< ୨ୟ କରନ୍ତିୟ 10 >
1 ୧ ମୁଇ ପାଉଲ୍ ତମ୍କେ ବାବୁଜିଆ କଲିନି, ମୁଇ ତମର୍ ସଙ୍ଗ୍ ରଇଲାବେଲେ, ତମ୍କେ ଲାଗ୍ବାକେ ଡର୍ସି ବଲି କେତେଲକ୍ କଇଲାଇନି । ମାତର୍ ଲେକ୍ବାକେ ସାଆସ୍ ଅଇକରି ବାଦ୍ଲାପାରା ଲେକ୍ଲାନି ବଲି କଇଲାଇନି । ଆମେ କିରିସ୍ଟର୍ ସଙ୍ଗ୍ ଗାଲୁନି, ଜେ କି ବେସି ସୁଆଲ୍ ଆରି ଦରମ୍ । ସେଟା ନେଇକରି ବାବୁଜିଆ କଲିନି ।
Ta Phawulosay intenara dishin izi ashikeko geetistadis shin ta intefe haakishin qass inte bolla xalidade geetetida ta Phawulosay Kiristoosa ashiketethanine iza lo7etethan intena woossayss.
2 ୨ ମୁଇ ତେନେ ଆଇଲାବେଲେ ତମର୍ ଚଲାଚଲ୍ତି ନିକ ଅଇରଅ । ଜେନ୍ତାରି କି ମୁଇ ତମ୍କେ ଲାଗ୍ବାକେ ନ ପଡେ । ମାତର୍ ଜନ୍ ଲକ୍ମନ୍ ଏ ଜଗତର୍ ଲକ୍ ପାରା ନିଜର୍ ମନ୍ କଲା ଇସାବେ ଗାଲାଇନି ବଲି ଆମର୍ ବିସଇନେଇ କଇଲାଇନି, ସେମନ୍କେ ଲାଗ୍ବାକେ ମୁଇ ନ ଡରି ।
Tani intena woossizay ta inteko hee biza wode inte tana xaletethan hasa7isontta aggana malako. Nuni asho qofan simeretiza mala nuna xeelliza issi issi asata sinthan tani xaletethan hasa7anas koyayss.
3 ୩ ଆମେ ଏ ଜଗତେ ବଁଚ୍ଲୁନି ଏଟା ସତ୍, ମାତର୍ ଲକ୍ମନର୍ ଗିଆନ୍ ସଙ୍ଗ୍ ଜୁଜିକରି ରଉନାଇ ।
Nuni dizay hayssa alameza bolla gidikkoka nu oletizay ha alameza asa mala ola gidena.
4 ୪ ଜନ୍ ଆତ୍ ଆତିଆର୍ ସଙ୍ଗ୍ ଆମେ ଜୁଜ୍ଲୁନି, ସେଟା ଲକ୍ମନର୍ଟାନେଅନି ଆସେନାଇ, ମାତର୍ ସେଟା ବେସି ବପୁର୍ ସଙ୍ଗ୍ ରଇବା ପର୍ମେସରର୍ ଟାନେଅନି ଆଇସି । ଏ ବପୁ ସଙ୍ଗ୍ ପର୍ମେସରର୍ ବିରୁଦେ ତାର୍ ସତ୍ରୁମନ୍ ଉଟାଇରଇବା ଡାଁଟର୍ କତି ଜାକ ଆରି ଲକ୍ମନର୍ ମନ୍ ବିତ୍ରେ ଦଦାପେଲା ଅଇବା ଚିନ୍ତା ସବୁ ଆମେ ଆରାଇପାର୍ବୁ ।
Nu ola miishayka ola miixa laalanas danda7iza Xoossa wolqay dizayssa attin hayssa alameza ola toora gidena.
5 ୫ ବଡ୍ପନ୍ ଅଇବା ଲକ୍ମନ୍ ପର୍ମେସରର୍ ବିରୁଦେ ନିଜ୍କେ ଉଟାଇବାଟା ଆରି ଜେତ୍କି ସବୁ ଚିନ୍ତା ପର୍ମେସରର୍ ଗିଆନ୍ ଉପ୍ରେ ଉଟ୍ସି, ସେଟା ସବୁ ଜାକ ଆମେ ବାନ୍ଦିକରି କିରିସ୍ଟକେ ମାନତ୍ ବଲି ସର୍ପାଇବୁ ।
Xoossu erontta mala dhuphe gidi dendiza palamane otoroteth nu laaloss. Asa qofa wursi di7i ekidi Kiristoosas azazistana mala oothosu.
6 ୬ ତମେ କିରିସ୍ଟର୍ ଆଦେସ୍ ସବୁ ମାନ୍ଲାଟା ଦେକାଇଲା ପଚେ, ତେଇ ରଇବା ଜେତ୍କି ସବୁ ବିସ୍ବାସିମନ୍, ଜନ୍ଲକ୍ମନ୍ କି ତାର୍ ଆଦେସ୍ ମାନ୍ବାକେ ମନ୍ କରତ୍ ନାଇ, ସେମନ୍କେ ଡଣ୍ଡ୍ ଦେବାକେ ଆମେ ଜାଗ୍ରତ୍ ଅଇକରି ରଇବୁ ।
Inte azazetethi polettiza wode azazetontta ay miisheka qaxayanas nuni giigeti uttidos.
7 ୭ ତମେ ଲକ୍ମନର୍ ବାଇରର୍ ବିସଇ ଦେକ୍ଲାସ୍ନି । କାଇକେବଇଲେ ତମର୍ ବିତ୍ରେ କେତେଲକ୍ ବୁଲ୍ ଚିନ୍ତାକରି ଆମେସେ କିରିସ୍ଟର୍ ସତ୍ ସେବାକରୁମନ୍ ବଲି ବାବ୍ଲାଇନି । ସେମନ୍ ଆରିତରେକ୍ ନିଜର୍ ବିସଇ ଚିନ୍ତାକରି ଦେକ୍ବାର୍ ଆଚେ । କାଇକେବଇଲେ ସେମନ୍ ଜେନ୍ତାରି ଆଚତ୍ ଆମେ ମିସା ସେନ୍ତାରି କିରିସ୍ଟର୍ ସତ୍ ଦାସ୍ ।
Inte xeelizay kare baggara bettizazi xalalakko. Oonika tani Kiristoosaskko gi ammanettiko zaarethi qopo. Nuka iza malaka Kiristoosayta gididayssa izadey wozinan wotho.
8 ୮ ତମର୍ ଉପ୍ରେ ଆମର୍ ଅଦିକାର୍ ଆଚେ । ସେଟା ପର୍ମେସର୍ ଆମ୍କେ ଦେଇରଇଲା । ମାତର୍ ସେ ଅଦିକାରର୍ ବିସଇନେଇ ଜଦି ମୁଇ ବେସି ବଡ୍ପନ୍ ଅଇଲିଆଚି, ସେଟାର୍ପାଇ ମକେ ଲାଜ୍ ନ ଲାଗେ । ତମ୍କେ ନସ୍ଟ କର୍ବା ଅଦିକାର୍ ସେ ମକେ ଦେଏନାଇ, ମାତର୍ ଜେନ୍ତି କି ତମର୍ ବିସ୍ବାସ୍ ଡାଁଟ୍ କରାଇବି ।
Goday nuusu immida maata gishshi tani izan ceeqikoka yeelatike. Hessi maatay taas immetiday nuni intena minisanas attin laalanas gidena.
9 ୯ ଏ ଚିଟି ଲେକିକରି ମୁଇ ତମ୍କେ ଡରାଇବାକେ ମନ୍ କରିନାଇ ।
Tani ha Kiitan intena babisos oothizayssa milatopo.
10 ୧୦ ମାତର୍ ତମ୍କେ ଲେକ୍ଲାବେଲେ ଦମ୍କାଇ କରି ଲେକ୍ଲିନି ବଲି କେତେଲକ୍ କଇଲାଇନି । ମାତର୍ ତମର୍ ସଙ୍ଗ୍ ରଇଲାବେଲେ ମୁଇ ଦୁର୍ବଲ୍ ଅଇକରି ମର୍ କଇଲା ପଦ୍ କାଇ ମୁଲିଅ ନାଇ ପାରା ରଇଲା ।
Oone erizay isii issi asati “Phawulosa kiitati dexxone wolqamako; giddo attin izi nu achan diza wode izi laafako; Iza hasa7ayka leqettidaziko” gizaazi gidana.
11 ୧୧ ଜନ୍ ଲକ୍ମନ୍ ଏନ୍ତାରି କାତା ଅଇବାଇ, ଚିଟିଟାନେ ଆମେ ଜନ୍ ବିସଇ ଲେକିଆଚୁ, ତେଇ ଆଇଲେ, ସମାନ୍ ବିସଇସେ କର୍ବୁ ବଲି ସେମନ୍ ଜାନ୍ବାର୍ ଆଚେ ।
Hessatho giza asati nuni hahon dishe xaafi kiittidayssasine qasse intenara dishe nu oothizayssa gidon ayko dumatethi bayindayssa shaaki ereeto.
12 ୧୨ ଜନ୍ଲକ୍ମନ୍ ଆମେ ନିଜେ ବଡ୍ଲକ୍ ବଲି ବାବିଅଇଲାଇନି, ସେମନର୍ ସଙ୍ଗ୍ ସମାନ୍ ଅଇବାକେ ଆମେ ମନ୍ କରୁନାଇ । ସେମନ୍ ସବୁର୍ଟାନେ ଅନି ଆମେ ଆକା ଜାନିଆଚୁ ବଲି ବୁଲ୍ ଚିନ୍ତା କଲାଇନି । ସେମନ୍ ସତଇସେ ବକୁଆ । ନିଜ୍କେ ନାପ୍ବାକେ, ନାପି ଅଇବାଟା ନିଜେ ତିଆର୍ କଲାଇନି । ନିଜ୍କେ ବିଚାର୍ କର୍ବାକେ ପରିକା ନିଜେ ତିଆର୍ କଲାଇନି ।
Gidikoka berkka bena naashiza issi issi asatara nuna nurika gathi xeelanas woykko isttara nuna giigisanas xalokko. Istti qasse berkka bena benara gathi xeelilza gishshi istti yuushi qopizayta gidetena.
13 ୧୩ ମାତର୍ ଆମେ, ଆମର୍ କାମ୍ ବିସଇନେଇ ଅଦିକ୍ ବଡ୍ପନ୍ ଅଉନାଇ । ଆମେ ଜେତ୍କି ବଡ୍ପନ୍ ଅଇବାର୍ ଆଚେ ସେତ୍କି ବଡ୍ପନ୍ ଅଇବୁ । ପର୍ମେସର୍ ଆମ୍କେ ଜେତ୍କି କାମ୍ ଦେଲାଆଚେ, ସେତ୍କି କାମେ, ଆମେ ବଡ୍ପନ୍ ଅଇବୁ । ଆରି ତମର୍ ବିତ୍ରେ ଆମେ କର୍ବା କାମ୍ ମିସା ତେଇ ମିସ୍ଲା ଆଚେ ।
Nu qasse inteko gakkana gakkanso Xoossi nuusi immida ootho zawan siimerettos attin wogape aathi ceeqettizayta gidoko.
14 ୧୪ ପର୍ମେସର୍ ଆମ୍କେ ଦେଇରଇବା କାମେ ତମେ ମିସ୍ଲାର୍ପାଇ କିରିସ୍ଟର୍ ସୁବ୍କବର୍ ନେଇକରି ଆଇଲାବେଲେ, ପର୍ମେସର୍ ଆମ୍କେ ଦେଲା କାମେଅନି ବାଇରେ ଜାଏ ନାଇ ।
Inte qasse nu oothizason diza gishshi Kiristoosa mishiracho qaala tamarisanas nu inteko bida wode nuni hee nu zawape adhdhibeykko.
15 ୧୫ ତେବର୍ପାଇ ବିନ୍ ଲକର୍ କାମ୍ କଲାଟା ନେଇକରି ଆମେ ନିଜେ ଡାକ୍ପୁଟା ଅଉନାଇ । ସେ କାମ୍ କର୍ବାକେ ପର୍ମେସର୍ ଆମ୍କେ ଦେଏ ନାଇ । ମାତର୍ ତମର୍ ବିସ୍ବାସ୍ ଡାଟ୍ ଅ ବଲି ଆମେ ମନ୍ କଲୁନି । ଜେନ୍ତିକି ତମର୍ ଜାଗାଇ ଆମେ କର୍ବା କାମ୍ ଅଦିକ୍ ଅଦିକ୍ ଅଇସି । କାଇକେବଇଲେ ପର୍ମେସର୍ ଆମ୍କେ ଦେଇରଇବା କାମେଅନି ଅଦିକ୍ କର୍ବାକେ ଆମେ ମନ୍ କରୁନାଇ ।
Hessa gishshi Xoossi nuusu immida zawape adhdhidi hara asta oothhon gelidi wogape adhddeth ceeqettoko. Hessape bollara inte ammanoy diccana malane nu oothoyka Xoossi nuusu zawasida zawan inte gidon aakkanayssa naagon doossu.
16 ୧୬ ସେନ୍ତାର୍ଆଲେ ଆମେ ଜାଇକରି କିରିସ୍ଟର୍ ସୁବ୍କବର୍ ତମର୍ ଜାଗାଇ ଅନି ତେନ୍କର୍ ଜାଗା ମନ୍କେ ଜାନାଇବୁ । କାଇକେବଇଲେ ଆମ୍କେ ଦେଇରଇବା କାମେସେ ଆମେ ବଡ୍ପନ୍ ଅଇବୁ ବଲି ମନ୍ କଲୁନି । ବିନ୍ ଲକ୍ କରିରଇବା କାମ୍ଟାନେ ବଡ୍ପନ୍ ନ ଅଉଁ ।
Hessa gishshi nu hara uray oothiza zawa aadhdhidi kasetidi oothettida oothoon ceeqetontta dishe intefe henin diza deretas miishiracho qaala yootanas danda7os.
17 ୧୭ ସାସ୍ତର୍ କଇଲାପାରା “ଜେ ବଡ୍ପନ୍ ଅଇବାକେ ମନ୍ କଲାନି, ସେ ମାପ୍ରୁ କଲା କାମେସେ ବଡ୍ପନ୍ ଅଇବାର୍ ଆଚେ ।”
Gido attin “Ceeqetiza uray Godan ceeqeto.”
18 ୧୮ କାଇକେ ବଇଲେ ଗଟେକ୍ ଲକ୍ ନିଜେ ବଲ୍ ବଲାଇଅଇଲେ, ମାପ୍ରୁ ତାକେ ଅଦିକାର୍ ନ ଦେଏ । ମାତର୍ ମାପ୍ରୁ ଦେକ୍ବା ଇସାବେ ଜେ ନିକ, ସେ ତାର୍ ନିଜର୍ ଲକ୍ ଅଇସି ।
Assi galatistanas danda7iza Goday gaalatikoo attin berkka beena gaalatinn giidena