< ୧ ମ ପିତର୍ 1 >
1 ୧ ମୁଇ ପିତର୍, ଜିସୁକିରିସ୍ଟର୍ ଗଟେକ୍ ପେରିତ୍ ସିସ୍ । ପନ୍ତ୍, ଗାଲାତିଅ, କାପାଦକିଆ, ଆସିଆ ଆରି ବିତୁନିଆ ରାଇଜ୍ମନ୍କେ, ବିନ୍ଦେସର୍ ଲକ୍ମନର୍ପାରା ଚିନ୍ବିନ୍ ଅଇଜାଇରଇବା ପର୍ମେସରର୍ ଲକ୍ମନ୍କେ ମୁଇ ଏ ଚିଟି ଲେକ୍ଲିନି ।
Piotr, Apostoł Jezusa Chrystusa, przychodniom rozproszonym w Poncie, w Galacyi, w Kapadocyi, w Azji i w Bitynii;
2 ୨ ତାର୍ ଜଜ୍ନା ଇସାବେ ବାବା ପର୍ମେସର୍ ତମ୍କେ ଡାକ୍ଲା ଆଚେ । ତାର୍ ସୁକଲ୍ ଆତ୍ମାଇ ସେ ତମ୍କେ ତାର୍ ସୁକଲ୍ ଲକ୍ କରାଇସି । ତମେ ଜିସୁ କିରିସ୍ଟକେ ମାନିକରି, ତାର୍ ବନିତେଇ ଦଇଅଇକରି ରଇବାକେ ସେ ଏନ୍ତାରି ଜଜ୍ନା କଲା । ତାର୍ ଜିବନ୍ଦୁକାଇଲାଟା ଆରି ସାନ୍ତି ପୁରାପୁରୁନ୍ ତମ୍କେ ମିଲ ।
Wybranym według przejrzenia Boga Ojca przez poświęcenie Ducha, ku posłuszeństwu i pokropieniu krwi Jezusa Chrystusa. Łaska wam i pokój niech będzie rozmnożony.
3 ୩ ଆମର୍ ମାପ୍ରୁ ଜିସୁକିରିସ୍ଟର୍ ବାବା ପର୍ମେସର୍କେ ଦନିଅବାଦ୍ ଦେଉଁ । କାଇକେବଇଲେ ସେ ଜବର୍ ଅଇତେ ଦୟା କଲାର୍ପାଇ ଆମ୍କେ ନୁଆ ଜିବନ୍ ଦେଲା ଆଚେ । ଜିସୁକିରିସ୍ଟକେ ମଲାଟାନେଅନି ଉଟାଇକରି ଏନ୍ତାରି କରିଆଚେ । ଆମେ ମଲେ ମିସା ଆମ୍କେ ଉଟାଇସି ବଲିକରି ପୁରାପୁରୁନ୍ ଆସାଆଚେ ।
Błogosławiony niech będzie Bóg i Ojciec Pana naszego, Jezusa Chrystusa, który według wielkiego miłosierdzia swego odrodził nas ku nadziei żywej przez zmartwychwstanie Jezusa Chrystusa od umarłych,
4 ୪ ସେଟାର୍ପାଇ ପର୍ମେସର୍ ତାର୍ ଲକ୍ମନର୍ପାଇ ଜେତ୍କି ସବୁ ଆସିର୍ବାଦ୍ ସର୍ଗେ ଜତନ୍ କରି ସଙ୍ଗଇଆଚେ, ସେଟା ସବୁ ଆମର୍ ଅଇସି ବଲି ଆସାକଲୁନି । ତେଇ ସେଟା ନ ନସେ କି ଚିଲମ୍ ନ ଦାରେ କି ଉନା ମିସା ନ ଅଏ ।
Ku dziedzictwu nieskazitelnemu i niepokalanemu, i niezwiędłemu, w niebiesiech dla was zachowanemu,
5 ୫ ଏ ସବୁ ଆସିର୍ବାଦ୍ ଆମର୍ପାଇ । ତମେ ପର୍ମେସର୍କେ ବିସ୍ବାସ୍ କଲାର୍ପାଇ, ତାର୍ ବପୁ ତମ୍କେ କାଇଟା ନ ଅଇତେ ସଙ୍ଗଇଲା ଆଚେ । ସାରାସାରିଦିନେ ତାର୍ ମୁକ୍ତି ସବୁଲକ୍ ଜାନ୍ବା ଜାକ, ତମର୍ ଉପ୍ରେ ଜାଗ୍ତେରଇସି ।
Którzy mocą Bożą strzeżeni bywacie przez wiarę ku zbawieniu, które zgotowane jest, aby było objawione czasu ostatecznego.
6 ୬ ଚନେକର୍ପାଇ ତମର୍ ଜିବନେ ବିନ୍ ବିନ୍ ଦୁକ୍କସ୍ଟ ଆଇଲାକେ ମୁର୍ଚିକରି ରଇବାକେ ପଡ୍ଲେ ମିସା, ସେଟାର୍ପାଇ ତମେ ସାର୍ଦା ଅଇକରି ରୁଆ ।
W czem weselicie się teraz maluczko, (jeźliże potrzeba) zasmuceni w rozmaitych pokusach,
7 ୭ ତମର୍ ଜିବନେ ଆଇଲା ଦୁକ୍କସ୍ଟ ସବୁ ତମର୍ ବିସ୍ବାସ୍ ସତ୍ଆଚେ କି ନାଇ ବଲି ପରିକା କର୍ବାକେସେ । ସୁନାର୍ ବିସଇ ବାବିଦେକା, ଏ ଜଗତର୍ ସବୁ ବିସଇର୍ପାରା ସୁନା ମିସା ନସିଜାଇସି । ସୁନା ନିକଟା କି କାରାପ୍ଟା ବଲି ଜାନ୍ବାକେ ଜଇଟାନେ ସିଲାଇବାଇ । ତମର୍ ବିସ୍ବାସ୍ ସୁନାଟାନେଅନି ଅଦିକ୍ ମୁଲିଅ । ସେନ୍ତାର୍ଆଲେ ତମର୍ ବିସ୍ବାସ୍ ନିକଟା କି ନାଇ ବଲି ପରିକା କର୍ବାର୍ ଆଚେ । ତମର୍ ବିସ୍ବାସ୍ ଜଦି ନିକଟା, ଜିସୁ କିର୍ସଟ୍ ଦେକା ଅଇବା ସେ ଦିନେ ତମେ ଡାକ୍ପୁଟା ଆରି ମଇମା ପାଇସା ।
Aby doświadczenie wiary waszej daleko droższe niż złoto, które ginie, którego jednak przez ogień doświadczają, znalezione było wam ku chwale i ku czci, i ku sławie w objawienie Jezusa Chrystusa,
8 ୮ ଏବେ ତମେ ତାକେ ନ ଦେକିରଇଲେ ମିସା ଆଲାଦ୍ କଲାସ୍ନି ଆରି ବିସ୍ବାସ୍ କଲାସ୍ନି । ସେଟାର୍ପାଇ ତମର୍ ସାର୍ଦା ବେସି ବଡ୍ ।
Którego nie widziawszy, miłujecie, którego teraz nie widząc, wszakże weń wierząc, weselicie się radością niewymowną i chwalebną,
9 ୯ ତମେ ବିସ୍ବାସ୍ କଲାର୍ପାଇ ତମ୍କେ ସର୍ଗେ ନ ସାର୍ବା ଜିବନ୍ ଆଚେ ।
Odnosząc koniec wiary waszej: zbawienie dusz.
10 ୧୦ ପର୍ମେସର୍ ମୁନୁସ୍ମନ୍କେ ତାକର୍ ପାପେଅନି କେନ୍ତି ମୁକ୍ଲାଇସି ବଲି ପୁର୍ବର୍ ବବିସତ୍ବକ୍ତାମନ୍ ମନ୍ଦିଆନ୍ କରି ପଡ୍ଲାଇ । ପର୍ମେସର୍ ତମ୍କେ ଦେବା ଏ ଦାନ୍ ବିସଇ, ସେମନ୍ ଆଗ୍କେ ଗଟ୍ବା କାତା କଇଲାଇ ।
O którem zbawieniu wywiadywali się i badali się prorocy, którzy o tej łasce, która na was przyjść miała, prorokowali.
11 ୧୧ କିରିସ୍ଟ କେନ୍ତି ଦୁକ୍କସ୍ଟ ମୁରଚ୍ଲା, ଆରି ସବୁ ନିନ୍ଦା ସାର୍ଲା ପଚେ ସେ କେନ୍ତି ଡାକ୍ପୁଟା ପାଇଲା, ସେ ବିସଇ ପର୍ମେସରର୍ ଆତ୍ମା ସେମନ୍କେ ଜାନାଇଲା । ଏଟା ସବୁ କେବେ ଅଇସି ଆରି କେନ୍ତାରି ଅଇସି, ସେଟା ଜାନ୍ବାକେ ସେମନ୍ ବେସି ମନ୍ କଲାଇ । ସେଟାର୍ପାଇ ସେମନ୍ ସେ ବିସଇ ମନ୍ଦିଆନ୍ କରି ପଡ୍ଲାଇ ।
Badając się, na który albo na jaki czas objawiał Duch Chrystusowy, który w nich był, świadcząc pierwej o utrapieniach, które miały przyjść na Chrystusa i o wielkiej za tem chwale.
12 ୧୨ ମାତର୍ ଜନ୍ ଆଗ୍କେ ଗଟ୍ବା କାତା ସେମନ୍ କଇରଇଲାଇ, ସେଟା ସେମନର୍ ବଲ୍ପାଇ ନାଇ ମାତର୍ ତମର୍ ବଲ୍ପାଇ ବଲି ପର୍ମେସର୍ ସେମନ୍କେ ଜାନାଇଲା । ଆରି ଏବେ ସେଟା ପୁରାପୁରୁନ୍ ଅଇଲା । କାଇକେବଇଲେ ଜନ୍ ଲକ୍ମନ୍ ତମ୍କେ ସୁବ୍ କବର୍ ଜାନାଇଲାଇ ଆଚତ୍, ତମେ ସେ କାତା ସୁନିଆଚାସ୍ । ସର୍ଗେଅନି ପାଟାଇରଇବା ସୁକଲ୍ଆତ୍ମା ସେମନ୍କେ ବପୁଦେଲା । ଦୁତ୍ମନ୍ ମିସା ଏ ବିସଇ ଜାନ୍ବାକେ ମନ୍ କଲାଇ ।
Którym objawione jest, iż nie samym sobie, ale nam tem usługiwali, co wam teraz zwiastowano przez tych, którzy wam kazali Ewangieliję przez Ducha Świętego z nieba zesłanego, na które rzeczy pragną patrzyć Aniołowie.
13 ୧୩ ସେଟାର୍ପାଇ ତମେ ନିଜର୍ ନିଜର୍ ମନେ ପର୍ମେସର୍ ମନ୍କଲାଟା ପୁରାପୁରୁନ୍ କର୍ବାକେ ଜାଗିରୁଆ । ଆରି ଜିସୁ କିରିସ୍ଟ ବାଉଡି ଆଇବା ବେଲାଇ ସେ ଜନ୍ ଆସିର୍ବାଦ୍ ତମ୍କେ ଦେଇସି, ସେଟା ମିଲ୍ସି ବଲି ପୁରାପୁରୁନ୍ ଆସା ଉଆ ।
Przetoż przepasawszy biodra myśli waszej i trzeźwymi będąc, doskonałą miejcie nadzieję ku tej łasce, która wam dana będzie w objawienie Jezusa Chrystusa,
14 ୧୪ ପର୍ମେସରର୍ ଆଦେସ୍ ମାନିକରି ରୁଆ । ତାର୍ ସତ୍ ସିକିଆ ଜାନ୍ବା ଆଗ୍ତୁ ତମେ କେନ୍ତାରି ନିଜେ ମନ୍ କଲାଟା ପୁରାପୁରୁନ୍ କର୍ତେରଇଲାସ୍, ସେନ୍ତାରି ଆରି କରାନାଇ ।
Jako synowie posłuszni, którzy się nie przypodobywacie przeszłym w nieumiejętności waszej pożądliwościom;
15 ୧୫ ମାତର୍ ତମ୍କେ ଡାକ୍ଲା ମାପ୍ରୁ ଜେନ୍ତାର୍ ସୁକଲ୍ ଆଚେ, ସେନ୍ତାରିସେ ତମେମନ୍ ମିସା ତମର୍ ସବୁ ବିସଇଟାନେ ସୁକଲ୍ ଉଆ ।
Ale jako ten, który was powołał, święty jest, i wy bądźcie świętymi we wszelkiem obcowaniu,
16 ୧୬ ତେବେ ସାସ୍ତରେ ଲେକା ଆଚେ, ପର୍ମେସର୍ କଇଲାଆଚେ, ମୁଇ ଜେନ୍ତାରି ସୁକଲ୍, ତମେ ମିସା ସେନ୍ତାରି ସୁକଲ୍ ଉଆ ।
Dlatego że napisano: Świętymi bądźcie, iżem Ja jest święty.
17 ୧୭ ପର୍ମେସର୍ ଜେଡେବେଲେ ମୁନୁସ୍ମନ୍କେ ବିଚାର୍ କର୍ସି, ସେ କାର୍ବିତ୍ରେ ସାନ୍ ବଡ୍ ନ ଦେକେ । ଗଟେକ୍ ଗଟେକ୍ ଲକ୍କେ ତାକର୍ କଲା କାମ୍ ଇସାବେ ସେ ବିଚାର୍ କର୍ସି । ତେବେ ତମେ ପାର୍ତନା କର୍ବାବେଲେ ପର୍ମେସର୍କେ ବାବା ବଲି ଡାକ୍ଲାସ୍ନି । ତମେ ଜେତ୍କି ଦିନ୍ ଏ ଜଗତେ ବଁଚିଆଚାସ୍, ତାକେ ମାନିକରି ରଇବାର୍ଆଚେ ।
A ponieważ Ojcem nazywacie tego, który bez braku osób każdego sądzi według uczynku, patrzcież, abyście w bojaźni czas pielgrzymowania waszego trawili,
18 ୧୮ ତମର୍ ଆନିଦାଦିମନର୍ ଟାନେଅନି ଲଡାକେ ନ ଆଇବା ରିତିନିତିଅନି ସେ କାଇ ମୁଲିଅ ଦେଇକରି ତମ୍କେ ମୁକ୍ଲାଇଆଚେ, ସେଟା ତମେ ଜାନିଆଚାସ୍ । ତମ୍କେ ମୁକ୍ଲାଇବାକେ ସେ ନସି ଜିବା ସୁନା କି ରୁପାର୍ ମୁଲିଅ ଦେଏ ନାଇ ।
Wiedząc, iż nie skazitelnemi rzeczami, srebrem albo złotem, wykupieni jesteście od marnego obcowania waszego, od ojców podanego.
19 ୧୯ ମାତର୍ ବେସି ମୁଲିଅ ରଇବା ଜିସୁକିରିସ୍ଟର୍ ବନି, ଜନ୍ଟା ସେ ତାର୍ ମରନେ ରକଇଦେଲା । କାଇ ଦସ୍ କି କାଇ ଅବାବ୍ ନ ରଇବା ମେଣ୍ଡାପିଲା ପାରା ବଲିଅଇଲା ।
Ale drogą krwią, jako baranka niewinnego i niepokalanego, Chrystusa;
20 ୨୦ ଏ ଜଗତ୍ ତିଆର୍ ନ ଅଇବା ଆଗ୍ତୁ ପର୍ମେସର୍ କିରିସ୍ଟକେ ବାଚିରଇଲା । ମାତର୍ ଏବେ ଏ ସାରାସାରି ଦିନେ ସେ ତାକେ ଦେକାଇଲା ଆଚେ । ଜେନ୍ତାରି କି ସେ ଆମ୍କେ ସାଇଜକରିପାର୍ସି ।
Przejrzanego przed założeniem świata, a objawionego czasów ostatecznych dla was,
21 ୨୧ ଜିସୁକିରିସ୍ଟର୍ ଲାଗି ତମେ ଏବେ ପର୍ମେସର୍କେ ବିସ୍ବାସ୍ କଲାସ୍ନି । ସେ ଆକା କିରିସ୍ଟକେ ମରନେଅନି ଉଟାଇକରି ଡାକ୍ପୁଟା କଲା ଆଚେ । ତେବର୍ପାଇ ତମର୍ ବିସ୍ବାସ୍ ଆରି ଆସା ଏବେ ପର୍ମେସର୍ଟାନେ ଆଚେ ।
Którzy przez niego wierzycie w Boga, który go wzbudził od umarłych i dał mu chwałę, aby wiara i nadzieja wasza była w Bogu.
22 ୨୨ ତମେ ସତ୍ ମାନ୍ଲାର୍ ପାଇ, କାରାପ୍ ଚଲାଚଲ୍ତି ଚାଡିକରି ତମର୍ ସଙ୍ଗର୍ ବିସ୍ବାସିମନ୍କେ ସତ୍ସଙ୍ଗ୍ ଆଲାଦ୍ କଲାସ୍ନି । ମନ୍ ପରାନ୍ ଦେଇକରି ଗଟେକ୍ଲକ୍ ଆରି ଗଟେକ୍ ଲକ୍କେ ଆଲାଦ୍ କଲାସ୍ନି ।
Oczyszczając dusze wasze w posłuszeństwie prawdy przez Ducha Świętego ku nieobłudnej braterskiej miłości, z czystego serca jedni drugich miłujcie uprzejmie,
23 ୨୩ ତମେ ଆରିତରେକ୍ ଜନମ୍ ଅଇଲାସ୍କେ ଏନ୍ତାରି କଲାସ୍ନି । କେବେ ନ ମର୍ବା ବାବାମାଆର୍ ପିଲାମନର୍ ଇସାବେ । ତାର୍ ବାକିଅ ତମ୍କେ ନୁଆ ଜିବନ୍ ଦେଲାଆଚେ । ତାର୍ ବାକିଅ ସବୁଦିନର୍ପାଇ ରଇସି । (aiōn )
Odrodzeni będąc nie z nasienia skazitelnego, ale z nieskazitelnego przez słowo Boże żywe i trwające na wieki. (aiōn )
24 ୨୪ ସାସ୍ତରେ ଲେକାଅଇଲାପାରା, ଗୁଲାଇ ମୁନୁସ୍ ଜାତି ଗାଁସ୍ ପାରା । ତାକର୍ ବାନିମୁର୍ତି ଗାଁସର୍ ପୁଲ୍ପାରା । ଗାଁସ୍ ସୁକିଜାଇସି ଆରି ପୁଲ୍ ଜଡିଜାଇସି ।
Ponieważ wszelkie ciało jest jako trawa i wszelka chwała człowieka jako kwiat trawy; uwiędła trawa i kwiat jej opadł;
25 ୨୫ ମାତର୍ ପର୍ମେସରର୍ ବାକିଅ ସବୁଦିନ୍ ପାଇ ରଇସି । ଏ ବାକିଅ ଅଇଲାନି ତମ୍କେ ଜାନାଇରଇବା ସୁବ୍କବର୍ । (aiōn )
Ale słowo Pańskie trwa na wieki. A toć jest słowo, które wam jest zwiastowane. (aiōn )