< ୧ ମ ଜଅନ୍‌ 1 >

1 ଜାକେ ଜିବନର୍‌ ବାକିଅ ବଲି କଇଲାଇନି, ତାର୍‌ ବିସଇ ତମ୍‌କେ ଲେକ୍‌ଲୁନି । କାଇଟା ତିଆର୍‌ ନ ଅଇତେ ପୁର୍‌ବେଅନି ସେ ରଇଲା । ତାର୍‌ ବାକିଅ ଆମେ ସୁନିଆଚୁ । ସେ କରିରଇବା କାମ୍‌ମନ୍‌ ଆମେ ଆଁକି ସଙ୍ଗ୍‌ ନିକ ଦେକି ଆଚୁ । ଆରି ଆମେ ତାକେ ଆତ୍‌ ସଙ୍ଗ୍‌ ଚିଇଲୁ ଆଚୁ ।
ମୂଲୁଏ ଆମ୍ବାଆସି ମାଚେସି, ମା଼ମ୍ବୁ ଏ଼ୱାଣି ବ଼ଲୁ ୱେଞ୍ଜାମାନମି, ଆମ୍ବାଆରାଇଁ ମା଼ କାନୁ ତଲେ ମେସାମାନମି, ଆମ୍ବାଆରାଇଁ ନେହିକିଁ ସିନିକିହା ମାନମି ଅ଼ଡ଼େ ମା଼ କେସ୍କାତଲେ ଡୀଗାମାନମି, ଏ଼ ଜୀୱୁଲେହେଁତି ବ଼ଲୁତି କାତା ୱେସିମାଞ୍ଜାନମି ।
2 ଏ ଲକ୍‌ ସତ୍‌ ଜିବନ୍‌ ଦେଇସି । ପର୍‌ମେସର୍‌ ଏ ଲକ୍‌କେ ସବୁକେ ଦେକାଇଲା । ଆରି ଆମେ ଦେକ୍‌ଲୁ ଆରି ତାର୍‌ ସତ୍‌ ବିସଇ ତମ୍‌କେ କଇଲୁନି । ସେ ଦେଇରଇବା ନ ସାର୍‌ବା ଜିବନର୍‌ ବିସଇ ତମ୍‌କେ ଜାନାଇଲୁନି । ପୁର୍‌ବେଅନି ସେ ଆମର୍‌ ବାବା ପର୍‌ମେସରର୍‌ ସଙ୍ଗ୍‌ ରଇଲା । ମାତର୍‌ ପର୍‌ମେସର୍‌ ତାର୍‌ ବିସଇ ଆମ୍‌କେ ଜାନାଇଲାଆଚେ । (aiōnios g166)
ଏ଼ ଜୀୱୁ ତ଼ଞ୍ଜାଆ଼ତେ, ଇଞ୍ଜାଁ ମା଼ମ୍ବୁ ମେସ୍ତମି ଅ଼ଡ଼େ ସା଼କି ହୀହିମାଞ୍ଜାନମି; ଆମିନି କା଼ଲାକା଼ଲାତି ସୁଦୁଜୀୱୁ ଆ଼ବା ତଲେ ମାଚେ, ଅ଼ଡ଼େ ମା଼ ତା଼ଣା ତ଼ଞ୍ଜାଆ଼ତେସି ଏ଼ୱାଣି କାତା ମିଙ୍ଗେ ୱେସିମାଞ୍ଜାନମି । (aiōnios g166)
3 ତେବର୍‌ପାଇ ଏ ଲକ୍‌, ଜାର୍‌ ବିସଇ ଆମେ ଦେକିଆଚୁ ଆରି ସୁନିଆଚୁ, ତାର୍‌ ବିସଇ ଆକା ଆମେ ତମ୍‌କେ କଇଲୁନି । ଜେନ୍ତାରିକି ତମେ ମିସା ଆମର୍‌ ସଙ୍ଗ୍‌ ମିସିବିଡି ରଇସା । କାଇକେବଇଲେ ଆମେ ବାବା ପର୍‌ମେସରର୍‌ ସଙ୍ଗ୍‌ ଆରି ତାର୍‌ ପଅ ଜିସୁ କିରିସ୍‌ଟର୍‌ ସଙ୍ଗ୍‌ ମିସିବିଡି ଆଚୁ ।
ମା଼ମ୍ବୁ ଏ଼ନାଆଁ ମେସାମାନମି ଅ଼ଡ଼େ ୱେଞ୍ଜାମାନମି, ଏ଼ଦାଆଁ ମିଙ୍ଗେ ଜିକେଏ ୱେସିମାଞ୍ଜାନମି, ଏ଼ନିକିଁ ମୀରୁ ଜିକେଏ ମା଼ ତଲେ ଆଣ୍ତାଲି ଆ଼ଡାଦେରି; ଅ଼ଡ଼େ ମା଼ ଆଣ୍ତାମାନାୟି ଆ଼ବା ଅ଼ଡ଼େ ତାନି ମୀର୍‌ଏଣା ଜୀସୁ କ୍ରୀସ୍ତ ତଲେ ମାନେ ।
4 ଆମର୍‌ ସାର୍‌ଦା ଜେନ୍ତାର୍‍ ପୁରାପୁରୁନ୍‌ ଅଇସି, ତେବର୍‌ ପାଇ ଏ ସବୁ ବିସଇ ତମ୍‌କେ ଲେକ୍‌ଲୁନି ।
ମା଼ ରା଼ହାଁ ଏ଼ନିକିଁ ହା଼ରେ ପୁରେ ଆ଼ନେ ଈଦାଣିତାକି ଈ ବାରେ ମା଼ମ୍ବୁ ରା଼ଚିମାଞ୍ଜାନମି ।
5 ମାତର୍‌ ଜନ୍‌ ବିସଇ ଜିସୁକିରିସ୍‌ଟ ଆମ୍‌କେ କଇଲା, ଆରି ଜାଇଟା ତମ୍‌କେ ଆମେ ଜାନାଇ ଆଚୁ, ସେଟା ଅଇଲାନି ପର୍‌ମେସରର୍‌ ଉଜଲ୍‌ । ଆରି ତାର୍‌ଟାନେ ମୁଲ୍‌କେ ଆନ୍ଦାର୍‌ ନାଇ ।
ମା଼ମ୍ବୁ ଏ଼ୱାଣି ତା଼ଣାଟି ଆମିନି କାବ୍ରୁ ୱେଞ୍ଜାମାନମି, ଅ଼ଡ଼େ ୱେସିମାଞ୍ଜାନମି, ଏ଼ କାବ୍ରୁ ଈଦି, ମାହାପୂରୁ ଉଜେଡ଼ି, ତାନି ତା଼ଣା ଆନ୍ଦେରି ହିଲ୍‌ୱୁଏ ହିଲେଏ ।
6 ତେବର୍‌ପାଇ ଆମେ ପର୍‌ମେସରର୍‌ ସଙ୍ଗ୍‌ ମିସିବିଡି ଆଚୁ ବଲି କଇକରି କାରାପ୍‌ କାମ୍‌ କରି ଆନ୍ଦାରେସେ ରଇବୁ ବଇଲେ, ଆମେ କଇବାଟା ମିଚ୍‌ । ଆରି ସତ୍‌ ବିସଇ ଆମେ ଚାଡିଦେଇଆଚୁ ବଲି ଆମର୍‌ ଚଲାଚଲ୍‌ତିଟାନେ ଜାନାପଡ୍‌ଲାନି ।
ମା଼ମ୍ବୁ ଆନ୍ଦେରିତା ମାଞ୍ଜାନା ମାହାପୂରୁ ତଲେ ଆଣ୍ତ୍‌ୱିଆ଼ହା ମାନାୟି ଇଞ୍ଜିଁ ୱେସ୍ତିହିଁ, ମା଼ର ମିଚି ୱେହ୍‌ନାତାୟି, ଅ଼ଡ଼େ ମା଼ର ସାତା ତଲେ ତା଼କିହିଲାଆୟି ।
7 ମାତର୍‌ ଆମେ ସତ୍‌ କାମ୍‌ କରି ଉଜଲେ ରଇବୁ ଜେନ୍ତାରି କି ପର୍‌ମେସର୍‌ ସବୁବେଲେ ଉଜଲେଆଚେ । ସେନ୍ତାର୍‍ ଆଲେ ଆମେ ଗଟେକ୍‌ ଲକ୍‌ ଆରି ଗଟେକ୍‌ ଲକର୍‌ ସଙ୍ଗ୍‌ ମିସିବିଡି ଆଚୁ । ଆରି ପର୍‌ମେସରର୍‌ ପଅ ଜିସୁର୍‌ ବନି ଆମର୍‌ ସବୁ ପାପ୍‌କେ ଦଇଦେଇସି ।
ସାମା ଏ଼ୱାସି ଏ଼ନିକିଁ ଉଜେଡ଼ିତା ବାସା ଆ଼ହାମାନେସି, ମା଼ର ଜିକେଏ ଏଲେକିହିଁଏ ଉଜେଡ଼ିତା ତା଼କିନାୟି, ଆତିହିଁ ମା଼ର ରଅସି ରଅଣି ତଲେ ଆଣ୍ତ୍‌ୱିଆ଼ନାୟି ମାନେ, ଅ଼ଡ଼େ ତାନି ମୀର୍‌ଏଣା ଜୀସୁ ନେତେରି ମା଼ ବାରେ ପା଼ପୁତି ନର୍‌ହାନେ ।
8 ଆମେ କେବେମିସା ପାପ୍‌ କରୁନାଇ ବଲି କଇଲେ, ଆମେ ନିଜେସେ ନାଡାଇଅଇଲୁନି । ଆରି ସତ୍‌ ବିସଇ ଆମେ ନାଜାନ୍‌ଲୁନି ।
ମା଼ ତା଼ଣା ପା଼ପୁ ହିଲେଏ ଇଞ୍ଜିଁ ୱେହ୍‌ନାୟି, ଆତିହିଁ ମା଼ର ମାଙ୍ଗେଏ ନା଼ଡ଼ି କିହାକଡିମାନାୟି, ଅ଼ଡ଼େ ମା଼ ତା଼ଣା ସାତା ହିଲେଏ ।
9 ଜଦି ଆମେ ବୁଲ୍‌ କରିଆଚୁ ବଲି ପର୍‌ମେସର୍‌କେ ନ ଲୁଚାଇତେ କଇଲେ, ସେ ଆମର୍‌ ସବୁ ପାପ୍‌ କେମା କର୍‌ସି । ଆରି ସବୁ କାରାପ୍‌ କାମେଅନି ଆମ୍‌କେ ସୁକଲ୍‍ କର୍‍ସି ।
ସାମା ମା଼ମ୍ବୁ ପା଼ପୁ କିହାମାନମି ଇଞ୍ଜିଁ ମାହାପୂରୁ ନ଼କିତା ୱେହ୍‌ନାୟି, ଆତିହିଁ ଏ଼ୱାସି ମା଼ ପା଼ପୁ ବାରେ ମ୍ଣେକ୍‌ହାଲି ଅ଼ଡ଼େ ବାରେ ଲାଗେଏ ପ଼ଲେଏ ତା଼ଣାଟି ଅଟ୍‌ହାଲି ନାମୁ ଅ଼ଡ଼େ ତୀରିଗାଟାସି ।
10 ୧୦ ଜଦି ଆମେ କେବେ ମିସା ପାପ୍‌ କରୁନାଇ ବଲି କଇଲେ, ପର୍‌ମେସର୍‌ ସତ୍‌ଟା ନଏଁ ବଲି କଇଲୁନି । ଆରି ତାର୍‌ ବାକିଅ ମାନିକରି ରଉନାଇ ।
୧୦ମା଼ର ପା଼ପୁ କିହା ହିଲାଆୟି ଇଞ୍ଜିଁ ଇନାୟି, ଆତିହିଁ ମା଼ର ମାହାପୂରୁଇଁ ମିଚି ଗାଟାସି କିହିମାନାୟି, ଅ଼ଡ଼େ ତାନି ବ଼ଲୁ ମା଼ ତା଼ଣା ହିଲେଏ ।

< ୧ ମ ଜଅନ୍‌ 1 >