< ୨ୟ କରନ୍ତିୟ 1 >
1 ୧ ମୁଇ ପାଉଲ୍, ପର୍ମେସରର୍ ମନ୍ କଲା ଇସାବେ କିରିସ୍ଟ ଜିସୁର୍ ଗଟେକ୍ ପେରିତ୍ ସିସ୍ ବାଚାଇଅଇଲିଆଚି । ମୁଇ ଆରି ଆମର୍ ବାଇ ତିମତି ଆରି କରନ୍ତିୟଟାନେ ରଇବା ପର୍ମେସରର୍ ଗୁଲାଇ ମଣ୍ଡଲିମନ୍କେ ଆରି ଆକାଇଆଟାନେ ରଇବା ସବୁ ପର୍ମେସରର୍ ଲକ୍ମନ୍କେ, ଏ ଚିଟି ଲେକ୍ଲୁନି ।
U Paulo, utumwe wa Yesu hlugano lwa Ngulubhi, nu Timotheo uholo witu, hwubhibhanza isha hu Korintho, na hwa Kristu bhonti bhabhali humukoa gwanti gwa hu Akaya.
2 ୨ ଆମର୍ ବାବା ପର୍ମେସର୍ ଆରି ମାପ୍ରୁ ଜିସୁର୍ ଟାନେଅନି ଜିବନ୍ ଦୁକାଇଲାଟା ଆରି ସାନ୍ତି ତମ୍କେ ଅ ।
Ulusajilo no lusehelo lwalufuma hwa Ngulubhi Yesu Kristu lubhe namwe.
3 ୩ ଆମର୍ ମାପ୍ରୁ ଜିସୁ କିରିସ୍ଟର୍ ବାବା ପର୍ମେସର୍କେ ଦନିଅବାଦ୍ ଦେଉଁ । ସେ ଆମର୍ ଦୟାକାରିଆ ବାବା ଆରି ଜାର୍ ଟାନେଅନି କି ଆମ୍କେ ସବୁ ବିସଇର୍ ସାଇଜ ଆଇସି ।
Alumbwe Ungulubhe wa Gosi witu uYesu Kristu, umwene Ngulubhi welusajilo nantele Ngulubhi we luzinzyo lwoti.
4 ୪ ସେ ଆମ୍କେ ସବୁ ଦୁକ୍ କସ୍ଟ ଆଇଲେ ସାଇଜ କର୍ସି । ସେନ୍ତାରିସେ ବିନ୍ ବିନ୍ ରକାମର୍ କସ୍ଟ ପାଇତେରଇବା ଲକ୍ମନ୍କେ ଆମେ ଜେନ୍ତି ଦୁକ୍ ସାରାଇବୁ । ପର୍ମେସର୍ ଟାନେଅନି ଜନ୍ ସାଇଜ ଆମେ ପାଇଲୁଆଚୁ, ସେ ସାଇଜର୍ ଲାଗି, ଆମେ ମିସା ବିନ୍ ଲକ୍କେ ସାଇଜ କର୍ବୁ ।
Ungulubhi atizinzya ate humalabha getu, aje nate tibhazinyaje bhabhali mumalabhatibhazinzyaje nabhanja huluzinzyo lwatizinzizye ate Ungulubhi.
5 ୫ କାଇକେବଇଲେ ଜେନ୍ତିକି କିରିସ୍ଟର୍ତେଇ ମିସ୍ଲାର୍ପାଇ ଆମର୍ ଦୁକ୍, କସ୍ଟ ଅଦିକ୍ ଅଦିକ୍ ଅଇଆଚେ, ସେନ୍ତାରିସେ କିରିସ୍ଟର୍ ଲାଗି ଆମର୍ ଦୁକ୍ ସାରାଇବାଟା ମିସା ଅଦିକ୍ ଅଦିକ୍ ଅଇଲାନି ।
Neshi amalabhi ga Kristu shagahwonjelela husababu yetu nu luzinzyo luhwonjelela hulite ashilile hwa Yesu Kristu.
6 ୬ ମାତର୍ ଆମ୍କେ ଦୁକ୍ କସ୍ଟ ଅଇଲେ, ସେଟା ତମର୍ ଦୁକ୍ ସାରାଇବାକେ ଆରି ନ ସାର୍ବା ଜିବନ୍ ପାଇବାକେ । ସେନ୍ତାରିସେ ଜେଡେବେଲେ ଆମେ ପର୍ମେସରର୍ ଟାନେଅନି ସାଇଜ ମିଲାଇବୁ, ସେଟା ତମର୍ପାଇ ମିସା ସାଇଜ ମିଲ୍ଲା ପାରା । ଏନ୍ତାରି ସେ ତମର୍ ବିସ୍ବାସ୍ କର୍ବାଟା ଡାଟ୍ କରାଇସି, ଜେନ୍ତିକି ଆମେ ଦୁକ୍କସ୍ଟ ଆଇଲେ ମିସା ମୁର୍ଚି କରି ଆଚୁ, ସେନ୍ତାରି ଦୁକ୍ କସ୍ଟ ଆଇଲେ ତମେ ମିସା ମୁର୍ଚି କରି ରଇପାରାସ୍ ।
Lelo nkatitamansiwa, titamansiwa hunongwa ye luzinzyo lwenyu nu wokovu wenyu, nkashele tuzinziwa, tizinziwa, tizinziwa hunongwa yeluzinzyo lwenyu uluzinzyo lwenyu lubhomba embombo pamuhweteshela amalabha galabaga uYesu namuvulila neshi patuvumilila ate.
7 ୭ ଏଟାର୍ଲାଗି ତମର୍ଟାନେ ଆସା କର୍ବାଟା ଡାଁଟ୍ ଅଇଲାଆଚେ । କାଇକେବଇଲେ, ଆମେ ଜାନିଆଚୁ, ଆମ୍କେ ଦୁକ୍ କସ୍ଟ ଆଇଲେ ମିସା ମୁର୍ଚିକରି ଆଚୁ, ତମେ ମିସା ସେନ୍ତାରି ମୁର୍ଚିକରି ଆଚାସ୍ । ଜେନ୍ତାରି କି ପର୍ମେସର୍ ଟାନେଅନି ଆମେ ସାଇଜ ମିଲାଇଆଚୁ । ସେନ୍ତାରିସେ ତମେ ମିସା ସାଇଜ ମିଲାଇଆଚାସ୍ ।
Nu ujasili wetu hulimwe ulishinza, tumenye aje namwahitishie amalabhi, muhweteshela nuluzinzyo.
8 ୮ କାଇକେ ବଇଲେ, ଏ ବାଇବଇନିମନ୍, ଆସିଆ ରାଇଜେ ଆମ୍କେ ଅଇରଇବା ବଡ୍ ଦୁକ୍ କସ୍ଟ ବିସଇ ତମେ ଜାନିରୁଆ ବଲି ଆମେ ମନ୍ କଲୁନି । ମୁର୍ଚି ନାପାର୍ଲା ବଡ୍ ପରିକା ଆଇଲା । ଏନ୍ତାରି କି ଆମେ ଆରି ନ ରଇକରି ମରିଜିବାର୍ ଅଇସିବେ ବଲି ବାବ୍ତେରଇଲୁ ।
Sagatuhwanza aje mubhe bhalema, bhaholo, gatalinago hu Asia. Tabhonelwe pakasetamenye huje taibhabhomi nantele.
9 ୯ ଉଁ, ଆମ୍କେ ମରନ୍ ଆସି ଡାବିଅଇରଇଲା । ମାତର୍ ନିଜର୍ ନିଜର୍ ଉପ୍ରେ ଆସା ନ କରି, ଜନ୍ ପର୍ମେସର୍ ମଲା ଲକ୍ମନ୍କେ ଉଟାଇସି, ତାର୍ ଉପ୍ରେ ଆସା କର୍ବାକେ ଏ ସବୁ ଅଇଲା ।
Twali nulongwe ulwafwe eli lyatibheshele huje tusahwisubhile tetee, aje tisubhilaje Ungulubhi yazyusya nabhafwe.
10 ୧୦ ସେ ଆମ୍କେ ମରନ୍ଟାନେ ଅନି ବଁଚାଇଲା । ସେଟାର୍ପାଇ ଆମେ ରକିଆ ପାଇଲୁ । ମରନ୍ ରଇଲା ଆକା, ମାତର୍ ମରୁନାଇ । ଆରି ସେ ଆମ୍କେ ସାଇଜ କର୍ତେରଇସି ଆକା ବଲି ଜାନିଆଚୁ । ଆମ୍କେ ବଡ୍ ଆସା ଆଚେ ଜେ, ସେ ଆମ୍କେ ସାଇଜ କର୍ବାଟା କେବେ ନ ତେବାଏ ।
Atokoye nenfwa, abhatokole nantele, tibheshele uujasiri wetu aje abhatokole nantele.
11 ୧୧ ତମେ ଆମର୍ ପାଇ ପାର୍ତନା କରି ଆମ୍କେ ସାଇଜ କର୍ବାର୍ ଆଚେ । ସେନ୍ତାର୍ କଲେ ପର୍ମେସର୍ ସବୁ ପାର୍ତନାଇ ମାଙ୍ଗ୍ଲାଟା ପାଟାଇସି । ଆରି ବେସି ଲକ୍ ପର୍ମେସର୍କେ ଦନିଅବାଦ୍ ଦେବାଇ । କାଇକେବଇଲେ ସେ ଆମ୍କେ ଆସିର୍ବାଦ୍ କଲାଆଚେ ।
Abhabhombe eshi neshi amwe namutaavwa humputo zyenyu abhinji bhaayenza asalifye huniaba yetu hunongwa ye upendelelo lwe lusajilo humputo zyenyu.
12 ୧୨ ବାଇମନ୍ ଆମେ ବଡ୍ପନ୍ ଅଇକରି କଇବା ଗଟେକ୍ କାତା ଆଚେ । ସେଟା ଆମେ ସତ୍ ବଲି ଜାନ୍ଲୁନି ଆରି ସେଟା ଅଇଲାନି, । ସବୁଲକର୍ଟାନେ ଆରି, ତମର୍ଟାନେ ମିସା ଆମର୍ ଚଲାଚଲ୍ତି ସୁକଲ୍ ଆରି ଦରମ୍ ଆଚେ । ଏଟା ଆମର୍ ବିବେକ୍ ସାକି ଦେଲାନି । ଲକ୍ମନର୍ ଗିଆନ୍ ଇସାବେ ଆମେ କରୁନାଇ, ମାତର୍ ପର୍ମେସରର୍ ଜିବନ୍ ଦୁକାଇଲା ବପୁର୍ ସଙ୍ଗ୍ ଏ ସବୁଜାକ କଲୁନି ।
Tihwisunvya eli, oushuha wiza amili yetu uwinza we mwoyo hwa Ngulubhi aje tajendeleye pansi, namwe siyo ne hekima ya munsi. Tumefanya hivi hasa na ninyi, na sio katika hekima ya ulimwengu, lelo hu neema ya Ngulubhi.
13 ୧୩ କାଇକେ ବଇଲେ, ଆମେ ଚିଟି ପାଟାଇଲା ବେଲେ ତମେ ଜାଇଜାଇଟା ପଡିକରି ବୁଜିପାରାସ୍, ସେଟାସେ ଲେକି ପାଟାଇଲୁନି ।
Setibhasimbila zyasigamuzibajiye abhazye awe ahwelewe. Endinoujasiri
14 ୧୪ ଏବେ ଆମେ ଜାଇଟା କଲୁନି, ସେ ବିସଇ ତମେ ଅଲପ୍ ଅଲପ୍ ବୁଜ୍ଲାସ୍ନି । ମାତର୍ ମୁଇ ଆସା କଲିନି, ସେଟା ତମେ ପୁରାପୁରୁନ୍ ବୁଜି ପାର୍ସା । ଜେନ୍ତାରି କି, ଆମର୍ ମାପ୍ରୁ ଜିସୁ ବାଉଡ୍ଲା ଦିନେ, ତମେ ଆମର୍ ଲାଗି ସାର୍ଦା କର୍ସା, ସେନ୍ତାରିସେ ଆମେ ମିସା ତମର୍ଲାଗି ସାର୍ଦା କର୍ବୁ ।
kwamba kwa sehemu mutelewe nantele endinuujasiri aji isiku elya Yesu Ugosi wetu, taibha sababu yenyu hunongwa ye mabado genyu, neshi shamwaibha hulite.
15 ୧୫ ଏଟା ସବୁ ତମେ ବୁଜି ପାର୍ସା, ସେଟା ଜାନିକରି ମୁଇ ତମର୍ଟାନେ ବୁଲିଆଇବି ବଲି ମନ୍କଲି । ଜେନ୍ତାରି କି ମୁଇ ତମ୍କେ ଦୁଇତର୍ ସାଇଜ କରିପାର୍ବି ।
Nali noujasiri aje nahanzaga ahwenze hulimwe nasoti aje nkamwejelele efaida eyahwenze awe hulimwe ulwabhili.
16 ୧୬ କାଇକେବଇଲେ ମୁଇ ମାକିଦନିଆଇ ଜିବାବାଟେ ତମର୍ଟାନେ ଆସି ରଇବି ବଲି ମନ୍କଲି । ଆରି ମୁଇ ଗରେ ବାଅଡ୍ବାବେଲେ ଆରିତରେକ୍ ତମର୍ଟାନେ ତେବ୍ବି ବଲି ମନ୍ କଲି । କାଇକେବଇଲେ ମୁଇ ଜେବେ ଜିଉଦା ଦେସେ ଜିବାକେ ବାରଇବି, ସେ ବେଲେ ତମେ ମକେ ସାଇଜ କରି ପାରାସ୍ ।
Napanjile ahwenze nanabhalaga hu Makedonia, ata nanawelaga napanjile ahwinze, nante amwe antume ane nabhalaga hu Uyahudi.
17 ୧୭ ତେବେ ମୁଇ ଏନ୍ତାରି ମନ୍ କଲାକେ ମକେ ତମେ ଦୁଇ ମନିଆ ଲକ୍ ବଲି ବାବ୍ଲାସ୍ନି କାଇକି । ନିଜର୍ ମନ୍ କଲା ଇସାବେ ଚିନ୍ତା କର୍ବା ଗଟେକ୍ ଲକର୍ପାରା ତମେ ମକେ ବାବ୍ଲାସ୍ କାଇକି । ମୁଇ ଆଇବି ବଲି କଇଲେ ମିସା ତମର୍ ମନେ ସେ ନ ଆସେ, ବଲି ବାବ୍ଲାସ୍ କାଇକି ।
Nanasibhaga eshi, je, nalunzanyaga humwoyo? Je napangashibi nadamu huje eje “Ena, ena” ndadi, ndadi huwakati umo?
18 ୧୮ ଜଦି ପର୍ମେସର୍ କଇବାଟା ସତ୍, ସେନ୍ତାର୍ ଆଲେ ମୁଇ କଇବାଟା ମିସା ସତ୍ ସେ । ଏକାବେଲେ ଉଁ ଆରି ନାଇ ବଲି, ନ କଇ ।
Lelo Ungulubhi shamwinza, setiyanga aja, “Ndadi” Awe “Ewa.”
19 ୧୯ ମୁଇ, ସିଲାନ୍ ଆରି ତିମତି, ପର୍ମେସରର୍ ପଅ ଜେ କି କିରିସ୍ଟ ଜିସୁ, ତାର୍ ବିସଇନେଇ ତମ୍କେ ଜାନାଇରଇଲୁ । ସେ ଉଁ ଆରି ନାଇ, ବଲି କଇବା ଦୁଇ ମନିଆ ଲକ୍ ନଏଁ ।
Abhe umwana wa Ngulubhi uYesu Kristu, u Silwano, nu Timotheo nanee tabhatangazizizye huje hwamwene tiyiga “Ena” au “Ndadi” hwa mwene tiyiga “Ena.”
20 ୨୦ ତାର୍ଲାଗି ପର୍ମେସର୍ ଉଁ ବଲି, କଇରଇବାଟା, ସବୁଜାକ ପୁରାପୁରୁନ୍ କର୍ସି । ସେଟାର୍ପାଇ ଜିସୁକିରିସ୍ଟକେ ଆମେ ଆମେନ୍ ବଲି, କଇବାଟା ପର୍ମେସରର୍ ମଇମା ପାଇ ଅଇସି ।
Maana ululagano lwa Ngulubhi huje “Ena” humambo gonti, hwa mwene zyonti huje “Ena” mwamwenye esho ashilile hwa mwene tiiga “Amina” hutuntumu wa Ngulubhi.
21 ୨୧ ତମ୍କେ ଆରି ଆମ୍କେ ଜିସୁକିରିସ୍ଟତେଇ ମିସିରଇବାକେ ଆଇବା ଡାଟ୍ ବିସ୍ବାସ୍ ଆନ୍ବାଟା, ପର୍ମେସର୍ ସେ । ଆରି ସେ ଆମ୍କେ ବାଚ୍ଲା ଆଚେ ।
Yu Ngulubhi yatihakikisyi ati namwe mwa Yesu aje atitumile.
22 ୨୨ ଆମେ ତାର୍ଟା ବଲି ଜାନ୍ବାକେ ସେ ଆମ୍କେ ତାର୍ ଚିନ୍ ମାର୍ଲା ଆଚେ ଆରି ସୁକଲ୍ଆତ୍ମା ଆମର୍ ବିତ୍ରେ ଦାନ୍ କଲା ଆଚେ । ପର୍ମେସର୍ ଆମର୍ପାଇ ଜେତ୍କି ବିସଇ ସଙ୍ଗଇଆଚେ, ସେ ଆତ୍ମାର୍ ଲାଗି ଆମେ ସେଟା ସବୁ ପାଇବୁ ବଲି ଜାନ୍ଲୁନି ।
Abeshele eshimanyilo (omuhuru) hulite nantele atipiye no Mpepo wakwe mumoyo getu aje shibhe shilongolo shaitipela pamande.
23 ୨୩ ଜଦି ମୁଇ କଇବାଟା ସତ୍ ନାଇ, ସେନ୍ତାର୍ଆଲେ ପର୍ମେସର୍ ମକେ ଡଣ୍ଡ୍ ଦେଅ । ମୁଇ କରନ୍ତିଅତେଇ ବୁଲି ଆଇବାକେ କାଇକେ ଅଏ ନାଇ ବଲି ସେ ଜାନେ । ମୁଇ ତେଇ ଆଇଲେ, ତମର୍ ଚଲାଚଲ୍ତିର୍ ବୁଲ୍ଟିକ୍ ଦେକ୍ଲେ, ତମେ ଦୁକ୍ କର୍ତାସ୍ ।
Ehubhuzya Ungulubhi ambule zyasigana henzeye hu Koritho, aje ensabhabidushile amwe.
24 ୨୪ ତମେ କନ୍ଟା ମାନ୍ବାର୍ ଆଚେ, କନ୍ଟା ନାଇ, ସେଟା ଆଦେସ୍ ଦେବାକେ ଆମେ ମନ୍ କରୁନାଇ । କାଇକେବଇଲେ, ତମର୍ ବିସ୍ବାସ୍ ଡାଟ୍ ଅଇଗାଲା ଆଚେ । ତମର୍ ସଙ୍ଗ୍ ମିସିକରି କାମ୍ କର୍ବାକେ ଆମେ ମନ୍ କଲୁନି । ଜେନ୍ତାରିକି ତମେ ସାର୍ଦା ଅଇସା ।
Eli siyo huje tibhonesya sa aluhwanziwa ulweteshelo lwetu aje shalubhe, tibhombha pandwemo namwe hunongwa.