< ୧ ମ ପିତର୍ 5 >
1 ୧ ତମର୍ ମଣ୍ଡଲିର୍ ପାର୍ଚିନ୍ମନ୍କେ ଗଟେକ୍ ବିସଇ କଇବାକେ ମୁଇ ମନ୍ କଲିନି । କାଇକେବଇଲେ ମୁଇ ମିସା ଗଟେକ୍ ପାର୍ଚିନ୍ । କିରିସ୍ଟ ଦୁକ୍କସ୍ଟ ମୁରଚ୍ଲାଟା ମୁଇ ଦେକିଆଚି । ଆରି ତାର୍ ଡାକ୍ପୁଟା ଜାନାଇବା ଦିନେ ମୁଇ ମିସା ତେଇ ମିସ୍ବି । ମୁଇ ତମ୍କେ ବାବୁଜିଆ କଲିନି,
ขฺรีษฺฏสฺย เกฺลศานำ สากฺษี ปฺรกาศิษฺยมาณสฺย ปฺรตาปสฺยำศี ปฺราจีนศฺจาหํ ยุษฺมากํ ปฺราจีนานฺ วินีเยทํ วทามิฯ
2 ୨ ତମେ ଦେକାରକା କର୍ବା ବିସ୍ବାସିମନ୍କେ ଜତନ୍ କରା । କାଇକେବଇଲେ ସେମନ୍ ପର୍ମେସରର୍ ମେଣ୍ଡାରାସି ପାରା । ପର୍ମେସର୍ ସେ ଲକ୍ମନ୍କେ ତମ୍କେ ସର୍ପିଦେଇଆଚେ । ତମେ ସାର୍ଦାସଙ୍ଗ୍ ତାକର୍ ଜତନ୍ ନେବାର୍ଆଚେ । କାଇକେବଇଲେ ସେଟା ସେ ମନ୍ କଲାନି । ଡାବୁ ଆସା ଅଇକରି ଏ କାମ୍ କର୍ବାର୍ ନାଇ । ତାର୍ବାଦୁଲେ, ପର୍ମେସର୍କେ ଆରି ତାର୍ ଲକ୍ମନ୍କେ ସେବାକର୍ବାକେ ମନ୍ କରି ସେଟା କରା ।
ยุษฺมากํ มธฺยวรฺตฺตี ย อีศฺวรสฺย เมษวฺฤนฺโท ยูยํ ตํ ปาลยต ตสฺย วีกฺษณํ กุรุต จ, อาวศฺยกเตฺวน นหิ กินฺตุ เสฺวจฺฉาโต น ว กุโลเภน กินฺตฺวิจฺฉุกมนสาฯ
3 ୩ ତମେ ଦେକାରକା କର୍ବା ଲକ୍ମନ୍କେ ବାଦିଅ କରାନାଇ । ତାର୍ ବାଦୁଲେ ତମର୍ ନିକ ଚଲାଚଲ୍ତି ଦେକି ସେମନ୍ ସିକତ୍ ।
อปรมฺ อํศานามฺ อธิการิณ อิว น ปฺรภวต กินฺตุ วฺฤนฺทสฺย ทฺฤษฺฏานฺตสฺวรูปา ภวตฯ
4 ୪ ଆରି ଜେଡେବେଲେ ଜିସୁକିରିସ୍ଟ ଜେ କି ସବୁ ବିସ୍ବାସିମନର୍ ବଡ୍ ନେତା ଦେକାଇ ଅଇସି, ଉଜଲ୍ ଉନା ନ ଅଇବା ଡାକ୍ପୁଟାର୍ ପୁରୁସ୍କାର୍ ତମ୍କେ ଦେଇସି ।
เตน ปฺรธานปาลก อุปสฺถิเต ยูยมฺ อมฺลานํ เคารวกิรีฏํ ลปฺสฺยเธฺวฯ
5 ୫ ସେନ୍ତାରିସେ ଏ ଦାଙ୍ଗ୍ଡାମନ୍, ତମେ ବଡ୍ଲକ୍ମନର୍ କାତା ମାନିକରିରୁଆ । ମନ୍ ବିତ୍ରେ ସୁଆଲ୍ ରଇ ଗଟେଲକ୍ ଆରି ଗଟେଲକ୍କେ ସେବା କରାକରି ଅଇରୁଆ । କାଇକେବଇଲେ ସାସ୍ତରେ ଲେକା ଅଇଲାଆଚେ ବଡ୍ପନ୍ ଅଇବା ଲକ୍ମନ୍କେ ପର୍ମେସର୍ ବିରଦ୍ କର୍ସି, ମାତର୍ ମନେ ମନେ ସୁଆଲ୍ ରଇବା ଲକ୍ମନ୍କେ ଦୟା ଦେକାଇସି ।
เห ยุวาน: , ยูยมปิ ปฺราจีนโลกานำ วศฺยา ภวต สรฺเวฺว จ สรฺเวฺวษำ วศีภูย นมฺรตาภรเณน ภูษิตา ภวต, ยต: ,อาตฺมาภิมานิโลกานำ วิปกฺโษ ภวตีศฺวร: ฯ กินฺตุ เตไนว นเมฺรภฺย: ปฺรสาทาทฺ ทียเต วร: ฯ
6 ୬ ସବୁର୍ଟାନେ ଅନି ବପୁ ରଇବା ପର୍ମେସର୍କେ ନିଜେ ସର୍ପିଉଆ । ତାର୍ ସମାନ୍ ବେଲାଇ ସେ ତମ୍କେ ଉଟାଇସି ।
อโต ยูยมฺ อีศฺวรสฺย พลวตฺกรสฺยาโธ นมฺรีภูย ติษฺฐต เตน ส อุจิตสมเย ยุษฺมานฺ อุจฺจีกริษฺยติฯ
7 ୭ ତମର୍ ସବୁଜାକ ଚିନ୍ତା କର୍ବାଟା ପର୍ମେସର୍କେ ସର୍ପି ଦିଆସ୍, କାଇକେବଇଲେ, ସେ ତମ୍କେ ଜତନ୍ କଲାନି ।
ยูยํ สรฺวฺวจินฺตำ ตสฺมินฺ นิกฺษิปต ยต: ส ยุษฺมานฺ ปฺรติ จินฺตยติฯ
8 ୮ ଜାଗର୍ତା ଅଇକରି ଜାଗିରୁଆ, କାଇକେବଇଲେ ଆମର୍ ସତ୍ରୁ ସଇତାନ୍ କାକେ ମିସା ଗିଲ୍ବି ବଲି ଅଡ୍ରି ବୁଲ୍ଲାନି ।
ยูยํ ปฺรพุทฺธา ชาคฺรตศฺจ ติษฺฐต ยโต ยุษฺมากํ ปฺรติวาที ย: ศยตาน: ส ครฺชฺชนการี สึห อิว ปรฺยฺยฏนฺ กํ คฺรสิษฺยามีติ มฺฤคยเต,
9 ୯ ବିସ୍ବାସେ ଡାଟ୍ ରଇକରି ତାକେ ବିରଦ୍ କରା । ଗୁଲାଇ ଦୁନିଆଇ ରଇବା ତମର୍ ବିସ୍ବାସି ବାଇବଇନିମନ୍, ଏନ୍ତାରି ଦୁକ୍ କସ୍ଟ ପାଇ ମୁରଚ୍ଲାଇନି ବଲି ତମେ ଜାନିଆଚାସ୍ ।
อโต วิศฺวาเส สุสฺถิราสฺติษฺฐนฺตเสฺตน สารฺทฺธํ ยุธฺยต, ยุษฺมากํ ชคนฺนิวาสิภฺราตฺฤษฺวปิ ตาทฺฤศา: เกฺลศา วรฺตฺตนฺต อิติ ชานีตฯ
10 ୧୦ ଚନେକର୍ ଆଇବା ଦୁକ୍କସ୍ଟ ମୁର୍ଚି ସାରାଇଲେ, ତମ୍କେ ପର୍ମେସର୍ କାଇ ଦସ୍ ନ ରଇବା, ତାର୍ ସିଦ୍ ଲକ୍ କରାଇସି । ତମର୍ ବିସ୍ବାସ୍ ଡାଟ୍ ଅଇବାକେ ସେ ତମ୍କେ ବପୁ ଦେଇସି । ଆରି ତମ୍କେ ନିକ କୁନାଦି ପାରା ତିଆର୍ କର୍ସି । କିରିସ୍ଟର୍ ସଙ୍ଗ୍ ମିସ୍ଲାର୍ପାଇ, ତାର୍ ନ ସାର୍ବା ମଇମାତେଇ ମିସ୍ବାକେ ତମ୍କେ ଡାକ୍ଲାଆଚେ । ସେ ତମ୍କେ ଜିବନ୍ ଦୁକାଇ ଦୟା କରି ଏ ସବୁ ବିସଇ କଲାଆଚେ । (aiōnios )
กฺษณิกทุ: ขโภคาตฺ ปรมฺ อสฺมภฺยํ ขฺรีษฺเฏน ยีศุนา สฺวกียานนฺตเคารวทานารฺถํ โย'สฺมานฺ อาหูตวานฺ ส สรฺวฺวานุคฺราหีศฺวร: สฺวยํ ยุษฺมานฺ สิทฺธานฺ สฺถิรานฺ สพลานฺ นิศฺจลำศฺจ กโรตุฯ (aiōnios )
11 ୧୧ ତାକେ ସବୁର୍ଟାନେଅନି ବପୁଆଚେ, ସେ ସେ କାଲ୍ କାଲ୍ ଜୁଗ୍ ଜୁଗ୍ ସାସନ୍ କର୍ସି । ଆମେନ୍ । (aiōn )
ตสฺย เคารวํ ปรากฺรมศฺจานนฺตกาลํ ยาวทฺ ภูยาตฺฯ อาเมนฺฯ (aiōn )
12 ୧୨ ଏ ଅଲପ୍ ବିସଇର୍ ଚିଟି ଲେକ୍ବାକେ ସିଲା ମକେ ସାଇଜ କରିରଇଲା । ସେ ଗଟେକ୍ ଆମର୍ ବିସ୍ବାସି ବାଇ । ତମର୍ ବିସ୍ବାସ୍ ଡାଟ୍ କରାଇବାକେ ଆରି ପର୍ମେସର୍ ତାର୍ ଜିବନ୍ ଦୁକାଇ ଦୟା ଦେକାଇଲାଟା ତମେ ସତଇସେ ଜାନ୍ଲାସ୍ନି ବଲି ଟିକ୍ କର୍ବାକେ ମୁଇ ଏ ଚିଟି ଲେକ୍ଲିନି । ତାର୍ ଜିବନ୍ ଦୁକାଇଲାଟାନେ ତମେ ଡାଟ୍ ସଙ୍ଗ୍ ରୁଆ ।
ย: สิลฺวาโน (มเนฺย) ยุษฺมากํ วิศฺวาโสฺย ภฺราตา ภวติ ตทฺวาราหํ สํกฺเษเปณ ลิขิตฺวา ยุษฺมานฺ วินีตวานฺ ยูยญฺจ ยสฺมินฺ อธิติษฺฐถ ส เอเวศฺวรสฺย สโตฺย 'นุคฺรห อิติ ปฺรมาณํ ทตฺตวานฺฯ
13 ୧୩ ବାବିଲନେ ରଇବା ତମର୍ ବିସ୍ବାସି ବାଇବଇନିମନ୍ ତାକର୍ ଜୁଆର୍ ଜାନାଇଲାଇନି । ପର୍ମେସର୍ ସେମନ୍କେ ବାଚ୍ଲାଆଚେ । ମାର୍କ ଜାକେ କି ମର୍ ପଅ ଇସାବେ ଦେକ୍ଲିନି, ସେମିସା ତାର୍ ଜୁଆର୍ ଜାନାଇଲାନି ।
ยุษฺมาภิ: สหาภิรุจิตา ยา สมิติ รฺพาพิลิ วิทฺยเต สา มม ปุโตฺร มารฺกศฺจ ยุษฺมานฺ นมสฺการํ เวทยติฯ
14 ୧୪ ତମର୍ ବିତ୍ରେ ଆଲାଦ୍ ଆଚେ ବଲି ଦେକାଇବାକେ ଆତେ ଦାରି ଜୁଆର୍ କରାକରିଉଆ । କିରିସ୍ଟର୍ତେଇ ଜେତ୍କି ଲକ୍ ମିସ୍ଲାଇଆଚତ୍ ସେମନ୍ ସବୁ ଲକ୍କେ ସାନ୍ତି ମିଲ ।
ยูยํ เปฺรมจุมฺพเนน ปรสฺปรํ นมสฺกุรุตฯ ยีศุขฺรีษฺฏาศฺริตานำ ยุษฺมากํ สรฺเวฺวษำ ศานฺติ รฺภูยาตฺฯ อาเมนฺฯ