< ୨ୟ କରନ୍ତିୟ 8 >

1 ଏ ମର୍‌ ବାଇବଇନିମନ୍‌, ମାସିଦନିଆର୍‌ ବିସ୍‌ବାସିମନ୍‌କେ ପର୍‌ମେସର୍‌ ଜିବନ୍‌ଦୁକାଇ ରଇଲାର୍‍ପାଇ ତେଇ କାଇଟା ଗଟ୍‌ଲା, ସେଟା ତମେ ଜାନିରୁଆ ବଲି ମୁଇ ମନ୍‍ କଲୁନି ।
And we make known to you, brothers, the grace of God, that has been given in the assemblies of Macedonia,
2 ବେସି ବଡ୍‌ ଦୁକ୍‌ କସ୍‌ଟ ପାଇ, ମୁର୍‌ଚି ରଇକରି, ତେଇ ସେମନ୍‌ ବେସି ସାର୍‌ଦା କଲାଇ । ତାକର୍‌ ସାର୍‌ଦା ଏତେକ୍‌ ବଡିଜାଇରଇଲା ଜେ ସେମନ୍‌ ଅର୍‌କିତ୍‌ ଅଇରଇଲେ ମିସା ତାକର୍‌ ବିସ୍‌ବାସି ବାଇମନର୍‌ ପାଇ ବେସି ବେସି ଦାନ୍‌ କଲାଇ ।
because in much trial of tribulation the abundance of their joy, and their deep poverty, abounded to the riches of their liberality;
3 ସେମନ୍‌ ଜେତ୍‌କି ଦେବାର୍‍ ରଇଲା, ତାର୍‌ତେଇଅନି ଅଦିକ୍‌ ଦେଲାଇ ବଲି ମୁଇ ସାକି ଦେଲିନି । ଦେବାର୍‌ ମନ୍‌ ରଇଲାକେ ନିଜର୍‌ ମନ୍‍ କଲା ଇସାବେ ଦେଲାଇ ।
because, according to [their] power, I testify, and above [their] power, they were willing of themselves,
4 ଜିଉଦା ଦେସେ ରଇବା ପର୍‌ମେସରର୍‌ ଲକ୍‌ମନ୍‌କେ ସାଇଜ କର୍‌ବାକେ ସେମନ୍‌ ମିସା ମିସତ୍‌ ବଲି ଆମ୍‌କେ ବାବୁଜିଆ କଲାଇ ।
with much plea calling on us to receive the favor and the fellowship of the ministry to the holy ones,
5 ତାକର୍‌ଟାନେଅନି ଆମେ ଜେତ୍‌କି ଆସା କରିରଇଲୁ, ତାର୍‌ତେଇଅନି ଅଦିକ୍‌ ଦେଲାଇ । କାଇକେବଇଲେ ପର୍‌ତମେ ସେମନ୍‌ ନିଜେ ନିଜେ ମାପ୍‌ରୁକେ ସର୍‌ପି ଅଇଲାଇ । ତାର୍‌ପଚେ ପର୍‌ମେସରର୍‌ ମନ୍‍ କଲା ଇସାବେ ସେମନ୍‌ ଆମ୍‌କେ ମିସା ସର୍‌ପି ଅଇଲାଇ ।
and not according as we expected, but they gave themselves first to the LORD, and to us, through the will of God,
6 ତେବର୍‌ପାଇ ତିତସ୍‌ ଜେ କି ତମର୍‌ ବିତ୍‌ରେ ଏ କାମ୍‌ ଜେନ୍ତି ଆରାମ୍‌ କରିରଇଲା, ସେନ୍ତାରି ଆକା ତମର୍‌ ଆଲାଦର୍‌ ଦାନ୍‌ ସାରାଅ ବଲି ଆମେ ତାକେ ବାବୁଜିଆ କଲୁ ।
so that we exhorted Titus, that, according as he began before, so also he may also finish this favor to you,
7 ତମେ ବେସି ବିସଇଟାନେ ପୁରାପୁରୁନ୍‌ ଆଚାସ୍‌ । ସବୁ ବିସଇଟାନେ ସାଉକାର୍‌ ଅଇଆଚାସ୍‌ । ବିସ୍‌ବାସେ ଡାଁଟ୍‌ଆଚାସ୍‌, ବାକିଅ ସିକାଇବାକେ ଜାନିଆଚାସ୍‌, ବାକିଅତେଇ ତମର୍‌ ଗିଆନ୍‌ ଜବର୍‌ ଆଚେ, ସଙ୍ଗର୍‌ ବିସ୍‌ବାସିମନ୍‌କେ ସାଇଜ କର୍‌ବାଟା ଆରି ଆମର୍‌ପାଇ ରଇବା ତମର୍‌ ଆଲାଦ୍‌ ବେସି ବଡ୍‌ ଆଚେ । ସେନ୍ତାରିସେ ଦାନ୍‌ ଦେବାଟାନେ ମିସା ଅଦିକ୍‌ ଅଦିକ୍‌ ଦିଆସ୍‌ ବଲି ଆମେ ମନ୍‍ କଲୁନି ।
but even as in everything you abound, in faith, and word, and knowledge, and all diligence, and in your love to us, that also in this grace you may abound;
8 ଏଟା ତମ୍‌କେ ମୁଇ ତିଆର୍‌ଲା ପାରା କଇନାଇ, ମାତର୍‌ ବିନ୍‌ ବିସ୍‌ବାସିମନ୍‌ ତାର୍‌ ବାଇମନ୍‌କେ କେନ୍ତି ଅଦିକ୍‌ ମନ୍‍ କରି ସାଇଜ କଲାଇନି, ସେଟା ଜାନିରଇବାକେ କଇଲିନି । ସେମନ୍‌ କଲାପାରା ତମେ କରିପାରାସ୍‌ ଆରି ସେଟା ଦେକି ତମର୍‌ ଆଲାଦ୍‌ ସତ୍‌ କି ମିଚ୍‌ ବଲି ମୁଇ ଜାନିପାର୍‌ବି ।
I do not speak according to command, but because of the diligence of others, and proving the genuineness of your love,
9 ଆମର୍‌ ମାପ୍‌ରୁ ଜିସୁକିରିସ୍‌ଟ ଜିବନ୍‌ ଦୁକାଇ ଅଇଲା ବିସଇ ତମେ ଜାନିଆଚାସ୍‌ । ସର୍‌ଗେ ସେ ବେସି ସାଉକାର୍‌ ଅଇରଇଲେ ମିସା ସେ ନିଜେ ଅର୍‌କିତ୍‌ ଅଇଆଇଲା । ଜେନ୍ତି କି ତାର୍‌ଲାଗି ତମେ ସାଉକାର୍‌ ଅଇସା ।
for you know the grace of our Lord Jesus Christ, that because of you He became poor—being rich, that you may become rich by that poverty.
10 ୧୦ ସାଇଜ କର୍‌ବାକେ ତମେସେ ଆଗ୍‌ତୁ ଅଇଲାସ୍‌ ଆରି ପରୁ ଅନି ଆରାମ୍‌ କରିଆଚାସ୍‌ । ଏବେ ମୁଇ ବାବ୍‌ଲିନି, ସେଟା ତମେ ସାରାଇଦେବାଟା ନିକ । ଉଜେ କାମ୍‌କର୍‌ବାଟାସେ ନାଇ, ମାତର୍‌ କାମ୍‌କର୍‌ବାକେ ମନ୍‍ କରି କର୍‌ବାକେ ତମେ ପର୍‌ତୁମ୍‌ ଆଚାସ୍‌ ।
And I give an opinion in this: for this [is] expedient to you, who not only to do, but also to will, began before—a year ago,
11 ୧୧ ତେବେ ତମେ ସେଟା କରା, ଆରି ଦେବାଟା ସାରାଇଦିଆସ୍‌ । ତମେ ବେସି ସାର୍‌ଦା ଅଇ ମୁଲିଆଇଲାସ୍‌ । ସେନ୍ତାରିସେ ସାର୍‌ଦା ଅଇ ସାରାଇବାର୍‌ ଆଚେ । ଗଟେକ୍‌ ଗଟେକ୍‌ ଲକ୍‌ ଜେତ୍‌କି ଦେଇପାରାସ୍‌, ସେତ୍‌କି ଦେଇ ସାରାଇଦିଆସ୍‌ ।
and now also finish doing [it], that even as [there is] the readiness of the will, so also the finishing, out of that which you have,
12 ୧୨ କାଇକେ ବଇଲେ ଜଦି ତମ୍‌କେ ଦାନ୍‌ ଦେବାକେ ମନ୍‌ଆଚେ, ତମର୍‌ ପାର୍‌ବା ଏତେକ୍‌ ଦେଲାସ୍‌ନି । ତମେ ଦେବାଟା ପର୍‌ମେସର୍‌ ସଙ୍ଗଇସି । କାଇକେବଇଲେ, ତମେ ନାପାର୍‌ବା ଏତ୍‌କି ଦିଆ ବଲି ମାଙ୍ଗେ ନାଇ ।
for if the willing mind is present, it is well-accepted according to that which anyone may have, not according to that which he does not have;
13 ୧୩ ତମର୍‌ ବାଇମନ୍‌କେ ସାଇଜ କରିକରି ତମର୍‌ଟା ଉନା ଅଇଜାଅ ବଲି ମୁଇ ମନ୍‍ କରିନାଇ । ମାତର୍‌ ଏବେ ତମର୍‌ ଟାନେ ଜବର୍‌ ଆଚେଜେ, ଜାକେ ଲଡାଆଚେ, ତାକେ ସାଇଜ କର୍‌ବାଟା ଟିକ୍ ରଇସି ।
for I do not speak that for others [to be] released, and you pressured,
14 ୧୪ ଏନ୍ତାରିକଲେ, ତମ୍‌କେ ଜେଡେବେଲେ ଲଡା ପଡ୍‌ସି, ଆରି ସେମନ୍‌କେ ଜବର୍‌ ରଇଲେ, ସେମନ୍‌ ତମ୍‌କେ ସାଇଜ କର୍‌ବାଇ । ଏନ୍ତାରି ଦୁଇ ବାଟର୍‌ ଲକ୍‌ ସମାନ୍‌ ଇସାବେ ପାଇବାଇ ।
but by equality, at the present time your abundance—for their want, that also their abundance may be for your want, that there may be equality,
15 ୧୫ ଜେନ୍ତିକି ସାସ୍‌ତରେ ଲେକା ଅଇଆଚେ, ଜେ ଅଦିକ୍‌ କାମାଇଲା, ତାର୍‌ଟା ଉବ୍‌ରେ ନାଇ, ଆରି ଜେ ଉନା କାମାଇଲା, ତାକେ ଉନା ଅଏନାଇ ।
according as it has been written: “He who [gathered] much, had nothing over; and he who [gathered] little, had no lack.”
16 ୧୬ ଆମେ ପର୍‌ମେସର୍‌କେ ଦନିଅବାଦ୍‌ ଦେଲୁନି, ଜେନ୍ତି ତମ୍‌କେ ସାଇଜ କର୍‌ବାକେ ମନ୍‍ କଲୁ, ସେନ୍ତାରିସେ ତିତସ୍‌କେ ମିସା ସାଇଜ କର୍‌ବାକେ ମନ୍‌ ଦେଲା ।
And thanks to God, who is putting the same diligence for you in the heart of Titus,
17 ୧୭ ଆମେ ଜେଡେବେଲେ ତିତସ୍‌କେ ତମର୍‌ଟାନେ ଜିବାକେ କଇଲୁ, ସେ ଦାପ୍‌ରେ ଜିବାକେ ରାଜି ଅଇଲା । ସେ ନିଜେ ମନ୍‍ କରି ତମର୍‌ଟାନେ ଜାଇ ତମ୍‌କେ ସାଇଜ କର୍‌ବି ବଇଲା ।
because he indeed accepted the exhortation, and being more diligent, he went forth to you of his own accord,
18 ୧୮ ତାର୍‌ ସଙ୍ଗ୍‍ ଆରି ଗଟେକ୍‌ ବାଇକେ ମିସା ପାଟାଇଲୁନି । ଏ ଲକ୍‌ ଜିସୁକିରିସ୍‌ଟର୍‌ ସୁବ୍‌କବର୍‌ ଜାନାଇଲାନିଜେ ସବୁ ବିସ୍‌ବାସିମନ୍‌ ତାକେ ସନ୍‌ମାନ୍‌ ଦେଲାଇନି ।
and we sent with him the brother, whose praise in the good news [is] through all the assemblies,
19 ୧୯ କାଲି ସେତ୍‌କିରେ ନଏଁଁ, ତମେ ଦେଇରଇବା ଆଲାଦର୍‌ ଦାନ୍‌ ଆମେ ଲଡା ରଇବା ବାଇମନର୍‌ ଲଗେ ନେବାବେଲେ, ଆମର୍‌ ସଙ୍ଗ୍‌ ଜିବାକେ ସବୁ ବିସ୍‌ବାସିମନ୍‌ ତାକେ ବାଚିକରି ପାଟାଇଆଚତ୍‌ । ଏଟା ପର୍‌ମେସର୍‌ ଡାକ୍‌ପୁଟା ପାଇବାକେ ଆରି ତମ୍‌କେ ସାଇଜ କର୍‌ବାକେ ଆମେ ସାର୍‌ଦା ଅଇକରି ଏନ୍ତାରି କଲୁନି ।
and not only so, but who was also appointed by vote by the assemblies, our fellow-traveler, with this favor that is ministered by us, to the glory of the same Lord, and your willing mind;
20 ୨୦ ଆମର୍‌ ଲାଗି ସେବା କାମର୍‌ ପାଇ ତମେ ଆଲାଦ୍‌ ସଙ୍ଗ୍‌ ଦେଇ ଜମାଇରଇଲା ଏ ଡାବୁ ଜନ୍‌ଟାକି ଆମେ ଦାରିଗାଲୁନି, । ଏ ଡାବୁ ବିସଇନେଇ ଆମ୍‌କେ କେ ମିସା ନିନ୍ଦା ନ କରତ୍‌ । ସେଟାର୍‌ପାଇ ଆମେ ଜାଗ୍‌ରତ୍‌ ଅଇଆଚୁ ।
avoiding this, lest anyone may blame us in this abundance that is ministered by us,
21 ୨୧ କାଇକେ ବଇଲେ ଆମେ କର୍‌ବା କାମ୍‌ ସବୁ ଟିକ୍‌ ରଇବାର୍‌ ଆଚେ । ଅବ୍‍କା ପର୍‌ମେସର୍‌ ଦେକ୍‌ବା ଇସାବେସେ ନାଇ ମାତର୍‌ ଲକ୍‌ମନ୍‌ ଦେକ୍‌ବା ଇସାବେ ମିସା ଅ ।
providing right things, not only before the LORD, but also before men;
22 ୨୨ ଆମେ ଆରି ଗଟେକ୍‌ ବାଇକେ ମିସା ତିତସର୍‌ ଦଲ୍‌ ସଙ୍ଗ୍‍ ପାଟାଇଲୁନି । ଏ ବାଇକେ ଆମେ ବେସି ତର୍‌ ପରିକା କଲୁଆଚୁ । ଆରି ତାକେ ସାଇଜ କର୍‌ବାକେ ବେସି ମନ୍‌ ଆଚେ । ଏବେ ସେ ଅଦିକ୍‌ ମନ୍‌ କଲାନି । କାଇକେବଇଲେ ସେ ତମ୍‌କେ ଅଦିକ୍‌ ଆସା କଲାନି ।
and we sent our brother with them, whom we proved being diligent many times in many things, and now much more diligent, by the great confidence that is toward you,
23 ୨୩ ଏବେ ତିତସର୍‌ ବିସଇ ଜାନ୍‌ବାର୍‌ ଆଲେ ସେ ତମ୍‌କେ ସାଇଜ କର୍‌ବାକେ ମର୍‌ ସଙ୍ଗ୍‍ କାମ୍‌ କଲାନି । ଆରି ସେ ଦୁଇଟା ବିନ୍‌ ବାଇମନ୍‌ ଇତିର୍‌ ବିସ୍‌ବାସିମନ୍‌ କଇଲାକେସେ ତାର୍‌ସଙ୍ଗ୍‍ ଗାଲାନି । ସେମନ୍‌ କର୍‌ବା କାମର୍‌ ଲାଗି କିରିସ୍‌ଟ ଡାକ୍‌ପୁଟା ଅଇସି ।
whether—about Titus—my partner and fellow-worker toward you, whether—our brothers, apostles of assemblies—glory of Christ;
24 ୨୪ ସେମନ୍‌ ତେଇ କେଟ୍‌ଲେ ସରି ତମେ ଆଲାଦ୍‌ କରି ସେମନ୍‌କେ ଡାକିନିଆ । ଜେନ୍ତାରି କି ତମର୍‌ ଆଲାଦ୍‌ ସତ୍‌ ବଲି ସବୁ ବିସ୍‌ବାସିମନ୍‌ ଜାନ୍‌ବାଇ ଆରି ତମର୍‌ ବିସଇନେଇ ଆମେ ବଡ୍‌ପନ୍‌ ଅଇ ସବୁ କଇବାଟା, ସତ୍‌ ବଲି ଜାନ୍‌ବାଇ ।
the showing therefore of your love, and of our boasting on your behalf, show to them, even in the face of the assemblies.

< ୨ୟ କରନ୍ତିୟ 8 >