< ୧ମ କରନ୍ତିୟ 8 >
1 ୧ ଏବେ ମୁଇ ଦେବିଦେବ୍ତାମନ୍କେ ପୁଜ୍ଲା ମାଉଁସ୍ ବିସଇନେଇ ଲେକ୍ଲିନି । ଏଟା ସତ୍ ଜେ ଆମ୍କେସେ ବୁଦି ଆଚେ ବଲି ତମେ ଜନ୍ଟା କଇଲାସ୍ନି, ସେଟା ଆମେ ଜାନିଆଚୁ । ସେନ୍ତା ଗଟେକ୍ ଲକ୍କେ ଆଁକାର୍ ଜନମ୍ କରାଇସି । ମାତର୍ ଆଲାଦ୍ ଆମର୍ ବିସ୍ବାସ୍କେ ଡାଟ୍ କରାଇସି ।
А относно идоложертването: Знам, че ние всички уж имаме знание да разрешим въпроса! Но знанието възгордява, а любовта назидава.
2 ୨ ଜନ୍ ଲକ୍, ଏ ବିସଇ ମୁଇ ଅଲପ୍ ଜାନିଆଚିବଲି ବାବ୍ସି, ସେ ସତଇସେ ଜାଇଟା ଜାନ୍ବା ଦର୍କାର୍, ସେଟା ଜାନେ ନାଇ ।
Ако някой мисли, че знае нещо, той още не е познал както трябва да познава.
3 ୩ ମାତର୍ ଜନ୍ଲକ୍ ଜଦି ପର୍ମେସର୍କେ ଆଲାଦ୍ କଲାନି, ତାକେ ପର୍ମେସର୍ ଜାନେ ।
Но, ако някой люби Бога, той е познат от Него.
4 ୪ ତେବେ ଦେବିଦେବ୍ତାମନ୍କେ ପୁଜ୍ଲା ମାଉଁସ୍ ବିସଇ ଜାନିଆଚୁ ଜେ, ଏ ଜଗତେ ଦେବି ଦେବ୍ତା ବଲି କାଇଟା ନାଇ । ଆମର୍ ପର୍ମେସର୍କେ ଚାଡିଦେଲେ ଆରି କେ ମିସା ପର୍ମେସର୍ ନାଇ ।
Прочее, относно яденето от идоложертвеното, знаем, че никакъв бог, изобразен от идол, няма на света, и че няма друг Бог освен един.
5 ୫ କାଇକେବଇଲେ ସରଗ୍ ପୁରେ ଅ କି ମଚ୍ପୁରେ ଅ ଜନ୍ଟାମନ୍କେ ଦେବିଦେବ୍ତା ବଲି କଇଲାଇନି, ଏଲେ ମିସା ସେମନ୍ ରଇପାରତ୍ । ଏନ୍ତି କେତେକ୍ କେତେକ୍ ଦେବ୍ତା ଆରି ମାପ୍ରୁ ଆଚତ୍ ।
Защото, ако и да има така наричани богове, било на небето или на земята, (както има много богове, и господари много),
6 ୬ ସେମନ୍ ରଇଲେ ମିସା ଆମର୍ ଗଟେକ୍ ଆକା ବାବା ପର୍ମେସର୍, ଜନ୍ ବାବା କି ସବୁ ତିଆର୍ କଲାଆଚେ, ଆରି ଆମେ ତାର୍ ଲାଗି ବଁଚ୍ଲୁନି, ମାତର୍ ଗଟେକ୍ ବଲି ମାପ୍ରୁ ଜିସୁ କିରିସ୍ଟ, ତାର୍ ଲାଗି ସବୁ ବିସଇ ଅଇଆଚେ, ଆରି ତାର୍ ଲାଗି ଆମେ ବଁଚ୍ଲୁନି ।
но за нас има само един Бог, Отец, от Когото е всичко, и ние за Него, и един Господ, Исус Христос, чрез Когото е всичко, и ние чрез Него.
7 ୭ ଏଲେ ମିସା ଏ ସତ୍ ଗିଆନ୍ ସବୁଲକ୍ ନାଜାନତ୍ । ମାତର୍ କେତେଲକ୍ ଆଗେଅନି ଦେବି ଦେବ୍ତା ଆଚତ୍ ବଲି ବାବିକରି ସେମନ୍କେ ପୁଜା କରି ଆଇଲାଇନି । ସେମନର୍ ବିସ୍ବାସ୍ ଡାଟ୍ ନାଇଜେ ଦେବିଦେବ୍ତାମନ୍କେ ପୁଜ୍ଲାଟା କାଇଲେସରି ସେମନ୍ ସୁକଲ୍ ଅଇବାର୍ ନଏ ବଲି ବାବ୍ଲାଇନି ।
Но това знание го няма у всички; и някои, както и до сега имат съзнание за идолите, ядат месото като жертва на идолите; и съвестта им като слаба, се осквернява.
8 ୮ ମାତର୍ କାଦି କାଇବାଟା, ପର୍ମେସର୍ଟାନେଅନି ଆମ୍କେ ବିନେ ନ କରେ । ଆମେ କାଇଲେ କାଇ ଲାବ୍ ନଏଁ, କି ନ କାଇଲେ ମିସା କାଇଟା ନ ଜାଏ ।
А това що ядем, не ще ни препоръчва на Бога; нито ако не ядем, губим нещо; нито ако ядем, печелим нещо.
9 ୯ ମାତର୍ କାଇଟା କାଇଲାସ୍ନି ସେ ବିସଇନେଇ ଜାଗ୍ରତ୍ ରୁଆ । ତମେ ଜନ୍ଟା କାଇଲାର୍ ଲାଗି ତମର୍ ଜନ୍ ବାଇର୍ ବିସ୍ବାସ୍ ଡାଟ୍ ନାଇ, ସେ ତମର୍ଲାଗି ପାପ୍ କର୍ବାର୍ ନାଇ ।
Но внимавайте да не би по някакъв начин тая ваша свобода да стане спънка на слабите.
10 ୧୦ କାଇକେ ବଇଲେ, ତମେ ଗଟେକ୍ ବୁଦି ରଇଲା ଲକ୍ । ପୁଜ୍ଲାଟା କାଇଲେ କାଇଟା ନଏଁ ବଲି ଜାନାସ୍ । ଜଦି ମନ୍ ବିତ୍ରେ ବିସ୍ବାସେ ଡାଟ୍ ନଇଲା ତମର୍ ଗଟେକ୍ ବାଇ, ସେ ତମ୍କେ ମନ୍ଦିରେ କାଇବାଟା ଦେକ୍ଲେ, ତାକେ ମିସା ପୁଜ୍ଲାଟା କାଇବାକେ ମନ୍ ଲାଗ୍ସି ।
Защото, ако някой види, че ти, който имаш знание, седиш на трапеза в идолско капище, не ще ли съвестта му да се одързости, ако е слаб, та и той да яде идоложертвено?
11 ୧୧ ତେବେ ସେ ବାଇ ନସ୍ଟ ଅଇଲାନି, କାଇକେବଇଲେ ପୁଜ୍ଲାଟା କାଇଲାକେ ପାପ୍ କଲିନି ବଲି ସେ ବାବ୍ସି । କିରିସ୍ଟ ସେ ବାଇର୍ପାଇ ମଲାଆଚେ ବଲି ମିସା ତମର୍ ମନେ ରଇବାର୍ ଆଚେ ।
И поради твоето знание слабият погива, братът, за когото е умрял Христос.
12 ୧୨ ଏନ୍ତାରି ତମେ ସଙ୍ଗର୍ ବିସ୍ବାସି ବାଇମନର୍ ବିରୁଦେ ପାପ୍ କଲାସ୍ନି ଆରି ତାକର୍ ବୁଜ୍ବା ବପୁ ଉନାଟାକେ, ବାଦା ଦେଇ ମାପ୍ରୁ ଜିସୁର୍ ବିରୁଦେ ମିସା ପାପ୍ କଲାସ୍ନି ।
А като съгрешавате така против братята, и наранявате слабата им съвест, вие съгрешавате против Христа,
13 ୧୩ ତେବେ ମୁଇ ପୁଜ୍ଲା ମାଉଁସ୍ କାଇଲାର୍ ଲାଗି ମର୍ ବାଇବଇନିମନ୍କେ ପାପ୍ କରାଇଲିନି ବଇଲେ, ମୁଇ କେବେ ମିସା ସେଟା ନ କାଇ । କାଇକେବଇଲେ ସେଟାର୍ଲାଗି ମର୍ ବାଇବଇନିମନ୍ ପାପେ ନ ପଡତ୍ । (aiōn )
Затуй, ако това що ям съблазнява брата ми, аз няма да ям до века, за да не съблазня брата с. (aiōn )