< ୧ମ କରନ୍ତିୟ 9 >
1 ୧ ମର୍ ଜାଇଟା ମନ୍ କଲାଟା, ସେଟା କାଇ କରିନାପାରି କି? ମୁଇ କାଇ ଗଟେକ୍ ପେରିତ୍ ନଇ କି? ମୁଇ କାଇ ଆମର୍ ମାପ୍ରୁ ଜିସୁର୍ ଦର୍ସନ୍ ପାଇ ନାଇ କି? ତମେ ସବୁ, ମୁଇ ମାପ୍ରୁର୍ ପାଇ କରିରଇବା କାମର୍ ଲାଗି ବିସ୍ବାସ୍ କଲାସ୍ ନାଇ କି?
అహం కిమ్ ఏకః ప్రేరితో నాస్మి? కిమహం స్వతన్త్రో నాస్మి? అస్మాకం ప్రభు ర్యీశుః ఖ్రీష్టః కిం మయా నాదర్శి? యూయమపి కిం ప్రభునా మదీయశ్రమఫలస్వరూపా న భవథ?
2 ୨ ଜଦି ମକେ ବିନ୍ ଲକ୍ମନ୍ ଗଟେକ୍ ପେରିତ୍ ବଲି ନ ନାମ୍ଲେ ମିସା, ତମେ ମକେ ସତ୍ ଇସାବେ ନାମି ଆଚାସ୍ । କାଇକେବଇଲେ ମାପ୍ରୁର୍ ସଙ୍ଗ୍ ତମର୍ ଜିବନ୍ ମିସ୍ଲାର୍ ଲାଗି, ମର୍ ପେରିତ୍ ପଦର୍ ସାକି ଆଚାସ୍ ।
అన్యలోకానాం కృతే యద్యప్యహం ప్రేరితో న భవేయం తథాచ యుష్మత్కృతే ప్రేరితోఽస్మి యతః ప్రభునా మమ ప్రేరితత్వపదస్య ముద్రాస్వరూపా యూయమేవాధ్వే|
3 ୩ ତମେ ଗଟେକ୍ ପେରିତ୍ କି? ବଲି ମକେ ପର୍ସନ୍ କର୍ବା ଲକ୍ମନ୍କେ ମୁଇ ଏ କାତା କଇବି ।
యే లోకా మయి దోషమారోపయన్తి తాన్ ప్రతి మమ ప్రత్యుత్తరమేతత్|
4 ୪ ଆମେ ମାପ୍ରୁ ଜିସୁର୍ ପେରିତ୍ ମନ୍ । ତାର୍ କାମର୍ ଲାଗି, କାଇବାଟା କି ପିଇବାଟା ମିଲ୍ଲେ, ସେଟା ନେବାର୍ ମର୍ ଅଦିକାର୍ ନାଇ କି?
భోజనపానయోః కిమస్మాకం క్షమతా నాస్తి?
5 ୫ ଅଲ୍ଗା ପେରିତ୍ମନର୍ ପାରା, ପିତର୍ ଆରି ଆମର୍ ମାପ୍ରୁ ଜିସୁର୍ ବାଇମନର୍ ପାରା, ବିସ୍ବାସ୍ କରିରଇବା ମାଇଜିକେ ବିବା ଅଇକରି ତାକେ ମର୍ ସଙ୍ଗ୍ ନେବାକେ କାଇ ମର୍ ଅଦିକାର୍ ନାଇ କି?
అన్యే ప్రేరితాః ప్రభో ర్భ్రాతరౌ కైఫాశ్చ యత్ కుర్వ్వన్తి తద్వత్ కాఞ్చిత్ ధర్మ్మభగినీం వ్యూహ్య తయా సార్ద్ధం పర్య్యటితుం వయం కిం న శక్నుమః?
6 ୬ ଅବ୍କା ଜିଇବା କାଇବାକେ ମୁଇ ଆରି ବର୍ନବା ଆବଡ୍ କାମ୍ କର୍ତେ ରଇବୁ କି?
సాంసారికశ్రమస్య పరిత్యాగాత్ కిం కేవలమహం బర్ణబ్బాశ్చ నివారితౌ?
7 ୭ ବାବିଦେକା, ଗଟେକ୍ ସଇନ ଜୁଇଦେ ରଇଲାବେଲେ ନିଜେ କର୍ଚ କରି କେବେ କାମ୍ କରିପାରେ କି? ନାଇ, ନାପାରେ । କି ଗଟେକ୍ ଚାସି ତାର୍ କେତେ ଅନି ଅଇଲା ପସଲ୍, ତାର୍ କାଇବାର୍ ଅଦିକାର୍ ନାଇ କି? ଆରି କେ ଗରୁଗାଇ ପସିରଇକରି ସେମନର୍ ଦୁଦ୍ ନ କାଅତ୍ କି?
నిజధనవ్యయేన కః సంగ్రామం కరోతి? కో వా ద్రాక్షాక్షేత్రం కృత్వా తత్ఫలాని న భుఙ్క్తే? కో వా పశువ్రజం పాలయన్ తత్పయో న పివతి?
8 ୮ ମୁଇ କାଇ ଏଟା ମୁନୁସ୍ ଇସାବେ କଇଲିନି କି? ନିୟମେ ଏଟା ଲେକା ଅଏ ନାଇ କି?
కిమహం కేవలాం మానుషికాం వాచం వదామి? వ్యవస్థాయాం కిమేతాదృశం వచనం న విద్యతే?
9 ୯ ସେ ନିୟମେ ଏନ୍ତାରି ଲେକା ଅଇଆଚେ । ଦାନ୍ ଗାନାଇ ବୁଲ୍ତେ ରଇବା ବଲଦର୍ ତମ୍ନାଇ ବାନ୍ଦାନାଇ । ଜେନ୍ତି କି ସେ ଅଲପ୍ ଅଲପ୍ କାଇତେରଇସି । ଏ ନିୟମ୍ ଲେକ୍ଲାବେଲେ ପର୍ମେସର୍ କାଇ ଏ ବଲଦ୍ମନର୍ ବିସଇସେ ଚିନ୍ତା କର୍ତେରଇଲା କି?
మూసావ్యవస్థాగ్రన్థే లిఖితమాస్తే, త్వం శస్యమర్ద్దకవృషస్యాస్యం న భంత్స్యసీతి| ఈశ్వరేణ బలీవర్ద్దానామేవ చిన్తా కిం క్రియతే?
10 ୧୦ ଏଟା ଆମର୍ ପାଇ ଲେକା ଅଇଲାଆଚେ । ଜେନ୍ତିକି ଜନ୍ ଲକ୍ମନ୍ କସ୍ବାତେଇ ଆରି କାଟ୍ବାତେଇ ମିସ୍ଲାଇ ଆଚତ୍, ସେମନ୍କେ ତେଇର୍ ପସଲ୍ଟାନେ ବାଗ୍ ମିଲ୍ସି ବଲି ଆସା କରି କାମ୍ କର୍ବାଇ ।
కిం వా సర్వ్వథాస్మాకం కృతే తద్వచనం తేనోక్తం? అస్మాకమేవ కృతే తల్లిఖితం| యః క్షేత్రం కర్షతి తేన ప్రత్యాశాయుక్తేన కర్ష్టవ్యం, యశ్చ శస్యాని మర్ద్దయతి తేన లాభప్రత్యాశాయుక్తేన మర్ద్దితవ్యం|
11 ୧୧ ଆମେ ତମର୍ ବିତ୍ରେ ଆତ୍ମାର୍ ମୁଞ୍ଜି ବୁନ୍ଲୁ ଆଚୁ । ସେଟାର୍ ପାଇ ତମର୍ଟାନେ ଅନି କାଇ ଜଗତର୍ ପସଲ୍ ପାଇବାକେ ମନ୍ କର୍ବାଟା, ଗଟେକ୍ କାରାପ୍ କାତା କି?
యుష్మత్కృతేఽస్మాభిః పారత్రికాణి బీజాని రోపితాని, అతో యుష్మాకమైహికఫలానాం వయమ్ అంశినో భవిష్యామః కిమేతత్ మహత్ కర్మ్మ?
12 ୧୨ ତମର୍ ଟାନେଅନି ଏଟା ଆସା କର୍ବାକେ ଜଦି ବିନ୍ ଲକ୍ମନର୍ ଅଦିକାର୍ ଆଚେ, ସେନ୍ତି ବଇଲେ ତାକର୍ଟାନେଅନି ଆମର୍ ଅଦିକାର୍ ବେସି ନଏଁ କି? ଏଲେ ମିସା ସେ ଅଦିକାର୍ ଆମେ ବେବାର୍ କରୁନାଇ, ମାତର୍ କିରିସ୍ଟର୍ ସୁବ୍କବର୍କେ କାଇମିସା ଅସୁବିଦା ନ ଆସ ବଲି ଆମେ ସବୁ ରକାମର୍ କସ୍ଟ ମୁର୍ଚି କରି ରଇଲୁନି ।
యుష్మాసు యోఽధికారస్తస్య భాగినో యద్యన్యే భవేయుస్తర్హ్యస్మాభిస్తతోఽధికం కిం తస్య భాగిభి ర్న భవితవ్యం? అధికన్తు వయం తేనాధికారేణ న వ్యవహృతవన్తః కిన్తు ఖ్రీష్టీయసుసంవాదస్య కోఽపి వ్యాఘాతోఽస్మాభిర్యన్న జాయేత తదర్థం సర్వ్వం సహామహే|
13 ୧୩ ଜନ୍ ଲକ୍ମନ୍ ମନ୍ଦିରେ ସେବା କଲାଇନି, ସେମନ୍ ମନ୍ଦିରେ ଅନି କାଦି ପାଇବାଇ । ଆରି ଜେ ସବୁଦିନେ ବେଦିଟାନେ ବଲି ଦେଲାଇନି, ସେମନ୍ ବେଦିଟାନେ ବଲିକଲା ବାଟାଇ ମିସ୍ବାଇ, ଏଟା ତମେ ଜାନିଆଚାସ୍ ।
అపరం యే పవిత్రవస్తూనాం పరిచర్య్యాం కుర్వ్వన్తి తే పవిత్రవస్తుతో భక్ష్యాణి లభన్తే, యే చ వేద్యాః పరిచర్య్యాం కుర్వ్వన్తి తే వేదిస్థవస్తూనామ్ అంశినో భవన్త్యేతద్ యూయం కిం న విద?
14 ୧୪ ସୁସମାଚାର୍ ଜାନାଇବା ଲକ୍, ତେଇଅନି ଜିଉନା କାଉନା କରା ବଲି ମାପ୍ରୁ ଆଦେସ୍ ଦେଲାଆଚେ ।
తద్వద్ యే సుసంవాదం ఘోషయన్తి తైః సుసంవాదేన జీవితవ్యమితి ప్రభునాదిష్టం|
15 ୧୫ ମାତର୍ ମୁଇ ଏନ୍ତାରି କାଇମିସା ଅଦିକାର୍ ମାଙ୍ଗିନାଇ, ଏ ବିସଇ ଦାବି କର୍ବାକେ ମୁଇ ଲେକିନାଇ । ତମର୍ଟାନେଅନି ମାଙ୍ଗ୍ବା ବାଦୁଲେ ମୁଇ ମରିଜିବି ସିନା, ନ ମାଙ୍ଗି । କାଇକେବଇଲେ ମୁଇ ତମର୍ଟାନେ କାଇଟା ନ ମାଙ୍ଗ୍ତେ କାମ୍ କଲି, ବଲି ବଡ୍ପନ୍ ଅଇବି ।
అహమేతేషాం సర్వ్వేషాం కిమపి నాశ్రితవాన్ మాం ప్రతి తదనుసారాత్ ఆచరితవ్యమిత్యాశయేనాపి పత్రమిదం మయా న లిఖ్యతే యతః కేనాపి జనేన మమ యశసో ముధాకరణాత్ మమ మరణం వరం|
16 ୧୬ ସୁବ୍କବର୍ ସୁନାଇଲିନି ବଲି ମର୍ ବଡ୍ପନ୍ ଅଇବା ଅଦିକାର୍ ନାଇ, କାଇକେବଇଲେ ଏଟା ମକେ ତିଆରିରଇବା କାମ୍ । ଜଦି ମୁଇ ସୁବ୍କବର୍ ନ ଜାନାଇଲେ ମକେ ବଡ୍ ଡଣ୍ଡ୍ ମିଲ୍ସି ।
సుసంవాదఘేషణాత్ మమ యశో న జాయతే యతస్తద్ఘోషణం మమావశ్యకం యద్యహం సుసంవాదం న ఘోషయేయం తర్హి మాం ధిక్|
17 ୧୭ ଏଟା ଜଦି ମୁଇ ନିଜର୍ ମନ୍ କଲା ଇସାବେ କଲେ, କୁଲି ପାଇବାକେ ମର୍ ଅଦିକାର୍ ରଇତା । ମାତର୍ ପର୍ମେସର୍ ମକେ ଏ କାମ୍ ସର୍ପି ଦେଲାକେ, ମୁଇ ଏଟା କଲିନି ।
ఇచ్ఛుకేన తత్ కుర్వ్వతా మయా ఫలం లప్స్యతే కిన్త్వనిచ్ఛుకేఽపి మయి తత్కర్మ్మణో భారోఽర్పితోఽస్తి|
18 ୧୮ ସେନ୍ତାର୍ଆଲେ ମକେ କେତେକ୍ କୁଲି ମିଲ୍ଲାନି? ମର୍ କର୍ଚା ପାଇ ମାଙ୍ଗ୍ବାକେ ମର୍ ଦାବି ରଇଲେ ମିସା, ମୁଇ କୁଲି ନ ପାଇତେ ସୁବ୍କବର୍ ଜାନାଇଲିନି । ସୁବ୍କବର୍ ଜାନାଇବାକେ ଜନ୍ ଅଦିକାର୍ ମୁଇ ପାଇ ଆଚି, ସେଟାସେ ମର୍ କୁଲି ।
ఏతేన మయా లభ్యం ఫలం కిం? సుసంవాదేన మమ యోఽధికార ఆస్తే తం యదభద్రభావేన నాచరేయం తదర్థం సుసంవాదఘోషణసమయే తస్య ఖ్రీష్టీయసుసంవాదస్య నిర్వ్యయీకరణమేవ మమ ఫలం|
19 ୧୯ ଏଟାର୍ପାଇ ମୁଇ କାର୍ ତଲିଆ ନାଇ କି କାର୍ ଗତିଦାଙ୍ଗ୍ଡା ନାଇ । ଅଇଲେ ମିସା କେତେକ୍ କେତେକ୍ ଲକ୍କେ କିରିସ୍ଟର୍ତେଇ ଆନ୍ବାକେ ମୁଇ ସବୁଲକର୍ ଗତିଦାଙ୍ଗ୍ଡା ଅଇଆଚି ।
సర్వ్వేషామ్ అనాయత్తోఽహం యద్ భూరిశో లోకాన్ ప్రతిపద్యే తదర్థం సర్వ్వేషాం దాసత్వమఙ్గీకృతవాన్|
20 ୨୦ ମୁଇ ଜିଉଦି ଲକ୍ମନ୍କେ ପାଇବାକେ, ତାକର୍ ପାରା ଚଲାଚଲ୍ତି କଲିନି, ଜେନ୍ତିକି ମୁଇ ସେମନ୍କେ କିରିସ୍ଟର୍ ବାଟେ ଆନିପାର୍ବି । ମୁଇ ଜଦି ମସାର୍ ନିୟମର୍ ତଲିଆର୍ ନ ଅଇରଇଲେ ମିସା, ସେମନ୍କେ କିରିସ୍ଟର୍ ବାଟେ ଆନ୍ବାକେ, ନିୟମ୍ ମାନ୍ବା ଲକର୍ ପାରା ଚଲାଚଲ୍ତି କଲିନି ।
యిహూదీయాన్ యత్ ప్రతిపద్యే తదర్థం యిహూదీయానాం కృతే యిహూదీయఇవాభవం| యే చ వ్యవస్థాయత్తాస్తాన్ యత్ ప్రతిపద్యే తదర్థం వ్యవస్థానాయత్తో యోఽహం సోఽహం వ్యవస్థాయత్తానాం కృతే వ్యవస్థాయత్తఇవాభవం|
21 ୨୧ ସେନ୍ତାରିସେ ଜିଉଦି ନ ଅଇଲା ଲକ୍ମନର୍ ସଙ୍ଗ୍ ରଇଲାବେଲେ, ମୁଇ ଜିଉଦି ନିୟମ୍ ମାନି ନାଇ । ସେ ବେଲେ ମୁଇ ଜିଉଦି ନ ଅଇଲା ଲକର୍ ପାରା ଚଲାଚଲ୍ତି କର୍ବି । ଜେନ୍ତିକି ସେମନ୍କେ କିରିସ୍ଟର୍ ବାଟେ ଆନିପାର୍ବି । ଏଟାର୍ ଅରତ୍ ନଏଁ ଜେ ମୁଇ ପର୍ମେସରର୍ ନିୟମ୍ ମାନି ନାଇ । କାଇକେବଇଲେ ମୁଇ କିରିସ୍ଟର୍ ନିୟମର୍ ତଲେ ଆଚି ।
యే చాలబ్ధవ్యవస్థాస్తాన్ యత్ ప్రతిపద్యే తదర్థమ్ ఈశ్వరస్య సాక్షాద్ అలబ్ధవ్యవస్థో న భూత్వా ఖ్రీష్టేన లబ్ధవ్యవస్థో యోఽహం సోఽహమ్ అలబ్ధవ్యవస్థానాం కృతేఽలబ్ధవ్యవస్థ ఇవాభవం|
22 ୨୨ ଜେଡେବେଲେ ମୁଇ ବିସ୍ବାସେ ଦୁର୍ବଲ୍ ଲକର୍ ସଙ୍ଗ୍ ରଇବି, ତାକର୍ପାରା ଦୁର୍ବଲ୍ ଅଇବି । ଜେନ୍ତିକି ସେନ୍ତିଅଇକରି ସେମନ୍କେ କିରିସ୍ଟର୍ ବାଟେ ଆନି ପାର୍ବି । ସେଟାର୍ପାଇ ମୁଇ ବିନ୍ ବିନ୍ ଲକର୍ଟାନେ ବିନ୍ ବିନ୍ ରକାମ୍ ଅଇରଇଲି । କେନ୍ତିକରି ମିସା ମୁଇ ସେମନ୍କେ ରକିଆ କର୍ବି ।
దుర్బ్బలాన్ యత్ ప్రతిపద్యే తదర్థమహం దుర్బ్బలానాం కృతే దుర్బ్బలఇవాభవం| ఇత్థం కేనాపి ప్రకారేణ కతిపయా లోకా యన్మయా పరిత్రాణం ప్రాప్నుయుస్తదర్థం యో యాదృశ ఆసీత్ తస్య కృతే ఽహం తాదృశఇవాభవం|
23 ୨୩ କିରିସ୍ଟର୍ ସୁବ୍କବର୍ ସବୁବାଟେ ଜାନାଇବାକେ ଆରି ତାର୍ ଆସିର୍ବାଦ୍ ପାଇବାକେ ମୁଇ ସବୁଟା କଲିନି ।
ఇదృశ ఆచారః సుసంవాదార్థం మయా క్రియతే యతోఽహం తస్య ఫలానాం సహభాగీ భవితుమిచ్ఛామి|
24 ୨୪ ଆରାଜିତା ଟାନେ ପାଲାଇବା ଲକ୍ ବେସି ଆଚତ୍, ଏଟା ସତ୍ । ମାତର୍ ଗଟେକ୍ ଲକ୍କେସେ ପୁରୁସ୍କାର୍ ମିଲ୍ସି । ଏଟା ତମେ ଜାନିଆଚାସ୍ । ତମେ ମିସା ପୁରୁସ୍କାର୍ ପାଇଲା ପାରା ପାଲାଆ ।
పణ్యలాభార్థం యే ధావన్తి ధావతాం తేషాం సర్వ్వేషాం కేవల ఏకః పణ్యం లభతే యుష్మాభిః కిమేతన్న జ్ఞాయతే? అతో యూయం యథా పణ్యం లప్స్యధ్వే తథైవ ధావత|
25 ୨୫ ଜେ ପାଲାଇବାଟାନେ ବାଗ୍ ନେଇସି, ସେ ଅବିଆସ୍ କରି, ତାର୍ ଗାଗଡ୍ ଡାଟ୍ କରିରଇସି । ଆରି ସେ ଦାପେ ନସିଜିବା ପୁରୁସ୍କାର୍ ମିଲାଇବାକେ ସେଟା କର୍ସି । ମାତର୍ ଆମେ, କେବେ ମିସା ନ ନସ୍ବା ପୁରୁସ୍କାର୍ ପାଇବାକେ, ସେଟା କଲୁନି ।
మల్లా అపి సర్వ్వభోగే పరిమితభోగినో భవన్తి తే తు మ్లానాం స్రజం లిప్సన్తే కిన్తు వయమ్ అమ్లానాం లిప్సామహే|
26 ୨୬ ମୁଇ ଏନେତେନେ ନ ଦେକି ସାରାସାରି କେଟ୍ବାଟାନେ ପାଲାଇବା ଲକର୍ ପାରା ଆଚି । ମୁଇ ଗଟେକ୍ ବିଦା ସଙ୍ଗ୍ ଜୁଇଦ୍ କର୍ବା ଲକର୍ପାରା, ଜେକି ତାର୍ ବିଦା ମାର୍ଲେ ପାଇସି ଆକା ।
తస్మాద్ అహమపి ధావామి కిన్తు లక్ష్యమనుద్దిశ్య ధావామి తన్నహి| అహం మల్లఇవ యుధ్యామి చ కిన్తు ఛాయామాఘాతయన్నివ యుధ్యామి తన్నహి|
27 ୨୭ ମୁଇ କସ୍ଟ ମୁର୍ଚିକରି ଗାଗଡ୍ ମେଲା ଚାଡିନାଇ । କାଇକେ ବଇଲେ ବିନ୍ ଲକ୍ମନର୍ ଲଗେ ସୁବ୍କବର୍ ଜାନାଇରଇଲେ ମିସା ମକେ ଜେନ୍ତିକି ନାଇବଲିକରି ନ କଅତ୍ ।
ఇతరాన్ ప్రతి సుసంవాదం ఘోషయిత్వాహం యత్ స్వయమగ్రాహ్యో న భవామి తదర్థం దేహమ్ ఆహన్మి వశీకుర్వ్వే చ|