< ୧ ତେସଲନିକିୟ 2 >

1 ଏ ବାଇବଇନିମନ୍‌ ତମେ ନିଜେ ଜାନି ଆଚାସ୍‌, ତମର୍‌ଲଗେ ଆମେ ଆଇଲାଟା ଚୁଚାଇ ନ ରଇଲା ।
Αὐτοὶ γὰρ οἴδατε, ἀδελφοί, τὴν εἴσοδον ἡμῶν τὴν πρὸς ὑμᾶς, ὅτι οὐ κενὴ γέγονεν·
2 ତମର୍‌ଟାନେ ଆଇବା ଆଗ୍‌ତୁ ପିଲିପେ ଆମ୍‌କେ କେନ୍ତି ଦୁକ୍‌ ନିନ୍ଦା ଅଇରଇଲା, ସେଟା ତମେ ଜାନାସ୍‌ । ବେସି ଲକ୍‌ ଆମ୍‌କେ ବିରଦ୍‌ କଲେ ମିସା ସୁବ୍‍କବର୍‌ ତମ୍‌କେ ଜାନାଇବାକେ ପର୍‌ମେସର୍‌ ସାଆସ୍‌ ଦେଇରଇଲା ।
ἀλλὰ προπαθόντες καὶ ὑβρισθέντες καθὼς οἴδατε ἐν Φιλίπποις, ἐπαῤῥησιασάμεθα ἐν τῷ θεῷ ἡμῶν λαλῆσαι πρὸς ὑμᾶς τὸ εὐαγγέλιον τοῦ θεοῦ ἐν πολλῷ ἀγῶνι.
3 ଆମେ ବାବୁଜିଆ କଲାଟା, ଲକ୍‌ମନର୍‌ ବୁଲ୍‌ ଆଦେସ୍‌ ଅନି ନ ରଇଲା ଆରି ନାଡାଇବାଟା କି ବୁଲ୍‌ବାଟେ ନେବା ବିସଇ ନ ରଇଲା ।
ἡ γὰρ παράκλησις ἡμῶν οὐκ ἐκ πλάνης οὐδὲ ἐξ ἀκαθαρσίας οὐδὲ ἐν δόλῳ·
4 ମାତର୍‌ ସବୁବେଲେ ଆମେ ପର୍‌ମେସରର୍‌ ମନ୍‍ କଲା ଇସାବେ ସେ କାତା କଇତେରଇବୁ । କାଇକେବଇଲେ ସେ ଆମ୍‌କେ ବାଚିକରି ସୁବ୍‌କବର୍‌ ଜାନାଇବା ଦାଇତ୍‌ ସର୍‌ପି ଦେଲାଆଚେ । ଲକ୍‌ମନ୍‌କେ ସାର୍‌ଦା କରାଇବାକେ ଆମର୍‌ ଆଦେସ୍‌ ନାଇ । ଜନ୍‌ ପର୍‌ମେସର୍‌ ଆମର୍‌ ମନ୍‌ ବିତ୍‌ରର୍‌ଟା ପରିକା କରି ଦେକିପାର୍‌ସି, ତାକେ ଆକା ସାର୍‌ଦା କର୍‌ବାକେ ଆମେ ଚେସ୍‌ଟା କଲୁନି ।
ἀλλὰ καθὼς δεδοκιμάσμεθα ὑπὸ τοῦ θεοῦ πιστευθῆναι τὸ εὐαγγέλιον, οὕτως λαλοῦμεν, οὐχ ὡς ἀνθρώποις ἀρέσκοντες, ἀλλὰ θεῷ τῷ δοκιμάζοντι τὰς καρδίας ἡμῶν.
5 ତମେତା ନିକ କରି ଜାନାସ୍‌ । ଆମେ କେବେ ମିସା ତମ୍‌କେ ସାର୍‌ଦା କରାଇବା କାତା କଇ ନ ରଇଲୁ । ଆମର୍‌ ଲବ୍‌ଅଇବାଟାକେ ଲୁଚାଇକରି ସଙ୍ଗଉନାଇ । ତମର୍‌ଲଗେ କାରାପ୍‌ ବେବାର୍‌ କରି ନ ରଇଲୁ । ଏ ବିସଇଟାନେ ପର୍‌ମେସର୍‌ ଆମର୍‌ ସାକି ।
οὔτε γάρ ποτε ἐν λόγῳ κολακείας ἐγενήθημεν, καθὼς οἴδατε, οὔτε ἐν προφάσει πλεονεξίας, θεὸς μάρτυς·
6 ଆମେ କାର୍‌ଲଗେ ଅନି ସନ୍‌ମାନ୍‌ ପାଇବୁ ବଲି ଚେସ୍‌ଟା କରି ନ ରଇଲୁ । ତମର୍‌ଟାନେ ଅନି କି ବିନ୍‌ ଲକର୍‌ ଟାନେଅନି ମିସା ନାଇ ।
οὔτε ζητοῦντες ἐξ ἀνθρώπων δόξαν, οὔτε ἀφ᾽ ὑμῶν οὔτε ἀπ᾽ ἄλλων,
7 ଜଦି କିରିସ୍‌ଟ ପାଟାଇରଇବା ପେରିତ୍‌ ଇସାବେ ଆମ୍‌କେ ତମେ ମାନିକରି ରୁଆ ବଲି ଦାବି କର୍‌ତୁ । ମାଆ ଜେନ୍ତି ନିଜର୍‌ ପିଲାମନ୍‌କେ ଜତନ୍‌ କର୍‌ତେରଇସି, ଆମେ ତମର୍‌ଲଗେ ରଇବା ବେଲାଇ ସେରକାମ୍‌ କର୍‌ତେରଇଲୁ ।
δυνάμενοι ἐν βάρει εἶναι, ὡς χριστοῦ ἀπόστολοι· ἀλλὰ ἐγενήθημεν ἤπιοι ἐν μέσῳ ὑμῶν, ὡς ἐὰν τροφὸς θάλπῃ τὰ ἑαυτῆς τέκνα,
8 ଆମେ ତମ୍‌କେ ବେସି ଆଲାଦ୍‌ କଲୁ ଜେ, ତମ୍‌କେ ଅବ୍‌କା ପର୍‌ମେସରର୍‌ ସୁବ୍‌ କବର୍‌ ଜାନାଇବୁ ବଲି ନାଇ, ମାତର୍‌ ତମର୍‌ଲାଗି ନିଜ୍‌କେ ସର୍‌ପି ଅଇବାକେ ମିସା ତିଆର୍‌ ଅଇରଇଲୁ । ତମେ ଆମର୍‌ କେଡେକ୍‌ ନିଜର୍‌ ନ ରଇଲାସ୍‌!
οὕτως ὁμειρόμενοι ὑμῶν εὐδοκοῦμεν μεταδοῦναι ὑμῖν οὐ μόνον τὸ εὐαγγέλιον τοῦ θεοῦ, ἀλλὰ καὶ τὰς ἑαυτῶν ψυχάς, διότι ἀγαπητοὶ ἡμῖν ἐγενήθητε.
9 ଏ ବାଇବଇନିମନ୍‌ ଆମେ ଆବଡ୍‌ ଅଇ ଗାଗ୍‍ଡେ ବାଦିଜାଇରଇଲେ ମିସା ମାନିଅଇ କାମ୍‌ କଲାଟା ତମ୍‌କେ ମନେରଇସି । ଆମେ ଜେନ୍ତିକି ତମର୍‌ ଉପ୍‌ରେ ବଜ୍‌ ନ ଅଇକରି, ଏଟାର୍‌ପାଇ ଦିନ୍‌ ରାତି କସ୍‌ଟ ପାଇ ପର୍‌ମେସରର୍‌ ସୁବ୍‍କବର୍‌ ତମ୍‌କେ ଜାନାଇରଇଲୁ ।
μνημονεύετε γάρ, ἀδελφοί, τὸν κόπον ἡμῶν καὶ τὸν μόχθον· νυκτὸς καὶ ἡμέρας ἐργαζόμενοι, πρὸς τὸ μὴ ἐπιβαρῆσαί τινα ὑμῶν, ἐκηρύξαμεν εἰς ὑμᾶς τὸ εὐαγγέλιον τοῦ θεοῦ.
10 ୧୦ ଜେଡେବେଲେ ଆମେ ତମର୍‌ଟାନେ ରଇଲୁ, ଆମେ କେନ୍ତି ସୁକଲ୍‌ଅଇ, ସତଇସେ କାଇ ଦସ୍‌ ନ ଅଇକରି ଚଲାଚଲ୍‌ତି କର୍‌ତେରଇଲୁ । ନିଜେ ପର୍‌ମେସର୍‌ ଆରି ତମେ ଆକା ଆମର୍‌ ସାକି ଆଚାସ୍‌ ।
ὑμεῖς μάρτυρες καὶ ὁ θεός, ὡς ὁσίως καὶ δικαίως καὶ ἀμέμπτως ὑμῖν τοῖς πιστεύουσιν ἐγενήθημεν,
11 ୧୧ ତମେତା ଜାନାସ୍‌ । ବାବା ଜେନ୍ତି ନିଜର୍‌ ପିଲାମନ୍‌କେ ଚଲାଚଲ୍‌ତି କର୍‌ତା, ଆମେ ମିସା ସମାନ୍‌ ସେନ୍ତାରିସେ ଚଲାଚଲ୍‌ତି କରିରଇଲୁ ।
καθάπερ οἴδατε, ὡς ἕνα ἕκαστον ὑμῶν ὡς πατὴρ τέκνα ἑαυτοῦ
12 ୧୨ ଆମେ ତମ୍‌କେ ସାଆସ୍‌ ଦେଇରଇଲୁ, ଦୁକ୍‌ ସାରାଇରଇଲୁ, ଆରି ପରମେସର୍‌ଟାନେ ଟିକ୍‌ସଙ୍ଗ୍‍ ଚଲାଚଲ୍‌ତି ଅଇ ବଁଚ୍‌ବାକେ ବାବୁଜିଆ କର୍‌ତେରଇଲୁ । ପର୍‌ମେସର୍‌ ଜେ କି ତାର୍‌ ରାଇଜେ ଆରି ତାର୍‌ ମଇମା ଟାନେ ମିସିରଇବାକେ ତମ୍‌କେ ଡାକ୍‌ଲାନି ।
παρακαλοῦντες ὑμᾶς καὶ παραμυθούμενοι καὶ μαρτυρόμενοι εἰς τὸ περιπατεῖν ὑμᾶς ἀξίως τοῦ θεοῦ τοῦ καλοῦντος ὑμᾶς εἰς τὴν ἑαυτοῦ βασιλείαν καὶ δόξαν.
13 ୧୩ ଆମେ ପର୍‌ମେସର୍‌କେ ଏଟାର୍‌ପାଇ ମିସା ଦନିଅବାଦ୍‌ ଦେଲୁନି, କାଇକେବଇଲେ ଜେଡେବେଲେ ଆମେ ତାର୍‌ ସୁବ୍‌କବର୍‌ ତମ୍‌କେ ଜାନାଇରଇଲୁ ସେଟା ପର୍‌ମେସର୍‌ ଟାନେ ଅନି ଆଇଲା ବାକିଅ ବଲି ତମେ ମାନ୍‌ଲାସ୍‌ । ଏଟା ଲକ୍‌ମନର୍‌ ଟାନେଅନି ଆସି ଆଚେ ବଲି ନାଇ । ସତଇସେ ସେଟା ପର୍‌ମେସରର୍‌ ବାକିଅ । ଆରି ତମର୍‌ପାରା ବିସ୍‌ବାସିମନର୍‌ ମନ୍‌ ବିତ୍‌ରେ, ସେଟା ଡାଟ୍‌ ଅଇରଇସି ।
Καὶ διὰ τοῦτο καὶ ἡμεῖς εὐχαριστοῦμεν τῷ θεῷ ἀδιαλείπτως, ὅτι παραλαβόντες λόγον ἀκοῆς παρ᾽ ἡμῶν τοῦ θεοῦ, ἐδέξασθε οὐ λόγον ἀνθρώπων ἀλλὰ καθώς ἐστιν ἀληθῶς λόγον θεοῦ, ὃς καὶ ἐνεργεῖται ἐν ὑμῖν τοῖς πιστεύουσιν.
14 ୧୪ ଏ ବାଇବଇନିମନ୍‌ ଜିଉଦା ଦେସେ ରଇବା ପର୍‌ମେସରର୍‌ ମଣ୍ଡଲିମନ୍‌କେ ଆରି ତେଇ ରଇବା କିରିସ୍‌ଟ ବିସ୍‌ବାସିମନର୍‌ଲାଗି ଜନ୍‌ ଗଟ୍‍ନା ଗଟିରଇଲା, ତମର୍‌ପାଇ ମିସା ସେ ଗଟ୍‍ନା ଗଟ୍‌ଲା ଆଚେ । ସେମନ୍‌ ଜିଉଦିମନର୍‌ ଲଗେଅନି ଜନ୍‌ ରକାମ୍‌ ତାଡ୍‌ନା ପାଇରଇଲାଇ, ତମେ ମିସା ନିଜର୍‌ ଦେସର୍‌ ଲକ୍‌ମନର୍‌ ଲଗେଅନି ସେ ସମାନ୍‌ ତାଡ୍‌ନା ପାଇଆଚାସ୍‌ ।
ὑμεῖς γὰρ μιμηταὶ ἐγενήθητε, ἀδελφοί, τῶν ἐκκλησιῶν τοῦ θεοῦ τῶν οὐσῶν ἐν τῇ Ἰουδαίᾳ ἐν χριστῷ Ἰησοῦ, ὅτι τὰ αὐτὰ ἐπάθετε καὶ ὑμεῖς ὑπὸ τῶν ἰδίων συμφυλετῶν, καθὼς καὶ αὐτοὶ ὑπὸ τῶν Ἰουδαίων,
15 ୧୫ ଜିଉଦିମନ୍‌ ମାପ୍‌ରୁ ଜିସୁକେ ଆରି ବବିସତ୍‌ବକ୍‌ତାମନ୍‌କେ ମରାଇରଇଲାଇ ଆରି ଆମ୍‌କେ ମିସା ଦୁକ୍‌ କସ୍‌ଟ ଦେଇରଇଲାଇ । ସେମନର୍‌ଟାନେ ପର୍‌ମେସର୍‌ ସାନ୍ତି ନାଇ । ସେମନ୍‌ ସବୁ ମୁନୁସ୍‌ଜାତିର୍‌ ସତ୍‌ରୁ ।
τῶν καὶ τὸν κύριον ἀποκτεινάντων Ἰησοῦν καὶ τοὺς προφήτας, καὶ ἡμᾶς ἐκδιωξάντων, καὶ θεῷ μὴ ἀρεσκόντων καὶ πᾶσιν ἀνθρώποις ἐναντίων,
16 ୧୬ ଜେନ୍ତାରି କି ଜନ୍‌ ସୁବ୍‌କବର୍‌ ଜାନାଇଲେ ଜିଉଦି ନଇଲା ଲକ୍‌ମନ୍‌କେ ମୁକ୍‌ତି ମିଲି ପାର୍‌ସି, ସେଟା ଚାଡି ଦେଅତ୍‌ ବଲି ଆମ୍‌କେ ସେମନ୍‌ ଚେସ୍‌ଟା କଲାଇନି । ଏନ୍ତାରି ସେମନ୍‌ କର୍‌ତେରଇବା ପାପ୍‌ ଅଦିକ୍‌ ଅଦିକ୍‌ ବଡିଜାଇକରି ସାରାସାରି ଆସି କେଟିଆଚେ । ଏବେ ସାରାସାରି ବେଲାଇ ସେମନର୍‌ ବିରୁଦେ ପର୍‌ମେସରର୍‌ ରିସା ଅଇଆଚେ ।
κωλυόντων ἡμᾶς τοῖς ἔθνεσιν λαλῆσαι ἵνα σωθῶσιν, εἰς τὸ ἀναπληρῶσαι αὐτῶν τὰς ἁμαρτίας πάντοτε· ἔφθασεν δὲ ἐπ᾽ αὐτοὺς ἡ ὀργὴ εἰς τέλος.
17 ୧୭ ଏ ବାଇବଇନିମନ୍‌ ଜେଡେବେଲେ ଆମେ ଚନେକର୍‌ପାଇ ତମର୍‌ଟାନେଅନି ବିନେ ଅଇଜାଇରଇଲୁ, ସେଟା ଗାଗଡ୍‌ ଇସାବେ । ମାତର୍‌ ଆମର୍‌ ମନ୍‌ ବିତ୍‌ରେ ତମେ ସବୁବେଲେ ବାସାଅଇରଇଲାସ୍‌ । ତମ୍‌କେ ଏତାଇ ଏତାଇ କରି ବେସି ଚିନ୍ତା କର୍‌ତେରଇଲୁ । ପଚେ ଆରିତରେକ୍‌ ତମ୍‌କେ ଦେକ୍‌ବାକେ ଚେସ୍‌ଟା କର୍‌ତେରଇଲୁ ।
Ἡμεῖς δέ, ἀδελφοί, ἀπορφανισθέντες ἀφ᾽ ὑμῶν πρὸς καιρὸν ὥρας, προσώπῳ οὐ καρδίᾳ, περισσοτέρως ἐσπουδάσαμεν τὸ πρόσωπον ὑμῶν ἰδεῖν ἐν πολλῇ ἐπιθυμίᾳ.
18 ୧୮ ମାତର୍‌ ତମର୍‌ଲଗେ ବାଉଡିଆଇବାକେ ଆମ୍‌କେ ବେସି ମନ୍‌ରଇଲା । ମୁଇ ନିଜେ ତମର୍‌ଲଗେ ବାଉଡିଆଇବାକେ ଗଟେକ୍‌ତର୍‌ ଚେସ୍‌ଟାକରିରଇଲି, ମାତର୍‌ ଏଟାର୍‌ପାଇ ଆମ୍‌କେ ସଇତାନ୍‌ ବାଦା ଦେଲା ।
διότι ἠθελήσαμεν ἐλθεῖν πρὸς ὑμᾶς, ἐγὼ μὲν Παῦλος καὶ ἅπαξ καὶ δίς, καὶ ἐνέκοψεν ἡμᾶς ὁ σατανᾶς.
19 ୧୯ ସେ ଗାଲା କାତା ଗାଲାବେ । ମର୍‌ ଆସା ଆଚେ, ମାପ୍‌ରୁ ଜିସୁ ଆଇବା ବେଲେ ତମେ ଆମର୍‌ ଆସା, ସାର୍‌ଦା ବଡ୍‌ପନ୍‌ ଆରି ଜିତ୍‌ବାଟା ।
τίς γὰρ ἡμῶν ἐλπὶς ἢ χαρὰ ἢ στέφανος καυχήσεως; ἢ οὐχὶ καὶ ὑμεῖς, ἔμπροσθεν τοῦ κυρίου ἡμῶν Ἰησοῦ ἐν τῇ αὐτοῦ παρουσίᾳ;
20 ୨୦ ତମେ ସବୁବେଲେ ଆମର୍‌ପାଇ ଡାକ୍‌ପୁଟା ଆରି ସାର୍‌ଦା ।
ὑμεῖς γάρ ἐστε ἡ δόξα ἡμῶν καὶ ἡ χαρά.

< ୧ ତେସଲନିକିୟ 2 >