< ୧ ମ ଜଅନ୍‌ 1 >

1 ଜାକେ ଜିବନର୍‌ ବାକିଅ ବଲି କଇଲାଇନି, ତାର୍‌ ବିସଇ ତମ୍‌କେ ଲେକ୍‌ଲୁନି । କାଇଟା ତିଆର୍‌ ନ ଅଇତେ ପୁର୍‌ବେଅନି ସେ ରଇଲା । ତାର୍‌ ବାକିଅ ଆମେ ସୁନିଆଚୁ । ସେ କରିରଇବା କାମ୍‌ମନ୍‌ ଆମେ ଆଁକି ସଙ୍ଗ୍‌ ନିକ ଦେକି ଆଚୁ । ଆରି ଆମେ ତାକେ ଆତ୍‌ ସଙ୍ଗ୍‌ ଚିଇଲୁ ଆଚୁ ।
Ὃ ἦν ἀπ᾽ ἀρχῆς, ὃ ἀκηκόαμεν, ὃ ἑωράκαμεν τοῖς ὀφθαλμοῖς ἡμῶν, ὃ ἐθεασάμεθα καὶ αἱ χεῖρες ἡμῶν ἐψηλάφησαν περὶ τοῦ λόγου τῆς ζωῆς·
2 ଏ ଲକ୍‌ ସତ୍‌ ଜିବନ୍‌ ଦେଇସି । ପର୍‌ମେସର୍‌ ଏ ଲକ୍‌କେ ସବୁକେ ଦେକାଇଲା । ଆରି ଆମେ ଦେକ୍‌ଲୁ ଆରି ତାର୍‌ ସତ୍‌ ବିସଇ ତମ୍‌କେ କଇଲୁନି । ସେ ଦେଇରଇବା ନ ସାର୍‌ବା ଜିବନର୍‌ ବିସଇ ତମ୍‌କେ ଜାନାଇଲୁନି । ପୁର୍‌ବେଅନି ସେ ଆମର୍‌ ବାବା ପର୍‌ମେସରର୍‌ ସଙ୍ଗ୍‌ ରଇଲା । ମାତର୍‌ ପର୍‌ମେସର୍‌ ତାର୍‌ ବିସଇ ଆମ୍‌କେ ଜାନାଇଲାଆଚେ । (aiōnios g166)
καὶ ἡ ζωὴ ἐφανερώθη, καὶ ἑωράκαμεν καὶ μαρτυροῦμεν καὶ ἀπαγγέλλομεν ὑμῖν τὴν ζωὴν τὴν αἰώνιον ἥτις ἦν πρὸς τὸν πατέρα καὶ ἐφανερώθη ἡμῖν· (aiōnios g166)
3 ତେବର୍‌ପାଇ ଏ ଲକ୍‌, ଜାର୍‌ ବିସଇ ଆମେ ଦେକିଆଚୁ ଆରି ସୁନିଆଚୁ, ତାର୍‌ ବିସଇ ଆକା ଆମେ ତମ୍‌କେ କଇଲୁନି । ଜେନ୍ତାରିକି ତମେ ମିସା ଆମର୍‌ ସଙ୍ଗ୍‌ ମିସିବିଡି ରଇସା । କାଇକେବଇଲେ ଆମେ ବାବା ପର୍‌ମେସରର୍‌ ସଙ୍ଗ୍‌ ଆରି ତାର୍‌ ପଅ ଜିସୁ କିରିସ୍‌ଟର୍‌ ସଙ୍ଗ୍‌ ମିସିବିଡି ଆଚୁ ।
ὃ ἑωράκαμεν καὶ ἀκηκόαμεν, ἀπαγγέλλομεν (καὶ *no*) ὑμῖν ἵνα καὶ ὑμεῖς κοινωνίαν ἔχητε μεθ᾽ ἡμῶν· καὶ ἡ κοινωνία δὲ ἡ ἡμετέρα μετὰ τοῦ πατρὸς καὶ μετὰ τοῦ υἱοῦ αὐτοῦ Ἰησοῦ Χριστοῦ.
4 ଆମର୍‌ ସାର୍‌ଦା ଜେନ୍ତାର୍‍ ପୁରାପୁରୁନ୍‌ ଅଇସି, ତେବର୍‌ ପାଇ ଏ ସବୁ ବିସଇ ତମ୍‌କେ ଲେକ୍‌ଲୁନି ।
καὶ ταῦτα γράφομεν (ἡμεῖς *N(K)O*) ἵνα ἡ χαρὰ ἡμῶν ᾖ πεπληρωμένη.
5 ମାତର୍‌ ଜନ୍‌ ବିସଇ ଜିସୁକିରିସ୍‌ଟ ଆମ୍‌କେ କଇଲା, ଆରି ଜାଇଟା ତମ୍‌କେ ଆମେ ଜାନାଇ ଆଚୁ, ସେଟା ଅଇଲାନି ପର୍‌ମେସରର୍‌ ଉଜଲ୍‌ । ଆରି ତାର୍‌ଟାନେ ମୁଲ୍‌କେ ଆନ୍ଦାର୍‌ ନାଇ ।
καὶ ἔστιν αὕτη ἡ (ἀγγελία *NK(O)*) ἣν ἀκηκόαμεν ἀπ᾽ αὐτοῦ καὶ ἀναγγέλλομεν ὑμῖν ὅτι ὁ θεὸς φῶς ἐστιν καὶ σκοτία ἐν αὐτῷ οὐκ ἔστιν οὐδεμία.
6 ତେବର୍‌ପାଇ ଆମେ ପର୍‌ମେସରର୍‌ ସଙ୍ଗ୍‌ ମିସିବିଡି ଆଚୁ ବଲି କଇକରି କାରାପ୍‌ କାମ୍‌ କରି ଆନ୍ଦାରେସେ ରଇବୁ ବଇଲେ, ଆମେ କଇବାଟା ମିଚ୍‌ । ଆରି ସତ୍‌ ବିସଇ ଆମେ ଚାଡିଦେଇଆଚୁ ବଲି ଆମର୍‌ ଚଲାଚଲ୍‌ତିଟାନେ ଜାନାପଡ୍‌ଲାନି ।
ἐὰν εἴπωμεν ὅτι κοινωνίαν ἔχομεν μετ᾽ αὐτοῦ καὶ ἐν τῷ σκότει περιπατῶμεν, ψευδόμεθα καὶ οὐ ποιοῦμεν τὴν ἀλήθειαν·
7 ମାତର୍‌ ଆମେ ସତ୍‌ କାମ୍‌ କରି ଉଜଲେ ରଇବୁ ଜେନ୍ତାରି କି ପର୍‌ମେସର୍‌ ସବୁବେଲେ ଉଜଲେଆଚେ । ସେନ୍ତାର୍‍ ଆଲେ ଆମେ ଗଟେକ୍‌ ଲକ୍‌ ଆରି ଗଟେକ୍‌ ଲକର୍‌ ସଙ୍ଗ୍‌ ମିସିବିଡି ଆଚୁ । ଆରି ପର୍‌ମେସରର୍‌ ପଅ ଜିସୁର୍‌ ବନି ଆମର୍‌ ସବୁ ପାପ୍‌କେ ଦଇଦେଇସି ।
ἐὰν δὲ ἐν τῷ φωτὶ περιπατῶμεν ὡς αὐτός ἐστιν ἐν τῷ φωτί, κοινωνίαν ἔχομεν μετ᾽ ἀλλήλων καὶ τὸ αἷμα Ἰησοῦ (Χριστοῦ *K*) τοῦ υἱοῦ αὐτοῦ καθαρίζει ἡμᾶς ἀπὸ πάσης ἁμαρτίας.
8 ଆମେ କେବେମିସା ପାପ୍‌ କରୁନାଇ ବଲି କଇଲେ, ଆମେ ନିଜେସେ ନାଡାଇଅଇଲୁନି । ଆରି ସତ୍‌ ବିସଇ ଆମେ ନାଜାନ୍‌ଲୁନି ।
ἐὰν εἴπωμεν ὅτι ἁμαρτίαν οὐκ ἔχομεν, ἑαυτοὺς πλανῶμεν καὶ ἡ ἀλήθεια οὐκ ἔστιν ἐν ἡμῖν.
9 ଜଦି ଆମେ ବୁଲ୍‌ କରିଆଚୁ ବଲି ପର୍‌ମେସର୍‌କେ ନ ଲୁଚାଇତେ କଇଲେ, ସେ ଆମର୍‌ ସବୁ ପାପ୍‌ କେମା କର୍‌ସି । ଆରି ସବୁ କାରାପ୍‌ କାମେଅନି ଆମ୍‌କେ ସୁକଲ୍‍ କର୍‍ସି ।
ἐὰν ὁμολογῶμεν τὰς ἁμαρτίας ἡμῶν, πιστός ἐστιν καὶ δίκαιος ἵνα ἀφῇ ἡμῖν τὰς ἁμαρτίας καὶ καθαρίσῃ ἡμᾶς ἀπὸ πάσης ἀδικίας.
10 ୧୦ ଜଦି ଆମେ କେବେ ମିସା ପାପ୍‌ କରୁନାଇ ବଲି କଇଲେ, ପର୍‌ମେସର୍‌ ସତ୍‌ଟା ନଏଁ ବଲି କଇଲୁନି । ଆରି ତାର୍‌ ବାକିଅ ମାନିକରି ରଉନାଇ ।
ἐὰν εἴπωμεν ὅτι οὐχ ἡμαρτήκαμεν, ψεύστην ποιοῦμεν αὐτὸν καὶ ὁ λόγος αὐτοῦ οὐκ ἔστιν ἐν ἡμῖν.

< ୧ ମ ଜଅନ୍‌ 1 >