< ୧ ମ ପିତର୍ 4 >
1 ୧ କିରିସ୍ଟ ନିଜର୍ ଗାଗ୍ଡେ ଦୁକ୍କସ୍ଟ ମୁର୍ଚିକରି ଜେନ୍ତାରି ଚିନ୍ତା କର୍ତେ ରଇଲା, ତମେମିସା ସେନ୍ତାରି ଚିନ୍ତାକରି ଡାଟ୍ ଉଆ । କାଇକେବଇଲେ ଜେ ଗାଗ୍ଡେ ଦୁକ୍କସ୍ଟ ମୁରଚ୍ସି, ସେ ଆରି ପାପ୍ କର୍ବାକେ ମନ୍ ନ କରେ ।
Daar Christus nu naar het vlees heeft geleden, moet ook gij u wapenen met dezelfde gedachte: wie lijdt naar het vlees, is los van de zonde;
2 ୨ ତେବର୍ପାଇ ତମର୍ ମନ୍କେ ଜାଗରତ୍ କରା । ଜେନ୍ତାରିକି, ଏବେ ଅନି ତମର୍ ମରନ୍ ଜାକ, ପର୍ମେସର୍ ମନ୍ କଲା ଇସାବେ ଚଲାଚଲ୍ତି କର୍ସା । ତମର୍ ପାପର୍ ଗୁନ୍ ଚଲନ୍ ଇସାବେ କରାନାଇ ।
zodat gij niet langer naar de lusten der mensen, maar naar de wil van God de tijd doorleeft, die u rest in het vlees.
3 ୩ କାଇକେବଇଲେ ପର୍ମେସର୍କେ ନାଜାନ୍ଲା ଲକ୍ ଜନ୍ଟା କର୍ବାକେ ମନ୍ କର୍ବାଇ, ସେନ୍ତାରି ତମେମିସା କର୍ତେ ରଇଲାସ୍ । ଆରି ସେନ୍ତାରି କରି କରି ଚୁଚାଇ ଚୁଚାଇ ଦିନ୍ ଗାଲା । ତମର୍ ଗାଗଡର୍ ପାପେରଇବା ଗୁନ୍ଚଲନ୍ ଇସାବେ ଲାଜର୍ ବିସଇ, ପାଦ୍ରା କାମ୍ କର୍ବାକେ ମନ୍ କର୍ବା ବିସଇ, ମାତିରଇବା ବିସଇ, କରାପ୍ ବିସଇଟାନେ ମଜାମଜ୍ଲିସ୍ କର୍ବା ବିସଇ ଆରି ପର୍ମେସର୍ ଗିନ୍କର୍ବା ପୁତ୍ଲା ପୁଜା କର୍ବାଟାମନ୍ କର୍ତେରଇଲାସ୍ ।
Want lang genoeg heeft de tijd geduurd, die nu voorbij is, waarin gij de zin der heidenen deedt, en geleefd hebt in losbandigheid, wellust, dronkenschap, brasserij, drinkgelagen en zondige afgoderij.
4 ୪ ମାତର୍ ଏବେ, ବିସ୍ବାସ୍ ନ କଲା ଲକ୍ମନ୍ କାବାଅଇଗାଲାଇନି ଆରି ତମ୍କେ ନିନ୍ଦାର୍ କାତା କଇଲାଇନି । କାଇକେବଇଲେ ସେମନ୍ କରିରଇବା କାରାପ୍ ମଜାମଜ୍ଲିସ୍ ବିସଇତେଇ ତମେ ମିସାସ୍ ନାଇ ।
En nu staan ze vreemd te zien en lasteren ze u, omdat gij niet meedraaft naar dezelfde modderpoel van ongebondenheid;
5 ୫ ମାତର୍ ସେମନ୍ ନିଜେ ପର୍ମେସର୍କେ ଇସାବ୍ ଦେବାକେ ପଡ୍ସି । ସେ ବଁଚିରଇବା ଆରି ମରିରଇବା ସବୁକେ ବିଚାର୍ କର୍ବାକେ ଜାଗିଆଚେ ।
maar ze zullen hierover rekenschap hebben te geven aan Hem, die gereed staat, om levenden en doden te oordelen.
6 ୬ ସେଟାର୍ପାଇ ସୁବ୍କବର୍ ମରିରଇବା ଲକ୍ମନ୍କେ ମିସା ଜାନାଇରଇଲାଇ । କାଇକେବଇଲେ ସବୁଲକ୍ମନ୍ ପାଇବା ଡଣ୍ଡ୍ ସେମନ୍ ପାଇରଇକରି ମରିରଇଲେ ମିସା ତାକର୍ ଆତ୍ମା ପର୍ମେସରର୍ ପାରା ବଁଚ୍ବାକେ ସୁବ୍ କବର୍ ଜାନାଇରଇଲାଇ ।
Immers juist hierom is ook aan de doden de blijde tijding gebracht, opdat ze bij God naar de geest zouden leven, al zijn ze ook bij de mensen geoordeeld naar het vlees.
7 ୭ ମାତର୍ ସବୁ ବିସଇ ସାର୍ବା ବେଲା ଲଗେ କେଟ୍ଲାବେ । ତେବର୍ପାଇ ନିଜେ ଜାଗରତ୍ ରୁଆ ଏନ୍ତାରି କଲେ ତମେ ନିକସଙ୍ଗ୍ ପାର୍ତନା କରିପାରାସ୍ ।
Het einde nadert van alle dingen! Beheerst dus uzelf en weest bezonnen, opdat gij kunt bidden.
8 ୮ ସବୁର୍ଟାନେଅନି ମୁକିଅ ବିସଇ ଅଇଲାନି ତମର୍ ତମର୍ ବିତ୍ରେ ଆଲାଦ୍ କରାକରି ଅଇବାଟା । କାଇକେବଇଲେ, ସେନ୍ତାରି ଆଲାଦ୍ କଲେ, ତମର୍ ତମର୍ ପାପ୍ ବିସଇ ଚିନ୍ତା ନ କରି ମୁର୍ଚିକରି କେମା ଦିଆଦିଇ ଅଇସା ।
Draagt vóór alles elkander vurige liefde toe; want de liefde bedekt een menigte zonden.
9 ୯ ତମର୍ ବିତ୍ରେ ମୁର୍ମୁରା ନଅଇ ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ଗତିଆ କରି ଡାକାଡାକି ଉଆ ।
Weest gastvrij jegens elkander, zonder te morren.
10 ୧୦ ତାକେ ବିସ୍ବାସ୍ କର୍ବା ସବୁଲକ୍କେ ପର୍ମେସର୍ ବିନ୍ ବିନ୍ ଦାନ୍ ସର୍ପିଦେଲା ଆଚେ । ଗଟେକ୍ ବିସ୍ବାସ୍ ରଇବା ଗତିଦାଙ୍ଗ୍ଡା ପାରା ସେ ଦେଇରଇବା ଦାନ୍ ବିନ୍ ଲକର୍ ମଙ୍ଗଲ୍ ଅଇବାକେ ଦିଆସ୍ ।
Dient elkander met de genadegaven, zoals elk ze ontving, als goede beheerders van de vele genaden van God:
11 ୧୧ ଜନ୍ ଲକ୍ମନ୍ କବର୍ ଜାନାଇଲାଇନି, ଆମେ ପର୍ମେସରର୍ କବର୍ ଜାନାଇଲୁନି, ବଲି ଜାଗ୍ରତ୍ ରଇବାର୍ ଆଚେ । ଜନ୍ ଲକ୍ମନ୍ ତାକର୍ ବାଇବଇନିମନ୍କେ ସେବା କଲାଇନି, ଆମେ ପର୍ମେସର୍ ବପୁ ଦେଲାକେସେ, ସେବାକଲୁନି ବଲି ଏତାଅତ୍ । ତମେ କରିରଇବା ସବୁ କାମେ ଜିସୁକିରିସ୍ଟର୍ଟାନେଅନି ପର୍ମେସର୍ ଡାକ୍ପୁଟା ପାଅ । ସେ ଆକା କାଲ୍ କାଲ୍ ଜୁଗ୍ ଜୁଗ୍ ମଇମା ଆରି ବପୁ ପାଇସି । ଆମେନ୍! (aiōn )
wanneer iemand spreekt, het zij als Gods woord; wanneer iemand dient, het geschiede door de kracht, door God hem verleend. Moge dan in alles God worden verheerlijkt door Jesus Christus, wien de heerlijkheid is en de kracht in de eeuwen der eeuwen. Amen! (aiōn )
12 ୧୨ ଏ ମର୍ ମଇତର୍ମନ୍, ତମେ ବେସି ଦୁକ୍ କସ୍ଟ ମୁର୍ଚିକରି ରଇବାବେଲେ କାବାଅଇଜିବାର୍ ନାଇ । ନ ଅଇବା ବିସଇ ମକେ କେନ୍ତାରି ଗଟ୍ଲାନି ବଲି ବାବ୍ବାର୍ ନାଇ ।
Geliefden, staat niet verbaasd over de brand der beproeving, die bij u uitslaat, alsof u iets vreemds overkwam!
13 ୧୩ ତାର୍ ବାଦୁଲେ, କିରିସ୍ଟ ଦୁକ୍ କସ୍ଟ ମୁର୍ଚିକରି ରଇଲାର୍ ପାରା ତମ୍କେ ମୁରଚ୍ବାକେ ଆଇଲେ, ସାର୍ଦା ଉଆ । ଜନ୍ ଦିନେ ସେ ତାର୍ ଡାକ୍ପୁଟା ଦେକାଇସି, ସେ ଦିନେ ତମେ ଅଦିକ୍ ସାର୍ଦା ଅଇସା ।
Maar verheugt u veeleer, naarmate gij deel hebt aan het lijden van Christus, opdat gij ook blijde moogt juichen als zijn glorie verschijnt.
14 ୧୪ କିରିସ୍ଟର୍ ସିସ୍ ଅଇଲାର୍ ପାଇ ଲକ୍ମନ୍ ତମ୍କେ ନିନ୍ଦା କଲେ, ତମେ କେଡେକ୍ କରମର୍ ଲକ୍! କାଇକେବଇଲେ ବେସି ମଇମା ରଇବା ପର୍ମେସରର୍ ଆତ୍ମା ତମର୍ଟାନେ ଆଚେ ବଲି ଜାନିପାର୍ସା ।
Zalig zijt gij, zo gij om Christus’ naam smaad ondergaat; want dan rust op u de Geest der glorie, de Geest van God.
15 ୧୫ ତମର୍ ବିତ୍ରେ ଜଦି କେ ମିସା ନର୍ ମାର୍ଲାର୍ ପାଇ ନଇଲେ ଚର୍ ଅଇଲାର୍ ପାଇ କି ନିୟମ୍ ନ ମାନ୍ଲାର୍ପାଇ କି ବିନ୍ ଲକର୍ ବିସଇତେଇ ମୁଣ୍ଡ୍ ପୁରାଇଲାର୍ପାଇ ଦୁକ୍ କସ୍ଟ ପାଆନାଇ ।
Immers niemand van u mag lijden als moordenaar of dief, als misdadiger of oproermaker;
16 ୧୬ ମାତର୍ କିରିସ୍ଟକେ ବିସ୍ବାସ୍କରି ଜଦି ଦୁକ୍ କସ୍ଟ ପାଇଲେ ଲାଜ୍ ନ ଅଇ ପର୍ମେସର୍କେ ଡାକ୍ପୁଟା କରା । କାଇକେବଇଲେ ତମ୍କେ କିରିସ୍ଟର୍ ଲକ୍ ଇସାବେ ଲେକାଅଇଲା ଆଚେ ।
maar lijdt hij als christen, hij schame zich niet, doch verheerlijke God om die naam.
17 ୧୭ କାଇକେବଇଲେ ପର୍ମେସର୍ ସବୁ ଲକ୍କେ ବିଚାର୍ କର୍ବାଦିନ୍ ଲଗେ କେଟ୍ଲା ଆଚେ । ଆରି ସେ ତାର୍ ନିଜର୍ ଲକ୍କେ ପର୍ତୁମ୍ ବିଚାର୍ କର୍ସି । ଜଦି ସେଟା ଆମର୍ ସଙ୍ଗ୍ ଆରାମ୍ ଅଇଲେ, ତାର୍ ସୁବ୍ କବର୍ ଚାଡିଦେଲା ଲକ୍ମନର୍ ଦସା କେନ୍ତାର୍ ଅଇସି?
Want de tijd van het oordeel is daar, dat begint met Gods huis. Maar wanneer het met ons gaat beginnen, wat zal dan het einde zijn van hen, die niet gehoorzamen aan het Evangelie van God?
18 ୧୮ ଦରମ୍ ସାସ୍ତରେ ଲେକାଅଇଲାପାରା, “ଜଦି ଦରମ୍ ଲକ୍ ମୁକ୍ତି ପାଇବାଟା ଆବଡ୍ ପର୍ମେସରର୍ ବିସଇ କାଇ ଚିନ୍ତା ନ କର୍ବା ପାପିମନର୍ ବିସଇ କେନ୍ତାର୍ ରଇସି?”
En wanneer de rechtvaardige ternauwernood wordt gered, waar komt dan de goddeloze en zondaar terecht?
19 ୧୯ ତେବର୍ପାଇ ପର୍ମେସର୍ ମନ୍ କଲାକେ ତମେ ଜଦି ଦୁକ୍ କସ୍ଟ ମୁର୍ଚିକରି ଆଚାସ୍, ସେନ୍ତାର୍ ଆଲେ ନିକ କାମ୍ କର୍ବାକେ ଲାଗିରୁଆ ଆରି ନିଜେ ତାକେ ସର୍ପିଉଆ । ସେ କାତା ଦେଇରଇଲାଟା ସିଦ୍ କର୍ସିଆକା ।
Daarom ook moeten zij, die naar Gods wil lijden verduren, hun zielen veilig stellen bij den getrouwen Schepper, door het goede te doen.