< ୨ୟ କରନ୍ତିୟ 8 >
1 ୧ ଏ ମର୍ ବାଇବଇନିମନ୍, ମାସିଦନିଆର୍ ବିସ୍ବାସିମନ୍କେ ପର୍ମେସର୍ ଜିବନ୍ଦୁକାଇ ରଇଲାର୍ପାଇ ତେଇ କାଇଟା ଗଟ୍ଲା, ସେଟା ତମେ ଜାନିରୁଆ ବଲି ମୁଇ ମନ୍ କଲୁନି ।
Kaakano tubategeeza abooluganda, ekisa kya Katonda ekyaweebwa ekkanisa z’e Makedoniya.
2 ୨ ବେସି ବଡ୍ ଦୁକ୍ କସ୍ଟ ପାଇ, ମୁର୍ଚି ରଇକରି, ତେଇ ସେମନ୍ ବେସି ସାର୍ଦା କଲାଇ । ତାକର୍ ସାର୍ଦା ଏତେକ୍ ବଡିଜାଇରଇଲା ଜେ ସେମନ୍ ଅର୍କିତ୍ ଅଇରଇଲେ ମିସା ତାକର୍ ବିସ୍ବାସି ବାଇମନର୍ ପାଇ ବେସି ବେସି ଦାନ୍ କଲାଇ ।
Mu kugezesebwa okw’okubonaabona, baagattika essanyu lyabwe ery’ekitalo n’obwavu bwabwe obungi, ne bafunamu okugaba okwewuunyizibwa ennyo.
3 ୩ ସେମନ୍ ଜେତ୍କି ଦେବାର୍ ରଇଲା, ତାର୍ତେଇଅନି ଅଦିକ୍ ଦେଲାଇ ବଲି ମୁଇ ସାକି ଦେଲିନି । ଦେବାର୍ ମନ୍ ରଇଲାକେ ନିଜର୍ ମନ୍ କଲା ଇସାବେ ଦେଲାଇ ।
Tebaagaba kutuuka we basobola wokka, naye nawo baasukkawo, era baagaba lwa kweyagalira.
4 ୪ ଜିଉଦା ଦେସେ ରଇବା ପର୍ମେସରର୍ ଲକ୍ମନ୍କେ ସାଇଜ କର୍ବାକେ ସେମନ୍ ମିସା ମିସତ୍ ବଲି ଆମ୍କେ ବାବୁଜିଆ କଲାଇ ।
Baatwegayirira tubatwalire ebirabo byabwe, nabo basanyukire wamu ne bannaabwe abaweerezza obuyambi eri abatukuvu.
5 ୫ ତାକର୍ଟାନେଅନି ଆମେ ଜେତ୍କି ଆସା କରିରଇଲୁ, ତାର୍ତେଇଅନି ଅଦିକ୍ ଦେଲାଇ । କାଇକେବଇଲେ ପର୍ତମେ ସେମନ୍ ନିଜେ ନିଜେ ମାପ୍ରୁକେ ସର୍ପି ଅଇଲାଇ । ତାର୍ପଚେ ପର୍ମେସରର୍ ମନ୍ କଲା ଇସାବେ ସେମନ୍ ଆମ୍କେ ମିସା ସର୍ପି ଅଇଲାଇ ।
Ate era kye twali tutasuubidde, baasooka kwewaayo eri Mukama, n’oluvannyuma gye tuli olw’okwagala kwa Katonda.
6 ୬ ତେବର୍ପାଇ ତିତସ୍ ଜେ କି ତମର୍ ବିତ୍ରେ ଏ କାମ୍ ଜେନ୍ତି ଆରାମ୍ କରିରଇଲା, ସେନ୍ତାରି ଆକା ତମର୍ ଆଲାଦର୍ ଦାନ୍ ସାରାଅ ବଲି ଆମେ ତାକେ ବାବୁଜିଆ କଲୁ ।
Kyatugwanira okusaba Tito, nga bwe yasooka okubaweereza, ajje atuukirize n’ekikolwa ekyo eky’ekisa.
7 ୭ ତମେ ବେସି ବିସଇଟାନେ ପୁରାପୁରୁନ୍ ଆଚାସ୍ । ସବୁ ବିସଇଟାନେ ସାଉକାର୍ ଅଇଆଚାସ୍ । ବିସ୍ବାସେ ଡାଁଟ୍ଆଚାସ୍, ବାକିଅ ସିକାଇବାକେ ଜାନିଆଚାସ୍, ବାକିଅତେଇ ତମର୍ ଗିଆନ୍ ଜବର୍ ଆଚେ, ସଙ୍ଗର୍ ବିସ୍ବାସିମନ୍କେ ସାଇଜ କର୍ବାଟା ଆରି ଆମର୍ପାଇ ରଇବା ତମର୍ ଆଲାଦ୍ ବେସି ବଡ୍ ଆଚେ । ସେନ୍ତାରିସେ ଦାନ୍ ଦେବାଟାନେ ମିସା ଅଦିକ୍ ଅଦିକ୍ ଦିଆସ୍ ବଲି ଆମେ ମନ୍ କଲୁନି ।
Naye nga bwe musukirira mu bintu byonna, mu kukkiriza, ne mu kigambo, ne mu kutegeera, ne mu kunyiikira kwonna, twagala okulaba nga ne mu kisa kino musukirira.
8 ୮ ଏଟା ତମ୍କେ ମୁଇ ତିଆର୍ଲା ପାରା କଇନାଇ, ମାତର୍ ବିନ୍ ବିସ୍ବାସିମନ୍ ତାର୍ ବାଇମନ୍କେ କେନ୍ତି ଅଦିକ୍ ମନ୍ କରି ସାଇଜ କଲାଇନି, ସେଟା ଜାନିରଇବାକେ କଇଲିନି । ସେମନ୍ କଲାପାରା ତମେ କରିପାରାସ୍ ଆରି ସେଟା ଦେକି ତମର୍ ଆଲାଦ୍ ସତ୍ କି ମିଚ୍ ବଲି ମୁଇ ଜାନିପାର୍ବି ।
Sibawa kiragiro, wabula olw’okunyiikira kw’abalala n’okugezesa okwagala kwammwe nga kw’amazima.
9 ୯ ଆମର୍ ମାପ୍ରୁ ଜିସୁକିରିସ୍ଟ ଜିବନ୍ ଦୁକାଇ ଅଇଲା ବିସଇ ତମେ ଜାନିଆଚାସ୍ । ସର୍ଗେ ସେ ବେସି ସାଉକାର୍ ଅଇରଇଲେ ମିସା ସେ ନିଜେ ଅର୍କିତ୍ ଅଇଆଇଲା । ଜେନ୍ତି କି ତାର୍ଲାଗି ତମେ ସାଉକାର୍ ଅଇସା ।
Kubanga mumanyi ekisa kya Mukama waffe Yesu Kristo nga bwe yafuka omwavu ku lwammwe, mwe mulyoke mugaggawale.
10 ୧୦ ସାଇଜ କର୍ବାକେ ତମେସେ ଆଗ୍ତୁ ଅଇଲାସ୍ ଆରି ପରୁ ଅନି ଆରାମ୍ କରିଆଚାସ୍ । ଏବେ ମୁଇ ବାବ୍ଲିନି, ସେଟା ତମେ ସାରାଇଦେବାଟା ନିକ । ଉଜେ କାମ୍କର୍ବାଟାସେ ନାଇ, ମାତର୍ କାମ୍କର୍ବାକେ ମନ୍ କରି କର୍ବାକେ ତମେ ପର୍ତୁମ୍ ଆଚାସ୍ ।
Amagezi ge mbawa ge gano nti mumalirize ekyo kye mwatandikako mu mwaka ogwayita, kubanga si mmwe mwasooka okuleeta ekirowoozo ekyo ate era si mmwe mwali ababereberye mu kutandika okukikolerako.
11 ୧୧ ତେବେ ତମେ ସେଟା କରା, ଆରି ଦେବାଟା ସାରାଇଦିଆସ୍ । ତମେ ବେସି ସାର୍ଦା ଅଇ ମୁଲିଆଇଲାସ୍ । ସେନ୍ତାରିସେ ସାର୍ଦା ଅଇ ସାରାଇବାର୍ ଆଚେ । ଗଟେକ୍ ଗଟେକ୍ ଲକ୍ ଜେତ୍କି ଦେଇପାରାସ୍, ସେତ୍କି ଦେଇ ସାରାଇଦିଆସ୍ ।
Naye kaakano mu bumalirivu bwammwe mu kwagala okukikola, mumalirize omulimu ogwo, okusinziira kw’ekyo kye mulina.
12 ୧୨ କାଇକେ ବଇଲେ ଜଦି ତମ୍କେ ଦାନ୍ ଦେବାକେ ମନ୍ଆଚେ, ତମର୍ ପାର୍ବା ଏତେକ୍ ଦେଲାସ୍ନି । ତମେ ଦେବାଟା ପର୍ମେସର୍ ସଙ୍ଗଇସି । କାଇକେବଇଲେ, ତମେ ନାପାର୍ବା ଏତ୍କି ଦିଆ ବଲି ମାଙ୍ଗେ ନାଇ ।
Kuba obanga mulina obumalirivu nga buli muntu bw’alina, buli muntu aweeyo okusinziira ku ekyo ky’alina so si ky’atalina.
13 ୧୩ ତମର୍ ବାଇମନ୍କେ ସାଇଜ କରିକରି ତମର୍ଟା ଉନା ଅଇଜାଅ ବଲି ମୁଇ ମନ୍ କରିନାଇ । ମାତର୍ ଏବେ ତମର୍ ଟାନେ ଜବର୍ ଆଚେଜେ, ଜାକେ ଲଡାଆଚେ, ତାକେ ସାଇଜ କର୍ବାଟା ଟିକ୍ ରଇସି ।
Abalala baleme kuyambibwa ate nga mmwe munyigirizibwa, walyoke wabeewo, okwenkanankana.
14 ୧୪ ଏନ୍ତାରିକଲେ, ତମ୍କେ ଜେଡେବେଲେ ଲଡା ପଡ୍ସି, ଆରି ସେମନ୍କେ ଜବର୍ ରଇଲେ, ସେମନ୍ ତମ୍କେ ସାଇଜ କର୍ବାଇ । ଏନ୍ତାରି ଦୁଇ ବାଟର୍ ଲକ୍ ସମାନ୍ ଇସାବେ ପାଇବାଇ ।
Kaakano bye mulina ebingi biyambe abo abali mu kwetaaga, ate ebyabwe bye baliba nabyo ebingi biribayamba nga muli mu kwetaaga.
15 ୧୫ ଜେନ୍ତିକି ସାସ୍ତରେ ଲେକା ଅଇଆଚେ, ଜେ ଅଦିକ୍ କାମାଇଲା, ତାର୍ଟା ଉବ୍ରେ ନାଇ, ଆରି ଜେ ଉନା କାମାଇଲା, ତାକେ ଉନା ଅଏନାଇ ।
Nga bwe kyawandiikibwa nti, “Oyo eyakuŋŋaanyanga ennyingi teyasigazangawo, n’eyakuŋŋaanyanga entono ng’emumala bumazi.”
16 ୧୬ ଆମେ ପର୍ମେସର୍କେ ଦନିଅବାଦ୍ ଦେଲୁନି, ଜେନ୍ତି ତମ୍କେ ସାଇଜ କର୍ବାକେ ମନ୍ କଲୁ, ସେନ୍ତାରିସେ ତିତସ୍କେ ମିସା ସାଇଜ କର୍ବାକେ ମନ୍ ଦେଲା ।
Kyokka Katonda yeebazibwe eyassa obunyiikivu bwe bumu mu mutima gwa Tito ku lwammwe.
17 ୧୭ ଆମେ ଜେଡେବେଲେ ତିତସ୍କେ ତମର୍ଟାନେ ଜିବାକେ କଇଲୁ, ସେ ଦାପ୍ରେ ଜିବାକେ ରାଜି ଅଇଲା । ସେ ନିଜେ ମନ୍ କରି ତମର୍ଟାନେ ଜାଇ ତମ୍କେ ସାଇଜ କର୍ବି ବଇଲା ।
Olw’okuzzibwamu amaanyi kwe yafuna, n’olw’okufuba kwe, yajja gye muli.
18 ୧୮ ତାର୍ ସଙ୍ଗ୍ ଆରି ଗଟେକ୍ ବାଇକେ ମିସା ପାଟାଇଲୁନି । ଏ ଲକ୍ ଜିସୁକିରିସ୍ଟର୍ ସୁବ୍କବର୍ ଜାନାଇଲାନିଜେ ସବୁ ବିସ୍ବାସିମନ୍ ତାକେ ସନ୍ମାନ୍ ଦେଲାଇନି ।
Era tutumye wamu naye owooluganda atenderezebwa olw’enjiri mu kkanisa zonna,
19 ୧୯ କାଲି ସେତ୍କିରେ ନଏଁଁ, ତମେ ଦେଇରଇବା ଆଲାଦର୍ ଦାନ୍ ଆମେ ଲଡା ରଇବା ବାଇମନର୍ ଲଗେ ନେବାବେଲେ, ଆମର୍ ସଙ୍ଗ୍ ଜିବାକେ ସବୁ ବିସ୍ବାସିମନ୍ ତାକେ ବାଚିକରି ପାଟାଇଆଚତ୍ । ଏଟା ପର୍ମେସର୍ ଡାକ୍ପୁଟା ପାଇବାକେ ଆରି ତମ୍କେ ସାଇଜ କର୍ବାକେ ଆମେ ସାର୍ଦା ଅଇକରି ଏନ୍ତାରି କଲୁନି ।
naye si ekyo kyokka wabula yalondebwa okutambulanga naffe olw’ekisa kye tuweereza ffe olwa Mukama waffe yennyini n’olw’okugulumiza n’okulaga nga bwe twetegese okuyamba,
20 ୨୦ ଆମର୍ ଲାଗି ସେବା କାମର୍ ପାଇ ତମେ ଆଲାଦ୍ ସଙ୍ଗ୍ ଦେଇ ଜମାଇରଇଲା ଏ ଡାବୁ ଜନ୍ଟାକି ଆମେ ଦାରିଗାଲୁନି, । ଏ ଡାବୁ ବିସଇନେଇ ଆମ୍କେ କେ ମିସା ନିନ୍ଦା ନ କରତ୍ । ସେଟାର୍ପାଇ ଆମେ ଜାଗ୍ରତ୍ ଅଇଆଚୁ ।
nga twewala omuntu yenna okutunenya olw’ekirabo kino kye tuweereza.
21 ୨୧ କାଇକେ ବଇଲେ ଆମେ କର୍ବା କାମ୍ ସବୁ ଟିକ୍ ରଇବାର୍ ଆଚେ । ଅବ୍କା ପର୍ମେସର୍ ଦେକ୍ବା ଇସାବେସେ ନାଇ ମାତର୍ ଲକ୍ମନ୍ ଦେକ୍ବା ଇସାବେ ମିସା ଅ ।
Kubanga kye tugenderera kwe kukola ebirungi, si mu maaso ga Katonda yekka wabula ne mu maaso g’abantu.
22 ୨୨ ଆମେ ଆରି ଗଟେକ୍ ବାଇକେ ମିସା ତିତସର୍ ଦଲ୍ ସଙ୍ଗ୍ ପାଟାଇଲୁନି । ଏ ବାଇକେ ଆମେ ବେସି ତର୍ ପରିକା କଲୁଆଚୁ । ଆରି ତାକେ ସାଇଜ କର୍ବାକେ ବେସି ମନ୍ ଆଚେ । ଏବେ ସେ ଅଦିକ୍ ମନ୍ କଲାନି । କାଇକେବଇଲେ ସେ ତମ୍କେ ଅଦିକ୍ ଆସା କଲାନି ।
Era awamu nabo twabatumira owooluganda gwe tukakasizza nga munyiikivu mu bintu bingi era nga ne kaakano munyiikivu nnyo olw’obwesige bw’abalinamu.
23 ୨୩ ଏବେ ତିତସର୍ ବିସଇ ଜାନ୍ବାର୍ ଆଲେ ସେ ତମ୍କେ ସାଇଜ କର୍ବାକେ ମର୍ ସଙ୍ଗ୍ କାମ୍ କଲାନି । ଆରି ସେ ଦୁଇଟା ବିନ୍ ବାଇମନ୍ ଇତିର୍ ବିସ୍ବାସିମନ୍ କଇଲାକେସେ ତାର୍ସଙ୍ଗ୍ ଗାଲାନି । ସେମନ୍ କର୍ବା କାମର୍ ଲାଗି କିରିସ୍ଟ ଡାକ୍ପୁଟା ଅଇସି ।
Singa wabaawo ayagala okumanya ebifa ku Tito, tukolagana, mukozi munnange; abooluganda, bo batume ba kkanisa, olw’ekitiibwa kya Kristo.
24 ୨୪ ସେମନ୍ ତେଇ କେଟ୍ଲେ ସରି ତମେ ଆଲାଦ୍ କରି ସେମନ୍କେ ଡାକିନିଆ । ଜେନ୍ତାରି କି ତମର୍ ଆଲାଦ୍ ସତ୍ ବଲି ସବୁ ବିସ୍ବାସିମନ୍ ଜାନ୍ବାଇ ଆରି ତମର୍ ବିସଇନେଇ ଆମେ ବଡ୍ପନ୍ ଅଇ ସବୁ କଇବାଟା, ସତ୍ ବଲି ଜାନ୍ବାଇ ।
Noolwekyo okwagala kwammwe n’okwenyumiriza kwammwe byeyoleke gye bali.