< ୧ ମ ଜଅନ୍ 2 >
1 ୧ ଏ ମର୍ ପିଲାଟକି ପାରା ଅଇରଇବା ଲକ୍ମନ୍, ତମ୍କେ ମୁଇ ଏଟା ଲେକ୍ଲିନି । ଜେନ୍ତିକି ତମେ ପାପ୍ ନ କରାସ୍ । ମାତର୍ କେ ଜଦି ପାପ୍ କଲେ ଆମର୍ ବାବା ପର୍ମେସରର୍ ମୁଆଟେ ଟିଆଅଇରଇବା ଗଟେକ୍ ଲକ୍ ଆମର୍ ପାଇ ଗୁଆରି କଲାନି । ସେ ଅଇଲାନି ଜିସୁକିରିସ୍ଟ । ପର୍ମେସର୍ ଦେକ୍ବା ଇସାବେ ସେ ପୁରାପୁରୁନ୍ ସତ୍ଆଚେ ।
ஹே ப்ரியபா³லகா: , யுஷ்மாபி⁴ ர்யத் பாபம்’ ந க்ரியேத தத³ர்த²ம்’ யுஷ்மாந் ப்ரத்யேதாநி மயா லிக்²யந்தே| யதி³ து கேநாபி பாபம்’ க்ரியதே தர்ஹி பிது: ஸமீபே (அ)ஸ்மாகம்’ ஏக: ஸஹாயோ (அ)ர்த²தோ தா⁴ர்ம்மிகோ யீஸு²: க்²ரீஷ்டோ வித்³யதே|
2 ୨ ଆମର୍ ବୁଲ୍ କାମର୍ପାଇ ଆମର୍ ବାଦୁଲେ ପର୍ମେସର୍ ଜିସୁକେ ଡଣ୍ଡ୍ ଦେଲା । ତାର୍ଲାଗି ଅବ୍କା ଆମର୍ ପାପ୍ସେ ନଏଁ ମାତର୍ ଗୁଲାଇଟାନେ ରଇବା ସବୁଲକର୍ ପାପ୍ ସେ କେମା କର୍ସି ।
ஸ சாஸ்மாகம்’ பாபாநாம்’ ப்ராயஸ்²சித்தம்’ கேவலமஸ்மாகம்’ நஹி கிந்து லிகி²லஸம்’ஸாரஸ்ய பாபாநாம்’ ப்ராயஸ்²சித்தம்’|
3 ୩ ଆମେ ତାକେ ଜାନ୍ବା ଲକ୍ ଅଇଲୁଆଚୁ । ଜଦି ଆମେ ତାର୍ ତିଆର୍ଲାଟା ମାନ୍ଲୁନି, ଏଟା ଡାଁଟ୍ସଙ୍ଗ୍ ଜାନ୍ଲୁନି ।
வயம்’ தம்’ ஜாநீம இதி ததீ³யாஜ்ஞாபாலநேநாவக³ச்சா²ம: |
4 ୪ କେ ଜଦି ମୁଇ ପର୍ମେସର୍କେ ଜାନିଆଚିବଲି କଇକରି, ତାର୍ ତିଆର୍ଲାଟା ନ ମାନେ, ସେ ମିଚ୍ କଇଲାନି ଆରି ସେ ସତ୍ ବିସଇମନ୍ ନାଜାନେ ।
அஹம்’ தம்’ ஜாநாமீதி வதி³த்வா யஸ்தஸ்யாஜ்ஞா ந பாலயதி ஸோ (அ)ந்ரு’தவாதீ³ ஸத்யமதஞ்ச தஸ்யாந்தரே ந வித்³யதே|
5 ୫ ମାତର୍ ଜେ ଜଦି ତାର୍ ବାକିଅ ମାନ୍ସି, ସେନ୍ତାର୍ ଆଲେ ପର୍ମେସରର୍ପାଇ ରଇବା ତାର୍ ଆଲାଦ୍ ସତଇସେ ପୁରାପୁରୁନ୍ ସିଦ୍ ଅଇଆଚେ । ଆମେ ପର୍ମେସରର୍ ସଙ୍ଗ୍ ମିସ୍ଲୁଆଚୁ ବଲି ଦେକାଇବା ବିସଇ ।
ய: கஸ்²சித் தஸ்ய வாக்யம்’ பாலயதி தஸ்மிந் ஈஸ்²வரஸ்ய ப்ரேம ஸத்யரூபேண ஸித்⁴யதி வயம்’ தஸ்மிந் வர்த்தாமஹே தத்³ ஏதேநாவக³ச்சா²ம: |
6 ୬ କେ ଜଦି ପର୍ମେସରର୍ ସଙ୍ଗ୍ ମିସିଆଚି ବଲି କଇଲେ, ଜିସୁର୍ ଚଲାଚଲ୍ତି ପାରା ଚଲ୍ବାର୍ଆଚେ ।
அஹம்’ தஸ்மிந் திஷ்டா²மீதி யோ க³த³தி தஸ்யேத³ம் உசிதம்’ யத் க்²ரீஷ்டோ யாத்³ரு’க்³ ஆசரிதவாந் ஸோ (அ)பி தாத்³ரு’க்³ ஆசரேத்|
7 ୭ ଏ ମର୍ ଆଲାଦର୍ ମଇତର୍ମନ୍, ମୁଇଁ ତମର୍ ଲଗେ କାଇମିସା ନୁଆ ଆଦେସ୍ ଲେକିନାଇ । ତମେ ଜିସୁର୍ ସଙ୍ଗ୍ ଜିବାକେ ଆରାମ୍ କଲାବେଲେଅନି, ଏ ସମାନ୍ ଆଦେସ୍ ତମେ ଜାନିଆଚାସ୍ । ସେ ପୁର୍ନା ଆଦେସ୍ ସୁନି ସାରାଇଆଚାସ୍ ।
ஹே ப்ரியதமா: , யுஷ்மாந் ப்ரத்யஹம்’ நூதநாமாஜ்ஞாம்’ லிகா²மீதி நஹி கிந்த்வாதி³தோ யுஷ்மாபி⁴ ர்லப்³தா⁴ம்’ புராதநாமாஜ்ஞாம்’ லிகா²மி| ஆதி³தோ யுஷ்மாபி⁴ ர்யத்³ வாக்யம்’ ஸ்²ருதம்’ ஸா புராதநாஜ்ஞா|
8 ୮ ମାତର୍ ଏଟା ଗଟେକ୍ ନୁଆ ଆଦେସ୍ ପାରା ମିସା ଆଚେ । କାଇକେବଇଲେ ତେଇର୍ ସତ୍ ବିସଇ କିରିସ୍ଟ ଲଗେ ଆରି ତମର୍ ଲଗେ ଡିସ୍ଲାନି । ଆନ୍ଦାର୍ ଉଟିଗାଲାନି, ଆରି ସତ୍ ଉଜଲ୍ ଡିସ୍ଲାନି ।
புநரபி யுஷ்மாந் ப்ரதி நூதநாஜ்ஞா மயா லிக்²யத ஏதத³பி தஸ்மிந் யுஷ்மாஸு ச ஸத்யம்’, யதோ (அ)ந்த⁴காரோ வ்யத்யேதி ஸத்யா ஜ்யோதிஸ்²சேதா³நீம்’ ப்ரகாஸ²தே;
9 ୯ ଜଦି କେ ମିସା ପର୍ମେସରର୍ ଉଜଲ୍ ଆରି ସୁକଲ୍ ଇସାବେ ଚଲାଚଲ୍ତି କଲିନି ବଲି କଇକରି ତାର୍ ସଙ୍ଗ୍ ମିସିବିଡି ରଇବା ବିସ୍ବାସି ବାଇବଇନିମନ୍କେ ଗିନ୍ କର୍ସି, ସେ ଏବେଜାକ ଆନ୍ଦାରେସେ ରଇଲାନି ।
அஹம்’ ஜ்யோதிஷி வர்த்த இதி க³தி³த்வா ய: ஸ்வப்⁴ராதரம்’ த்³வேஷ்டி ஸோ (அ)த்³யாபி தமிஸ்ரே வர்த்ததே|
10 ୧୦ ଜନ୍ ଲକ୍ମନ୍ ତାକର୍ ମିସିବିଡି ରଇବା ବିସ୍ବାସି ବାଇବଇନିମନ୍କେ ଆଲାଦ୍ କର୍ବାଇ, ସେମନ୍ ପର୍ମେସରର୍ ସୁକଲ୍ ଇସାବେ ଚଲାଚଲ୍ତି କଲାଇନି । ସେମନର୍ ଜିବନେ ବିନ୍ ଲକ୍ମନ୍କେ ପାପ୍ କରାଇବା କାଇ ବିସଇ ନାଇ ।
ஸ்வப்⁴ராதரி ய: ப்ரீயதே ஸ ஏவ ஜ்யோதிஷி வர்த்ததே விக்⁴நஜநகம்’ கிமபி தஸ்மிந் ந வித்³யதே|
11 ୧୧ ମାତର୍ ଜେ ମିସା ମିସିବିଡି ରଇବା ବିସ୍ବାସି ବାଇବଇନିମନ୍କେ ଗିନ୍ କଲେ, ସେ ଆନ୍ଦାରେ ଆଚେ । ସେ ବୁଲ୍ ଟିକ୍ ନାଜାନିକରି ଚଲାଚଲ୍ତି କଲାନି । ସେ କନ୍ତି ଗାଲାନି ସେଟା ନାଜାନେ । କାଇକେବଇଲେ ସେ ଆନ୍ଦାର୍ ତାର୍ ଆକିକେ କାଣା କରିଆଚେ ।
கிந்து ஸ்வப்⁴ராதரம்’ யோ த்³வேஷ்டி ஸ திமிரே வர்த்ததே திமிரே சரதி ச திமிரேண ச தஸ்ய நயநே (அ)ந்தீ⁴க்ரியேதே தஸ்மாத் க்க யாமீதி ஸ ஜ்ஞாதும்’ ந ஸ²க்நோதி|
12 ୧୨ ଏ ଆଲାଦର୍ ପିଲାମନ୍, ମୁଇ ତମ୍କେ ଲେକ୍ଲିନି । କାଇକେବଇଲେ କିରିସ୍ଟର୍ ଲାଗି ତମର୍ ପାପ୍ କେମା ଅଇଲାଆଚେ ।
ஹே ஸி²ஸ²வ: , யூயம்’ தஸ்ய நாம்நா பாபக்ஷமாம்’ ப்ராப்தவந்தஸ்தஸ்மாத்³ அஹம்’ யுஷ்மாந் ப்ரதி லிகா²மி|
13 ୧୩ ଏ ବଡ୍ଲକ୍ମନ୍, ମୁଇ ତମ୍କେ ଲେକ୍ଲିନି, କାଇକେବଇଲେ ତମେ କିରିସ୍ଟକେ ଜାନିଆଚାସ୍ । କାଇଟା ତିଆର୍ ନ ଅଇବା ଆଗ୍ତୁ ସେ ରଇଲା । ଏ ଦାଙ୍ଗ୍ଡାଦାଙ୍ଗ୍ଡିମନ୍ ମୁଇ ତମ୍କେ ଲେକ୍ଲିନି । କାଇକେବଇଲେ ସବୁ କାରାପ୍ କାମ୍ କରାଇବା ସଇତାନ୍କେ ତମେ ଆରାଇଆଚାସ୍ ।
ஹே பிதர: , ய ஆதி³தோ வர்த்தமாநஸ்தம்’ யூயம்’ ஜாநீத² தஸ்மாத்³ யுஷ்மாந் ப்ரதி லிகா²மி| ஹே யுவாந: யூயம்’ பாபத்மாநம்’ ஜிதவந்தஸ்தஸ்மாத்³ யுஷ்மாந் ப்ரதி லிகா²மி| ஹே பா³லகா: , யூயம்’ பிதரம்’ ஜாநீத² தஸ்மாத³ஹம்’ யுஷ்மாந் ப்ரதி லிகி²தவாந்|
14 ୧୪ ଏ ଆଲାଦର୍ ପିଲାଟକିମନ୍, ମୁଇ ତମ୍କେ ଲେକ୍ଲିନି । କାଇକେବଇଲେ ତମେ ବାବା ପର୍ମେସର୍କେ ଜାନିଆଚାସ୍ । ଏ ବଡ୍ ଲକ୍ମନ୍ ମୁଇ ତମ୍କେ ଲେକ୍ଲିନି । କାଇକେବଇଲେ ତମେ କିରିସ୍ଟକେ ଜାନ୍ବା ଲକ୍ ଅଇଆଚାସ୍ । କାଇଟା ତିଆର୍ ନ ଅଇବା ଆଗ୍ତୁ ସେ ରଇଲା । ଏ ଦାଙ୍ଗ୍ଡାମନ୍ ମୁଇ ତମ୍କେ ଲେକ୍ଲିନି, କାଇକେବଇଲେ ତମେ ବିସ୍ବାସେ ଡାଟ୍ ଅଇଆଚାସ୍ । ପର୍ମେସରର୍ ବାକିଅ ସବୁବେଲେ ତମର୍ ମନେ ଆଚେ । ଆରି ସବୁ ରକାମ୍ ପାପ୍ କାମ୍ କରାଇବା ସଇତାନ୍କେ ଆରାଇଆଚାସ୍ ।
ஹே பிதர: , ஆதி³தோ யோ வர்த்தமாநஸ்தம்’ யூயம்’ ஜாநீத² தஸ்மாத்³ யுஷ்மாந் ப்ரதி லிகி²தவாந்| ஹே யுவாந: , யூயம்’ ப³லவந்த ஆத்⁴வே, ஈஸ்²வரஸ்ய வாக்யஞ்ச யுஷ்மத³ந்தரே வர்ததே பாபாத்மா ச யுஷ்மாபி⁴: பராஜிக்³யே தஸ்மாத்³ யுஷ்மாந் ப்ரதி லிகி²தவாந்|
15 ୧୫ ମୁଇ ତମ୍କେ କଇଲିନି ଏ ଜଗତର୍ ଚଲାଚଲ୍ତି ଆରି ତେଇରଇବା ସବୁ କାରାପ୍ ବିସଇ ଆଲାଦ୍ କରାନାଇ । କାଇକେବଇଲେ ଏ ଜଗତର୍ କାରାପ୍ ବିସଇର୍ ଆଲାଦ୍ କରି, ବାବା ପର୍ମେସର୍କେ ମିସା ଆଲାଦ୍ କରିନାପାରେ ।
யூயம்’ ஸம்’ஸாரே ஸம்’ஸாரஸ்த²விஷயேஷு ச மா ப்ரீயத்⁴வம்’ ய: ஸம்’ஸாரே ப்ரீயதே தஸ்யாந்தரே பிது: ப்ரேம ந திஷ்ட²தி|
16 ୧୬ ସେ କାରାପ୍ ଚଲାଚଲ୍ତି ତେଇ ଲକ୍ମନ୍ ଜାଇଟା ମନ୍ କର୍ବାଇ, ଲକ୍ମନ୍ ଦେକିକରି ଲାଲ୍ସା ଅଇବାଟା, ସବୁ ବିସଇ ରଇଲାର୍ପାଇ ବଡ୍ପନ୍ ଅଇବାଟା ଏ ସବୁ ରଇସି । ଏ ରକାମ୍ ଚଲାଚଲ୍ତି ଏ କାରାପ୍ ଜଗତର୍ ଲାଗି ଅଇଲାଆଚେ । ଆମର୍ ବାବା ପର୍ମେସର୍ ଏନ୍ତାରି କର୍ବାକେ ଆମ୍କେ ତିଆରେନାଇ ।
யத: ஸம்’ஸாரே யத்³யத் ஸ்தி²தம் அர்த²த: ஸா²ரீரிகபா⁴வஸ்யாபி⁴லாஷோ த³ர்ஸ²நேந்த்³ரியஸ்யாபி⁴லாஷோ ஜீவநஸ்ய க³ர்வ்வஸ்²ச ஸர்வ்வமேதத் பித்ரு’தோ ந ஜாயதே கிந்து ஸம்’ஸாரதே³வ|
17 ୧୭ ଏ କାରାପ୍ ଜଗତ୍ ଆରି ତେଇର୍ ସବୁ ରକାମ୍ ଚଲାଚଲ୍ତି ଦାପ୍ରେ ଉଟିଜାଇସି । ମାତର୍ ଜେ ପର୍ମେସର୍କେ ମାନ୍ସି, ସେ ନ ସାର୍ବା ଜିବନ୍ ପାଇସି । (aiōn )
ஸம்’ஸாரஸ்ததீ³யாபி⁴லாஷஸ்²ச வ்யத்யேதி கிந்து ய ஈஸ்²வரஸ்யேஷ்டம்’ கரோதி ஸோ (அ)நந்தகாலம்’ யாவத் திஷ்ட²தி| (aiōn )
18 ୧୮ ଏ ପିଲାଟକିମନ୍, ଏ ଦିନ୍ମନ୍ ଏ ଜଗତର୍ ସାରାସାରି ଦିନ୍ । କିରିସ୍ଟକେ ବିରଦ୍ କର୍ବା ଗଟେକ୍ ଡାକ୍ପୁଟା ଲକ୍ ବାରଇସି ବଲି ଆମେ ତମ୍କେ କଇରଇଲୁ, ସେଟା ମନେ ପାକାଆ । ଏବେମିସା କିରିସ୍ଟକେ ବିରଦ୍ କର୍ବାଟାମନ୍ ଜବର୍ ଉଟ୍ଲାଇ ଆଚତ୍ । ସେଟାର୍ଲାଗି ଏ ଜଗତର୍ ସାରାସାରି ଦିନ୍ ଲଗେ ଅଇଲା ବଲି ଆମେ ଜାନ୍ଲୁନି ।
ஹே பா³லகா: , ஸே²ஷகாலோ(அ)யம்’, அபரம்’ க்²ரீஷ்டாரிணோபஸ்தா²வ்யமிதி யுஷ்மாபி⁴ ர்யதா² ஸ்²ருதம்’ ததா² ப³ஹவ: க்²ரீஷ்டாரய உபஸ்தி²தாஸ்தஸ்மாத³யம்’ ஸே²ஷகாலோ(அ)ஸ்தீதி வயம்’ ஜாநீம: |
19 ୧୯ ଏ ବିରଦ୍ କର୍ବାଟାମନ୍ ଆମର୍ ସଙ୍ଗ୍ ମିସିବିଡି ରଇଲାଇ । ଆରି ଏବେ ସେମନ୍ ଚାଡିଦେଲାଇ । ସେମନ୍ କେବେ ମିସା ଆମର୍ ମିସାବିଡାଟାନେ ମିସତ୍ନାଇ । ଜଦି ସେମନ୍ ସତଇସେ ଆମର୍ ସଙ୍ଗର୍ ବିସ୍ବାସି ଅଇରଇଲେ, ଆମର୍ ସଙ୍ଗ୍ ରଇତାଇ । ମାତର୍ ସେମନ୍ ଚାଡ୍ଲାର୍ପାଇ ଆମର୍ ଦଲର୍ ଲକ୍ ନଅତ୍ ବଲି ଜାନାପଡ୍ଲା ।
தே (அ)ஸ்மந்மத்⁴யாந் நிர்க³தவந்த: கிந்த்வஸ்மதீ³யா நாஸந் யத்³யஸ்மதீ³யா அப⁴விஷ்யந் தர்ஹ்யஸ்மத்ஸங்கே³ (அ)ஸ்தா²ஸ்யந், கிந்து ஸர்வ்வே (அ)ஸ்மதீ³யா ந ஸந்த்யேதஸ்ய ப்ரகாஸ² ஆவஸ்²யக ஆஸீத்|
20 ୨୦ ମାତର୍ କିରିସ୍ଟ ତମ୍କେ ସୁକଲ୍ ଆତ୍ମା ଦେଲାଆଚେ ।
ய: பவித்ரஸ்தஸ்மாத்³ யூயம் அபி⁴ஷேகம்’ ப்ராப்தவந்தஸ்தேந ஸர்வ்வாணி ஜாநீத²|
21 ୨୧ ତମେ ସତ୍ ନାଜାନାସ୍ ବଲିକରି ମୁଇ ତମ୍କେ ଲେକ୍ଲିନି, ସେନ୍ତାରି ନଏଁ । ମାତର୍ ସେଟା ତମେ ନିକ ସଙ୍ଗ୍ ଜାନାସ୍ । ଆରି ସତ୍ ସିକିଆ ସଙ୍ଗ୍ ବୁଲ୍ ସିକିଆ କେବେ ନ ମିସେ ।
யூயம்’ ஸத்யமதம்’ ந ஜாநீத² தத்காரணாத்³ அஹம்’ யுஷ்மாந் ப்ரதி லிகி²தவாந் தந்நஹி கிந்து யூயம்’ தத் ஜாநீத² ஸத்யமதாச்ச கிமப்யந்ரு’தவாக்யம்’ நோத்பத்³யதே தத்காரணாதே³வ|
22 ୨୨ ତେବେ କେ ମିଚ୍ କଇଲାଇନି? ଜିସୁକେ ମସିଅ ନଏଁ ବଲି ଜେ କଇଲାନି, ସେ ଆକା ସବୁର୍ଟାନେଅନି ବଡ୍ ମିଚୁଆ । ସେନ୍ତାରି ଲକ୍ମନ୍ କିରିସ୍ଟର୍ ବିରଦି ଲକ୍ମନ୍ । ସେମନ୍ ଉଜେ ବାବା ପର୍ମେସର୍କେ ଆରି ତାର୍ ପଅ ଜିସୁ କିରିସ୍ଟକେ ନାମତ୍ନାଇ ।
யீஸு²ரபி⁴ஷிக்தஸ்த்ராதேதி யோ நாங்கீ³கரோதி தம்’ விநா கோ (அ)பரோ (அ)ந்ரு’தவாதீ³ ப⁴வேத்? ஸ ஏவ க்²ரீஷ்டாரி ர்ய: பிதரம்’ புத்ரஞ்ச நாங்கீ³கரோதி|
23 ୨୩ ଜେ ଜଦି ପର୍ମେସରର୍ ପଅକେ ନାମେ ନାଇ, ସେ ବାବା ପର୍ମେସର୍କେ ମିସା ନାମେ ନାଇ, ଜେ ପର୍ମେସରର୍ ପଅକେ ନାମ୍ସି, ସେ ବାବା ପର୍ମେସର୍କେ ମିସା ନାମ୍ସି ।
ய: கஸ்²சித் புத்ரம்’ நாங்கீ³கரோதி ஸ பிதரமபி ந தா⁴ரயதி யஸ்²ச புத்ரமங்கீ³கரோதி ஸ பிதரமபி தா⁴ரயதி|
24 ୨୪ ତମେ କିରିସ୍ଟର୍ ସଙ୍ଗ୍ ଜିବାକେ ଆରାମ୍ ଅଇଲାତେଇଅନି ଜନ୍ କବର୍ ସୁନିଆଚାସ୍, ସେଟା ସବୁବେଲେ ମନେ ପାକାଆ । ଜଦି ସେ କବର୍ ତମର୍ ମନେ ରଇସି, ସେନ୍ତାର୍ଆଲେ ତମେ ବାବା ପର୍ମେସର୍ ସଙ୍ଗ୍ ଆରି ତାର୍ ପଅର୍ ସଙ୍ଗ୍ ମିସିକରି ରଇସା ।
ஆதி³தோ யுஷ்மாபி⁴ ர்யத் ஸ்²ருதம்’ தத்³ யுஷ்மாஸு திஷ்ட²து, ஆதி³த: ஸ்²ருதம்’ வாக்யம்’ யதி³ யுஷ்மாஸு திஷ்ட²தி, தர்ஹி யூயமபி புத்ரே பிதரி ச ஸ்தா²ஸ்யத²|
25 ୨୫ କିରିସ୍ଟ ନିଜେ ଆମ୍କେ ନ ସାର୍ବା ଜିବନ୍ ଦେବି ବଲି କାତାଦେଇଆଚେ । (aiōnios )
ஸ ச ப்ரதிஜ்ஞயாஸ்மப்⁴யம்’ யத் ப்ரதிஜ்ஞாதவாந் தத்³ அநந்தஜீவநம்’| (aiōnios )
26 ୨୬ ଜନ୍ ଲକ୍ମନ୍ ତମ୍କେ ସୁବ୍କବର୍ ଜାନାଇଲୁନି ବଲି ବୁଲ୍ ସିକିଆ ଦେଇ ତମ୍କେ ନାଡାଇବାକେ ଚେସ୍ଟା କଲାଇନି, ସେମନର୍ ବିସଇ ଜାନାଇବାକେ ଏ ସବୁ ବିସଇ ମୁଇ ତମ୍କେ ଲେକ୍ଲିନି ।
யே ஜநா யுஷ்மாந் ப்⁴ராமயந்தி தாநத்⁴யஹம் இத³ம்’ லிகி²தவாந்|
27 ୨୭ ମାତର୍ ତମେ ନାଡାଇ ନ ଉଆସ୍ । କାଇକେବଇଲେ କିରିସ୍ଟ ତାର୍ ସୁକଲ୍ଆତ୍ମା ତମ୍କେ ଦେଇଆଚେ । ସେ ସୁକଲ୍ଆତ୍ମା ଏବେ ମିସା ତମର୍ ବିତ୍ରେ ଆଚେ । ତେବର୍ପାଇ କେ ମିସା ବିନ୍ ଲକ୍ ତମ୍କେ ସିକାଇବାକେ ଲଡାନାଇ । ସୁକଲ୍ଆତ୍ମା ତମ୍କେ ସବୁ ବିସଇର୍ ସତ୍ ସିକାଇସି । ତେଇ ସେ ଜନ୍ଟା ସିକାଇସି, ସେଟା ପୁରାପୁରୁନ୍ ସତ୍ । ତେଇ କାଇ ବୁଲ୍ ବିସଇ ନ ରଏ । ତେବର୍ପାଇ ମୁଇ ତମ୍କେ କଇଲିନି, କିରିସ୍ଟର୍ ସଙ୍ଗ୍ ମିସିରୁଆ ।
அபரம்’ யூயம்’ தஸ்மாத்³ யம் அபி⁴ஷேகம்’ ப்ராப்தவந்த: ஸ யுஷ்மாஸு திஷ்ட²தி தத: கோ(அ)பி யத்³ யுஷ்மாந் ஸி²க்ஷயேத் தத்³ அநாவஸ்²யகம்’, ஸ சாபி⁴ஷேகோ யுஷ்மாந் ஸர்வ்வாணி ஸி²க்ஷயதி ஸத்யஸ்²ச ப⁴வதி ந சாதத்²ய: , அத: ஸ யுஷ்மாந் யத்³வத்³ அஸி²க்ஷயத் தத்³வத் தத்ர ஸ்தா²ஸ்யத²|
28 ୨୮ ଏ ଆଲାଦର୍ ପିଲାଟକିମନ୍, ମୁଇ ତମ୍କେ ଆରିତରେକ୍ କଇଲିନି କିରିସ୍ଟର୍ ସଙ୍ଗ୍ ମିସିକରି ରୁଆ । ଜେନ୍ତାରି କି ସେ ଆରିତରେକ୍ ଏ ଜଗତେ ବାଉଡିଆଇଲାବେଲେ ତାକେ ବେଟ୍ ଅଇବାକେ ତାକେ ନ ଡରୁ କି ଲାଜ୍ ମିସା ନ ଉଆସ୍ ।
அதஏவ ஹே ப்ரியபா³லகா யூயம்’ தத்ர திஷ்ட²த, ததா² ஸதி ஸ யதா³ ப்ரகாஸி²ஷ்யதே ததா³ வயம்’ ப்ரதிபா⁴ந்விதா ப⁴விஷ்யாம: , தஸ்யாக³மநஸமயே ச தஸ்ய ஸாக்ஷாந்ந த்ரபிஷ்யாமஹே|
29 ୨୯ ଆମେ ଜାନିଆଚୁ, କିରିସ୍ଟ ଅନିଆଇ କାମ୍ ନ କରେ । ଏଟାମିସା ଜାନିଆଚୁ, ଜନ୍ଲକ୍ମନ୍ ସତ୍ କାମ୍ କର୍ବାଇ, ସେମନ୍ ପର୍ମେସରର୍ ପିଲାଟକି ।
ஸ தா⁴ர்ம்மிகோ (அ)ஸ்தீதி யதி³ யூயம்’ ஜாநீத² தர்ஹி ய: கஸ்²சித்³ த⁴ர்ம்மாசாரம்’ கரோதி ஸ தஸ்மாத் ஜாத இத்யபி ஜாநீத|