< ୧ମ ତିମତି 1 >
1 ୧ ମୁଇ ପାଉଲ୍ ଜିସୁକିରିସ୍ଟର୍ ଗଟେକ୍ ପେରିତ୍, ଏ ଚିଟି ଲେକ୍ଲିନି । ଆମର୍ ମୁକ୍ତିକାରିଆ ପର୍ମେସର୍ ଆରି ଆମେ ଆସା କରିରଇବା କିରିସ୍ଟ ଜିସୁର୍ ଆଦେସ୍ ଇସାବେ ବାଚିଅଇଆଚି ।
PAUL, an apostle of Jesus Christ, by the order of God, our Saviour, and Lord, Jesus Christ, who is our hope;
2 ୨ କିରିସ୍ଟକେ ବିସ୍ବାସ୍ କଲାର୍ପାଇ, ତୁଇ ତିମତି ମର୍ ନିଜର୍ ପଅ ଅଇ ଆଚୁସ୍ । ଆମର୍ ବାବା ପର୍ମେସର୍ ଆରି ମାପ୍ରୁ ଜିସୁ କିରିସ୍ଟ ତମ୍କେ ଜିବନ୍ ଦୁକାଇ ଦୟା ଦେକାଅ ଆରି ସାନ୍ତି ଦେଅ ।
to Timothy, my genuine son in faith: grace, mercy, and peace from God our Father, and Christ Jesus our Lord.
3 ୩ ମୁଇ ମାକିଦନିଆଇ ଜିବା ଆଗ୍ତୁ ତମ୍କେ ଏପିସିଅତେଇ ରୁଆ ବଲି କଇରଇଲି । ତେଇ ଜନ୍ ଲକ୍ମନ୍ ବୁଲ୍ ସିକିଆ ସବୁ ଦେଲାଇନି, ସେମନ୍କେ ବୁଲ୍ ସିକିଆ ଦେବାଟା ବନ୍ଦ୍ କର୍ବାକେ ଆଦେସ୍ ଦିଆସ୍ ବଲି ମୁଇ ତମ୍କେ କଇରଇଲି ।
As I exhorted thee to abide at Ephesus when I went into Macedonia, that thou mightest enjoin certain persons to introduce no different doctrine,
4 ୪ ସେମନ୍ ଟଣ୍ଡେ ପାନ୍ଦି କାତା କଇବାଇ ଆରି ଆଗ୍ତୁର୍ ଆନିଦାଦିମନର୍ କୁଟୁମର୍ କାତା ତିଆର୍ କର୍ବାଟା ଚାଡାବଲି ତିଆରା । ଲକ୍ମନ୍କେ ଏନ୍ତାରି ସିକିଆ ଦେଇତେରଇଲେ ଲକ୍ମନ୍ ତେଇ ଦଦାପେଲା ଅଇବାଇ । ବିସ୍ବାସ୍ ମାନିକରି ଜନ୍କାମ୍ ପର୍ମେସର୍ ସେମନ୍କେ କରତ୍ ବଲି ମନ୍ କଲାନି, ସେଟା ସେମନ୍ କରତ୍ ନାଇ ।
nor to attend to fables and endless genealogies, which give occasion to disputes rather than godly edification, which is by faith; so do.
5 ୫ ତମେ ଏନ୍ତାରିଟା ତିଆରା ଜେନ୍ତାରିକି, ସେମନ୍ ଗଟେକ୍ ଲକ୍ ଆରିଗଟେକ୍ ଲକ୍କେ ଆଲାଦ୍ କର୍ବାଇ । ଜନ୍ ଲକ୍ମନ୍କେ ସତ୍ ବିସ୍ବାସ୍ ଆରି ସୁକଲ୍ ଜିବନ୍, କାଇ କପଟ୍ ନ ରଇବା ମନ୍ ଆଚେ, ସେମନ୍ସେ ଏଟା କରିପାର୍ବାଇ ।
For the end of the commandment is love out of a clean heart, and good conscience, and faith unfeigned:
6 ୬ ମାତର୍ ଜନ୍ ଲକ୍ମନ୍ ବୁଲ୍ ସିକିଆ ଦେଲାଇନି, ଏ ସବୁ ବିସଇ ଚାଡିଦେଇକରି ଚୁଚା ବିସଇ କାତା ଅଇଲାନି ।
from which some, having swerved, have turned aside to vain babbling;
7 ୭ ନିୟମ୍ ଗୁରୁ ଇସାବେ ସବୁଲକ୍ ସେମନ୍କେ ନାମତ୍ ବଲି ସେମନ୍ ମନ୍ କଲାଇନି । ମାତର୍ ସେମନ୍ ସିକାଇବା ବିସଇ ନିଜେ ବୁଜତ୍ନାଇ ଆରି ସାଆସ୍ ସଙ୍ଗ୍ ଜନ୍ଟା ସତ୍ ବଲି କଇଲାଇନି, ସେଟା ସତ୍ କି ନଏଁ ବଲି ନାଜାନତ୍ ।
affecting to be doctors of the law, though they underhand neither what they say, nor whereof they affirm.
8 ୮ ପର୍ମେସରର୍ ନିୟମ୍ଟାନେ କାଇ ଅନିଆଇ ନାଇ । ମାତର୍ ଲକ୍ମନ୍ ସେଟା ଟିକ୍ ସଙ୍ଗ୍ ସିକାଇବାର୍ ଆଚେ ।
But we know that the law is good if a man use it according to its institution;
9 ୯ ଦରମ୍ କାମ୍ କର୍ବା ଲକ୍ମନର୍ପାଇ ନିୟମ୍ ତିଆର୍ ନ ଅଇରଇଲା । ତାର୍ ବାଦୁଲେ ଜନ୍ ଲକ୍ମନ୍ ତାର୍ ବିରଦି ଅଇରଇଲାଇ, ଆରି ତାର୍ କାତା ମାନି ନ ରଇଲାଇ, ସେନ୍ତାରି ଲକ୍ମନର୍ ପାଇ ପର୍ମେସର୍ ନିୟମ୍ ତିଆର୍ କରିରଇଲା । ଜନ୍ ଲକ୍ମନ୍ ପର୍ମେସର୍ ରଏ ନାଇ ବଲି ଚଲାଚଲ୍ତି କଲାଇନି, ଜନ୍ ଲକ୍ମନ୍ ପାପ୍ କର୍ବାଇ, କରାପ୍ କାମ୍ କର୍ତେରଇବାଇ, ଆରି ପର୍ମେସର୍କେ ସନ୍ମାନ୍ ନ ଦେଇତେରଅତ୍, ଜନ୍ଲକ୍ମନ୍ କି ତାକର୍ ଆୟା ବାବାମନ୍କେ ମରାଇବାଇ କି ବିନ୍ ଲକ୍ମନ୍କେ ମିସା ମରାଇବାଇ,
knowing this, that the law is not made for the just man, but for the lawless and disorderly, for the ungodly and for sinners, for the unholy and profane, for murderers of fathers and murderers of mothers, for men-slayers,
10 ୧୦ ବେବିଚାର୍ କାମ୍ କରି ପାପ୍ କର୍ବାଇ, ମୁନୁସ୍ମୁନୁସ୍ ବିତ୍ରେ ଆରି ମାଇଜିମାଇଜି ବିତ୍ରେ ବେବିଚାର୍ କାମ୍ କର୍ବା ଲକ୍ମନର୍ପାଇ, ଗତିଦାଙ୍ଗ୍ଡା ଇସାବେ ଲକ୍ମନ୍କେ ବିକ୍ବା ସାଉକାର୍ ମନର୍ପାଇ, ଜନ୍ ଲକ୍ ସତ୍ କଅତ୍ନାଇ, ସତ୍ସେ କଇବି ବଲି କାତା ଦେଇରଇକରି ମିଚ୍ କଇବା ଲକ୍ମନର୍ପାଇ ଆରି ପର୍ମେସରର୍ ବିସଇଟାନେ ରଇବା ସତ୍ ସିକିଆ ବିରୁଦେ ଜେତ୍କି ସବୁ କାତା ଉଟ୍ସି, ସେ ସବୁର୍ପାଇ ।
for whoremongers, for sodomites, for stealers of men, for liars, for perjured persons, and if there be any other thing which is contrary to sound doctrine,
11 ୧୧ ଏ ସତ୍ ସିକିଆ ସୁବ୍କବରର୍ ସିକିଆ ସଙ୍ଗ୍ ମିସ୍ସି । ଆମର୍ ଡାକ୍ପୁଟା ପର୍ମେସରର୍ ମଇମା ଆରି ଜନ୍ ସୁବ୍କବର୍ ଜାନାଅ ବଲି ସେ ମକେ ଦାଇତ୍ ଦେଲାଆଚେ, ସେଟାମିସା ମିସ୍ସି ।
according to the glorious gospel of the blessed God, with which I have been put in trust.
12 ୧୨ ଆମର୍ ମାପ୍ରୁ ଜିସୁ କିରିସ୍ଟକେ ମୁଇ ଦନିଅବାଦ୍ ଦେଲିନି । ସେ ମକେ ବପୁ ଦେଲାଆଚେ । ତାର୍ ମୁଆଟେ ଗଟେକ୍ ବିସ୍ବାସ୍ ସଙ୍ଗ୍ ରଇବା ଗତି ଦାଙ୍ଗ୍ଡା ଇସାବେ ଏଜ୍ଲା ଆରି ତାକେ ସେବା କର୍ବାକେ ମକେ ବାଚ୍ଲା ।
And I render thanks to him who hath strengthened me, even to Christ Jesus our Lord, that he hath counted me faithful, putting me into the ministry;
13 ୧୩ ଗଟେକ୍ ବେଲାଇ କିରିସ୍ଟର୍ ବିସଇର୍ କାରାପ୍ କାତା କଇତେରଇଲେ ମିସା ଆରି ବିନ୍ ବିସ୍ବାସିମନ୍କେ କାରାପ୍ ଇସାବେ ଦେକି ନିନ୍ଦା କର୍ତେରଇଲି ମିସା, ପର୍ମେସର୍ ମକେ ଦୟା ଦେକାଇଲା । କାଇକେବଇଲେ ମୁଇ କାଇଟା କର୍ତେରଇଲି, ସେଟା ନିଜେ ନାଜାନ୍ତେରଇଲି । ଆରି ମୁଇ କିରିସ୍ଟକେ ବିସ୍ବାସ୍ ନ କରିରଇଲି ।
who was before a blasphemer, and a persecutor, and insolently violent, But I was admitted to mercy, for I did it ignorantly in unbelief;
14 ୧୪ ଆମର୍ ମାପ୍ରୁ ମକେ ବେସି ଦୟା ଦେକାଇଲା । ଜେନ୍ତାରି କି, କିରିସ୍ଟ ଜିସୁର୍ ସଙ୍ଗ୍ ମିସ୍ଲାର୍ପାଇ ମୁଇ ତାକେ ବିସ୍ବାସ୍ କରି ବିନ୍ ଲକ୍ମନ୍କେ ଆଲାଦ୍ କରିପାର୍ଲି ।
but the grace of our Lord hath exceedingly abounded with faith and love, which is in Christ Jesus.
15 ୧୫ ଏଟା କଇବାଟା ପୁରାପୁରୁନ୍ ସତ୍ ଆଚେ । ଆରି ସେଟା ଅଇସି କି ନଏଁ ବଲି ନ ବାବିକରି ନାମ୍ବାର୍ ଆଚେ । ପାପିମନ୍କେ ଉଦାର୍ କର୍ବାକେ କିରିସ୍ଟ ଜିସୁ ଏ ଜଗତେ ଆଇଲା ଆରି ପାପିମନର୍ ବିତ୍ରେଅନି ମୁଇ ବଡ୍ ପାପି ।
It is a faithful saying, and worthy of all acceptation, that Christ Jesus came into the world to save sinners, of whom I am the chief.
16 ୧୬ ଏଲେମିସା ଏଟାର୍ପାଇ ମକେ କିରିସ୍ଟ ଦୟା ଦେକାଇଲା । ସେ ମକେ କେମା କଲାକେ କେତେକ୍ ମୁର୍ଚିକରି ଆଚେ ବଲି ଦେକାଇବାକେ ସେ ମନ୍ କଲା । ବିନ୍ ଲକର୍ଟାନେଅନି ମୁଇ ଅଦିକ୍ ପାପ୍ କଲିଆଚି । ଏଟା ଏନ୍ତାରି ଅଇଲା । ଜେନ୍ତିକି ଦିନେକ୍ ଜେତ୍କି ଲକ୍ସବୁ ତାକେ ବିସ୍ବାସ୍ କରି ସବୁଦିନର୍ପାଇ ମୁକ୍ତି ପାଇବାଇ ସେମନର୍ପାଇ ମୁଇ ଗଟେକ୍ ସାକି ଇସାବେ ରଇବି । (aiōnios )
But for this end obtained I mercy, that in me, the chief, Jesus Christ might shew forth all long-suffering, for a pattern to those who should after believe in him unto eternal life. (aiōnios )
17 ୧୭ ଜନ୍ ରାଜା କାଲ୍ କାଲ୍ ଜୁଗ୍ ଜୁଗ୍ ସାସନ୍ କର୍ସି, ଆରି ଜାକେ କି କେ ଦେକି ନାପାରତ୍, ସେ ଆକା ଗଟେକ୍ ପର୍ମେସର୍ । ସେ କାଲ୍ କାଲ୍ ଜୁଗ୍ ଜୁଗ୍ ମଇମା ଆରି ସନ୍ମାନ୍ ପାଅ । ଆମେନ୍! (aiōn )
Now to the king eternal, immortal, invisible, the only wise God, be honour and glory for ever and ever. Amen. (aiōn )
18 ୧୮ ମର୍ ପଅ ତିମତି, ମୁଇ ତକେ ଏଟା ତିଆର୍ଲିନି, ତମେ କାଇଟା କର୍ସା ବଲି ସୁକଲ୍ଆତ୍ମା କେତେଟା ବବିସତ୍ବକ୍ତାମନ୍କେ ଜାନାଇରଇଲା ଇସାବେ ମୁଇ ଏଟା କଇଲିନି । ସେ ବବିସତ୍ବକ୍ତାମନ୍ କଇଲା ବିସଇ ସୁବ୍କବରର୍ ଦେକାରକା କର୍ବା ଜୁଇଦର୍ କାମେ ତମେ ଜେନ୍ତିକି ସାର୍ଦା ସଙ୍ଗ୍ ମିସ୍ସା, ସେ ବିସଇ କଇଲିନି ।
This commandment, son Timothy, I give thee, according to the prophecies which were before delivered concerning thee, that by them thou mightest war a good warfare;
19 ୧୯ ତାର୍ସଙ୍ଗ୍ ସବୁବେଲେ ବିସ୍ବାସ୍ କର୍ବାଟା ଚାଡାନାଇ । ଆରି ଏଟା ସତ୍ ବଲି ନିଜେ ଜାନିରଇବା ବିସଇ କର୍ତେରୁଆ । କେତେକ୍ ଲକ୍ ନିଜର୍ ବିବେକ୍ କଇବାଟାକେ ଦିଆନ୍ ନ ଦେଇକରି କିରିସ୍ଟକେ ବିସ୍ବାସ୍ କର୍ବାଟା ଚାଡିଦେଇଆଚତ୍ ।
holding faith and a good conscience, which some having renounced, as touching the faith, have been shipwrecked:
20 ୨୦ ସେମନର୍ ବିତ୍ରେ ଉମନାୟକେ ଆରି ଆଲେକ୍ଜାଣ୍ଡାର୍କେ ବିନ୍ ବିସ୍ବାସି ମନର୍ଟାନେଅନି ବେଗ୍ଲାଇକରି ସଇତାନ୍କେ ସର୍ପିଦେଲିଆଚି । ଏନ୍ତାରି କଲେ ପର୍ମେସରର୍ ବିରଦେ କାରାପ୍ କାତା କଇବାଟା ସେମନ୍ ଚାଡିଦେବାଇ ବଲି ଆସା କଲିନି ।
of whom are Hymeneus and Alexander, whom I have delivered over unto Satan, that they may be corrected, so as to blaspheme no more.