< ୧ ତେସଲନିକିୟ 4 >

1 ତେବେ ଏ ବାଇମନ୍‌ ସାରାସାରି ବେଲାଇ କେନ୍ତାରି ଚଲାଚଲ୍‌ତି କଲେ ପର୍‌ମେସର୍‌ ସାର୍‍ଦା ଅଇସି, ସେ ବିସଇ ତମେ ଆମର୍‌ଟାନେଅନି ସିକିଆଚାସ୍‌ । ଆରି ସେନ୍ତାରିସେ ଚଲାଚଲ୍‌ତି କଲାସ୍‌ନି । ତମେ ଜେନ୍ତାରି କଲାସ୍‌ନି, ସେ ଇସାବେ ଆରି ଆଗ୍‌ତୁ ଆଗ୍‌ତୁ ଜିବାକେ ଆମେ ତମ୍‌କେ ମାପ୍‌ରୁ ଜିସୁର୍‌ ନାଉଁଦାରି ବାବୁଜିଆ କରି ସାର୍‌ଦା କରାଇଲୁନି ।
For øvrig altså, brødre, ber og formaner vi eder i den Herre Jesus at likesom I har lært av oss hvorledes I bør vandre og tekkes Gud, således som I også gjør, så må I enn mere gjøre fremgang deri.
2 କାଇକେବଇଲେ ମାପ୍‌ରୁ ଜିସୁର୍‌ଟାନେଅନି ଆଦେସ୍‌ ପାଇକରି ଜାଇ ଜାଇଟା କର୍‌ବାକେ କଇରଇଲୁ, ସେଟା ତମେ ଜାନାସ୍‌ ।
I vet jo hvilke bud vi gav eder ved den Herre Jesus.
3 ଜେନ୍ତାରି କି ତମେ ବେସିଆ କାମ୍‌ଟାନେଅନି ବିନେ ରଇକରି, ସୁକଲ୍‌ ସଙ୍ଗ୍‌ ରଇବାଟା ପର୍‌ମେସର୍‌ ମନ୍‌ କଲାନି ।
For dette er Guds vilje, eders helliggjørelse: at I avholder eder fra hor;
4 ସବୁଲକ୍‌ ସୁକଲ୍‌ ଆରି ଆଲାଦ୍‌ସଙ୍ଗ୍‍ ନିଜର୍‌ ନିଜର୍‌ ମାଇଜିମନର୍‌ ସଙ୍ଗ୍‍ ରଇବାକେ ସିକା ।
at hver av eder vet å vinne sig sin egen make, i helligelse og ære,
5 ଆରି, ଜେନ୍ତିକି ବିସ୍‍ବାସ୍‍ ନ କଲା ଲକ୍‍ମନର୍‌ପାରା ପର୍‌ମେସରର୍‌ ବାକିଅ ନ ମାନିକରି ଆସାର୍‌ କାମ୍‌ କରାନାଇ ।
ikke i lystens brynde, som hedningene, som ikke kjenner Gud;
6 ଜେ ଜଦି ଏ ବିସଇ ନ ମାନିକରି କନ୍‌ ବିସ୍‌ବାସି ବାଇକେ ମିସା ଅନିଆଇ କର୍‌ସି ବଇଲେ, ମାପ୍‌ରୁ ଏ ସବୁ ବିସଇ ନେଇ ଡଣ୍ଡ୍‌ ଦେଇସି । ଏ କାତା ଆମେ ପୁର୍‌ବେ ଜାନାଇଦେଇ ଆଚୁ ।
at ingen skal gjøre sin bror urett og uskjell i det han har å gjøre med ham; for Herren er hevner over alt dette, således som vi også forut har sagt og vidnet for eder.
7 କାଇକେବଇଲେ ପର୍‌ମେସର୍‌ ଆମ୍‌କେ ସୁକଲ୍‌ ନ ଅଇକରି ଜିଉନା କାଉନା କର୍‌ବାକେ ଡାକେନାଇ ମାତର୍‌ ସୁକଲ୍‌ ଅଇ ରଇବାକେ ଡାକିଆଚେ ।
For Gud kalte oss ikke til urenhet, men til helliggjørelse.
8 ତେବେ ଜେ ଆମର୍‌ ଏ ସିକିଆ ନ ନାମେ, ସେ ଅବ୍‌କା ମୁନୁସ୍‌କେ ନ ନାମେ । ମାତର୍‌ ଜନ୍‌ ପର୍‌ମେସର୍‌ ତମର୍‌ ବିତ୍‌ରେ ସୁକଲ୍‌ଆତ୍‌ମା ଦେଇସି, ତାକେ ନ ନାମେ ।
Den altså som ringeakter dette, han ringeakter ikke et menneske, men Gud, som også gir sin Hellige Ånd i eder.
9 ଏ କିରିସ୍‌ଟ ବିସ୍‌ବାସି ବାଇବଇନିମନ୍‌, ତମର୍‌ ଆଲାଦ୍‌ କର୍‌ବା ବିସଇ ଆମେ ଆରି ଅଦିକ୍‌ ଲେକ୍‌ବାର୍‌ ଦର୍‌କାର୍‌ ନାଇ । କାଇକେବଇଲେ ତମେ ପର୍‌ମେସର୍‌ଟାନେଅନି ନିଜର୍‌ ନିଜର୍‌ ବିତ୍‌ରେ ଆଲାଦ୍‌ କର୍‌ବାଟା ସିକିଆଚାସ୍‌ ।
Men om broderkjærligheten trenger I ikke til at nogen skriver til eder; for I er selv lært av Gud til å elske hverandre;
10 ୧୦ ଆରି ଗୁଲାଇ ମାକିଦନିଆଇ ରଇବା ସବୁ ବିସ୍‌ବାସି ବାଇମନ୍‌କେ ସେନ୍ତାରି କଲାସ୍‌ନି । ଏଲେମିସା, ତମେ ଆରି ଅଦିକ୍‌ ଅଦିକ୍‌ ସେନ୍ତାରି କରା ।
I gjør det jo også mot alle brødrene i hele Makedonia. Dog formaner vi eder, brødre, at I enn mere gjør fremgang deri,
11 ୧୧ ଆରି ତମ୍‌କେ ପୁର୍‌ବେ ଦିଆଅଇରଇବା ଆଦେସ୍‌ ଇସାବେ ତମେ ସାନ୍ତିସଙ୍ଗ୍‍ ରଇକରି ନିଜର୍‌ ନିଜର୍‌ କାମେ ଲାଗିରୁଆ, ପାଇଟି କାବାଡ୍‌ କରି ରୁଆ । ଏଟାର୍‌ପାଇ ଆମେ ତମ୍‌କେ ବାବୁଜିଆ କଲୁନି ।
og at I setter eders ære i å leve stille og ta vare på eders egne ting og arbeide med eders hender, så som vi bød eder,
12 ୧୨ ଏନ୍ତାରି କଲେ ବିସ୍‌ବାସ୍‌ ନ କର୍‌ବା ଲକ୍‌ମନ୍‌ ମିସା ତମ୍‌କେ ନାମ୍‌ବାଇ । ଆରି କାଇଟା ମିସା ଅବାବ୍‌ ନ ଅଏ । ତମ୍‌କେ ଦର୍‌କାର୍‌ ରଇବା ବିସଇପାଇ ବିନ୍‌ଲକ୍‌କେ ଆସା କର୍‌ବାକେ ନ ପଡେ ।
forat I kan omgåes sømmelig med dem som er utenfor, og ikke trenge til nogen.
13 ୧୩ ଏ ବାଇବଇନିମନ୍‌, ଆସା ନ କର୍‌ବା ବିନ୍‌ ଲକ୍‌ମନର୍‌ ପାରା ଦୁକ୍‌ ଚିନ୍ତା ଅଇ ରୁଆନାଇ । ଏଟାର୍‌ପାଇ ତମେ ମରିଜାଇରଇବା ଲକ୍‌ମନର୍‌ ବିସଇ ଜାନିରୁଆ ।
Men vi vil ikke, brødre, at I skal være uvitende om de hensovede, forat I ikke skal sørge således som de andre, som ikke har håp.
14 ୧୪ କାଇକେବଇଲେ ଜିସୁ ମରିକରି ଆରିତରେକ୍‌ ଉଟିଆଚେ ବଲିକରି ଆମେ ବିସ୍‌ବାସ୍‌ କଲୁନି । ତେବେ ଆମେ ଡାଟ୍‌ ସଙ୍ଗ୍‌ ଜାନି ଆଚୁ କି, ଜନ୍‌ ଲକ୍‌ମନ୍‌ ଜିସୁକେ ବିସ୍‌ବାସ୍‌ କରି ମରିଆଚତ୍‌, ସେ ଆରିତରେକ୍‌ ଆଇଲେ ପର୍‌ମେସର୍‌ ତାର୍‍ ସଙ୍ଗ୍‍ ସେମନ୍‌କେ ଦାରିଜାଇସି ।
For så sant Vi tror at Jesus døde og stod op, så skal og Gud ved Jesus føre de hensovede sammen med ham.
15 ୧୫ ଏବେ ଆମେ ତମ୍‌କେ ଜନ୍‌ ସିକିଆ ଦେଲୁନି, ସେଟା ମାପ୍‌ରୁର୍‌ ସିକିଆ । ମାପ୍‌ରୁ ଆଇବା ବେଲେ ଜେତ୍‌କି ଲକ୍‌ ଆମେ ନ ମରିକରି ଜିଇ ଆଚୁ, ଆମେ ଦେକ୍‌ବା ଆଗ୍‌ତୁ ମରିଜାଇରଇବା ବିସ୍‌ବାସିମନ୍‌ ମାପ୍‌ରୁକେ ଦେକ୍‌ବାଇ ।
For dette sier vi eder med et ord av Herren at vi som lever, som blir tilbake inntil Herren kommer, skal ingenlunde komme i forveien for de hensovede;
16 ୧୬ କାଇକେବଇଲେ ମାପ୍‌ରୁ ନିଜେ ଆଦେସ୍‌ ଦେଇ, ମୁକିଆ ଦୁତର୍‌ ସର୍‌ ଆରି ପର୍‌ମେସରର୍‌ ବାଜାମଇରି ସଙ୍ଗ୍‍ ସର୍‌ଗେ ଅନି ଉତର୍‌ସି । ଜିସୁକିରିସ୍‌ଟକେ ବିସ୍‌ବାସ୍‌କରି ଜନ୍‌ଲକ୍‌ମନ୍‌ ମରିଆଚତ୍‌ ସେମନ୍‌ ତେଇ ପର୍‌ତମେ ଉଟ୍‌ବାଇ ।
for Herren selv skal komme ned fra himmelen med et bydende rop, med overengels røst og med Guds basun, og de døde i Kristus skal først opstå;
17 ୧୭ ତାର୍‌ପଚେ ଆମେ ଜେତ୍‌କି ଲକ୍‌ ଜିବନ୍‌ ରଇବୁ, ସେବେଲେ ମେଗ୍‌ମାଲାଇଅନି ସେମନର୍‌ସଙ୍ଗ୍‍ ଉତ୍‍ରିକରି ସବୁବେଲେ ମାପ୍‌ରୁର୍‌ ସଙ୍ଗ୍‍ ସରଗ୍‌ପୁରେ ରଇବୁ ।
derefter skal vi som lever, som blir tilbake, sammen med dem rykkes i skyer op i luften for å møte Herren, og så skal vi alltid være med Herren.
18 ୧୮ ଏସବୁ କାତାମନ୍‌ ସୁନାଇକରି ତମେ ନିଜର୍‌ ନିଜର୍‌ ଲକ୍‌ମନ୍‌କେ ସାଆସ୍‌ କରାଆ ।
Trøst da hverandre med disse ord!

< ୧ ତେସଲନିକିୟ 4 >