< ୧ମ କରନ୍ତିୟ 9 >

1 ମର୍‌ ଜାଇଟା ମନ୍‍ କଲାଟା, ସେଟା କାଇ କରିନାପାରି କି? ମୁଇ କାଇ ଗଟେକ୍‌ ପେରିତ୍‌ ନଇ କି? ମୁଇ କାଇ ଆମର୍‌ ମାପ୍‌ରୁ ଜିସୁର୍‍ ଦର୍‌ସନ୍‌ ପାଇ ନାଇ କି? ତମେ ସବୁ, ମୁଇ ମାପ୍‌ରୁର୍‌ ପାଇ କରିରଇବା କାମର୍‌ ଲାଗି ବିସ୍‍ବାସ୍‌ କଲାସ୍‍ ନାଇ କି?
Whether Y am not fre? Am Y not apostle? Whether Y saiy not `Crist Jhesu, `oure Lord? Whether ye ben not my werk in the Lord?
2 ଜଦି ମକେ ବିନ୍‍ ଲକ୍‌ମନ୍‌ ଗଟେକ୍‌ ପେରିତ୍‌ ବଲି ନ ନାମ୍‌ଲେ ମିସା, ତମେ ମକେ ସତ୍‌ ଇସାବେ ନାମି ଆଚାସ୍‌ । କାଇକେବଇଲେ ମାପ୍‌ରୁର୍‌ ସଙ୍ଗ୍‌ ତମର୍‌ ଜିବନ୍‌ ମିସ୍‌ଲାର୍‌ ଲାଗି, ମର୍‌ ପେରିତ୍‌ ପଦର୍‌ ସାକି ଆଚାସ୍‌ ।
And thouy to othere Y am not apostle, but netheles to you Y am; for ye ben the litle signe of myn apostlehed in the Lord.
3 ତମେ ଗଟେକ୍‍ ପେରିତ୍‌ କି? ବଲି ମକେ ପର୍‌ସନ୍‌ କର୍‌ବା ଲକ୍‌ମନ୍‌କେ ମୁଇ ଏ କାତା କଇବି ।
My defense to hem that axen me, that is.
4 ଆମେ ମାପ୍‌ରୁ ଜିସୁର୍‌ ପେରିତ୍‌ ମନ୍‌ । ତାର୍‌ କାମର୍‌ ଲାଗି, କାଇବାଟା କି ପିଇବାଟା ମିଲ୍‌ଲେ, ସେଟା ନେବାର୍‌ ମର୍‌ ଅଦିକାର୍‌ ନାଇ କି?
Whether we han not power to ete and drynke?
5 ଅଲ୍‌ଗା ପେରିତ୍‌ମନର୍‌ ପାରା, ପିତର୍‌ ଆରି ଆମର୍‌ ମାପ୍‌ରୁ ଜିସୁର୍‌ ବାଇମନର୍‌ ପାରା, ବିସ୍‌ବାସ୍‌ କରିରଇବା ମାଇଜିକେ ବିବା ଅଇକରି ତାକେ ମର୍ ସଙ୍ଗ୍ ନେବାକେ କାଇ ମର୍‌ ଅଦିକାର୍‌ ନାଇ କି?
Whether we han not power to lede aboute a womman a sistir, as also othere apostlis, and britheren of the Lord, and Cefas?
6 ଅବ୍‌କା ଜିଇବା କାଇବାକେ ମୁଇ ଆରି ବର୍‌ନବା ଆବଡ୍‌ କାମ୍‌ କର୍‌ତେ ରଇବୁ କି?
Or Y aloone and Barnabas han not power to worche these thingis?
7 ବାବିଦେକା, ଗଟେକ୍‌ ସଇନ ଜୁଇଦେ ରଇଲାବେଲେ ନିଜେ କର୍‌ଚ କରି କେବେ କାମ୍‌ କରିପାରେ କି? ନାଇ, ନାପାରେ । କି ଗଟେକ୍‌ ଚାସି ତାର୍‌ କେତେ ଅନି ଅଇଲା ପସଲ୍‌, ତାର୍‌ କାଇବାର୍‌ ଅଦିକାର୍‌ ନାଇ କି? ଆରି କେ ଗରୁଗାଇ ପସିରଇକରି ସେମନର୍‌ ଦୁଦ୍‌ ନ କାଅତ୍‌ କି?
Who traueilith ony tyme with hise owne wagis? Who plauntith a vynyerd, and etith not of his fruyt? Who kepith a flok, and etith not of the mylk of the flok?
8 ମୁଇ କାଇ ଏଟା ମୁନୁସ୍‌ ଇସାବେ କଇଲିନି କି? ନିୟମେ ଏଟା ଲେକା ଅଏ ନାଇ କି?
Whether aftir man Y sey these thingis? whether also the lawe seith not these thingis?
9 ସେ ନିୟମେ ଏନ୍ତାରି ଲେକା ଅଇଆଚେ । ଦାନ୍‌ ଗାନାଇ ବୁଲ୍‌ତେ ରଇବା ବଲଦର୍‌ ତମ୍‌ନାଇ ବାନ୍ଦାନାଇ । ଜେନ୍ତି କି ସେ ଅଲପ୍‌ ଅଲପ୍‌ କାଇତେରଇସି । ଏ ନିୟମ୍‌ ଲେକ୍‌ଲାବେଲେ ପର୍‌ମେସର୍‌ କାଇ ଏ ବଲଦ୍‌ମନର୍‌ ବିସଇସେ ଚିନ୍ତା କର୍‌ତେରଇଲା କି?
For it is writun in the lawe of Moises, Thou schalt not bynde the mouth of the ox threischynge. Whethir of oxun is charge to God?
10 ୧୦ ଏଟା ଆମର୍‌ ପାଇ ଲେକା ଅଇଲାଆଚେ । ଜେନ୍ତିକି ଜନ୍‌ ଲକ୍‌ମନ୍‌ କସ୍‌ବାତେଇ ଆରି କାଟ୍‌ବାତେଇ ମିସ୍‌ଲାଇ ଆଚତ୍‌, ସେମନ୍‌କେ ତେଇର୍‌ ପସଲ୍‌ଟାନେ ବାଗ୍‌ ମିଲ୍‌ସି ବଲି ଆସା କରି କାମ୍‌ କର୍‌ବାଇ ।
Whether for vs he seith these thingis? For whi tho ben writun for vs; for he that erith, owith to ere in hope, and he that threischith, in hope to take fruytis.
11 ୧୧ ଆମେ ତମର୍‌ ବିତ୍‌ରେ ଆତ୍‌ମାର୍‌ ମୁଞ୍ଜି ବୁନ୍‌ଲୁ ଆଚୁ । ସେଟାର୍‌ ପାଇ ତମର୍‌ଟାନେ ଅନି କାଇ ଜଗତର୍‌ ପସଲ୍‌ ପାଇବାକେ ମନ୍‍ କର୍‌ବାଟା, ଗଟେକ୍‌ କାରାପ୍‌ କାତା କି?
If we sowen spiritual thingis to you, is it grete, if we repen youre fleischli thingis?
12 ୧୨ ତମର୍‌ ଟାନେଅନି ଏଟା ଆସା କର୍‌ବାକେ ଜଦି ବିନ୍‍ ଲକ୍‌ମନର୍‌ ଅଦିକାର୍‌ ଆଚେ, ସେନ୍ତି ବଇଲେ ତାକର୍‌ଟାନେଅନି ଆମର୍‌ ଅଦିକାର୍‌ ବେସି ନଏଁ କି? ଏଲେ ମିସା ସେ ଅଦିକାର୍‌ ଆମେ ବେବାର୍‌ କରୁନାଇ, ମାତର୍‌ କିରିସ୍‌ଟର୍‌ ସୁବ୍‍କବର୍‍କେ କାଇମିସା ଅସୁବିଦା ନ ଆସ ବଲି ଆମେ ସବୁ ରକାମର୍‌ କସ୍‌ଟ ମୁର୍‍ଚି କରି ରଇଲୁନି ।
If othere ben parteneris of youre power, whi not rathere we? But we vsen not this power, but we suffren alle thingis, that we yyuen no lettyng to the euangelie of Crist.
13 ୧୩ ଜନ୍‌ ଲକ୍‌ମନ୍‌ ମନ୍ଦିରେ ସେବା କଲାଇନି, ସେମନ୍‌ ମନ୍ଦିରେ ଅନି କାଦି ପାଇବାଇ । ଆରି ଜେ ସବୁଦିନେ ବେଦିଟାନେ ବଲି ଦେଲାଇନି, ସେମନ୍‌ ବେଦିଟାନେ ବଲିକଲା ବାଟାଇ ମିସ୍‌ବାଇ, ଏଟା ତମେ ଜାନିଆଚାସ୍‌ ।
Witen ye not, that thei that worchen in the temple, eten tho thingis that ben of the temple, and thei that seruen to the auter, ben partyneris of the auter?
14 ୧୪ ସୁସମାଚାର୍‌ ଜାନାଇବା ଲକ୍‍, ତେଇଅନି ଜିଉନା କାଉନା କରା ବଲି ମାପ୍‌ରୁ ଆଦେସ୍‌ ଦେଲାଆଚେ ।
So the Lord ordeynede to hem that tellen the gospel, to lyue of the gospel.
15 ୧୫ ମାତର୍‌ ମୁଇ ଏନ୍ତାରି କାଇମିସା ଅଦିକାର୍‌ ମାଙ୍ଗିନାଇ, ଏ ବିସଇ ଦାବି କର୍‌ବାକେ ମୁଇ ଲେକିନାଇ । ତମର୍‌ଟାନେଅନି ମାଙ୍ଗ୍‌ବା ବାଦୁଲେ ମୁଇ ମରିଜିବି ସିନା, ନ ମାଙ୍ଗି । କାଇକେବଇଲେ ମୁଇ ତମର୍‌ଟାନେ କାଇଟା ନ ମାଙ୍ଗ୍‌ତେ କାମ୍‌ କଲି, ବଲି ବଡ୍‌ପନ୍‌ ଅଇବି ।
But Y vside noon of these thingis; sotheli Y wroot not these thingis, that tho be don so in me; for it is good `to me rather to die, than that ony man `auoyde my glorie.
16 ୧୬ ସୁବ୍‍କବର୍‌ ସୁନାଇଲିନି ବଲି ମର୍‌ ବଡ୍‌ପନ୍‌ ଅଇବା ଅଦିକାର୍‌ ନାଇ, କାଇକେବଇଲେ ଏଟା ମକେ ତିଆରିରଇବା କାମ୍‌ । ଜଦି ମୁଇ ସୁବ୍‍କବର୍‍ ନ ଜାନାଇଲେ ମକେ ବଡ୍‌ ଡଣ୍ଡ୍‌ ମିଲ୍‌ସି ।
For if Y preche the gospel, glorie is not to me, for nedelich Y mot don it; for wo to me, if Y preche not the gospel.
17 ୧୭ ଏଟା ଜଦି ମୁଇ ନିଜର୍‌ ମନ୍‍ କଲା ଇସାବେ କଲେ, କୁଲି ପାଇବାକେ ମର୍‌ ଅଦିକାର୍‌ ରଇତା । ମାତର୍‌ ପର୍‌ମେସର୍‌ ମକେ ଏ କାମ୍‌ ସର୍‌ପି ଦେଲାକେ, ମୁଇ ଏଟା କଲିନି ।
But if Y do this thing wilfuli, Y haue mede; but if ayens my wille, dispending is bitakun to me.
18 ୧୮ ସେନ୍ତାର୍‌ଆଲେ ମକେ କେତେକ୍‌ କୁଲି ମିଲ୍‌ଲାନି? ମର୍‌ କର୍‌ଚା ପାଇ ମାଙ୍ଗ୍‌ବାକେ ମର୍‌ ଦାବି ରଇଲେ ମିସା, ମୁଇ କୁଲି ନ ପାଇତେ ସୁବ୍‍କବର୍‍ ଜାନାଇଲିନି । ସୁବ୍‍କବର୍‍ ଜାନାଇବାକେ ଜନ୍‍ ଅଦିକାର୍‍ ମୁଇ ପାଇ ଆଚି, ସେଟାସେ ମର୍‌ କୁଲି ।
What thanne is my mede? That Y prechynge the gospel, putte the gospel with outen otheris cost, that Y vse not my power in the gospel.
19 ୧୯ ଏଟାର୍‌ପାଇ ମୁଇ କାର୍‌ ତଲିଆ ନାଇ କି କାର୍‌ ଗତିଦାଙ୍ଗ୍‌ଡା ନାଇ । ଅଇଲେ ମିସା କେତେକ୍‌ କେତେକ୍‌ ଲକ୍‌କେ କିରିସ୍‌ଟର୍‌ତେଇ ଆନ୍‌ବାକେ ମୁଇ ସବୁଲକର୍‌ ଗତିଦାଙ୍ଗ୍‌ଡା ଅଇଆଚି ।
Forwhi whanne Y was fre of alle men, Y made me seruaunt of alle men, to wynne the mo men.
20 ୨୦ ମୁଇ ଜିଉଦି ଲକ୍‌ମନ୍‌କେ ପାଇବାକେ, ତାକର୍‍ ପାରା ଚଲାଚଲ୍‌ତି କଲିନି, ଜେନ୍ତିକି ମୁଇ ସେମନ୍‌କେ କିରିସ୍‌ଟର୍‌ ବାଟେ ଆନିପାର୍‌ବି । ମୁଇ ଜଦି ମସାର୍‌ ନିୟମର୍‍ ତଲିଆର୍‌ ନ ଅଇରଇଲେ ମିସା, ସେମନ୍‌କେ କିରିସ୍‌ଟର୍‌ ବାଟେ ଆନ୍‌ବାକେ, ନିୟମ୍‌ ମାନ୍‌ବା ଲକର୍‌ ପାରା ଚଲାଚଲ୍‌ତି କଲିନି ।
And to Jewis Y am maad as a Jew, to wynne the Jewis; to hem that ben vndur the lawe,
21 ୨୧ ସେନ୍ତାରିସେ ଜିଉଦି ନ ଅଇଲା ଲକ୍‌ମନର୍‌ ସଙ୍ଗ୍‌ ରଇଲାବେଲେ, ମୁଇ ଜିଉଦି ନିୟମ୍‌ ମାନି ନାଇ । ସେ ବେଲେ ମୁଇ ଜିଉଦି ନ ଅଇଲା ଲକର୍‌ ପାରା ଚଲାଚଲ୍‌ତି କର୍‌ବି । ଜେନ୍ତିକି ସେମନ୍‌କେ କିରିସ୍‌ଟର୍‌ ବାଟେ ଆନିପାର୍‌ବି । ଏଟାର୍‌ ଅରତ୍‌ ନଏଁ ଜେ ମୁଇ ପର୍‌ମେସରର୍‌ ନିୟମ୍‌ ମାନି ନାଇ । କାଇକେବଇଲେ ମୁଇ କିରିସ୍‌ଟର୍‌ ନିୟମର୍‌ ତଲେ ଆଚି ।
as Y were vndur the lawe, whanne Y was not vndur the lawe, to wynne hem that weren vndur the lawe; to hem that weren with out lawe, as Y were with out lawe, whanne Y was not with out the lawe of God, but Y was in the lawe of Crist, to wynne hem that weren with out lawe.
22 ୨୨ ଜେଡେବେଲେ ମୁଇ ବିସ୍‌ବାସେ ଦୁର୍‌ବଲ୍‌ ଲକର୍‌ ସଙ୍ଗ୍‍ ରଇବି, ତାକର୍‌ପାରା ଦୁର୍‌ବଲ୍‌ ଅଇବି । ଜେନ୍ତିକି ସେନ୍ତିଅଇକରି ସେମନ୍‌କେ କିରିସ୍‌ଟର୍‌ ବାଟେ ଆନି ପାର୍‌ବି । ସେଟାର୍‌ପାଇ ମୁଇ ବିନ୍‌ ବିନ୍‌ ଲକର୍‌ଟାନେ ବିନ୍‌ ବିନ୍‌ ରକାମ୍‌ ଅଇରଇଲି । କେନ୍ତିକରି ମିସା ମୁଇ ସେମନ୍‌କେ ରକିଆ କର୍‌ବି ।
Y am maad sijk to sike men, to wynne sike men; to alle men Y am maad alle thingis, to make alle men saaf.
23 ୨୩ କିରିସ୍‌ଟର୍‌ ସୁବ୍‌କବର୍‌ ସବୁବାଟେ ଜାନାଇବାକେ ଆରି ତାର୍‌ ଆସିର୍‌ବାଦ୍‌ ପାଇବାକେ ମୁଇ ସବୁଟା କଲିନି ।
But Y do alle thingis for the gospel, that Y be maad partener of it.
24 ୨୪ ଆରାଜିତା ଟାନେ ପାଲାଇବା ଲକ୍‌ ବେସି ଆଚତ୍‌, ଏଟା ସତ୍‌ । ମାତର୍‌ ଗଟେକ୍‍ ଲକ୍‌କେସେ ପୁରୁସ୍‌କାର୍‌ ମିଲ୍‌ସି । ଏଟା ତମେ ଜାନିଆଚାସ୍‌ । ତମେ ମିସା ପୁରୁସ୍‌କାର୍‌ ପାଇଲା ପାରା ପାଲାଆ ।
Witen ye not, that thei that rennen in a furlong, alle rennen, but oon takith the prijs? So renne ye, that ye catche.
25 ୨୫ ଜେ ପାଲାଇବାଟାନେ ବାଗ୍‌ ନେଇସି, ସେ ଅବିଆସ୍‌ କରି, ତାର୍‌ ଗାଗଡ୍‌ ଡାଟ୍‌ କରିରଇସି । ଆରି ସେ ଦାପେ ନସିଜିବା ପୁରୁସ୍‌କାର୍‌ ମିଲାଇବାକେ ସେଟା କର୍‌ସି । ମାତର୍‌ ଆମେ, କେବେ ମିସା ନ ନସ୍‌ବା ପୁରୁସ୍‌କାର୍‌ ପାଇବାକେ, ସେଟା କଲୁନି ।
Ech man that stryueth in fiyt, absteyneth hym fro alle thingis; and thei, that thei take a corruptible coroun, but we an vncorrupt.
26 ୨୬ ମୁଇ ଏନେତେନେ ନ ଦେକି ସାରାସାରି କେଟ୍‌ବାଟାନେ ପାଲାଇବା ଲକର୍‌ ପାରା ଆଚି । ମୁଇ ଗଟେକ୍‌ ବିଦା ସଙ୍ଗ୍‌ ଜୁଇଦ୍‌ କର୍‌ବା ଲକର୍‌ପାରା, ଜେକି ତାର୍‌ ବିଦା ମାର୍‌ଲେ ପାଇସି ଆକା ।
Therfor Y renne so, not as `in to vncerteyn thing; thus Y fiyte, not as betynge the eir;
27 ୨୭ ମୁଇ କସ୍‌ଟ ମୁର୍‍ଚିକରି ଗାଗଡ୍‌ ମେଲା ଚାଡିନାଇ । କାଇକେ ବଇଲେ ବିନ୍‍ ଲକ୍‌ମନର୍‌ ଲଗେ ସୁବ୍‍କବର୍‍ ଜାନାଇରଇଲେ ମିସା ମକେ ଜେନ୍ତିକି ନାଇବଲିକରି ନ କଅତ୍‌ ।
but Y chastise my bodi, and bryng it in to seruage; lest perauenture whanne Y preche to othere, Y my silf be maad repreuable.

< ୧ମ କରନ୍ତିୟ 9 >