< ୨ୟ କରନ୍ତିୟ 7 >
1 ୧ ତେବର୍ପାଇ ଏ ମର୍ ଆଲାଦର୍ ମଇତର୍ମନ୍, ପର୍ମେସର୍ କାତା ଦେଇରଇବାଟା ସବୁ ଆମ୍କେ ସର୍ପିଆଚେ । ତେବର୍ପାଇ ଜନ୍ଟା ସବୁ ଆମର୍ ଗାଗଡ୍କେ ଆରି ଆତ୍ମାକେ ସୁକଲ୍ ନ କରାଏ, ସେଟା ସବୁ ଚାଡିଦେଉଁ । ପର୍ମେସର୍କେ ଡରିରଇକରି ପୁରାପୁରୁନ୍ ସୁକଲ୍ ଅଇରଉଁ ।
అతఏవ హే ప్రియతమాః, ఏతాదృశీః ప్రతిజ్ఞాః ప్రాప్తైరస్మాభిః శరీరాత్మనోః సర్వ్వమాలిన్యమ్ అపమృజ్యేశ్వరస్య భక్త్యా పవిత్రాచారః సాధ్యతాం|
2 ୨ ତମେ ଆମ୍କେ ଅଦିକ୍ ଆଲାଦ୍ କର୍ବା ଦର୍କାର୍ । ଆମେ ତମର୍ ବିରୁଦେ କାଇ ଦସ୍ କରୁନାଇ । ଆମେ କାକେ ନସ୍ଟ କରୁନାଇ, କି କାକେ ନାଡାଉ ନାଇ ।
యూయమ్ అస్మాన్ గృహ్లీత| అస్మాభిః కస్యాప్యన్యాయో న కృతః కోఽపి న వఞ్చితః|
3 ୩ ମୁଇ ତମ୍କେ ଦସ୍ଦେବାକେ ଏ କାତା କଇନାଇ । ଆଗ୍ତୁ କଇଲାପାରା, ଆମେ ତମ୍କେ ସତ୍ସେ ଆଲାଦ୍ କଲିନି, ବଁଚି ରଇଲେ କି ମଲେ ମିସା, ତମେ ଆମର୍ ମନ୍ ବିତ୍ରେ ଆଚାସ୍ ।
యుష్మాన్ దోషిణః కర్త్తమహం వాక్యమేతద్ వదామీతి నహి యుష్మాభిః సహ జీవనాయ మరణాయ వా వయం యుష్మాన్ స్వాన్తఃకరణై ర్ధారయామ ఇతి పూర్వ్వం మయోక్తం|
4 ୪ ତମର୍ ଲଗେ ମର୍ ବିସ୍ବାସ୍ ଆଚେ । ଆରି ମୁଇ ତମର୍ ବିସଇନେଇ ବଡ୍ପନ୍ ଅଇଲିନି । ଆମେ ବେସି ଦୁକ୍ କସ୍ଟ ଆଇଲେ ମିସା ସାଆସ୍ ଦାରି ଆଚୁ । ମର୍ ମନ୍ବିତ୍ରେ ସାର୍ଦା ଅଦିକ୍ ଅଦିକ୍ ଅଇକରି ଉଚ୍ଲି ଗାଲାନି ।
యుష్మాన్ ప్రతి మమ మహేత్సాహో జాయతే యుష్మాన్ అధ్యహం బహు శ్లాఘే చ తేన సర్వ్వక్లేశసమయేఽహం సాన్త్వనయా పూర్ణో హర్షేణ ప్రఫుల్లితశ్చ భవామి|
5 ୫ ଆମେ ମାକିଦନିଆଇ ଆଇଲାପଚେ ମିସା ଚନେକ୍ ପୁଣ୍ଡୁନାଇ । କାଇକେବଇଲେ ତେଇ ଦୁକ୍ କସ୍ଟ ରଇଲା, କେତେଲକ୍ ଆମର୍ ବିରଦେ କଇ ଲାଗାଜଡା କଲାଇ । ଆମେ ମନ୍ ବିତ୍ରେ ବେସି ଡରିଜାଇତେ ରଇଲୁ ।
అస్మాసు మాకిదనియాదేశమ్ ఆగతేష్వస్మాకం శరీరస్య కాచిదపి శాన్తి ర్నాభవత్ కిన్తు సర్వ్వతో బహి ర్విరోధేనాన్తశ్చ భీత్యా వయమ్ అపీడ్యామహి|
6 ୬ ମାତର୍ ଜେ କି ଆକା ସାକା ନ ରଇବା ଲକ୍ମନ୍କେ ଦୁକ୍ ସାରାଇବା ପର୍ମେସର୍ ତିତସ୍କେ ଆନାଇ କରି ଆମ୍କେ ସାର୍ଦା କରାଇଲା ।
కిన్తు నమ్రాణాం సాన్త్వయితా య ఈశ్వరః స తీతస్యాగమనేనాస్మాన్ అసాన్త్వయత్|
7 ୭ ଅବ୍କା ସେ ଆଇଲାକେସେ ଆମେ ସାର୍ଦା ଅଉନାଇ, ମାତର୍ ତମର୍ ଲାଗି ତିତସ୍ ବେସି ସାର୍ଦା ଅଇଗାଲା ବଲି ଆମ୍କେ କଇଲାର୍ପାଇ ମିସା ସାର୍ଦା ଅଇଲୁ । ତମେ ମକେ ଦେକ୍ବାକେ ମନ୍ କଲାସ୍ନି ବଲି ମିସା ସେ କଇଲା । ଆରି ତେଇ ମକେ ଜେତ୍କି ଗଟ୍ଲା, ସେଟାର୍ପାଇ ଦୁକ୍ ଅଇକରି ଆଚାସ୍ । ଆରି ତମେ ମର୍ବାଟେ ଅଇକରି କଇବାକେ ମିସା ରାଜିଆଚାସ୍ । ଏଟାମନ୍ ସବୁ ସୁନିକରି ମୁଇ ବେସି ସାର୍ଦା ଅଇଗାଲି ।
కేవలం తస్యాగమనేన తన్నహి కిన్తు యుష్మత్తో జాతయా తస్య సాన్త్వనయాపి, యతోఽస్మాసు యుష్మాకం హార్ద్దవిలాపాసక్తత్వేష్వస్మాకం సమీపే వర్ణితేషు మమ మహానన్దో జాతః|
8 ୮ ମର୍ ଚିଟିର୍ଲାଗି ତମେ ଦୁକ୍ ଅଇରଇଲେ ମିସା, ସେ ଚିଟି ତମ୍କେ ପାଟାଇଲି ବଲି, ମୁଇ ଦୁକ୍ କରିନାଇ । ସେ ଚିଟିର୍ ଲାଗି ତମେ ଚନେକର୍ ପାଇ ଦୁକ୍ କରିରଇଲାସ୍ ଜେ ଜାନିକରି, ମୁଇ ମିସା ଦୁକ୍ ଅଇରଇଲି, ଏଟା ସତ୍ ।
అహం పత్రేణ యుష్మాన్ శోకయుక్తాన్ కృతవాన్ ఇత్యస్మాద్ అన్వతప్యే కిన్త్వధునా నానుతప్యే| తేన పత్రేణ యూయం క్షణమాత్రం శోకయుక్తీభూతా ఇతి మయా దృశ్యతే|
9 ୯ ମାତର୍ ମୁଇ ଏବେ ସାର୍ଦାସଙ୍ଗେ ଆଚି । ତମ୍କେ ଦୁକ୍ଦେଇ ଆଚି ବଲିକରି ନାଇ, ମାତର୍ ସେ ଦୁକର୍ ଲାଗି ତମେ ତମର୍ ଚଲାଚଲ୍ତି ବଦ୍ଲାଇଲାସ୍ । ସେ ଆସିରଇବା ଦୁକ୍ ପର୍ମେସରର୍ ମନ୍ କଲା ଇସାବେ ଅଇବାଟା । ଜେନ୍ତିକି ମାନିଆଇସା । ସେନ୍ତାର୍ଆଲେ ଆମେ ତମର୍ ପାଇ କାଇ ବାଦା ଆନୁନାଇ ।
ఇత్యస్మిన్ యుష్మాకం శోకేనాహం హృష్యామి తన్నహి కిన్తు మనఃపరివర్త్తనాయ యుష్మాకం శోకోఽభవద్ ఇత్యనేన హృష్యామి యతోఽస్మత్తో యుష్మాకం కాపి హాని ర్యన్న భవేత్ తదర్థం యుష్మాకమ్ ఈశ్వరీయః శోకో జాతః|
10 ୧୦ କାଇକେବଇଲେ ଜଦି ଗଟେକ୍ ଲକର୍ ଦୁକ୍ ପର୍ମେସରର୍ ମନ୍ କଲା ଇସାବେ ଆଇସି, ସେଟା ନିଜର୍ ପାପ୍ କଲାଟା ମାନିଅଇକରି, ମନ୍ ବାଉଡାଇବାକେ ଲଡାକେ ଆଇସି । ତେଇ କାଇ ମିସା ଦୁକ୍ ନାଇ । ମାତର୍ ମୁନୁସ୍ମନର୍ ଟାନେଅନି ଅଇବା ଦୁକ୍ ମରନ୍ବାଟେ ଡାକିନେଇସି ।
స ఈశ్వరీయః శోకః పరిత్రాణజనకం నిరనుతాపం మనఃపరివర్త్తనం సాధయతి కిన్తు సాంసారికః శోకో మృత్యుం సాధయతి|
11 ୧୧ ତମ୍କେ ଦୁକ୍ ଦେଇକରି ପର୍ମେସର୍ କାଇଟା କଲାଆଚେ ଦେକିଦେକା । ଜେନ୍ତିକି ଏବେ ତମେ ଟିକ୍ ଚଲାଚଲ୍ତି କର୍ବାକେ ମନ୍ କଲାସ୍ନି, ବୁଲ୍ କାମ୍ କରୁନାଇ ବଲି ବୁଜାଇବାକେ ଚେସ୍ଟା କଲାସ୍ନି, ଲାଜ୍ ପାଇବା କାମ୍ କର୍ବାକେ ବାକାନ୍ଲାସ୍ନି, ଡରିକରି ଆଚାସ୍, ଆମେ ଆରିତରେକ୍ ବେଟ୍ ଅଇବୁ ବଲି ମନ୍ କଲାସ୍ନି, ମକେ ସାର୍ଦା କରାଇବାକେ ମନ୍ କଲାସ୍ନି, ପାପ୍ କଲା ଲକ୍କେ ଦାପ୍ରେ ଡଣ୍ଡ୍ ଦେଲାସ୍, ଏଟା ସବୁ କଲାକେ ସେ କରିରଇବା ପାପେ ତମର୍ କାଇ ବୁଲ୍ ନାଇ ।
పశ్యత తేనేశ్వరీయేణ శోకేన యుష్మాకం కిం న సాధితం? యత్నో దోషప్రక్షాలనమ్ అసన్తుష్టత్వం హార్ద్దమ్ ఆసక్తత్వం ఫలదానఞ్చైతాని సర్వ్వాణి| తస్మిన్ కర్మ్మణి యూయం నిర్మ్మలా ఇతి ప్రమాణం సర్వ్వేణ ప్రకారేణ యుష్మాభి ర్దత్తం|
12 ୧୨ ଜନ୍ ଲକ୍ ପାପ୍ କରିଆଚେ, ତାର୍ ବଲ୍ ପାଇ କି ଜନ୍ ଲକର୍ ବିରୁଦେ ପାପ୍ କରାଇଅଇଲା, ତାର୍ ବଲ୍ ପାଇ ମୁଇ ସେ ଚିଟି ଲେକିନାଇ । ମାତର୍ ଆମ୍କେ ତମେ ଏତେକ୍ ଆଲାଦ୍ କଲାସ୍ନି, ସେଟା ତମେ ନିକସଙ୍ଗ୍ ଜାନ୍ବାକେ ମୁଇ ଲେକିରଇଲି । ପର୍ମେସର୍ ଏଟା ଜାନିଆଚେ ।
యేనాపరాద్ధం తస్య కృతే కింవా యస్యాపరాద్ధం తస్య కృతే మయా పత్రమ్ అలేఖి తన్నహి కిన్తు యుష్మానధ్యస్మాకం యత్నో యద్ ఈశ్వరస్య సాక్షాద్ యుష్మత్సమీపే ప్రకాశేత తదర్థమేవ|
13 ୧୩ ସେଟାର୍ପାଇ ତମେ ଆମ୍କେ ବେସି ସାର୍ଦା କରାଇଲାସ୍ । ଅବ୍କା ଆମେସେ ସାର୍ଦା ଅଇଲୁ ସେତ୍କି ନଏଁ, ମାତର୍ ତିତସ୍ ସାର୍ଦା ଅଇଲାଟା ଦେକିକରି ମିସା ଆମେ ସାର୍ଦା ଅଇଲୁ । ତମେ ସବୁ ତାକେ ସାର୍ଦା କରାଇଲାକେ ସେ ମିସା ସାର୍ଦା ଅଇରଇଲା ।
ఉక్తకారణాద్ వయం సాన్త్వనాం ప్రాప్తాః; తాఞ్చ సాన్త్వనాం వినావరో మహాహ్లాదస్తీతస్యాహ్లాదాదస్మాభి ర్లబ్ధః, యతస్తస్యాత్మా సర్వ్వై ర్యుష్మాభిస్తృప్తః|
14 ୧୪ ତିତସ୍ ତମର୍ଟାନେ ନ ଆଇବା ଆଗ୍ତୁ, ମୁଇ ତମର୍ ବିସଇ ବଡ୍ପନ୍ ଅଇକରି ତାକେ କଇରଇଲି । ସେ ତମର୍ଟାନେ ଆଇଲାକେ ମୁଇ ବଡ୍ପନ୍ ଅଇକରି ସବୁ କଇଲାଟା ସତ୍ ବଲି ଜାନ୍ଲା । ତମେ ମକେ ଲାଜ୍ କରାସ୍ ନାଇ । ମୁଇ ତମ୍କେ ଜାଇଟା ସବୁ କଇଲି ଆଚି, ସେଟା ସତ୍ । ଆରି ତିତସ୍କେ ଜାଇଟା କଇରଇଲି ସେଟା ମିସା ସତ୍ ବଲି ଜାନାପଡ୍ଲାନି ।
పూర్వ్వం తస్య సమీపేఽహం యుష్మాభిర్యద్ అశ్లాఘే తేన నాలజ్జే కిన్తు వయం యద్వద్ యుష్మాన్ ప్రతి సత్యభావేన సకలమ్ అభాషామహి తద్వత్ తీతస్య సమీపేఽస్మాకం శ్లాఘనమపి సత్యం జాతం|
15 ୧୫ ତେବେ ତମେ ତାର୍ ସବୁ ଆଦେସ୍ ମାନ୍ଲାସ୍ ଆରି ତମେ ତାକେ ସାର୍ଦାଇ ରଇସି କି ନ ରଏ ବଲି ଡରିକରି ରଇଲାଟା ସେ ଏତ୍ କଲା । ତମର୍ ପାଇ ରଇବା ତାର୍ ଆଲାଦ୍, ଅଦିକ୍ ଅଦିକ୍ ଅଇ ଆଇଲାନି ।
యూయం కీదృక్ తస్యాజ్ఞా అపాలయత భయకమ్పాభ్యాం తం గృహీతవన్తశ్చైతస్య స్మరణాద్ యుష్మాసు తస్య స్నేహో బాహుల్యేన వర్త్తతే|
16 ୧୬ ତମର୍ଟାନେ ମର୍ ପୁରାପୁରୁନ୍ ଆସା ଆଚେ ବଲିକରି ମୁଇ ବେସି ସାର୍ଦା ଅଇଲିନି ।
యుష్మాస్వహం సర్వ్వమాశంసే, ఇత్యస్మిన్ మమాహ్లాదో జాయతే|