< ୨ୟ କରନ୍ତିୟ 2 >

1 ମାତର୍‌ ମୁଇ ଆଗତୁ ଆଇଲା ବେଲେ ଜେନ୍ତିକି ତମ୍‌କେ ଦୁକ୍‌ ଦେଲି, ସେନ୍ତି ଆରିତରେକ୍‌ ଦୁକ୍‌ ଦେବାର୍‌ ଆଲେ ନ ଆସି ବଲି ବାବ୍‌ତେ ରଇଲି ।
But I determined this for myself, that I would not come again to you with sorrow.
2 ଜଦି ମୁଇ ତମ୍‌କେ ଦୁକ୍‌ଦେବି, ତେବେ କେ ମକେ ସାର୍‌ଦା କରାଇବାଇ? ଜନ୍‌ ଲକ୍‌କେ ମୁଇ ଦୁକ୍‌ ଦେଇରଇଲି, ସେ ସମାନ୍‌ ଲକ୍‌ ତମେ ଆକା ।
For if I make you sorry, who then is he that maketh me glad, but he that is made sorry by me?
3 ସେଟାର୍‌ପାଇ ମୁଇ ତମ୍‌କେ ଚିଟି ଲେକିରଇଲି । ଜନ୍‌ ଲକ୍‌ମନ୍‌ ମକେ ସାର୍‌ଦା କରାଇବାର୍‌ ଆଚେ, ମୁଇ ଆଇଲେ ସେମନ୍‌ସେ ମକେ ଦୁକ୍‌ ଦେଅତ୍‌ ବଲି ମନ୍‍ କରିନାଇ । ମୁଇ ଜାନି, ମୁଇ ସାର୍‌ଦା ଅଇକରି ରଇଲେ, ତମେ ମିସା ସବୁଲକ୍‌ ସାର୍‌ଦା ଅଇରଇସା ।
And I wrote this very thing, lest, when I came, I should have sorrow from them of whom I ought to rejoice; having confidence in you all, that my joy is [the joy] of you all.
4 ମୁଇ ମନେ ମନେ ବେସି ଦୁକ୍‌ କସ୍‌ଟ ଅଇକରି ଆରି ମନେ ମନେ କାନ୍ଦି ଆସୁଜରାଇ କରି ଲେକି ରଇଲି, ଜେନ୍ତିକି ତମେ ଦୁକ୍‌ ଅଇରୁଆ ବଲିକରି ମୁଇ ବାବିନାଇ । କାଇକେବଇଲେ ମୁଇ ତମ୍‌କେ ବେସି ଆଲାଦ୍‌ କଲିନି । ଏଟା ଜେନ୍ତିକି ତମେ ଜାନିରୁଆ ।
For out of much affliction and anguish of heart I wrote unto you with many tears; not that ye should be made sorry, but that ye might know the love which I have more abundantly unto you.
5 ଏବେ ତମର୍‌ ବିତ୍‌ରେ ଜେ ପାପ୍‌ କରି ତମ୍‌କେ ଦୁକ୍‌ ଦେଲା ଆଚେ, ସେ ଅବ୍‌କା ମକେ ଦୁକ୍‌ ଦେଏନାଇ, ମାତର୍‌ ତମ୍‌କେ ସବୁକେ ଦୁକ୍‌ ଦେଲାଆଚେ । ସବୁକେ ନଇଲେ ମିସା, କେତେଲକ୍‌କେ ଦେଇଆଚେ । ତାର୍‌ ପାପ୍‌ କଲାଟା ଅଦିକ୍‌ ବଡ୍‌ ଅଇକରି ଡିସ ବଲି ମୁଇ ମନ୍‍ କରିନାଇ ।
But if any hath caused sorrow, he hath caused sorrow, not to me, but in part (that I press not too heavily) to you all.
6 ତମର୍‌ ବିତ୍‌ରେ ଜବର୍‌ ଲକ୍‌ ତାକେ ଡଣ୍ଡ୍‌ ଦେଲାଇ ଆଚତ୍‌ । ଆରି ସେମନ୍‌ ତାକେ ଦେଇରଇବା ଡଣ୍ଡ୍‌ ତାର୍‌ପାଇ ଅଇଜାଇସି ।
Sufficient to such a one is this punishment which was [inflicted] by the many;
7 ଏବେ ତମେ ତାକେ କେମା ଦେଇକରି ସାଆସ୍‌ ଦେବାର୍‌ ଆଚେ । ସେନ୍ତାରି ନ କଲେ, ସେ ବେସି ଦୁକ୍‌ ଅଇକରି ତାର୍‌ ମନ୍‌ ବାଙ୍ଗିଜାଇସି ।
so that contrariwise ye should rather forgive him and comfort him, lest by any means such a one should be swallowed up with his overmuch sorrow.
8 ସେଟାର୍‌ପାଇ ତାକେ ଆରିତରେକ୍‌ ଆଲାଦ୍‌ କରା ବଲି ମୁଇ ତମ୍‌କେ ବାବୁଜିଆ କଲିନି ।
Wherefore I beseech you to confirm [your] love toward him.
9 କାଇକେବଇଲେ ତମେ ବିସ୍‌ବାସର୍‌ ପରିକାତେଇ ଡାଟ୍‌ଅଇ ରଇଲାସ୍‌ କି ନାଇ, ଆରି ତମେ ମର୍‌ ଆଦେସ୍‌ ମାନ୍‌ଲାସ୍‌ନି କି ନାଇ ବଲି ଜାନ୍‌ବାକେ ମୁଇ ତମ୍‌କେ ଆଗ୍‌ତୁର୍‌ ସେ ଚିଟି ଲେକିରଇଲି ।
For to this end also did I write, that I might know the proof of you, whether ye are obedient in all things.
10 ୧୦ ଜେଡେବେଲେ ମିସା ତମେ ସେ କରିରଇବା କାମର୍‌ ପାଇ ତାକେ କେମା କର୍‌ସା, ତେବେ ମୁଇମିସା ତାକେ କେମା କର୍‌ବି, ଜଦି କାଇଟା ମିସା ମୁଇ କର୍‌ବାର୍‌ ରଇଲା, ତମର୍‌ପାଇ ମୁଇ କିରିସ୍‌ଟର୍‌ ମୁଆଟେ ସେମନ୍‌କେ କେମା ଦେଇସାରାଇ ଆଚି ।
But to whom ye forgive anything, I [forgive] also: for what I also have forgiven, if I have forgiven anything, for your sakes [have I forgiven it] in the person of Christ;
11 ୧୧ ଜେନ୍ତିକି ସଇତାନ୍‌, ଆମର୍‌ ଉପ୍‌ରେ ଜିତି ନାପାରେ, କାଇକେବଇଲେ, ସେ କରିରଇବା ସବୁ ଜଜ୍‌ନା ଆମେ ଜାନ୍‌ଲୁନି ।
that no advantage may be gained over us by Satan: for we are not ignorant of his devices.
12 ୧୨ କିସ୍‌ଟର୍‌ ସୁବ୍‍କବର୍‍ ଜାନାଇବାକେ ମୁଇ ଜେଡେବେଲେ ଆଇଲି, ତର୍‌ଆୟାଇ ସେବା କାମର୍‌ପାଇ ମାପ୍‌ରୁର୍‌ ବାଟ୍‌ ମେଲାଅଇଆଚେ ବଲି ମୁ ଜାନି ପାର୍‌ଲି ।
Now when I came to Troas for the gospel of Christ, and when a door was opened unto me in the Lord,
13 ୧୩ ମାତର୍‌ ଆମର୍‌ ବାଇ ତିତସ୍‌କେ ବେଟ୍‌ ନ ଅଇଲି ଜେ ମର୍‌ ମନେ ମନେ ବେସି ଚିନ୍ତା ରଇଗାଲା । ତେବର୍‌ ପାଇ ମୁଇ ତେଇର୍‌ ଲକ୍‌ମନ୍‌କେ ଗାଲିନିବେ ବଲି ତେଇଅନି ମାକିଦନିଆଇ ଉଟିଗାଲି ।
I had no relief for my spirit, because I found not Titus my brother: but taking my leave of them, I went forth into Macedonia.
14 ୧୪ ମାତର୍‌ ପର୍‌ମେସର୍‌ ଦନିଅବାଦ୍‌ ପାଅ । କିରିସ୍‌ଟତେଇ ମିସିରଇଲାର୍‌ପାଇ ତାର୍‌ ଜିତ୍‌ଲା ଦଲର୍‌ ଦାଡିତେଇ ବନ୍ଦି ଲକର୍‌ ଇସାବେ ପର୍‌ମେସର୍‌ ଆମ୍‌କେ ସବୁବେଲେ ଡାକିନେଲାନି । ସବୁଲକ୍‌କେ କିରିସ୍‌ଟର୍‌ ବିସଇ ଜାନାଇବାକେ ସେ ଆମର୍‌ ଦେଇକରି କାମ୍‌ କଲାନି । ଜନ୍‌ଟା କି ଦୁପ୍‌ ପାରା ସବୁ ଜାଗାଇ ବାସ୍‌ନା ମାର୍‌ସି ।
But thanks be unto God, which always leadeth us in triumph in Christ, and maketh manifest through us the savour of his knowledge in every place.
15 ୧୫ କାଇକେବଇଲେ ଆମେ କିରିସ୍‌ଟ ପର୍‌ମେସର୍‌କେ ପଡାଇ ଦେଇତେରଇବା ଦୁପ୍‌ ପାରା ଆଚୁ । ଆମେ ଜାନାଇତେରଇବା ସୁବ୍‍କବର୍‌ ଗଟେକ୍‌ ସୁନ୍ଦର୍‌ ବାସ୍‌ନା ପାରା ସବୁଲକ୍‌କେ ଗାଲାନି । ଗଟେକ୍‌ ବାଟର୍‌ ଲକ୍‌ମନ୍‌ ଆଜିଗାଲାଇନି, ଆରି ଗଟେକ୍‌ ବାଟର୍‌ ଲକ୍‌ମନ୍‌ ରକିଆ ପାଇଲାଇନି ।
For we are a sweet savour of Christ unto God, in them that are being saved, and in them that are perishing;
16 ୧୬ ଜନ୍‌ ବାଟର୍‌ ଲକ୍‌ମନ୍‌ ଆଜିଗାଲାଇନି, ସେମନର୍‌ପାଇ ସେଟା ଗନ୍ଦ୍‌ । ଆରି ସେଟା ମର୍‌ବା ବାଟେ ଡାକିନେଇସି । ମାତର୍‌ ଜନ୍‌ ବାଟର୍‌ ଲକ୍‌ ରକିଆ ପାଇଲାଇନି, ସେଟା ସେମନ୍‌କେ ସୁନ୍ଦର୍‌ ବାସ୍‌ନା । ଆରି ସେଟା ନ ସାର୍‌ବା ଜିବନ୍‌ତେଇ ଡାକିନେଇସି । ଏ ଆବଡ୍‌ କାମ୍‌ କେ ମିସା କରି ନାପାରତ୍‌ ।
to the one a savour from death unto death; to the other a savour from life unto life. And who is sufficient for these things?
17 ୧୭ କେତେକ୍‌ ଲକ୍‌ମନ୍‌ ପର୍‌ମେସରର୍‌ ବାକିଅ ବେବାର୍‌ କର୍‌ତେରଇବା ଜିନିସ୍‌ ପାରା ବାଇବାଇ, ମାତର୍‌ ଆମେ ସେନ୍ତାର୍‌ ନାଇ । କାଇକେବଇଲେ ପର୍‌ମେସର୍‌ ଆମ୍‌କେ ପାଟାଇଆଚେ । କିରିସ୍‌ଟର୍‌ ଗତିଦାଙ୍ଗ୍‌ଡା ଇସାବେ, ଆମେ ତାର୍‌ ମୁଆଟେ ସତ୍‌ ବାକିଅ ଜାନାଇବୁ ।
For we are not as the many, corrupting the word of God: but as of sincerity, but as of God, in the sight of God, speak we in Christ.

< ୨ୟ କରନ୍ତିୟ 2 >