< ୧ ମ ଜଅନ୍‌ 5 >

1 ଜେ କି ଜିସୁକେ ମସିଅ ବଲି ବିସ୍‌ବାସ୍‌ କର୍‌ସି, ସେ ପର୍‌ମେସରର୍‌ ପିଲା । ଆରି ଜେ କି ବାବାକେ ଆଲାଦ୍‌ କର୍‌ସି, ସେ ତାର୍‌ ପିଲାକେ ମିସା ଆଲାଦ୍‌ କର୍‌ସି ।
Everyone who is believing that Jesus is the Christ has been begotten of God, and everyone who is loving Him who begot, also loves him who is begotten of Him.
2 ପର୍‌ମେସରର୍‌ ପିଲାମନ୍‌କେ ଆମେ ଆଲାଦ୍‌ କଲୁନି ବଲି ଏନ୍ତାରି ଜାନିଅଇସି । ପର୍‌ମେସର୍‌କେ ଆଲାଦ୍‌ କରି ଆରି ତାର୍‌ ଆଦେସ୍‌ ମିସା ମାନିକରି ।
In this we know that we love the children of God, when we may love God and may keep His commands;
3 ଆମେ ଜଦି ସତଇସେ ପର୍‌ମେସର୍‌କେ ଆଲାଦ୍‌ କଲେ, ତାର୍‌ ଆଦେସ୍‌ ସବୁ ମାନ୍‌ବୁ । ସେ ଆମ୍‌କେ ତିଆର୍‌ଲା ବିସଇ ମାନ୍‌ବାକେ ଆମ୍‌କେ ଆବଡ୍‌ ନ ଲାଗେ ।
for this is the love of God, that we may keep His commands, and His commands are not burdensome;
4 କାଇକେବଇଲେ ପର୍‌ମେସରର୍‌ ସବୁ ପିଲା ଏ ଜଗତର୍‌ କାରାପ୍‌ ଚଲାଚଲ୍‌ତି ନିଚିକରି ଜିତିପାର୍‌ସି । ଆମର୍‌ ବିସ୍‌ବାସର୍‌ ଲାଗି ଆମେ ଜଗତ୍‌କେ ଜିତିଅଇସି ।
because everyone who is begotten of God overcomes the world, and this is the victory that overcame the world—our faith.
5 ଏ ଜଗତ୍‌କେ କେ ଆରାଇପାର୍‌ସି? ଜିସୁକେ ପର୍‌ମେସରର୍‌ ପଅ ବଲି ଜେ ବିସ୍‌ବାସ୍‌ କର୍‌ସି, ସେ ଏ ଜଗତ୍‌କେ ଆରାଇସି ।
Who is he who is overcoming the world, if not he who is believing that Jesus is the Son of God?
6 ଜିସୁକିରିସ୍‌ଟ ପର୍‌ମେସରର୍‌ ପ ବଲିକରି, ଡୁବନ୍‌ ଦେଉ ଜଅନ୍‌ ତାକେ ପାନିତେଇ ଡୁବନ୍‌ ଦେଲା । ଆରି ସେ ମଲାବେଲେ ତାର୍‌ ବନି ରକଇଅଇଲା । ଏନ୍ତାରି ନଏଁ ଜେ ସେ ଅବ୍‌କା ପାନିସଙ୍ଗ୍ ଡୁବନ୍‌ ଅଇଲା, ମାତର୍‌ ତାର୍‌ ମରନେ ତାର୍‌ ବନି ରକଇଅଇଲା । ଏ ସବୁ ବିସଇ ସତ୍‌ ବଲି ସୁକଲ୍‌ଆତ୍‌ମା ଆମ୍‌କେ ସାକିଦେଲାନି । କାଇକେବଇଲେ ସେ ସତ୍‌ ଆତ୍‌ମା ।
This One is He who came through water and blood—Jesus the Christ, not in water only, but in the water and the blood; and the Spirit is the [One] testifying, because the Spirit is the truth,
7 ତେବର୍‌ପାଇ ତିନ୍‌ଟା ସାକିତେଇଅନି ଆମେ ସତ୍‌ ଜାନ୍‌ଲୁନି ।
because [there] are three who are testifying [[in Heaven: the Father, the Word, and the Holy Spirit, and these three are one;
8 ସୁକଲ୍‌ଆତ୍‌ମା, ଡୁବନ୍‌ ଅଇରଇବା ପାନି, ଆରି ରକଇଅଇରଇବା ବନି, ତିନ୍‌ଟାଜାକ ସାକିତେଇ ରାଜି ଅଇଆଚତ୍‌ ।
and [there] are three who are testifying in the earth]]: the Spirit, and the water, and the blood, and the three are into the one.
9 ଜେଡେବେଲେ ଲକ୍‌ମନ୍‌ ତାକର୍‌ ଜାନିରଇବା ବିସଇନେଇ ସାକିଦେବାଇ, ଆମେ ସେମନ୍‌କେ ବିସ୍‌ବାସ୍‌ କର୍‌ବୁ । ମାତର୍‌ ପର୍‌ମେସର୍‌ ଆମ୍‌କେ ସାକିଦେବାଟା ତାର୍‌ତେଇଅନି ଅଦିକ୍‌ ମୁକିଅ । କାଇକେବଇଲେ ସେଟା ପର୍‌ମେସରର୍‌ ସାକି । ସେ ତାର୍‌ ନିଜର୍‌ ପଅର୍‌ ବିସଇନେଇ ଆମ୍‌କେ ସାକିଦେଲାନି ।
If we receive the testimony of men, the testimony of God is greater, because this is the testimony of God that He has testified concerning His Son.
10 ୧୦ କେ ମିସା ଜିସୁକେ ପର୍‌ମେସରର୍‌ ପଅ ବଲି ବିସ୍‌ବାସ୍‌ କଲେ, ପର୍‌ମେସରର୍‌ ସାକି ତାକର୍‌ ମନ୍‌ ବିତ୍‌ରେ ଆଚେ । ପର୍‌ମେସର୍‌ କଇଲା କାତା ଜେ ଜଦି ବିସ୍‌ବାସ୍‌ ନ କରେ, ସେ ମିଚ୍‌ ବଲିକରି କଇଲାନି । କାଇକେବଇଲେ ତାର୍‌ ନିଜର୍‌ ପଅର୍‌ ବିସଇ କଇଲାଟା ସେମନ୍‌ ବିସ୍‌ବାସ୍‌ କରତ୍‌ ନାଇ ।
He who is believing in the Son of God has the testimony in himself; he who is not believing God has made Him a liar, because he has not believed in the testimony that God has testified concerning His Son;
11 ୧୧ ସେ ସାକିଅ ଏଟା ସେ । ପର୍‌ମେସର୍‌ ଆମ୍‌କେ ନ ସାର୍‌ବା ଜିବନ୍‌ ଦେଲାଆଚେ । ଏ ଜିବନ୍‌ ଆମେ ତାର୍‌ ପଅର୍‌ଲାଗି ମିଲାଇଆଚୁ । (aiōnios g166)
and this is the testimony, that God gave continuous life to us, and this life is in His Son; (aiōnios g166)
12 ୧୨ ତାର୍‌ ପଅସଙ୍ଗ୍ ଜେ ମିସା ମିସିରଇବାଇ, ସେମନ୍‌ ଏ ନ ସାର୍‌ବା ଜିବନ୍‌ ପାଇବାଇ । ଆରି ଜେ ତାର୍‌ ପଅର୍‌ସଙ୍ଗ୍‍ ମିସେନାଇ ସେ ଏ ଜିବନ୍‌ ମିସା ପାଏନାଇ ।
he who is having the Son has life; he who is not having the Son of God does not have life.
13 ୧୩ ତମେ ଜେତ୍‌କି ଲକ୍‌ ପର୍‌ମେସରର୍‌ ପଅକେ ବିସ୍‌ବାସ୍‌ କଲାସ୍‌ନି, ତମ୍‌କେ ଏ ଚିଟି ଲେକ୍‌ଲିନି । ଜେନ୍ତାରିକି ଆମ୍‌କେ ନ ସାର୍‌ବା ଜିବନ୍‌ ଆଚେ ବଲି ତମେ ଜାନାସ୍‌ । (aiōnios g166)
I wrote these things to you who are believing in the Name of the Son of God, that you may know that you have continuous life, and that you may believe in the Name of the Son of God. (aiōnios g166)
14 ୧୪ ପର୍‌ମେସର୍‌କେ ପାର୍‌ତନା କର୍‌ବାବେଲେ ଆମେ ଡରିକରି ରଉନାଇ । କାଇକେବଇଲେ ତାର୍‌ ମନ୍‍ କଲା ଇସାବେ ଆମେ କାଇଟା ମାଙ୍ଗ୍‌ଲେ ମିସା ସେ ଆମ୍‌କେ ଦେଇସି ।
And this is the boldness that we have toward Him, that if we may ask anything according to His will, He hears us,
15 ୧୫ ଜେଡେବେଲେ ଆମେ ତାକେ ମାଙ୍ଗ୍‌ଲେ, ସେ ଆମର୍‌ କାତା ସୁନ୍‌ସି । ଆମେ ତାକେ ପାର୍‌ତନାଇ ଜାଇଟା ମାଙ୍ଗ୍‌ଲେ ସେଟା ଆମ୍‌କେ ଦେଇସି ।
and if we have known that He hears us, whatever we may ask, we have known that we have the requests that we have requested from Him.
16 ୧୬ ଜଦି ତମର୍‌ ସଙ୍ଗର୍‌ ବିସ୍‌ବାସି ବାଇ ପାପ୍‌କଲାନି ବଲି ଜାନ୍‌ଲେ, ଆରି ସେ ପାପ୍‌, ଲକ୍‌କେ ପର୍‌ମେସରର୍‌ ଟାନେଅନି ସବୁଦିନର୍‌ପାଇ ବେଗଲ୍‌ବା ପାରା ପାପ୍‌ ନଇଲେ, ସେ ଲକ୍‌କେ ରକିଆ କର ବଲି ତାକେ ଗୁଆରି କର୍‌ବାର୍‌ ଆଚେ । ଆରି ପର୍‌ମେସର୍‌ ସେ ଲକ୍‌କେ କେମାକରି ରକିଆ କର୍‌ସି । ଏଟା ଜେନ୍ତାରି ପାପ୍‌ ଜନ୍‍ଟା ମରନର୍‍ ବାଟେ ଲକ୍‍ମନ୍‍କେ ନ ଡାକିନେଏ, ସେନ୍ତାରି ପାପର୍‍ ପାଇ । ମାତର୍‍ ପର୍‌ମେସରର୍‌ ଟାନେଅନି ସବୁଦିନର୍‌ପାଇ ବେଗଲ୍‌ବା ପାରା ପାପର୍‍ ପାଇ, ତମେ ତାକେ ଗୁଆରି କରା ବଲି ମୁଇ କଇ ନାଇ ।
If anyone may see his brother sinning a sin [that is] not to death, he will ask, and He will give life to him—to those not sinning to death; there is sin to death—I do not say that he may ask concerning it;
17 ୧୭ ସବୁ ରକାମର୍‌ ବୁଲ୍‌ କାମ୍‌ ପାପ୍‌ସେ । ମାତର୍‌ ସବୁ ରକାମର୍‍ ପାପ୍‌ ମରନର୍‍ ବାଟେ ନ ଡାକିନେଏ ।
all unrighteousness is sin, and there is sin [that is] not to death.
18 ୧୮ ଆମେ ଜାନିଆଚୁ, ଜେ ପର୍‌ମେସରର୍‌ ପିଲା ଅଇଗାଲା ଆଚେ, ସେ ପାପ୍‌କାମ୍‌ କରିଲାଗି ନ ରଏ । କାଇକେବଇଲେ ପର୍‌ମେସରର୍‌ ପଅ ତାକେ ଦେକାରକା କର୍‍ସି । ଆରି ସଇତାନ୍‌ ଜେ କି ସବୁ ରକାମ୍‌ କାରାପ୍‌ କାମ୍‌ କରାଇସି, ତାକେ କାଇଟା କରିନଏଁ ।
We have known that everyone who has been begotten of God does not sin, but He who was begotten of God keeps him, and the evil one does not touch him;
19 ୧୯ ଆମେ ଜାନିଆଚୁ, ଆମେ ପର୍‌ମେସରର୍‌ ପିଲାଜିଲା ଆରି ଜେ କି ତାକେ ନାଜାନେ, ସଇତାନ୍‌ ସେମନ୍‌କେ ସାସନ୍‌ କଲାନି ।
we have known that we are of God, and the whole world lies [under the power] of the evil [one];
20 ୨୦ ଆମେ ଏଟା ମିସା ଜାନିଆଚୁ ଜେ, ତାର୍‌ ପଅ ଏ ଜଗତେ ଆଇଲା ଆରି ଆମ୍‌କେ ସତ୍‌ ପର୍‌ମେସର୍‌କେ ଜାନାଇଲା । ଏ ସତ୍‌ ପର୍‌ମେସରର୍‌ ସଙ୍ଗ୍‍ ଆମେ ମିସିକରିଆଚୁ । କାଇକେବଇଲେ ତାର୍‌ ପଅ ଜିସୁକିରିସ୍‌ଟର୍‍ ସଙ୍ଗ୍‍ ଆମେ ମିସିଆଚୁ । ସେ ସେ ସତ୍‌ ପର୍‌ମେସର୍‌ ଆରି ସେ ସେ ଲକ୍‌ମନ୍‌କେ ନ ସାର୍‌ବା ଜିବନ୍‌ ଦେଇସି । (aiōnios g166)
but we have known that the Son of God has come, and has given us a mind that we may know Him who is true, and we are in Him who is true, in His Son Jesus Christ; this One is the true God and the continuous Life! (aiōnios g166)
21 ୨୧ ଏ ମର୍‌ ଆଲାଦର୍‌ ପିଲାଟକିମନ୍‌, ମିଚ୍‌ ପୁତ୍‍ଲାମନର୍‌ ଟାନେଅନି ଦୁରିକେ ରୁଆ ।
Little children, guard yourselves from idols! Amen.

< ୧ ମ ଜଅନ୍‌ 5 >