< ୧ ମ ଜଅନ୍ 3 >
1 ୧ ଅଲପ୍ ବାବିଦେକାପନି, ବାବା ପର୍ମେସର୍ ଆମ୍କେ କେଡେକ୍ ଆଲାଦ୍ କଲାନି । ତାର୍ ଏତେକ୍ ଆଲାଦର୍ ଲାଗି ଆମେ ତାର୍ ପିଲାଜିଲା ବଲାଇ ଅଇଲୁନି । ଆରି ସତଇସେ ଆମେ ତାର୍ ଅଇଆଚୁ ବଲି ଏ ଜଗତର୍ ଲକ୍ ବୁଜତ୍ନାଇ । କାଇକେବଇଲେ ଆମର୍ ବାବା ପର୍ମେସର୍କେ ସେମନ୍ ନାଜାନତ୍ ।
Behold then what manner of love the Father hath bestowed upon us, that we should be called the children of God: though for this reason the world knoweth us not, because it knew not Him.
2 ୨ ଏ ମର୍ ଆଲାଦର୍ ମଇତର୍ମନ୍, ଏବେ ଆମେ ପର୍ମେସରର୍ ପିଲାଜିଲା ଅଇଆଚୁ । ପଚ୍କେ ଆମେ କେନ୍ତାର୍ ଅଇରଇବୁ ବଲି ଏବେଜାକ ନାଜାନୁ । ମାତର୍ ଜେଡେବେଲେ କିରିସ୍ଟ ଏଜଗତେ ବାଉଡି ଆଇସି, ସେବେଲେ ସେ ଜେନ୍ତାରି ଆଚେ, ସେନ୍ତାରି ତାକେ ଆମେ ଦେକ୍ବୁ । ଆମେ ମିସା ତାର୍ପାରା ଅଇଜିବୁ । ଏଟା ସତ୍ ।
Beloved, we are now the children of God, but it doth not yet appear what we shall be: we know however, that, when He shall appear, we shall be like Him; for we shall see Him as He is.
3 ୩ ଜେତ୍କି ଲକ୍ କିରିସ୍ଟର୍ ପାରା ଅଇବୁ ବଲି ଆସା କଲାସ୍ନି, ନିଜେ ପାପ୍ କାମ୍ ଚାଡି ସୁକଲ୍ ରଇବାର୍ ଆଚେ । ଜେନ୍ତାରିକି କିରିସ୍ଟ କେବେ ପାପ୍ ନ କରେ ।
And every one, that hath this hope in Him, purifieth himself, even as He is pure.
4 ୪ ଜେ ପାପ୍ କର୍ସି, ସେ ପର୍ମେସରର୍ ନିୟମ୍ ବିରୁଦେ ଗାଲାନି । କାଇକେବଇଲେ ନିୟମ୍ ନ ମାନ୍ବାଟା ଆକା ପାପ୍ ।
Every one that committeth sin, transgresseth the law; for sin is the violation of the law.
5 ୫ ଆମର୍ ପାପର୍ ଡଣ୍ଡ୍ ନେବାର୍ପାଇ କିରିସ୍ଟ ଏ ଜଗତେ ଆଇଲା, ସେଟା ତମେ ଜାନାସ୍ । ଆରି ସେ କାଇ ପାପ୍କାମ୍ ନ କରେ ।
And ye know that He was manifested, to take away our sins: and in Him there is no sin.
6 ୬ ତେବେ ଜଦି ଗଟେକ୍ ଲକ୍ କିରିସ୍ଟର୍ ସଙ୍ଗ୍ ମିସିରଇଲେ, ସେ ଆରି ପାପ୍ କର୍ବାର୍ ନାଇ । ମାତର୍ ଗଟେକ୍ ଲକ୍ ଜଦି ପାପ୍ କରିଲାଗିରଇସି, ସେ କିରିସ୍ଟକେ ଦେକେନାଇ କି ନାଜାନେ ମିସା ।
Whosoever abideth in Him sinneth not: whosoever sinneth hath not seen Him, nor known Him.
7 ୭ ଏ ପିଲାଟକିମନ୍, ତମେ କାର୍ଟାନେଅନି ମିସା ନାଡାଇ ନ ଅଇବାକେ ଜାଗ୍ରତ୍ ଅଇରୁଆ । ପର୍ମେସର୍ ଦେକ୍ବା ଇସାବେ ଜନ୍ ଲକ୍ ଦରମ୍ କାମ୍ କର୍ବାଇ, ସେମନ୍କେସେ ଦରମ୍ ଲକ୍ ବଲି ଡାକ୍ସି । ସେନ୍ତାରି ଲକ୍ମନ୍ ପର୍ମେସର୍ ଦେକ୍ବା ଇସାବେ ଦରମ୍ । ଜେନ୍ତାରିକି କିରିସ୍ଟ ଦରମ୍ ରଇଲା ।
Little children, let no one deceive you: he that practiseth righteousness is righteous, even as He is righteous:
8 ୮ ମାତର୍ ପାପ୍କରି ଲାଗିରଇବା ଲକ୍ମନ୍ ସଇତାନର୍ । କାଇକେବଇଲେ କାଇଟା ତିଆର୍ ନଅଇବା ଆଗ୍ତୁ ସଇତାନ୍ ପାପ୍ କରିଆଇଲାନି । ସଇତାନ୍ କରିରଇବା କାମ୍ କୁରୁପ୍ନାସ୍ କର୍ବାକେ ପର୍ମେସରର୍ ପଅ ଏ ଜଗତେ ଆଇଲା ।
he, that makes a practise of sin, is of the devil; for the devil sinneth from the beginning. And for this the Son of God was manifested, that He might destroy the works of the devil.
9 ୯ ପର୍ମେସରର୍ ପିଲା ଅଇରଇବା କେ ମିସା ପାପ୍କରିଲାଗି ରଇବାର୍ ନାଇ । କାଇକେବଇଲେ ପର୍ମେସରର୍ ଗୁନ୍ଚଲନ୍ ତାକର୍ ବିତ୍ରେ ଆଚେ । ସେମନ୍ ପର୍ମେସରର୍ ପିଲାଜିଲା ଅଇଲାଇକେ, ପାପ୍କରିଲାଗି ନ ରଅତ୍ ।
Whosoever is born of God doth not practise sin, because his seed remaineth in him: and he cannot sin, because he is born of God.
10 ୧୦ କେ କେ ସଇତାନର୍ ପିଲାମନ୍ ଆରି କେ କେ ପର୍ମେସରର୍ ପିଲାମନ୍ ବଲି ଆମେ ଜାନୁ । ଜନ୍ ଲକ୍ମନ୍ ପର୍ମେସର୍ ଦେକ୍ବା ଇସାବେ ସତ୍ କାମ୍ ନ କରତ୍ । ଜନ୍ ଲକ୍ମନ୍ ମିସିବିଡିକରି ରଇବା ବିସ୍ବାସି ବାଇବଇନିମନ୍କେ ଆଲାଦ୍ ନ କରତ୍, ସେମନ୍ ତାର୍ ପିଲାଜିଲା ନ ଅଅତ୍ ।
In this the children of God are manifest, and the children of the devil: whosoever doth not practise righteousness, and he who loveth not his brother, is not of God:
11 ୧୧ ଏ କବର୍ ତମେ ଆଗ୍ତୁଅନି ସୁନିଆସିଆଚାସ୍ । ସେଟା ଅଇଲାନି, ଆମେ ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ଆଲାଦ୍ କର୍ବାର୍ ଆଚେ ।
for this is the injunction which ye heard from the beginning, that we should love one another: not as Cain who was of the evil one, and slew his brother;
12 ୧୨ ଆମେ କୟିନର୍ପାରା ଅଇବାର୍ ନାଇ । ସେ ଗଟେକ୍ ସଇତାନର୍ ଲକ୍ ରଇଲା । ଜେକି ଜେତ୍କି କାରାପ୍ କାମ୍ କରାଇସି । ସେ ତାର୍ ସାନ୍ବାଇକେ ମିସା ମରାଇଲା । ସେ କାଇକେ ସେନ୍ତାରି କଲା? କାଇକେବଇଲେ, ତାର୍ ନିଜର୍ ଜେତ୍କି କାମ୍ କାରାପ୍ ରଇଲା, ତାର୍ ବାଇ ଏବଲର୍ କାମ୍ମନ୍ ସେତ୍କି ଦରମ୍ ରଇଲା ।
and why did he slay him? because his own works were evil, and his brother's righteous.
13 ୧୩ ତେବର୍ପାଇ ଏ ମର୍ ବାଇବଇନିମନ୍, ଏଜଗତର୍ ଲକ୍ମନ୍ ତମ୍କେ ଗିନ୍ କଲେ, କାବା ଅଇବାର୍ନାଇ ।
Wonder not then, my brethren, if the world hate you:
14 ୧୪ ଆମେ କିରିସ୍ଟ ବିସ୍ବାସି ବାଇବଇନିମନ୍କେ ଆଲାଦ୍ କର୍ବାର୍ ଲାଗି ଏଟା ଜାନ୍ଲୁନି । ଜେ ଆଲାଦ୍ ନ କରେ, ସେ ଏବେ ମିସା ମରନର୍ ସାସନର୍ ତଲେଆଚେ ।
since we know that we have passed from death to life, because we love the brethren: he, that loveth not his brother, remaineth in death.
15 ୧୫ କେ ଜଦି ବିନ୍ ବିସ୍ବାସି ବାଇବଇନିମନ୍କେ ଗିନ୍ କର୍ସି, ନର୍ମାର୍ବା ଲକର୍ ସମାନ୍ । ଗଟେକ୍ ନର୍ମାରୁ ଲଗେ ପର୍ମେସରର୍ ନ ସାର୍ବା ଜିବନ୍ ନ ରଏ । ଏଟା ତମେ ଜାନିଆଚାସ୍ । (aiōnios )
Whosoever hateth his brother is a murderer: and ye know that no murderer hath eternal life abiding in him. (aiōnios )
16 ୧୬ ଏଟାର୍ଲାଗି ଆଲାଦ୍ କାଇଟା ଆମେ ଜାନ୍ଲୁନି । କିରିସ୍ଟ ଆମର୍ପାଇ ତାର୍ ନିଜର୍ ଜିବନ୍ ଦେଲା । ସେନ୍ତାରିସେ ଆମେମିସା ଆମର୍ ମିସିବିଡିରଇବା ବିସ୍ବାସି ବାଇବଇନି ମନର୍ଲାଗି ମର୍ବାକେ ତିଆର୍ ଅଇବାର୍ଆଚେ ।
In this we know his love, that He laid down his life for us: and we should be ready to lay down our lives for the brethren.
17 ୧୭ ଜଦି କାକେମିସା ବଁଚ୍ବାକେ ତାର୍ ଲଡାକେ ଲାଗ୍ବାଟା ସବୁ ବିସଇଆଚେ, ଆରି ତାର୍ ବିସ୍ବାସି ବାଇକେ ଲଡାଆଚେ ବଲି ସେ ଜାନେ, ମାତର୍ ତାର୍ପାଇ ଜିବନ୍ ଦୁକାଏ ନାଇ, ସେ ମୁଇ ପର୍ମେସର୍କେ ଆଲାଦ୍ କଲିନି ବଲି କଇନାପାରେ ।
But if any one, who hath the good things of the world, seeth his brother in want, and shutteth up his bowels from him, how dwelleth the love of God in him?
18 ୧୮ ଆଲାଦର୍ ପିଲାମନ୍, ଆମର୍ ଆଲାଦ୍ ଅବ୍କା କୁଆବଲାଇ ରଇବାର୍ ନାଇ । ଆମେ ସତ୍ସଙ୍ଗ୍ ଗଟେକ୍ ଲକ୍ ଆରିଗଟେକ୍ ଲକ୍କେ ଆଲାଦ୍ କର୍ବାର୍ ଆଚେ । ଜେନ୍ତାରିକି ପର୍ମେସର୍ ସତ୍ସଙ୍ଗ୍ ଆମ୍କେ ଆଲାଦ୍ କର୍ସି ।
My little children, let us not love in word, or in tongue only, but in deed and in truth.
19 ୧୯ ଆମେ ସବୁ ସେନ୍ତାରି ଗଟେକ୍ ଲକ୍ ଆରିଗଟେକ୍ ଲକ୍କେ ଆଲାଦ୍ କଲେ, ପର୍ମେସରର୍ ଲକ୍ବଲି ଜାନ୍ବୁ ଆକା । ଜନ୍ଟା ସତ୍ ଆରି ଜନ୍ଟା ଟିକ୍, ସେ ତାର୍ ଲକ୍ମନ୍କେ ଦେକାଇସି । ଆରି ଆମେ ପର୍ମେସର୍କେ ପାର୍ତନା କଲାବେଲେ ନ ଡରୁ ।
And hereby we know that we are of the truth, and shall assure our hearts before Him.
20 ୨୦ ଆମର୍ ବିବେକ୍ ଜଦି ଆମ୍କେ ପାପିବଲି ଦସ୍ ଦେଲେ, ଆମେ ସାନ୍ତିସଙ୍ଗ୍ ରଇବୁ । କାଇକେବଇଲେ ଆମର୍ ବିବେକ୍ ଟାନେଅନି ଆମେ ଜାନ୍ବାତେଇଅନି ପର୍ମେସର୍ ଅଦିକ୍ ଜାନେ । ଆରି ଆମେ କର୍ବା ସବୁ କାମ୍ ସେ ଜାନେ ।
For, if our heart condemn us, God is still greater than our heart, and knoweth all things.
21 ୨୧ ଏ ଆଲାଦର୍ ମଇତର୍ମନ୍, ଆମର୍ ବିବେକ୍ ଜଦି ଆମ୍କେ ଦସି ବଲି ନ ଜାନାଇଲେ, ଆମେ ପର୍ମେସର୍କେ ପାର୍ତନା କଲାବେଲେ ନ ଡରୁ ।
Beloved, if our heart condemn us not, then have we confidence towards God:
22 ୨୨ ଆମେ ତାକେ ଜେତ୍କି ମାଙ୍ଗ୍ଲୁନି, ସେଟା ସବୁ ପର୍ମେସର୍ ଆମ୍କେ ଦେଇସି । କାଇକେବଇଲେ ସେ ତିଆର୍ଲାଟା ସବୁ ଆମେ କଲୁନି ।
and whatsoever we ask, we receive from Him, because we keep his commandments, and do the things that are pleasing in his sight.
23 ୨୩ ଆରି ଏଟା ଅଇଲାନି ତାର୍ ଆଦେସ୍ । ତାର୍ ପଅ ଜିସୁକିରିସ୍ଟକେ ବିସ୍ବାସ୍ କର୍ବାର୍ ଆରି ଜିସୁ ତିଆର୍ଲାପାରା ଗଟେକ୍ ଲକ୍ ଆରିଗଟେକ୍ ଲକ୍କେ ଆଲାଦ୍ କର୍ବାର୍ ।
And this is his commandment, that we should believe in the name of his Son Jesus Christ, and love one another, as He hath given us a charge to do.
24 ୨୪ ଜେତ୍କି ଲକ୍ ତାର୍ ଆଦେସ୍ ମାନ୍ବାଇ, ସେମନ୍ ସବୁ ପର୍ମେସରର୍ ସଙ୍ଗ୍ ମିସ୍ଲାଇ ଆଚତ୍ । ଆରି ସେ ମିସା ସେନ୍ତାରିସେ । ସେ ଆମର୍ ବତିରେ ଆଚେ ବଲି ଏନ୍ତାରି ଆମେ ଜାନ୍ଲୁନି । ଜନ୍ ସୁକଲ୍ଆତ୍ମା ପର୍ମେସର୍ ଆମର୍ ବିତ୍ରେ ରଇବାକେ ଦେଲାର୍ପାଇ ।
And he, that keepeth his commandments, abideth in Him, and He in him: and hereby we know that He abideth in us, even by the Spirit which He hath given us.