< ୨ୟ କରନ୍ତିୟ 8 >
1 ୧ ଏ ମର୍ ବାଇବଇନିମନ୍, ମାସିଦନିଆର୍ ବିସ୍ବାସିମନ୍କେ ପର୍ମେସର୍ ଜିବନ୍ଦୁକାଇ ରଇଲାର୍ପାଇ ତେଇ କାଇଟା ଗଟ୍ଲା, ସେଟା ତମେ ଜାନିରୁଆ ବଲି ମୁଇ ମନ୍ କଲୁନି ।
ବୟାଁ ବାରି ତନାଇଂ ମାସିଦୋନିଆନେ ମଣ୍ତଲିଇଂ ଡିରକମ୍ ଇସ୍ପର୍ନେ ଲିବିସ ଲାବ୍ ଡିଙ୍ଗ୍ବକେ ଆତେନ୍ ଆପେକେ ଆମ୍ୟାନ୍ସା ଇକ୍ଚା ଡିଙ୍ଗ୍ଣ୍ତିଂକେ ।
2 ୨ ବେସି ବଡ୍ ଦୁକ୍ କସ୍ଟ ପାଇ, ମୁର୍ଚି ରଇକରି, ତେଇ ସେମନ୍ ବେସି ସାର୍ଦା କଲାଇ । ତାକର୍ ସାର୍ଦା ଏତେକ୍ ବଡିଜାଇରଇଲା ଜେ ସେମନ୍ ଅର୍କିତ୍ ଅଇରଇଲେ ମିସା ତାକର୍ ବିସ୍ବାସି ବାଇମନର୍ ପାଇ ବେସି ବେସି ଦାନ୍ କଲାଇ ।
ମେଇଂ ମ୍ନା କସ୍ଟ ରକମ୍ ପରିକ୍ୟା ଡିଙ୍ଗ୍ଆର୍କେ ବାରି ମେଇଂ ଜାବର୍ ଗରିବ୍ ଡିଙ୍ଗ୍ଲା ଡିଗ୍ ଜାବର୍ ସାର୍ଦା ବାବ୍ରେ ଗୁଲୁଏ ଦାନ୍ ଡିଙ୍ଗ୍ବଆର୍କେ ।
3 ୩ ସେମନ୍ ଜେତ୍କି ଦେବାର୍ ରଇଲା, ତାର୍ତେଇଅନି ଅଦିକ୍ ଦେଲାଇ ବଲି ମୁଇ ସାକି ଦେଲିନି । ଦେବାର୍ ମନ୍ ରଇଲାକେ ନିଜର୍ ମନ୍ କଲା ଇସାବେ ଦେଲାଇ ।
ନେଙ୍ଗ୍ ସତ୍ ବାବ୍ରେ ବାସଙ୍ଗ୍ଣ୍ଡିଂ ଜେ ମେଁଇଂନେ ବପୁ ରକମ୍ ମେଇଂ ଇକ୍ଚାରେ ନିଜର୍ ବପୁନେ ଅନୁସାରେ ଦେକ୍ରକମ୍ କି ଜାବର୍ ବାବ୍ରେ ମେଇଂ ଦାନ୍ ଡିଙ୍ଗ୍ଆର୍କେ ।
4 ୪ ଜିଉଦା ଦେସେ ରଇବା ପର୍ମେସରର୍ ଲକ୍ମନ୍କେ ସାଇଜ କର୍ବାକେ ସେମନ୍ ମିସା ମିସତ୍ ବଲି ଆମ୍କେ ବାବୁଜିଆ କଲାଇ ।
ଜିଉଦାନ୍ନିଆ ଲେଃକ୍ନେ ଇସ୍ପର୍ନେ ରେମୁଆଁଇଂକେ ସାଇଜ ଡିଙ୍ଗ୍ନେସା ଆମେଇଂକେ ସୁଜଗ୍ ବିଃପା ଡାଗ୍ଚେ ମେଇଂ ଆନେକେ କୁସାମୁତି ଡିଙ୍ଗ୍ବଆର୍କେ ।
5 ୫ ତାକର୍ଟାନେଅନି ଆମେ ଜେତ୍କି ଆସା କରିରଇଲୁ, ତାର୍ତେଇଅନି ଅଦିକ୍ ଦେଲାଇ । କାଇକେବଇଲେ ପର୍ତମେ ସେମନ୍ ନିଜେ ନିଜେ ମାପ୍ରୁକେ ସର୍ପି ଅଇଲାଇ । ତାର୍ପଚେ ପର୍ମେସରର୍ ମନ୍ କଲା ଇସାବେ ସେମନ୍ ଆମ୍କେ ମିସା ସର୍ପି ଅଇଲାଇ ।
ମେଇଂନେବାନ୍ ନେନେ ଅଃକେନ୍ ଆସା ଡିଙ୍ଗ୍ନେ ବକେ । ସେନୁଗ୍ ମେଇଂ ନିଜେ ନିଜେକେ ମାପ୍ରୁନେ ଡାଗ୍ରା ଦାନ୍ ଡିଙ୍ଗ୍ବଆର୍କେ ବାରି ଇଡ଼ିଙ୍ଗ୍ ଇସ୍ପର୍ନେ ଇକ୍ଚା ଅନୁସାରେ ନିଜେ ନିଜେକେ ନେଁଇଂନେ ବିସୟ୍ରେ ଦାନ୍ ଡିଙ୍ଗ୍ଆର୍କେ ।
6 ୬ ତେବର୍ପାଇ ତିତସ୍ ଜେ କି ତମର୍ ବିତ୍ରେ ଏ କାମ୍ ଜେନ୍ତି ଆରାମ୍ କରିରଇଲା, ସେନ୍ତାରି ଆକା ତମର୍ ଆଲାଦର୍ ଦାନ୍ ସାରାଅ ବଲି ଆମେ ତାକେ ବାବୁଜିଆ କଲୁ ।
ତିତସ୍ନେ ସାଇଜନ୍ନିଆ ଏନ୍ କାମ୍ ଆରାମ୍ ଡିଙ୍ଗ୍ଲେକେ । ଏନ୍କେ ଚାଲେ ଲେଃନ୍ସା ବାରି ଏନ୍ ଆଲାଦ୍ନେ ଜତନ୍ ସ୍ଲେନିଆ ଆପେକେ ସାଇଜ ଡିଙ୍ଗ୍ ନ୍ସା ତିତସ୍କେ କୁସାମୁତି ଡିଙ୍ଗ୍ନେବକେ ।
7 ୭ ତମେ ବେସି ବିସଇଟାନେ ପୁରାପୁରୁନ୍ ଆଚାସ୍ । ସବୁ ବିସଇଟାନେ ସାଉକାର୍ ଅଇଆଚାସ୍ । ବିସ୍ବାସେ ଡାଁଟ୍ଆଚାସ୍, ବାକିଅ ସିକାଇବାକେ ଜାନିଆଚାସ୍, ବାକିଅତେଇ ତମର୍ ଗିଆନ୍ ଜବର୍ ଆଚେ, ସଙ୍ଗର୍ ବିସ୍ବାସିମନ୍କେ ସାଇଜ କର୍ବାଟା ଆରି ଆମର୍ପାଇ ରଇବା ତମର୍ ଆଲାଦ୍ ବେସି ବଡ୍ ଆଚେ । ସେନ୍ତାରିସେ ଦାନ୍ ଦେବାଟାନେ ମିସା ଅଦିକ୍ ଅଦିକ୍ ଦିଆସ୍ ବଲି ଆମେ ମନ୍ କଲୁନି ।
ପେଇଂ ସାପା ବିସୟ୍ନ୍ନିଆ ସାକାର୍ ଡିଙ୍ଗ୍ପେଲେକେ ବିସ୍ବାସ୍ ସାମୁଆଁ ବାସଙ୍ଗ୍ନେ ରେମୁଆଁ ବାରି ପେଇଂନେ ଆଡ଼ାତ୍ରା ନେଁଇଂନେ ଆଲାଦ୍ ଅଦିକାର୍ ଦେକ୍ରକମ୍ ସାପା ବିସୟ୍ ଡିରକମ୍ ପେଇଂନେ ଡାଗ୍ରା ଜାବର୍ ବାବ୍ରେ ତ୍ନାଡିଂକେ ଦେତ୍ରକମ୍ ଏନ୍ ଲିବିସ କାମ୍ ଡିଗ୍ ପେଇଂନେ ଡାଗ୍ରା ଜାବର୍ ବାବ୍ରେ ତ୍ନାଲେ ।
8 ୮ ଏଟା ତମ୍କେ ମୁଇ ତିଆର୍ଲା ପାରା କଇନାଇ, ମାତର୍ ବିନ୍ ବିସ୍ବାସିମନ୍ ତାର୍ ବାଇମନ୍କେ କେନ୍ତି ଅଦିକ୍ ମନ୍ କରି ସାଇଜ କଲାଇନି, ସେଟା ଜାନିରଇବାକେ କଇଲିନି । ସେମନ୍ କଲାପାରା ତମେ କରିପାରାସ୍ ଆରି ସେଟା ଦେକି ତମର୍ ଆଲାଦ୍ ସତ୍ କି ମିଚ୍ ବଲି ମୁଇ ଜାନିପାର୍ବି ।
ନେଙ୍ଗ୍ ଆଦେସ୍ ବିଃକେ ରକମ୍ ବାସଙ୍ଗ୍ ନାଡିଙ୍ଗ୍କେ ଣ୍ତୁ । ମାତର୍ ସେବା ସ୍ଲେନିଆ ବିନ୍ଣ୍ଡ୍ରେଇଂନେ ଇକ୍ଚାନେ ଉପଦେସ୍ ବିଚେ ପେନେ ଆଲାଦ୍ନେ ସତ୍ ମ୍ୟାନ୍ସା ନେଙ୍ଗ୍ ଚେସ୍ଟା ଡିଙ୍ଗ୍ଣ୍ଡିଂକେ ।
9 ୯ ଆମର୍ ମାପ୍ରୁ ଜିସୁକିରିସ୍ଟ ଜିବନ୍ ଦୁକାଇ ଅଇଲା ବିସଇ ତମେ ଜାନିଆଚାସ୍ । ସର୍ଗେ ସେ ବେସି ସାଉକାର୍ ଅଇରଇଲେ ମିସା ସେ ନିଜେ ଅର୍କିତ୍ ଅଇଆଇଲା । ଜେନ୍ତି କି ତାର୍ଲାଗି ତମେ ସାଉକାର୍ ଅଇସା ।
ପେଇଂ ମାପ୍ରୁ ଜିସୁ କିସ୍ଟନେ ଲିବିସ ବିସୟ୍ରେ ମ୍ୟାପେଲେକେ । ମେଁ ସାଉକାର୍ ଡିଙ୍ଗ୍ଚେ ଡିଗ୍ ପେଇଂନେ ସା ଗରିବ୍ ଡିଙ୍ଗ୍କେ । ମେଁନେ ଗରିବ୍ ବାନ୍ ପେଇଂ ସାଉକାର୍ ଡିଙ୍ଗ୍ପା ।
10 ୧୦ ସାଇଜ କର୍ବାକେ ତମେସେ ଆଗ୍ତୁ ଅଇଲାସ୍ ଆରି ପରୁ ଅନି ଆରାମ୍ କରିଆଚାସ୍ । ଏବେ ମୁଇ ବାବ୍ଲିନି, ସେଟା ତମେ ସାରାଇଦେବାଟା ନିକ । ଉଜେ କାମ୍କର୍ବାଟାସେ ନାଇ, ମାତର୍ କାମ୍କର୍ବାକେ ମନ୍ କରି କର୍ବାକେ ତମେ ପର୍ତୁମ୍ ଆଚାସ୍ ।
ଏନ୍ ବିସୟ୍ରେ ଆପେକେ ନେଙ୍ଗ୍ନେ ଏନ୍ ଆଦେସ୍ ୱେକ୍ନେ ମୁଆଁ ପେଇଂ ମେଃମେଃନେ ଆରାମ୍ ଡିଙ୍ଗ୍ପେବକେ ଆତେନ୍ ଏକ୍ରେ ଆଡାନେ ପେଇଂନେ ଦର୍କାର୍ । ମାତର୍ କାମ୍ ଡିଙ୍ଗ୍ନେ ଣ୍ତୁ, ମାତର୍ କାମ୍ ଡିଙ୍ଗ୍ନେ ଇକ୍ଚା ଡିଙ୍ଗ୍ଚେ ଡିଙ୍ଗ୍ନେ ପେଇଂ ଡିଙ୍ଗ୍ପେଡିଙ୍ଗ୍କେ ସେନୁଗ୍ ।
11 ୧୧ ତେବେ ତମେ ସେଟା କରା, ଆରି ଦେବାଟା ସାରାଇଦିଆସ୍ । ତମେ ବେସି ସାର୍ଦା ଅଇ ମୁଲିଆଇଲାସ୍ । ସେନ୍ତାରିସେ ସାର୍ଦା ଅଇ ସାରାଇବାର୍ ଆଚେ । ଗଟେକ୍ ଗଟେକ୍ ଲକ୍ ଜେତ୍କି ଦେଇପାରାସ୍, ସେତ୍କି ଦେଇ ସାରାଇଦିଆସ୍ ।
ଆଣ୍ଡିନେ କାମ୍କେ ପେଇଂ ଆରାମ୍ ଡିଙ୍ଗ୍ ପେବକେ ଆମେକେ ଆଃଡାପା । ତେଲା ପେଇଂନେ କାମ୍ ଡିଙ୍ଗ୍ନେ ବାରି ପେଇଂନେ ଇକ୍ଚା ଡିଙ୍ଗ୍ନେ ଏତେ ସମାନ୍ ଡିଙ୍ଗ୍ଏ । ପେଇଂ ଡାଗ୍ରା ମେଃମେଃନେ ଲେଃକେ ଆତ୍ବାନ୍ ଦାନ୍ ଡିଙ୍ଗ୍ପା ।
12 ୧୨ କାଇକେ ବଇଲେ ଜଦି ତମ୍କେ ଦାନ୍ ଦେବାକେ ମନ୍ଆଚେ, ତମର୍ ପାର୍ବା ଏତେକ୍ ଦେଲାସ୍ନି । ତମେ ଦେବାଟା ପର୍ମେସର୍ ସଙ୍ଗଇସି । କାଇକେବଇଲେ, ତମେ ନାପାର୍ବା ଏତ୍କି ଦିଆ ବଲି ମାଙ୍ଗେ ନାଇ ।
ଜଦି ପେଇଂନେ ଦାନ୍ ବିଃନେ ଇକ୍ଚା ଲେଃକେ ତେଲା ପେଇଂନେ ଦାନ୍ ଗ୍ରଅନ୍ ଡିଙ୍ଗ୍ଏ । ପେଇଂନେ ଡାଗ୍ରା ମେଁନେ ଲେଃକେ ଆତେନ୍ ଅନୁସାରେ ପେଇଂନେ ଦାନ୍ ଗ୍ରଅନ୍ ଡିଙ୍ଗ୍ଆର୍ଏ; ପେଇଂନେ ଡାଗ୍ରା ମେଃମେଃନେ ଣ୍ତୁ, ଆତେନ୍ ରକମ୍ ଣ୍ତୁ ।
13 ୧୩ ତମର୍ ବାଇମନ୍କେ ସାଇଜ କରିକରି ତମର୍ଟା ଉନା ଅଇଜାଅ ବଲି ମୁଇ ମନ୍ କରିନାଇ । ମାତର୍ ଏବେ ତମର୍ ଟାନେ ଜବର୍ ଆଚେଜେ, ଜାକେ ଲଡାଆଚେ, ତାକେ ସାଇଜ କର୍ବାଟା ଟିକ୍ ରଇସି ।
ପେଇଂନେ ଆଡ଼ାତ୍ରା ଏନ୍ ଲିଗିଙ୍ଗ୍କେ ଆନିଗ୍ବିଚେ ବିନ୍ଣ୍ଡ୍ରେକେ ଆମ୍ଲେଡ଼ିଆ ନ୍ସା ନେଙ୍ଗ୍ ଚାଏଁନାଡିଙ୍ଗ୍କେ ଣ୍ତୁ ।
14 ୧୪ ଏନ୍ତାରିକଲେ, ତମ୍କେ ଜେଡେବେଲେ ଲଡା ପଡ୍ସି, ଆରି ସେମନ୍କେ ଜବର୍ ରଇଲେ, ସେମନ୍ ତମ୍କେ ସାଇଜ କର୍ବାଇ । ଏନ୍ତାରି ଦୁଇ ବାଟର୍ ଲକ୍ ସମାନ୍ ଇସାବେ ପାଇବାଇ ।
ମାତର୍ ଏବେ ପେଇଂନେ ଜାବର୍ ଲେଃଲା ଅବାବ୍ନ୍ନିଆ ଲେଃକ୍ନେ ରେମୁଆଁଇଂକେ ସାଇଜ ଡିଙ୍ଗ୍ନେ ପେଇଂନେ କାମ୍ । ବେଲା ପାଙ୍ଗ୍ଏ ପେଇଂ ଅବାବ୍ନ୍ନିଆ ଲେଃକାଲା ମେଁଇଂନେ ଜାବର୍ ଡିଙ୍ଗ୍ଲା ପେଇଂନେ ଅବାବ୍ ବର୍ତି ଆଡିଙ୍ଗ୍ ନ୍ସା ସାଇଜ ଡିଙ୍ଗ୍ଏ । ଦେକ୍ରକମ୍ ବାବ୍ରେ ପେଇଂନେ ବିତ୍ରେ ସମାନ୍ ରକ୍ୟା ଡିଙ୍ଗ୍ ପେୟାଏ ।
15 ୧୫ ଜେନ୍ତିକି ସାସ୍ତରେ ଲେକା ଅଇଆଚେ, ଜେ ଅଦିକ୍ କାମାଇଲା, ତାର୍ଟା ଉବ୍ରେ ନାଇ, ଆରି ଜେ ଉନା କାମାଇଲା, ତାକେ ଉନା ଅଏନାଇ ।
ଦର୍ମ ସାସ୍ତର୍ନ୍ନିଆ ଗୁଆର୍ ବକେ; “ଜାଣ୍ଡେ ଜାବର୍ ରାଃସିଙ୍ଗ୍କେ ମେଁନେ ମେଃଡିଗ୍ ଆଲୁଆଁକେ ଣ୍ତୁ । ଜାଣ୍ଡେ ଇକୁଡ଼ା ରାଃସିଙ୍ଗ୍କେ ମେଁନେ ଅବାବ୍ ଆଡିଙ୍ଗ୍ ଣ୍ତୁ ।”
16 ୧୬ ଆମେ ପର୍ମେସର୍କେ ଦନିଅବାଦ୍ ଦେଲୁନି, ଜେନ୍ତି ତମ୍କେ ସାଇଜ କର୍ବାକେ ମନ୍ କଲୁ, ସେନ୍ତାରିସେ ତିତସ୍କେ ମିସା ସାଇଜ କର୍ବାକେ ମନ୍ ଦେଲା ।
ଇସ୍ପର୍ନେ ଦନ୍ୟବାଦ୍ ଡିଙ୍ଗ୍ଲେଃ । ଡାଗ୍ଲା ନେଁଇଂନେ ରକମ୍ ତିତସ୍ ଡିଗ୍ ଆପେକେ ସାଇଜ ଡିଙ୍ଗ୍ ନ୍ସା ଇକ୍ଚା ଲେଃକେ ।
17 ୧୭ ଆମେ ଜେଡେବେଲେ ତିତସ୍କେ ତମର୍ଟାନେ ଜିବାକେ କଇଲୁ, ସେ ଦାପ୍ରେ ଜିବାକେ ରାଜି ଅଇଲା । ସେ ନିଜେ ମନ୍ କରି ତମର୍ଟାନେ ଜାଇ ତମ୍କେ ସାଇଜ କର୍ବି ବଇଲା ।
ମେଁ ମାତର୍ ନେନେ ଗୁଆରିକେ ଗ୍ରଅନ୍ ଡିଙ୍ଗ୍କେ, ଆତେନ୍ ଣ୍ତୁ, ମାତର୍ ଆପେକେ ସାଇଜ ଡିଙ୍ଗ୍ ନ୍ସା ଅଃକେନ୍ ଇକ୍ଚା ଡିଙ୍ଗ୍ ଲେଃକେ ଜେ ନିଜର୍ ଇକ୍ଚାନ୍ନିଆ ପେଇଂନେ ଡାଗ୍ରା ୱେ ନ୍ସା ମେଁ ମନ୍ ଡିଙ୍ଗ୍ବକେ ।
18 ୧୮ ତାର୍ ସଙ୍ଗ୍ ଆରି ଗଟେକ୍ ବାଇକେ ମିସା ପାଟାଇଲୁନି । ଏ ଲକ୍ ଜିସୁକିରିସ୍ଟର୍ ସୁବ୍କବର୍ ଜାନାଇଲାନିଜେ ସବୁ ବିସ୍ବାସିମନ୍ ତାକେ ସନ୍ମାନ୍ ଦେଲାଇନି ।
ମେଁନେ ଏତେ ବାରି ମୁଇଂଜା ବୟାଁକେ ନେନେ ବେନେବକେ । ନିମାଣ୍ଡା ବ୍ନାଲିର୍ ବାସଙ୍ଗ୍ ଅଲେଙ୍ଗ୍ନେ ସାପା ମଣ୍ତଲିନ୍ନିଆ ବେପ୍ରେ ୱେଲେଃକେ ।
19 ୧୯ କାଲି ସେତ୍କିରେ ନଏଁଁ, ତମେ ଦେଇରଇବା ଆଲାଦର୍ ଦାନ୍ ଆମେ ଲଡା ରଇବା ବାଇମନର୍ ଲଗେ ନେବାବେଲେ, ଆମର୍ ସଙ୍ଗ୍ ଜିବାକେ ସବୁ ବିସ୍ବାସିମନ୍ ତାକେ ବାଚିକରି ପାଟାଇଆଚତ୍ । ଏଟା ପର୍ମେସର୍ ଡାକ୍ପୁଟା ପାଇବାକେ ଆରି ତମ୍କେ ସାଇଜ କର୍ବାକେ ଆମେ ସାର୍ଦା ଅଇକରି ଏନ୍ତାରି କଲୁନି ।
ମାତର୍ ଅଃତେନ୍ ଣ୍ତୁ, ମାପ୍ରୁନେ ମଇମା ବାରି ନେଁଇଂନେ ସେବାବାନ୍ ସାର୍ଲନେ ଇକ୍ଚା ଡିଙ୍ଗ୍ ନ୍ସା ମୁଡ଼ିନେ ରାଃସିଙ୍ଗ୍କ୍ନେ ଦାନ୍ ଡୁଙ୍ଗ୍ୱେନେ କାମ୍ ନେନେ ଗ୍ରଅନ୍ ଡିଙ୍ଗ୍ନେଡିଂକେ, ଆତ୍ଅରିଆ ନେନେ ଏତେ ମିସୁୱେନେ ନ୍ସା ବିନ୍ବିନ୍ ମଣ୍ତଲି ଆମେକେ ସ୍ରି ବକେ ।
20 ୨୦ ଆମର୍ ଲାଗି ସେବା କାମର୍ ପାଇ ତମେ ଆଲାଦ୍ ସଙ୍ଗ୍ ଦେଇ ଜମାଇରଇଲା ଏ ଡାବୁ ଜନ୍ଟାକି ଆମେ ଦାରିଗାଲୁନି, । ଏ ଡାବୁ ବିସଇନେଇ ଆମ୍କେ କେ ମିସା ନିନ୍ଦା ନ କରତ୍ । ସେଟାର୍ପାଇ ଆମେ ଜାଗ୍ରତ୍ ଅଇଆଚୁ ।
ଉଦାର୍ ବାବ୍ରେ ବିଃବକ୍ନେ ଏନ୍ ସେବା ରକମ୍ ଜାବର୍ ଦାନ୍କେ ତରକ୍ ଏଃତେ ନେ ବାଃଲିର୍ବାଃତା ଡିଙ୍ଗ୍ନେଡିଂକେ, ଡିରକମ୍ ନେନେ ଆଡ଼ାତ୍ରା ଜାଣ୍ଡେ ଦସ୍ ଡିଙ୍ଗ୍ ଆୟା ଣ୍ତୁ ।
21 ୨୧ କାଇକେ ବଇଲେ ଆମେ କର୍ବା କାମ୍ ସବୁ ଟିକ୍ ରଇବାର୍ ଆଚେ । ଅବ୍କା ପର୍ମେସର୍ ଦେକ୍ବା ଇସାବେସେ ନାଇ ମାତର୍ ଲକ୍ମନ୍ ଦେକ୍ବା ଇସାବେ ମିସା ଅ ।
ଡାଗ୍ଲା ମାତର୍ ମାପ୍ରୁନେ ସାମ୍ନାନ୍ନିଆ ଣ୍ତୁ । ମାତର୍ ରେମୁଆଁ ସାମ୍ନାନ୍ନିଆ ଡିଗ୍ ସତ୍ ଲେଃନେ ନେନେ ଇକ୍ଚା ।
22 ୨୨ ଆମେ ଆରି ଗଟେକ୍ ବାଇକେ ମିସା ତିତସର୍ ଦଲ୍ ସଙ୍ଗ୍ ପାଟାଇଲୁନି । ଏ ବାଇକେ ଆମେ ବେସି ତର୍ ପରିକା କଲୁଆଚୁ । ଆରି ତାକେ ସାଇଜ କର୍ବାକେ ବେସି ମନ୍ ଆଚେ । ଏବେ ସେ ଅଦିକ୍ ମନ୍ କଲାନି । କାଇକେବଇଲେ ସେ ତମ୍କେ ଅଦିକ୍ ଆସା କଲାନି ।
ତେସା ମେଁଇଂନେ ଏତେ ଏନ୍ ବୟାଁକେ ନେନେ ବେନେବକେ । ଆମେକେ ଜାବର୍ ତର୍ ପରିକ୍ୟା ଡିଙ୍ଗ୍ଚେ ମେଁନେ ବିସ୍ବାସ୍ନେ ପରିଚୟ୍ ବାନେଲେଃକେ । ପେଇଂନେ ଆଡ଼ାତ୍ରା ମେଁନେ ଡାଟ୍ ବିସ୍ବାସ୍ ଲେଃଲା ମେଁ ଆପେକେ ସାଇଜ ଡିଙ୍ଗ୍ ନ୍ସା ଜାବର୍ ଇକ୍ଚା ଡିଙ୍ଗ୍ଲେକେ ।
23 ୨୩ ଏବେ ତିତସର୍ ବିସଇ ଜାନ୍ବାର୍ ଆଲେ ସେ ତମ୍କେ ସାଇଜ କର୍ବାକେ ମର୍ ସଙ୍ଗ୍ କାମ୍ କଲାନି । ଆରି ସେ ଦୁଇଟା ବିନ୍ ବାଇମନ୍ ଇତିର୍ ବିସ୍ବାସିମନ୍ କଇଲାକେସେ ତାର୍ସଙ୍ଗ୍ ଗାଲାନି । ସେମନ୍ କର୍ବା କାମର୍ ଲାଗି କିରିସ୍ଟ ଡାକ୍ପୁଟା ଅଇସି ।
ତିତସ୍ନେ ବିସୟ୍ରେ ଏନ୍ ମ୍ବାସଙ୍ଗ୍ଏ ଜେ, ମେଁ ନେଙ୍ଗ୍ ଏତେ କୁଡ଼େଚେ ସ୍ଲେରେ । ବାରି ମେଁ ନେଙ୍ଗ୍ ଏତେ କାମ୍ ଡିଙ୍ଗ୍ଚେ ଆପେକେ ସାଇଜ ଡିଙ୍ଗ୍କେ । ବିନ୍ ବୟାଁଇଂନେ ବିସୟ୍ରେ ଏନ୍ ବାସଙ୍ଗ୍ଏ ଜେ ମେଇଂ ବିନ୍ବିନ୍ ମଣ୍ତଲିଇଂବାନ୍ ବେବଆର୍କେ ବାରି କିସ୍ଟନେ ନ୍ସା ମଇମା ରକମ୍ ।
24 ୨୪ ସେମନ୍ ତେଇ କେଟ୍ଲେ ସରି ତମେ ଆଲାଦ୍ କରି ସେମନ୍କେ ଡାକିନିଆ । ଜେନ୍ତାରି କି ତମର୍ ଆଲାଦ୍ ସତ୍ ବଲି ସବୁ ବିସ୍ବାସିମନ୍ ଜାନ୍ବାଇ ଆରି ତମର୍ ବିସଇନେଇ ଆମେ ବଡ୍ପନ୍ ଅଇ ସବୁ କଇବାଟା, ସତ୍ ବଲି ଜାନ୍ବାଇ ।
ଏଲେଡିଗ୍ ଆମେଇଂକେ ପେଇଂନେ ଆଲାଦ୍ ଆଃସୁଏପା । ତେଲା ସାପା ମଣ୍ତଲି ଏନ୍ ବିସୟ୍ରେ ସତ୍ ମାନେଆର୍ଏ ବାରି ପେଇଂ ନ୍ସା ନେନେ ଡିଙ୍ଗ୍ମ୍ୟାକ୍ନେ ଗରବ୍ ଜାବର୍ ଡାଗ୍ଚେ ପାର୍ମାନ୍ ଡିଙ୍ଗ୍ ୟାଆର୍ଏ ।