< ୧ ତେସଲନିକିୟ 3 >

1 ସାରାସାରିପଚେ ଆମେ ଦୁକ୍‌ କସ୍‌ଟ ମୁର୍‌ଚି ନାପାରିକରି ଆତିନେସ୍‌ତେଇ କାର୍‌ ସଙ୍ଗ୍‌ ନ ମିସିକରି ଜିଉନାକାଉନା କରୁବଲି, କାତା ଅଇଲୁ ।
Wherefore, no longer concealing our anxiety, we were well-pleased to be left in Athens, alone,
2 ତମ୍‌କେ ବପୁ କରାଇବାକେ ଆରି ତମର୍‌ ବିସ୍‌ବାସ୍‌ ଡାଟ୍‌ କରାଇବାକେ ତମର୍‌ ଲଗେ ଆମର୍‌ ବାଇ ତିମତିକେ ପାଟାଇରଇଲୁ । ସେ ଆମର୍‌ସଙ୍ଗ୍‍ କିରିସ୍‌ଟର୍‌ ସୁବ୍‌କବର୍‌ ଜାନାଇକରି ପର୍‌ମେସରର୍‌ ସେବା କଲାନି ।
And sent Timothy—our brother, and God’s minister in the glad-message of the Christ—that he might confirm and console you over your faith,
3 ତମର୍‌ ଉପ୍‌ରେ ଅଇତେରଇବା ବିପଦର୍‌ ଲାଗି ଜେନ୍ତିକି କେ ମିସା ବିନ୍‌ ବାଟେ ନ ଜାଅତ୍‌ । ସେଟାର୍‌ପାଇ ସେ ତମ୍‌କେ ସାଇଜ କର୍‌ସି । ଏଲେମିସା ତମେତା ଜାନାସ୍‌, ଆମ୍‌କେ ମିସା ଏନ୍ତାରି କସ୍‌ଟ ମିଲ୍‌ଲାନି, ଏଟା ଆମର୍‌ ପାଇ ପର୍‌ମେସର ମନ୍‍ କର୍‍ବାଟା ।
That, no one, might be shrinking back in these tribulations. For ye, yourselves, know, that, hereunto, are we appointed;
4 ଆମେ ତମର୍‌ସଙ୍ଗ୍‍ ରଇଲା ବେଲେ, ବେସି ଆଗେଅନି ଆମ୍‌କେ ଦୁକ୍‌କସ୍‌ଟ ଆଇସି ବଲି ପୁର୍‌ବେଅନି ଜାନାଇ ଦେଇରଇଲୁ । ଏବେ ତମେ ଜାନ୍‌ଲାସ୍‌ନି, ଟିକ୍‌ ସେଟାସେ ଗଟ୍‌ଲା ।
For, even when we were with you, we told you beforehand—we are destined to suffer tribulation! even as it also came to pass, and ye know.
5 ଏଟାର୍‌ପାଇ ତମର୍‌ ବିସଇ ନାଜାନିକରି ମୁଇ ରଇ ନାପାର୍‌ଲି । ତମେ ବିସ୍‌ବାସେ ଆଚାସ୍‌ କି ନାଇ ଚିନ୍ତାକରି ମୁଇ ତିମତିକେ ପାଟାଇଲି । ଏଟାର୍‌ପାଇ ବଲି କେଡେବେଲେ ସଇତାନ୍‌ ତମ୍‌କେ ପରିକା କରି ଆମେ ଆବଡ୍‌ ଅଇ କଲାଟା ଚୁଚାଇ ଜାଇସି ବଲି ଡର୍‌ତେ ରଇଲି ।
For this cause, I also, no longer concealing my anxiety, sent, that I might get to know your faith, lest by any means he that tempteth, should have tempted you, and, in vain, should have been our toil.
6 ମାତର୍‌ ତିମତି ତମର୍‌ଲଗେଅନି ବାଉଡି ଆସି ତମର୍‌ ବିସ୍‌ବାସ୍‌ ଆରି ଆଲାଦର୍‌ ବିସଇର୍‍ ସୁବ୍‌କବର୍‌ ଆନ୍‌ଲା । ସେ ଆମ୍‌କେ ଜାନାଇଦେଲାଆଚେଜେ, ତମେ ସବୁବେଲେ ଆମ୍‌କେ ଆଲାଦ୍‌ ସଙ୍ଗ୍‌ ଏତ୍‌ କଲାସ୍‌ନି ଆରି ଆମେ ଜେନ୍ତିକି ତମ୍‌କେ ଦେକ୍‌ବାକେ ମନ୍‌ କଲୁନି, ତମେ ମିସା ସେରକାମ୍‌ ଆମ୍‌କେ ଦେକ୍‌ବାକେ ମନ୍‌ କଲାସ୍‌ନି ।
But, when, just now, Timothy came unto us, from you, and brought us good tidings of your faith and love, —and that ye have good remembrance of us, continually, longing to see, us, —even as, we also, to see you,
7 ତେବେ ଏ ବାଇବଇନିମନ୍‌, ଆମେ କାକୁର୍‌ତି ଅଇ ଦୁକ୍‌ କସ୍‌ଟ ପାଇଲା ବେଲେ ତମର୍‌ ବିସ୍‌ବାସର୍‌ଲାଗି ସାର୍‌ଦା ଅଇଲୁନି । ତମର୍‌ ବିସ୍‌ବାସ୍‌ ଆକା ଆମ୍‌କେ ସାଆସ୍‌ ଦେଇକରି ସଙ୍ଗଇଆଚେ ।
For this cause, were we consoled, brethren, over you, in all our necessity and tribulation, through your faith;
8 କାଇକେବଇଲେ ଏବେ ତମେ ଡାଟ୍‌ଅଇ ମାପ୍‌ରୁ ସଙ୍ଗ୍‌ ମିସିକରି ଆଚାସ୍‌ । ଏଟା ଆମେ ଜାନିକରି ଆରିତରେକ୍‌ ସାର୍‌ଦା ସଙ୍ଗ୍‌ ଜିଇଲୁନି ।
Because, now, we live, —if only, ye, stand fast in the Lord.
9 ଉଁ, ଆମର୍‌ ପର୍‌ମେସରର୍‌ ମୁଆଟେ ତମର୍‌ ଲାଗି ଆମେ ସବୁଲକ୍‌ ସାର୍‌ଦା ଅଇଲୁନି । ସେଟାର୍‌ପାଇ ତମର୍‌ଲାଗି ପର୍‌ମେସର୍‌କେ ଦନିଅବାଦ୍‌ ଦେଲୁନି ।
For what thanksgiving can we render back, unto God, concerning you, on occasion of all the joy wherewith we rejoice, for your sakes, before our God?—
10 ୧୦ ତମେ ବିସ୍‌ବାସ୍‌ କଲାଟାନେ କେତେଟା ଉନା ଆଚେ । ସେଟା ପୁରାପୁରୁନ୍‌ କର୍‌ବାକେ, ଆମେ ତମର୍‌ସଙ୍ଗ୍‌ କେନ୍ତି ମିସିପାର୍‌ବୁ, ଏଟାର୍‌ପାଇ ଦିନ୍‌ ରାତି ପାର୍‌ତନା କରିଲାଗିଆଚୁ ।
Night and day, making very abundant entreaties, that we may see your face, and fit in the things which are lacking in your faith?
11 ୧୧ ତମର୍‌ଲଗେ ଆଇବାକେ ଆମ୍‌କେ ଆମର୍‌ ବାବା ପର୍‌ମେସର୍‌ ଆରି ଆମର୍‌ ମାପ୍‌ରୁ ଜିସୁ ବାଟ୍‌ ତିଆର୍‌କରି ଦେଅତ୍‌ ।
Now may, our God and Father himself and our Lord Jesus, make straight our way unto you:
12 ୧୨ ଜେନ୍ତିକି ଆମର୍‌ ଆଲାଦ୍‌ ତମର୍‌ପାଇ ବଡିଆଇଲାନି, ସେନ୍ତାରିସେ ନିଜର୍‌ ନିଜର୍‌ ବିତ୍‌ରେ, ଆରି ସବୁ ଲକ୍‌ମନ୍‌କେ ମାପ୍‌ରୁ ଆଲାଦ୍‌ ବଡାଇକରି ଅଦିକ୍‌ କର ।
And, you, may the Lord cause to abound and excel in your love one toward another, and toward all, —even as, we, do toward you:
13 ୧୩ ମାପ୍‌ରୁ ଏନ୍ତାରି ତମ୍‌କେ ତବିର୍‌ କରାଅ । ଜେଡେବେଲେ ଆମର୍‌ ମାପ୍‌ରୁ ଜିସୁ ତାର୍‌ ନିଜର୍‌ ସୁକଲ୍‌ ଲକ୍‌ମନର୍‌ ସଙ୍ଗ୍‌ ଆଇବା ବେଲେ, ତମେ କାଇ ଦସ୍‌ ନ ଅଇତେ ଆରି ସୁକଲ୍‌ ଅଇ, ବାବା ପର୍‌ମେସରର୍‌ ମୁଆଟେ ଟିଆଅଇସା ।
To the end he may confirms your hearts, faultless in holiness, before our God and Father, in the Presence of our Lord Jesus with all his saints.

< ୧ ତେସଲନିକିୟ 3 >