< ୧ ମ ପିତର୍‌ 5 >

1 ତମର୍‌ ମଣ୍ଡଲିର୍‌ ପାର୍‌ଚିନ୍‌ମନ୍‌କେ ଗଟେକ୍‌ ବିସଇ କଇବାକେ ମୁଇ ମନ୍‌ କଲିନି । କାଇକେବଇଲେ ମୁଇ ମିସା ଗଟେକ୍‌ ପାର୍‌ଚିନ୍‌ । କିରିସ୍‌ଟ ଦୁକ୍‌କସ୍‌ଟ ମୁରଚ୍‌ଲାଟା ମୁଇ ଦେକିଆଚି । ଆରି ତାର୍‌ ଡାକ୍‌ପୁଟା ଜାନାଇବା ଦିନେ ମୁଇ ମିସା ତେଇ ମିସ୍‌ବି । ମୁଇ ତମ୍‌କେ ବାବୁଜିଆ କଲିନି,
తోటి పెద్దనూ, క్రీస్తు బాధలు చూసిన వాణ్ణి, ప్రత్యక్షం కాబోయే మహిమలో భాగస్వామినీ అయిన నేను మీలోని పెద్దలను హెచ్చరిస్తున్నాను.
2 ତମେ ଦେକାରକା କର୍‌ବା ବିସ୍‌ବାସିମନ୍‌କେ ଜତନ୍‌ କରା । କାଇକେବଇଲେ ସେମନ୍‌ ପର୍‌ମେସରର୍‌ ମେଣ୍ଡାରାସି ପାରା । ପର୍‌ମେସର୍‌ ସେ ଲକ୍‌ମନ୍‌କେ ତମ୍‌କେ ସର୍‌ପିଦେଇଆଚେ । ତମେ ସାର୍‌ଦାସଙ୍ଗ୍‍ ତାକର୍‌ ଜତନ୍‌ ନେବାର୍‌ଆଚେ । କାଇକେବଇଲେ ସେଟା ସେ ମନ୍‌ କଲାନି । ଡାବୁ ଆସା ଅଇକରି ଏ କାମ୍‌ କର୍‌ବାର୍‌ ନାଇ । ତାର୍‌ବାଦୁଲେ, ପର୍‌ମେସର୍‌କେ ଆରି ତାର୍‌ ଲକ୍‌ମନ୍‌କେ ସେବାକର୍‌ବାକେ ମନ୍‌ କରି ସେଟା କରା ।
మీ దగ్గరున్న దేవుని మందను కాయండి. బలవంతంగా కాకుండా దేవుడు కోరే రీతిగా ఇష్ట పూర్వకంగా వారిని చూసుకోండి. చెడు లాభం ఆశించి కాకుండా ఇష్టంగా వారిని చూసుకోండి.
3 ତମେ ଦେକାରକା କର୍‌ବା ଲକ୍‌ମନ୍‌କେ ବାଦିଅ କରାନାଇ । ତାର୍‌ ବାଦୁଲେ ତମର୍‌ ନିକ ଚଲାଚଲ୍‌ତି ଦେକି ସେମନ୍‌ ସିକତ୍‍ ।
మీ అజమాయిషీ కింద ఉన్న వారిపై పెత్తనం చేసేవారుగా ఉండక, మందకు ఆదర్శంగా ఉండండి.
4 ଆରି ଜେଡେବେଲେ ଜିସୁକିରିସ୍‌ଟ ଜେ କି ସବୁ ବିସ୍‌ବାସିମନର୍‌ ବଡ୍‌ ନେତା ଦେକାଇ ଅଇସି, ଉଜଲ୍‌ ଉନା ନ ଅଇବା ଡାକ୍‌ପୁଟାର୍‌ ପୁରୁସ୍‌କାର୍‌ ତମ୍‌କେ ଦେଇସି ।
ప్రధాన కాపరి ప్రత్యక్షమైనప్పుడు, మీకు వాడిపోని మహిమ కిరీటం లభిస్తుంది.
5 ସେନ୍ତାରିସେ ଏ ଦାଙ୍ଗ୍‌ଡାମନ୍‌, ତମେ ବଡ୍‌ଲକ୍‌ମନର୍‌ କାତା ମାନିକରିରୁଆ । ମନ୍‌ ବିତ୍‌ରେ ସୁଆଲ୍‌ ରଇ ଗଟେଲକ୍‌ ଆରି ଗଟେଲକ୍‌କେ ସେବା କରାକରି ଅଇରୁଆ । କାଇକେବଇଲେ ସାସ୍‌ତରେ ଲେକା ଅଇଲାଆଚେ ବଡ୍‌ପନ୍‌ ଅଇବା ଲକ୍‌ମନ୍‌କେ ପର୍‌ମେସର୍‌ ବିରଦ୍‌ କର୍‌ସି, ମାତର୍‌ ମନେ ମନେ ସୁଆଲ୍‌ ରଇବା ଲକ୍‌ମନ୍‌କେ ଦୟା ଦେକାଇସି ।
యువకులారా, మీరు పెద్దలకు లోబడి ఉండండి. మీరంతా ఒకరి పట్ల ఒకరు వినయం కలిగి ఉండండి. దేవుడు గర్విష్టులను ఎదిరించి వినయం గలవారికి కృప చూపుతాడు.
6 ସବୁର୍‌ଟାନେ ଅନି ବପୁ ରଇବା ପର୍‌ମେସର୍‌କେ ନିଜେ ସର୍‌ପିଉଆ । ତାର୍‌ ସମାନ୍‌ ବେଲାଇ ସେ ତମ୍‌କେ ଉଟାଇସି ।
అందుచేత, దేవుడు తగిన సమయంలో మిమ్మల్ని హెచ్చించేలా ఆయన బలిష్ఠమైన చేతి కింద మిమ్మల్ని మీరే తగ్గించుకోండి.
7 ତମର୍‌ ସବୁଜାକ ଚିନ୍ତା କର୍‌ବାଟା ପର୍‌ମେସର୍‌କେ ସର୍‌ପି ଦିଆସ୍‌, କାଇକେବଇଲେ, ସେ ତମ୍‌କେ ଜତନ୍‌ କଲାନି ।
ఆయన మీ గురించి శ్రద్ధ వహిస్తున్నాడు. కాబట్టి మీ ఆందోళన అంతా ఆయన మీద వేయండి.
8 ଜାଗର୍‌ତା ଅଇକରି ଜାଗିରୁଆ, କାଇକେବଇଲେ ଆମର୍‌ ସତ୍‌ରୁ ସଇତାନ୍‌ କାକେ ମିସା ଗିଲ୍‌ବି ବଲି ଅଡ୍‌ରି ବୁଲ୍‌ଲାନି ।
నిగ్రహంతో మెలకువగా ఉండండి. మీ శత్రువైన సాతాను, గర్జించే సింహంలా ఎవరిని కబళించాలా అని వెతుకుతూ తిరుగుతున్నాడు.
9 ବିସ୍‌ବାସେ ଡାଟ୍‌ ରଇକରି ତାକେ ବିରଦ୍‌ କରା । ଗୁଲାଇ ଦୁନିଆଇ ରଇବା ତମର୍‌ ବିସ୍‌ବାସି ବାଇବଇନିମନ୍‌, ଏନ୍ତାରି ଦୁକ୍‌ କସ୍‌ଟ ପାଇ ମୁରଚ୍‌ଲାଇନି ବଲି ତମେ ଜାନିଆଚାସ୍‌ ।
వాణ్ణి ఎదిరించండి. మీ విశ్వాసంలో స్థిరంగా ఉండండి. లోకంలో ఉన్న మీ సోదరులకు కూడా ఇలాంటి బాధలే కలుగుతున్నాయి.
10 ୧୦ ଚନେକର୍‌ ଆଇବା ଦୁକ୍‌କସ୍‌ଟ ମୁର୍‌ଚି ସାରାଇଲେ, ତମ୍‌କେ ପର୍‌ମେସର୍‌ କାଇ ଦସ୍‌ ନ ରଇବା, ତାର୍‌ ସିଦ୍‌ ଲକ୍‌ କରାଇସି । ତମର୍‌ ବିସ୍‌ବାସ୍‌ ଡାଟ୍‌ ଅଇବାକେ ସେ ତମ୍‌କେ ବପୁ ଦେଇସି । ଆରି ତମ୍‌କେ ନିକ କୁନାଦି ପାରା ତିଆର୍‌ କର୍‌ସି । କିରିସ୍‌ଟର୍‌ ସଙ୍ଗ୍‍ ମିସ୍‌ଲାର୍‌ପାଇ, ତାର୍‌ ନ ସାର୍‌ବା ମଇମାତେଇ ମିସ୍‌ବାକେ ତମ୍‌କେ ଡାକ୍‌ଲାଆଚେ । ସେ ତମ୍‌କେ ଜିବନ୍‌ ଦୁକାଇ ଦୟା କରି ଏ ସବୁ ବିସଇ କଲାଆଚେ । (aiōnios g166)
౧౦తన నిత్య మహిమకు క్రీస్తులో మిమ్మల్ని పిలిచిన అపార కరుణానిధి అయిన దేవుడు కొంత కాలం మీరు బాధపడిన తరువాత, తానే మిమ్మల్ని సరైన స్థితిలోకి తెచ్చి, బలపరచి, సామర్థ్యం ఇచ్చి స్థిర పరుస్తాడు. (aiōnios g166)
11 ୧୧ ତାକେ ସବୁର୍‌ଟାନେଅନି ବପୁଆଚେ, ସେ ସେ କାଲ୍‌ କାଲ୍‌ ଜୁଗ୍‌ ଜୁଗ୍‌ ସାସନ୍‌ କର୍‌ସି । ଆମେନ୍‌ । (aiōn g165)
౧౧ఆయనకే ప్రభావం శాశ్వతంగా కలుగు గాక. ఆమేన్‌. (aiōn g165)
12 ୧୨ ଏ ଅଲପ୍‌ ବିସଇର୍‌ ଚିଟି ଲେକ୍‌ବାକେ ସିଲା ମକେ ସାଇଜ କରିରଇଲା । ସେ ଗଟେକ୍‌ ଆମର୍‌ ବିସ୍‌ବାସି ବାଇ । ତମର୍‌ ବିସ୍‌ବାସ୍‌ ଡାଟ୍‌ କରାଇବାକେ ଆରି ପର୍‌ମେସର୍‌ ତାର୍‌ ଜିବନ୍‌ ଦୁକାଇ ଦୟା ଦେକାଇଲାଟା ତମେ ସତଇସେ ଜାନ୍‌ଲାସ୍‌ନି ବଲି ଟିକ୍‌ କର୍‌ବାକେ ମୁଇ ଏ ଚିଟି ଲେକ୍‌ଲିନି । ତାର୍‌ ଜିବନ୍‌ ଦୁକାଇଲାଟାନେ ତମେ ଡାଟ୍‌ ସଙ୍ଗ୍‍ ରୁଆ ।
౧౨సిల్వాను నా నమ్మకమైన సోదరుడని ఎంచి, అతని సాయంతో క్లుప్తంగా రాశాను. నేను రాసిందే దేవుని సత్యమైన కృప అని సాక్ష్యం చెబుతూ, మిమ్మల్ని హెచ్చరిస్తున్నాను. దీనిలో నిలకడగా ఉండండి.
13 ୧୩ ବାବିଲନେ ରଇବା ତମର୍‌ ବିସ୍‌ବାସି ବାଇବଇନିମନ୍‌ ତାକର୍‌ ଜୁଆର୍‌ ଜାନାଇଲାଇନି । ପର୍‌ମେସର୍‌ ସେମନ୍‌କେ ବାଚ୍‌ଲାଆଚେ । ମାର୍‌କ ଜାକେ କି ମର୍‌ ପଅ ଇସାବେ ଦେକ୍‌ଲିନି, ସେମିସା ତାର୍‌ ଜୁଆର୍‌ ଜାନାଇଲାନି ।
౧౩బబులోను పట్టణంలో ఉన్న ఆమె (దేవుడు ఎన్నుకున్న ఆమె) మీకు అభినందనలు చెబుతున్నారు. నా కుమారుడు మార్కు మీకు అభినందనలు చెబుతున్నాడు.
14 ୧୪ ତମର୍‌ ବିତ୍‌ରେ ଆଲାଦ୍‌ ଆଚେ ବଲି ଦେକାଇବାକେ ଆତେ ଦାରି ଜୁଆର୍‌ କରାକରିଉଆ । କିରିସ୍‌ଟର୍‌ତେଇ ଜେତ୍‌କି ଲକ୍‌ ମିସ୍‌ଲାଇଆଚତ୍‌ ସେମନ୍‌ ସବୁ ଲକ୍‌କେ ସାନ୍ତି ମିଲ ।
౧౪ప్రేమ ముద్దుతో ఒకరికొకరు అభినందనలు చెప్పుకోండి. క్రీస్తులో మీకందరికీ శాంతి కలుగు గాక.

< ୧ ମ ପିତର୍‌ 5 >