< ୧ମ ତିମତି 3 >
1 ୧ ଏ କାତା ସତ୍ ଜେ, କେ ଜଦି ମଣ୍ଡଲିଟାନେ ମୁକିଅ ପଦ୍ ପାଇବାକେ ମନ୍ କଲାନି, ତେବେ ସେ ନିମାନ୍ କାମ୍ କର୍ବାକେ ମନ୍ କଲାନି ।
It is a faithful saying, If any one desires the episcopacy, he covets a beautiful work.
2 ୨ ତେବର୍ପାଇ ଜେନ୍ତିକି ତାର୍ ଜିବନେ ବିନ୍ ଲକ୍ମନର୍ କାଇ ନିନ୍ଦା ନ ରଇବାର୍ । ସେ ଗଟେକ୍ ମାଇଜି ସଙ୍ଗଇରଇବାର୍ ଆଚେ । ନିଜେ ଜାଗ୍ରତ୍ ରଇକରି, ନିଜର୍ ଜିବନେ ସୁସ୍ତା ରଇକରି, ସବୁଲକର୍ ସନ୍ମାନ୍ ପାଇକରି, ଆଇଲା ଲକ୍ମନ୍କେ ଡାକିନେବା ପାରା ଲକ୍ ଅଇକରି, ଲକ୍ମନ୍କେ ବୁଦିର୍ କାତା ସିକାଇବା ଲକ୍ ଅଇ,
Therefore it behooves the bishop to be blameless, the husband of one wife, modest, prudent, orderly, hospitable, competent to teach,
3 ୩ ନ ମାତି କରି, କିରମାର୍ ନ ଅଇକରି ସାନ୍ତିସଙ୍ଗ୍ ରଇ, ଦଦାପେଲା ନ ଅଇକରି, ଦନ୍ ମିଲାଇବାକେ ଆସା ନ ଅଇକରି ରଇବାର୍ ଆଚେ ।
not given to wine, not a controvertist; but gentle, peaceable, not a money lover;
4 ୪ ନିଜର୍ କୁଟୁମ୍କେ ନିକକରି ଚାଲାଇତେରଇବାର୍ ଆଚେ । ଆରି ତାର୍ ପିଲାଟକିମନ୍କେ ସେ ତିଆର୍ଲାଟା ମାନ୍ବାକେ ବାଦିଅ କରାଇବା ସିକିଆ ଦେଇରଇବାର୍ ଆଚେ ।
ruling his own house beautifully; having children in subordination with all gravity;
5 ୫ ଜଦି କେ ମିସା ନିଜର୍ କୁଟୁମ୍କେ ଚାଲାଇବାର୍ ନାଜାନେ, ସେ କେନ୍ତି ପର୍ମେସରର୍ ମଣ୍ଡଲିର୍ ଦାଇତ୍ ନେଇପାର୍ସି?
but if any one does not know how to rule his own house, how will he take care of the church of God?
6 ୬ ସେ ନୁଆ ନୁଆ ବିସ୍ବାସ୍ କର୍ବା ଲକ୍ ନ ରଇବାର୍ ଆଚେ । ନଇଲେ ସେ ବଡ୍ପନିଆ ଅଇକରି ସଇତାନ୍ ଜେନ୍ତାରି ଡଣ୍ଡ୍ ପାଇଲା, ସେ ମିସା ସେନ୍ତାର୍ ଡଣ୍ଡ୍ ପାଇସି ।
not a novice, lest being puffed up he may fall into the condemnation of the devil.
7 ୭ ତାର୍ ଚଲାଚଲ୍ତି ଦେକି ବିସ୍ବାସ୍ ନ କର୍ବା ଲକ୍ମନ୍ ମିସା ତାକେ ଗଟେକ୍ ସନ୍ମାନର୍ ଲକ୍ ପାରା ନାମ୍ବାର୍ ଆଚେ । ଜେନ୍ତିକି ଲକ୍ମନ୍ ତାକେ ନିନ୍ଦା ନ କରି ସଇତାନର୍ ପାନ୍ଦେ ନ ଲାଗେ ।
But it also behooves him indeed to have a beautiful testimony from the aliens, in order that he may not fall into reproach and the snare of the devil.
8 ୮ ସେନ୍ତାରିସେ ମଣ୍ଡଲିର୍ ସେବା କରୁମନ୍ ମୁକିଅର୍ ପାରା ସବୁ ଲକର୍ଟାନେଅନି ସନ୍ମାନ୍ ପାଇବା ଲକ୍ ରଇବାର୍ ଆଚେ । ସେମନ୍ ସତ୍ ବାବେ ଚଲାଚଲ୍ତି କର୍ବାର୍ ଆଚେ । ମଦୁଆ ଲକ୍ ଅଇ ରଇବାର୍ ନାଇ । ଡାବୁକାସୁର୍ ପାଇ ଆସା ନ ରଇବାର୍ ଆଚେ ।
Likewise let the deacons be grave, not double tongued, not given to much wine, not fond of filthy lucre;
9 ୯ ପର୍ମେସର୍ ଜନ୍ ସତ୍ କବର୍ ସେମନ୍କେ ଜାନାଇଆଚେ, ସେଟା ସେମନ୍ ଡାଟ୍ ସଙ୍ଗ୍ ବିସ୍ବାସ୍ କର୍ବାର୍ ଆଚେ । ଆରି ସେମନ୍ ପାପେ ରଉନାଇ ବଲି ତାକର୍ ବିବେକ୍ ସାକିଦେବାର୍ ଆଚେ ।
having the testimony of faith in a pure conscience.
10 ୧୦ ମଣ୍ଡଲିର୍ ସେବାକରୁ ଅଇବା ଆଗ୍ତୁ ବିନ୍ ଲକ୍ମନ୍ ସେମନ୍କେ ପରିକା କରି ଦେକତ୍ । କାଇ ଦସ୍ ନ ରଇଲେ ସେମନ୍ ସେବା କର୍ବାକେ ଦାଇତ୍ ନେଅତ୍ ।
And let them also first be proven; then let them minister the office of deacon, being irreproachable.
11 ୧୧ ସେନ୍ତାରିସେ ତାକର୍ ମାଇଜିମନ୍ ମିସା ବିନ୍ଲକର୍ ସନ୍ମାନ୍ ପାଇଲା ପାରା ଚଲାଚଲ୍ତି କରତ୍ । ସେମନ୍ ତିପୁଲ୍ କାତା କଇବାର୍ ନାଇ । ତାର୍ ବାଦୁଲେ ନିଜେ ଜାଗ୍ରତ୍ ରଇବାର୍ ଆଚେ । ସେମନ୍ ସତ୍ ଲକ୍ ବଲି ବିନ୍ ଲକ୍ ଆସା କର୍ବାର୍ ଆଚେ ।
Likewise let their wives be grave, not tattlers, modest, faithful in all things.
12 ୧୨ ସେବାକରୁ ଗଟେକ୍ ମାଇଜି ସଙ୍ଗଇ, ତାର୍ ପିଲାଟକିମନ୍କେ, ତାର୍ କୁଟୁମର୍ ବିନ୍ ଲକ୍ମନ୍କେ, ଆରି ଗତିଦାଙ୍ଗ୍ଡାମନ୍କେ ନିକସଙ୍ଗ୍ ଜତନ୍ କର୍ବାର୍ ଆଚେ ।
Let the deacons be the husbands of one wife, ruling their children and their own houses beautifully.
13 ୧୩ ସେବାକାରିଆମନ୍ ଆବଡ୍ ଅଇ ନିକ କାମ୍ କଲେ, ଲକ୍ମନର୍ ଟାନେଅନି ଅଦିକ୍ ସନ୍ମାନ୍ ମିଲ୍ସି । ସେନ୍ତାରି ଲକ୍ କିରିସ୍ଟ ଜିସୁର୍ ବିସଇ ବିନ୍ ଲକ୍ମନ୍କେ ଡାଟ୍ ସଙ୍ଗ୍ କଇପାର୍ବାଇ ।
For those having ministered the office of a deacon beautifully procure to themselves beautiful progress, and much boldness in the faith which is in Christ Jesus.
14 ୧୪ ମୁଇ ଏପିସେ ଆସି ଦାପ୍ରେ ତମ୍କେ ଦେକ୍ବି ବଲି ମନ୍ କଲିନି । ଅଇଲେ ମିସା ଏ ଚିଟିଟାନେ ତମ୍କେ ମୁଇ ତିଆର୍ଲିନି ।
I write these things to you, hoping to come to you more speedily;
15 ୧୫ କାଇକେବଇଲେ ଜଦି ମର୍ ଆଇବାଟା ଅଲ୍ସମ୍ ଅଇଲେ ମିସା, ପର୍ମେସରର୍ କୁଟୁମ୍ ଇସାବେ ମଣ୍ଡଲିଟାନେ ତମେ ଗଟେକ୍ ଲକ୍ ଆରିଗଟେକ୍ ଲକ୍କେ କେନ୍ତାରି ମିସିକରି ରଇବାର୍ଆଚେ, ସେ ବିସଇ ତମେ ଜାନ୍ସା । ଏ ମଣ୍ଡଲି ପର୍ମେସରର୍, ଜେକି ସତଇସେ ବଁଚିଆଚେ । ସେ କୁନାଦି ଆରି ମୁଲ୍ ଡେଲି ପାରା ଅଇ ସତ୍ ବିସଇକେ ଡାଟ୍ କରାଇଲାନି ।
but if I tarry, in order that you may know how it behooves you to deport yourself in the house of God, which is the church of the living God, the pillar and ground of the truth.
16 ୧୬ ଆମର୍ ବିସ୍ବାସ୍ଟାନେ କେ ନାଜାନ୍ଲା ପାରା ବିସଇ ଲୁଚିକରି ଆଚେ । ସେନ୍ତାରି ନଏଁ ବଲି କେ କଇନାପାରତ୍ । “ଜିସୁକିରିସ୍ଟ ନର୍ ରୁପ୍ ଦାରି ଆଇଲା । ସେ ନିଜେ ପର୍ମେସରର୍ ପଅ ବଲି ସୁକଲ୍ ଆତ୍ମା କାତାଦେଲା ଆଚେ । ଦୁତ୍ମନ୍ ତାକେ ଦେକ୍ଲାଇ । ତାର୍ ବିସଇର୍ ସତ୍ କବର୍ ଗୁଲାଇ ରାଇଜେ ଜାନାଇଲାଇ । ସବୁ ଜାଗାର୍ କେତେକ୍ କେତକ୍ ଲକ୍ମନ୍ ତାକେ ବିସ୍ବାସ୍ କଲାଇ । ପର୍ମେସର୍ ତାକେ ସର୍ଗେ ନେଲା ।”
And assuredly great is the mystery of godliness; Who is manifested in the flesh, was justified in the spirit, was seen of angels, was preached among the Gentiles, was believed on in the world, was taken up in glory.