< ୧ ମ ପିତର୍ 2 >
1 ୧ ତମେ ନୁଆ ଜିବନ୍ ପାଇଲାର୍ପାଇ ସବୁ କାରାପ୍ ବିସଇର୍ଟାନେଅନି ଦୁରିକେ ରୁଆ । ସବୁ ରକାମ୍ ମିଚ୍ କଇବାଟା, ନାଡାଇବାଟା, ଇଁସା ଅଇବାଟା ଆରି ନିନ୍ଦା କାତା କଇବାଟା ଚାଡିଦିଆସ୍ ।
Odložite dakle svaku zloću i svaku prijevaru, himbe i zavisti i sva klevetanja.
2 ୨ ଏବେ ଜନମ୍ ଅଇଲା କଅଁଲା ପିଲାମନ୍ ଦୁଦ୍ କାଇବାକେ ଜେନ୍ତାରି ମନ୍ କର୍ବାଇ, ସେନ୍ତାରିସେ ତମେ ଆତ୍ମାର୍ ଦୁଦ୍ କାଇବାକେ ମନ୍ କରା । ସେଟା ଅଇଲାନି ପର୍ମେସରର୍ ସତ୍ ବାକିଅ । ସେଟା କାଇବାକେ ମନ୍ କଲେ, ତମର୍ ମୁକ୍ତି ସିଦ୍ ଅଇବାଜାକ ତମେ ବିସ୍ବାସେ ଅଦିକ୍ ଅଦିକ୍ ବଡି ଆଇସା ।
Kao novorođenčad žudite za duhovnim, nepatvorenim mlijekom da po njemu uzrastete za spasenje,
3 ୩ ସାସ୍ତରେ ଲେକା ଅଇଲାପାରା “କାଇକେ ବଇଲେ, ମାପ୍ରୁ ଜିବନ୍ ଦୁକାଇ ଦୟା କଲାଟା ତମେ ଜାନିସାରାଇ ଆଚାସ୍ ।”
ako ste doista okusili kako je dobar Gospodin.
4 ୪ ତେବର୍ପାଇ କିରିସ୍ଟର୍ ଲଗେ ଆସା । ସେ, ଗର୍ ଡାଟ୍ କର୍ବା ଜିବନ୍ ପାକ୍ନା ପାରା ଆଚେ । ଏ ପାକ୍ନା, କାଇ ମୁଲିଅ ନାଇ ବଲି, ଲକ୍ମନ୍ ଚାଡିଦେଇରଇଲାଇ । ମାତର୍ ପର୍ମେସର୍ ସେଟାକେସେ, ବେସି ମୁଲିଅ ରଇବାଟା ବଲି ବାଚିଆଚେ ।
Pristupite k njemu, Kamenu živomu što ga, istina, ljudi odbaciše, ali je u očima Božjim izabran, dragocjen,
5 ୫ ତାର୍ ଲଗେ ଆଇଲାର୍ପାଇ ତମେ ଜିବନ୍ ରଇବା ପାକ୍ନାପାରା ଅଇଆଚାସ୍ । କାଇକେବଇଲେ, ତମ୍କେ ଜଡିକରି ଗଟେକ୍ ଆତ୍ମା ରଇବା ମଣ୍ଡଲି ତିଆର୍ ଅଇଲାନି । ଆରି ପର୍ମେସରର୍ ସୁକଲ୍ ରଇବା ପୁଜାରି ଇସାବେ ତମେ ତାକେ ସେବା କଲାସ୍ନି । ଜିସୁକିରିସ୍ଟର୍ ଲାଗି ଏ ଆତ୍ମାର୍ ସେବା ପର୍ମେସର୍କେ ସାର୍ଦା କରାଇସି ।
pa se kao živo kamenje ugrađujte u duhovni Dom za sveto svećenstvo da prinosite žrtve duhovne, ugodne Bogu po Isusu Kristu.
6 ୬ ସାସ୍ତରେ କଇଲାପାରା “ଦେକା, ମୁଇ ସବୁର୍ତେଇଅନି ଅଦିକ୍ ମୁଲିଅ ରଇବା ପାକ୍ନା ବାଚ୍ଲିଆଚି, ସେଟା ଗର୍ କନର୍ ମୁଲ୍ପାକ୍ନା ଇସାବେ ସିୟନେ ସଙ୍ଗଇଆଚି କେ ଜଦି ତାକେ ବିସ୍ବାସ୍ କର୍ବାଇ, ସେ କେବେ ଲାଜ୍ ନଏଁ ।”
Stoga stoji u Pismu: Evo postavljam na Sionu kamen odabrani, dragocjeni kamen ugaoni: Tko u nj vjeruje, ne, neće se postidjeti.
7 ୭ ତମେ ବିସ୍ବାସି ଲକ୍ମନର୍ପାଇ, ଏ ପାକ୍ନା ବେସି ମୁଲିଅ ରଇବାଟା । ମାତର୍ ଜେତ୍କି ଲକ୍ ବିସ୍ବାସ୍ କରତ୍ ନାଇ, ସାସ୍ତରେ ଲେକା ଅଇଲା ବିସଇ ସେମନ୍ ମନେ ରକ୍ବାର୍ ଆଚେ । “ଗର୍ ତିଆର୍ କରୁମନ୍ ଜନ୍ ପାକ୍ନା ଚାଡିଦେଇରଇଲାଇ, ସେ ପାକ୍ନାକେସେ ପର୍ମେସର୍ ସବୁର୍ଟାନେ ଅନି ମୁଲିଅ ରଇବା ପାକ୍ନା କଲାଆଚେ ।”
Vama dakle koji vjerujete - čast! A onima koji ne vjeruju - kamen koji odbaciše graditelji postade kamen zaglavni
8 ୮ ସାସ୍ତରେ ଲେକା ଅଇଲା ଆରି ଗଟେକ୍ ବିସଇ ମିସା ସେମନ୍ ଏତାଇବାର୍ ଆଚେ । “ଏ ପାକ୍ନା କେତେ ଲକର୍ପାଇ ବାଦା ଆନ୍ସି । ତେଇ ବେସି ଲକ୍ ଜଟିଆଇ ଅଇ ଅଦର୍ବାଇ ।” “ସେମନ୍ ପର୍ମେସରର୍ ବାକିଅ ବିସ୍ବାସ୍ ନ କଲାର୍ପାଇ ଜଟିଆଇ ଅଇ ଅଦର୍ବାଇ । ଏଟା ତାକର୍ପାଇ ପର୍ମେସରର୍ ଜଜ୍ନା ରଇଲା ।”
i kamen spoticanja, stijena posrtanja; oni se o nj spotiču, neposlušni Riječi, za što su i određeni.
9 ୯ ମାତର୍ ତମେ, ବାଚି ଅଇରଇବା ପର୍ମେସରର୍ କୁଟୁମ୍ । ଆରି ଆମର୍ ରାଜାର୍ ପୁଜାରି ଦଲ୍ । ପର୍ମେସରର୍ ଚକିତ୍ ଅଇଜିବା କାମ୍ ଜାନାଇବାକେ ସେ ବାଚିରଇବା ତାର୍ ନିଜର୍ ଲକ୍ ଅଇଆଚାସ୍ । ଆନ୍ଦାର୍ ବିତ୍ରେ ଅନି ତାର୍ କାବା ଅଇଜିବା ଉଜଲେ ଜିବାକେ ସେ ତମ୍କେ ଡାକି ଆଚେ ।
A vi ste rod izabrani, kraljevsko svećenstvo, sveti puk, narod stečeni da naviještate silna djela Onoga koji vas iz tame pozva k divnom svjetlu svojemu;
10 ୧୦ ଆଗେ ତମେ ତାର୍ ନିଜର୍ ଲକ୍ ନ ରଇଲାସ୍ । ମାତର୍ ଏବେ ତାର୍ ନିଜର୍ ଲକ୍ ଅଇଆଚାସ୍ । ଆଗେ ତାର୍ ଦୟା ପାଇ ନ ରଇଲାସ୍, ମାତର୍ ଏବେ ପାଇଆଚାସ୍ ।
vi, nekoć Ne-narod, a sada Narod Božji; vi Ne-mili, a sada Mili.
11 ୧୧ ଏ ମର୍ ମଇତର୍ମନ୍, ତମେ ଏ ଜଗତେ ବିଦେସି ପାରା ଆଚାସ୍ ଆରି ଚନେକର୍ ପାଇସେ ଇତି ରଇଲାସ୍ନି । ତମର୍ ଗାଗ୍ଡେ ରଇବା ପାପର୍ ଗୁନ୍ଚଲନେ ଅନି ଆଇବା ସବୁ ରକାମ୍ କାରାପ୍ ମନ୍କର୍ବା ଟାନେଅନି ଦୁରିକେ ରୁଆ ।
Ljubljeni! Zaklinjem vas da se kao pridošlice i putnici klonite putenih požuda koje vojuju protiv duše;
12 ୧୨ ତମର୍ ନଅରେ ରଇବା ବିସ୍ବାସ୍ ନ କର୍ବା ଲକ୍ମନ୍ ଦେକ୍ବା ଇସାବେ ତମର୍ ଚଲାଚଲ୍ତି ନିକ ରଇବାର୍ଆଚେ । ସେନ୍ତାରି ରଇଲେ ସେମନ୍ ତମର୍ ବିରୁଦେ ନିନ୍ଦା କାତା କଇଲେ ମିସା, ତମେ କରିରଇବା ନିକ କାମ୍ ଦେକିକରି ପର୍ମେସର୍ ବାଉଡିଆଇବା ଦିନେ ତାକେ ଡାକ୍ପୁଟା କର୍ବାଇ ।
življenje vaše među poganima neka bude uzorno da upravo onim za što vas sada potvaraju kao zločince, pošto promotre vaša dobra djela, proslave Boga u dan pohoda.
13 ୧୩ ତମର୍ ଉପ୍ରେ ଅଦିକାର୍ କର୍ବା ଲକ୍ମନ୍କେ ଆମର୍ ମାପ୍ରୁର୍ ଲାଗି ମାନିକରି ରୁଆ । ସବୁର୍ଟାନେଅନି ଅଦିକାର୍ ରଇବା ସାସନ୍କାରିଆକେ ମିସା ମାନିକରି ରୁଆ ।
Pokoravajte se svakoj ljudskoj ustanovi radi Gospodina: bilo kralju kao vrhovniku,
14 ୧୪ ସବୁର୍ଟାନେଅନି ବଡ୍ ସାସନ୍କାରିଆ, ଜେ କି କାରାପ୍ କାମ୍ କର୍ବା ଲକ୍ମନ୍କେ ଡଣ୍ଡ୍ ଦେବାକେ ଆରି ନିକ କାମ୍ କର୍ବା ଲକ୍ମନ୍କେ ଡାକ୍ପୁଟା କର୍ବାକେ ପାଟାଇଆଚେ, ତାକେ ମିସା ମାନିକରି ରୁଆ ।
bilo upraviteljima jer ih on šalje da kazne zločince, a pohvale one koji dobro čine.
15 ୧୫ କାଇକେବଇଲେ, ତମେ କରିରଇବା ନିକ କାମର୍ଲାଗି କାଇ ଲଡାକେ ନ ଆଇବା କାତା କଇବୁଲ୍ବା ଲକ୍ମନ୍କେ ଚୁପ୍ କରାଇବାକେ ପର୍ମେସର୍ ମନ୍ କଲାନି ।
Doista, ovo je Božja volja: da čineći dobro ušutkate neznanje bezumnika.
16 ୧୬ ତମେ ମୁକଲ୍ଲା ଲକ୍ମନ୍ ବଲି ତମର୍ ଜିବନର୍ ଚଲାଚଲ୍ତିତେଇ ଦେକାଆ । ମାତର୍ ଆମ୍କେ ମୁକ୍ତି ମିଲ୍ଲାଆଚେ ବଲି କାଇଟା ମିସା କର୍ବୁ ବଲି ନ ବାବିକରି ପର୍ମେସର୍କେ ସେବା କରା ।
Kao slobodni ljudi - ali ne kao oni kojima je sloboda tek pokrivalom zloće, već kao Božje sluge -
17 ୧୭ ସବୁ ଲକ୍ମନ୍କେ ସନ୍ମାନ୍ ଦିଆସ୍ । ବିସ୍ବାସି ବାଇବଇନିମନ୍କେ ଆଲାଦ୍ କରା । ପର୍ମେସର୍କେ ମାନିକରି ରୁଆ । ଆରି ସବୁର୍ ଉପ୍ରର୍ ସାସନ୍କାରିଆକେ ସନ୍ମାନ୍ ଦିଆସ୍ ।
sve poštujte, bratstvo ljubite, Boga se bojte, kralja častite!
18 ୧୮ ତମର୍ ବିତ୍ରେ ଜେତ୍କି ଲକ୍ ଗତିଦାଙ୍ଗ୍ଡା ଅଇଆଚାସ୍, ତମର୍ ସାଉକାର୍ମନର୍ କାତା ମାନିକରି ରୁଆ ଆରି ସେମନ୍କେ ପୁରାପୁରୁନ୍ ସନ୍ମାନ୍ ଦିଆସ୍ । ଦରମ୍ ରଇବା ସାଉକାର୍ମନ୍ ରଇଲେ, କି ଟେରା ରଇବା ସାଉକାର୍ମନ୍କେ ମିସା ଏନ୍ତାରି କର୍ତେରୁଆ ।
Sluge, budite sa svim poštovanjem pokorni gospodarima, ne samo dobrima i blagima nego i naopakima.
19 ୧୯ ତମର୍ କାଇ ବୁଲ୍ ନ ରଇଲେ ମିସା ମୁର୍ଚିକରି ରଇଲେ, ତେଇ ପର୍ମେସର୍ ସାର୍ଦା ଅଇସି । କାଇକେବଇଲେ ତମେ ତାର୍ ମନ୍ କଲାଟା ସିଦ୍ କଲାସ୍ନି ।
To je uistinu milost ako tko radi savjesti, radi Boga podnosi nevolje trpeći nepravedno.
20 ୨୦ ଜଦି ବୁଲ୍ କଲାର୍ପାଇ ଦୁକ୍କସ୍ଟ ମୁର୍ଚି କରି ଡଣ୍ଡ୍ ପାଇଲେ, ତେଇ ତମେ କଲା କରମ୍ସେ ପାଇଆଚାସ୍ । ମାତର୍ ସତ୍କାମ୍ କରି ଦୁକ୍ କସ୍ଟ ମୁରଚ୍ଲେ, ସେଟା ପର୍ମେସର୍କେ ସାର୍ଦା କରାଇସି ।
Kakve li slave doista ako za grijehe udarani strpljivo podnosite? No ako dobro čineći trpite pa strpljivo podnosite, to je Bogu milo.
21 ୨୧ ସେନ୍ତାରି ଚଲାଚଲ୍ତି କର୍ବାକେ ପର୍ମେସର୍ ତମ୍କେ ଡାକ୍ଲାଆଚେ । କିରିସ୍ଟ ତମର୍ପାଇ ଦୁକ୍କସ୍ଟ ମୁର୍ଚି କରି, ତମେ ଚଲାଚଲ୍ତି କର୍ବାଟା ଦେକାଇଆଚେ ।
Ta na to ste pozvani jer i Krist je trpio za vas i ostavio vam primjer da idete stopama njegovim.
22 ୨୨ ସେ କେବେ ପାପ୍କରି ନ ରଇଲା ଆରି ତାର୍ ଟଣ୍ଡେଅନି ଗଟେକ୍ ମିସା ମିଚ୍କାତା ନ ବାରଇ ରଇଲା ।
On koji grijeha ne učini nit mu usta prijevaru izustiše;
23 ୨୩ ଲକ୍ମନ୍ ତାକେ କିଜାଇଲାବେଲେ ସେ ନିନ୍ଦା କାତାକଇ ଟଣ୍ଡ୍ ଲାଗାଏ ନାଇ । ତାକେ ଦୁକ୍ କସ୍ଟ ଦେଲାକେ ସେ ଦମ୍କାଏ ନାଇ । ମାତର୍ କାଇ ଅନିଆଇ ନ କର୍ବା ପର୍ମେସର୍କେ ସବୁ ବିସଇ ଚାଡିଦେଲା ।
on koji na uvredu nije uvredom uzvraćao i mučen nije prijetio, prepuštajući to Sucu pravednom;
24 ୨୪ ଆମେ ପାପ୍ କଲାର୍ପାଇ ପାଇବା ଡଣ୍ଡ୍ କୁରୁସ୍କାଟେ ମରିକରି କିରିସ୍ଟ ନିଜେ ବଇନେଲା । ପାପ୍ କର୍ବାଟା ଚାଡିକରି ଦରମ୍ ଚଲାଚଲ୍ତି କର୍ବାକେ ସେ ଏନ୍ତାରି କଲା । ତାର୍ ଗାଗ୍ଡେ ମାରି ରଇବା ଗାଉର୍ ଲାଗି ଆମେ ନିକ ଅଇଆଚୁ ।
on koji u tijelu svom grijehe naše ponese na drvo da umrijevši grijesima pravednosti živimo; on čijom se modricom izliječiste.
25 ୨୫ ଆଗ୍ତୁ ତମେ ବାଟ୍ ବାନା ଅଇଲା ମେଣ୍ଡାପାରା ରଇଲାସ୍, ମାତର୍ ଏବେ ସେ ତମ୍କେ ଡାକି ଆନିଆଚେ । ସେ ଆକା ତମ୍କେ ଜତନ୍କରି ତମର୍ ଆତ୍ମାମନ୍କେ ଜାଗ୍ଲାନି ।
Doista, poput ovaca lutaste, ali se sada obratiste k pastiru i čuvaru duša svojih.