< ୧ମ ତିମତି 4 >
1 ୧ ସୁକଲ୍ ଆତ୍ମା ନିକସଙ୍ଗ୍ କଇଲାନି, ସାରାସାରି ଦିନେ, ଲକ୍ମନ୍ ସତ୍ ବିସଇ ବିସ୍ବାସ୍ କର୍ବାଟା ଚାଡିଦେବାଇ । କାରାପ୍ ଆତ୍ମାମନର୍ ସିକିଆ ମାନ୍ବାଇ । ଆରି ସେମନ୍ ସିକାଇବା ବୁଲ୍ ସିକିଆ ବିସ୍ବାସ୍ କର୍ବାଇ ।
Mas o Espírito diz expressamente que nos últimos tempos alguns se afastarão da fé, dando atenção a espíritos enganadores, e a doutrinas de demônios,
2 ୨ ଏନ୍ତାରି ସିକିଆ ଦେବାବେଲେ ଏଟା ସତ୍ ସିକିଆବଲି ଲକ୍ମନ୍ ମାନ୍ବାଇ । ମାତର୍ ସେଟା ମିଚ୍ ସିକିଆ ରଇସି । ସେମନ୍ ଟିକ୍ କଲାଇନି କି ବୁଲ୍ କଲାଇନି, ସେଟା ନିଜେ ଜାନି ନ ରଅତ୍ । ଜେନ୍ତାରି କି ତପ୍ଲା ଲୁଆସଙ୍ଗ୍ ମାଉଁସ୍ଟାନେ ଚାପ୍ଲେ ମରିଜାଇସି, ସେନ୍ତାରିସେ ।
por meio da hipocrisia de mentirosos, que têm a sua própria consciência cauterizada.
3 ୩ ସେମନ୍, ମାଇଜି ମନସ୍ ବିବା ଅଇବାର୍ ନାଇ ଆରି କାଇ କାଇ କାଦି କାଇବାର୍ ନାଇ ବଲି ବୁଲ୍ ସିକିଆ ଦେବାଇ । ସବୁ ରକାମର୍ କାଦି ପର୍ମେସର୍ ତିଆର୍ କଲାଆଚେ । ଜେନ୍ତି କି ଜେତ୍କି ସବୁ ଲକ୍ ତାର୍ ସତ୍ କବର୍ ବିସ୍ବାସ୍ କର୍ବାଇ, ସେମନ୍ ସେ କାଦିର୍ ଲାଗି ତାକେ ଦନିଅବାଦ୍ ଦେବାଇ ।
Eles proibirão o casamento, e [mandarão] se abster dos alimentos que Deus criou para que sejam usados com gratidão pelos fiéis e pelos que conheceram a verdade.
4 ୪ ସେନ୍ତାରି ସିକିଆ ଦେଉମନ୍ ବୁଲ୍ ସିକିଆ ଦେଲାଇନି । କାଇକେବଇଲେ କାଦି ଆରି ପର୍ମେସର୍ ତିଆର୍କଲା ସବୁ ବିସଇ ନିକଆଚେ । ଆରି କାଇ ରକାମର୍ କାଦି ମିସା ନିଚ୍ବାର୍ ନାଇ । ତାର୍ ବାଦୁଲେ ସବୁ କାଦି ନିକ ବଲି ମାନିକରି ତାକେ ଦନିଅବାଦ୍ ଦେବାର୍ ଆଚେ ।
Pois toda criatura de Deus é boa, e não há nada a rejeitar, se for recebida com gratidão.
5 ୫ କାଇକେବଇଲେ ପର୍ମେସର୍ କଇରଇବା ବାକିଅ ଆରି ଆମର୍ ପାର୍ତନା ବିସଇ ସବୁ ସୁକଲ୍ ଅଇଆଚେ ।
Porque ela é santificada pela palavra de Deus e [pela] oração.
6 ୬ ଏ ସବୁ ବିସଇ ତମେ ବିସ୍ବାସିମନ୍କେ ସିକାଇବାର୍ ଲାଗି, ତମେ ଜିସୁ କିରିସ୍ଟକେ ସେବା କଲାସ୍ନି । ତମର୍ ବିସ୍ବାସର୍ ଲାଗି ଆରି ସତ୍ ସିକିଆ ମାନ୍ଲାର୍ ଲାଗି ପର୍ମେସର୍ ତମ୍କେ ବଡାଇସି ।
Se informares essas coisas aos irmãos, serás um bom servidor de Cristo Jesus, alimentado com as palavras da fé e de boa doutrina que tens seguido.
7 ୭ ଜନ୍ ସବୁ ସିକିଆ ମିଚ୍, ଆରି ଜନ୍ଟା ସବୁ ଟଣ୍ଡେପାନ୍ଦି କଇବାଟାନେ ଅନି ଦୁରିକେ ରୁଆ । ତାର୍ ବାଦୁଲେ ନିଜେ ଜାଗ୍ରତ୍ ରଇକରି ପର୍ମେସର୍ ଜନ୍ଟା ମନ୍ କଲାନି, ସେନ୍ତାରି ଚଲାଚଲ୍ତି କରା ।
Mas rejeita os mitos profanos e de velhas, e exercita-te na devoção divina.
8 ୮ କାଇକେବଇଲେ ଗାଗଡ୍କେ ବୁଲାଚାଲା କରି ନିକ ସଙ୍ଗ୍ ସଙ୍ଗଇବାଟା କେତେଟା କାମର୍ ପାଇ ନିକ ବିସଇ । କାଇକେବଇଲେ ଏଟା ଜଗତେ ବଁଚିରଇଲେ କି ମରିଗାଲେ ମିସା ତାକେ ଲଡାକେ ଆଇସି । ମାତର୍ ଆତ୍ମାଇ ଚଲାଚଲ୍ତି କର୍ବାଟା ସବୁ କାମେ ନିକ ରଇସି ।
Pois o exercício do corpo tem pouco proveito; mas a devoção divina é proveitosa para tudo, pois tem as promessas da vida atual e da futura.
9 ୯ ଏଟା ବାଇଦରେ ସତ୍ ଆକା । ଏଟା ସବୁଲକ୍ ଅଇସି କି ନ ଅଏ ବଲିକରି ପୁରାପୁରୁନ୍ ବିସ୍ବାସ୍ କରିଅଇସି ।
[Esta] palavra é fiel, e digna de toda aceitação.
10 ୧୦ ଆମେ ପର୍ମେସର୍କେ ବିସ୍ବାସ୍ କଲାର୍ପାଇ କସ୍ଟ ଅଇ କାମ୍ କରି ଏଟା ଆସା କଲୁନି । ସେ ସତଇସେ ବଁଚିଆଚେ । ସେ ଗୁଲାଇ ମନସ୍ ଜାତିର୍ ଉଦାର୍କାରିଆ, ଜେତ୍କି ସବୁ ତାକେ ବିସ୍ବାସ୍ କଲାଇନି, ତାକର୍ପାଇ ଅଦିକ୍ ।
Pois para isto trabalhamos e lutamos, porque esperamos o Deus vivo, que é o Salvador de todos, especialmente dos crentes.
11 ୧୧ ମୁଇ ତମ୍କେ ଜେତ୍କି ବିସଇ ଲେକ୍ଲିଆଚି ସେଟାସବୁ ବିନ୍ ଲକ୍ମନ୍କେ ସିକାଆ ଆରି ତିଆରା ।
Manda essas coisas, e ensina.
12 ୧୨ ତକେ ଦାଙ୍ଗ୍ଡା ଆଚେ ବଲି କେ ମିସା ଇନ୍ ନ କର । ମାତର୍ ସବୁ ବିସ୍ବାସି ମନର୍ପାଇ ଗଟେକ୍ ସାକିପାରା ନିକ ଚଲାଚଲ୍ତି କର୍ । ସବୁ ବେଲେ ସତ୍ କାତା କଇତେର, ନିକସଙ୍ଗ୍ ଚଲାଚଲ୍ତି କର୍ତେରଇବା, ଲକ୍ମନ୍କେ ଆଲାଦ୍ କର୍ତେରଇବା, କିରିସ୍ଟକେ ବିସ୍ବାସ୍ କର୍ତେରଇବା, ପାପେ ରଅନାଇ ।
Ninguém despreze a tua juventude, mas sê exemplo aos crentes, na palavra, no comportamento, no amor, na fé, e na pureza.
13 ୧୩ ମୁଇ ତର୍ଟାନେ ଆଇବା ଜାକ ବିସ୍ବାସିମନ୍ ରୁଣ୍ଡ୍ଲା ବେଲାଇ, ଜେନ୍ତାରି କି ସବୁଲକ୍ ନିକକରି ସୁନ୍ଲାପାରା ସାସ୍ତର୍ ପଡିଦେସ୍ । ତେଇର୍ ଅରତ୍ ସେମନ୍କେ ବୁଜାଇଦେସ୍ ।
Persiste na leitura, na exortação e no ensino, até que eu venha.
14 ୧୪ ପର୍ମେସର୍ ତର୍ପାଇସେ ବଲିକରି ଜନ୍ ଦାନ୍ ଦେଲାଆଚେ, ସେ କାମେ ଲାଗିର । ଏଟା ବବିସତ୍ବକ୍ତାମନ୍ ଆରି ପାର୍ଚିନ୍ମନ୍ ତର୍ ମୁଣ୍ଡେ ଆତ୍ ସଙ୍ଗଇ ପାର୍ତନା କଲାବେଲେ, ତୁଇ ପର୍ମେସରର୍ ଟାନେଅନି ପାଇରଇଲୁସ୍ ।
Não desprezes o dom que está em ti, que te foi dado por profecia, com a imposição das mãos dos presbíteros.
15 ୧୫ ଏ ସବୁ ବିସଇ ପୁରାପୁରୁନ୍ ମନ୍ ଦିଆନ୍ ଦେଇ କର୍ । ଜେନ୍ତାର୍କି, ସୁବ୍କବର୍ ଜାନାଇବାଟାନେ ଆରି ସିକାଇବାଟାନେ ତୁଇ ଆଗ୍ତୁ ଆଗ୍ତୁ ଗାଲୁସ୍ନି ବଲି ଲକ୍ମନ୍ ଦେକ୍ବାଇ ।
Medita nessas coisas, e nelas te ocupe, para que o teu progresso seja visível por todos.
16 ୧୬ ତୁଇ ଜାଗ୍ରତ୍ ସଙ୍ଗ୍ ଚଲାଚଲ୍ତି କର୍ । ଆରି ପର୍ମେସରର୍ ବିସଇ ଜନ୍ଟା ସିକାଇଲୁସ୍ନି, ସେ ବିସଇଟାନେ ଜାଗ୍ରତ୍ ର । ଏଟା କରିଲାଗିର । କାଇକେବଇଲେ ସେନ୍ତାରି କଲେ, ତୁଇ ନିଜ୍କେ ଆରି ତର୍ କାତା ସୁନ୍ବା ଲକ୍କେ ରକିଆ କର୍ସୁ ।
Tem cuidado de ti mesmo e da doutrina; persevera nessas coisas; porque, se fizeres isso, salvarás tanto a ti mesmo como aos que te ouvem.