< ୧ମ ତିମତି 6 >
1 ୧ ଜନ୍ ବିସ୍ବାସିମନ୍ ଗତିଦାଙ୍ଗ୍ଡା ଇସାବେ ଗଟେକ୍ ସାଉକାର୍ ତଲେ କାମ୍ କଲାଇନି, ସେମନ୍ ତାକର୍ ସାଉକାର୍ମନ୍କେ ଅଦିକ୍ ସନ୍ମାନ୍ ଦେବାର୍ ଆଚେ । ଜେନ୍ତାରି କି, ପର୍ମେସରର୍ ନାଉଁ ଆରି ଆମେ ସିକାଇବାଟା କେ ନିନ୍ଦା ନ କରତ୍ ।
କ୍ରିସ୍ଟ ବିସ୍ବାସି ସିସ୍ଇଂ ନିଜର୍ ମାଲିକ୍କେ ନିମାଣ୍ଡା ସନ୍ମାନ୍ ବିଃପା । ତେଲା ଇସ୍ପର୍ନେ ବିରଦ୍ରେ ଣ୍ତୁଲା ନେନେ ସିକ୍ୟା ବିସୟ୍ରେ ଜାଣ୍ଡେ ମେଃଡିଗ୍ ନିନ୍ଦା ଡିଙ୍ଗ୍ ଆୟାଆର୍ ଣ୍ତୁ ।
2 ୨ ଜଦି ତାକର୍ ସାଉକାର୍ମନ୍ କିରିସ୍ଟକେ ବିସ୍ବାସ୍ କଲାଇନି, ସେନ୍ତାର୍ଆଲେ ବିସ୍ବାସି ସାଉକାର୍ମନ୍କେ, ବିସ୍ବାସ୍ ନ କର୍ବା ସାଉକାର୍ମନର୍ ତେଇଅନି, କିରିସ୍ଟର୍ଟାନେ ବାଇ ଇସାବେ ସନ୍ମାନ୍ ଉନା ଦେକାଇଲେ ଅଇସି ବଲିକରି ବାବ୍ବାର୍ ନାଇ । ତାର୍ ବାଦୁଲେ ସେମନର୍ପାଇ ଅଦିକ୍ ଆବଡ୍ କାମ୍ କର୍ବାର୍ ଆଚେ । କାଇକେବଇଲେ ସେମନ୍ ଜନ୍ ସାଉକାରର୍ପାଇ କାମ୍ କଲାଇନି, ସେମନ୍ ମିସା ବିସ୍ବାସି ଲକ୍ । ଆରି କିରିସ୍ଟର୍ଟାନେ ବାଇ ଇସାବେ ଆଲାଦ୍ କଲାଇନି । ବିସ୍ବାସି ମନ୍କେ ଏ ସର୍ତେ ବିସଇ ସିକାଆ । ଆରି ସେଟା କର୍ବାକେ ସେମନ୍କେ ସାର୍ଦା କର୍ ।
ଜାଣ୍ତେଇଂନେ ମାଲିକ୍ଇଂ ଡିଗ୍ କିସ୍ଟ ବିସ୍ବାସି ମେଇଂ ମାଲିକ୍କେ ବୟାଁ ଡାଗ୍ଚେ ଆମେଇଂକେ ନିମାଣ୍ଡା ବାବ୍ରେ ସନ୍ମାନ୍ ବିଃଆବକେ ରକମ୍ ଆଡିଙ୍ଗ୍ପା । ଣ୍ଡୁଲା ଜାବର୍ ନିଜର୍ ବାବ୍ରେ ମେଁଇଂନେ ସେବା ଡିଙ୍ଗ୍ପା ଡାଗ୍ଲା ମେଇଂ ଡିଗ୍ କିସ୍ଟ ବିସ୍ବାସି ବାରି ଜାବର୍ ସାର୍ଦା ଡିଙ୍ଗ୍ଆର୍ଏ । ଏନ୍ ସାପା ବିସୟ୍ ପେ ଗ୍ୟାନ୍ ବିଚେ ବାସଙ୍ଗ୍ଏ ।
3 ୩ ଜଦି କେ ବୁଲ୍ ବିସଇ ସିକାଇଲାଇନି, ଆରି ଆମର୍ ମାପ୍ରୁ ଜିସୁକିରିସ୍ଟର୍ ସତ୍ ସିକିଆଟାନେ ରାଜି ନ ଅଅତ୍,
ଜାଣ୍ଡେଇଂ ମାପ୍ରୁ ଜିସୁ କିସ୍ଟନେ ଗ୍ୟାନ୍ ଏତେ ସମାନ୍ ମାଲେଃଚେ ବାରି ନେନେ ଦରମ୍ ଗ୍ୟାନ୍ ବିରଦ୍ ଡିଙ୍ଗ୍ମ୍ୟାକ୍ନେ ବିନ୍ ରକମ୍ ସାମୁଆଁ ବାସଙ୍ଗ୍ ଡିଙ୍ଗ୍ଏ
4 ୪ ସେନ୍ତାରି ଲକ୍ ବେସି ବଡ୍ପନିଆ ଆରି ସେ କାଇଟା ନାଜାନେ । ସେ ସବୁବେଲେ ଦଦାପେଲା କରି କାଇ ମୁଲିଅ ନ ରଇବା ବିସଇନେଇ ଜଗ୍ଡାଜାଟି କର୍ତେରଇବାକେ ମନ୍ କର୍ସି । ଏନ୍ତାରି କରି କରି ଲକ୍କେ ଇଁସା କର୍ବାଟା, କିରଜାଟି କର୍ବାଟା, ନିନ୍ଦା କର୍ବାଟା ଆରି କାରାପ୍ ଚିନ୍ତା,
ଜାଣ୍ଡେ ରେମୁଆଁ ମିଚ୍ ଗ୍ୟାନ୍ ବିଏ ମେଁ ଗରବ୍ ବାରି ମେଃଡିଗ୍ ବୁଜେ ଆୟା ଣ୍ତୁ । ଆତେନ୍ ରେମୁଆଁ ସବ୍ଦନେ ଅରତ୍କେ ସାଚେ ଅଡ଼୍କା ଅଡ଼୍କି ଡିଙ୍ଗ୍ନେସା ଜାବର୍ ସେନୁଗ୍ ତାର୍ଏ ବାରି ମେଁ ୱିଙ୍ଗ୍ଆଃରିଂଆଃ ପାଙ୍ଗ୍ଏ । ଏନ୍ ସାପା ଗଣ୍ତ୍ଗଲ୍, ଇଂସା, ଅପ୍ମାନ୍ ବାରି ସନ୍ଦେଅ ପାଙ୍ଗ୍ଲେଏ ।
5 ୫ ଗଟେକ୍ ଲକ୍ ଆରି ଗଟେକ୍ ଲକର୍ ସଙ୍ଗ୍ କିରଜାଟି ଅଇ ଲାଗି ରଇସି । ସେନ୍ତାରି ଲକର୍ ମନ୍ କାରାପ୍ ଅଇଲା ଆଚେ ଆରି ସତ୍ ବିସଇ ତାକର୍ ମନ୍କେ ନ ଜାଏ । ସେମନ୍ ପର୍ମେସରର୍ ବିସଇ ସିକାଇତେରଇଲେ ଡାବୁ ମିଲ୍ତେରଇସି ବଲି ବାବ୍ଲାଇନି ।
ମେଇଂ ବିଚାର୍ନ୍ନିଆ ବେକାର୍ ଡିଙ୍ଗ୍ଚେ ସରାଃସ୍ରିଃ ଅଡ଼୍କା ଅଡ଼୍କି ବାନ୍ ସତ୍ନେ ଅପ୍ମାନ୍ ଡିଙ୍ଗ୍ଆର୍ଏ । ଦରମ୍ ବିସ୍ବାସ୍କେ ମାତର୍ ସାଉକାର୍ ଡିଙ୍ଗ୍ନେ ମୁଇଙ୍ଗ୍ ଗାଲି ଡାଗ୍ଚେ ମେଇଂ ମନେ ଡିଙ୍ଗ୍ଏ ।
6 ୬ ତାର୍ ବାଦୁଲେ ଆମେ ଜେଡେବେଲେ ପର୍ମେସର୍କେ ସାର୍ଦା କରାଉଁ, ଆରି ଆମ୍କେ ଜେତ୍କି ଆଚେ ସେତ୍କି ସଙ୍ଗ୍ ସୁସ୍ତା ସଙ୍ଗ୍ ରଉଁ, ତେବେ ଆମେ ଜବର୍ ଅଇତେ ମିଲାଇଆଚୁ ।
ଦରମ୍ ଲେଃନେ ରେମୁଆଁ ସତେଆ ସାଉକାର୍ ଡାଗ୍ଲା ମେଁନେ ଉଡ଼ି ଲେଃକେ ଅଃତେନ୍ରେ ମେଁ ସାନ୍ତି ।
7 ୭ କାଇକେବଇଲେ ଆମେ ଜନମ୍ ଅଇଲାବେଲେ ଚୁଚାଆତେ ଆଇଲୁ, ଆରି ଜେଡେବେଲେ ମର୍ବୁ, ଚୁଚା ଆତେସେ ଉଟିଜିବୁ ।
ନେ ଏନ୍ ମଞ୍ଚ୍ପୁର୍ନ୍ନିଆ ମେଃନେ ଡୁଙ୍ଗ୍ପାଙ୍ଗ୍ ନେବକେ? ମେଃଡିଗ୍ ଣ୍ତୁ । ବାରି ଆକ୍ବାନ୍ ମେଃନେ ସାଃଚେ ଡୁଙ୍ଗ୍ୱେ ନେଃୟାଏ? ମେଃଡିଗ୍ ଣ୍ତୁ ।
8 ୮ ତେବେ ଆମ୍କେ ଲଡାକେ ଆଇବା କାଦି ଆରି ପିନ୍ଦ୍ବାକେ ବସ୍ତର୍ ରଇଲେ ସେତ୍କିସଙ୍ଗ୍ ସୁସାରେ ରଇବାର୍ ଅଇସି ।
ତେଲା ନେ ନ୍ସା ଚଙ୍ଗ୍ନେ ବାରି ୱାଡ଼େଗ୍ନେ ଜିନିସ୍ ଲେଃଲା ନେ ନ୍ସା ନିମାଣ୍ଡା ।
9 ୯ କେତେ କେତେ ଲକ୍ ସାଉକାର୍ ଅଇବାକେ ଏନ୍ତି ମନ୍ କର୍ବାଇଜେ, ସେମନର୍ ଜିବନେ କାଇ ପରିକା ଆଇଲେ ମିସା ତେଇ ଅଦର୍ବାଇ । ଗଟେକ୍ ପସୁ ପାରା ପାନ୍ଦେ ଲାଗ୍ବାଇ । ଜେତ୍କି ବିସଇ ତାକର୍ପାଇ ଆରି ବିନ୍ ଲକର୍ ପାଇ କାରାପ୍ ଆରି ବିପଦ୍ ଆନ୍ସି, ସେ ସବୁ ବିସଇ କର୍ବାକେ ମନ୍ କର୍ବାଇ । ଏନ୍ତାରି ମନ୍ କର୍ବାଟା ଅଦିକ୍ ଅଦିକ୍ ବାବି, ସେମନ୍ କୁରୁପ୍ନାସ୍ ଅଇଜିବାଇ ।
ଦନ୍ ସମ୍ପତି ଲିବିସ ରେମୁଆଁକେ ଗୁଲୁଏ ପରିକ୍ୟା ବାରି ପାନ୍ଦ୍ ବିତ୍ରେ ଡୁଙ୍ଗ୍ୱେଏ; ମେଁ ମନ୍ନ୍ନିଆ ଗୁଲୁଏ ଦଦ୍ୟା ଲବ୍ ଡିଙ୍ଗ୍ନେ ଲାଲ୍ସା ଜାଗ୍ରତ୍ ଆଡିଙ୍ଗ୍ଚେ ଆମେକେ ଦଂସ ବାରି ସାପା ନସ୍ଟ ପାକା ଡୁଙ୍ଗ୍ୱେଏ ।
10 ୧୦ କାଇକେବଇଲେ ଜନ୍ ଲକ୍ମନ୍ ଡାବୁ ଆସାକରି ଆଚତ୍, ସେ ଡାବୁ ମିଲାଇବାକେ ବିନ୍ ବିନ୍ ରକାମର୍ କାରାପ୍ ବିସଇ କର୍ବାକେ ମନ୍ କର୍ବାଇ । କେତେଲକ୍ କିରିସ୍ଟର୍ ବିସଇଟାନେ ରଇବା ସିକିଆ ବିସ୍ବାସ୍ କର୍ବାଟା ଦିରେ ଦିରେ ଚାଡିଦେଇଆଚତ୍ । କାଇକେବଇଲେ ସେମନ୍ ଡାବୁ ମନ୍କଲାଇ ଆରି ନିଜେ ବୁସିଅଇଲା ଲକ୍ପାରା ବେସି ରକାମ୍ ଦୁକ୍ କସ୍ଟେ ପଡ୍ଲାଇଆଚତ୍ ।
ଦନ୍ ଲବ୍ ସାପା ଦଦ୍ୟା କାରନ୍ । ଜାବର୍ ବାନ୍ ଜାବର୍ ଦନ୍ ବାନେ ଲବ୍ରେ ଉଡ଼ି ରେମୁଆଁ ସତ୍ ବିସ୍ବାସ୍କେ ଆନ୍ତାର୍ ବଆର୍କେ । ମାତର୍ ଦେତ୍ ରକମ୍ ଡିଙ୍ଗ୍ନେ ବାନ୍ ମେଇଂ ନିଜର୍ ଆଡ଼ାତ୍ରା ଗୁଲୁଏ ଦୁକ୍ କସ୍ଟ ଡୁଙ୍ଗ୍ପାଙ୍ଗ୍ ଆରେ ।
11 ୧୧ ମାତର୍ ଏ ତିମତି, ତୁଇ ଗଟେକ୍ ପର୍ମେସରର୍ ଲକ୍ । ତୁଇ ଏଟାମନ୍ ଚାଡିଦେସ୍ । ସତ୍ ବିସଇଆକା କର୍ବାକେ ବେସି ଆବଡ୍ ଅ । ପର୍ମେସର୍ ଜେନ୍ତି ମନ୍ କଲାନି, ସେନ୍ତାରି ଚଲାଚଲ୍ତି କର୍ । କିରିସ୍ଟକେ ବିସ୍ବାସ୍ କର୍ । ବିନ୍ ଲକ୍ମନ୍କେ ଆଲାଦ୍ କର୍ । ପର୍ମେସର୍ ତିଆର୍ଲାଟା ମାନ୍ବାକେ କେ ଚାଡ୍ନାଇ । ଲକ୍ମନର୍ ସଙ୍ଗ୍ ରିସା ଅ ନାଇ ।
ମାତର୍ ଅ ତିମତି ନା ମୁଇଂ ପର୍ମେସର୍ନେ ରେମୁଆଁ । ଏଲେଡିଗ୍ ପେ ଆତେନ୍ ସାପା ବିସୟ୍ ବାନ୍ ସ୍ଲ ଲେଃନେ ଦର୍କାର୍ । ଦରମ୍ ବାବ୍ରେ ଲେଃ ନ୍ସା ଚେସ୍ଟା ଡିଙ୍ଗ୍ପା ପର୍ମେସର୍ନେ ଉପାସ୍ ଡିଙ୍ଗ୍ପା । ପେନେ ଜିବନ୍ରେ ବିସ୍ବାସ୍, ଆଲାଦ୍, ସାଆସ୍, ଦରମ୍ ବାରି ବଦ୍ର ବେବଆର୍ ଡିଙ୍ଗ୍ ନ୍ସା ଚେସ୍ଟା ଡିଙ୍ଗ୍ପା ।
12 ୧୨ ଗଟେକ୍ ନିକ ସଇନ ଜେନ୍ତାରି ଜୁଇଦେ ଜୁଜ୍ବାକେ କେବେ ନ ଚାଡେ, ସେନ୍ତାରିସେ ତୁଇ ମିସା ପର୍ମେସର୍କେ ବିସ୍ବାସ୍ କରି ତାର୍ ତିଆର୍ଲାଟା ମାନ୍ବାକେ ଚାଡ୍ନାଇ । ଜନ୍ ନ ସାର୍ବା ଜିବନ୍ ପର୍ମେସରର୍ଟାନେ ଆଚେ, ସେଟା ତୁଇ ନିଜର୍ପାଇ ଆନ୍ । ସେ ବିସଇ ମିଲାଇବାକେ ବେସି ଲକର୍ ମୁଆଟେ କାତା ଦେଇରଇଲୁସ୍ । (aiōnios )
କ୍ରିସ୍ଟ ବିସ୍ବାସ୍ନ୍ନିଆ ନିମାଣ୍ଡା ଜୁଜ୍ନ୍ନିଆ ଜୁଦ୍ ଡିଙ୍ଗ୍ଚେ ମାଡାନେ ପାରାନ୍ ବାପା । ଏନ୍ ଇକ୍ଚାରେ ୱେଚା ନ୍ସା ଆପେକେ ସ୍ରି ବକେ ବାରି ଗୁଲୁଏ ସାକିନେ ବିତ୍ରେ ଏନ୍ ବିସ୍ବାସ୍ ଡିଙ୍ଗ୍ ପେବକେ । (aiōnios )
13 ୧୩ ପର୍ମେସର୍ ମର୍ ସାକି, ଜେ କି ସବୁକେ ବଁଚ୍ବାକେ ଦେଇସି । ଆରି ଜିସୁକିରିସ୍ଟ ଜେ କି, ପନ୍ତିଅ ପିଲାତ୍ ପାଚାର୍ଲା ବେଲେ ସତ୍ କଇଲା, ଏ ଦୁଇ ଲକର୍ ସାକି ନେଇକରି ମୁଇ ତକେ ତିଆର୍ଲିନି,
ସାପା ଜିବ୍ ଜନ୍ତୁକେ ଜିବନ୍ ବିନେ ଇସ୍ପର୍ନେ ସାମ୍ନାନ୍ନିଆ ବାରି ପନ୍ତିୟ ପିଲାତନେ ସାମ୍ନାନ୍ନିଆ ଡାଟ୍ ବିସ୍ବାସ୍ନ୍ନିଆ ସ୍ନାମୁଆଁ ଡିଙ୍ଗ୍ବକ୍ନେ ମାପ୍ରୁ ଜିସୁ କିସ୍ଟନେ ମ୍ନିରେ ଆପେକେ ଆଦେସ୍ ବିଚେ ବାସଙ୍ଗ୍ଣ୍ଡିଂ ।
14 ୧୪ ଆମର୍ ମାପ୍ରୁ ଜିସୁକିରିସ୍ଟ ବାଉଡି ଆଇବା ଜାକ ମୁଇ ତକେ ତିଆରିରଇବା ଜେତ୍କି ସବୁ ବିସଇ ମାନିକରି, କାଇ ନିନ୍ଦା ନ ଅଇତେ ର ।
ମାପ୍ରୁ ଜିସୁ କିସ୍ଟନେ ବାର୍ମୁଇଂତର୍ ପାଙ୍ଗ୍ ଜାକ ଆପେକେ ବିବକ୍ନେ ଆଦେସ୍ଇଂ ବିସ୍ବାସ୍ ବାବ୍ରେ ପାଲନ୍ ଡିଙ୍ଗ୍ପା । ନିମାଣ୍ତା ବାରି ନିନ୍ଦା ଆଡିଙ୍ଗ୍ଚେ ଲାଃଲାପା ।
15 ୧୫ ସେ ବାଉଡି ଆଇବାଟା ପର୍ମେସର୍ ଟିକ୍ କଲା ବେଲାଇ ଗଟ୍ସି, ସେ ଗଟେକ୍ ଲକ୍ସେ ସାସନ୍କାରିଆ । ସେ ସେ ରାଜାମନର୍ ଉପ୍ରେ ରଇବା ରାଜା ଆରି ମାପ୍ରୁମନର୍ ଉପ୍ରେ ରଇବା ମାପ୍ରୁ ।
ପର୍ମେସର୍ ନିମାଣ୍ତା ବେଲା ପାଙ୍ଗ୍ଲା ଆତେନ୍ ସମାଦାନ୍ ଆଃଡିଙ୍ଗ୍ଏ । ପର୍ମେସର୍ ମୁଇଂ ଆଃ ମ୍ନାଃ ଇଃସାଙ୍ଗ୍ । ମେଁ ଇଃସାଙ୍ଗ୍ଇଂନେ ଇଃସାଙ୍ଗ୍ ବାରି ମାପ୍ରୁଇଂନେ ମାପ୍ରୁ ।
16 ୧୬ ସେ କାଲ୍ କାଲ୍ ଜୁଗ୍ ଜୁଗ୍ ବଁଚ୍ସି ଆରି ତାର୍ ଚାରିବେଟ୍ତି ରଇବା ଉଜ୍ଲେ କେ ଆସିନାପାରତ୍ । ବଁଚି ରଇବା କେ ମିସା ତାକେ ଦେକତ୍ ନାଇ ଆରି କେବେ ମିସା ଦେକିନାପାରତ୍ । ଲକ୍ମନ୍ ତାକେ ଡାକ୍ପୁଟା କର୍ବାଇ ଆରି ତାର୍ଟାନେ ସବୁବେଲେ ବେସି ବପୁ ରଇସି । ଆମେନ୍ । (aiōnios )
ପରମେସର୍ ଅମର୍ ଡିଙ୍ଗ୍ଲେକେ । ପରମେସର୍ ଅଃକେନ୍ ତାର୍କିଗ୍ ବିତ୍ରେ ବାସା ଲେଃକେ ଜାଣ୍ତେ ରେମୁଆଁ ମେଁନେ ଡାଗ୍ରା ୱେ ଆୟା ଆର୍ ଣ୍ତୁ । ଜାଣ୍ଡେ ଅଃନାଡିଗ୍ ପରମେସର୍କେ ଆକେ ଆର୍କେ ଣ୍ତୁ । ଜାଣ୍ଡେ ଅଃନା ପରମେସର୍କେ ଡିଗ୍ କିକେ ଆୟା ଆର୍ଏ ଣ୍ତୁ । ପର୍ମେସର୍ ଗୌରବ୍ ବାରି ବପୁ ମାଡାନେ କାଲ୍ ଜାକ ତ୍ନାଲେ । ଆମେନ୍ । (aiōnios )
17 ୧୭ ଏ ଜିବନର୍ ବିସଇନେଇ ଜେତ୍କି ଲକ୍ମନ୍ ସାଉକାର୍ ଅଇ ଆଚତ୍, ବିନ୍ ଲକ୍ମନର୍ଟାନେଅନି ସେମନ୍ ନିକ ବଲି ନ ବାବ୍ବାକେ ତିଆର୍ । ଦନ୍ ସଁପତି ଉପ୍ରେ ବେସି ଆସା କର୍ବାର୍ ନାଇ ବଲି ସେମନ୍କେ ସିକା । କାଇକେବଇଲେ ଡାବୁ ଦାପ୍ରେ ମାୟାଅଇଜାଇସି । ତାର୍ ବାଦୁଲେ ସେମନ୍କେ ଲଡାକେ ଲାଗ୍ବା ବିସଇ ସବୁ ଦେବାକେ ପର୍ମେସରର୍ଟାନେ ଆସା ରକ୍ବାକେ ସିକାଇଦେସ୍ । ସେ ଆକା ଆମର୍ପାଇ କାଇଟା ନ ଦେକି, ସବୁ ବିସଇ ସାର୍ଦା କର୍ବାକେ ଦେଇସି । (aiōn )
ଏନ୍ ମଞ୍ଚ୍ପୁର୍ନ୍ନିଆ ଜିନିସ୍ପତର୍ ଜାଣ୍ଡେଇଂ ସାଉକାର୍ ଆମେଇଂକେ ଗରବ୍ ଆଡିଙ୍ଗ୍ ନ୍ସା ତରକ୍ ଆଡିଙ୍ଗ୍ବିପା । ଆମେଇଂକେ ଆଦେସ୍ ବିଚେ ବାସଙ୍ଗ୍ପା । ଆର୍ଜେ ବକ୍ନେ ଦନ୍ ସମ୍ପତିକେ ଆସା ଆଡିଙ୍ଗ୍ଚେ ମେଇଂ ସାପାନେ ମୁକ୍ତିଦାତା ଇସ୍ପର୍ନେ ଆଡ଼ାତ୍ରା ଆସା ବପା; ଇଡ଼ିଙ୍ଗ୍ ଚଙ୍ଗ୍ ନ୍ସା ନେ ସାପା ବିସୟ୍ ମେଁ ଆନେକେ ବିଏ (aiōn )
18 ୧୮ ଦରମ୍ ମନେ ଲକ୍ମନ୍କେ ସାଇଜ କର୍ବାକେ ସେମନ୍କେ କଇଦେସ୍ । ଅର୍କିତ୍ ଲକ୍ମନ୍କେ କାଇଟା ନ ବାବି ଦେବାକେ, ତାକର୍ ଟାନେ ରଇଲାଟା ସାର୍ଦା ସଙ୍ଗ୍ ବାଟାକର୍ବାକେ କଇଦେସ୍ ।
ସାଉକାର୍ ରେମୁଆଁଇଂକେ ବାସଙ୍ଗ୍ପା ଜେ ମେଇଂ ନିମାଣ୍ତା କାମ୍ ଡିଙ୍ଗ୍ଆର୍ଲେଃ । ଆମେଇଂକେ ବାସଙ୍ଗ୍ପା ଜେ ନିମାଣ୍ଡା କାମ୍ ଡିଙ୍ଗ୍ନେ ବାନ୍ ମେଇଂ ସାଉକାର୍ ଡିଙ୍ଗ୍ଲେଃ ।
19 ୧୯ ଏନ୍ତାରି ତାକର୍ ନିକ କାମ୍ସବୁ ଗଟେକ୍ ବଡ୍ ଦନ୍ ଇସାବେ ସେମନ୍ ସର୍ଗେ ସଙ୍ଗଇଆଚତ୍ । ସେନ୍ତାର୍ ଆଲେ ସେମନ୍ ତାକର୍ ନିଜର୍ପାଇ ଜିବନ୍ ମିଲାଇବାଇ ।
ଦେତ୍ରକମ୍ ଡିଙ୍ଗ୍ଚେ ମେଇଂ କିତଂନ୍ନିଆ ନିଜର୍ ନ୍ସା ସମ୍ପତି ରାଃସିଙ୍ଗ୍ ବଲେ । ଆତେନ୍ ସମ୍ପତି ଡିଙ୍ଗ୍କେ ମୁଲ୍ ପାଣ୍ଡୁସନ୍ ଆତେନ୍ ଆଡ଼ାତ୍ରା ମେଁଇଂନେ ବବିଷ୍ୟତ୍ ଜିବନ୍ ତୁଆଁ ୟାଏ । ତେଲା ମେଇଂ ସତେଆ ପାରାନ୍ନ୍ନିଆ ଅଦିକାର୍ ଡିଙ୍ଗ୍ଆର୍ଏ ।
20 ୨୦ ଏ ତିମତି, ପର୍ମେସର୍ ତକେ ଜନ୍ଟା କର୍ବାକେ ଦାଇତ୍ ଦେଲାଆଚେ, ସେ ଦାଇତ୍ ନିକ ସଙ୍ଗ୍ କର୍ । ଆସା ନ ରଇବା ଚୁଚା କାତା, କାଇ ଲଡାକେ ନ ଆଇବା କାତାବାର୍ତା ଆରି ପର୍ମେସରର୍ ବିସଇଟାନେ ରଇବା ସତ୍ ସିକିଆ ଜନ୍ ଲକ୍ ବିରଦ୍ କଲାଇନି, ସେମନର୍ ଟାନେଅନି ଦୁରିକେ ର । ସେଟା ସେମନ୍ ସିକ୍ବା ଗିଆନ୍ ବଲି ବୁଲ୍ ବୁଜ୍ଲାଇନି ।
ଅ ତିମତି ଆନାକେ ଦାଇତ୍ ବିବକେ ଆତେନ୍ ସାପା ପାଲନ୍ ଡିଙ୍ଗ୍ । ପର୍ମେସର୍ ଡାଗ୍ରା ପାଙ୍ଗ୍ ଆଲେଃକ୍ନେ ଦଦିଆ ସାମୁଆଁ ବାସଙ୍ଗ୍ ମ୍ୟାକ୍ନେ ରେମୁଆଁଇଂ ବାନ୍ ସ୍ଲ ଲାଲାପା । ସତ୍ ବିରଦ୍ରେ ଅଡ଼୍କା ଅଡ଼୍କି ଡିଙ୍ଗ୍ମ୍ୟାକ୍ନେ ରେମୁଆଁଇଂ ବାନ୍ ସ୍ଲ ଲାଲାପା । ଏନ୍କେ ମେଇଂ ମିଚ୍ ବୁଦି ଡାଗ୍ଚେ ବାସଙ୍ଗ୍ଆର୍ଏ । ମାତର୍ ଆକେନ୍ ସତେଆ ବୁଦି ଣ୍ତୁ ।
21 ୨୧ ଏ ବୁଲ୍ ସିକିଆ କେତେଲକ୍ ମାନିକରି କିରିସ୍ଟର୍ ବିସଇଟାନେ ରଇବା ସତ୍ ସିକିଆ ଚାଡିଦେଇଆଚତ୍ । ପର୍ମେସର୍ ଜିବନ୍ ଦୁକାଇ ଦୟା ଦେକାଇଲାଟା ତର୍ ସଙ୍ଗ୍ ସବୁବେଲେ ରଅ । ଆମେନ୍!
ଗଡ଼େଅ ତିମତି, ନା ଆଡ଼ାତ୍ରା ବିଃବ୍ନ ଦାଇତ୍ ସତ୍ ବାବ୍ରେ ପାଲନ୍ ଡିଂ । ଉଡ଼ି ରେମୁଆଁ ବାସଙ୍ଗ୍ଏ ଜେ, ଆମେଇଂକେ ଆତେନ୍ ବୁଦି ଲେଃକେ । ମେଇଂ ସତ୍ ବିସ୍ବାସ୍କେ ଆନ୍ତାର୍ ବିବଆର୍କେ । ପର୍ମେସର୍ନେ ଲିବିସ ପେ ସାପାରେନେ ଏତେ ଲେଃଲେ ।