< ୨ୟ କରନ୍ତିୟ 11 >

1 ଜଦି ମୁଇ ବକୁଆ ଲକର୍‌ପାରା କାତା କଇଲେ ମିସା ତମେ ସେଟା ସୁନି ଚିମ୍‌ରା ଅଇରୁଆ ।
Och, of gij mij een weinig verdroegt in de onwijsheid; ja ook, verdraagt mij!
2 ମାପ୍‌ରୁ ତମର୍‌ ବିସଇନେଇ ମର୍‌ ଲକ୍‌ମନ୍‌ ମକେସେ ନାମିକରି ର‍ଅତ୍‌ ବଲି ଦାରିଆଚେ । ସେନ୍ତିସେ ମୁଇ ମିସା ତମ୍‌କେ ପର୍‌ମେସର୍‌କେସେ ମନ୍‌ କରା ବଲି ଆସା କଲିନି । ସୁକଲ୍‌ ଅଇରଇବା ଗଟେକ୍‌ ଦାଙ୍ଗ୍‌ଡିପାରା ମୁଇ ତମ୍‌କେ ଗଟେକ୍‌ ଦାଙ୍ଗ୍‌ଡାର୍‌ ପାଇ ମାଙ୍ଗ୍‌ନି କଲିଆଚି । ସେ ଅଇଲାନି ନିଜେ କିରିସ୍‌ଟ ।
Want ik ben ijverig over u met een ijver Gods; want ik heb ulieden toebereid, om u als een reine maagd aan een man voor te stellen, namelijk aan Christus.
3 ମୁଇ ତମର୍‌ ବିସଇନେଇ ବାବି ବାବି ଆଚି । କେଡେବେଲେ ତମର୍‌ ମନର୍‌ ଚିନ୍ତା କିରିସ୍‌ଟତେଇ ଅନି ବିନ୍‌ ବାଟେ ଜାଇସି ଆରି ତାର୍‌ପାଇ ରଇବା ତମର୍‌ ଆଲାଦ୍‌ ପୁରାପୁରୁନ୍‌ ମନ୍‌ ସଙ୍ଗ୍‍ ନ ରଏ । ଅବା ପାରା ତମେ ନାଡାଇଅଇସା ମିସା । ଜେନ୍ତିକି ସେ ଗଟେକ୍‌ ଚତୁର୍‌ ସାଁପର୍‌ କାତା ଦାରି ନାଡାଇଅଇଲା ।
Doch ik vrees, dat niet enigszins, gelijk de slang Eva door haar arglistigheid bedrogen heeft, alzo uw zinnen bedorven worden, om af te wijken van de eenvoudigheid, die in Christus is.
4 କାଇକେବଇଲେ, ଜଦି କେ ମିସା ତମର୍‌ ଲଗେ ଆସି କରି ଆମେ ତମ୍‌କେ ଜାନାଇରଇବା ଜିସୁର୍‌ ବିସଇକେ ଚାଡି, ବିନ୍‌ ସିକିଆ ଦେଲେ ତମେ ସାର୍‌ଦା ଅଇସା । ସୁକଲ୍‌ ଆତ୍‌ମାକେ ନ ପାଇକରି ବିନ୍‌ ଆତ୍‌ମାକେ ପାଇଲାସ୍‌ନି । ଆରି ସେମନ୍‌ ଜନ୍‌ ସୁବ୍‍କବର୍ ‍ଜାନାଇଲାଇନି, ସେଟା ଆମେ ଜାନାଇବା ସୁବ୍‍କବର୍ ‍ନଏଁ ।
Want indien degene, die komt, een anderen Jezus predikte, dien wij niet gepredikt hebben, of indien gij een anderen geest ontvingt, dien gij niet hebt ontvangen, of een ander Evangelie, dat gij niet hebt aangenomen, zo verdroegt gij hem met recht.
5 ତମର୍‌ ଟାନେ ଜେତ୍‌କି ସିକାଉମନ୍‌ ଆଚତ୍‌ । ଜଦି ସେମନ୍‌ ଆମେ ସବୁର୍‌ଟାନେଅନି ମୁକିଅ ପେରିତ୍‌ମନ୍‍ ବଲି ନିଜେ କଇଅଇଲେ ମିସା, ସେମନ୍‌ ମର୍‌ଟାନେଅନି ବଡ୍‌ ବଲି ମୁଇ ବାବି ନାଇ ।
Want ik acht, dat ik nergens minder in ben geweest dan de uitnemendste apostelen.
6 ମୁଇ ଅଦିକ୍‌ କାତା କଇ ନାପାର୍‌ଲେ ମିସା, ସତ୍‌ ସିକିଆ ଜାନିଆଚି । ଆରି ମୁଇ ତମ୍‌କେ ଜେଡେବେଲେ ଜାକ ଏ ସିକିଆ ଦେଇତେରଇଲି, ଏଟା ତମ୍‌କେ ଜାନାଇଆଚି ।
En indien ik ook slecht ben in woorden, nochtans ben ik het niet in wetenschap; maar alleszins zijn wij in alle dingen onder u openbaar geworden.
7 ତମ୍‌କେ ମୁଇ ଜେଡେବେଲେ ସୁବ୍‍କବର୍ ‍ଜାନାଇରଇଲି, କେବେ ମିସା ମର୍‌ ବୁତି ମାଙ୍ଗି ନାଇ । ତମ୍‌କେ ମୁକିଅ ଲକ୍‌ କରାଇବାକେ ମୁଇ ନିଜେ ତଲ୍‌କେ ଅଇଲି । ମୁଇ କରିରଇଲାଟା ବୁଲ୍‌ ରଇଲା କି?
Heb ik zonde gedaan, als ik mijzelven vernederd heb, opdat gij zoudt verhoogd worden, overmits ik u het Evangelie Gods om niet verkondigd heb?
8 ମୁଇ ତମର୍‌ ବିତ୍‌ରେ ସେବା କାମ୍‌ କଲାବେଲେ, ବିନ୍‌ ମଣ୍ଡଲିର୍‌ ଲକ୍‌ମନ୍‌ ମର୍‌ପାଇ କର୍‌ଚ ଅଇଲାଟା ଦେଲାଇ । ତମ୍‌କେ ସାଇଜ କର୍‌ବାକେ ତାର୍‌ଟାନେଅନି ମୁଇ ଚରାଇକରି କଲାପାରା ଅଇଲା ।
Ik heb andere Gemeenten beroofd, bezoldiging van haar nemende, om u te bedienen; en als ik bij u tegenwoordig was en gebrek had, ben ik niemand lastig gevallen.
9 ମୁଇ ତମର୍‌ଟାନେ ରଇଲାବେଲେ ମକେ ଲଡା ରଇଲାବେଲେ, ତମର୍‌ଟାନେଅନି ମାଙ୍ଗିନାଇ । କାଇକେବଇଲେ ମାକିଦନିଆର୍‌ ବାଇବଇନିମନ୍‌ ମକେ ଜାଇଟା ଲଡା ରଇଲା, ସେଟା ସବୁ ଆନିଦେଲାଇ । ପୁର୍‌ବେ ଜେନ୍ତି ରଇଲା, ପଚ୍‌କେ ମିସା ମୁଇ ତମର୍‌ଟାନେଅନି କାଇଟା ନ ମାଙ୍ଗି ।
Want mijn gebrek hebben de broeders vervuld, die van Macedonie kwamen; en ik heb mijzelven in alles gehouden zonder u te bezwaren, en zal mij nog alzo houden.
10 ୧୦ ମୁଇ ବଡ୍‌ପନ୍‌ ଅଇକରି ଏନ୍ତାରି କଇବାଟା ଆକାୟାର୍‌ କେ ମିସା ମର୍‌ ବିରୁଦେ କଇନାପାରତ୍‌ । ମୁଇ କଇବାଟା ସତ୍‌ । କାଇକେବଇଲେ କିରିସ୍‌ଟ ମର୍‌ସଙ୍ଗ୍‍ ଆଚେ ।
De waarheid van Christus is in mij, dat deze roem in de gewesten van Achaje aan mij niet zal verhinderd worden.
11 ୧୧ ମକେ ଆଲାଦ୍‌ ନାଇକେ ମାଙ୍ଗେ ନାଇ ବଲି ବାବ୍‌ଲାସ୍‌ନି କି? ମାତର୍‌ ମୁଇ ତମ୍‌କେ ସତଇସେ ଆଲାଦ୍‌ କର୍‌ବାଟା ପର୍‌ମେସର୍‌ ଜାନେ ।
Waarom? Is het, omdat ik u niet liefheb? God weet het!
12 ୧୨ ମୁଇ ତମର୍‌ଟାନେ ଅନି କାଇକେ ବୁତି ନେଇନାଇ ବଇଲେ, ଜେନ୍ତାରିକି ତମର୍‌ ଟାନେ ରଇବା ବିନ୍‌ ପେରିତ୍‌ମନ୍‌ ବଡ୍‌ପନ୍‌ ଅଇକରି, ଆମେ ପର୍‌ମେସର୍‌ ପାଇ କର୍‌ବା କାମ୍‌ ସମାନ୍‌ ଆଚେ ବଲି କଇନାପାରତ୍‌ ।
Maar wat ik doe, dat zal ik nog doen, om de oorzaak af te snijden dengenen, die oorzaak hebben willen, opdat zij in hetgeen zij roemen, bevonden mochten worden gelijk als wij.
13 ୧୩ ସେମନ୍‌ ସତ୍‌ ପେରିତ୍‌ମନ୍‌ ନଅତ୍‌ । ସେମନ୍‌ ମିଚୁଆଟାମନ୍‌ । ଜେ କି ନିଜର୍‌ ନିଜର୍‌ କାମ୍‌ ବିସଇନେଇ ମିଚ୍‌ କଇବାଇ । ଆରି ସେମନ୍‌ ମିଚ୍‌ ବେସ୍‌ ଦାରିକରି ଆମେ ସତ୍‌ ପେରିତ୍‍ ବଲି ଦେକାଇଅଇବାଇ ।
Want zulke valse apostelen zijn bedriegelijke arbeiders, zich veranderende in apostelen van Christus.
14 ୧୪ ଏଟା ଦେକି କାବାଅଇ ଜାଆ ନାଇ । କାଇକେବଇଲେ, ସଇତାନ୍‌ ମିସା ନିଜେ ବାଦ୍‌ଲାଇଅଇ ଉଜଲର୍‌ ଦୁତ୍‌ ପାରା ଦେକାଇ ଅଇସି ।
En het is geen wonder; want de satan zelf verandert zich in een engel des lichts.
15 ୧୫ ସେନ୍ତାର୍‌ ଆଲେ ତାର୍‌ ସେବାକାମ୍‌ କରୁମନ୍‌ ମିସା ବାଦ୍‌ଲାଇଅଇ ଦରମ୍‌ କାମ୍‌କରୁମନର୍‌ ପାରା ଦେକାଇଅଇଲେ, ସେଟା କାବା ଅଇଜିବା ବିସଇ ନଏଁ । ସାରାସାରି ସେମନ୍‌କେ ତାକର୍‌ କରିରଇବା କାରାପ୍‌ କାମ୍‌ ଇସାବେ ଡଣ୍ଡ୍‌ ମିଲ୍‌ସି ।
Zo is het dan niets groots, indien ook zijn dienaars zich veranderen, als waren zij dienaars der gerechtigheid; van welke het einde zal zijn naar hun werken.
16 ୧୬ ମୁଇ ଏ କାତା ଆରିତରେକ୍‌ କ‍ଇଲିନି ଜେ, ଏଟା ଗଟେକ୍‌ ବକୁଆଟା, ବଲି ବାବାନାଇ । ଜଦି ତମେ ମକେ ବକୁଆ ବଲି ମାନ୍‌ଲାସ୍‌ନି, ମୁଇ କଇବା ଏ ବଡ୍‌ପନର୍‌ କାତା ଆରି ଅଲପ୍‌ ସୁନାତା । ସେନ୍ତାର୍‌ କଲେ ମୁଇ ବଡ୍‌ପନ୍‌ ଅଇ କାତା ଅଇବି ।
Ik zeg wederom, dat niemand mene, dat ik onwijs ben; doch zo niet, neemt mij dan aan als een onwijze, opdat ik ook een weinig moge roemen.
17 ୧୭ ମୁଇ ଏ କଇବା କାତାମନ୍‌ ମାପ୍‌ରୁ ମକେ କଅ ବଲି ମନ୍‍ କରେନାଇ । ମାତର୍‌ ଏ କାତା ଗଟେକ୍‌ ବକୁଆ ଲକର୍‌ପାରା ବଡ୍‌ପନ୍‌ ଅଇକରି କଇଲିନି ।
Dat ik spreek, spreek ik niet naar den Heere, maar als in onwijsheid, in deze vasten grond der roeming.
18 ୧୮ କାଇକେବଇଲେ, ଏ ଜଗତେ ତାକର୍‌ ନିଜର୍‌ କାମ୍‌ ବିସଇନେଇ ବଡ୍‌ପନ୍‌ ଅଇ କଇବାଲକ୍‌ ବେସି ଆଚତ୍‌ । ମୁଇ ମିସା ମର୍‌ ବିସଇନେଇ ବଡ୍‌ପନ୍‌ ଅଇକରି କଇବି ।
Dewijl velen roemen naar het vlees, zo zal ik ook roemen.
19 ୧୯ ତମେ ସବୁ ବୁଦି ରଇବା ଲକ୍‌ ବଲି ବଲାଇ ଅଇଲାସ୍‌ନି । ମାତର୍‌ ବକୁଆ ମନର୍‌ କାମ୍‌ ଦେକ୍‌ଲେ ଚୁପ୍‌ ଅଇଆଚାସ୍‌ ।
Want gij verdraagt gaarne de onwijzen, dewijl gij wijs zijt.
20 ୨୦ ତେବର୍‌ପାଇ ସେମନ୍‌ ଜଦି ତମ୍‌କେ ଗତିଦାଙ୍ଗ୍‌ଡା କରି ସଙ୍ଗଇଲେ, କି ତମର୍‌ ଦନ୍‌ ସଁପତି ନେଲେ, କି ତମ୍‌କେ କାଇଆଲେ ପାନ୍ଦେ ପାକାଇଲେ, କି ଆମର୍‌ ତଲେ ରୁଆ ବଲି କରି କଇଲେ କି ଏନ୍ତାରି କି କେ ତମର୍‌ ଗାଲେ ଚାପଡ୍‌ ମାର୍‌ଲେ ମିସା ତମେ ମୁର୍‌ଚି କରି ରଇସା ।
Want gij verdraagt het, zo u iemand dienstbaar maakt, zo u iemand opeet, zo iemand van u neemt, zo zich iemand verheft, zo u iemand in het aangezicht slaat.
21 ୨୧ ସେ ସବୁ କାରାପ୍‌ ବିସଇ କର୍‌ବାକେ ଆମ୍‌କେ ସାଆସ୍‌ ନ ରଇଲା । ଏଟା ସତ୍‌ ବଲି କଇବାକେ ମୁଇ ଲାଜ୍‌ ଅଇନାଇ । ମାତର୍‌ ସେମନ୍‌ କାଇ ବିସଇନେଇ ବଡ୍‌ପନ୍‌ ଅଇ କାତା ଅଇବାକେ ସାଆସ୍‌ କର୍‌ବାଇ, ସେନ୍ତି ମୁଇ ମିସା ସାଆସ୍‌ କର୍‌ବି । ଦେକା! ମୁଇ ଏଟା ଗଟେକ୍‌ ବକୁଆ ଲକର୍‌ପାରା କାତା ଅଇଲିନି ।
Ik zeg dit naar oneer, gelijk of wij zwak waren geweest; maar waarin iemand stout is (ik spreek in onwijsheid), daarin ben ik ook stout.
22 ୨୨ ସେମନ୍‌ ଜଦି ଆମେ ଏବ୍‌ରି ବଁସର୍‌ ଲକ୍‌ ବଇଲେ, ମୁଇ ମିସା ତେଇର୍‌ଟାସେ, ଜଦି ଆମେ ଇସ୍‌ରାଏଲର୍‌ ନାତିତିତି ବଇଲେ, ମୁଇ ମିସା ତେଇର୍‌ ଗଟେକ୍‌ । ଅବ୍‌ରାଆମ୍ ଆମର୍‌ ଆନିଦାଦି ବଇଲେ, ସେ ମର୍‌ ମିସା ଆନିଦାଦି ।
Zijn zij Hebreen? Ik ook. Zijn zij Israelieten? Ik ook. Zijn zij het zaad van Abraham? Ik ook.
23 ୨୩ ସେମନ୍‌ ଜଦି ଆମେ କିରିସ୍‌ଟର୍‌ ଦାଙ୍ଗ୍‌ଡା ବଇଲେ, ମୁଇ ମିସା ଗଟେକ୍‌ ଦାଙ୍ଗ୍‌ଡା । ମାତର୍‌ ସେମନର୍‌ ଟାନେ ଅନି ମୁଇ ଅଦିକ୍‌ ନିକ ଦାଙ୍ଗ୍‌ଡା । ନିଜ୍‌କେ ବଡ୍‌ କରାଇ ମୁଇ ଗଟେକ୍‌ ବାୟାଲକର୍‌ ପାରା କାତା ଅଇଲିନି ବଲି ଜାନିଆଚି । ମୁଇ ତାକର୍‌ଟାନେ ଅନି ଅଦିକ୍‌ ଆବଡ୍‌ କାମ୍‌ କରିଆଚି, ଅଦିକ୍‌ ତର୍‌ ବନ୍ଦିଗରେ ରଇଆଚି, ଅଦିକ୍‌ ତର୍‌ ମାଡ୍‌ କାଇଆଚି, ଅଦିକ୍‌ ତର୍‌ ମଲାସମାନ୍‌ ଅଇଜାଇରଇଲି ।
Zijn zij dienaars van Christus? (ik spreek onwijs zijnde) ik ben boven hen; in arbeid overvloediger, in slagen uitnemender, in gevangenissen overvloediger, in doods gevaar menigmaal.
24 ୨୪ ମୁଇ ଜିଉଦି ଲକ୍‌ମନର୍‌ଟାନେଅନି ପାଁଚ୍‌ପାଲି ତିରିସ୍‌ ନ ଡାଙ୍ଗ୍‌ ମାଡ୍‌କାଇ ଆଚି ।
Van de Joden heb ik veertig slagen min een, vijfmaal ontvangen.
25 ୨୫ ରମିଅମନର୍‌ଟାନେ ତିନ୍‌ତର୍‌ କର୍‌ଡା ସଙ୍ଗ୍‍ ମାଡ୍‌କାଇ ଆଚି । ଗଟେକ୍‌ତର୍‌ ସେମନ୍‌ ମକେ ପାକ୍‌ନା ମାର୍‌ଲାଇ । ମୁଇ ଜନ୍‌ ଜାଜେ ଜାଇତେରଇଲି, ସେ ଜାଜ୍‌ ତିନ୍‌ତର୍‌ ବୁଡି ଜାଇରଇଲା । ତରେକ୍‌ ମର୍‌ ଜାଜ୍‌ ନସିଗାଲାକେ ମୁଇ ଗଟେକ୍‌ ଦିନ୍‌ ଆରି ଗଟେକ୍‌ ରାତି, ସମ୍‌ଦୁରେ ଉପ୍‌କି ଅଇ ରଇଲି ।
Driemaal ben ik met roeden gegeseld geweest, eens ben ik gestenigd, driemaal heb ik schipbreuk geleden, een gansen nacht en dag heb ik in de diepte doorgebracht.
26 ୨୬ ମୁଇ ଜିବାବେଲେ ବାଟେ, ମର୍‌ ମୁଆଟେ କେତେକ୍‌ କେତେକ୍‌ ବିପଦ୍‌ ଆଇଲା । ଜେନ୍ତିକି, ବନିଆର୍‌ ବିପଦେ, ଚର୍‌ମନର୍‌ ବିପଦେ, ମର୍‌ ଜିଉଦି ବାଇମନର୍‌ ବିପଦେ, ଜିଉଦି ନ ଅଇଲା ଲକ୍‌ମନର୍‌ ବିପଦେ, ସଅରେ ଅଇରଇବା ବିପଦେ, କିନରା ଜାଗା ମନର୍‌ ବିପଦେ, ଡଙ୍ଗରର୍‌ ଜଁତ୍‌ ଜିଆଦ୍‌ ମନର୍‌ ବିପଦେ, ସମ୍‌ଦୁରେ ବନିଆ ଆଇଲାବେଲର୍‌ ବିପଦେ ଆରି କିରିସ୍‌ଟର୍‌ ବିସ୍‌ବାସିମନ୍‌ ବଲି ନାଡାଇ ଅଇରଇବା ଲକ୍‌ମନର୍‌ ବିପଦେ ।
In het reizen menigmaal in gevaren van rivieren, in gevaren van moordenaars, in gevaren van mijn geslacht, in gevaren van de heidenen, in gevaren in de stad, in gevaren in de woestijn, in gevaren op de zee, in gevaren onder de valse broeders;
27 ୨୭ ମର୍‌ କାମ୍‌ ଆବଡ୍‌ କାମ୍‌ ଆରି ମୁଇ ସବୁବେଲେ ଆବଡ୍‌ କାମ୍‌ କଲିଆଚି । ବେସି ତର୍‌ ରାତିଆ ସଇ ନାପାର୍‌ଲି, ବୁକେ ସସେ ରଇଆଚି, ବେସି ତର୍‌ ମକେ କାଦି କେଟେ ନାଇ, ପିନ୍ଦ୍‌ବାକେ ବସ୍‌ତର୍‌ ନାଇ, କି ରଇବାକେ ଗର୍‌ ନ ରଇଲା ।
In arbeid en moeite, in waken menigmaal, in honger en dorst, in vasten menigmaal, in koude en naaktheid.
28 ୨୮ ସେ ସବୁ ବିସଇ ମର୍‌ପାଇ ଅଇରଇଲା । ମାତର୍‌ ଆରି ମର୍‌ ବିନ୍‌ ବିନ୍‌ ଦୁକ୍‌ କସ୍‌ଟ ଆଚେ । ସବୁ ମଣ୍ଡଲିର୍‌ ପାଇ ଚିନ୍ତା କରି ମୁଇ ଦୁକ୍‌ କସ୍‌ଟ ପାଇଲିନି ।
Zonder de dingen, die van buiten zijn, overvalt mij dagelijks de zorg van al de Gemeenten.
29 ୨୯ ଜଦି କିରିସ୍‌ଟର୍‌ ଲଗେ ରଇବା କାର୍‌ ବିସ୍‌ବାସ୍‌ ଉନା ଅଇସି ବଇଲେ ମକେ ମିସା ଦୁର୍‌ବଲ୍‌ ଲାଗ୍‌ସି । କେ ଜଦି ପାପ୍‌ କଲେ, ତାର୍‌ ଲାଗି ମୁଇ ବେସି ଦୁକ୍‌ କସ୍‌ଟ ପାଇଲିନି ।
Wie is er zwak, dat ik niet zwak ben? Wie wordt er geergerd, dat ik niet brande?
30 ୩୦ ମୁଇ ବଡ୍‌ପନ୍‌ ଅଇ କାତା ଅଇବାକେ ମନ୍‍ କରିନାଇ । ଜଦି ସେନ୍ତି କର୍‌ବାର୍‌ ଆଲେ, ମକେ ଗଟିରଇବା, ଦୁକ୍‌ କସ୍‌ଟ ବିସଇନେଇ ମୁଇ ବଡ୍‌ପନ୍‌ ଅଇବି । ସେନ୍ତାର୍‌ଆଲେ ମୁଇ କେତେ ଦୁର୍‌ବଲ୍‌ ଆଚି ବଲି ତମେ ଜାନ୍‌ସା ।
Indien men moet roemen, zo zal ik roemen de dingen mijner zwakheid.
31 ୩୧ ମୁଇ ତମ୍‌କେ ଜେତ୍‌କି ବିସଇ କଇଲି, ସେଟା ସବୁ ସତ୍‌ । ଗଟେକ୍‌ ମିସା ମିଚ୍‌ ନଏଁ । ଆମର୍‌ ମାପ୍‌ରୁ ଜିସୁର୍‌ ବାବା ପର୍‌ମେସର୍‌ ଏଟା ଜାନେ । ସେ ଜୁଗ୍‌ ଜୁଗ୍‌ ଡାକ୍‌ପୁଟା ପାଅ । (aiōn g165)
De God en Vader van onzen Heere Jezus Christus, Die geprezen is in der eeuwigheid, weet, dat ik niet lieg. (aiōn g165)
32 ୩୨ ପୁର୍‌ବେ ମୁଇ ଦାମାସ୍‌କାସେ ରଇଲା ବେଲେ ରାଜା ଆରେତାସରର୍‌ ତଲେ ଗଟେକ୍‌ ସାସନ୍‌ କାରିଆ ରଇଲା । ସେ ସଅର୍‌ ସନ୍ଦି ଜାଗ୍‌ବାକେ ତାର୍‌ ସନିଅମନ୍‌କେ କଇଲା । ଜେନ୍ତାରି କି ଜେଡେବେଲେ ମୁଇ ସେ ସଅରେ ବାରଇତି, ସେମନ୍‌ ମକେ ଦାର୍‌ତାଇ ।
De stadhouder van den koning Aretas in Damaskus, bezette de stad der Damaskenen, willende mij vangen;
33 ୩୩ କେନ୍ତି ବଇଲେ ତେଇର୍‌ ପାକ୍‌ନା ପାଚୁରିର୍‌ କାଣାବାଟେ ମକେ ଚାଟ୍‍ନାଇ ପୁରାଇ ଉତ୍‌ରାଇ ଦେଲାଇ । ଆରି ତାର୍‌ ଟାନେ ଅନି ବଁଚିଗାଲି ।
En ik werd door een venster in een mand over den muur nedergelaten, en ontvlood zijn handen.

< ୨ୟ କରନ୍ତିୟ 11 >