< ୧ ତେସଲନିକିୟ 3 >
1 ୧ ସାରାସାରିପଚେ ଆମେ ଦୁକ୍ କସ୍ଟ ମୁର୍ଚି ନାପାରିକରି ଆତିନେସ୍ତେଇ କାର୍ ସଙ୍ଗ୍ ନ ମିସିକରି ଜିଉନାକାଉନା କରୁବଲି, କାତା ଅଇଲୁ ।
WHEREFORE when we could no longer forbear, we thought it good to be left at Athens alone:
2 ୨ ତମ୍କେ ବପୁ କରାଇବାକେ ଆରି ତମର୍ ବିସ୍ବାସ୍ ଡାଟ୍ କରାଇବାକେ ତମର୍ ଲଗେ ଆମର୍ ବାଇ ତିମତିକେ ପାଟାଇରଇଲୁ । ସେ ଆମର୍ସଙ୍ଗ୍ କିରିସ୍ଟର୍ ସୁବ୍କବର୍ ଜାନାଇକରି ପର୍ମେସରର୍ ସେବା କଲାନି ।
and sent Timothy our brother, and a minister of God, and our fellow-labourer in the gospel of Christ, that he might stablish you, and comfort you concerning your faith:
3 ୩ ତମର୍ ଉପ୍ରେ ଅଇତେରଇବା ବିପଦର୍ ଲାଗି ଜେନ୍ତିକି କେ ମିସା ବିନ୍ ବାଟେ ନ ଜାଅତ୍ । ସେଟାର୍ପାଇ ସେ ତମ୍କେ ସାଇଜ କର୍ସି । ଏଲେମିସା ତମେତା ଜାନାସ୍, ଆମ୍କେ ମିସା ଏନ୍ତାରି କସ୍ଟ ମିଲ୍ଲାନି, ଏଟା ଆମର୍ ପାଇ ପର୍ମେସର ମନ୍ କର୍ବାଟା ।
that no man might be shaken by these tribulations; for ye yourselves know that thereunto we are appointed.
4 ୪ ଆମେ ତମର୍ସଙ୍ଗ୍ ରଇଲା ବେଲେ, ବେସି ଆଗେଅନି ଆମ୍କେ ଦୁକ୍କସ୍ଟ ଆଇସି ବଲି ପୁର୍ବେଅନି ଜାନାଇ ଦେଇରଇଲୁ । ଏବେ ତମେ ଜାନ୍ଲାସ୍ନି, ଟିକ୍ ସେଟାସେ ଗଟ୍ଲା ।
For when we were with you, we told you before that we were about to suffer tribulation; as also it came to pass, and ye know.
5 ୫ ଏଟାର୍ପାଇ ତମର୍ ବିସଇ ନାଜାନିକରି ମୁଇ ରଇ ନାପାର୍ଲି । ତମେ ବିସ୍ବାସେ ଆଚାସ୍ କି ନାଇ ଚିନ୍ତାକରି ମୁଇ ତିମତିକେ ପାଟାଇଲି । ଏଟାର୍ପାଇ ବଲି କେଡେବେଲେ ସଇତାନ୍ ତମ୍କେ ପରିକା କରି ଆମେ ଆବଡ୍ ଅଇ କଲାଟା ଚୁଚାଇ ଜାଇସି ବଲି ଡର୍ତେ ରଇଲି ।
For this cause also, when I could no longer forbear, I sent to know your fidelity, lest by any means the tempter had tempted you, and our labour should be in vain.
6 ୬ ମାତର୍ ତିମତି ତମର୍ଲଗେଅନି ବାଉଡି ଆସି ତମର୍ ବିସ୍ବାସ୍ ଆରି ଆଲାଦର୍ ବିସଇର୍ ସୁବ୍କବର୍ ଆନ୍ଲା । ସେ ଆମ୍କେ ଜାନାଇଦେଲାଆଚେଜେ, ତମେ ସବୁବେଲେ ଆମ୍କେ ଆଲାଦ୍ ସଙ୍ଗ୍ ଏତ୍ କଲାସ୍ନି ଆରି ଆମେ ଜେନ୍ତିକି ତମ୍କେ ଦେକ୍ବାକେ ମନ୍ କଲୁନି, ତମେ ମିସା ସେରକାମ୍ ଆମ୍କେ ଦେକ୍ବାକେ ମନ୍ କଲାସ୍ନି ।
But now when Timothy returned to us from you, and brought us the glad tidings of your faith and love, and that ye retain a kind remembrance of us always, earnestly desirous to see us, as we are also to see you:
7 ୭ ତେବେ ଏ ବାଇବଇନିମନ୍, ଆମେ କାକୁର୍ତି ଅଇ ଦୁକ୍ କସ୍ଟ ପାଇଲା ବେଲେ ତମର୍ ବିସ୍ବାସର୍ଲାଗି ସାର୍ଦା ଅଇଲୁନି । ତମର୍ ବିସ୍ବାସ୍ ଆକା ଆମ୍କେ ସାଆସ୍ ଦେଇକରି ସଙ୍ଗଇଆଚେ ।
for this cause we have felt consolation, brethren, in you under all our tribulation and distress, because of your fidelity.
8 ୮ କାଇକେବଇଲେ ଏବେ ତମେ ଡାଟ୍ଅଇ ମାପ୍ରୁ ସଙ୍ଗ୍ ମିସିକରି ଆଚାସ୍ । ଏଟା ଆମେ ଜାନିକରି ଆରିତରେକ୍ ସାର୍ଦା ସଙ୍ଗ୍ ଜିଇଲୁନି ।
For now we live, if ye stand fast in the Lord.
9 ୯ ଉଁ, ଆମର୍ ପର୍ମେସରର୍ ମୁଆଟେ ତମର୍ ଲାଗି ଆମେ ସବୁଲକ୍ ସାର୍ଦା ଅଇଲୁନି । ସେଟାର୍ପାଇ ତମର୍ଲାଗି ପର୍ମେସର୍କେ ଦନିଅବାଦ୍ ଦେଲୁନି ।
For what sufficient thanks can we render to God for you, for all the joy with which we rejoice on your account before our God,
10 ୧୦ ତମେ ବିସ୍ବାସ୍ କଲାଟାନେ କେତେଟା ଉନା ଆଚେ । ସେଟା ପୁରାପୁରୁନ୍ କର୍ବାକେ, ଆମେ ତମର୍ସଙ୍ଗ୍ କେନ୍ତି ମିସିପାର୍ବୁ, ଏଟାର୍ପାଇ ଦିନ୍ ରାତି ପାର୍ତନା କରିଲାଗିଆଚୁ ।
night and day most fervently praying that we may see your face, and amply supply the deficiencies of your faith?
11 ୧୧ ତମର୍ଲଗେ ଆଇବାକେ ଆମ୍କେ ଆମର୍ ବାବା ପର୍ମେସର୍ ଆରି ଆମର୍ ମାପ୍ରୁ ଜିସୁ ବାଟ୍ ତିଆର୍କରି ଦେଅତ୍ ।
Now God himself, and our Father, and the Lord Jesus Christ direct our way unto you.
12 ୧୨ ଜେନ୍ତିକି ଆମର୍ ଆଲାଦ୍ ତମର୍ପାଇ ବଡିଆଇଲାନି, ସେନ୍ତାରିସେ ନିଜର୍ ନିଜର୍ ବିତ୍ରେ, ଆରି ସବୁ ଲକ୍ମନ୍କେ ମାପ୍ରୁ ଆଲାଦ୍ ବଡାଇକରି ଅଦିକ୍ କର ।
And the Lord cause you to abound and overflow with love one to another, and towards all men, as we also do to you:
13 ୧୩ ମାପ୍ରୁ ଏନ୍ତାରି ତମ୍କେ ତବିର୍ କରାଅ । ଜେଡେବେଲେ ଆମର୍ ମାପ୍ରୁ ଜିସୁ ତାର୍ ନିଜର୍ ସୁକଲ୍ ଲକ୍ମନର୍ ସଙ୍ଗ୍ ଆଇବା ବେଲେ, ତମେ କାଇ ଦସ୍ ନ ଅଇତେ ଆରି ସୁକଲ୍ ଅଇ, ବାବା ପର୍ମେସରର୍ ମୁଆଟେ ଟିଆଅଇସା ।
to the end that your hearts may be established blameless in holiness before God and our Father, at the coming of our Lord Jesus Christ with all his saints.