< ୨ୟ କରନ୍ତିୟ 3 >
1 ୧ ଆମେ ଆରିତରେକ୍ ନିଜ୍କେ ଉପର୍କେ ଉଟାଇବା କାତା କଇଲୁନି ବଲି ତମେ କୁଆ ନାଇ । ଆମେ ତେଇ ରଇବା କେତେଟା ଦରମ୍ ଗୁରୁମନର୍ ପାରା ନାଇ । ବିନ୍ ଲକର୍ ତେଇଅନି ଏ ଲକ୍ ନିକଟା ବଲି ଚିଟି ଆନ୍ଲେ, ତମେ ସେମନ୍କେ ଡାକି ନେଇସା, ଆରି ତମର୍ ଜାଗା ଚାଡିକରି ଗାଲେ, ଏ ଲକ୍ ନିକଟା ବଲିକରି ତମର୍ଟାନେଅନି ଏମନ୍ ଚିଟି ମାଙ୍ଗ୍ବାଇ । ଆମ୍କେ ସେନ୍ତାରି ଚିଟି ଦର୍କାର୍ ନାଇ ।
Do we again begin to commend ourselves? or whether have we need of commendatory letters to you or from you, as some do?
2 ୨ ତମେସେ ଆମର୍ ମନ୍ ବିତ୍ରେ ଲେକିଅଇ ରଇବା ଚିଟି । ସବୁ ଲକ୍ ତମ୍କେ ଦେକ୍ବାଇ ଆରି ତମର୍ ଚଲାଚଲ୍ତି ଜାନ୍ବାଇ ।
You are our letter, having been written in our hearts, known and read of all men,
3 ୩ କିରିସ୍ଟ ଆମ୍କେ ଏ ଚିଟି ଲେକ୍ଲା ଆଚେ । ଏଟା ସିରା ସଙ୍ଗ୍ ଲେକା ଅଏନାଇ, ମାତର୍ ଜିବନ୍ ରଇବା ପର୍ମେସରର୍ ଆତ୍ମା ସଙ୍ଗ୍ ଲେକାଅଇଆଚେ । ଏଟା ପାକ୍ନାଇ ଲେକା ନ ଅଇକରି ଲକ୍ମନର୍ ମନ୍ବିତ୍ରେ ଲେକାଅଇଆଚେ ।
being manifest that you are the letter of Christ, having been ministered by us, having been written not with ink, but with the Spirit of the living God: not in tables of stone, but in tables that are hearts of flesh.
4 ୪ ଆରି କିସ୍ଟର୍ ଲାଗି ପର୍ମେସର୍କେ ଆସା କରି ଆମେ ସାଆସ୍ ସଙ୍ଗ୍ କଇପାର୍ଲୁନି ।
But we have such confidence through Christ towards God,
5 ୫ ଏ କାମ୍ ଆମେ ନିଜର୍ ବପୁ ସଙ୍ଗ୍ କରି ପାର୍ବୁ ବଲି କଉନାଇ । ପର୍ମେସର୍ ଆକା ଆମ୍କେ ବପୁ ଦେଇସି ।
not that we are able of ourselves to think anything as from ourselves; but our sufficiency is of God;
6 ୬ ସେ ତା ଆମ୍କେ ବପୁ ଦେଲାଆଚେ, ଜେନ୍ତିକି ଆମେ ତାର୍ ନୁଆ ରାଜିନାମା କଲାଟା ସବୁକେ ଜାନାଇ ପାର୍ବୁ । ସେଟା ଲେକ୍ଲା ନିୟମ୍ ନଏଁ, ମାତର୍ ତାର୍ ଆତ୍ମାଇ ଅନି ଅଇଲାଟା । ଲେକ୍ଲା ନିୟମ୍ ମରନ୍ ଆନ୍ସି, ମାତର୍ ପର୍ମେସରର୍ ଆତ୍ମା ନ ସାର୍ବା ଜିବନ୍ ଦେଇସି ।
who also rendered us able ministers of the new covenant; not of the letter, but of the spirit: for the letter kills, but the spirit creates life.
7 ୭ ମସାର୍ ନିୟମ୍ ପର୍ତମେ ଚେପ୍ଟା ପାକ୍ନାଇ ଲେକା ଅଇରଇଲା ଆରି ସେ ନିୟମ୍ ଦେଲାବେଲେ ପର୍ମେସରର୍ ମଇମା ଡିସ୍ତେରଇଲା । ମସାର୍ ମୁଏ ରଇଲା ସେ ମଇମା ଉନା ଉନା ଅଇଜାଇତେରଇଲା । ଅଇଲେ ମିସା ତାର୍ ଉଜଲର୍ପାଇ ଇସ୍ରାଏଲର୍ ଲକ୍ମନ୍ ତାର୍ ମୁଏ ଆଁକି ସଙ୍ଗଇ ନାପାର୍ତେରଇଲାଇ । ଜଦି ପର୍ମେସର୍ ମରନ୍ ଆନ୍ବା ସେ ନିୟମ୍ ମଇମା ସଙ୍ଗ୍ ପାଟାଇରଇଲା,
But if the ministry of death, having been written in letters of stone, was in glory, so that the sons of Israel were not able to look upon the face of Moses on account of the glory of his countenance; which was destined to be done away:
8 ୮ ତେବେ ପର୍ମେସରର୍ ଆତ୍ମାଇ ଅନି ଆଇବା ନୁଆ ରାଜିନାମା ଆରି କେତେକ୍ ଅଦିକ୍ ମଇମାସଙ୍ଗ୍ ରଇସି ।
how will not the ministry of the spirit be more in glory?
9 ୯ ଲକ୍ମନ୍ ଡଣ୍ଡ୍ ପାଇବାଇ ବଲି ଜାନାଇ ଅଇବା କାମ୍, ଜଦି ମଇମା ସଙ୍ଗ୍ ଆଇଲା, ତେବେ ଆମର୍ ସବୁ ପାପ୍ କେମା ଅଇଲାଆଚେ ବଲି ଜାନାଇବା ବାକିଅ କେତେକ୍ ଅଦିକ୍ ମଇମା ଅଇରଇସି?
For if there was glory in the ministry of condemnation, how much more does the ministry of righteousness abound in glory.
10 ୧୦ ପର୍ତୁମ୍ ନିୟମର୍ ମଇମା ବେସି ଉଜଲ୍ ରଇଲା, ମାତର୍ ଏବେ ନୁଆ ନିୟମର୍ ରାଜିନାମାର୍ ଲାଗି ପୁର୍ନା ନିୟମର୍ ମଇମା ଉନାଅଇଗାଲା ଆଚେ ।
For indeed that which was glorious, has ceased to be glorious in this respect on account of the transcendent glory.
11 ୧୧ ଜଦି ଆଗର୍ ପର୍ମାନ୍ ନିୟମ୍ ପାକାଇ କାତା ଦେଇରଇବାଟା ଚନେକର୍ପାଇ ଅଇଲେ ମିସା ମଇମାସଙ୍ଗ୍ ରଇଲା, ତେବେ ନୁଆ ପର୍ମାନ୍ ନିୟମ୍ ପାକାଇ ଦେଇରଇବାଟା, ଜନ୍ଟା କି କେବେ ନ ସାରେ, ସେଟା କେତେକ୍ ଅଦିକ୍ ମଇମା ସଙ୍ଗ୍ ରଇସି!
For if that which was to be done away was through glory, much more is that which abides in glory.
12 ୧୨ ଆମ୍କେ ଏ ଆସା ରଇଲାକେ, ଆମେ ବେସି ସାଆସ୍ ସଙ୍ଗ୍ ଆଚୁ ।
Then having such hope, we use great boldness,
13 ୧୩ ଆମେ ମସାର୍ ପାରା ନାଇ, ସେ ମୁ ଡାବିଅଇ ରଇଲା । ଜେନ୍ତିକି, ଲିବି ଆଇତେରଇବା ଆରି ଇସ୍ରାଏଲର୍ ଲକ୍ମନ୍ ତେଇର୍ ମଇମା ଉନା ଅଇକରି ପୁରାପୁରୁନ୍ ଜିବାଟା ନ ଦେକତ୍ ।
and not as Moses put the veil on his face, in order that the sons of Israel might not look forward to the end of that which was transitory.
14 ୧୪ ସେବେଲେ ଇସ୍ରାଏଲର୍ ଲକ୍ମନ୍ ନ ବୁଜ୍ତେରଇଲାଇ, ତାକର୍ ମନ୍ ଡାବ୍ଲା ପାରା ଅଇରଇଲା । ଆରି ସେମନ୍ ପୁର୍ନା ରାଜିନାମାର୍ ବଇମନ୍ ପଡ୍ଲାଇନି ଜେ ଏବ୍କେ ଜାକ ବୁଜତ୍ ନାଇ । ଜେଡେବେଲେ ଜାକ ସେମନ୍ କିରିସ୍ଟର୍ତେଇ ନ ମିସି ରଅତ୍, ସେ ବେଲା ଜାକ ତାକର୍ ମନର୍ ଡାବ୍ନା ନ ବେଟି ଅଏ ।
But their minds were darkened. For until this day the same veil remains in the reading of the old covenant, remains, not lifted; because it is done away in Christ;
15 ୧୫ ଏବେ ଜାକ ମିସା ସେମନ୍ ମସାର୍ ନିୟମ୍ ପଡ୍ବାବେଲେ, ତାକର୍ ମନ୍ ସେନ୍ତି ଡାବିସେ ଅଇରଇସି ।
but until this day when Moses is read, the veil lies upon their heart:
16 ୧୬ ମାତର୍ ସାସ୍ତର୍ କଇଲାନି, “ଜଦି ଜେ ମାପ୍ରୁର୍ ବାଟେ ମନ୍ ବାଉଡାଇଲେ, ତାର୍ ମନେ ଡାବିଅଇ ରଇବାଟା ଉଗାଡି ଅଇସି ।”
but when they may turn to the Lord, the veil is taken away.
17 ୧୭ ଏ ଚିଟିତେଇ ମାପ୍ରୁ ବଲି କଇବାଟା ଅଇଲାନି ଆତ୍ମା ଆରି ମାପ୍ରୁର୍ ଆତ୍ମା ଜନ୍ତି ମିସା ରଇଲେ, ତେଇ ଆମେ ମୁକ୍ଲି କରି ଆଚୁ ।
But the Lord is a Spirit; and where the Spirit of the Lord is, there is liberty.
18 ୧୮ ତେବେ ଆମେ ଜେତ୍କି ଲକ୍ ସବୁ ମାପ୍ରୁକେ ବିସ୍ବାସ୍ କରିଆଚୁ, ଆମର୍ ମୁଁ ଡାବି ଅଏନାଇ । ପର୍ମେସରର୍ ବପୁ ଆରି ମଇମା ଦେକାଇଅଇବା ଗଟେକ୍ ଦର୍ପନ୍ ପାରା ଆମେ ଆଚୁ । ଆମେ ତାର୍ପାରା ଅଇବା ଜାକ ଦିରେ ଦିରେ ବାଦ୍ଲାଇ ଅଇ ଆଇଲୁନି । ପର୍ମେସରର୍ ଆତ୍ମାସେ ଆମ୍କେ ବାଦ୍ଲାଇଲାନି ।
But we all, with unveiled face beholding the glory of the Lord, are being transformed into the same image from glory to glory, even as by the Spirit of the Lord.