< ୧ମ ତିମତି 2 >
1 ୧ ପର୍ତୁମ୍ ବିସଇ ତମ୍କେ ଡାଟ୍ସଙ୍ଗ୍ କଇଲିନି, ସେଟା ଅଇଲାନି ସବୁର୍ଟାନେଅନି ମୁକିଅ ବିସଇ । ସବୁ ଲକ୍ମନର୍ପାଇ ପର୍ମେସର୍କେ ଗୁଆରି କରା । ସେମନର୍ପାଇ ପାର୍ତନା କରି ମଜାଇ ଉଆ ଆରି ସେମନର୍ ପାଇ ତାକେ ଦନିଅବାଦ୍ ଦିଆସ୍ ।
১মম প্রথম আদেশোঽযং, প্রার্থনাৱিনযনিৱেদনধন্যৱাদাঃ কর্ত্তৱ্যাঃ,
2 ୨ ରାଜା ମନ୍କେ ଆରି ଅଦିକାରେ ରଇକରି ସାସନ୍ କର୍ବା ଲକ୍ମନର୍ପାଇ ପାର୍ତନା କରା । ସେନ୍ତାରି କଲେ କାଇଟା ନ ଅଇତେ ସାନ୍ତିସଙ୍ଗ୍ ରଇପାର୍ସା । ଆରି ଆମେ କାକେ ନ ଡର୍ତେ ପର୍ମେସର୍କେ ପାର୍ତନା କରି ତାର୍ ମନ୍ କଲା ଇସାବେ ଚଲାଚଲ୍ତି କରିପାର୍ବୁ ।
২সর্ৱ্ৱেষাং মানৱানাং কৃতে ৱিশেষতো ৱযং যৎ শান্তৎৱেন নির্ৱ্ৱিরোধৎৱেন চেশ্চরভক্তিং ৱিনীতৎৱঞ্চাচরন্তঃ কালং যাপযামস্তদর্থং নৃপতীনাম্ উচ্চপদস্থানাঞ্চ কৃতে তে কর্ত্তৱ্যাঃ|
3 ୩ ଲକ୍ମନର୍ ପାଇ ଏନ୍ତାରି ପାର୍ତନା କର୍ବାର୍ ଦର୍କାର୍ ଆକା । କାଇକେବଇଲେ ଏ ରକାମର୍ ପାର୍ତନା ଆମର୍ ଉଦାର୍କାରିଆ ପର୍ମେସର୍କେ ସାର୍ଦା କରାଇସି ।
৩যতোঽস্মাকং তারকস্যেশ্ৱরস্য সাক্ষাৎ তদেৱোত্তমং গ্রাহ্যঞ্চ ভৱতি,
4 ୪ ସବୁଲକ୍ ଜେନ୍ତାର୍ କି ରକିଆ ପାଅତ୍ ଆରି ସତ୍ ବିସଇ ଜାନତ୍ ବଲି ପର୍ମେସର୍ ମନ୍ କଲାନି ।
৪স সর্ৱ্ৱেষাং মানৱানাং পরিত্রাণং সত্যজ্ঞানপ্রাপ্তিঞ্চেচ্ছতি|
5 ୫ କାଇକେବଇଲେ ଗଟେକ୍ ସେ ପର୍ମେସର୍ ଆଚେ । ଆରି ଗଟେକ୍ସେ ଲକ୍ ଆଚେ, ଜେ କି ପର୍ମେସର ଆରି ଲକ୍ମନର୍ ବିତ୍ରେ ସାନ୍ତି ଆନିପାର୍ସି । ସେ ଲକ୍ ଅଇଲାନି ଜିସୁ କିରିସ୍ଟ ।
৫যত একোঽদ্ৱিতীয ঈশ্ৱরো ৱিদ্যতে কিঞ্চেশ্ৱরে মানৱেষু চৈকো ঽদ্ৱিতীযো মধ্যস্থঃ
6 ୬ ସବୁଲକ୍କେ ମୁକ୍ଲାଇବାକେ ସେ ନିଜେ ସର୍ପି ଅଇଲା । ସମାନ୍ ବେଲାଇ ପର୍ମେସର୍ ତାକେସେ ବାଚ୍ଲା । ସେ ସବୁକେ ରକିଆ କର୍ବି ବଲି ମନ୍ କଲାଟା ଏନ୍ତାରି ଜାନାଇଲା ।
৬স নরাৱতারঃ খ্রীষ্টো যীশু র্ৱিদ্যতে যঃ সর্ৱ্ৱেষাং মুক্তে র্মূল্যম্ আত্মদানং কৃতৱান্| এতেন যেন প্রমাণেনোপযুক্তে সমযে প্রকাশিতৱ্যং,
7 ୭ ତେବର୍ପାଇ ପର୍ମେସର୍ ତାର୍ ସୁବ୍ କବର୍ ଜାନାଇବାକେ ଆରି ତାର୍ ପେରିତ୍ ଅଇବାକେ ମକେ ବାଚ୍ଲା । ମୁଇ ମିଚ୍ କଇନାଇ, ସତ୍ସେ କଇଲିନି । ଜିଉଦି ନ ଅଇଲା ଲକ୍ମନ୍କେ ମିସା ସୁବ୍ କବରର୍ ସତ୍ ବିସଇ ଜାନାଇବାକେ ମକେ ବାଚିରଇଲା ।
৭তদ্ঘোষযিতা দূতো ৱিশ্ৱাসে সত্যধর্ম্মে চ ভিন্নজাতীযানাম্ উপদেশকশ্চাহং ন্যযূজ্যে, এতদহং খ্রীষ্টস্য নাম্না যথাতথ্যং ৱদামি নানৃতং কথযামি|
8 ୮ ମୁଇ ମୁନୁସ୍ ପିଲାମନ୍କେ କଇଲିନି, ସେମନ୍ ଜେଡେବେଲେ ପାର୍ତନା କର୍ବାକେ ରୁଣ୍ଡ୍ବାଇ, ସୁକଲ୍ ଚଲାଚଲ୍ତି ଅଇକରି ତାକର୍ ଆତ୍ ଟେକି ପାର୍ତନା କରତ୍ । ଜଦି ଏବେ ମିସା ସେମନ୍ ଦଦାପେଲା ଅଇରଇଲେ କି ଲାଗାଲାଗି ଅଇରଇଲେ, ସେଟା ରାଜିନାମା କର୍ବାର୍ ଆଚେ ।
৮অতো মমাভিমতমিদং পুরুষৈঃ ক্রোধসন্দেহৌ ৱিনা পৱিত্রকরান্ উত্তোল্য সর্ৱ্ৱস্মিন্ স্থানে প্রার্থনা ক্রিযতাং|
9 ୯ ସେନ୍ତାରିସେ ମାଇଜିମନ୍ ମିସା ଜାଗ୍ରତ୍ ରଇକରି ସୁଆଲ୍ସୁତର୍ ଉଆ । ମୁଣ୍ଡର୍ ଚେଣ୍ଡିତେଇ ଚିକ୍ଚାକ୍ ନ କରି, ସୁନା କି ମୁକ୍ତା କି ଅଦିକ୍ ଦାମ୍ ଦେଇରଇବା ଲୁଗା ନ ପିନ୍ଦିକରି, ନିକ ବୁଦିସଙ୍ଗ୍ ମର୍ଜିତା ସଙ୍ଗ୍ ନିଜ୍କେ ମାନ୍ଲାପାରା ତିଆର୍ ଉଆ ।
৯তদ্ৱৎ নার্য্যোঽপি সলজ্জাঃ সংযতমনসশ্চ সত্যো যোগ্যমাচ্ছাদনং পরিদধতু কিঞ্চ কেশসংস্কারৈঃ কণকমুক্তাভি র্মহার্ঘ্যপরিচ্ছদৈশ্চাত্মভূষণং ন কুর্ৱ্ৱত্যঃ
10 ୧୦ ତାର୍ ବାଦୁଲେ ବିନ୍ଲକ୍ମନ୍କେ ଦୟା ଦେକାଅତ୍ । ପର୍ମେସର୍କେ ଜୁଆର୍ କଲୁନି ବଲି କଇବା ମାଇଜିମନର୍ପାଇ ସେଟା ନିକ ଚଲାଚଲ୍ତି ଅଇସି ।
১০স্ৱীকৃতেশ্ৱরভক্তীনাং যোষিতাং যোগ্যৈঃ সত্যর্ম্মভিঃ স্ৱভূষণং কুর্ৱ্ৱতাং|
11 ୧୧ ମାଇଜିମନ୍ ଚିମ୍ରାଇଅଇ ରଇ ସୁଆଲ୍ସୁତର୍ ଅଇକରି ବସତ୍ ।
১১নারী সম্পূর্ণৱিনীতৎৱেন নির্ৱিরোধং শিক্ষতাং|
12 ୧୨ ମୁଇ ମାଇଜିମନ୍କେ ସିକାଇବା ଅଦିକାର୍ କି ମୁନୁସର୍ ଉପ୍ରେ ସାସନ୍ କର୍ବା ଅଦିକାର୍ ଦେଇନାଇ । ତାର୍ ବାଦୁଲେ ସେମନ୍ ଚିମ୍ରାଇଅଇ ରଅତ୍ ।
১২নার্য্যাঃ শিক্ষাদানং পুরুষাযাজ্ঞাদানং ৱাহং নানুজানামি তযা নির্ৱ্ৱিরোধৎৱম্ আচরিতৱ্যং|
13 ୧୩ କାଇକେ ବଇଲେ ପର୍ମେସର୍ ପର୍ତମେ ଆଦମ୍କେ ତିଆର୍ କଲା । ତାର୍ ପଚେ ଅବାକେ ।
১৩যতঃ প্রথমম্ আদমস্ততঃ পরং হৱাযাঃ সৃষ্টি র্বভূৱ|
14 ୧୪ ପର୍ତମେ ଆଦମ୍ ସଇତାନର୍ଟାନେ ନାଡାଇ ଅଏନାଇ, ମାତର୍ ମାଇଜି ନାଡାଇ ଅଇ ପର୍ମେସରର୍ ଆଦେସ୍ ନ ମାନିକରି ପାପି ଅଇଲା ।
১৪কিঞ্চাদম্ ভ্রান্তিযুক্তো নাভৱৎ যোষিদেৱ ভ্রান্তিযুক্তা ভূৎৱাত্যাচারিণী বভূৱ|
15 ୧୫ ମାତର୍ ମାଇଜିମନ୍ ପିଲାଟକିମନ୍କେ ଜନମ୍ ଦେଇକରି ଉଦାର୍ ପାଇବାଇ । ସେମନ୍ କିରିସ୍ଟକେ ବିସ୍ବାସ୍ କରି ବିନ୍ ଲକ୍ମନ୍କେ ଆଲାଦ୍ କରି ସୁଆଲ୍ ସୁକଲ୍ ସଙ୍ଗ୍ ଚଲାଚଲ୍ତି କରତ୍ ।
১৫তথাপি নারীগণো যদি ৱিশ্ৱাসে প্রেম্নি পৱিত্রতাযাং সংযতমনসি চ তিষ্ঠতি তর্হ্যপত্যপ্রসৱৱর্ত্মনা পরিত্রাণং প্রাপ্স্যতি|