< ୧ମ ତିମତି 6 >

1 ଜନ୍‌ ବିସ୍‌ବାସିମନ୍‌ ଗତିଦାଙ୍ଗ୍‌ଡା ଇସାବେ ଗଟେକ୍‌ ସାଉକାର୍‌ ତଲେ କାମ୍‌ କଲାଇନି, ସେମନ୍‌ ତାକର୍‌ ସାଉକାର୍‌ମନ୍‍କେ ଅଦିକ୍‌ ସନ୍‌ମାନ୍‌ ଦେବାର୍‌ ଆଚେ । ଜେନ୍ତାରି କି, ପର୍‌ମେସରର୍‌ ନାଉଁ ଆରି ଆମେ ସିକାଇବାଟା କେ ନିନ୍ଦା ନ କରତ୍‌ ।
Wszyscy słudzy, którzy są pod jarzmem, niech uważają swych panów [za] godnych wszelkiej czci, aby nie bluźniono imieniu Boga i nauce.
2 ଜଦି ତାକର୍‌ ସାଉକାର୍‌ମନ୍‌ କିରିସ୍‌ଟକେ ବିସ୍‌ବାସ୍‌ କଲାଇନି, ସେନ୍ତାର୍‌ଆଲେ ବିସ୍‌ବାସି ସାଉକାର୍‌ମନ୍‌କେ, ବିସ୍‌ବାସ୍‌ ନ କର୍‌ବା ସାଉକାର୍‌ମନର୍‌ ତେଇଅନି, କିରିସ୍‌ଟର୍‌ଟାନେ ବାଇ ଇସାବେ ସନ୍‌ମାନ୍‌ ଉନା ଦେକାଇଲେ ଅଇସି ବଲିକରି ବାବ୍‌ବାର୍‌ ନାଇ । ତାର୍‌ ବାଦୁଲେ ସେମନର୍‌ପାଇ ଅଦିକ୍‌ ଆବଡ୍‌ କାମ୍‌ କର୍‌ବାର୍‌ ଆଚେ । କାଇକେବଇଲେ ସେମନ୍‌ ଜନ୍‌ ସାଉକାରର୍‌ପାଇ କାମ୍‌ କଲାଇନି, ସେମନ୍‌ ମିସା ବିସ୍‌ବାସି ଲକ୍‌ । ଆରି କିରିସ୍‌ଟର୍‌ଟାନେ ବାଇ ଇସାବେ ଆଲାଦ୍‌ କଲାଇନି । ବିସ୍‌ବାସି ମନ୍‌କେ ଏ ସର୍‌ତେ ବିସଇ ସିକାଆ । ଆରି ସେଟା କର୍‌ବାକେ ସେମନ୍‌କେ ସାର୍‌ଦା କର୍‌ ।
A ci, którzy mają panów wierzących, niech [ich] nie lekceważą dlatego, że są braćmi, ale tym bardziej niech [im] służą, bo są wiernymi i umiłowanymi, uczestnikami dobrodziejstwa. Tego nauczaj i [do tego] zachęcaj.
3 ଜଦି କେ ବୁଲ୍‌ ବିସଇ ସିକାଇଲାଇନି, ଆରି ଆମର୍‌ ମାପ୍‌ରୁ ଜିସୁକିରିସ୍‌ଟର୍‌ ସତ୍‌ ସିକିଆଟାନେ ରାଜି ନ ଅଅତ୍‌,
Jeśli ktoś inaczej naucza i nie trzyma się zdrowych słów naszego Pana Jezusa Chrystusa i nauki zgodnej z pobożnością;
4 ସେନ୍ତାରି ଲକ୍‌ ବେସି ବଡ୍‌ପନିଆ ଆରି ସେ କାଇଟା ନାଜାନେ । ସେ ସବୁବେଲେ ଦଦାପେଲା କରି କାଇ ମୁଲିଅ ନ ରଇବା ବିସଇନେଇ ଜଗ୍‌ଡାଜାଟି କର୍‌ତେରଇବାକେ ମନ୍‍ କର୍‌ସି । ଏନ୍ତାରି କରି କରି ଲକ୍‌କେ ଇଁସା କର୍‌ବାଟା, କିରଜାଟି କର୍‌ବାଟା, ନିନ୍ଦା କର୍‌ବାଟା ଆରି କାରାପ୍‌ ଚିନ୍ତା,
[Ten] jest nadęty i nic nie wie, lecz ma chorobliwą skłonność do dociekań i sporów o słowa, z których rodzą się zawiść, spory, złorzeczenia, złośliwe podejrzenia;
5 ଗଟେକ୍‌ ଲକ୍‌ ଆରି ଗଟେକ୍‌ ଲକର୍‌ ସଙ୍ଗ୍‍ କିରଜାଟି ଅଇ ଲାଗି ରଇସି । ସେନ୍ତାରି ଲକର୍‌ ମନ୍‌ କାରାପ୍‌ ଅଇଲା ଆଚେ ଆରି ସତ୍‌ ବିସଇ ତାକର୍‌ ମନ୍‌କେ ନ ଜାଏ । ସେମନ୍‌ ପର୍‌ମେସରର୍‌ ବିସଇ ସିକାଇତେରଇଲେ ଡାବୁ ମିଲ୍‌ତେରଇସି ବଲି ବାବ୍‌ଲାଇନି ।
Przewrotne spory ludzi o wypaczonym umyśle, pozbawionych prawdy, [którzy] uważają, że pobożność jest zyskiem [cielesnym]. Strońcie od takich.
6 ତାର୍‌ ବାଦୁଲେ ଆମେ ଜେଡେବେଲେ ପର୍‌ମେସର୍‌କେ ସାର୍‌ଦା କରାଉଁ, ଆରି ଆମ୍‌କେ ଜେତ୍‌କି ଆଚେ ସେତ୍‌କି ସଙ୍ଗ୍‍ ସୁସ୍‌ତା ସଙ୍ଗ୍‍ ରଉଁ, ତେବେ ଆମେ ଜବର୍‌ ଅଇତେ ମିଲାଇଆଚୁ ।
Wielkim zaś zyskiem jest pobożność wraz z poprzestawaniem na tym, co się ma.
7 କାଇକେବଇଲେ ଆମେ ଜନମ୍‌ ଅଇଲାବେଲେ ଚୁଚାଆତେ ଆଇଲୁ, ଆରି ଜେଡେବେଲେ ମର୍‌ବୁ, ଚୁଚା ଆତେସେ ଉଟିଜିବୁ ।
Niczego bowiem nie przynieśliśmy na ten świat, z pewnością też niczego wynieść nie możemy.
8 ତେବେ ଆମ୍‌କେ ଲଡାକେ ଆଇବା କାଦି ଆରି ପିନ୍ଦ୍‌ବାକେ ବସ୍‌ତର୍‌ ରଇଲେ ସେତ୍‌କିସଙ୍ଗ୍‍ ସୁସାରେ ରଇବାର୍‌ ଅଇସି ।
Mając natomiast jedzenie i ubranie, poprzestawajmy na tym.
9 କେତେ କେତେ ଲକ୍‌ ସାଉକାର୍‌ ଅଇବାକେ ଏନ୍ତି ମନ୍‌ କର୍‌ବାଇଜେ, ସେମନର୍‌ ଜିବନେ କାଇ ପରିକା ଆଇଲେ ମିସା ତେଇ ଅଦର୍‌ବାଇ । ଗଟେକ୍‌ ପସୁ ପାରା ପାନ୍ଦେ ଲାଗ୍‌ବାଇ । ଜେତ୍‌କି ବିସଇ ତାକର୍‌ପାଇ ଆରି ବିନ୍‌ ଲକର୍‌ ପାଇ କାରାପ୍‌ ଆରି ବିପଦ୍‌ ଆନ୍‌ସି, ସେ ସବୁ ବିସଇ କର୍‌ବାକେ ମନ୍‌ କର୍‌ବାଇ । ଏନ୍ତାରି ମନ୍‌ କର୍‌ବାଟା ଅଦିକ୍‌ ଅଦିକ୍‌ ବାବି, ସେମନ୍‌ କୁରୁପ୍‌ନାସ୍‌ ଅଇଜିବାଇ ।
A ci, którzy chcą być bogaci, wpadają w pokusy i w sidła oraz w wiele głupich i szkodliwych pożądliwości, które pogrążają ludzi w zgubie i zatraceniu.
10 ୧୦ କାଇକେବଇଲେ ଜନ୍‌ ଲକ୍‌ମନ୍‌ ଡାବୁ ଆସାକରି ଆଚତ୍‌, ସେ ଡାବୁ ମିଲାଇବାକେ ବିନ୍‌ ବିନ୍‌ ରକାମର୍‌ କାରାପ୍‌ ବିସଇ କର୍‌ବାକେ ମନ୍‌ କର୍‌ବାଇ । କେତେଲକ୍‌ କିରିସ୍‌ଟର୍‌ ବିସଇଟାନେ ରଇବା ସିକିଆ ବିସ୍‌ବାସ୍‌ କର୍‌ବାଟା ଦିରେ ଦିରେ ଚାଡିଦେଇଆଚତ୍‌ । କାଇକେବଇଲେ ସେମନ୍‌ ଡାବୁ ମନ୍‌କଲାଇ ଆରି ନିଜେ ବୁସିଅଇଲା ଲକ୍‌ପାରା ବେସି ରକାମ୍‌ ଦୁକ୍‌ କସ୍‌ଟେ ପଡ୍‌ଲାଇଆଚତ୍‌ ।
Korzeniem bowiem wszelkiego zła jest miłość do pieniędzy; niektórzy, pragnąc ich, zboczyli z [drogi] wiary i poprzebijali się wieloma boleściami.
11 ୧୧ ମାତର୍‌ ଏ ତିମତି, ତୁଇ ଗଟେକ୍‌ ପର୍‌ମେସରର୍‌ ଲକ୍‌ । ତୁଇ ଏଟାମନ୍‌ ଚାଡିଦେସ୍‌ । ସତ୍‌ ବିସଇଆକା କର୍‌ବାକେ ବେସି ଆବଡ୍‌ ଅ । ପର୍‌ମେସର୍‌ ଜେନ୍ତି ମନ୍‌ କଲାନି, ସେନ୍ତାରି ଚଲାଚଲ୍‌ତି କର୍‌ । କିରିସ୍‌ଟକେ ବିସ୍‌ବାସ୍‌ କର୍‌ । ବିନ୍‌ ଲକ୍‌ମନ୍‌କେ ଆଲାଦ୍‌ କର୍‌ । ପର୍‌ମେସର୍‌ ତିଆର୍‌ଲାଟା ମାନ୍‌ବାକେ କେ ଚାଡ୍‌ନାଇ । ଲକ୍‌ମନର୍‌ ସଙ୍ଗ୍‍ ରିସା ଅ ନାଇ ।
Ty zaś, człowieku Boży, uciekaj od tego wszystkiego, a podążaj za sprawiedliwością, pobożnością, wiarą, miłością, cierpliwością, łagodnością.
12 ୧୨ ଗଟେକ୍‌ ନିକ ସଇନ ଜେନ୍ତାରି ଜୁଇଦେ ଜୁଜ୍‌ବାକେ କେବେ ନ ଚାଡେ, ସେନ୍ତାରିସେ ତୁଇ ମିସା ପର୍‌ମେସର୍‌କେ ବିସ୍‌ବାସ୍‌ କରି ତାର୍‌ ତିଆର୍‌ଲାଟା ମାନ୍‌ବାକେ ଚାଡ୍‌ନାଇ । ଜନ୍‌ ନ ସାର୍‌ବା ଜିବନ୍‌ ପର୍‌ମେସରର୍‌ଟାନେ ଆଚେ, ସେଟା ତୁଇ ନିଜର୍‌ପାଇ ଆନ୍‌ । ସେ ବିସଇ ମିଲାଇବାକେ ବେସି ଲକର୍‌ ମୁଆଟେ କାତା ଦେଇରଇଲୁସ୍‌ । (aiōnios g166)
Staczaj dobrą walkę wiary, uchwyć się życia wiecznego, do którego też zostałeś powołany i o którym złożyłeś dobre wyznanie wobec wielu świadków. (aiōnios g166)
13 ୧୩ ପର୍‌ମେସର୍‌ ମର୍‌ ସାକି, ଜେ କି ସବୁକେ ବଁଚ୍‌ବାକେ ଦେଇସି । ଆରି ଜିସୁକିରିସ୍‌ଟ ଜେ କି, ପନ୍ତିଅ ପିଲାତ୍‌ ପାଚାର୍‌ଲା ବେଲେ ସତ୍‌ କଇଲା, ଏ ଦୁଇ ଲକର୍‌ ସାକି ନେଇକରି ମୁଇ ତକେ ତିଆର୍‌ଲିନି,
Nakazuję ci przed Bogiem, który ożywia wszystko, i przed Chrystusem Jezusem, który złożył dobre wyznanie przed Poncjuszem Piłatem;
14 ୧୪ ଆମର୍‌ ମାପ୍‌ରୁ ଜିସୁକିରିସ୍‌ଟ ବାଉଡି ଆଇବା ଜାକ ମୁଇ ତକେ ତିଆରିରଇବା ଜେତ୍‌କି ସବୁ ବିସଇ ମାନିକରି, କାଇ ନିନ୍ଦା ନ ଅଇତେ ର ।
Abyś zachował to przykazanie bez skazy i bez zarzutu aż do objawienia się naszego Pana Jezusa Chrystusa;
15 ୧୫ ସେ ବାଉଡି ଆଇବାଟା ପର୍‌ମେସର୍‌ ଟିକ୍‌ କଲା ବେଲାଇ ଗଟ୍‌ସି, ସେ ଗଟେକ୍‌ ଲକ୍‌ସେ ସାସନ୍‌କାରିଆ । ସେ ସେ ରାଜାମନର୍‌ ଉପ୍‍ରେ ରଇବା ରାଜା ଆରି ମାପ୍‌ରୁମନର୍‌ ଉପ୍‍ରେ ରଇବା ମାପ୍‌ରୁ ।
Które we właściwym czasie ukaże błogosławiony i jedyny Władca, Król królów i Pan panów;
16 ୧୬ ସେ କାଲ୍‌ କାଲ୍‌ ଜୁଗ୍‌ ଜୁଗ୍‌ ବଁଚ୍‌ସି ଆରି ତାର୍‌ ଚାରିବେଟ୍‌ତି ରଇବା ଉଜ୍‍ଲେ କେ ଆସିନାପାରତ୍‌ । ବଁଚି ରଇବା କେ ମିସା ତାକେ ଦେକତ୍‌ ନାଇ ଆରି କେବେ ମିସା ଦେକିନାପାରତ୍‌ । ଲକ୍‌ମନ୍‌ ତାକେ ଡାକ୍‌ପୁଟା କର୍‌ବାଇ ଆରି ତାର୍‌ଟାନେ ସବୁବେଲେ ବେସି ବପୁ ରଇସି । ଆମେନ୍‌ । (aiōnios g166)
Jedyny mający nieśmiertelność [i] mieszkający w światłości niedostępnej, którego żaden z ludzi nie widział ani widzieć nie może; jemu [niech będzie] cześć i moc wieczna. Amen. (aiōnios g166)
17 ୧୭ ଏ ଜିବନର୍‌ ବିସଇନେଇ ଜେତ୍‌କି ଲକ୍‌ମନ୍‌ ସାଉକାର୍‌ ଅଇ ଆଚତ୍‌, ବିନ୍‌ ଲକ୍‌ମନର୍‌ଟାନେଅନି ସେମନ୍‌ ନିକ ବଲି ନ ବାବ୍‌ବାକେ ତିଆର୍‌ । ଦନ୍‌ ସଁପତି ଉପ୍‌ରେ ବେସି ଆସା କର୍‌ବାର୍‌ ନାଇ ବଲି ସେମନ୍‌କେ ସିକା । କାଇକେବଇଲେ ଡାବୁ ଦାପ୍‌ରେ ମାୟାଅଇଜାଇସି । ତାର୍‌ ବାଦୁଲେ ସେମନ୍‌କେ ଲଡାକେ ଲାଗ୍‌ବା ବିସଇ ସବୁ ଦେବାକେ ପର୍‌ମେସରର୍‌ଟାନେ ଆସା ରକ୍‍ବାକେ ସିକାଇଦେସ୍‌ । ସେ ଆକା ଆମର୍‌ପାଇ କାଇଟା ନ ଦେକି, ସବୁ ବିସଇ ସାର୍‌ଦା କର୍‌ବାକେ ଦେଇସି । (aiōn g165)
Bogaczom tego świata nakazuj, aby się nie wynosili i nie pokładali nadziei w niepewnym bogactwie, lecz w Bogu żywym, który nam wszystkiego obficie udziela, abyśmy z tego korzystali. (aiōn g165)
18 ୧୮ ଦରମ୍‌ ମନେ ଲକ୍‌ମନ୍‌କେ ସାଇଜ କର୍‌ବାକେ ସେମନ୍‌କେ କଇଦେସ୍‌ । ଅର୍‌କିତ୍‌ ଲକ୍‌ମନ୍‌କେ କାଇଟା ନ ବାବି ଦେବାକେ, ତାକର୍‌ ଟାନେ ରଇଲାଟା ସାର୍‌ଦା ସଙ୍ଗ୍‍ ବାଟାକର୍‌ବାକେ କଇଦେସ୍‌ ।
Niech [innym] dobrze czynią, bogacą się w dobre uczynki, chętnie dają i dzielą się [z innymi];
19 ୧୯ ଏନ୍ତାରି ତାକର୍‌ ନିକ କାମ୍‌ସବୁ ଗଟେକ୍‌ ବଡ୍‌ ଦନ୍‌ ଇସାବେ ସେମନ୍‌ ସର୍‌ଗେ ସଙ୍ଗଇଆଚତ୍‌ । ସେନ୍ତାର୍‌ ଆଲେ ସେମନ୍‌ ତାକର୍‌ ନିଜର୍‌ପାଇ ଜିବନ୍‌ ମିଲାଇବାଇ ।
Gromadząc sobie skarby [jako] dobry fundament na przyszłość, aby uchwycić się życia wiecznego.
20 ୨୦ ଏ ତିମତି, ପର୍‌ମେସର୍‌ ତକେ ଜନ୍‌ଟା କର୍‌ବାକେ ଦାଇତ୍‌ ଦେଲାଆଚେ, ସେ ଦାଇତ୍‌ ନିକ ସଙ୍ଗ୍‍ କର୍‌ । ଆସା ନ ରଇବା ଚୁଚା କାତା, କାଇ ଲଡାକେ ନ ଆଇବା କାତାବାର୍‌ତା ଆରି ପର୍‌ମେସରର୍‌ ବିସଇଟାନେ ରଇବା ସତ୍‌ ସିକିଆ ଜନ୍‌ ଲକ୍‌ ବିରଦ୍‌ କଲାଇନି, ସେମନର୍‌ ଟାନେଅନି ଦୁରିକେ ର । ସେଟା ସେମନ୍‌ ସିକ୍‌ବା ଗିଆନ୍‌ ବଲି ବୁଲ୍‌ ବୁଜ୍‌ଲାଇନି ।
Tymoteuszu, strzeż [tego], co ci powierzono, unikaj pospolitej, czczej gadaniny i sprzecznych twierdzeń rzekomej wiedzy;
21 ୨୧ ଏ ବୁଲ୍‌ ସିକିଆ କେତେଲକ୍‌ ମାନିକରି କିରିସ୍‌ଟର୍‌ ବିସଇଟାନେ ରଇବା ସତ୍‌ ସିକିଆ ଚାଡିଦେଇଆଚତ୍‌ । ପର୍‌ମେସର୍‌ ଜିବନ୍‌ ଦୁକାଇ ଦୟା ଦେକାଇଲାଟା ତର୍‌ ସଙ୍ଗ୍‍ ସବୁବେଲେ ରଅ । ଆମେନ୍‌!
Którą się niektórzy szczycąc, pobłądzili w wierze. Łaska [niech będzie] z tobą. Amen.

< ୧ମ ତିମତି 6 >