< ୨ୟ କରନ୍ତିୟ 7 >

1 ତେବର୍‌ପାଇ ଏ ମର୍‌ ଆଲାଦର୍‌ ମଇତର୍‌ମନ୍‌, ପର୍‌ମେସର୍‌ କାତା ଦେଇର‍ଇବାଟା ସବୁ ଆମ୍‌କେ ସର୍‌ପିଆଚେ । ତେବର୍‌ପାଇ ଜନ୍‌ଟା ସବୁ ଆମର୍‌ ଗାଗଡ୍‌କେ ଆରି ଆତ୍‌ମାକେ ସୁକଲ୍‌ ନ କରାଏ, ସେଟା ସବୁ ଚାଡିଦେଉଁ । ପର୍‌ମେସର୍‌କେ ଡରିରଇକରି ପୁରାପୁରୁନ୍‌ ସୁକଲ୍‌ ଅଇରଉଁ ।
Having therefore, my beloved, these promises, let us purify ourselves from all defilement of flesh and spirit, perfecting holiness in the fear of God.
2 ତମେ ଆମ୍‌କେ ଅଦିକ୍‌ ଆଲାଦ୍‌ କର୍‌ବା ଦର୍‌କାର୍‌ । ଆମେ ତମର୍‌ ବିରୁଦେ କାଇ ଦସ୍‌ କରୁନାଇ । ଆମେ କାକେ ନସ୍‌ଟ କରୁନାଇ, କି କାକେ ନାଡାଉ ନାଇ ।
Receive us---we have injured no man, we have corrupted no one, we have over-reached no one.
3 ମୁଇ ତମ୍‌କେ ଦସ୍‌ଦେବାକେ ଏ କାତା କଇନାଇ । ଆଗ୍‌ତୁ କଇଲାପାରା, ଆମେ ତମ୍‍କେ ସତ୍‌ସେ ଆଲାଦ୍‌ କଲିନି, ବଁଚି ରଇଲେ କି ମଲେ ମିସା, ତମେ ଆମର୍‌ ମନ୍‌ ବିତ୍‌ରେ ଆଚାସ୍‌ ।
I speak not this to condemn you: for I said before that ye are so much in our hearts that we could live and die with you.
4 ତମର୍‌ ଲଗେ ମର୍‌ ବିସ୍‌ବାସ୍‌ ଆଚେ । ଆରି ମୁଇ ତମର୍‌ ବିସଇନେଇ ବଡ୍‌ପନ୍‌ ଅଇଲିନି । ଆମେ ବେସି ଦୁକ୍‌ କସ୍‌ଟ ଆଇଲେ ମିସା ସାଆସ୍‌ ଦାରି ଆଚୁ । ମର୍‌ ମନ୍‌ବିତ୍‌ରେ ସାର୍‌ଦା ଅଦିକ୍‌ ଅଦିକ୍‌ ଅଇକରି ଉଚ୍‌ଲି ଗାଲାନି ।
I use much freedom of speech to you, and I boast much of you: I am filled with comfort, and superabound in joy above all our affliction.
5 ଆମେ ମାକିଦନିଆଇ ଆଇଲାପଚେ ମିସା ଚନେକ୍‌ ପୁଣ୍ଡୁନାଇ । କାଇକେବଇଲେ ତେଇ ଦୁକ୍‌ କସ୍‌ଟ ରଇଲା, କେତେଲକ୍‌ ଆମର୍‌ ବିରଦେ କଇ ଲାଗାଜଡା କଲାଇ । ଆମେ ମନ୍‌ ବିତ୍‌ରେ ବେସି ଡରିଜାଇତେ ରଇଲୁ ।
For when we came into Macedonia, our flesh had no rest, but we were afflicted on every side; without were fightings, within were fears.
6 ମାତର୍‌ ଜେ କି ଆକା ସାକା ନ ରଇବା ଲକ୍‌ମନ୍‌କେ ଦୁକ୍‌ ସାରାଇବା ପର୍‌ମେସର୍‌ ତିତସ୍‌କେ ଆନାଇ କରି ଆମ୍‌କେ ସାର୍‌ଦା କରାଇଲା ।
But God, who comforteth those that are brought low, comforted us by the coming of Titus:
7 ଅବ୍‌କା ସେ ଆଇଲାକେସେ ଆମେ ସାର୍‌ଦା ଅଉନାଇ, ମାତର୍‌ ତମର୍‌ ଲାଗି ତିତସ୍‌ ବେସି ସାର୍‌ଦା ଅଇଗାଲା ବଲି ଆମ୍‌କେ କଇଲାର୍‌ପାଇ ମିସା ସାର୍‌ଦା ଅଇଲୁ । ତମେ ମକେ ଦେକ୍‌ବାକେ ମନ୍‌ କଲାସ୍‌ନି ବଲି ମିସା ସେ କଇଲା । ଆରି ତେଇ ମକେ ଜେତ୍‌କି ଗଟ୍‌ଲା, ସେଟାର୍‌ପାଇ ଦୁକ୍‌ ଅଇକରି ଆଚାସ୍‌ । ଆରି ତମେ ମର୍‌ବାଟେ ଅଇକରି କଇବାକେ ମିସା ରାଜିଆଚାସ୍‌ । ଏଟାମନ୍‌ ସବୁ ସୁନିକରି ମୁଇ ବେସି ସାର୍‌ଦା ଅଇଗାଲି ।
and not only by his coming, but especially by the consolation wherewith he was comforted on your account, acquainting us with your earnest desire towards us, your grief, and your zeal for me; so that I rejoiced greatly.
8 ମର୍‌ ଚିଟିର୍‌ଲାଗି ତମେ ଦୁକ୍‌ ଅଇରଇଲେ ମିସା, ସେ ଚିଟି ତମ୍‌କେ ପାଟାଇଲି ବଲି, ମୁଇ ଦୁକ୍‌ କରିନାଇ । ସେ ଚିଟିର୍‌ ଲାଗି ତମେ ଚନେକର୍‌ ପାଇ ଦୁକ୍‌ କରିରଇଲାସ୍‌ ଜେ ଜାନିକରି, ମୁଇ ମିସା ଦୁକ୍‌ ଅଇରଇଲି, ଏଟା ସତ୍‌ ।
For though I grieved you by my letter, I do not repent, though I did repent; for I perceive that that epistle grieved you, though it was but for a little while.
9 ମାତର୍‌ ମୁଇ ଏବେ ସାର୍‌ଦାସଙ୍ଗେ ଆଚି । ତମ୍‌କେ ଦୁକ୍‌ଦେଇ ଆଚି ବଲିକରି ନାଇ, ମାତର୍‌ ସେ ଦୁକର୍‌ ଲାଗି ତମେ ତମର୍‍ ଚଲାଚଲ୍‌ତି ବଦ୍‌ଲାଇଲାସ୍‌ । ସେ ଆସିରଇବା ଦୁକ୍‌ ପର୍‌ମେସରର୍‌ ମନ୍‍ କଲା ଇସାବେ ଅଇବାଟା । ଜେନ୍ତିକି ମାନିଆଇସା । ସେନ୍ତାର୍‌ଆଲେ ଆମେ ତମର୍‌ ପାଇ କାଇ ବାଦା ଆନୁନାଇ ।
However, now I rejoice, not that ye were made sorry, but that ye sorrowed to repentance; for ye were grieved after a godly manner, so that ye received no damage from us.
10 ୧୦ କାଇକେବଇଲେ ଜଦି ଗଟେକ୍‌ ଲକର୍‌ ଦୁକ୍‌ ପର୍‌ମେସରର୍‌ ମନ୍‍ କଲା ଇସାବେ ଆଇସି, ସେଟା ନିଜର୍‌ ପାପ୍‌ କଲାଟା ମାନିଅଇକରି, ମନ୍‌ ବାଉଡାଇବାକେ ଲଡାକେ ଆଇସି । ତେଇ କାଇ ମିସା ଦୁକ୍‌ ନାଇ । ମାତର୍‌ ମୁନୁସ୍‌ମନର୍‌ ଟାନେଅନି ଅଇବା ଦୁକ୍‌ ମରନ୍‌ବାଟେ ଡାକିନେଇସି ।
For godly sorrow worketh repentance to salvation not to be repented of: but the sorrow of the world worketh death.
11 ୧୧ ତମ୍‌କେ ଦୁକ୍‌ ଦେଇକରି ପର୍‌ମେସର୍‌ କାଇଟା କଲାଆଚେ ଦେକିଦେକା । ଜେନ୍ତିକି ଏବେ ତମେ ଟିକ୍‌ ଚଲାଚଲ୍‌ତି କର୍‌ବାକେ ମନ୍‌ କଲାସ୍‌ନି, ବୁଲ୍‌ କାମ୍‌ କରୁନାଇ ବଲି ବୁଜାଇବାକେ ଚେସ୍‌ଟା କଲାସ୍‌ନି, ଲାଜ୍‌ ପାଇବା କାମ୍‌ କର୍‌ବାକେ ବାକାନ୍‌ଲାସ୍‌ନି, ଡରିକରି ଆଚାସ୍‌, ଆମେ ଆରିତରେକ୍‌ ବେଟ୍‌ ଅଇବୁ ବଲି ମନ୍‌ କଲାସ୍‌ନି, ମକେ ସାର୍‌ଦା କରାଇବାକେ ମନ୍‌ କଲାସ୍‌ନି, ପାପ୍‌ କଲା ଲକ୍‌କେ ଦାପ୍‌ରେ ଡଣ୍ଡ୍‌ ଦେଲାସ୍‌, ଏଟା ସବୁ କଲାକେ ସେ କରିରଇବା ପାପେ ତମର୍‌ କାଇ ବୁଲ୍‌ ନାଇ ।
For behold this very thing, that ye sorrowed after a godly manner, what diligence it wrought in you! yea, what apology, what indignation, what fear, what earnest desire, what zeal, what revenge! by all which ye have shewn yourselves to be clear in the affair.
12 ୧୨ ଜନ୍‌ ଲକ୍‌ ପାପ୍‌ କରିଆଚେ, ତାର୍‌ ବଲ୍‌ ପାଇ କି ଜନ୍‌ ଲକର୍‌ ବିରୁଦେ ପାପ୍‌ କରାଇଅଇଲା, ତାର୍‌ ବଲ୍‌ ପାଇ ମୁଇ ସେ ଚିଟି ଲେକିନାଇ । ମାତର୍‌ ଆମ୍‌କେ ତମେ ଏତେକ୍‌ ଆଲାଦ୍‌ କଲାସ୍‌ନି, ସେଟା ତମେ ନିକସଙ୍ଗ୍‌ ଜାନ୍‌ବାକେ ମୁଇ ଲେକିରଇଲି । ପର୍‌ମେସର୍‌ ଏଟା ଜାନିଆଚେ ।
Wherefore if I wrote in such a manner to you, it was not merely on his account who had done the wrong, nor for his sake who had been injured; but that our care for you in the sight of God might be manifested among you.
13 ୧୩ ସେଟାର୍‌ପାଇ ତମେ ଆମ୍‌କେ ବେସି ସାର୍‌ଦା କରାଇଲାସ୍‌ । ଅବ୍‌କା ଆମେସେ ସାର୍‌ଦା ଅଇଲୁ ସେତ୍‌କି ନଏଁ, ମାତର୍‌ ତିତସ୍‌ ସାର୍‌ଦା ଅଇଲାଟା ଦେକିକରି ମିସା ଆମେ ସାର୍‌ଦା ଅଇଲୁ । ତମେ ସବୁ ତାକେ ସାର୍‌ଦା କରାଇଲାକେ ସେ ମିସା ସାର୍‌ଦା ଅଇରଇଲା ।
We were therefore comforted by your consolation; and rejoiced the more at the joy of Titus, because his spirit was refreshed by you all;
14 ୧୪ ତିତସ୍‌ ତମର୍‌ଟାନେ ନ ଆଇବା ଆଗ୍‌ତୁ, ମୁଇ ତମର୍‌ ବିସଇ ବଡ୍‌ପନ୍‌ ଅଇକରି ତାକେ କଇରଇଲି । ସେ ତମର୍‌ଟାନେ ଆଇଲାକେ ମୁଇ ବଡ୍‌ପନ୍‌ ଅଇକରି ସବୁ କଇଲାଟା ସତ୍‌ ବଲି ଜାନ୍‌ଲା । ତମେ ମକେ ଲାଜ୍‌ କରାସ୍‌ ନାଇ । ମୁଇ ତମ୍‌କେ ଜାଇଟା ସବୁ କଇଲି ଆଚି, ସେଟା ସତ୍‌ । ଆରି ତିତସ୍‌କେ ଜାଇଟା କଇରଇଲି ସେଟା ମିସା ସତ୍‌ ବଲି ଜାନାପଡ୍‌ଲାନି ।
and because if I boasted of any thing to him concerning you, I was not ashamed; but as we have spoken all things to you in truth, so likewise our boasting of you to Titus was truth.
15 ୧୫ ତେବେ ତମେ ତାର୍‌ ସବୁ ଆଦେସ୍‌ ମାନ୍‌ଲାସ୍‌ ଆରି ତମେ ତାକେ ସାର୍‌ଦାଇ ରଇସି କି ନ ରଏ ବଲି ଡରିକରି ରଇଲାଟା ସେ ଏତ୍‍ କଲା । ତମର୍‌ ପାଇ ରଇବା ତାର୍‌ ଆଲାଦ୍‌, ଅଦିକ୍‌ ଅଦିକ୍‌ ଅଇ ଆଇଲାନି ।
And his bowels are exceedingly moved towards you, when he calls to mind the obedience of you all, how with fear and trembling ye received him.
16 ୧୬ ତମର୍‌ଟାନେ ମର୍‌ ପୁରାପୁରୁନ୍‌ ଆସା ଆଚେ ବଲିକରି ମୁଇ ବେସି ସାର୍‌ଦା ଅଇଲିନି ।
I rejoice therefore that in every thing I have confidence in you.

< ୨ୟ କରନ୍ତିୟ 7 >