< ୧ମ ତିମତି 4 >

1 ସୁକଲ୍‌ ଆତ୍‌ମା ନିକସଙ୍ଗ୍‌ କଇଲାନି, ସାରାସାରି ଦିନେ, ଲକ୍‍ମନ୍‍ ସତ୍‌ ବିସଇ ବିସ୍‌ବାସ୍‌ କର୍‌ବାଟା ଚାଡିଦେବାଇ । କାରାପ୍‌ ଆତ୍‌ମାମନର୍‌ ସିକିଆ ମାନ୍‌ବାଇ । ଆରି ସେମନ୍‌ ସିକାଇବା ବୁଲ୍‌ ସିକିଆ ବିସ୍‌ବାସ୍‌ କର୍‌ବାଇ ।
And the Spirit expressly speaketh, that in latter times shall certain fall away from the faith, giving heed to seducing spirits and teachings of demons,
2 ଏନ୍ତାରି ସିକିଆ ଦେବାବେଲେ ଏଟା ସତ୍‌ ସିକିଆବଲି ଲକ୍‌ମନ୍‌ ମାନ୍‌ବାଇ । ମାତର୍‌ ସେଟା ମିଚ୍‌ ସିକିଆ ରଇସି । ସେମନ୍‌ ଟିକ୍‌ କଲାଇନି କି ବୁଲ୍‌ କଲାଇନି, ସେଟା ନିଜେ ଜାନି ନ ରଅତ୍‌ । ଜେନ୍ତାରି କି ତପ୍‌ଲା ଲୁଆସଙ୍ଗ୍‍ ମାଉଁସ୍‌ଟାନେ ଚାପ୍‌ଲେ ମରିଜାଇସି, ସେନ୍ତାରିସେ ।
in hypocrisy speaking lies, being seared in their own conscience,
3 ସେମନ୍‌, ମାଇଜି ମନସ୍‌ ବିବା ଅଇବାର୍‌ ନାଇ ଆରି କାଇ କାଇ କାଦି କାଇବାର୍‌ ନାଇ ବଲି ବୁଲ୍‌ ସିକିଆ ଦେବାଇ । ସବୁ ରକାମର୍‌ କାଦି ପର୍‌ମେସର୍‌ ତିଆର୍‌ କଲାଆଚେ । ଜେନ୍ତି କି ଜେତ୍‌କି ସବୁ ଲକ୍‌ ତାର୍‌ ସତ୍‌ କବର୍‌ ବିସ୍‌ବାସ୍‌ କର୍‌ବାଇ, ସେମନ୍‌ ସେ କାଦିର୍‌ ଲାଗି ତାକେ ଦନିଅବାଦ୍‌ ଦେବାଇ ।
forbidding to marry — to abstain from meats that God created to be received with thanksgiving by those believing and acknowledging the truth,
4 ସେନ୍ତାରି ସିକିଆ ଦେଉମନ୍‌ ବୁଲ୍‌ ସିକିଆ ଦେଲାଇନି । କାଇକେବଇଲେ କାଦି ଆରି ପର୍‌ମେସର୍‌ ତିଆର୍‌କଲା ସବୁ ବିସଇ ନିକଆଚେ । ଆରି କାଇ ରକାମର୍‌ କାଦି ମିସା ନିଚ୍‌ବାର୍‌ ନାଇ । ତାର୍‌ ବାଦୁଲେ ସବୁ କାଦି ନିକ ବଲି ମାନିକରି ତାକେ ଦନିଅବାଦ୍‌ ଦେବାର୍‌ ଆଚେ ।
because every creature of God [is] good, and nothing [is] to be rejected, with thanksgiving being received,
5 କାଇକେବଇଲେ ପର୍‌ମେସର୍‌ କଇରଇବା ବାକିଅ ଆରି ଆମର୍‌ ପାର୍‌ତନା ବିସଇ ସବୁ ସୁକଲ୍‌ ଅଇଆଚେ ।
for it is sanctified through the word of God and intercession.
6 ଏ ସବୁ ବିସଇ ତମେ ବିସ୍‌ବାସିମନ୍‌କେ ସିକାଇବାର୍‌ ଲାଗି, ତମେ ଜିସୁ କିରିସ୍‌ଟକେ ସେବା କଲାସ୍‌ନି । ତମର୍‌ ବିସ୍‌ବାସର୍‌ ଲାଗି ଆରି ସତ୍‌ ସିକିଆ ମାନ୍‌ଲାର୍‌ ଲାଗି ପର୍‌ମେସର୍‌ ତମ୍‌କେ ବଡାଇସି ।
These things placing before the brethren, thou shalt be a good ministrant of Jesus Christ, being nourished by the words of the faith, and of the good teaching, which thou didst follow after,
7 ଜନ୍‌ ସବୁ ସିକିଆ ମିଚ୍‌, ଆରି ଜନ୍‌ଟା ସବୁ ଟଣ୍ଡେପାନ୍ଦି କଇବାଟାନେ ଅନି ଦୁରିକେ ରୁଆ । ତାର୍‌ ବାଦୁଲେ ନିଜେ ଜାଗ୍‌ରତ୍‌ ରଇକରି ପର୍‌ମେସର୍‌ ଜନ୍‌ଟା ମନ୍‍ କଲାନି, ସେନ୍ତାରି ଚଲାଚଲ୍‌ତି କରା ।
and the profane and old women's fables reject thou, and exercise thyself unto piety,
8 କାଇକେବଇଲେ ଗାଗଡ୍‌କେ ବୁଲାଚାଲା କରି ନିକ ସଙ୍ଗ୍‌ ସଙ୍ଗଇବାଟା କେତେଟା କାମର୍‌ ପାଇ ନିକ ବିସଇ । କାଇକେବଇଲେ ଏଟା ଜଗତେ ବଁଚିରଇଲେ କି ମରିଗାଲେ ମିସା ତାକେ ଲଡାକେ ଆଇସି । ମାତର୍‌ ଆତ୍‌ମାଇ ଚଲାଚଲ୍‌ତି କର୍‌ବାଟା ସବୁ କାମେ ନିକ ରଇସି ।
for the bodily exercise is unto little profit, and the piety is to all things profitable, a promise having of the life that now is, and of that which is coming;
9 ଏଟା ବାଇଦରେ ସତ୍‌ ଆକା । ଏଟା ସବୁଲକ୍‌ ଅଇସି କି ନ ଅଏ ବଲିକରି ପୁରାପୁରୁନ୍‌ ବିସ୍‌ବାସ୍‌ କରିଅଇସି ।
stedfast [is] the word, and of all acceptation worthy;
10 ୧୦ ଆମେ ପର୍‌ମେସର୍‌କେ ବିସ୍‌ବାସ୍‌ କଲାର୍‌ପାଇ କସ୍‌ଟ ଅଇ କାମ୍‌ କରି ଏଟା ଆସା କଲୁନି । ସେ ସତଇସେ ବଁଚିଆଚେ । ସେ ଗୁଲାଇ ମନସ୍‌ ଜାତିର୍‌ ଉଦାର୍‌କାରିଆ, ଜେତ୍‌କି ସବୁ ତାକେ ବିସ୍‌ବାସ୍‌ କଲାଇନି, ତାକର୍‌ପାଇ ଅଦିକ୍‌ ।
for for this we both labour and are reproached, because we hope on the living God, who is Saviour of all men — especially of those believing.
11 ୧୧ ମୁଇ ତମ୍‌କେ ଜେତ୍‌କି ବିସଇ ଲେକ୍‌ଲିଆଚି ସେଟାସବୁ ବିନ୍‌ ଲକ୍‌ମନ୍‌କେ ସିକାଆ ଆରି ତିଆରା ।
Charge these things, and teach;
12 ୧୨ ତକେ ଦାଙ୍ଗ୍‌ଡା ଆଚେ ବଲି କେ ମିସା ଇନ୍‌ ନ କର । ମାତର୍‌ ସବୁ ବିସ୍‌ବାସି ମନର୍‌ପାଇ ଗଟେକ୍‌ ସାକିପାରା ନିକ ଚଲାଚଲ୍‌ତି କର୍‌ । ସବୁ ବେଲେ ସତ୍‌ କାତା କଇତେର, ନିକସଙ୍ଗ୍‍ ଚଲାଚଲ୍‌ତି କର୍‌ତେରଇବା, ଲକ୍‌ମନ୍‌କେ ଆଲାଦ୍‌ କର୍‌ତେରଇବା, କିରିସ୍‌ଟକେ ବିସ୍‌ବାସ୍‌ କର୍‌ତେରଇବା, ପାପେ ରଅନାଇ ।
let no one despise thy youth, but a pattern become thou of those believing in word, in behaviour, in love, in spirit, in faith, in purity;
13 ୧୩ ମୁଇ ତର୍‌ଟାନେ ଆଇବା ଜାକ ବିସ୍‌ବାସିମନ୍‌ ରୁଣ୍ଡ୍‌ଲା ବେଲାଇ, ଜେନ୍ତାରି କି ସବୁଲକ୍‌ ନିକକରି ସୁନ୍‌ଲାପାରା ସାସ୍‌ତର୍‌ ପଡିଦେସ୍‌ । ତେଇର୍‌ ଅରତ୍‌ ସେମନ୍‌କେ ବୁଜାଇଦେସ୍‌ ।
till I come, give heed to the reading, to the exhortation, to the teaching;
14 ୧୪ ପର୍‌ମେସର୍‌ ତର୍‌ପାଇସେ ବଲିକରି ଜନ୍‌ ଦାନ୍‌ ଦେଲାଆଚେ, ସେ କାମେ ଲାଗିର । ଏଟା ବବିସତ୍‌ବକ୍‌ତାମନ୍‌ ଆରି ପାର୍‌ଚିନ୍‌ମନ୍‌ ତର୍‌ ମୁଣ୍ଡେ ଆତ୍‌ ସଙ୍ଗଇ ପାର୍‌ତନା କଲାବେଲେ, ତୁଇ ପର୍‌ମେସରର୍‌ ଟାନେଅନି ପାଇରଇଲୁସ୍‌ ।
be not careless of the gift in thee, that was given thee through prophecy, with laying on of the hands of the eldership;
15 ୧୫ ଏ ସବୁ ବିସଇ ପୁରାପୁରୁନ୍‌ ମନ୍‌ ଦିଆନ୍‌ ଦେଇ କର୍‌ । ଜେନ୍ତାର୍‌କି, ସୁବ୍‌କବର୍‌ ଜାନାଇବାଟାନେ ଆରି ସିକାଇବାଟାନେ ତୁଇ ଆଗ୍‌ତୁ ଆଗ୍‌ତୁ ଗାଲୁସ୍‌ନି ବଲି ଲକ୍‌ମନ୍‌ ଦେକ୍‌ବାଇ ।
of these things be careful; in these things be, that thy advancement may be manifest in all things;
16 ୧୬ ତୁଇ ଜାଗ୍‌ରତ୍‌ ସଙ୍ଗ୍‍ ଚଲାଚଲ୍‌ତି କର୍‌ । ଆରି ପର୍‌ମେସରର୍‌ ବିସଇ ଜନ୍‌ଟା ସିକାଇଲୁସ୍‌ନି, ସେ ବିସଇଟାନେ ଜାଗ୍‌ରତ୍‌ ର । ଏଟା କରିଲାଗିର । କାଇକେବଇଲେ ସେନ୍ତାରି କଲେ, ତୁଇ ନିଜ୍‌କେ ଆରି ତର୍‌ କାତା ସୁନ୍‌ବା ଲକ୍‌କେ ରକିଆ କର୍‌ସୁ ।
take heed to thyself, and to the teaching; remain in them, for this thing doing, both thyself thou shalt save, and those hearing thee.

< ୧ମ ତିମତି 4 >