< ୧ମ କରନ୍ତିୟ 7 >
1 ୧ ଏବେ ତମେ ଲେକ୍ଲାଟାନେ ଜନ୍ ସବୁ ବିସଇ ଆଚେ, ସେ ସବୁର୍ ଉତର୍ ମୁଇ ଦେବି । ତମେ ପାଚାରିରଇଲାସ୍ ବିସ୍ବାସିମନ୍ ବିବା ନ ଅଇବାଟା ନିକ କି?
అపరఞ్చ యుష్మాభి ర్మాం ప్రతి యత్ పత్రమలేఖి తస్యోత్తరమేతత్, యోషితోఽస్పర్శనం మనుజస్య వరం;
2 ୨ ଉଁ ସେଟା ସତ୍, ମାତର୍ ବେସି ଲକ୍ ବେବିଚାର୍ କାମେ ଚଲାଚଲ୍ତି କଲାଇନି । ମୁଇ କଇଲିନି ଗଟେକ୍ ଗଟେକ୍ ମୁନୁସ୍କେ ତାର୍ ନିଜର୍ ମାଇଜି ଆରି ଗଟେକ୍ ଗଟେକ୍ ମାଇଜିକେ ତାର୍ ନିଜର୍ ମୁନୁସ୍ ରଇବାର୍ ଆଚେ ।
కిన్తు వ్యభిచారభయాద్ ఏకైకస్య పుంసః స్వకీయభార్య్యా భవతు తద్వద్ ఏకైకస్యా యోషితో ఽపి స్వకీయభర్త్తా భవతు|
3 ୩ ଗଟେକ୍ ମନସ୍ ବିବା ଅଇଲାର୍ ଲାଗି, ତାର୍ ମାଇଜିକେ କରିରଇବା ସବୁ ଦାଇତ୍ କର୍ବାର୍ ଆଚେ । ସେନ୍ତାରିସେ ମାଇଜି ମିସା ତାର୍ ମୁନୁସ୍କେ କର୍ବାର୍ ଆଚେ ।
భార్య్యాయై భర్త్రా యద్యద్ వితరణీయం తద్ వితీర్య్యతాం తద్వద్ భర్త్రేఽపి భార్య్యయా వితరణీయం వితీర్య్యతాం|
4 ୪ ମାଇଜିକେ ତାର୍ ନିଜର୍ ଗାଗଡର୍ ଅଦିକାର୍ ନାଇ, ମାତର୍ ମୁନୁସର୍ ଆଚେ । ସେନ୍ତାରିସେ ମୁନୁସ୍କେ ତାର୍ ନିଜର୍ ଗାଗଡର୍ ଅଦିକାର୍ ନାଇ, ମାତର୍ ମାଇଜିର୍ ଆଚେ ।
భార్య్యాయాః స్వదేహే స్వత్వం నాస్తి భర్త్తురేవ, తద్వద్ భర్త్తురపి స్వదేహే స్వత్వం నాస్తి భార్య్యాయా ఏవ|
5 ୫ ଦୁଇ ମାଇଜି ମୁନୁସ୍ ବେଗ୍ଲିକରି ନ ରଅତ୍ । ମାତର୍ ବେଗ୍ଲିକରି ରଇବାର୍ ଆଲେ, ଦୁଇ ଲକ୍ ରାଜି ଉଆ । ଜେନ୍ତାରି କି ସେ ବେଗ୍ଲି ରଇବା ବେଲାଇ, ପାର୍ତନା କରିଅଇସି । ମାତର୍ ତାର୍ପଚେ ଆରିତରେକ୍ ଆସି ମିସାଆ । ଏନ୍ତାରିକଲେ ସଇତାନର୍ ପରିକାତେଇ ଅନି ତମେ ରକିଆ ପାଇସା । କାଇକେବଇଲେ ତମ୍କେ ମୁର୍ଚିକରି ରଇବା ବପୁ ଉନା ଆଚେ ।
ఉపోషణప్రార్థనయోః సేవనార్థమ్ ఏకమన్త్రణానాం యుష్మాకం కియత్కాలం యావద్ యా పృథక్స్థితి ర్భవతి తదన్యో విచ్ఛేదో యుష్మన్మధ్యే న భవతు, తతః పరమ్ ఇన్ద్రియాణామ్ అధైర్య్యాత్ శయతాన్ యద్ యుష్మాన్ పరీక్షాం న నయేత్ తదర్థం పునరేకత్ర మిలత|
6 ୬ ଏ ବିସଇ ମୁଇ ତମ୍କେ ଜେତ୍କି କଇଲି ଆଚି, ସେଟା ଆଦେସ୍ ଦେଲା ପାରା କଇନାଇ, ମାତର୍ ତମର୍ ଦୁର୍ବଲ୍ ଜାନିକରି ଉପଦେସ୍ ଦେଲା ପାରା କଇଲିନି ।
ఏతద్ ఆదేశతో నహి కిన్త్వనుజ్ఞాత ఏవ మయా కథ్యతే,
7 ୭ ତମେ ସବୁଲକ୍ ମର୍ପାରା ବିବା ନ ଉଆ ବଲି ମୁଇ ମନ୍ କଲିନି । ମାତର୍ ଗଟେକ୍ ଗଟେକ୍ ଲକ୍କେ ପର୍ମେସରର୍ ଟାନେଅନି ମୁଲିଅ ରଇବା ଦାନ୍ ମିଲିଆଚେ । ଗଟେକ୍ ଲକ୍କେ ଗଟେକ୍ ରକାମ୍ଟା ଆରି ବିନ୍ ଲକ୍କେ ବିନ୍ ରକାମ୍ ଦାନ୍ ଦେଲାଆଚେ ।
యతో మమావస్థేవ సర్వ్వమానవానామవస్థా భవత్వితి మమ వాఞ్ఛా కిన్త్వీశ్వరాద్ ఏకేనైకో వరోఽన్యేన చాన్యో వర ఇత్థమేకైకేన స్వకీయవరో లబ్ధః|
8 ୮ ଏବେ ମୁଇ ବିବା ନ ଅଇରଇବା, ଆରି ରାଣ୍ଡି ମାଇଜିମନ୍କେ କଇଲିନି, ତମେ ମର୍ ପାରା ଏକ୍ଲା ରଇଲେ ତମର୍ପାଇ ନିକ ଅଇସି ।
అపరమ్ అకృతవివాహాన్ విధవాశ్చ ప్రతి మమైతన్నివేదనం మమేవ తేషామవస్థితి ర్భద్రా;
9 ୯ ମାତର୍ ତମେ ଜଦି ମନର୍ ଲାଲ୍ସା ମୁର୍ଚିକରି ରଇ ନାପାର୍ଲାସ୍ନି ବଇଲେ, ବିବା ଅଇବାଟା ନିକ । କାଇକେବଇଲେ ଲାଲ୍ସାଇ ପଡିଜିବା ବାଦୁଲେ ବିବା ଅଇବାଟା ନିକ ।
కిఞ్చ యది తైరిన్ద్రియాణి నియన్తుం న శక్యన్తే తర్హి వివాహః క్రియతాం యతః కామదహనాద్ వ్యూఢత్వం భద్రం|
10 ୧୦ ମାତର୍ ବିବା ଅଇବା ବିସ୍ବାସିମନ୍କେ ମୁଇ ଆଦେସ୍ ଦେଲିନି, ମୁଇ ଦେଇ ନାଇ ମାତର୍ ମାପ୍ରୁ ଦେଲାନି । ଜଦି ତମେ ଗଟେକ୍ ବିବାଇ ମାଇଜି, ସେନ୍ତାର୍ ଆଲେ ମୁନୁସ୍କେ ଚାଡି ବିନେ ନ ରୁଆ ।
యే చ కృతవివాహాస్తే మయా నహి ప్రభునైవైతద్ ఆజ్ఞాప్యన్తే|
11 ୧୧ ଜଦି ତାକେ ଚାଡ୍ଲେ, ବିବା ନ ଅଇତେ ରୁଆ । ନଇଲେ ଆରି ଗଟେକ୍ ତର୍ ନିଜର୍ ମୁନୁସ୍ ସଙ୍ଗ୍ ମିସା । ଜଦି ତମେ ବିବାଇ ମୁନୁସ୍, ନିଜର୍ ମାଇଜିକେ ନ ଚାଡା ।
భార్య్యా భర్త్తృతః పృథక్ న భవతు| యది వా పృథగ్భూతా స్యాత్ తర్హి నిర్వివాహా తిష్ఠతు స్వీయపతినా వా సన్దధాతు భర్త్తాపి భార్య్యాం న త్యజతు|
12 ୧୨ ଏବେ ମୁଇ ବିସ୍ବାସିମନ୍ ଜେ କି ବିସ୍ବାସ୍ ନ କଲାଟାମନ୍କେ ବିବା ଅଇଆଚତ୍, ସେମନ୍କେ କଇଲିନି, ମୁଇ କଇନାଇ ମାପ୍ରୁ କଇଲାନି, । ଜଦି ଗଟେକ୍ ବିସ୍ବାସି, ବିସ୍ବାସ୍ ନଇଲା ମାଇଜିକେ ବିବା ଅଇଲାଆଚେ, ଆରି ସେ ମାଇଜି ତାର୍ ସଙ୍ଗ୍ ମିସି ରଇବାକେ ମନ୍ କର୍ସି ବଇଲେ, ସେ ବାଇ ତାକେ ନ ଚାଡ ।
ఇతరాన్ జనాన్ ప్రతి ప్రభు ర్న బ్రవీతి కిన్త్వహం బ్రవీమి; కస్యచిద్ భ్రాతుర్యోషిద్ అవిశ్వాసినీ సత్యపి యది తేన సహవాసే తుష్యతి తర్హి సా తేన న త్యజ్యతాం|
13 ୧୩ ଆରି ଜନ୍ ବିସ୍ବାସି ମାଇଜି ବିସ୍ବାସ୍ ନ କଲା ମୁନୁସ୍କେ ବିବାଅଇରଇସି, ଆରି ସେ ତାର୍ସଙ୍ଗ୍ ମିସି ରଇବାକେ ମନ୍ କର୍ସି, ତେବେ ସେ ନିଜର୍ ମୁନୁସ୍କେ ନ ଚାଡ ।
తద్వత్ కస్యాశ్చిద్ యోషితః పతిరవిశ్వాసీ సన్నపి యది తయా సహవాసే తుష్యతి తర్హి స తయా న త్యజ్యతాం|
14 ୧୪ କାଇକେବଇଲେ ଜଦି ତମେ ଗଟେକ୍ ବିସ୍ବାସି ମାଇଜି, ବିସ୍ବାସ୍ ନ କର୍ବା ମୁନୁସ୍କେ ବିବା ଅଇଆଚାସ୍, ତର୍ ମୁନୁସ୍ ତର୍ ସଙ୍ଗ୍ ମିସ୍ଲାର୍ପାଇ ତାକେ ପର୍ମେସର୍ ତାର୍ ନିଜର୍ ସୁକଲ୍ ଲକ୍ କଲାଆଚେ । ସେନ୍ତାରିସେ ବିସ୍ବାସ୍ ନ କରିରଇବା ମାଇଜିକେ, ପର୍ମେସର୍ ଡାକ୍ଲା ଆଚେ । କାଇକେବଇଲେ ସେ ବିସ୍ବାସ୍ କର୍ବା ମନସ୍ ସଙ୍ଗ୍ ମିସ୍ଲା ଆଚେ । ଏନ୍ତାରି ନ ରଇଲେ ତମର୍ ପିଲାମନ୍ ବିସ୍ବାସ୍ ନ କର୍ବା ଲକର୍ ପିଲାମନର୍ପାରା ଅଇତାଇ । ମାତର୍ ଏବେ ସେମନ୍କେ ମିସା ପର୍ମେସର୍ ତାର୍ ନିଜର୍ ଲକ୍ କଲାଆଚେ ।
యతోఽవిశ్వాసీ భర్త్తా భార్య్యయా పవిత్రీభూతః, తద్వదవిశ్వాసినీ భార్య్యా భర్త్రా పవిత్రీభూతా; నోచేద్ యుష్మాకమపత్యాన్యశుచీన్యభవిష్యన్ కిన్త్వధునా తాని పవిత్రాణి సన్తి|
15 ୧୫ ସେ ଜାଇଟା ମିସା ଅ, ଜଦି ଗଟେକ୍ ବିସ୍ବାସ୍ ନ କଲା ଲକ୍ ତାର୍ ବିସ୍ବାସି ମାଇଜି କି ମୁନୁସର୍ ଟାନେଅନି ବିନେ ଅଇବାକେ ମନ୍ କଲାନି ବଇଲେ, ସେ ବିନେ ଅ । ଏନ୍ତାରି ଅଇଲେ କିରିସ୍ଟକେ ବିସ୍ବାସ୍ କର୍ବା ମାଇଜି କି ମୁନୁସ୍ ବିବା ବନ୍ଦ୍ନେ ଅନି ମୁକ୍ଲି ଆଚେ । ପର୍ମେସର୍ ତମ୍କେ ସାନ୍ତିସଙ୍ଗ୍ ମିସି ବିଡି ଜିଇବାକାଇବାକେ ଡାକ୍ଲା ଆଚେ ।
అవిశ్వాసీ జనో యది వా పృథగ్ భవతి తర్హి పృథగ్ భవతు; ఏతేన భ్రాతా భగినీ వా న నిబధ్యతే తథాపి వయమీశ్వరేణ శాన్తయే సమాహూతాః|
16 ୧୬ ଅଇପାରେ, ତୁଇ ଗଟେକ୍ ବିସ୍ବାସି ବିବାଅଇଲା ମାଇଜି, ତର୍ ବିସ୍ବାସ୍ ନ କଲା ମୁନୁସ୍କେ କିରିସ୍ଟର୍ ଟାନେ ବିସ୍ବାସ୍ କରାଇପାରୁସ୍ । ସେନ୍ତାରିସେ ତୁଇ ଗଟେକ୍ ବିସ୍ବାସି ବିବାଅଇଲା ମୁନୁସ୍, ତର୍ ବିସ୍ବାସ୍ ନ କଲା ମାଇଜିକେ କିରିସ୍ଟର୍ ଟାନେ ବିସ୍ବାସ୍ କରାଇ ପାରୁସ୍ ।
హే నారి తవ భర్త్తుః పరిత్రాణం త్వత్తో భవిష్యతి న వేతి త్వయా కిం జ్ఞాయతే? హే నర తవ జాయాయాః పరిత్రాణం త్వత్తే భవిష్యతి న వేతి త్వయా కిం జ్ఞాయతే?
17 ୧୭ ମାପ୍ରୁ ଜାକେ ଜେନ୍ତି ଜିବନ୍ ଦୁକାଇ ଆଚେ, ପର୍ମେସର୍ ଜାକେ ଜନ୍ ଇସାବେ ଡାକ୍ଲା ଆଚେ, ସେ ସେନ୍ତାର୍ ଜିଉନା କାଉନା କର । ମୁଇ ସବୁ ମଣ୍ଡ୍ଲିଟାନେ ଏ ରକାମ୍ ଆଦେସ୍ ଦେଲିନି ।
ఏకైకో జనః పరమేశ్వరాల్లబ్ధం యద్ భజతే యస్యాఞ్చావస్థాయామ్ ఈశ్వరేణాహ్వాయి తదనుసారేణైవాచరతు తదహం సర్వ్వసమాజస్థాన్ ఆదిశామి|
18 ୧୮ ଜଦି ତମେ ଗଟେକ୍ ସୁନତ୍ ଅଇଲା ଜିଉଦି ଲକ୍ ଆରି ପର୍ମେସର୍ ତମ୍କେ ଡାକ୍ଲାଆଚେ, ସେନ୍ତାର୍ ଆଲେ ତମେ ତମର୍ ଗାଗ୍ଡେଅନି ସୁନତ୍ ଚିନ୍ ଲିବାଇବାକେ ଚେସ୍ଟା କରା ନାଇ । ସେନ୍ତାରିସେ ତମେ ଜଦି ଜିଉଦି ନ ଅଇଲା ଲକ୍ ଜାକେ କି ପର୍ମେସର୍ ଡାକ୍ଲା ଆଚେ, ତମେ ସୁନତ୍ ଅଇବାକେ ଚେସ୍ଟା କରାନାଇ ।
ఛిన్నత్వగ్ భృత్వా య ఆహూతః స ప్రకృష్టత్వక్ న భవతు, తద్వద్ అఛిన్నత్వగ్ భూత్వా య ఆహూతః స ఛిన్నత్వక్ న భవతు|
19 ୧୯ ଲକ୍ମନ୍ ସୁନତ୍ ଅଇବାଟା କି ସୁନତ୍ ନ ଅଇବାଟା କାଇଟା ନାଇ, ପର୍ମେସରର୍ ଆଦେସ୍ ମାନ୍ବାଟାସେ ମୁକିଅ ।
త్వక్ఛేదః సారో నహి తద్వదత్వక్ఛేదోఽపి సారో నహి కిన్త్వీశ్వరస్యాజ్ఞానాం పాలనమేవ|
20 ୨୦ ମାପ୍ରୁ ତମ୍କେ ଜନ୍ ଇସାବେ ଡାକିଆଚେ, ତମେ ସେ ଇସାବେ ରୁଆ ।
యో జనో యస్యామవస్థాయామాహ్వాయి స తస్యామేవావతిష్ఠతాం|
21 ୨୧ ପର୍ମେସର୍ ତମ୍କେ ଡାକ୍ଲାବେଲେ ତମେ କାଇ ଗତିଦାଙ୍ଗ୍ଡା ରଇଲାସ୍ କି? ସେ ବିସଇନେଇ ମନ୍ଦୁକ୍ କରାନାଇ । ଜଦି ତର୍ ସାଉକାର୍ ତକେ ମୁକ୍ଲାଇଲାନି, ତେବେ ଉଟିଜା ।
దాసః సన్ త్వం కిమాహూతోఽసి? తన్మా చిన్తయ, తథాచ యది స్వతన్త్రో భవితుం శక్నుయాస్తర్హి తదేవ వృణు|
22 ୨୨ ମାପ୍ରୁ ଡାକ୍ଲାବେଲେ ଜେ ଗତିଦାଙ୍ଗ୍ଡା ରଇଲା ସେ ଏବେ ମୁକ୍ଲି ରଇଲା ଲକ୍ । କାଇକେବଇଲେ ମାପ୍ରୁ ତାକେ ମୁକ୍ଲାଇ ଆଚେ । ସେନ୍ତାରିସେ ଏବେ ଜେ ମୁକ୍ଲିକରି ଆଚେ, ସେ କିରିସ୍ଟର୍ ଗତିଦାଙ୍ଗ୍ଡା ।
యతః ప్రభునాహూతో యో దాసః స ప్రభో ర్మోచితజనః| తద్వద్ తేనాహూతః స్వతన్త్రో జనోఽపి ఖ్రీష్టస్య దాస ఏవ|
23 ୨୩ ତମ୍କେ ଅଦିକ୍ ଦାମ୍ ଦେଇ ଗେନାଅଇଆଚେ । ଲକ୍ମନର୍ ଗତିଦାଙ୍ଗ୍ଡା ଉଆ ନାଇ ।
యూయం మూల్యేన క్రీతా అతో హేతో ర్మానవానాం దాసా మా భవత|
24 ୨୪ ଏ ବାଇବଇନିମନ୍, ତମ୍କେ ପର୍ମେସର୍ ଡାକ୍ଲାବେଲେ ଜନ୍ ଇସାବେ ରଇଲାସ୍, ସେ ଇସାବେ ପର୍ମେସର୍ ସଙ୍ଗ୍ ମିସିକରି ରଇବାର୍ ଆଚେ ।
హే భ్రాతరో యస్యామవస్థాయాం యస్యాహ్వానమభవత్ తయా స ఈశ్వరస్య సాక్షాత్ తిష్ఠతు|
25 ୨୫ ଏବେ ମୁଇ ବିବା ନ ଅଇଲା ଦାଙ୍ଗ୍ଡାଦାଙ୍ଗ୍ଡି ବିସଇନେଇ ଲେକ୍ବି । ସେ ବିସଇନେଇ ମାପ୍ରୁର୍ ଲଗେଅନି କାଇ ଆଦେସ୍ ପାଇନାଇ । ମାତର୍ ପର୍ମେସର୍ ମକେ ଦୟା କରି ଗଟେକ୍ ସତ୍ଦରମ୍ ଲକ୍ ଇସାବେ ନିଜର୍ ମନର୍ କାତା କଇଲିନି ।
అపరమ్ అకృతవివాహాన్ జనాన్ ప్రతి ప్రభోః కోఽప్యాదేశో మయా న లబ్ధః కిన్తు ప్రభోరనుకమ్పయా విశ్వాస్యో భూతోఽహం యద్ భద్రం మన్యే తద్ వదామి|
26 ୨୬ ଏବର୍ ଦୁକ୍ କସ୍ଟର୍ ବେଲା ଏତାଇଲେ, ମୁଇ ବାବ୍ଲିନି ଗଟେକ୍ ଲକ୍ ଜେନ୍ତାରି ଆଚେ, ସେନ୍ତାରିସେ ରଇବା ଦର୍କାର୍ ।
వర్త్తమానాత్ క్లేశసమయాత్ మనుష్యస్యానూఢత్వం భద్రమితి మయా బుధ్యతే|
27 ୨୭ ତମେ କାଇ ମାଇଜି ସଙ୍ଗ୍ ବାନ୍ଦିଅଇ ଆଚାସ୍ କି? ସେନ୍ତାର୍ଆଲେ ମୁକଲ୍ବାକେ ଚେସ୍ଟା କରାନାଇ । ତମେ କାଇ ବିବା ଉଆସ୍ ନାଇ କି? ସେନ୍ତାର୍ଆଲେ ମାଇଜି କଜ୍ବାକେ ଚେସ୍ଟା କରାନାଇ ।
త్వం కిం యోషితి నిబద్ధోఽసి తర్హి మోచనం ప్రాప్తుం మా యతస్వ| కిం వా యోషితో ముక్తోఽసి? తర్హి జాయాం మా గవేషయ|
28 ୨୮ ଜଦି ତମେ ବିବାଅଇ ଆଚାସ୍, ବଇଲେ ତମେ ପାପ୍ କରାସ୍ ନାଇ । ଜଦି ଗଟେକ୍ ଦାଙ୍ଗ୍ଡି ବିବାଅଇସି, ସେ ମିସା ପାପ୍ କରେନାଇ । ମାତର୍ ବିବାଅଇଲା ଲକ୍ମନ୍ ଦୁକ୍ କସ୍ଟ ମୁର୍ଚିକରି ରଇବାକେ ପଡ୍ସି । ଏନ୍ତାରି ଦୁକ୍ କସ୍ଟର୍ ବେଲାଇ ସିତିଅନି ରକିଆ ପାଆ, ବଲିକରି ମୁଇ ମନ୍ କଲିନି ।
వివాహం కుర్వ్వతా త్వయా కిమపి నాపారాధ్యతే తద్వద్ వ్యూహ్యమానయా యువత్యాపి కిమపి నాపరాధ్యతే తథాచ తాదృశౌ ద్వౌ జనౌ శారీరికం క్లేశం లప్స్యేతే కిన్తు యుష్మాన్ ప్రతి మమ కరుణా విద్యతే|
29 ୨୯ ମାତର୍ ଏ ବାଇମନ୍ ମୁଇ ତମ୍କେ କଇଲିନି, ଏବେ ଆମ୍କେ ଅଲପ୍ ଦିନ୍ ଆଚେ । ଏଟାର୍ ପାଇ ଏବେଅନି ଜେ ବିବା ଅଇଆଚେ ସେ ବିବା ନ ଅଇଲା ଲକର୍ ପାରା ରଅ ।
హే భ్రాతరోఽహమిదం బ్రవీమి, ఇతః పరం సమయోఽతీవ సంక్షిప్తః,
30 ୩୦ ସେନ୍ତାରିସେ ଜନ୍ ଲକ୍ମନ୍ କାନ୍ଦାବୁବା ଅଇରଇଲାସ୍ନି, ସେମନ୍ କାନ୍ଦାବୁବା ନ ଅଇ ରଇଲା ଲକର୍ ପାରା ରୁଆ । ଆରି ଜନ୍ ଲକ୍ମନ୍ ସାର୍ଦା ଅଇରଇଲାଇନି, ସେମନ୍ ସାର୍ଦା ନ ଅଇଲା ଲକର୍ ପାରା ଅଇ ରଅତ୍ । ଜନ୍ ଲକ୍ମନ୍ ଗେନ୍ବାଇ, ସେଟା ନିଜର୍ଟା ନଏଁ ବଇଲାପାରା ରଅତ୍ ।
అతః కృతదారైరకృతదారైరివ రుదద్భిశ్చారుదద్భిరివ సానన్దైశ్చ నిరానన్దైరివ క్రేతృభిశ్చాభాగిభిరివాచరితవ్యం
31 ୩୧ ଜନ୍ ଲକ୍ମନ୍ ଜଗତର୍ ଜିନିସ୍ ନେଇ ବେବାର୍ପାନି କଲାଇନି, ସେମନ୍ ସବୁବେଲେ ସେ ବିସଇ ଚିନ୍ତା ନ କଲା ଲକର୍ ପାରା ରଅତ୍ । କାଇକେବଇଲେ ଜନ୍ ଜଗତେ ଆମେ ଆଚୁ, ସେ ଜଗତର୍ ସବୁ ଜିନିସ୍ ବୁଡିଜାଇସି ।
యే చ సంసారే చరన్తి తై ర్నాతిచరితవ్యం యత ఇహలేకస్య కౌతుకో విచలతి|
32 ୩୨ ମାତର୍ ତମେ ଏ ବିସଇନେଇ ତେରେପେତେ ଉଆନାଇ । ବିବା ନ ଅଇଲା ଲକ୍ମନ୍ ସବୁବେଲେ ମାପ୍ରୁର୍ ସେବା କାମ୍ କର୍ବାକେ ମନ୍ କର । କାଇକେବଇଲେ ମାପ୍ରୁକେ ସାର୍ଦା କରାଇବାଟା ତାର୍ ମୁକିଅ କାମ୍ ।
కిన్తు యూయం యన్నిశ్చిన్తా భవేతేతి మమ వాఞ్ఛా| అకృతవివాహో జనో యథా ప్రభుం పరితోషయేత్ తథా ప్రభుం చిన్తయతి,
33 ୩୩ ମାତର୍ ଜେ ବିବାଅଇଆଚେ, ସେ ଏ ଜଗତର୍ ସବୁ ବିସଇନେଇ ଚିନ୍ତା କର୍ସି । କାଇକେବଇଲେ ସେ ତାର୍ ମାଇଜିକେ ସାର୍ଦାସଙ୍ଗ୍ ରକ୍ବାକେ ମନ୍ କର୍ସି ।
కిన్తు కృతవివాహో జనో యథా భార్య్యాం పరితోషయేత్ తథా సంసారం చిన్తయతి|
34 ୩୪ ସେନ୍ତିସେ ତାର୍ ମନ୍ ଦୁଇବାଟେ ଜିକ୍ଟାନ୍ ଅଇଲାନି । ବିବା ନ ଅଇଲା ମାଇଜି କି ଦାଙ୍ଗ୍ଡି ମାପ୍ରୁର୍ କାମର୍ ବିସଇ ଚିନ୍ତା କର୍ସି । କାଇକେବଇଲେ ସେ ତାର୍ ଗାଗଡ୍ ଆରି ଆତ୍ମା ପର୍ମେସର୍କେ ସର୍ପି ଦେବାକେ ମନ୍ କର୍ସି । ମାତର୍ ବିବା ଅଇଲା ମାଇଜି ଏ ଜଗତର୍ ସବୁଦିନର୍ ବିସଇ ଚିନ୍ତା କର୍ସି । କାଇକେ ବଇଲେ ତାର୍ ମୁନୁସ୍କେ ସାର୍ଦା କର୍ବାକେ ସେ ବାବ୍ତେ ରଇସି ।
తద్వద్ ఊఢయోషితో ఽనూఢా విశిష్యతే| యానూఢా సా యథా కాయమనసోః పవిత్రా భవేత్ తథా ప్రభుం చిన్తయతి యా చోఢా సా యథా భర్త్తారం పరితోషయేత్ తథా సంసారం చిన్తయతి|
35 ୩୫ ଏ କାତା ମୁଇ ତମ୍କେ ନିଜର୍ ମଙ୍ଗଲର୍ ପାଇ କଇଲିନି । ତମ୍କେ ଆଦେସ୍ ମାନ୍ବାକେ ଦେଇ ନାଇ ମାତର୍ ତମେ ଜେନ୍ତିକି ସତ୍ ବାବେ ଚଲାଚଲ୍ତି କରି ଏନେତେନେ ଚିନ୍ତା ନ ଅଇକରି ପୁରାପୁରୁନ୍ ବାବେ ମାପ୍ରୁକେ ସର୍ପି ଅଇବାକେ କଇଲିନି ।
అహం యద్ యుష్మాన్ మృగబన్ధిన్యా పరిక్షిపేయం తదర్థం నహి కిన్తు యూయం యదనిన్దితా భూత్వా ప్రభోః సేవనేఽబాధమ్ ఆసక్తా భవేత తదర్థమేతాని సర్వ్వాణి యుష్మాకం హితాయ మయా కథ్యన్తే|
36 ୩୬ କନିଆ ମାଙ୍ଗ୍ନି ଅଇଲାପଚେ ଜଦି ଜନ୍ ମନସ୍ ତାର୍ ମାଙ୍ଗ୍ଲା ମାଇଜି ସଙ୍ଗ୍ ଟିକ୍ସଙ୍ଗ୍ ଚଲାଚଲ୍ତି କରି ନାପାର୍ଲାନି ଆରି ତାର୍ ଲାଲ୍ସା ସେ କନିଆ ଉପ୍ରେ ବଡିଗାଲାନି, । ତାର୍ ଇସାବେ ବିବା ଅଇବାର୍ ଆଚେ ଆକା ବଇଲେ, ସେ ବିବା ଅଇ ପାରେ । ଏଟାର୍ପାଇ କାଇ ପାପ୍ ନାଇ ।
కస్యచిత్ కన్యాయాం యౌవనప్రాప్తాయాం యది స తస్యా అనూఢత్వం నిన్దనీయం వివాహశ్చ సాధయితవ్య ఇతి మన్యతే తర్హి యథాభిలాషం కరోతు, ఏతేన కిమపి నాపరాత్స్యతి వివాహః క్రియతాం|
37 ୩୭ ମାତର୍ ସେ ଜଦି କାର୍ ବାଦିଅ ନ ଅଇ ତାର୍ ମନ୍ ଡାଟ୍ କରି ଟିକ୍କଲେ, ଆରି ତାର୍ ମନ୍ କଲାଟା ପୁରାପୁରୁନ୍ ଦାରି ରକିପାର୍ଲେ, ସେ ଡିଣ୍ଡା ଟକିକେ ବିବା ନ କଲେ ନିକ ।
కిన్తు దుఃఖేనాక్లిష్టః కశ్చిత్ పితా యది స్థిరమనోగతః స్వమనోఽభిలాషసాధనే సమర్థశ్చ స్యాత్ మమ కన్యా మయా రక్షితవ్యేతి మనసి నిశ్చినోతి చ తర్హి స భద్రం కర్మ్మ కరోతి|
38 ୩୮ ତେବେ ଜାକେ ଡିଣ୍ଡା ଟକିର୍ ମାଙ୍ଗ୍ନି ଅଇଲା ଆଚେ, ସେ ଟିକ୍ କାମ୍ କଲାନି, ମାତର୍ ଜେ ବିବା ନ ଅଏ, ସେ ତାର୍ ତେଇଅନି ଅଦିକ୍ ନିମାନ୍ କାମ୍ କଲାନି ।
అతో యో వివాహం కరోతి స భద్రం కర్మ్మ కరోతి యశ్చ వివాహం న కరోతి స భద్రతరం కర్మ్మ కరోతి|
39 ୩୯ ମୁନୁସ୍ ଜିବନ୍ ରଇବା ଜାକ, ମାଇଜି ବାନ୍ଦି ଅଇରଇସି । ଜଦି ମୁନୁସ୍ ମରିଜାଇସି, ତେବେ ମାଇଜି ମାପ୍ରୁକେ ବିସ୍ବାସ୍ କର୍ବା ଲକ୍କେ, କାକେ ମିସା ବିବା ଅଇପାର୍ସି ।
యావత్కాలం పతి ర్జీవతి తావద్ భార్య్యా వ్యవస్థయా నిబద్ధా తిష్ఠతి కిన్తు పత్యౌ మహానిద్రాం గతే సా ముక్తీభూయ యమభిలషతి తేన సహ తస్యా వివాహో భవితుం శక్నోతి, కిన్త్వేతత్ కేవలం ప్రభుభక్తానాం మధ్యే|
40 ୪୦ ମୁଇ ବାବ୍ଲିନି ସେ ବିବା ନ ଅଇ ସେନ୍ତିସେ ରଇଲେ ଅଦିକ୍ ସୁକ୍ ମିଲ୍ସି । ଆରି ଏଟା ପରମେସରର୍ ସୁକଲ୍ ଆତ୍ମାର୍ ମନ୍ କଲାଟା ବଲି ମୁଇ ବାବ୍ଲିନି ।
తథాచ సా యది నిష్పతికా తిష్ఠతి తర్హి తస్యాః క్షేమం భవిష్యతీతి మమ భావః| అపరమ్ ఈశ్వరస్యాత్మా మమాప్యన్త ర్విద్యత ఇతి మయా బుధ్యతే|