< ୨ୟ କରନ୍ତିୟ 5 >

1 ଆମର୍‌ ଗାଗଡ୍‌ ତୁମ୍‌ ଟାନିକରି ବାନ୍ଦିରଇବା ଗର୍‌ପାରା । ଆରି ଆମେ ଜାନୁ ଜେ ଜେଡେବେଲେ ମିସା ଏଟା ବାଙ୍ଗି ଜାଇସି, ତେବେ ସର୍‌ଗେ ରଇବାପାଇ ଆମ୍‌କେ ଗଟେକ୍‌ ଗର୍‌ ଆଚେ । ଏଟା ନିଜେ ପର୍‌ମେସର୍‌ ତିଆର୍‌ କଲାଟା । ସେଟା କେବେ ବିନାସ୍‌ ନ ଅଏ । ସବୁ ଦିନର୍‌ପାଇ ରଇସି । (aiōnios g166)
ମା଼ର ପୁଞ୍ଜାମାନାୟି, ଆମିନି ଦାର୍‌ତିତି ତୂମୁ ଲେହେଁତି ଇଲୁତା ନୀଏଁ ମା଼ର ବାସା କିହାମାନାୟି, ଏ଼ଦି ନସ୍ତ ଆ଼ତିସାରେ ମାହାପୂରୁ ମାଙ୍ଗେ ଲାକପୂରୁ ର଼ କା଼ଲାକା଼ଲାତି ଇଲୁ ମେଡ଼ି କିୟାନେସି । ଏ଼ଦି ମାଣ୍‌ସି କେୟୁଟି କେ଼ପିତାୟି ଆ଼ଏ, ମାହାପୂରୁ ତା଼ନୁଏ ଏ଼ଦାନି ଗା଼ଡ଼ିକିତାସି । (aiōnios g166)
2 ମାତର୍‌ ଆମେ ଏ ଜଗତେ ରଉ ରଉ ଏତ୍‌କି କସ୍‌ଟ ପାଇଲୁନି । ସର୍‌ଗେ ରଇବା ଆମର୍‌ ନୁଆ ଗାଗଡ୍‌ ଏବେଆକା ଆମ୍‌କେ ମିଲ ବଲି ଆମେ ମନ୍‍ କଲୁନି ।
ଈ ଦାର୍‌ତିତି ଇଲୁତା ମାଞ୍ଜାନା ମା଼ର ଲାକପୂରୁ ଇଲୁତି ହିମ୍ବରି ହୁଚାଲି ମ଼ନ କିହାନା ଡ଼ୀହି ମାନାୟି ।
3 କାଇକେବଇଲେ ମଲାତେଇଅନି ଆମ୍‌କେ ଉଟାଇଲାବେଲେ ଆମର୍‌ପାଇ ଗଟେକ୍‌ ଗାଗଡ୍‌ ଦର୍‌କାର୍‌ ଆଚେ ।
ସାମା ଲାକପୂରୁତି ବାସା ଟା଼ୟୁତା ହ଼ଟିସାରେ ମା଼ର ଆଙ୍ଗା ହିଲାଆଗାଟାତାୟି ଆ଼ଆନା ନା଼ଗ୍‌ଡ଼ା ତ଼ଞ୍ଜା ଆ଼ଆୟି ।
4 ଏ ଜଗତେ ଆମେ ବଁଚି ର‍ଇଲାବେଲେ, ଇତିର୍‌ ଗାଗଡ୍‌ ନେଇକରି ଜେତ୍‌କି ଦୁକ୍‌ କସ୍‌ଟ ପାଇବାର୍‌ ଆଚେ, ସେଟା ସବୁ ବଇକରି ଆଉଜି ଗାଲୁନି । ମାତର୍‌ ଏ ଗାଗଡ୍‌ ଚାଡ୍‌ବାକେ ଆମେ ମନ୍‍ କରୁ ନାଇ । ସର୍‌ଗେ ଅନି ଆଇବା ନୁଆ ଗାଗଡ୍‌ ଆମ୍‌କେ ମିଲ ବଲି ମନ୍‍ କଲୁନି । ସେନ୍ତାର୍‌ଆଲେ ମରନ୍‌କେ ସର୍‌ପି ଦେଇରଇବା ଏ ଗାଗଡର୍‌ ବାଦୁଲେ ସବୁଦିନର୍‌ ପାଇ ଜିବନ୍‌ ରଇବା ଗଟେକ୍‌ ଗାଗଡ୍‌ ମିଲାଇବୁ ।
ଇଚିହିଁ ମା଼ର ଈ ଦାର୍‌ତିତି ତୂମୁତା ବାସା ଆ଼ହାନା ବ଼ଜୁଗାଟି ହିୟାଁ ତଲେ ଡ଼ୀହି ମାନାୟି; ଇଚିହିଁ ମା଼ର ଦାର୍‌ତିତି ଆଙ୍ଗା ପିସାଲି ଅଣ୍‌ପିମାନାୟି ଏ଼ଦି ଆ଼ଏ, ସାମା ଜୀୱୁ ଏ଼ନିକିଁ ଦାର୍‌ତିତି ନା଼ସାକିନେ, ଈଦାଆଁତାକି ଈ ହା଼ନି ଆଙ୍ଗାତି ମୁହେଁ ଲାକପୂରୁତି ହିମ୍ବରି ହୁଚାଲି ମା଼ର ମ଼ନ କିହିମାନାୟି ।
5 ମାତର୍‌ ପର୍‌ମେସର୍‌ ଆମର୍‌ପାଇ ଏ ସବୁ ବିସଇ ଜାଗାଇଦେଇ ସାରାଇଆଚେ । ଜେନ୍ତିକି ଆଇବା ଦିନ୍‌ମନ୍‌କେ ଏଟାସବୁ ଅଇସି । ଏଟା ସବୁ ସେ ପୁରାପୁରୁନ୍‌ କର୍‌ସି ବଲି ଆମ୍‌କେ ଚିନ୍‌ ଇସାବେ ସୁକଲ୍‌ ଆତ୍‌ମା ଦେଲାଆଚେ ।
ମାହାପୂରୁ ମାଙ୍ଗେ ଈ ବାଦ୍‌ଲୱି ଆ଼ନାଣି ତାକି ତିୟାରା କିହାଁ ମାଞ୍ଜାନେସି । ଅ଼ଡ଼େ ଈଦାଣି ତୀର୍‌ପୁକିନାଣି ଲେହେଁ ତାନି ସୁଦୁଜୀୱୁ ଏ଼ୱାସି ମାଙ୍ଗେ ହୀହାମାଞ୍ଜାନେସି ।
6 ସେଟାର୍‌ ପାଇ ଆମେ ସବୁବେଲେ ସାଆସ୍‌ ଅଇକରି ଆଚୁ । ଏ ସାର୍‌ବା ଗାଗ୍‌ଡେ ଆମେ ରଉ ରଉ, ମାପ୍‌ରୁ ରଇବା ଗରେ ଅନି ଦୁରିକେ ବାସା ଅଇଆଚୁ ବଲି ଜାନିଆଚୁ ।
ଏ଼ଦାଆଁତାକି ମା଼ମ୍ବୁ ବାରେବେ଼ଲା ସା଼ସା ଆସାମାନମି । ମା଼ମ୍ବୁ ପୁଞ୍ଜାମାନମି, ଏଚରଦିନା ପାତେକା ଈ ଆଙ୍ଗାତା ବାସା କିହାମାନମି, ଏଚରଦିନା ପାତେକା ପ୍ରବୁତି ଇଲୁଟି ହେକ ମାଞ୍ଜାନା ନୀଡା ବାତ୍‌କିମାନମି,
7 ଏ ଜଗତେ ରଇବା ଆମର୍‌ ଜିବନ୍‌, ପର୍‌ମେସର୍‌ଟାନେ ବିସ୍‌ବାସ୍‌ କରି ରଇଲୁନି । କାଇକେବଇଲେ ଜନ୍‌ ଜାଗାଇ ଆମେ ବାସା ଅଇବାକେ ଗାଲୁନି, ସେ ଜାଗା ଏବେଜାକ ଆମେ ଦେକୁ ନାଇତା ।
ଏ଼ନାଆଁତାକି ଇଚିହିଁ ମା଼ର ତ଼ଞ୍ଜାଆ଼ହିମାନି ଦିଣ୍‌ସୁ ଲାକ ଆ଼ଏ ସାମା ନାମୁ ଲାକ ନୀଡା ବାତ୍‌କି ମାନାୟି ।
8 ଉଁ ଆମର୍‌ ବିସ୍‌ବାସ୍‌ ସବୁବେଲେ ଡାଁଟ୍‌ ଆଚେ । ଏ ସାରିଜିବା ଗାଗଡ୍‌ ଚାଡିକରି ମାପ୍‌ରୁର୍‌ ଗରେ ଜିବାକେ ବଲି ଆମେ ଜାନିଆଚୁ ।
ଏ଼ନାଆଁକି ଇଚିହିଁ ମା଼ମ୍ବୁ ସା଼ସା ଗାଟାତମି, ଇଞ୍ଜାଁ ଈ ଆଙ୍ଗା ପିସାନା ପ୍ରବୁ ତଲେ ବାସା କିହାଲି ମା଼ମ୍ବୁ ହା଼ରେକା ରା଼ହାଁ ।
9 ମାତର୍‌ ଏବେ ଆମେ ଜନ୍ତି ରଇଲେ ମିସା, ଏ ଜଗତେ ରଇଲେ କି, ପର୍‌ମେସର୍‌ ରଇବାଟାନେ ରଇଲେ ମିସା, ସେ ଜନ୍‌ଟା ଆମର୍‌ଟାନେଅନି ଆସା କଲାନି, ସେଟା ପୁରାପୁରୁନ୍‍ ଅ ବଲି ଆମେ ମନ୍‍ କଲୁନି ।
ଏ଼ଦାଆଁତାକି ଇମ୍ବାଆଁ ଜାହାରା ଇଲୁତା ମାଚିହିଁ କି ହେକ ରା଼ଜି ମାଚିହିଁ ଜିକେଏ, ମାହାପୂରୁଇଁ ରା଼ହାଁ କିନାୟି ଏ଼ ମା଼ ରଣ୍ତିଏ ଅଣ୍‌ପୁ ।
10 ୧୦ ଆମେ ସବୁଲକ୍‌ କିରିସ୍‌ଟର୍‌ ମୁଆଟେ ଆଇବାକେ ପଡ୍‌ସି । କାଇକେବଇଲେ ସେ ଆମର୍‌ କାମ୍‌ ବିଚାର୍‍ କର୍‍ସି । ଏ ଜଗତେ ରଇକରି ଆମେ ଜନ୍‌ଟା କଲୁଆଚୁ, ସେଟା ନିକ ଅ କି ନ ଅ, ସେ ଇସାବେ ଆମ୍‌କେ ଗଟେକ୍‌ ଗଟେକ୍‌ ଲକ୍‌କେ ବୁତି ମିଲ୍‌ସି ।
୧୦ଇଚିହିଁ ନେହେଁ ଆ଼ପେ କି ଲାଗେଏ ଆ଼ପେ, ବାରେଜା଼ଣା ଜାହାରା ଆଙ୍ଗା ତଲେ କିତି କାମାତି ଲେକାତଲେ ପା଼ଡ଼େୟି ବେଟାଆ଼ହାଲି ତାକି କ୍ରୀସ୍ତତି ନୀହାଁୟି କିନି ଟା଼ୟୁ ନ଼କିତା ବାରେତାୟି ମାଙ୍ଗେ ନିକା ହାଜାଲି ଆ଼ନେ ।
11 ୧୧ ଆମେ ଜାନିଆଚୁ ମାପ୍‌ରୁ ଆମ୍‌କେ ବିଚାର୍‍ କର୍‌ବାବେଲେ ଗଟେକ୍‌ ଡର୍‌ବା ବେଲା ଅଇସି । ସେଟାର୍‌ପାଇ ଆମେ ଲକ୍‌ମନ୍‌କେ ମାନାଇଲୁନି । ପର୍‌ମେସର୍‌ ଆମ୍‌କେ ପୁରାପୁରୁନ୍‌ ଜାନ୍‌ଲାନି । ଆରି ମୁଇ ଆସା କଲିନି ତମେ ମିସା ତମର୍‌ ମନେ ମନେ ମକେ ଜାନିରୁଆ ।
୧୧ପ୍ରବୁଇଁ ଆଜିନାଣି ପୁଞ୍ଜାମାନାକି ମା଼ମ୍ବୁ ମାଣ୍‌ସିୟାଁଇଁ ମା଼ତୱିକିହି ମାନମି, ସାମା ମା଼ମ୍ବୁ ମାହାପୂରୁ ନ଼କିତା ତ଼ଞ୍ଜା ଆ଼ହାମାନମି ଇଞ୍ଜାଁ ମୀ ଅଣ୍‌ପୁତା ଜିକେଏ ତ଼ଞ୍ଜା ଆ଼ହାମାନମି, ଈ କାତା ନା଼ନୁ ଆ଼ସା କିହିମାଇଁ ।
12 ୧୨ ଏଟା ସବୁ ଲେକିକରି ତମେ ଆମ୍‌କେ ଆରିତରେକ୍‌ ଏ ଲକ୍‌ ନିକ ବଲିକରି କୁଆଇଅଇବାକେ ଆମେ ମନ୍‍ କରୁନାଇ । ମାତର୍‌ ଆମେ ଆସା କର୍‌ବାଟା ଟିକ୍ ଆଚେ, ସେଟା ତମେ ଜାନା ବଲି ଆମେ ମନ୍‍ କଲୁନି । ଆରି ଜନ୍‌ ଲକ୍‌ମନ୍‌ ନିକ ଗୁନ୍‌ ନ ମାନିକରି, ବାଇରେ ଡିସ୍‌ବା ବିସଇଟାନେ ବଡ୍‌ପନ୍‌ ଅଇବାଇ, ସେମନ୍‌କେ ବୁଜାଇପାରାସ୍‌ ।
୧୨ମା଼ମ୍ବୁ ମୀ ତା଼ଣା ଅ଼ଡ଼େ ବଡପଣ ତ଼ସାଲି କିହିହିଲଅମି, ସାମା ଲ଼କୁତି ନେହିଁ ଅଣ୍‌ପୁ ତାକି ବଡପଣ ତ଼ହ୍‌ଆନା ୱାର୍‌ଇ ଏ଼ୱାରି ଆଙ୍ଗାତି ରା଼ହାଁତାକି ବଡପଣ ତ଼ହ୍‌ନାରାଇଁ ମୀରୁ ୱେଣ୍ଡେ ୱେସାଲି ଆ଼ଡିଦେରି, ଏ଼ଦାଆଁତାକି ମୀରୁ ମା଼ ତାକି ବଡପଣ ତ଼ସାଲି ଆ଼ଡିଦେରି ଇଞ୍ଜିଁ ୱେସିମାଞ୍ଜାନମି ।
13 ୧୩ କେତେଲକ୍‌ ଆମେ ବାୟା ଅଇଗାଲୁଆଚୁ ବଲି ବାବ୍‌ବାଇ । ସେନ୍ତାର୍‌ଆଲେ ସେନ୍ତି ଅଇବାଟା ପର୍‌ମେସର୍‌ ମନ୍‍ କଲା ଇସାବେ । ଜଦି ଆମେ ନିକ ଆଚୁ ବଲି ବାବ୍‌ଲେ ସେଟା ତମର୍‌ ବଲ୍‌ ପାଇ ।
୧୩ମା଼ମ୍ବୁ କି ବୁଦି ହିଲାଆ ଗାଟାତମି? ଏ଼ଦି ମାହାପୂରୁ ତାକି ଆ଼ହାମାନେ ମା଼ମ୍ବୁ କି ବୁଦିଗାଟାତମି ଆ଼ହାମାନମି? ମା଼ ନେହେଁ ମାଚିସାରେ, ମୀ ତାକି ଏଲେଆ଼ହିଁ ମାନମି ।
14 ୧୪ କିରିସ୍‌ଟର୍‌ ଆଲାଦ୍‌ ଆମ୍‌କେ ବାଟ୍‌ ଦେକାଇଲାନି । ସେଟା ଆମେ ଜାନିଆଚୁ । ସେଟାର୍‌ ଲାଗି ଆମେ ସବୁଲକ୍‌ ତାର୍‌ ମରନେ ମିସିଆଚୁ ।
୧୪ଇଚିହିଁ କ୍ରୀସ୍ତତି ଜୀୱୁ ନ଼ନି ତା଼ଣାଟି ସା଼ଲୱି ଆ଼ହିମାନାୟି, ଏ଼ଦାଆଁତାକି ମା଼ର ଈ କାତା ଅଣ୍‌ପିମାନାୟି, ରଅସି ବାରେଜା଼ଣା ତାକି ହା଼ହାମାନାକି ବାରେଜା଼ଣା ଏ଼ ହା଼କିତା ଆଣ୍ଡାମାନେରି ।
15 ୧୫ ସେ ସବୁ ଲକର୍‌ପାଇ ମଲାଆଚେ । ଜେନ୍ତି କି ଜନ୍‌ଲକ୍‌ମନ୍‌ ବଁଚି ଆଚତ୍‌, ସେମନ୍‌ ନିଜର୍‌ ପାଇ ନ ବଁଚତ୍‍ । ଜେ ତାକର୍‌ ପାଇ ମରିକରି ଜିବନ୍‌ ଅଇ ଉଟ୍‌ଲା, ଅବ୍‌କା ତାର୍‌ ପାଇସେ ବଁଚ୍‌ବାର୍‌ ଆଚେ ।
୧୫ଏ଼ୱାସି ବାରେଜା଼ଣା ତାକି ହା଼ହାମାନାକି ଆମିନି ଗାଟାରି ନୀଡାମାନେରି, ଏ଼ୱାରି ଅ଼ଡ଼େ ଜାହାରାତାକି ନୀଡାଆନା ଏ଼ୱାଣି ତାକି ନୀଡିନେରି, ଏ଼ନାଆଁତାକି ଇଚିହିଁ ଏ଼ୱାରି ତାକି ଏ଼ୱାସି ହା଼ହାନା ୱେଣ୍ଡେ ନୀଡାମାନେସି ।
16 ୧୬ ଏ ଜଗତର୍‌ ଲକ୍‌ମନ୍‌ ବିଚାର୍‌ କଲାପାରା ଆମେ ଲକ୍‌ମନ୍‌କେ ବିଚାର୍‌ନା କରୁନାଇ । ପୁର୍‌ବେ ଆମେ କିରିସ୍‌ଟକେ ମିସା ଏ ଜଗତର୍‌ ଲକ୍‌ ବିଚାର୍‌ କଲାପାରା କର୍‌ତେରଇଲୁ । ମାତର୍‌ ଏବେ ଆମେ ସେନ୍ତି କରୁନାଇ ।
୧୬ଈଦାଆଁତାକି ମା଼ମ୍ବୁ ଆମ୍ବାଆରାଇଁ ମାଣ୍‌ସି ଅଣ୍‌ପୁ ତଲେ ବିଚାରା କିହିଲଅମି । ଦିନା ମାଚେ ଏଚିବେ଼ଲା ମା଼ମ୍ବୁ କ୍ରୀସ୍ତଇଁ ଜିକେଏ ମାଣ୍‌ସି ଅଣ୍‌ପୁ ତଲେ ଅଣ୍‌ପିମାଚମି, ସାମା ନୀଏଁ ମା଼ମ୍ବୁ ଅ଼ଡ଼େ ଏଲେ କିହିହିଲଅମି ।
17 ୧୭ ଜେ ଜଦି କିରିସ୍‌ଟ ସଙ୍ଗ୍‍ ମିସ୍‌ଲେ ସେ ଗଟେକ୍‌ ନୁଆ ଲକ୍‌ ଅଇସି । ପୁର୍‌ନା ଚଲାଚଲ୍‌ତି ଆରି ନାଇନି, ସବୁଜାକ ନୁଆ ଅଇଗାଲା ଆଚେ ।
୧୭ଈଦାଆଁତାକି ଆମ୍ବାଆସି କ୍ରୀସ୍ତ ତା଼ଣା ମାଚିସାରେ ଆତିହିଁ ଏ଼ୱାସି ପୁଃନାସି ଆ଼ନେସି । ପା଼ଣ୍‌ଆୟି ବାରେ ମେଣ୍‌ଙ୍ଗାମାନେ, ମେହ୍‌ଦୁ ପୁଃନାୟି ଆ଼ହା ଆ଼ନେ ।
18 ୧୮ ଏଟା ସବୁ ପର୍‌ମେସର୍‌ କଲାଆଚେ । ସେ କିରିସ୍‌ଟକେ ଦେଇ ଆମ୍‌କେ ସତ୍‌ରୁ ରଇବା ତେଇଅନି ମଇତର୍‌ କରିଆଚେ । ବିନ୍‌ ଲକ୍‌ମନ୍‌କେ ମିସା ତାର୍‌ ମଇତର୍‌ କରାଇବା କାମ୍‌ ଆମ୍‌କେ ସର୍‌ପି ଦେଲାଆଚେ ।
୧୮ଈ ବାରେ ମାହାପୂରୁ ତା଼ଣାଟି ଆ଼ହାମାନେ, ଏ଼ୱାସି କ୍ରୀସ୍ତ ତା଼ଣାଟି ମାଙ୍ଗେ ତାନିତଲେ ଅ଼ଡ଼େ ଆଟ୍‌ହା ମାଞ୍ଜାନେସି ଇଞ୍ଜାଁ ତାନିତଲେ ସେ଼ବାକିନି ପା଼ଣା ଆଟ୍‌ହାଲି ଏ଼ୱାସି ମାଙ୍ଗେ ଦାୟିପତି ହୀହାମାଞ୍ଜାନେସି ।
19 ୧୯ ତେବେ ଆମେ ଏ ବିସଇ ଜାନାଇଦେଲୁନି, ଜେ କିରିସ୍‌ଟର୍‌ ଲାଗି ପର୍‌ମେସର୍‌ ସବୁ ମୁନୁସ୍‌ ଜାତିକେ ତାର୍‌ ନିଜର୍‌ ମଇତର୍‌ କରିପାର୍‌ସି । ଆରି ସେ ତାକର୍‌ ସବୁ ପାପ୍‌ କେମା କରିଦେଇସି । ବିନ୍‌ ଲକ୍‌ମନ୍‌କେ ମିସା ତାର୍‌ ମଇତର୍‌ କରାଇବା କାମ୍‌ ଆମ୍‌କେ ସର୍‌ପି ଦେଲାଆଚେ ।
୧୯ଏ଼ ଆଣ୍ତିନି ବ଼ଲୁ ଈଦି, ମାହାପୂରୁ କ୍ରୀସ୍ତ ତା଼ଣା ଦାର୍‌ତିତି ତାନିତଲେ ଆଟ୍‌ହାମାଚେସି; ଏ଼ୱାସି ଦାର୍‌ତିତି ଲ଼କୁତି ଦ଼ହ ଆହ୍‌ଆନା ଏ଼ ଆଣ୍ତିନି ବ଼ଲୁତି ମା଼ ତା଼ଣା ହେର୍‌ପା ମାଞ୍ଜାନେସି ।
20 ୨୦ ପର୍‌ମେସର୍‌ ଆମ୍‌କେ ଦେଇ ତମ୍‌କେ ବାବୁଜିଆ କଲାନି । ଏଟାର୍‌ପାଇ କିରିସ୍‌ଟ ଆମ୍‌କେ ପାଟାଇଲା ଆଚେ । ଆରି କିରିସ୍‌ଟର୍‌ ଲାଗି ଆମେ ମିସା ତମ୍‌କେ ବାବୁଜିଆ କଲୁନି । ପର୍‌ମେସର୍‌ ତମ୍‌କେ ସତ୍‌ରୁଟାନେଅନି ମଇତର୍‌ କର ।
୨୦ଏ଼ଦାଆଁତାକି ମାହାପୂରୁ ମା଼ ୱାକିଟି ହା଼ଟିମାଞ୍ଜାନାକି ମା଼ର କ୍ରୀସ୍ତତି ୱାକିଟି ରାଜାତି କାବ୍ରୁ ୱେହ୍‌ନାତାୟି ଆ଼ହାମାନାୟି; କ୍ରୀସ୍ତ ତଲେ ମା଼ର ବାତିମା଼ଲି ମାଞ୍ଜାନମି, ମାହାପୂରୁ ତଲେ ଅ଼ଡ଼େ ଆଣ୍ତାଦୁ ।
21 ୨୧ କିରିସ୍‌ଟକେ କାଇ ପାପ୍‌ ନ ରଇଲା । ମାତର୍‌ ଆମର୍‌ ପାପର୍‌ ପାଇ ଆକା ସେ ଡଣ୍ଡ୍‌ ପାଅ ବଲି ପର୍‌ମେସର୍‌ ଟିକ୍‌ କଲା । କିରିସ୍‌ଟ ସଙ୍ଗ୍‍ ମିସ୍‌ଲାର୍‌ପାଇ ଏବେ ପର୍‌ମେସର୍‌ ଆମ୍‌କେ ଦରମ୍‌ ଲକ୍‌ ଇସାବେ ଦେକ୍‌ଲାନି ।
୨୧ଇଚିହିଁ କ୍ରୀସ୍ତକି ଇଚାୟି ପା଼ପୁ ହିଲାଆତି ଜିକେଏ, ମାହାପୂରୁ ତାଙ୍ଗେ ମା଼ ତାକି ପା଼ପୁ ଗାଟାଣିଲେହେଁ କିତେସି, ମା଼ର ଏ଼ନିକିଁ ତାନିତଲେ ଆଣ୍ଡାନା ମାହାପୂରୁତି ଦାର୍ମୁତା ଆଣ୍ଡାଲି ଆ଼ଡିନାୟି ।

< ୨ୟ କରନ୍ତିୟ 5 >