< ୧ ମ ଜଅନ୍ 4 >
1 ୧ ଏ ଆଲାଦର୍ ବାଇବଇନିମନ୍, ଜଦି କେ ମିସା ପର୍ମେସରର୍ ଆତ୍ମା ମର୍ଟାନେ ଆଚେ, ବଲି କଇବା ଲକ୍ମନର୍ କାତା ବିସ୍ବାସ୍ କର୍ବାର୍ ନାଇ । ମାତର୍ ସେନ୍ତାରି ଲକର୍ଟାନେ ସତଇସେ ପର୍ମେସରର୍ ଆତ୍ମା ଆଚେ କି ନାଇ ଜାନ୍ବାକେ ମନ୍ଦିଆନ୍ ଦେଇ ସେ କଇବା କାତା ପରିକା କର୍ବାର୍ ଆଚେ । କାଇକେବଇଲେ ମିଚ୍ କାତା ସିକାଉମନ୍ ବେସି ଲକ୍ ବାରଇଆଚତ୍ । ପର୍ମେସରର୍ ଟାନେଅନି ମିଲାଇଲା କବର୍ ବଲି ସବୁବାଟେ ଗାଲାଇ ଆଚତ୍ ।
Shamwari dzinodikanwa, musatenda mweya yose yose, asi edzai mweya kuti muone kana ichibva kuna Mwari, nokuti vaprofita vazhinji venhema vakapinda munyika.
2 ୨ ଗଟେକ୍ ଲକର୍ଟାନେ ପର୍ମେସରର୍ ଆତ୍ମା ଆଚେ କି ନାଇ ବଲି ଏନ୍ତାରି ତମେ ଜାନ୍ସା । ଜେ ଜିସୁକିରିସ୍ଟ ନର୍ରୁପ୍ ଦାରି ଏ ଜଗତେ ଆଇଲା ବଲି କଇଲେ, ତାର୍ଟାନେ ପର୍ମେସରର୍ ଆତ୍ମା ଆଚେ ।
Aya ndiwo maziviro amungaita Mweya waMwari: mweya mumwe nomumwe unopupura kuti Jesu Kristu akauya munyama unobva kuna Mwari,
3 ୩ ମାତର୍ ଜେ କି ଏ କାତା ନ ମାନେ, ତାର୍ଟାନେ ପର୍ମେସରର୍ ଆତ୍ମା ନାଇ । ସେନ୍ତାରି ଲକ୍ମନର୍ଟାନେ କିରିସ୍ଟର୍ ବିରଦିର୍ ଆତ୍ମା ଆଚେ । ଏ ଆତ୍ମା ଜଗତେ ଆଇସି ବଲି ତମେ ସୁନିଆଚାସ୍ । ସେନ୍ତାରି ସେ ଆତ୍ମା ଆଇଲାଆଚେ । ଆରି ଏବେ ମିସା ସେଟା ଜଗତେ ଆଚେ ।
asi mweya wose usingapupuri Jesu haubvi kuna Mwari. Ndiwo mweya waandikristu, wamakanzwa kuti uri kuuya uye kunyange iye zvino watova munyika.
4 ୪ ମାତର୍ ତମେ ପର୍ମେସରର୍ ଲକ୍ । ଏ ଆଲାଦର୍ ପିଲାମନ୍, ସେନ୍ତାରି ବୁଲ୍ ସିକିଆ ଦେଉମନର୍ କାତା ମାନା ନାଇ । କାଇକେବଇଲେ ତମର୍ଟାନେ ରଇବା ଆତ୍ମା ଏ ଜଗତର୍ ଲକ୍ମନର୍ ଆତ୍ମାତେଇଅନି ଅଦିକ୍ ବପୁଟା ।
Imi, vana vanodikanwa, munobva kuna Mwari uye makavakunda, nokuti ari mamuri mukuru kuna iye ari munyika.
5 ୫ ସେମନ୍ ଏ ଜଗତର୍ ଲକ୍ । ଆରି ଏ ଜଗତର୍ ଲକ୍ମନ୍ ତାକର୍ କାତା ସୁନ୍ବାଇ । କାଇକେବଇଲେ ସେମନର୍ ସିକିଆ ଆରି ଏ ଜଗତର୍ ଲକ୍ମନର୍ ସିକିଆ ସମାନ୍ଆଚେ ।
Ivo ndevenyika, naizvozvo vanotaura sevenyika, uye nyika inovanzwa.
6 ୬ ମାତର୍ ଆମେ ପର୍ମେସରର୍ ଲକ୍ । ଆରି ଜେତ୍କି ଲକ୍ ପର୍ମେସର୍କେ ଜାନିଆଚତ୍, ସେମନ୍ ସବୁ ଆମର୍ ସିକିଆ ମାନ୍ବାଇ । ମାତର୍ ଜେତ୍କି ପର୍ମେସରର୍ ଲକ୍ ନଅତ୍, ଆମର୍ ସିକିଆ ନ ମାନତ୍ । ଏଟାର୍ଲାଗି ଗଟେକ୍ ଲକ୍କେ ସତ୍ ଆତ୍ମା ଆଚେ କି ସଇତାନର୍ ଆତ୍ମା ଆଚେ ବଲି ଜାନିଅଇସି ।
Isu tinobva kuna Mwari, uye ani naani anoziva Mwari anotinzwa; asi ani naani asingabvi kuna Mwari haatinzwi. Izvi ndizvo zvinoita kuti tizive mweya wechokwadi nomweya wenhema.
7 ୭ ଏ ମର୍ ଆଲାଦର୍ ମଇତର୍ମନ୍, ଆମେ ଗଟେକ୍ ଲକ୍ ଆରିଗଟେକ୍ ଲକ୍କେ ଆଲାଦ୍ କରାକରି ଅଉଁ । କାଇକେବଇଲେ ଆଲାଦ୍ କର୍ବାକେ ପର୍ମେସର୍ ଆମ୍କେ ସାଇଜ କର୍ସି । ଜେ ଜଦି ବିନ୍ ଲକ୍ମନ୍କେ ଆଲାଦ୍ କର୍ସି, ସେ ପର୍ମେସରର୍ ପିଲା ଆରି ପର୍ମେସର୍କେ ଜାନେ ।
Shamwari dzinodikanwa, ngatidananei, nokuti rudo runobva kuna Mwari. Mumwe nomumwe anoda akaberekwa naMwari uye anoziva Mwari.
8 ୮ ଜେ ବିନ୍ ଲକ୍ମନ୍କେ ଆଲାଦ୍ ନ କରେ, ସେ ପର୍ମେସର୍କେ ନାଜାନେ । କାଇକେବଇଲେ ପର୍ମେସର୍ ସବୁବେଲେ ଆଲାଦ୍କାରିଆ ।
Ani naani asingadi haazivi Mwari, nokuti Mwari rudo.
9 ୯ ପର୍ମେସର୍ ଏନ୍ତାରି ଆମର୍ପାଇ ତାର୍ ଆଲାଦ୍ ଦେକାଇଲା । ସେ ଗଟେକ୍ ବଲି ତାର୍ ପିଲାକେ ଏ ଜଗତେ ପାଟାଇଲା । ଜେନ୍ତାରିକି ତାର୍ଲାଗି ଆମେ ନ ସାର୍ବା ଜିବନ୍ ପାଇବୁ ।
Mwari akaratidza rudo rwake pakati pedu sezvizvi: Akatuma Mwanakomana wake mumwe woga munyika kuti tive noupenyu kubudikidza naye.
10 ୧୦ ଏନ୍ତାରି ନଏଁଜେ, ଆମେ ପର୍ମେସର୍କେ ଆଲାଦ୍ କଲୁ, ମାତର୍ ସେ ଆମ୍କେ ଆଲାଦ୍ କଲା । ଆରି କୁରୁସ୍କାଟେ ମଲାର୍ପାଇ ଆମର୍ ଡଣ୍ଡ୍ ପାଇବାକେ ତାର୍ ପଅକେ ପାଟାଇଲା । ଏଟା ଅଇଲାନି ସତ୍ସଙ୍ଗ୍ ଆଲାଦ୍ କର୍ବାଟା ।
Urwu ndirwo rudo: kwete kuti isu takada Mwari, asi kuti iye akatida uye akatuma Mwanakomana wake kuti ave chibayiro chinoyananisa zvivi zvedu.
11 ୧୧ ଏ ମର୍ ଆଲାଦର୍ ମଇତର୍ମନ୍, ଜେନ୍ତିକି ପର୍ମେସର୍ ଆମ୍କେ ଏତେକ୍ ଆଲାଦ୍ କଲାର୍ପାଇ, ଆମେମିସା ଗଟେକ୍ ଲକ୍ ଆରିଗଟେକ୍ ଲକ୍କେ ସେନ୍ତାରି ଆଲାଦ୍ କର୍ବାର୍ ଆଚେ ।
Shamwari dzinodikanwa, sezvo Mwari akatida zvakadai, isu tinofanirawo kudanana.
12 ୧୨ କେ ମିସା ପର୍ମେସର୍କେ ଦେକତ୍ ନାଇତା । ମାତର୍ ଆମେ ଜଦି ଗଟେକ୍ ଲକ୍ ଆରିଗଟେକ୍ ଲକ୍କେ ଆଲାଦ୍ କଲେ, ପର୍ମେସର୍ ଆମର୍ ସଙ୍ଗ୍ ମିସିଆଚେ । ସେ ଆମର୍ଟାନେ ତାର୍ ଆଲାଦ୍ ସିଦ୍ କର୍ସି ।
Hakuna munhu akatongoona Mwari; asi kana tichidanana, Mwari anogara matiri, uye rudo rwake runokwaniswa matiri.
13 ୧୩ ପର୍ମେସରର୍ ସଙ୍ଗ୍ ମିସିଆଚୁ ବଲି ଆମେ ଜାନୁ । ଆରି ସେ ମିସା ଆମର୍ ସଙ୍ଗ୍ ମିସିଆଚେ । କାଇକେବଇଲେ ସେ ତାର୍ ଆତ୍ମା ଆମ୍କେ ଦେଲାଆଚେ ।
Tinoziva kuti tinogara maari uye iye matiri, nokuti akatipa zvoMweya wake.
14 ୧୪ ଆରି ଆମେ ଦେକିଆଚୁ ପାପର୍ ଡଣ୍ଡେଅନି ଲକ୍ମନ୍କେ ରକିଆ କର୍ବାକେ ବାବା ପର୍ମେସର୍ ତାର୍ ପଅକେ ଏ ଜଗତେ ପାଟାଇଲା । ଏଟା ସତ୍ କାତା ବଲି ବିନ୍ ଲକ୍ମନ୍କେ କଇଲୁନି ।
Uye takaona uye tikapupura kuti Baba vakatuma Mwanakomana wavo kuti ave Muponesi wenyika.
15 ୧୫ ଜେ ମିସା ଜିସୁକେ ପର୍ମେସରର୍ ପଅ ବଲି ନାମ୍ଲେ, ପର୍ମେସର୍ ସେ ଲକର୍ ସଙ୍ଗ୍ ମିସିରଇସି । ଆରି ସେ ମିସା ପର୍ମେସରର୍ ସଙ୍ଗ୍ ରଇସି ।
Kana munhu akapupura kuti Jesu ndiye Mwanakomana waMwari, Mwari anogara maari uye iye muna Mwari.
16 ୧୬ ପର୍ମେସର୍ ଜନ୍ ଆଲାଦ୍ ଆମର୍ପାଇ ଦେକାଇଆଚେ, ସେଟା ଆମେ ଜାନ୍ଲୁନି ଆରି ବିସ୍ବାସ୍ କଲୁନି । ସେ ସବୁବେଲେ ଲକ୍ମନ୍କେ ଆଲାଦ୍ କର୍ସି । ଜେତ୍କି ଲକ୍ ପର୍ମେସର୍କେ ଆରି ବିନ୍ ଲକ୍ମନ୍କେ ଆଲାଦ୍ କର୍ବାଇ, ସେମନ୍ ପର୍ମେସରର୍ ସଙ୍ଗ୍ ମିସିଆଚତ୍ । ଆରି ସେ ମିସା ତାକର୍ ସଙ୍ଗ୍ ଆଚେ ।
Nokudaro tinoziva uye tinovimba norudo rwaMwari kwatiri. Mwari rudo. Ani naani anogara murudo anogara muna Mwari, uye Mwari maari.
17 ୧୭ ପର୍ମେସର୍ ଆମ୍କେ ଦେଇ ବିନ୍ ଲକ୍ମନ୍କେ ଆଲାଦ୍ କର୍ବା କାମ୍ କଲାଆଚେ । ଜେନ୍ତିକି ସେ ସବୁକେ ବିଚାର୍ନା କର୍ବା ଦିନେ ଆମେ ଡରିକରି ନ ରଉଁ । କିରିସ୍ଟ ଏ ଜଗତେ ରଇଲାବେଲେ, ଜେନ୍ତି ଚଲାଚଲ୍ତି କର୍ତେରଇଲା, ସେନ୍ତାରିସେ ଆମେମିସା ଚଲାଚଲ୍ତି କରୁ । ଆରି ଆମେ ଡରିକରି ନ ରଉଁ ।
Naizvozvo, rudo runokwaniswa pakati pedu kuitira kuti tigova nokuvimba pazuva rokutongwa, nokuti munyika ino takafanana naye.
18 ୧୮ ଜେ ପର୍ମେସର୍କେ ଆଲାଦ୍ କର୍ସି, ସେ ତାକେ ନ ଡରେ । ତାର୍ ଆଲାଦ୍ ଆମର୍ ବିତ୍ରେ କାମ୍ କର୍ସି, ଆମେ ତାକେ ଡରିନଏଁ । ସେ ସେମନ୍କେ ଡଣ୍ଡ୍ ଦେଇସି ବଲି ଲକ୍ମନ୍ ତାକେ ଡର୍ଲାଇନି । ଜଦି କେ ମିସା ପର୍ମେସର୍କେ ଡର୍ସି, ତାର୍ ଆଲାଦ୍ ସେ ଲକର୍ଟାନେ କାମ୍ କରେନାଇ ବଲି ଜାନାପଡ୍ସି ।
Murudo hamuna kutya. Asi rudo rwakakwana runodzinga kutya, nokuti kutya kune chokuita nokurangwa. Munhu anotya haana kukwaniswa murudo.
19 ୧୯ ଆମେ ତାକେ ଆଲାଦ୍ କର୍ବା ଆଗ୍ତୁ ପର୍ମେସର୍ ଆମ୍କେ ଆଲାଦ୍ କଲା । ସେଟାର୍ପାଇ ଆମେ ତାକେ ଆଲାଦ୍ କଲୁନି ।
Tinomuda nokuti iye akatanga kutida.
20 ୨୦ ଜଦି କେ ମିସା ମୁଇ ପର୍ମେସର୍କେ ଆଲାଦ୍ କଲିନି ବଲି କଇସି, ମାତର୍ ନିଜର୍ ବିସ୍ବାସି ବାଇବଇନିକେ ଗିନ୍ କର୍ସି, ସେନ୍ତାର୍ଆଲେ ସେ ମିଚ୍ କଇଲାନି । କାଇକେବଇଲେ ଦୁଇଟା ଆଁକିତେଇ ଡିସ୍ବା ବାଇବଇନିମନ୍କେ ଆଲାଦ୍ ନ କର୍ବା ଗଟେକ୍ ଲକ୍, ନ ଡିସ୍ବା ପର୍ମେସର୍କେ ଆଲାଦ୍ କରିନାପାରେ ।
Kana munhu achiti, “Ndinoda Mwari,” asingadi hama yake, murevi wenhema. Nokuti ani naani asingadi hama yake yaakaona, haagoni kuda Mwari, waasina kumboona.
21 ୨୧ ଆରି ସେ ଆମ୍କେ ଏ ଆଦେସ୍ ଦେଇ ତିଆର୍ଲାଆଚେ, ଜେ ପର୍ମେସର୍କେ ଆଲାଦ୍ କର୍ସି, ତାର୍ ମିସିବିଡି ରଇବା ବିସ୍ବାସି ବାଇବଇନିମନ୍କେ ମିସା ଆଲାଦ୍ କର୍ବାର୍ ଆଚେ ।
Uye akatipa murayiro uyu: Ani naani anoda Mwari anofanirawo kuda hama yake.