< ୨ୟ କରନ୍ତିୟ 4 >
1 ୧ ପର୍ମେସର୍ ତାର୍ ଜିବନ୍ ଦୁକାଇକରି ଆମ୍କେ ଏ ସେବାକାମ୍ ଦେଲାଆଚେ । ସେଟାର୍ପାଇ, ଆମେ ବପୁ ନଇଲା ଲକର୍ ପାରା କାମ୍ କରୁନାଇ ।
Therefore, since we have received mercy along with this ministry, we do not lose heart.
2 ୨ ଆମେ ଲୁଚ୍ତେ ରଇବା କାମ୍ କି ଲାଜ୍ କରାଇବା କାମ୍ କରୁନାଇ । ଆମେ ଲକ୍ମନ୍କେ ନାଡାଉ ନାଇ । ଆମେ ଜାନାଇତେରଇବା ମାପ୍ରୁର୍ ବାକିଅ ତେଇ ମିଚ୍ ସିକିଆ ମିସାଉ ନାଇ । ମାତର୍ ସବୁଲକ୍ ବୁଜ୍ଲାପାରା ସତ୍ ସିକିଆ ଦେଲୁନି । ଜେନ୍ତାର୍ କି, ମୁଇ କଇଲା ବାକିଅ ଲକ୍ମନ୍ ତାକର୍ ବିବେକ୍ଟାନେ ସତ୍ ବଲି ଜାନ୍ବାଇ । ଆମେ କର୍ବା ସବୁ କାମ୍ ପର୍ମେସରର୍ ମୁଆଟେ ଆଚେ ।
Rather, we have renounced the hidden things of shame, not walking in deception nor falsifying the Word of God, but by the open proclamation of the Truth commending ourselves to every man's conscience, in the sight of God.
3 ୩ ଜଦି ଆମେ ଜାନାଇବା ସୁବ୍କବର୍ ନ ବୁଜ୍ବା ଲକ୍ ଆଚତ୍, ସେନ୍ତାର୍ ଆଲେ ସେମନ୍ସେ ଆଜିଜାଇରଇବା ଲକ୍ ।
So where our Gospel has actually been concealed, it has been hidden from those who are being wasted,
4 ୪ ଏ ଜଗତର୍ କାରାପ୍ ସାସନ୍କାରିଆ ତାକର୍ ମନ୍ ଆନ୍ଦାର୍ କରି ଦେଇଆଚେ ଜେ, ସେମନ୍ ବିସ୍ବାସ୍ କରତ୍ ନାଇ । ଜନ୍ ଉଜଲ୍ ତାକର୍ ଉପ୍ରେ ଉଜଲ୍ ଦେଲାନି, ସେଟା ନ ଦେକ୍ବାକେ ସେ ଆଗ୍ଟିଦେଲାନି । କିରିସ୍ଟର୍ ମଇମାର୍ ଉଜଲ୍ ତାର୍ ସୁବ୍କବରେଅନି ଆଇସି । କିରିସ୍ଟ ସମାନ୍ ପର୍ମେସରର୍ ପାରାସେ ଆଚେ । (aiōn )
among whom the god of this age has blinded the minds of the unbelieving, so that the light of the Gospel of the glory of Christ, who is the image of God, should not dawn on them. (aiōn )
5 ୫ କାଇକେବଇଲେ ଆମେ ନିଜର୍ ବିସଇ ଜାନାଇ ଅଉନାଇ । ମାତର୍ ଜିସୁ କିରିସ୍ଟ ଜେ କି ମାପ୍ରୁ, ତାର୍ ବିସଇ ଜାନାଇଲୁନି । ଜିସୁର୍ ଲାଗି ତମର୍ ଗତିଦାଙ୍ଗ୍ଡା ଇସାବେ ଆମେ ନିଜେ ଜାନାଇଅଇଲୁନି ।
Now we do not proclaim ourselves, but Christ Jesus as Sovereign, and ourselves as your servants for Jesus' sake;
6 ୬ ପର୍ମେସର୍ ଜେ କି କଇଲା “ଉଜଲ୍ ଆନ୍ଦାରେ ଅନି ଉଜଲ୍ ଦେଇସି ।” ସେ ସମାନ୍ ପର୍ମେସର୍ କିରିସଟର୍ ମୁଏ ଅନି ତାର୍ ଉଜଲ୍ ଆମର୍ ବିତ୍ରେ ଉଜଲ୍ କରାଇଲା । ଜେନ୍ତାରି କି କିରିସ୍ଟ ତେଇ ରଇବା ପର୍ମେସରର୍ ମଇମା, ଆମେ ବୁଜି ପାର୍ବୁ ।
because the God who commanded light to shine out of darkness is He who shined in our hearts to give the light that comes from the knowledge of the glory of God in the face of Jesus Christ.
7 ୭ ଆମେ ଗଟେକ୍ ମାଟି ଆଣ୍ଡି ପାରା । କାଇକେବଇଲେ ଆମ୍କେ ବପୁ ନ ରଇଲେ ମିସା ପର୍ମେସର୍ ତାର୍ ବେସି ମୁଲିଅ ରଇବା ବାକିଅ ଆମ୍କେ ସର୍ପି ଦେଲାଆଚେ । ଜେନ୍ତାରି କି ଆମ୍କେ ବପୁ ନ ରଇକରି ପର୍ମେସର୍କେସେ ବେସି ବପୁ ଆଚେ ବଲି ଲକ୍ମନ୍ ଜାନ୍ବାଇ ।
Further, we have this treasure in jars of clay, so that this all-surpassing power may be of God and not from ourselves
8 ୮ ଆମେ ସବୁ ରକାମର୍ ଦୁକ୍କସ୍ଟ ଅଇକରି ଗାଲୁନି, ଏଲେ ମିସା କସ୍ଟ ପାଉ ନାଇ । କେବେ କେବେ କାଇଟା କର୍ବୁ ବଲି ଗିଆନ୍ ନ ରଇଲା ଲକର୍ପାରା ଅଇଲୁନି, ଅଇଲେମିସା ମନ୍ଦୁକ୍ କରୁ ନାଇ ।
—we are hard-pressed on every side, yet not crushed; perplexed, but not in despair;
9 ୯ ସତ୍ରୁମନର୍ ଟାନେଅନି ଉଡା ସୁନି ସୁନି ରଇଲୁ, ଏଲେମିସା ମାପ୍ରୁ ଆମ୍କେ ଚାଡେ ନାଇ । ଆମର୍ ଗାଗ୍ଡେ କେତେକ୍ କେତେକ୍ ମାଡ୍ ଅଇଲା । ଅଇଲେ ମିସା ମାପ୍ରୁ ଆମ୍କେ ବିନାସ୍ ଅଇବାକେ ଦେଏନାଇ ।
persecuted, yet not abandoned; knocked down, but not out;
10 ୧୦ ଆମେ ସବୁବେଲେ ଜିସୁର୍ ମରନ୍ ଆମର୍ ଗାଗ୍ଡେ ଏତାଇଲୁନି । ଜେନ୍ତିକି ଜିସୁର୍ ଜିବନ୍ମିସା ଆମର୍ ଗାଗ୍ଡେ ଡିସ୍ସି ।
always carrying about in the body the putting to death of the Lord Jesus, so that also the life of Jesus may be manifested in our body.
11 ୧୧ ଆମେ ଜିସୁର୍ ସଙ୍ଗ୍ ରଇଲାର୍ ପାଇ ବଁଚ୍ବାଜାକ ମର୍ବା ବିପଦେ ଆଚୁ । ଜେନ୍ତିକି ଲକ୍ମନ୍ ଏ ମର୍ବା ଗାଗ୍ଡେ ଜିସୁ ବଁଚିରଇବାଟା ଦେକ୍ବାଇ ।
For we, the living, are always being handed over to death for Jesus' sake, so that also the life of Jesus may be manifested in our mortal flesh.
12 ୧୨ ଏନ୍ତାରିସେ ଆମେ ମରନ୍ ଦାରିଆଚୁ । ମାତର୍ ତମର୍ଟାନେ ଜିବନ୍ ଅଇ ଆଇଲାନି । କାଇକେବଇଲେ ତମେ ନ ସାର୍ବା ଜିବନ୍ ପାଇସା ।
So then, death is at work in us, but life in you.
13 ୧୩ ସାସ୍ତରେ ଲେକା ଅଇଲାପାରା “ମୁଇ ବିସ୍ବାସ୍ କଲି, ତେବର୍ପାଇ ମୁଇ କାତା ଅଇଲି”। ସେ ସମାନ୍ ବିସ୍ବାସର୍ ଆତ୍ମାଇ, ଜନ୍ ବାକିଅ ମୁଇ ବିସ୍ବାସ୍ କଲିଆଚି, ସେଟାସେ ମୁଇ ଏବେ ଲକ୍ମନ୍କେ ଜାନାଇଲିନି ।
Now since we have the same spirit of faith, just like it is written, “I believed; therefore I spoke,” we also believe and therefore speak,
14 ୧୪ କାଇକେ ବଇଲେ ଆମେ ଜାନିଆଚୁ ପର୍ମେସର୍ ଜେ କି ମାପ୍ରୁ ଜିସୁକେ ଜିବନ୍ କରି ଉଟାଇଲା, ସେ ଆମ୍କେ ମିସା ମାପ୍ରୁ ଜିସୁର୍ ସଙ୍ଗ୍ ଉଟାଇସି । ଆରି ତମର୍ ସଙ୍ଗ୍ ଆମ୍କେ ମିସା ପର୍ମେସରର୍ ମୁଆଟେ ନେଇସି ।
knowing that He who raised the Lord Jesus will also raise us through Jesus and present us together with you.
15 ୧୫ ତେବର୍ପାଇ ଜେତ୍କି ସବୁ ସାଦ୍ନା ବାନ୍ଦ୍ନା ଆଇଲାନି, ସେ ସବୁ ବିସଇ ତମର୍ ମଙ୍ଗଲର୍ପାଇ ସେ ଅଇଲାନି । ପର୍ମେସରର୍ ଜିବନ୍ ଦୁକାଇଲାଟା ଅଦିକ୍ ଅଦିକ୍ ଅଇକରି ଲକ୍ମନର୍ଟାନେ କେଟ୍ସି, ଆରି ସେମନ୍ ସବୁଲକ୍ ତାକେ ଦନିଅବାଦ୍ ଦେବାଇ ।
So all this is for your benefit, so that the grace that has spread through the many may cause the thanksgiving to abound to the glory of God.
16 ୧୬ ତେବର୍ପାଇ ଆମେ ସାଆସ୍ ନ ଅଇରଇବା ଲକର୍ ପାରା ନ ଅଉଁ । କାଇକେବଇଲେ ଆମର୍ ବାଇରର୍ ଗାଗଡ୍ ମରିମରି ଆଇଲେ, ମିସା ବିତ୍ରେ ରଇବା ଲକ୍ ଦିନ୍କେ ଦିନ୍ ନୁଆ ଅଇ ଆଇଲାନି ।
Therefore we do not lose heart—even though our outer man is wasting away, yet our inner man is being renewed day by day—
17 ୧୭ କାଇକେ ବଇଲେ ଆମର୍ ଦୁକ୍ କସ୍ଟ ସବୁ ଉନା ଅଇକରି ଚନେକର୍ପାଇ । ମାତର୍ ସେଟା ଆମ୍କେ ନ ସର୍ବା ସବୁଦିନର୍ ମଇମା ଆନ୍ସି । ସେଟା ଆମର୍ ଦୁକ୍ କସ୍ଟ ଟାନେଅନି ବଡ୍ ରଇସି । (aiōnios )
because our light, momentary affliction is working out for us an eternal and limitless measure of glory, (aiōnios )
18 ୧୮ ତେବର୍ ପାଇ ଆମେ ଏ ଜଗତେ ଡିସ୍ବା ବିସଇ ଆସା ନ କରି ନ ଡିସ୍ବା ବିସଇ ଆସା କଲୁନି । କାଇକେବଇଲେ ଦେକ୍ବା ବିସଇ ସବୁଦିନ୍ ନ ରଏ, ମାତର୍ ନ ଦେକ୍ବା ବିସଇ ସବୁ ଦିନର୍ପାଇ ରଇସି । (aiōnios )
as we do not focus on the seen, but on the not seen; for what is seen is transitory, but what is unseen is eternal. (aiōnios )