< ୧ମ ତିମତି 6 >
1 ୧ ଜନ୍ ବିସ୍ବାସିମନ୍ ଗତିଦାଙ୍ଗ୍ଡା ଇସାବେ ଗଟେକ୍ ସାଉକାର୍ ତଲେ କାମ୍ କଲାଇନି, ସେମନ୍ ତାକର୍ ସାଉକାର୍ମନ୍କେ ଅଦିକ୍ ସନ୍ମାନ୍ ଦେବାର୍ ଆଚେ । ଜେନ୍ତାରି କି, ପର୍ମେସରର୍ ନାଉଁ ଆରି ଆମେ ସିକାଇବାଟା କେ ନିନ୍ଦା ନ କରତ୍ ।
As many as are servants under a yoke, their own masters worthy of all honour let them reckon, that the name of God and the teaching may not be evil spoken of;
2 ୨ ଜଦି ତାକର୍ ସାଉକାର୍ମନ୍ କିରିସ୍ଟକେ ବିସ୍ବାସ୍ କଲାଇନି, ସେନ୍ତାର୍ଆଲେ ବିସ୍ବାସି ସାଉକାର୍ମନ୍କେ, ବିସ୍ବାସ୍ ନ କର୍ବା ସାଉକାର୍ମନର୍ ତେଇଅନି, କିରିସ୍ଟର୍ଟାନେ ବାଇ ଇସାବେ ସନ୍ମାନ୍ ଉନା ଦେକାଇଲେ ଅଇସି ବଲିକରି ବାବ୍ବାର୍ ନାଇ । ତାର୍ ବାଦୁଲେ ସେମନର୍ପାଇ ଅଦିକ୍ ଆବଡ୍ କାମ୍ କର୍ବାର୍ ଆଚେ । କାଇକେବଇଲେ ସେମନ୍ ଜନ୍ ସାଉକାରର୍ପାଇ କାମ୍ କଲାଇନି, ସେମନ୍ ମିସା ବିସ୍ବାସି ଲକ୍ । ଆରି କିରିସ୍ଟର୍ଟାନେ ବାଇ ଇସାବେ ଆଲାଦ୍ କଲାଇନି । ବିସ୍ବାସି ମନ୍କେ ଏ ସର୍ତେ ବିସଇ ସିକାଆ । ଆରି ସେଟା କର୍ବାକେ ସେମନ୍କେ ସାର୍ଦା କର୍ ।
and those having believing masters, let them not slight [them], because they are brethren, but rather let them serve, because they are stedfast and beloved, who of the benefit are partaking. These things be teaching and exhorting;
3 ୩ ଜଦି କେ ବୁଲ୍ ବିସଇ ସିକାଇଲାଇନି, ଆରି ଆମର୍ ମାପ୍ରୁ ଜିସୁକିରିସ୍ଟର୍ ସତ୍ ସିକିଆଟାନେ ରାଜି ନ ଅଅତ୍,
if any one be teaching otherwise, and do not consent to sound words — those of our Lord Jesus Christ — and to the teaching according to piety,
4 ୪ ସେନ୍ତାରି ଲକ୍ ବେସି ବଡ୍ପନିଆ ଆରି ସେ କାଇଟା ନାଜାନେ । ସେ ସବୁବେଲେ ଦଦାପେଲା କରି କାଇ ମୁଲିଅ ନ ରଇବା ବିସଇନେଇ ଜଗ୍ଡାଜାଟି କର୍ତେରଇବାକେ ମନ୍ କର୍ସି । ଏନ୍ତାରି କରି କରି ଲକ୍କେ ଇଁସା କର୍ବାଟା, କିରଜାଟି କର୍ବାଟା, ନିନ୍ଦା କର୍ବାଟା ଆରି କାରାପ୍ ଚିନ୍ତା,
he is proud, knowing nothing, but doting about questions and word-striving, out of which doth come envy, strife, evil-speakings, evil-surmisings,
5 ୫ ଗଟେକ୍ ଲକ୍ ଆରି ଗଟେକ୍ ଲକର୍ ସଙ୍ଗ୍ କିରଜାଟି ଅଇ ଲାଗି ରଇସି । ସେନ୍ତାରି ଲକର୍ ମନ୍ କାରାପ୍ ଅଇଲା ଆଚେ ଆରି ସତ୍ ବିସଇ ତାକର୍ ମନ୍କେ ନ ଜାଏ । ସେମନ୍ ପର୍ମେସରର୍ ବିସଇ ସିକାଇତେରଇଲେ ଡାବୁ ମିଲ୍ତେରଇସି ବଲି ବାବ୍ଲାଇନି ।
wranglings of men wholly corrupted in mind, and destitute of the truth, supposing the piety to be gain; depart from such;
6 ୬ ତାର୍ ବାଦୁଲେ ଆମେ ଜେଡେବେଲେ ପର୍ମେସର୍କେ ସାର୍ଦା କରାଉଁ, ଆରି ଆମ୍କେ ଜେତ୍କି ଆଚେ ସେତ୍କି ସଙ୍ଗ୍ ସୁସ୍ତା ସଙ୍ଗ୍ ରଉଁ, ତେବେ ଆମେ ଜବର୍ ଅଇତେ ମିଲାଇଆଚୁ ।
but it is great gain — the piety with contentment;
7 ୭ କାଇକେବଇଲେ ଆମେ ଜନମ୍ ଅଇଲାବେଲେ ଚୁଚାଆତେ ଆଇଲୁ, ଆରି ଜେଡେବେଲେ ମର୍ବୁ, ଚୁଚା ଆତେସେ ଉଟିଜିବୁ ।
for nothing did we bring into the world — [it is] manifest that we are able to carry nothing out;
8 ୮ ତେବେ ଆମ୍କେ ଲଡାକେ ଆଇବା କାଦି ଆରି ପିନ୍ଦ୍ବାକେ ବସ୍ତର୍ ରଇଲେ ସେତ୍କିସଙ୍ଗ୍ ସୁସାରେ ରଇବାର୍ ଅଇସି ।
but having food and raiment — with these we shall suffice ourselves;
9 ୯ କେତେ କେତେ ଲକ୍ ସାଉକାର୍ ଅଇବାକେ ଏନ୍ତି ମନ୍ କର୍ବାଇଜେ, ସେମନର୍ ଜିବନେ କାଇ ପରିକା ଆଇଲେ ମିସା ତେଇ ଅଦର୍ବାଇ । ଗଟେକ୍ ପସୁ ପାରା ପାନ୍ଦେ ଲାଗ୍ବାଇ । ଜେତ୍କି ବିସଇ ତାକର୍ପାଇ ଆରି ବିନ୍ ଲକର୍ ପାଇ କାରାପ୍ ଆରି ବିପଦ୍ ଆନ୍ସି, ସେ ସବୁ ବିସଇ କର୍ବାକେ ମନ୍ କର୍ବାଇ । ଏନ୍ତାରି ମନ୍ କର୍ବାଟା ଅଦିକ୍ ଅଦିକ୍ ବାବି, ସେମନ୍ କୁରୁପ୍ନାସ୍ ଅଇଜିବାଇ ।
and those wishing to be rich, do fall into temptation and a snare, and many desires, foolish and hurtful, that sink men into ruin and destruction,
10 ୧୦ କାଇକେବଇଲେ ଜନ୍ ଲକ୍ମନ୍ ଡାବୁ ଆସାକରି ଆଚତ୍, ସେ ଡାବୁ ମିଲାଇବାକେ ବିନ୍ ବିନ୍ ରକାମର୍ କାରାପ୍ ବିସଇ କର୍ବାକେ ମନ୍ କର୍ବାଇ । କେତେଲକ୍ କିରିସ୍ଟର୍ ବିସଇଟାନେ ରଇବା ସିକିଆ ବିସ୍ବାସ୍ କର୍ବାଟା ଦିରେ ଦିରେ ଚାଡିଦେଇଆଚତ୍ । କାଇକେବଇଲେ ସେମନ୍ ଡାବୁ ମନ୍କଲାଇ ଆରି ନିଜେ ବୁସିଅଇଲା ଲକ୍ପାରା ବେସି ରକାମ୍ ଦୁକ୍ କସ୍ଟେ ପଡ୍ଲାଇଆଚତ୍ ।
for a root of all the evils is the love of money, which certain longing for did go astray from the faith, and themselves did pierce through with many sorrows;
11 ୧୧ ମାତର୍ ଏ ତିମତି, ତୁଇ ଗଟେକ୍ ପର୍ମେସରର୍ ଲକ୍ । ତୁଇ ଏଟାମନ୍ ଚାଡିଦେସ୍ । ସତ୍ ବିସଇଆକା କର୍ବାକେ ବେସି ଆବଡ୍ ଅ । ପର୍ମେସର୍ ଜେନ୍ତି ମନ୍ କଲାନି, ସେନ୍ତାରି ଚଲାଚଲ୍ତି କର୍ । କିରିସ୍ଟକେ ବିସ୍ବାସ୍ କର୍ । ବିନ୍ ଲକ୍ମନ୍କେ ଆଲାଦ୍ କର୍ । ପର୍ମେସର୍ ତିଆର୍ଲାଟା ମାନ୍ବାକେ କେ ଚାଡ୍ନାଇ । ଲକ୍ମନର୍ ସଙ୍ଗ୍ ରିସା ଅ ନାଇ ।
and thou, O man of God, these things flee, and pursue righteousness, piety, faith, love, endurance, meekness;
12 ୧୨ ଗଟେକ୍ ନିକ ସଇନ ଜେନ୍ତାରି ଜୁଇଦେ ଜୁଜ୍ବାକେ କେବେ ନ ଚାଡେ, ସେନ୍ତାରିସେ ତୁଇ ମିସା ପର୍ମେସର୍କେ ବିସ୍ବାସ୍ କରି ତାର୍ ତିଆର୍ଲାଟା ମାନ୍ବାକେ ଚାଡ୍ନାଇ । ଜନ୍ ନ ସାର୍ବା ଜିବନ୍ ପର୍ମେସରର୍ଟାନେ ଆଚେ, ସେଟା ତୁଇ ନିଜର୍ପାଇ ଆନ୍ । ସେ ବିସଇ ମିଲାଇବାକେ ବେସି ଲକର୍ ମୁଆଟେ କାତା ଦେଇରଇଲୁସ୍ । (aiōnios )
be striving the good strife of the faith, be laying hold on the life age-during, to which also thou wast called, and didst profess the right profession before many witnesses. (aiōnios )
13 ୧୩ ପର୍ମେସର୍ ମର୍ ସାକି, ଜେ କି ସବୁକେ ବଁଚ୍ବାକେ ଦେଇସି । ଆରି ଜିସୁକିରିସ୍ଟ ଜେ କି, ପନ୍ତିଅ ପିଲାତ୍ ପାଚାର୍ଲା ବେଲେ ସତ୍ କଇଲା, ଏ ଦୁଇ ଲକର୍ ସାକି ନେଇକରି ମୁଇ ତକେ ତିଆର୍ଲିନି,
I charge thee, before God, who is making all things alive, and of Christ Jesus, who did testify before Pontius Pilate the right profession,
14 ୧୪ ଆମର୍ ମାପ୍ରୁ ଜିସୁକିରିସ୍ଟ ବାଉଡି ଆଇବା ଜାକ ମୁଇ ତକେ ତିଆରିରଇବା ଜେତ୍କି ସବୁ ବିସଇ ମାନିକରି, କାଇ ନିନ୍ଦା ନ ଅଇତେ ର ।
that thou keep the command unspotted, unblameable, till the manifestation of our Lord Jesus Christ,
15 ୧୫ ସେ ବାଉଡି ଆଇବାଟା ପର୍ମେସର୍ ଟିକ୍ କଲା ବେଲାଇ ଗଟ୍ସି, ସେ ଗଟେକ୍ ଲକ୍ସେ ସାସନ୍କାରିଆ । ସେ ସେ ରାଜାମନର୍ ଉପ୍ରେ ରଇବା ରାଜା ଆରି ମାପ୍ରୁମନର୍ ଉପ୍ରେ ରଇବା ମାପ୍ରୁ ।
which in His own times He shall shew — the blessed and only potentate, the King of the kings and Lord of the lords,
16 ୧୬ ସେ କାଲ୍ କାଲ୍ ଜୁଗ୍ ଜୁଗ୍ ବଁଚ୍ସି ଆରି ତାର୍ ଚାରିବେଟ୍ତି ରଇବା ଉଜ୍ଲେ କେ ଆସିନାପାରତ୍ । ବଁଚି ରଇବା କେ ମିସା ତାକେ ଦେକତ୍ ନାଇ ଆରି କେବେ ମିସା ଦେକିନାପାରତ୍ । ଲକ୍ମନ୍ ତାକେ ଡାକ୍ପୁଟା କର୍ବାଇ ଆରି ତାର୍ଟାନେ ସବୁବେଲେ ବେସି ବପୁ ରଇସି । ଆମେନ୍ । (aiōnios )
who only is having immortality, dwelling in light unapproachable, whom no one of men did see, nor is able to see, to whom [is] honour and might age-during! Amen. (aiōnios )
17 ୧୭ ଏ ଜିବନର୍ ବିସଇନେଇ ଜେତ୍କି ଲକ୍ମନ୍ ସାଉକାର୍ ଅଇ ଆଚତ୍, ବିନ୍ ଲକ୍ମନର୍ଟାନେଅନି ସେମନ୍ ନିକ ବଲି ନ ବାବ୍ବାକେ ତିଆର୍ । ଦନ୍ ସଁପତି ଉପ୍ରେ ବେସି ଆସା କର୍ବାର୍ ନାଇ ବଲି ସେମନ୍କେ ସିକା । କାଇକେବଇଲେ ଡାବୁ ଦାପ୍ରେ ମାୟାଅଇଜାଇସି । ତାର୍ ବାଦୁଲେ ସେମନ୍କେ ଲଡାକେ ଲାଗ୍ବା ବିସଇ ସବୁ ଦେବାକେ ପର୍ମେସରର୍ଟାନେ ଆସା ରକ୍ବାକେ ସିକାଇଦେସ୍ । ସେ ଆକା ଆମର୍ପାଇ କାଇଟା ନ ଦେକି, ସବୁ ବିସଇ ସାର୍ଦା କର୍ବାକେ ଦେଇସି । (aiōn )
Those rich in the present age charge thou not to be high-minded, nor to hope in the uncertainty of riches, but in the living God, who is giving to us all things richly for enjoyment; — (aiōn )
18 ୧୮ ଦରମ୍ ମନେ ଲକ୍ମନ୍କେ ସାଇଜ କର୍ବାକେ ସେମନ୍କେ କଇଦେସ୍ । ଅର୍କିତ୍ ଲକ୍ମନ୍କେ କାଇଟା ନ ବାବି ଦେବାକେ, ତାକର୍ ଟାନେ ରଇଲାଟା ସାର୍ଦା ସଙ୍ଗ୍ ବାଟାକର୍ବାକେ କଇଦେସ୍ ।
to do good, to be rich in good works, to be ready to impart, willing to communicate,
19 ୧୯ ଏନ୍ତାରି ତାକର୍ ନିକ କାମ୍ସବୁ ଗଟେକ୍ ବଡ୍ ଦନ୍ ଇସାବେ ସେମନ୍ ସର୍ଗେ ସଙ୍ଗଇଆଚତ୍ । ସେନ୍ତାର୍ ଆଲେ ସେମନ୍ ତାକର୍ ନିଜର୍ପାଇ ଜିବନ୍ ମିଲାଇବାଇ ।
treasuring up to themselves a right foundation for the time to come, that they may lay hold on the life age-during.
20 ୨୦ ଏ ତିମତି, ପର୍ମେସର୍ ତକେ ଜନ୍ଟା କର୍ବାକେ ଦାଇତ୍ ଦେଲାଆଚେ, ସେ ଦାଇତ୍ ନିକ ସଙ୍ଗ୍ କର୍ । ଆସା ନ ରଇବା ଚୁଚା କାତା, କାଇ ଲଡାକେ ନ ଆଇବା କାତାବାର୍ତା ଆରି ପର୍ମେସରର୍ ବିସଇଟାନେ ରଇବା ସତ୍ ସିକିଆ ଜନ୍ ଲକ୍ ବିରଦ୍ କଲାଇନି, ସେମନର୍ ଟାନେଅନି ଦୁରିକେ ର । ସେଟା ସେମନ୍ ସିକ୍ବା ଗିଆନ୍ ବଲି ବୁଲ୍ ବୁଜ୍ଲାଇନି ।
O Timotheus, the thing entrusted guard thou, avoiding the profane vain-words and opposition of the falsely-named knowledge,
21 ୨୧ ଏ ବୁଲ୍ ସିକିଆ କେତେଲକ୍ ମାନିକରି କିରିସ୍ଟର୍ ବିସଇଟାନେ ରଇବା ସତ୍ ସିକିଆ ଚାଡିଦେଇଆଚତ୍ । ପର୍ମେସର୍ ଜିବନ୍ ଦୁକାଇ ଦୟା ଦେକାଇଲାଟା ତର୍ ସଙ୍ଗ୍ ସବୁବେଲେ ରଅ । ଆମେନ୍!
which certain professing — concerning the faith did swerve; the grace [is] with you. Amen.