେ ନେହିଁ କାମାତାକି ହା଼ରେକା ଇଞ୍ଜାଁ ହା଼ରେକା ଦା଼ନା କିହାଲି ଆ଼ଡିଦେରି, ଏ଼ଦାଆଁତାକି ମାହାପୂରୁ ମିଙ୍ଗେ ବାରେଲେହେଁତି କାର୍ମା ହା଼ରେପୂରେ ହୀହାଲି ଆ଼ଡାନେସି ।
9 ସାସ୍‌ତର୍‌ କଇଲାପାରା ଲଡାକେ ଆଇବା ଲକ୍‌ମନ୍‌କେ ସେ ଜବର୍‌ ଦେଇସି ଆରି ତାର୍‌ ଜିବନ୍‍ ଦୁକାଇଲାଟା କେବେ ମିସା ନ ସାରେ । (aiōn g165)
ଦାର୍ମୁପତିତା ରା଼ସ୍‌କି ଆ଼ହାମାନେ, “ଏ଼ୱାସି କେୟୁ ଦେଚାନା ଦା଼ନା ହୀହାମାନେସି, ଏ଼ୱାସି ହିଲାଆ ଗାଟାରାକି ହା଼ରେପୂରେ ହୀହାମାନେସି; ଏ଼ୱାଣି ଦାର୍ମୁ ଏଚେଲାୱା ରା଼ଏ ।” (aiōn g165)
10 ୧୦ ଆରି ପର୍‌ମେସର୍‌ ଜେ କି ବୁନ୍‌ବାକେ ବିଅନ୍‌ ଆରି କାଇବାକେ କାଦି ଦେଇସି, । ସେ ତମ୍‌କେ ଜେତ୍‌କି ବିଅନ୍‌ ଦର୍‌କାର୍‌ ସେତ୍‌କି ଦେଇସି । ଆରି ସେଟା ବଡିକରି ବେସି ପସଲ୍‌ ଅଇସି । କାଇକେବଇଲେ ତମେ ଜବର୍‌ ଦେଲାସ୍‌ନି ।
୧୦ମାହାପୂରୁ ମାଟିନାଣାକି ବିଚା ଅ଼ଡ଼େ ତିଞ୍ଜାଲି ରା଼ନ୍ଦା ହୀନେସି, ଏ଼ୱାସି ମାଟାଲିତାକି ମିଙ୍ଗେ ବିଚା ହିୟାନେସି ଇଞ୍ଜାଁ ଏ଼ଦାଆଁ ପାଡିକିନେସି, ଅ଼ଡ଼େ ମୀ ଦାର୍ମୁତି ପା଼ଡ଼େୟି ଗାଡି କିନେସି ।
11 ୧୧ ସେ ତମ୍‌କେ ସାଉକାର୍‌ କରାଇସି । ଜେନ୍ତାରି କି ତମେ ସବୁବେଲେ ଜବର୍‌ ଦେଇପାରାସ୍‌ । କାଇକେବଇଲେ ଆମର୍‌ଟାନେଅନି ପାଇରଇବା, ତମେ ଦେଲା ଦାନର୍‌ପାଇ ବେସି ଲକ୍‌ ପର୍‌ମେସର୍‌କେ ଦନିଅବାଦ୍‌ ଦେବାଇ ।
୧୧ଏଲେକିଁ ମୀରୁ ବାରେ ଦିଣ୍‌ସୁତା ବାତ୍‌କାନା ଜାହାରା ଅଣ୍‌ପୁ ତଲେ ଦା଼ନା କିହାଲି ଆ଼ଡିଦେରି, ଇଞ୍ଜାଁ ଏ଼ଦି ମା଼ ତା଼ଣାଟି ମାହାପୂରୁଇଁ ଜହରା କିନାୟି ଆ଼ନେ ।
12 ୧୨ ତମେ କର୍‌ବା ଏ ନିକ କାମର୍‌ ଲାଗି ପର୍‌ମେସରର୍‌ ଲକ୍‌ମନ୍‌କେ ଲଡାକେ ଆଇବା ବିସଇ ପୁରାପୁରୁନ୍‌ ଅଇଲାନି । ଆରି ପର୍‌ମେସର୍‌ଟାନେ ଦନିଅବାଦ୍‌ ଆଜାଡି ଅଇଲାପାରା ମିସା ଅଇଲାନି ।
୧୨ଇଚିହିଁ ଈ ଦା଼ନା ହୀନି ସେ଼ବା କାମା ମାହାପୂରୁ ଲ଼କୁତି ଲ଼ଡ଼ାମାନାଣି ପୂରା କିହିମାନେ, ଏ଼ଦି ଆ଼ଏ, ସାମା ଏ଼ଦାଆଁ ତଲେ ଜିକେଏ ମାହାପୂରୁତି କାମାତା ହା଼ରେକା ଲ଼କୁ ରା଼ହାଁତଲେ ଜହରା କିହିମାନେରି ।
13 ୧୩ ତମେ କର୍‌ବା ଏ ନିକ କାମ୍‌ ଦେକିକରି ଲକ୍‌ମନ୍‌ ପର୍‌ମେସର୍‌କେ ମଇମା କର୍‌ବାଇ । କାଇକେବଇଲେ ବିସ୍‌ବାସ୍‌ କରିରଇବା କିରିସ୍‌ଟର୍‌ ସୁବ୍‍କବର୍‍ ତମେ ମାନ୍‌ଲାସ୍‌ନି । ଆରି ସେମନ୍‌କେ ଆରି ବିନ୍‌ଲକ୍‌ମନ୍‌କେ ମିସା ଜବର୍‌ ଦେଲାସ୍‌ନି ।
୧୩ଇଚିହିଁ ଈ ସେ଼ବା କାମାତି ପାର୍‌ମାଣା ତାକି ଲ଼କୁ ମିଙ୍ଗେ ଆବିମାଞ୍ଜାନି କ୍ରୀସ୍ତତି ନେହିଁ କାବ୍ରୁତି ନାମୁ, ଇଞ୍ଜାଁ ମାହାପୂରୁତି ଲ଼କୁ ଅ଼ଡ଼େ ବାରେତାକି ମୀ ଆଣ୍ତିନାୟି ତୀର୍‌ପୁ ତାକି ମାହାପୂରୁତି ଗାୱୁରମି କିହିମାନେରି ।
14 ୧୪ ପର୍‌ମେସର୍‌ ଜିବନ୍‌ ଦୁକାଇ ତମ୍‌କେ ଦୟା ଦେକାଇଲାର୍‌ପାଇ ସେମନ୍‌ ବେସି ଆଲାଦ୍‌ ଅଇକରି ତମର୍‌ପାଇ ପାର୍‌ତନା କର୍‌ବାଇ ।
୧୪ମିଙ୍ଗେ ମାହାପୂରୁତି ହା଼ରେପୂରେ କାର୍ମାମେହ୍‌ନାଣି ତାକି ଏ଼ୱାରି ଜିକେଏ ହା଼ରେକା ରା଼ହାଁତଲେ ପ୍ରା଼ତାନାତା ମିଙ୍ଗେ ଅଣ୍‌ପିମାଞ୍ଜାନେରି ।
15 ୧୫ ପର୍‌ମେସରର୍‌ ବେସି ମୁଲିଅ ରଇବା ଦାନର୍‌ପାଇ ଆମେ ତାକେ ଦନିଅବାଦ୍‌ ଦେଉଁ ।
୧୫ମାହାପୂରୁତି ହା଼ରେପୂରେ ଦା଼ନା ତାକି ତାଙ୍ଗେ ଜହରା ଆ଼ପେ ।

< ୨ୟ କରନ୍ତିୟ 9 >