< ୨ୟ କରନ୍ତିୟ 4 >

1 ପର୍‌ମେସର୍‌ ତାର୍‌ ଜିବନ୍‌ ଦୁକାଇକରି ଆମ୍‌କେ ଏ ସେବାକାମ୍‌ ଦେଲାଆଚେ । ସେଟାର୍‌ପାଇ, ଆମେ ବପୁ ନଇଲା ଲକର୍‌ ପାରା କାମ୍‌ କରୁନାଇ ।
Daarom dewijl wij deze bediening hebben, naar de barmhartigheid, die ons geschied is, zo vertragen wij niet;
2 ଆମେ ଲୁଚ୍‌ତେ ରଇବା କାମ୍‌ କି ଲାଜ୍‌ କରାଇବା କାମ୍‌ କରୁନାଇ । ଆମେ ଲକ୍‌ମନ୍‌କେ ନାଡାଉ ନାଇ । ଆମେ ଜାନାଇତେରଇବା ମାପ୍‌ରୁର୍‌ ବାକିଅ ତେଇ ମିଚ୍‌ ସିକିଆ ମିସାଉ ନାଇ । ମାତର୍‌ ସବୁଲକ୍‌ ବୁଜ୍‌ଲାପାରା ସତ୍‌ ସିକିଆ ଦେଲୁନି । ଜେନ୍ତାର୍‌ କି, ମୁଇ କଇଲା ବାକିଅ ଲକ୍‌ମନ୍‌ ତାକର୍‌ ବିବେକ୍‌ଟାନେ ସତ୍‌ ବଲି ଜାନ୍‌ବାଇ । ଆମେ କର୍‌ବା ସବୁ କାମ୍‌ ପର୍‌ମେସରର୍‌ ମୁଆଟେ ଆଚେ ।
Maar wij hebben verworpen de bedekselen der schande, niet wandelende in arglistigheid, noch het Woord Gods vervalsende, maar door openbaring der waarheid onszelven aangenaam makende bij alle gewetens der mensen, in de tegenwoordigheid Gods.
3 ଜଦି ଆମେ ଜାନାଇବା ସୁବ୍‍କବର୍‌ ନ ବୁଜ୍‌ବା ଲକ୍‌ ଆଚତ୍‌, ସେନ୍ତାର୍‌ ଆଲେ ସେମନ୍‌ସେ ଆଜିଜାଇରଇବା ଲକ୍‌ ।
Doch indien ook ons Evangelie bedekt is, zo is het bedekt in degenen, die verloren gaan;
4 ଏ ଜଗତର୍‌ କାରାପ୍‌ ସାସନ୍‌କାରିଆ ତାକର୍‌ ମନ୍‌ ଆନ୍ଦାର୍‌ କରି ଦେଇଆଚେ ଜେ, ସେମନ୍‌ ବିସ୍‌ବାସ୍‌ କରତ୍‌ ନାଇ । ଜନ୍‌ ଉଜଲ୍‌ ତାକର୍‌ ଉପ୍‌ରେ ଉଜଲ୍‌ ଦେଲାନି, ସେଟା ନ ଦେକ୍‌ବାକେ ସେ ଆଗ୍‌ଟିଦେଲାନି । କିରିସ୍‌ଟର୍‌ ମଇମାର୍‌ ଉଜଲ୍‌ ତାର୍‌ ସୁବ୍‍କବରେଅନି ଆଇସି । କିରିସ୍‌ଟ ସମାନ୍‌ ପର୍‌ମେସରର୍‌ ପାରାସେ ଆଚେ । (aiōn g165)
In dewelke de god dezer eeuw de zinnen verblind heeft, namelijk der ongelovigen, opdat hen niet bestrale de verlichting van het Evangelie der heerlijkheid van Christus, Die het Beeld Gods is. (aiōn g165)
5 କାଇକେବଇଲେ ଆମେ ନିଜର୍‌ ବିସଇ ଜାନାଇ ଅଉନାଇ । ମାତର୍‌ ଜିସୁ କିରିସ୍‌ଟ ଜେ କି ମାପ୍‌ରୁ, ତାର୍‌ ବିସଇ ଜାନାଇଲୁନି । ଜିସୁର୍‌ ଲାଗି ତମର୍‌ ଗତିଦାଙ୍ଗ୍‌ଡା ଇସାବେ ଆମେ ନିଜେ ଜାନାଇଅଇଲୁନି ।
Want wij prediken niet onszelven, maar Christus Jezus, den Heere; en onszelven, dat wij uw dienaars zijn om Jezus' wil.
6 ପର୍‌ମେସର୍‌ ଜେ କି କଇଲା “ଉଜଲ୍‌ ଆନ୍ଦାରେ ଅନି ଉଜଲ୍‌ ଦେଇସି ।” ସେ ସମାନ୍‌ ପର୍‌ମେସର୍‌ କିରିସଟର୍‌ ମୁଏ ଅନି ତାର୍‌ ଉଜଲ୍‌ ଆମର୍‌ ବିତ୍‌ରେ ଉଜଲ୍‌ କରାଇଲା । ଜେନ୍ତାରି କି କିରିସ୍‌ଟ ତେଇ ରଇବା ପର୍‌ମେସରର୍‌ ମଇମା, ଆମେ ବୁଜି ପାର୍‌ବୁ ।
Want God, Die gezegd heeft, dat het licht uit de duisternis zou schijnen, is Degene, Die in onze harten geschenen heeft, om te geven verlichting der kennis der heerlijkheid Gods in het aangezicht van Jezus Christus.
7 ଆମେ ଗଟେକ୍‌ ମାଟି ଆଣ୍ଡି ପାରା । କାଇକେବଇଲେ ଆମ୍‌କେ ବପୁ ନ ରଇଲେ ମିସା ପର୍‌ମେସର୍‌ ତାର୍‌ ବେସି ମୁଲିଅ ରଇବା ବାକିଅ ଆମ୍‌କେ ସର୍‌ପି ଦେଲାଆଚେ । ଜେନ୍ତାରି କି ଆମ୍‌କେ ବପୁ ନ ରଇକରି ପର୍‌ମେସର୍‌କେସେ ବେସି ବପୁ ଆଚେ ବଲି ଲକ୍‌ମନ୍‌ ଜାନ୍‌ବାଇ ।
Maar wij hebben dezen schat in aarden vaten, opdat de uitnemendheid der kracht zij van God, en niet uit ons;
8 ଆମେ ସବୁ ରକାମର୍‌ ଦୁକ୍‌କସ୍‌ଟ ଅଇକରି ଗାଲୁନି, ଏଲେ ମିସା କସ୍‌ଟ ପାଉ ନାଇ । କେବେ କେବେ କାଇଟା କର୍‌ବୁ ବଲି ଗିଆନ୍‌ ନ ରଇଲା ଲକର୍‌ପାରା ଅଇଲୁନି, ଅଇଲେମିସା ମନ୍‌ଦୁକ୍‌ କରୁ ନାଇ ।
Als die in alles verdrukt worden, doch niet benauwd; twijfelmoedig, doch niet mismoedig;
9 ସତ୍‌ରୁମନର୍‌ ଟାନେଅନି ଉଡା ସୁନି ସୁନି ରଇଲୁ, ଏଲେମିସା ମାପ୍‌ରୁ ଆମ୍‌କେ ଚାଡେ ନାଇ । ଆମର୍‌ ଗାଗ୍‌ଡେ କେତେକ୍‌ କେତେକ୍‌ ମାଡ୍‌ ଅଇଲା । ଅଇଲେ ମିସା ମାପ୍‌ରୁ ଆମ୍‌କେ ବିନାସ୍‌ ଅଇବାକେ ଦେଏନାଇ ।
Vervolgd, doch niet daarin verlaten; nedergeworpen, doch niet verdorven;
10 ୧୦ ଆମେ ସବୁବେଲେ ଜିସୁର୍‌ ମରନ୍‌ ଆମର୍‌ ଗାଗ୍‌ଡେ ଏତାଇଲୁନି । ଜେନ୍ତିକି ଜିସୁର୍‌ ଜିବନ୍‌ମିସା ଆମର୍‌ ଗାଗ୍‌ଡେ ଡିସ୍‌ସି ।
Altijd de doding van den Heere Jezus in het lichaam omdragende, opdat ook het leven van Jezus in ons lichaam zou geopenbaard worden.
11 ୧୧ ଆମେ ଜିସୁର୍‌ ସଙ୍ଗ୍‍ ରଇଲାର୍‌ ପାଇ ବଁଚ୍‌ବାଜାକ ମର୍‌ବା ବିପଦେ ଆଚୁ । ଜେନ୍ତିକି ଲକ୍‌ମନ୍‌ ଏ ମର୍‌ବା ଗାଗ୍‌ଡେ ଜିସୁ ବଁଚିରଇବାଟା ଦେକ୍‌ବାଇ ।
Want wij, die leven, worden altijd in den dood overgegeven om Jezus' wil; opdat ook het leven van Jezus in ons sterfelijk vlees zou geopenbaard worden.
12 ୧୨ ଏନ୍ତାରିସେ ଆମେ ମରନ୍‌ ଦାରିଆଚୁ । ମାତର୍‌ ତମର୍‌ଟାନେ ଜିବନ୍‌ ଅଇ ଆଇଲାନି । କାଇକେବଇଲେ ତମେ ନ ସାର୍‌ବା ଜିବନ୍‌ ପାଇସା ।
Zo dan, de dood werkt wel in ons, maar het leven in ulieden.
13 ୧୩ ସାସ୍‌ତରେ ଲେକା ଅଇଲାପାରା “ମୁଇ ବିସ୍‌ବାସ୍‌ କଲି, ତେବର୍‌ପାଇ ମୁଇ କାତା ଅଇଲି”। ସେ ସମାନ୍‌ ବିସ୍‌ବାସର୍‌ ଆତ୍‌ମାଇ, ଜନ୍‌ ବାକିଅ ମୁଇ ବିସ୍‌ବାସ୍‌ କଲିଆଚି, ସେଟାସେ ମୁଇ ଏବେ ଲକ୍‌ମନ୍‌କେ ଜାନାଇଲିନି ।
Dewijl wij nu denzelfden Geest des geloofs hebben, gelijk er geschreven is: Ik heb geloofd, daarom heb ik gesproken; zo geloven wij ook, daarom spreken wij ook;
14 ୧୪ କାଇକେ ବଇଲେ ଆମେ ଜାନିଆଚୁ ପର୍‌ମେସର୍‌ ଜେ କି ମାପ୍‌ରୁ ଜିସୁକେ ଜିବନ୍‌ କରି ଉଟାଇଲା, ସେ ଆମ୍‌କେ ମିସା ମାପ୍‌ରୁ ଜିସୁର୍‌ ସଙ୍ଗ୍‍ ଉଟାଇସି । ଆରି ତମର୍‌ ସଙ୍ଗ୍‌ ଆମ୍‌କେ ମିସା ପର୍‌ମେସରର୍‌ ମୁଆଟେ ନେଇସି ।
Wetende, dat Hij, Die den Heere Jezus opgewekt heeft, ook ons door Jezus zal opwekken, en met ulieden daar zal stellen.
15 ୧୫ ତେବର୍‌ପାଇ ଜେତ୍‌କି ସବୁ ସାଦ୍‌ନା ବାନ୍ଦ୍‌ନା ଆଇଲାନି, ସେ ସବୁ ବିସଇ ତମର୍‌ ମଙ୍ଗଲର୍‌ପାଇ ସେ ଅଇଲାନି । ପର୍‌ମେସରର୍‌ ଜିବନ୍‌ ଦୁକାଇଲାଟା ଅଦିକ୍‌ ଅଦିକ୍‌ ଅଇକରି ଲକ୍‌ମନର୍‌ଟାନେ କେଟ୍‌ସି, ଆରି ସେମନ୍‌ ସବୁଲକ୍‌ ତାକେ ଦନିଅବାଦ୍‌ ଦେବାଇ ।
Want al deze dingen zijn om uwentwil, opdat de vermenigvuldigde genade, door de dankzegging van velen, overvloedig worde ter heerlijkheid Gods.
16 ୧୬ ତେବର୍‌ପାଇ ଆମେ ସାଆସ୍‌ ନ ଅଇରଇବା ଲକର୍‌ ପାରା ନ ଅଉଁ । କାଇକେବଇଲେ ଆମର୍‌ ବାଇରର୍‌ ଗାଗଡ୍‌ ମରିମରି ଆଇଲେ, ମିସା ବିତ୍‌ରେ ରଇବା ଲକ୍‌ ଦିନ୍‌କେ ଦିନ୍‌ ନୁଆ ଅଇ ଆଇଲାନି ।
Daarom vertragen wij niet; maar hoewel onze uitwendige mens verdorven wordt, zo wordt nochtans de inwendige vernieuwd van dag tot dag.
17 ୧୭ କାଇକେ ବଇଲେ ଆମର୍‌ ଦୁକ୍‌ କସ୍‌ଟ ସବୁ ଉନା ଅଇକରି ଚନେକର୍‌ପାଇ । ମାତର୍‌ ସେଟା ଆମ୍‌କେ ନ ସର୍‌ବା ସବୁଦିନର୍‌ ମଇମା ଆନ୍‌ସି । ସେଟା ଆମର୍‌ ଦୁକ୍‌ କସ୍‌ଟ ଟାନେଅନି ବଡ୍‌ ରଇସି । (aiōnios g166)
Want onze lichte verdrukking, die zeer haast voorbij gaat, werkt ons een gans zeer uitnemend eeuwig gewicht der heerlijkheid; (aiōnios g166)
18 ୧୮ ତେବର୍‌ ପାଇ ଆମେ ଏ ଜଗତେ ଡିସ୍‌ବା ବିସଇ ଆସା ନ କରି ନ ଡିସ୍‌ବା ବିସଇ ଆସା କଲୁନି । କାଇକେବଇଲେ ଦେକ୍‌ବା ବିସଇ ସବୁଦିନ୍‌ ନ ରଏ, ମାତର୍‌ ନ ଦେକ୍‌ବା ବିସଇ ସବୁ ଦିନର୍‌ପାଇ ରଇସି । (aiōnios g166)
Dewijl wij niet aanmerken de dingen, die men ziet, maar de dingen, die men niet ziet; want de dingen, die men ziet, zijn tijdelijk, maar de dingen, die men niet ziet, zijn eeuwig. (aiōnios g166)

< ୨ୟ କରନ୍ତିୟ 4 >