< ୨ୟ କରନ୍ତିୟ 9 >

1 ଜିଉଦାଦେସେ ରଇବା ପର୍‌ମେସରର୍‌ ଲକ୍‌ମନ୍‌କେ ଦାନ୍‌ ଦେଇ ପାଟାଇତେରଇବା ଡାବୁ ବିସଇ ତମ୍‌କେ ଆରି ମୁଇ ନ ଲେକି ।
For, indeed, concerning the ministration that [is] for the saints, it is superfluous for me to write to you,
2 କାଇକେବଇଲେ ମୁଇ ଜାନି ଆଚି, ତମେ ସବୁବେଲେ ସାଇଜ କର୍‌ବାକେ ସାର୍‌ଦା ଅଇଲାସ୍‌ନି । ଆରି ମୁଇ ବଡ୍‌ପନ୍‌ ଅଇ ତମର୍‌ ବିସଇନେଇ ମାକିଦନିଆର୍‌ ଲକ୍‌ମନ୍‌କେ କଇ ଆଚି । ମୁଇ କଇଲି “ଆକାୟାର୍‌ ବାଇବଇନିମନ୍‌ ପରୁଅନି ସାଇଜ କର୍‌ବାକେ ଜାଗିଆଚତ୍‌ ।” ସେମନ୍‌ ଏଟା ସୁନ୍‌ଲାବେଲେ ତାକର୍‌ ବିତ୍‌ରେ ଅନି ବେସି ଲକ୍‌ ଦେବାକେ ମନ୍‍ କଲାଇ ।
for I have known your readiness of mind, which in your behalf I boast of to Macedonians, that Achaia hath been prepared a year ago, and the zeal of you did stir up the more part,
3 ଏବେ ମୁଇ ଏ ବାଇବଇନିମନ୍‌କେ ପାଟାଇଲିନି । ଜେନ୍ତିକି ତମର୍‌ ବିସଇନେଇ ମୁଇ ବଡ୍‌ପନ୍‌ ଅଇ କଇଲାଟା ଅବ୍‌କା କାତାଇ ନ ରଅ । ମାତର୍‌ ମୁଇ କଇଲାପାରା ତମେ ଦାନ୍‌ ଦେବା ଡାବୁସଙ୍ଗ୍‌ ଜାଗ୍‌ରତ୍‌ ଅଇ ରୁଆ ।
and I sent the brethren, that our boasting on your behalf may not be made vain in this respect; that, according as I said, ye may be ready,
4 ମାତର୍‌ ମାକିଦନିଆର୍‌ ଲକ୍‌ମନ୍‌ ଜଦି ମର୍‌ ସଙ୍ଗ୍ ଆସି ତମେ ଜାଗ୍‌ରତ୍‌ ନ ଅଇଲାଟା ଦେକ୍‌ଲେ, ତାକର୍‌ ମୁଆଟେ ଆମେ ଲାଜ୍‌ ଅଇଜିବାର୍‌ ଅଇସି । ଆରି ତମେ ମିସା ଲାଜ୍‌ ଅଇଜାଇସା । କାଇକେବଇଲେ ଆମେ ତମ୍‌କେ ବେସି ଆସାକରି ରଇଲୁ ।
lest if Macedonians may come with me, and find you unprepared, we — we may be put to shame (that we say not — ye) in this same confidence of boasting.
5 ତେବେ ମୁଇ ବାବ୍‌ଲି, ଏ ବାଇବଇନିମନ୍‌, ମୁଇ ଜିବା ଆଗ୍‌ତୁ ସେମନ୍‌ ଜାଇକରି ଜନ୍‌ ଦାନ୍‌ ତମେ ଦେବୁ ବଲି କଇତେରଇଲାସ୍‌, ସେଟା ଜମାଇକରି ସଙ୍ଗଇବାକେ ସେମନ୍‌କେ ବାବୁଜିଆ କର୍‌ବି । ଜଦି ଆମେ ସେନ୍ତାରି କର୍‌ବୁ ବଇଲେ, ଦାନ୍‌ ଦେବା ଡାବୁ ମୁଇ ଆଇଲା ବେଲେ, ଜାଗ୍‌ରତ୍‌ ଅଇରଇସି । ଆରି ସେଟା ତମେ ନିଜେ ମନ୍‍ କରି ଦେଲାସ୍‌ । ବାଦିଅ କଲାକେ ଦିଆସ୍‌ ନାଇ ବଲି ଜାନାପଡ୍‌ସି ।
Necessary, therefore, I thought [it] to exhort the brethren, that they may go before to you, and may make up before your formerly announced blessing, that this be ready, as a blessing, and not as covetousness.
6 ତମର୍‌ ମନେ ର । ଜଦି ଗଟେକ୍‌ ଚାସି ଉନା ବିଅନ୍‌ ବୁନ୍‌ସି, ସେ ଉନା ପସଲ୍‌ ପାଇସି । ଆରି ଜନ୍‌ ଚାସି ବୁତେକ୍‌ ବିଅନ୍‌ ବୁନ୍‌ସି, ସେ ବୁତେକ୍‌ ପସଲ୍‌ ପାଇସି ।
And this: He who is sowing sparingly, sparingly also shall reap; and he who is sowing in blessings, in blessings also shall reap;
7 ଦାନ୍‌ ଦେବାକେ ତମେ ଜେନ୍ତି କାତାବାର୍‌ତା ଅଇଆଚାସ୍‌, ସେନ୍ତାରି ଦେବାର୍‌ଆଚେ । ଦୁକ୍‌ ଅଇକରି ନାଇ କି କେ ବାଇଦ କଲାର୍‌ପାଇ ନାଇ । କାଇକେବଇଲେ ତମେ ସାର୍‌ଦା ସଙ୍ଗ୍‌ ଦେଲେ ପର୍‌ମେସର୍‌ ସେଟା ମନ୍‍ କର୍‌ସି ।
each one, according as he doth purpose in heart, not out of sorrow or out of necessity, for a cheerful giver doth God love,
8 ଆରି ତମ୍‌କେ ଜେତ୍‌କି ଲଡା ଆଚେ, ତାର୍‌ତେଇଅନି ଅଦିକ୍‌ ପର୍‌ମେସର୍‌ ଦେଇ ପାର୍‌ସି । ଜେନ୍ତାରିକି ନିଜର୍‌ପାଇ ଜେତ୍‌କି ଦର୍‌କାର୍‌, ସେତ୍‌କି ତମର୍‌ଟାନେ ସବୁ ବେଲେ ରଇସି ଆରି ବିନ୍‌ ଲକ୍‌ମନ୍‌କେ ସାଇଜ କର୍‌ବାକେ ମିସା ଜବର୍‌ ରଇସି ।
and God [is] able all grace to cause to abound to you, that in every thing always all sufficiency having, ye may abound to every good work,
9 ସାସ୍‌ତର୍‌ କଇଲାପାରା ଲଡାକେ ଆଇବା ଲକ୍‌ମନ୍‌କେ ସେ ଜବର୍‌ ଦେଇସି ଆରି ତାର୍‌ ଜିବନ୍‍ ଦୁକାଇଲାଟା କେବେ ମିସା ନ ସାରେ । (aiōn g165)
(according as it hath been written, 'He dispersed abroad, he gave to the poor, his righteousness doth remain to the age,') (aiōn g165)
10 ୧୦ ଆରି ପର୍‌ମେସର୍‌ ଜେ କି ବୁନ୍‌ବାକେ ବିଅନ୍‌ ଆରି କାଇବାକେ କାଦି ଦେଇସି, । ସେ ତମ୍‌କେ ଜେତ୍‌କି ବିଅନ୍‌ ଦର୍‌କାର୍‌ ସେତ୍‌କି ଦେଇସି । ଆରି ସେଟା ବଡିକରି ବେସି ପସଲ୍‌ ଅଇସି । କାଇକେବଇଲେ ତମେ ଜବର୍‌ ଦେଲାସ୍‌ନି ।
and may He who is supplying seed to the sower, and bread for food, supply and multiply your seed sown, and increase the fruits of your righteousness,
11 ୧୧ ସେ ତମ୍‌କେ ସାଉକାର୍‌ କରାଇସି । ଜେନ୍ତାରି କି ତମେ ସବୁବେଲେ ଜବର୍‌ ଦେଇପାରାସ୍‌ । କାଇକେବଇଲେ ଆମର୍‌ଟାନେଅନି ପାଇରଇବା, ତମେ ଦେଲା ଦାନର୍‌ପାଇ ବେସି ଲକ୍‌ ପର୍‌ମେସର୍‌କେ ଦନିଅବାଦ୍‌ ଦେବାଇ ।
in every thing being enriched to all liberality, which doth work through us thanksgiving to God,
12 ୧୨ ତମେ କର୍‌ବା ଏ ନିକ କାମର୍‌ ଲାଗି ପର୍‌ମେସରର୍‌ ଲକ୍‌ମନ୍‌କେ ଲଡାକେ ଆଇବା ବିସଇ ପୁରାପୁରୁନ୍‌ ଅଇଲାନି । ଆରି ପର୍‌ମେସର୍‌ଟାନେ ଦନିଅବାଦ୍‌ ଆଜାଡି ଅଇଲାପାରା ମିସା ଅଇଲାନି ।
because the ministration of this service not only is supplying the wants of the saints, but is also abounding through many thanksgivings to God,
13 ୧୩ ତମେ କର୍‌ବା ଏ ନିକ କାମ୍‌ ଦେକିକରି ଲକ୍‌ମନ୍‌ ପର୍‌ମେସର୍‌କେ ମଇମା କର୍‌ବାଇ । କାଇକେବଇଲେ ବିସ୍‌ବାସ୍‌ କରିରଇବା କିରିସ୍‌ଟର୍‌ ସୁବ୍‍କବର୍‍ ତମେ ମାନ୍‌ଲାସ୍‌ନି । ଆରି ସେମନ୍‌କେ ଆରି ବିନ୍‌ଲକ୍‌ମନ୍‌କେ ମିସା ଜବର୍‌ ଦେଲାସ୍‌ନି ।
through the proof of this ministration glorifying God for the subjection of your confession to the good news of the Christ, and [for] the liberality of the fellowship to them and to all,
14 ୧୪ ପର୍‌ମେସର୍‌ ଜିବନ୍‌ ଦୁକାଇ ତମ୍‌କେ ଦୟା ଦେକାଇଲାର୍‌ପାଇ ସେମନ୍‌ ବେସି ଆଲାଦ୍‌ ଅଇକରି ତମର୍‌ପାଇ ପାର୍‌ତନା କର୍‌ବାଇ ।
and by their supplication in your behalf, longing after you because of the exceeding grace of God upon you;
15 ୧୫ ପର୍‌ମେସରର୍‌ ବେସି ମୁଲିଅ ରଇବା ଦାନର୍‌ପାଇ ଆମେ ତାକେ ଦନିଅବାଦ୍‌ ଦେଉଁ ।
thanks also to God for His unspeakable gift!

< ୨ୟ କରନ୍ତିୟ 9 >