< ୧ମ ତିମତି 2 >

1 ପର୍‌ତୁମ୍‌ ବିସଇ ତମ୍‌କେ ଡାଟ୍‌ସଙ୍ଗ୍‍ କଇଲିନି, ସେଟା ଅଇଲାନି ସବୁର୍‌ଟାନେଅନି ମୁକିଅ ବିସଇ । ସବୁ ଲକ୍‌ମନର୍‌ପାଇ ପର୍‌ମେସର୍‌କେ ଗୁଆରି କରା । ସେମନର୍‌ପାଇ ପାର୍‌ତନା କରି ମଜାଇ ଉଆ ଆରି ସେମନର୍‌ ପାଇ ତାକେ ଦନିଅବାଦ୍‌ ଦିଆସ୍‌ ।
mama prathama ādeśo'yaṁ, prārthanāvinayanivedanadhanyavādāḥ karttavyāḥ,
2 ରାଜା ମନ୍‌କେ ଆରି ଅଦିକାରେ ରଇକରି ସାସନ୍‌ କର୍‌ବା ଲକ୍‌ମନର୍‌ପାଇ ପାର୍‌ତନା କରା । ସେନ୍ତାରି କଲେ କାଇଟା ନ ଅଇତେ ସାନ୍ତିସଙ୍ଗ୍‍ ରଇପାର୍‌ସା । ଆରି ଆମେ କାକେ ନ ଡର୍‌ତେ ପର୍‌ମେସର୍‌କେ ପାର୍‌ତନା କରି ତାର୍‌ ମନ୍‍ କଲା ଇସାବେ ଚଲାଚଲ୍‌ତି କରିପାର୍‌ବୁ ।
sarvveṣāṁ mānavānāṁ kṛte viśeṣato vayaṁ yat śāntatvena nirvvirodhatvena ceścarabhaktiṁ vinītatvañcācarantaḥ kālaṁ yāpayāmastadarthaṁ nṛpatīnām uccapadasthānāñca kṛte te karttavyāḥ|
3 ଲକ୍‌ମନର୍‌ ପାଇ ଏନ୍ତାରି ପାର୍‌ତନା କର୍‌ବାର୍‌ ଦର୍‌କାର୍‌ ଆକା । କାଇକେବଇଲେ ଏ ରକାମର୍‌ ପାର୍‌ତନା ଆମର୍‌ ଉଦାର୍‌କାରିଆ ପର୍‌ମେସର୍‌କେ ସାର୍‌ଦା କରାଇସି ।
yato'smākaṁ tārakasyeśvarasya sākṣāt tadevottamaṁ grāhyañca bhavati,
4 ସବୁଲକ୍‌ ଜେନ୍ତାର୍‌ କି ରକିଆ ପାଅତ୍‌ ଆରି ସତ୍‌ ବିସଇ ଜାନତ୍‌ ବଲି ପର୍‌ମେସର୍‌ ମନ୍‍ କଲାନି ।
sa sarvveṣāṁ mānavānāṁ paritrāṇaṁ satyajñānaprāptiñcecchati|
5 କାଇକେବଇଲେ ଗଟେକ୍‌ ସେ ପର୍‌ମେସର୍‌ ଆଚେ । ଆରି ଗଟେକ୍‌ସେ ଲକ୍‌ ଆଚେ, ଜେ କି ପର୍‌ମେସର ଆରି ଲକ୍‌ମନର୍‌ ବିତ୍‌ରେ ସାନ୍ତି ଆନିପାର୍‌ସି । ସେ ଲକ୍‌ ଅଇଲାନି ଜିସୁ କିରିସ୍‌ଟ ।
yata eko'dvitīya īśvaro vidyate kiñceśvare mānaveṣu caiko 'dvitīyo madhyasthaḥ
6 ସବୁଲକ୍‌କେ ମୁକ୍‌ଲାଇବାକେ ସେ ନିଜେ ସର୍‌ପି ଅଇଲା । ସମାନ୍‌ ବେଲାଇ ପର୍‌ମେସର୍‌ ତାକେସେ ବାଚ୍‌ଲା । ସେ ସବୁକେ ରକିଆ କର୍‌ବି ବଲି ମନ୍‍ କଲାଟା ଏନ୍ତାରି ଜାନାଇଲା ।
sa narāvatāraḥ khrīṣṭo yīśu rvidyate yaḥ sarvveṣāṁ mukte rmūlyam ātmadānaṁ kṛtavān| etena yena pramāṇenopayukte samaye prakāśitavyaṁ,
7 ତେବର୍‌ପାଇ ପର୍‌ମେସର୍‌ ତାର୍‌ ସୁବ୍‌ କବର୍‌ ଜାନାଇବାକେ ଆରି ତାର୍‌ ପେରିତ୍‌ ଅଇବାକେ ମକେ ବାଚ୍‌ଲା । ମୁଇ ମିଚ୍‌ କଇନାଇ, ସତ୍‌ସେ କଇଲିନି । ଜିଉଦି ନ ଅଇଲା ଲକ୍‌ମନ୍‌କେ ମିସା ସୁବ୍‌ କବରର୍‌ ସତ୍‌ ବିସଇ ଜାନାଇବାକେ ମକେ ବାଚିରଇଲା ।
tadghoṣayitā dūto viśvāse satyadharmme ca bhinnajātīyānām upadeśakaścāhaṁ nyayūjye, etadahaṁ khrīṣṭasya nāmnā yathātathyaṁ vadāmi nānṛtaṁ kathayāmi|
8 ମୁଇ ମୁନୁସ୍‌ ପିଲାମନ୍‌କେ କଇଲିନି, ସେମନ୍‌ ଜେଡେବେଲେ ପାର୍‌ତନା କର୍‌ବାକେ ରୁଣ୍ଡ୍‌ବାଇ, ସୁକଲ୍‌ ଚଲାଚଲ୍‌ତି ଅଇକରି ତାକର୍‌ ଆତ୍‌ ଟେକି ପାର୍‌ତନା କରତ୍‌ । ଜଦି ଏବେ ମିସା ସେମନ୍‌ ଦଦାପେଲା ଅଇରଇଲେ କି ଲାଗାଲାଗି ଅଇରଇଲେ, ସେଟା ରାଜିନାମା କର୍‌ବାର୍‌ ଆଚେ ।
ato mamābhimatamidaṁ puruṣaiḥ krodhasandehau vinā pavitrakarān uttolya sarvvasmin sthāne prārthanā kriyatāṁ|
9 ସେନ୍ତାରିସେ ମାଇଜିମନ୍‌ ମିସା ଜାଗ୍‌ରତ୍‌ ରଇକରି ସୁଆଲ୍‌ସୁତର୍‌ ଉଆ । ମୁଣ୍ଡର୍‌ ଚେଣ୍ଡିତେଇ ଚିକ୍‌ଚାକ୍‌ ନ କରି, ସୁନା କି ମୁକ୍‌ତା କି ଅଦିକ୍‌ ଦାମ୍‌ ଦେଇରଇବା ଲୁଗା ନ ପିନ୍ଦିକରି, ନିକ ବୁଦିସଙ୍ଗ୍‍ ମର୍‌ଜିତା ସଙ୍ଗ୍‌ ନିଜ୍‌କେ ମାନ୍‌ଲାପାରା ତିଆର୍‌ ଉଆ ।
tadvat nāryyo'pi salajjāḥ saṁyatamanasaśca satyo yogyamācchādanaṁ paridadhatu kiñca keśasaṁskāraiḥ kaṇakamuktābhi rmahārghyaparicchadaiścātmabhūṣaṇaṁ na kurvvatyaḥ
10 ୧୦ ତାର୍‌ ବାଦୁଲେ ବିନ୍‌ଲକ୍‌ମନ୍‌କେ ଦୟା ଦେକାଅତ୍‌ । ପର୍‌ମେସର୍‌କେ ଜୁଆର୍‌ କଲୁନି ବଲି କଇବା ମାଇଜିମନର୍‌ପାଇ ସେଟା ନିକ ଚଲାଚଲ୍‌ତି ଅଇସି ।
svīkṛteśvarabhaktīnāṁ yoṣitāṁ yogyaiḥ satyarmmabhiḥ svabhūṣaṇaṁ kurvvatāṁ|
11 ୧୧ ମାଇଜିମନ୍‌ ଚିମ୍‌ରାଇଅଇ ରଇ ସୁଆଲ୍‌ସୁତର୍‌ ଅଇକରି ବସତ୍‌ ।
nārī sampūrṇavinītatvena nirvirodhaṁ śikṣatāṁ|
12 ୧୨ ମୁଇ ମାଇଜିମନ୍‌କେ ସିକାଇବା ଅଦିକାର୍‌ କି ମୁନୁସର୍‌ ଉପ୍‌ରେ ସାସନ୍‌ କର୍‌ବା ଅଦିକାର୍‌ ଦେଇନାଇ । ତାର୍‌ ବାଦୁଲେ ସେମନ୍‌ ଚିମ୍‌ରାଇଅଇ ରଅତ୍‌ ।
nāryyāḥ śikṣādānaṁ puruṣāyājñādānaṁ vāhaṁ nānujānāmi tayā nirvvirodhatvam ācaritavyaṁ|
13 ୧୩ କାଇକେ ବଇଲେ ପର୍‌ମେସର୍‌ ପର୍‌ତମେ ଆଦମ୍‌କେ ତିଆର୍‌ କଲା । ତାର୍‌ ପଚେ ଅବାକେ ।
yataḥ prathamam ādamastataḥ paraṁ havāyāḥ sṛṣṭi rbabhūva|
14 ୧୪ ପର୍‌ତମେ ଆଦମ୍‌ ସଇତାନର୍‌ଟାନେ ନାଡାଇ ଅଏନାଇ, ମାତର୍‌ ମାଇଜି ନାଡାଇ ଅଇ ପର୍‌ମେସରର୍‌ ଆଦେସ୍‌ ନ ମାନିକରି ପାପି ଅଇଲା ।
kiñcādam bhrāntiyukto nābhavat yoṣideva bhrāntiyuktā bhūtvātyācāriṇī babhūva|
15 ୧୫ ମାତର୍‌ ମାଇଜିମନ୍‌ ପିଲାଟକିମନ୍‌କେ ଜନମ୍‌ ଦେଇକରି ଉଦାର୍‌ ପାଇବାଇ । ସେମନ୍‌ କିରିସ୍‌ଟକେ ବିସ୍‌ବାସ୍‌ କରି ବିନ୍‌ ଲକ୍‌ମନ୍‌କେ ଆଲାଦ୍‌ କରି ସୁଆଲ୍‌ ସୁକଲ୍‌ ସଙ୍ଗ୍‍ ଚଲାଚଲ୍‌ତି କରତ୍‌ ।
tathāpi nārīgaṇo yadi viśvāse premni pavitratāyāṁ saṁyatamanasi ca tiṣṭhati tarhyapatyaprasavavartmanā paritrāṇaṁ prāpsyati|

< ୧ମ ତିମତି 2 >