< ୧ମ ତିମତି 5 >
1 ୧ ତର୍ଟାନେଅନି ବୟସେ ବଡ୍ ରଇବା ଲକ୍କେ ଡାଟ୍ସଙ୍ଗ୍ ଦାକାପୁକା ଦେସ୍ନାଇ । ତାର୍ ବାଦୁଲେ ନିଜର୍ ବାବାକେ ବାବୁଜିଆ କଲାପାରା ସନ୍ମାନ୍ ସଙ୍ଗ୍ କର୍ । ବଇସେ ସାନ୍ ରଇଲା ଲକ୍ମନ୍କେ ନିଜର୍ ବାଇ ଇସାବେ କାତା ଅ ।
Pa bay repwòch ki di a yon granmoun, men, de preferans, rezone ak li tankou yon papa, a jèn mesye yo tankou frè yo,
2 ୨ ବଇସେ ବଡ୍ ରଇବା ମାଇଜିମନ୍କେ ନିଜର୍ ମାଆ ପାରା ଆରି ଦାଙ୍ଗ୍ଡିମନ୍କେ ନିଜର୍ ବଇନି ପାରା ମାନିକରି ର । ସେମନ୍କେ ମନେ ମନେ ମିସା ପାପ୍ ଇସାବେ ଦେକ୍ନାଇ ।
a fanm avanse nan laj yo tankou manman, e jèn fanm yo tankou sè. Ak tout, san tach.
3 ୩ ରାଣ୍ଡିଜୁଣ୍ଡିମନ୍କେ ସନ୍ମାନ୍ ଦେକାଇ ଜତନ୍ କର୍ ।
Onore vèv ki vrèman vèv yo;
4 ୪ ଜଦି କନ୍ ରାଣ୍ଡିମାଇଜିକେ ପିଲାଟକି କି ନାତିତିତି ରଇଲେ, ସେମନ୍ ନିଜର୍ କୁଟୁମର୍ ଲକ୍ ଇସାବେ ତାକେ ଜତନ୍ କରତ୍ । ସେନ୍ତାରି ସେମନ୍ ଆୟା ବାବାମନ୍କେ ଆରି ଆନିଦାଦିମନ୍କେ ତାକର୍ ଆଲାଦ୍ ବାଉଡାଇ ଦେଅତ୍ । ଏଟା ପର୍ମେସର୍କେ ସାର୍ଦା କରାଇସି ।
men si yon vèv gen pitit, oswa pitit pitit, yo dwe, dabò, aprann pratike respè anvè pwòp fanmi pa yo, e repaye pwòp paran pa yo, paske sa akseptab devan zye Bondye.
5 ୫ ଜନ୍ ରାଣ୍ଡିମାଇଜି ଜାକେ କି ଆକାସାକା ନାଇ, ସେ ପର୍ମେସର୍କେ ଆସାକରିଆଚେ, ସେ ଦିନ୍ରାତି ତାକେ ଗୁଆରିକଲାନି, ତାକେସେ ମଣ୍ଡଲିର୍ ବିସ୍ବାସିମନ୍ ଜତନ୍ କର୍ବାର୍ ଆଚେ ।
Alò, sila ki vrèman yon vèv, e ki kite sèl la, fikse tout espwa l sou Bondye e kontinye nan siplikasyon ak lapriyè lajounen kon lannwit.
6 ୬ ମାତର୍ ଗଟେକ୍ ରାଣ୍ଡି ମାଇଜି ଅବ୍କା ନିଜେ କର୍ବା ବିସଇ ମନ୍କରି, ପର୍ମେସର୍ ତାକେ ଜନ୍ଟା କର ବଲି ମନ୍ କଲାନି, ସେଟା ନ କରିରଇଲେ, ସେ ବଁଚିରଇକରି ମିସା ମଲା ସମାନ୍ ଆଚେ ।
Men sila ki viv nan plezi a, mouri menm pandan ke li ap viv la.
7 ୭ ରାଣ୍ଡି ମାଇଜିମନର୍ ଜତନ୍ ପାଇ ମୁଇ ଜେତ୍କି ଆଦେସ୍ ଦେଲିଆଚି, ସେଟା ସବୁ ମାନା ବଲି ବିସ୍ବାସିମନ୍କେ ତିଆର୍ । ଜେନ୍ତାରିକି ସେମନ୍କେ କେ ମିସା ନିନ୍ଦା କରି ନାପାରତ୍ ।
Preskri bagay sa yo tou pou yo kapab vin san repwòch.
8 ୮ କେ ଜଦି, ତାର୍ ନିଜର୍ ଲକ୍ମନ୍କେ କି କୁଟୁମର୍ ଲକ୍ମନ୍କେ ଲଡାକେ ରଇବା ବିସଇ ନ ଦେଲେ, ସେ ଜନ୍ଟା ବିସ୍ବାସ୍ କଲିନି ବଲି କଇସି, ସେ ସତଇସେ ସେଟା ବିସ୍ବାସ୍ କରେନାଇ । ସେ ବିସ୍ବାସ୍ ନ କରିରଇବା ଲକର୍ଟାନେଅନି ଅଦିକ୍ ଇନ୍ ।
Men si yon moun pa bay soutyen a sila ki pou li yo, e sitou a sila ki lakay li yo, li gen tan kite lafwa e vin pi mal ke yon enkwayan.
9 ୯ ଗଟେକ୍ ରାଣ୍ଡି ମାଇଜି କଡେଚାରି ବରସ୍ ନ ଅଇତେ, ତାକେ ରାଣ୍ଡି ବଲି ଲେକା କର୍ବାର୍ ନାଇ । ସେ ଗଟେକ୍ ମୁନୁସର୍ ସଙ୍ଗ୍ସେ ମିସିରଇବାର୍ଆଚେ ।
Yon vèv dwe mete nan lis la sèlman si li pa gen mwens ke swasant ane, e te madanm a yon sèl moun,
10 ୧୦ ବିନ୍ ଲକ୍ ଦେକ୍ବା ଇସାବେ, ସେ ବେସି ଦରମ୍ ଅଇ, ବିନ୍ ଲକ୍କେ ସାଇଜ କର୍ବାର୍ ଆଚେ । ଜେନ୍ତାରି କି ନିଜର୍ ପିଲାମନ୍କେ ନିକ ସଙ୍ଗ୍ ବଡାଇରଇସି, ଆଇଲା ଲକ୍ମନ୍କେ ଗତିଆ ଇସାବେ ଡାକ୍ସି, ପର୍ମେସରର୍ ସୁକଲ୍ ଲକ୍ମନର୍ ଗଡ୍ ଦଇଦେଇସି, ଦୁକ୍ କସ୍ଟେ ରଇବା ଲକ୍ମନ୍କେ ସାଇଜ କର୍ସି, ଲକ୍ମନ୍କେ ସାଇଜ କର୍ବାକେ ବିନ୍ ବିନ୍ କାମ୍ କର୍ତେରଇସି ।
avèk repitasyon bon zèv, si li te elve timoun, si li te konn resevwa etranje byen, si li te lave pye a sen yo, si li te konn ede sila ki nan gwo pwoblèm yo, e si li te devwe tèt li a tout bon zèv.
11 ୧୧ ଡକ୍ରି ନ ରଇବା ରାଣ୍ଡିମନ୍କେ ରାଣ୍ଡି ଇସାବେ ଲେକା କର୍ ନାଇ । କାଇକେବଇଲେ ସେମନ୍ ରାଣ୍ଡି ଇସାବେ କିରିସ୍ଟକେ ସେବା କର୍ବି ବଲି କାତା ଦେଇରଇଲେ ମିସା, ମୁନୁସର୍ ସଙ୍ଗ୍ ରଇବି ବଲି ମନ୍ ଆଇଲେ, ଆଗ୍ତୁ ଦେଇରଇବା କାତା ପାସ୍ରିଜାଇ ଆରିତରେକ୍ ବିବା ଅଇବାକେ ମନ୍ କର୍ବାଇ ।
Men refize mete jèn vèv nan lis la, paske lè yo vin gen dezi sansyèl kont Kris la, y ap vle marye.
12 ୧୨ ଆରିତରେକ୍ ବିବା ଅଇଲାର୍ ପାଇ ସେମନ୍ ଦସି ଅଇବାଇ । କାଇକେବଇଲେ, ସେମନ୍ ଆଗ୍ତୁ ଦେଇରଇବା କାତା ପୁରାପୁରୁନ୍ କରତ୍ ନାଇ ।
Konsa y ap vin merite kondanasyon paske yo mete sou kote ve ke yo te fè deja a.
13 ୧୩ ଏଟାର୍ ମିସ୍ତେ ସେମନ୍ ଅଲସ୍ ଅଇବାଟା ସିକ୍ବାଇ । ଆର୍ ଗରେ ତାର୍ ଗରେ ଜାଇ ବେଲା ବିତାଇବାଇ । ତିପୁଲ୍ କାତା କଇ ବିନ୍ ଲକର୍ ବିସଇ କାତାବାର୍ତା ଅଇବାଇ ।
An menm tan an, yo va aprann vin parese, pandan yo prale de kay an kay. E pa senpleman parese, men osi nan fè tripotay ak antre bouch nan zafè a moun, nan pale bagay ki pa bon pou pale.
14 ୧୪ ତେବର୍ପାଇ ଡକ୍ରି ନ ରଇବା ରାଣ୍ଡିମନ୍କେ ମୁଇ ତିଆର୍ଲିନି, ଆରିତରେକ୍ ଗର୍ ବସାଇ ପିଲାଟକିର୍ ଜତନ୍ କରା । ସେନ୍ତାରି କଲେ ଆମର୍ ବିରଦିମନ୍ ଆମ୍କେ ନିନ୍ଦା ନ କରତ୍ ।
Konsa, mwen vle jèn vèv yo marye, fè pitit, okipe kay, pou pa bay lènmi an plas pou repwòch.
15 ୧୫ କାଇକେବଇଲେ ସେମନ୍ ପର୍ମେସରର୍ ଟାନେଅନି ଦୁରିକେ ଜାଇ ସଇତାନର୍ ସଙ୍ଗ୍ ଜିଇବାକେ ଆରାମ୍ କଲାଇ ଆଚତ୍ ।
Paske kèk nan yo deja detounen pou swiv Satan.
16 ୧୬ ଜଦି କନ୍ଆଲେ ମାଇଜି କିରିସ୍ଟକେ ବିସ୍ବାସ୍ କର୍ସି, ଆରି ତାର୍ କୁଟୁମେ ରାଣ୍ଡିମାଇଜିମନ୍ ରଇବାଇ, ସେ ଆକା ସେମନ୍କେ ସାଇଜ କର୍ବାର୍ ଆଚେ । ବିନ୍ ବିସ୍ବାସିମନ୍ ସେ ଦାଇତ୍ ନେଇ କରତ୍ ବଲି ସେ ଆସା କର୍ବାର୍ ନାଇ । ଏଟା ଜେନ୍ତାରିକି ଜାକେ ଆକାସାକା ନ ରଅତ୍ ସେମନ୍କେ ବିସ୍ବାସିମନ୍ ଜତନ୍ କରିପାରତ୍ ।
Si yon fanm ki se yon kwayan gen vèv ki depann de li, li dwe asiste yo e legliz la pa dwe pote chaj sa a, pou li kapab asiste sila ki vrèman vèv yo.
17 ୧୭ ଜନ୍ ପାର୍ଚିନ୍ମନ୍ ମଣ୍ଡଲିର୍ ନେତା ଅଇ ଡାକିନେଲାଇନି, ସେମନ୍ ଦୁଇଗୁନ୍ ବୁତି ପାଇବା ଦର୍କାର୍ । କାଇକେବଇଲେ ସୁବ୍କବର୍ ଜାନାଇବାଟା ଆରି ସିକାଇବାଟା ସେମନ୍କେ ଦାଇତ୍ ଇସାବେ ଦେଲାଇ ଆଚତ୍ ।
Ansyen ki dirije byen yo, dwe konsidere dign de doub onè, sitou sila ki travay di nan predikasyon ak enstriksyon yo.
18 ୧୮ ସାସ୍ତରେ ଜେନ୍ତି ଲେକାଅଇଲା ଆଚେ, ଗାନାଇ ଦାନ୍ ମାଣ୍ଡାଇବାବେଲେ ବଲଦର୍ ଟଣ୍ଡେ କତ୍ରା ବାନ୍ଦା ନାଇ ଆରି କାମ୍ କରୁ ସାଉକାର୍ଟାନେଅନି ତାର୍ କୁଲି ପାଇସି ଆକା ।
Paske Lekriti a di: “Nou pa dwe mete mizo nan bouch a bèf la pandan l ap moulen sereyal la,” epi: “Ouvriye a dign de salè li.”
19 ୧୯ ଗଟେକ୍ ପାର୍ଚିନ୍ ବିରୁଦେ ନିନ୍ଦା କାତା ଉଟ୍ଲେ, ଦୁଇ କି ତିନିଲକର୍ ସାକି ନଇଲେ, ସେଟାକେ ମାନ୍ ନାଇ ।
Pa resevwa yon akizasyon kont yon ansyen eksepte sou baz a de oswa twa temwen.
20 ୨୦ ପାପେ ରଇବା ଗଟେକ୍ ପାର୍ଚିନ୍କେ ସବୁର୍ ମୁଆଟେ ଲାଗ୍ । ଜେନ୍ତାରିକି ବିନ୍ ପାର୍ଚିନ୍ମନ୍ ସେନ୍ତାରି ପାପ୍ କର୍ବାକେ ଡର୍ବାଇ ।
Sila ki kontinye nan peche yo repwoche yo nan prezans a tout moun, pou lòt yo tou kapab pè fè peche.
21 ୨୧ ଆମର୍ ବାବା ପର୍ମେସର୍ ଜିସୁକିରିସ୍ଟ ଆରି ସେ ବାଚିରଇବା ଦୁତ୍ମନ୍କେ ସାକିକରି ମୁଇ ତକେ ତିଆର୍ଲିନି, ମୁଇ ତିଆର୍ଲା ଏ ସବୁ ବିସଇ କାଇ ବଡ୍ସାନ୍ ନ ଦେକିକରି କର୍ ।
Mwen solanèlman chaje ou nan prezans a Bondye, a Kris Jésus e a zanj chwazi Li yo, pou kenbe prensip sa yo san favorize pèsòn, e pa fè anyen nan yon lespri patipri.
22 ୨୨ ଗଟେକ୍ ଲକ୍କେ ପରିକା ନ କର୍ବା ଜାକ ତାକେ ମୁକିଅ ଇସାବେ, ତର୍ ଆତ୍ ତାର୍ ମୁଣ୍ଡେ ସଙ୍ଗଇ, ସେବା କାମର୍ ପାଇ ସରପ୍ ନାଇ । ନଇଲେ ତାର୍ ପାପର୍ ପାଇ, ତୁଇ ଦାଇ ଅଇସୁ । ତୁଇ ନିଜେ ପାପ୍ ନ କର୍ବାକେ ଜାଗ୍ରତ୍ ର ।
Pa poze men sou okenn moun twò vit, e konsa vin pataje nan peche a lòt yo. Kenbe tèt ou lib de peche.
23 ୨୩ ଆରି ଚୁଚା ପାନି ନ କାଇକରି ତର୍ ପେଟର୍ ଲାଗି ଅଲପ୍ ଅଙ୍ଗୁର୍ ମଦ୍ ମିସା କାଆ । କାଇକେବଇଲେ ତୁଇତା ସବୁବେଲେ ନିକ ରଉସ୍ ନାଇ ।
Pa bwè dlo sèl ankò, men pran yon ti diven pou koz a vant ou ak maladi yo k ap boulvèse ou.
24 ୨୪ କେତେ ଲକ୍ ସବୁର୍ ଦେକ୍ତେ ପାପ୍ କଲାଇନି । ଜେନ୍ତିକି ତୁଇ ସେଟା ଜାନିପାର୍ଲୁସ୍ନି । ସେମନର୍ ଚଲାଚଲ୍ତି ପରିକା କର୍ବା ଆଗ୍ତୁ, ତୁଇ ସେଟା ଜାନ୍ସୁ । ମାତର୍ ଆରି କେତେଲକର୍ ପାପ୍ ବେସି ଦିନ୍ ଅଇଲେ ମିସା ଜାନି ନଏଁ ।
Peche kèk moun vin toutafè klè, li ale devan yo pou jijman. Pou lòt yo, peche pa yo vini aprè yo.
25 ୨୫ ସେନ୍ତାରିସେ କେତେ ଲକ୍ କର୍ବା ନିକ ବିସଇ ସବୁକେ ଡିସ୍ସି । ସେମନ୍ କର୍ବା ନିକ ବିସଇ ଦାପ୍ରେ ନ ଡିସ୍ଲେ ମିସା କେତେଦିନ୍ ପଚେ, ସେଟା ଲକ୍ମନ୍ ଜାନ୍ବାଇ ।
Menm jan an tou, zèv ki bon yo toutafè klè, e sila ki pa konsa yo, p ap kapab kache.